< ପର୍କାସିତ 15 >
1 ୧ ଏଦେ ଦେକା! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।
தத: பரம் அஹம்’ ஸ்வர்கே³ (அ)பரம் ஏகம் அத்³பு⁴தம்’ மஹாசிஹ்நம்’ த்³ரு’ஷ்டவாந் அர்த²தோ யை ர்த³ண்டை³ரீஸ்²வரஸ்ய கோப: ஸமாப்திம்’ க³மிஷ்யதி தாந் த³ண்டா³ந் தா⁴ரயந்த: ஸப்த தூ³தா மயா த்³ரு’ஷ்டா: |
2 ୨ ତାର୍ପଚେ କାଁଚ୍ ପାରା ଡିସ୍ବା ସମ୍ଦୁର୍ ସଙ୍ଗ୍ ଜଇ ମିସାଇଲା ପାରାଟା ଗଟେକ୍ ଦେକ୍ଲି । ପସୁ ଆରି ତାର୍ ମୁର୍ତି ଉପ୍ରେ ଜୁଇଦ୍ କରି ଜିତିରଇବା ଲକ୍ମନ୍କେ ମିସା ମୁଇ ଦେକ୍ଲି । ସେ ପସୁର୍ ନାଉଁ ଗଟେକ୍ ଲମରର୍ ବାଦୁଲେ ରଇଲା । ସେମନ୍ କାଁଚର୍ ସମ୍ଦୁର୍ ପାଲିବାଟେ ଟିଆ ଅଇରଇଲାଇ । ପର୍ମେସର୍ ସେମନ୍କେ ଦେଇରଇବା ବିଣା ତାକର୍ ଆତେ ରଇଲା ।
வஹ்நிமிஸ்²ரிதஸ்ய காசமயஸ்ய ஜலாஸ²யஸ்யாக்ரு’திரபி த்³ரு’ஷ்டா யே ச பஸோ²ஸ்தத்ப்ரதிமாயாஸ்தந்நாம்நோ (அ)ங்கஸ்ய ச ப்ரபூ⁴தவந்தஸ்தே தஸ்ய காசமயஜலாஸ²யஸ்ய தீரே திஷ்ட²ந்த ஈஸ்²வரீயவீணா தா⁴ரயந்தி,
3 ୩ ସେ ଲକ୍ମନ୍ ମସା ଜେ କି ପର୍ମେସରର୍ ଗତିଦାଙ୍ଗ୍ଡା, ତାର୍ ଗିତ୍ ଆରି ମେଣ୍ଡାପିଲାର୍ ଗିତ୍ ଗାଇତେରଇଲାଇ । ମାପ୍ରୁ ପର୍ମେସର୍ ଜେ କି ସବୁର୍ ଉପ୍ରେ ଆଚେ, ତମେ କର୍ବା କାମ୍ ବେସି ବଡ୍ ଆରି କାବାଅଇଜିବାଟା । ତୁଇ ରାଇଜ୍ମନର୍ ରାଜା । ତର୍ ବାଟ୍ ସତ୍ ଆରି ସମାନ୍ ।
ஈஸ்²வரதா³ஸஸ்ய மூஸஸோ கீ³தம்’ மேஷஸா²வகஸ்ய ச கீ³தம்’ கா³யந்தோ வத³ந்தி, யதா², ஸர்வ்வஸ²க்திவிஸி²ஷ்டஸ்த்வம்’ ஹே ப்ரபோ⁴ பரமேஸ்²வர| த்வதீ³யஸர்வ்வகர்ம்மாணி மஹாந்தி சாத்³பு⁴தாநி ச| ஸர்வ்வபுண்யவதாம்’ ராஜந் மார்கா³ ந்யாய்யா ரு’தாஸ்²ச தே|
4 ୪ ତମ୍କେ ପର୍ମେସର୍ ବଲି ନ ନାମ୍ବା ଲକ୍ କେ ନ ରଅତ୍ । ତମ୍କେ ଡାକ୍ପୁଟା ନ କର୍ବା ଲକ୍ କେ ନ ରଅତ୍ । କାଇକେବଇଲେ ତମେସେ ସୁକଲ୍ । ସବୁ ରାଇଜର୍ ଲକ୍ମନ୍ ତମ୍କେ ଜୁଆର୍ କର୍ବାକେ, ତମର୍ ମୁଆଟେ ରୁଣ୍ଡ୍ବାଇ । କାଇକେବଇଲେ ତମର୍ ଦରମ୍ କାମ୍ମନ୍ ସବୁ ସେମନ୍ ଦେକ୍ଲାଇ ଆଚତ୍ ।
ஹே ப்ரபோ⁴ நாமதே⁴யாத்தே கோ ந பீ⁴திம்’ க³மிஷ்யதி| கோ வா த்வதீ³யநாம்நஸ்²ச ப்ரஸ²ம்’ஸாம்’ ந கரிஷ்யதி| கேவலஸ்த்வம்’ பவித்ரோ (அ)ஸி ஸர்வ்வஜாதீயமாநவா: | த்வாமேவாபி⁴ப்ரணம்’ஸ்யந்தி ஸமாக³த்ய த்வத³ந்திகம்’| யஸ்மாத்தவ விசாராஜ்ஞா: ப்ராது³ர்பா⁴வம்’ க³தா: கில||
5 ୫ ତାର୍ପଚେ ସୁକଲ୍ ତମୁ ରଇବା ସରଗର୍ ମନ୍ଦିର୍ ଉଗାଡି ଅଇରଇବାଟା ମୁଇ ଦେକ୍ଲି ।
தத³நந்தரம்’ மயி நிரீக்ஷமாணே ஸதி ஸ்வர்கே³ ஸாக்ஷ்யாவாஸஸ்ய மந்தி³ரஸ்ய த்³வாரம்’ முக்தம்’|
6 ୬ ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।
யே ச ஸப்த தூ³தா: ஸப்த த³ண்டா³ந் தா⁴ரயந்தி தே தஸ்மாத் மந்தி³ராத் நிரக³ச்ச²ந்| தேஷாம்’ பரிச்ச²தா³ நிர்ம்மலஸ்²ரு’ப்⁴ரவர்ணவஸ்த்ரநிர்ம்மிதா வக்ஷாம்’ஸி ச ஸுவர்ணஸ்²ரு’ங்க²லை ர்வேஷ்டிதாந்யாஸந்|
7 ୭ ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେ ଗଟେକ୍ ସବୁବେଲର୍ ପର୍ମେସରର୍ ରିସାସଙ୍ଗ୍ ବର୍ତି ଅଇରଇବା ସାତ୍ଟା ସୁନାର୍ ଗିନା, ସେ ସାତ୍ଟା ଦୁତ୍ମନ୍କେ ଦେଲା । (aiōn )
அபரம்’ சதுர்ணாம்’ ப்ராணிநாம் ஏகஸ்தேப்⁴ய: ஸப்ததூ³தேப்⁴ய: ஸப்தஸுவர்ணகம்’ஸாந் அத³தா³த்| (aiōn )
8 ୮ ପର୍ମେସର୍ ବପୁ ଆରି ତାର୍ ମଇମାର୍ ଲାଗି ମନ୍ଦିର୍ ଦୁଆଁ ସଙ୍ଗ୍ ବର୍ତି ଅଇଲା । ସେ ସାତ୍ଟା ଦୁତ୍ମନ୍ ସାତ୍ଟା ମର୍ଡି ନ ସାରାଇବା ଜାକ, ମନ୍ଦିର୍ ବିତ୍ରେ କେ ପୁରିନାପାର୍ଲାଇ ।
அநந்தரம் ஈஸ்²வரஸ்ய தேஜ: ப்ரபா⁴வகாரணாத் மந்தி³ரம்’ தூ⁴மேந பரிபூர்ணம்’ தஸ்மாத் தை: ஸப்ததூ³தை: ஸப்தத³ண்டா³நாம்’ ஸமாப்திம்’ யாவத் மந்தி³ரம்’ கேநாபி ப்ரவேஷ்டும்’ நாஸ²க்யத|