< ପର୍କାସିତ 16 >
1 ୧ ତାର୍ପଚେ ଗଟେକ୍ ମନ୍ଦିରେଅନି ଗଟେକ୍ ଜବର୍ ସବଦ୍ ସେ ସାତ୍ଟା ଦୁତ୍ମନ୍କେ କାତା ଅଇବାଟା ମୁଇ ସୁନ୍ଲି । “ଜାଆ ଆରି ପର୍ମେସରର୍ ରିସା ବର୍ତି ଅଇରଇବା ସାତ୍ଟା ଗିନା ଦର୍ତନି ଉପ୍ରେ ଆଜାଡିଦେସ୍ ।”
Og jeg hørte en høj Røst fra Templet sige til de syv Engle: Gaar hen og udgyder Guds Harmes syv Skaaler over Jorden!
2 ୨ ପର୍ତୁମ୍ ଦୁତ୍ ଗାଲା ଆରି ତାର୍ ରିସାର୍ ଗିନା ଦର୍ତନି ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା! ଜନ୍ ଲକ୍ମନ୍ ଜେ କି ପସୁର୍ ଚିନ୍ ଗଦିଅଇରଇଲାଇ ଆରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ, ତାକର୍ ଗାଗ୍ଡେ ମୁର୍ଚି ନାପାର୍ଲା ପାରା ଉଟାନ୍ ବାରଇଲା ।
Og den første gik hen og udgød sin Skaal over Jorden, og der kom slemme og onde Bylder paa de Mennesker, som havde Dyrets Mærke, og dem, som tilbade dets Billede.
3 ୩ ତାର୍ପଚେ ଦୁଇ ଲମର୍ ଦୁତ୍ ତାର୍ ରିସାର୍ ଗିନା ସମ୍ଦୁରେ ଆଜାଡି ଦେଲା । ଆରି ଏଦେ ଦେକା! ତେଇର୍ ପାନି ମଲାଲକର୍ ବନିପାରା ଅଇଗାଲା । ଆରି ସମ୍ଦୁରେ ରଇବା ଜଁତ୍ଜିଆଦ୍ ମରିଗାଲାଇ ।
Og den anden Engel udgød sin Skaal i Havet, og det blev til Blod som af en død, og hver levende Sjæl i Havet døde.
4 ୪ ତାର୍ପଚେ ତିନ୍ ଲମର୍ ଦୁତ୍ ତାର୍ ରିସାର୍ ଗିନା ଗାଡ୍ମନ୍କେ ଆରି ପାଜ୍ରାମନ୍କେ ଆଜାଡିଦେଲା । ସେଟାମନର୍ ପାନି ସବୁ ବନି ଅଇଗାଲା ।
Og den tredje Engel udgød sin Skaal i Floderne og Vandkilderne, og de bleve til Blod.
5 ୫ ତାର୍ପଚେ ପାନି ଦେକାରକା କର୍ବା ଦୁତ୍ ଏନ୍ତାରି କଇବାଟା ମୁଇ ସୁନ୍ଲି “ଏ ସୁକଲ୍ ରଇବା ପର୍ମେସର୍ ତମେ ଆଗେଅନି ଆରି ଏବେ ମିସା ଆଚାସ୍ । ତମର୍ ବିଚାର୍ନା ଟିକ୍ ଆଚେ ।
Og jeg hørte Vandenes Engel sige: Retfærdig er du, som er, og som var, du hellige, fordi du har fældet denne Dom;
6 ୬ ପର୍ମେସର୍ ଲକ୍ମନର୍ ଆରି ବବିସତ୍ବକ୍ତାମନର୍ ବନି ଡାଲିଦେଲାଇ । ତେବର୍ପାଇ ତମେ ସେମନ୍କେ କାଇବାକେ ବନି ଦେଇଆଚାସ୍ । ସେମନ୍ କରିରଇବା କାମର୍ ପଲ୍ ସେମନ୍ ଆକା ପାଇଲାଇ ଆଚତ୍ ।”
thi de have udøst helliges og Profeters Blod, og du har givet dem Blod at drikke; de ere det værd.
7 ୭ ତାର୍ପଚେ ବେଦିଟାନେଅନି ଗଟେକ୍ ସବଦ୍ ମୁଇ ସୁନ୍ଲି । “ମାପ୍ରୁ ପର୍ମେସର୍ ଜେ କି ସବୁର୍ ଉପ୍ରେ ଆଚେ, ତମର୍ ବିଚାର୍ନା ସମାନ୍ ଆରି ସତ୍ ।”
Og jeg hørte Alteret sige: Ja, Herre, Gud, du almægtige! sande og retfærdige ere dine Domme.
8 ୮ ତାର୍ପଚେ ଚାରି ଲମର୍ ଦୁତ୍ ତାର୍ ରିସାର୍ ଗିନା ବେଲ୍ ଉପ୍ରେ ଆଜାଡ୍ଲା । ଆରି ଏଦେ ଦେକା! ତାର୍ ଅପର୍ବଲ୍ ତାତି ସଙ୍ଗ୍ ଲକ୍ମନ୍କେ ପଡାଇଦେବାକେ ବେଲ୍ ଆଦେସ୍ ପାଇଲା ।
Og den fjerde Engel udgød sin Skaal over Solen; og det blev givet den at brænde Menneskene med Ild.
9 ୯ ସେ ଅପର୍ବଲ୍ ତାତିର୍ ଲାଗି ସେମନ୍ ପଡିଗାଲାଇ । ଆରି ପର୍ମେସରର୍ ନାଉଁ ଦାରି ସାଇପ୍ ଦେଲାଇ । କାଇକେବଇଲେ ଏ ସବୁର୍ ମର୍ଡି ଉପ୍ରେ ତାର୍ଆକା ଅଦିକାର୍ ରଇଲା । ମାତର୍ ସେମନ୍ ଏନ୍ତାର୍ ଅଇଲାଇ ମସିଆ ତାକର୍ ପାପେଅନି ବାଉଡତ୍ନାଇ । ଆରି ପର୍ମେସରର୍ ବଡ୍ କାମ୍କେ ମାନତ୍ନାଇ ।
Og Menneskene brændtes i stor Hede og bespottede Guds Navn, som har Magt over disse Plager; og de omvendte sig ikke til at give ham Ære.
10 ୧୦ ତାର୍ପଚେ ପାଁଚ୍ ଲମର୍ ଦୁତ୍ ତାର୍ ରିସାର୍ ଗିନା ପସୁର୍ ବସ୍ବା ଜାଗାର୍ ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା! ପସୁର୍ ରାଇଜେ ଆନ୍ଦାର୍ ଡାବିଅଇଦେଲା । ଆରି ଦୁକାର୍ ଲାଗି ଲକ୍ମନ୍ ନିଜର୍ ନିଜର୍ ଜିବ୍ ଚାବିଅଇଦେଲାଇ ।
Og den femte Engel udgød sin Skaal over Dyrets Trone; og dets Rige blev formørket, og de tyggede deres Tunger af Pine.
11 ୧୧ ତାକର୍ ଦୁକା ଆରି ଉଟାନର୍ ଲାଗି ସରଗର୍ ପର୍ମେସର୍କେ ସେମନ୍ ସାଇପ୍ ଦେଲାଇ । ମାତର୍ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ସେମନ୍ ବାଉଡତ୍ନାଇ ।
Og de bespottede Himmelens Gud for deres Piner og for deres Bylder; og de omvendte sig ikke fra deres Gerninger.
12 ୧୨ ତାର୍ପଚେ ଚଅ ଲମର୍ ଦୁତ୍ ତାର୍ ରିସାର୍ ଗିନା ଇଉପର୍ଟିସ୍ ନାଉଁର୍ ଗଟେକ୍ ବଡ୍ଗାଡେ ଆଜାଡିଦେଲା । ଆରି ଏଦେ ଦେକା! ସେ ଗାଡର୍ ପାନି ଆଁଟିଗାଲା । ସେନ୍ତାରି ପୁର୍ବେଅନି ଜନ୍ ରାଜାମନ୍ ଆରି ତାକର୍ ସନିଅମନ୍ ଆଇବାର୍ ରଇଲା, ସେମନର୍ପାଇ ବାଟ୍ ତିଆର୍ଅଇଲା ।
Og den sjette Engel udgød sin Skaal over den store Flod Eufrat; og dens Vand borttørredes, for at Vejen kunde beredes for Kongerne fra Solens Opgang.
13 ୧୩ ତାର୍ପଚେ ତିନ୍ଟା ବେଙ୍ଗ୍ପାରା ଡିସ୍ବା ଅସୁକଲ୍ ଆତ୍ମାମନ୍କେ ମୁଇ ଦେକ୍ଲି । ସେମନ୍ ଅସୁର୍ସାଁପର୍ ଟଣ୍ଡେଅନି, ପସୁର୍ ଟଣ୍ଡେଅନି ଆରି ମିଚ୍ କଇବା ବବିସତ୍ବକ୍ତାର୍ ଟଣ୍ଡେଅନି ବାରଇ ଆଇତେରଇଲାଇ ।
Og jeg saa, at der af Dragens Mund og af Dyrets Mund og af den falske Profets Mund udgik tre urene Aander, som lignede Padder.
14 ୧୪ ସେମନ୍ କାବାଅଇଜିବା କାମ୍ କର୍ବା ଡୁମାମନର୍ ଆତ୍ମାମନ୍ । ଏ ତିନ୍ଟା ଆତ୍ମା ଜଗତେ ରଇବା ସବୁ ରାଜାମନର୍ଟାନେ ଗାଲାଇ । ବେସି ବପୁ ରଇବା ପର୍ମେସରର୍ ବଡ୍ ଦିନର୍ ଜୁଇଦେ ସେ ଆତ୍ମାମନ୍ ସବୁ ରାଜାମନ୍କେ ଟୁଲିଆଇ ଆନ୍ବାଇ ।
Thi de ere Dæmoners Aander, som gøre Tegn; og de gaa ud til hele Jorderiges Konger for at samle dem til Krigen paa Guds, den almægtiges, store Dag.
15 ୧୫ ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ ।
— Se, jeg kommer som en Tyv. Salig er den, som vaager og bevarer sine Klæder, saa han ikke skal gaa nøgen, og man skal se hans Skam. —
16 ୧୬ ତାର୍ପଚେ ଆତ୍ମାମନ୍ ସବୁ ରାଜାମନ୍କେ ଗଟେକ୍ ଜାଗାଇ ଟୁଲିଆଇ ଆନ୍ଲାଇ । ଏବ୍ରି ବାସାଇ ସେ ଜାଗାର୍ ନାଉଁ ଅଇଲାନି ଅମିଗର୍ଦନ୍ ।
Og de samlede dem til det Sted, som kaldes paa Hebraisk Harmagedon.
17 ୧୭ ତାର୍ପଚେ ସାତ୍ ଲମର୍ ଦୁତ୍, ତାର୍ ରିସାର୍ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା! ମନ୍ଦିରେ ରଇବା ବସ୍ବା ଜାଗାଇ ଅନି ଗଟେକ୍ ବଡ୍ ସବଦ୍ ଆଇଲା । “ସେଟା ସବୁ ସାରିଗାଲା!”
Og den syvende Engel udgød sin Skaal i Luften; og fra Templet, fra Tronen udgik der en høj Røst, som sagde: Det er sket.
18 ୧୮ ଦାପ୍ରେ ବିଜ୍ଲି ମାର୍ଲା, ଗଡ୍ଗଡି ମାର୍ଲା ଆରି ବେସି ଦର୍ତନି ଚୁଲ୍ବୁଲ୍ଲା । ମୁନୁସ୍ ଜାତି ତିଆର୍ କଲାତେଇଅନି ଏନ୍ତାରି ଦର୍ତନି ଚୁଲ୍ବୁଲ୍ବାଟା କେବେ ନ ଅଇରଇଲା । ଏଟା ସବୁର୍ଟାନେ ଅନି କାରାପ୍ ରଇଲା ।
Og der kom Lyn og Røster og Tordener; og der blev et stort Jordskælv, hvis Mage ikke har været, siden der blev Mennesker til paa Jorden, et saadant Jordskælv, saa stort.
19 ୧୯ ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।
Og den store Stad blev til tre Dele, og Folkeslagenes Stæder faldt; og Gud kom det store Babylon i Hu for at give det Bægeret med sin Vredes Harmes Vin.
20 ୨୦ ସମ୍ଦୁର୍ ମଜାଇ ରଇବା ସୁକ୍ଲା ଜାଗାମନ୍ ସବୁ କୁପ୍ଲି, କି ଡଙ୍ଗର୍ମନ୍ ନ ରଇଲା ।
Og hver Ø flyede, og Bjerge bleve ikke fundne.
21 ୨୧ ଆକାସେଅନି ପଚାସ୍ କେଜି ଲାକା ରଇବା କାରାପାକ୍ନାମନ୍ ଲକ୍ମନର୍ ଉପ୍ରେ ଅଦର୍ଲା । କାରାପାକ୍ନା ଅଦର୍ଲା ବିପଦର୍ଲାଗି ଲକ୍ମନ୍ ପର୍ମେସର୍କେ ସାଇପ୍ ଦେଲାଇ । କାଇକେବଇଲେ ସେଟାଗଟେକ୍ ବଡ୍ ବିପଦ୍ ରଇଲା ।
Og en stærk Hagel, centnertung, faldt ned fra Himmelen paa Menneskene; og Menneskene bespottede Gud for Hagelens Plage, thi dens Plage var meget stor.