< ପର୍‌କାସିତ 15 >

1 ଏଦେ ଦେକା! ତାର୍‌ପଚେ ଆକାସେ ଆରିଗଟେକ୍‌ କାବା ଅଇଜିବା ଚିନ୍‌ ମୁଇ ଦେକ୍‌ଲି । ତେଇ ସାତ୍‌ଟା ଦୁତ୍‌ମନ୍‌କେ ସାତ୍‌ଟା ମର୍‌ଡି ସର୍‌ପାଇ ଅଇରଇଲା । ଏ ସର୍‌ତେ ମର୍‌ଡି ସାରାସାରି ବେଲର୍‌ଟା । କାଇକେବଇଲେ ଏଟା ଅଇଲାନି ଦର୍‌ତନି ଉପ୍‌ରେ ପର୍‌ମେସର୍‌ ଆନ୍‌ବା ସାରାସାରିର୍‌ ଡଣ୍ଡ୍‌ ।
En ik zag een ander groot en wonderlijk teken in den hemel; namelijk zeven engelen, hebbende de zeven laatste plagen; want in deze is de toorn Gods geeindigd.
2 ତାର୍‌ପଚେ କାଁଚ୍‌ ପାରା ଡିସ୍‌ବା ସମ୍‌ଦୁର୍‌ ସଙ୍ଗ୍‍ ଜଇ ମିସାଇଲା ପାରାଟା ଗଟେକ୍‌ ଦେକ୍‌ଲି । ପସୁ ଆରି ତାର୍‌ ମୁର୍‌ତି ଉପ୍‌ରେ ଜୁଇଦ୍‌ କରି ଜିତିରଇବା ଲକ୍‌ମନ୍‌କେ ମିସା ମୁଇ ଦେକ୍‌ଲି । ସେ ପସୁର୍‌ ନାଉଁ ଗଟେକ୍‌ ଲମରର୍‌ ବାଦୁଲେ ରଇଲା । ସେମନ୍‌ କାଁଚର୍‌ ସମ୍‌ଦୁର୍‌ ପାଲିବାଟେ ଟିଆ ଅଇରଇଲାଇ । ପର୍‌ମେସର୍‌ ସେମନ୍‌କେ ଦେଇରଇବା ବିଣା ତାକର୍‌ ଆତେ ରଇଲା ।
En ik zag als een glazen zee, met vuur gemengd; en die de overwinning hadden van het beest, en van zijn beeld, en van zijn merkteken, en van het getal zijns naams, welke stonden aan de glazen zee, hebbende de citers Gods;
3 ସେ ଲକ୍‌ମନ୍‌ ମସା ଜେ କି ପର୍‌ମେସରର୍‌ ଗତିଦାଙ୍ଗ୍‌ଡା, ତାର୍‍ ଗିତ୍‍ ଆରି ମେଣ୍ଡାପିଲାର୍‌ ଗିତ୍‌ ଗାଇତେରଇଲାଇ । ମାପ୍‌ରୁ ପର୍‌ମେସର୍‌ ଜେ କି ସବୁର୍‌ ଉପ୍‌ରେ ଆଚେ, ତମେ କର୍‌ବା କାମ୍‌ ବେସି ବଡ୍‌ ଆରି କାବାଅଇଜିବାଟା । ତୁଇ ରାଇଜ୍‌ମନର୍‌ ରାଜା । ତର୍‌ ବାଟ୍‌ ସତ୍‌ ଆରି ସମାନ୍‌ ।
En zij zongen het gezang van Mozes, den dienstknecht Gods, en het gezang des Lams, zeggende: Groot en wonderlijk zijn Uw werken, Heere, Gij almachtige God, rechtvaardig en waarachtig zijn Uw wegen, Gij Koning der heiligen!
4 ତମ୍‌କେ ପର୍‌ମେସର୍‌ ବଲି ନ ନାମ୍‌ବା ଲକ୍‌ କେ ନ ରଅତ୍‌ । ତମ୍‌କେ ଡାକ୍‌ପୁଟା ନ କର୍‌ବା ଲକ୍‌ କେ ନ ରଅତ୍‌ । କାଇକେବଇଲେ ତମେସେ ସୁକଲ୍‌ । ସବୁ ରାଇଜର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ କର୍‌ବାକେ, ତମର୍‌ ମୁଆଟେ ରୁଣ୍ଡ୍‌ବାଇ । କାଇକେବଇଲେ ତମର୍‌ ଦରମ୍‌ କାମ୍‌ମନ୍‌ ସବୁ ସେମନ୍‌ ଦେକ୍‌ଲାଇ ଆଚତ୍‌ ।
Wie zou U niet vrezen, Heere, en Uw Naam niet verheerlijken? Want Gij zijt alleen heilig; want alle volken zullen komen, en voor U aanbidden; want Uw oordelen zijn openbaar geworden.
5 ତାର୍‌ପଚେ ସୁକଲ୍‌ ତମୁ ରଇବା ସରଗର୍‌ ମନ୍ଦିର୍‌ ଉଗାଡି ଅଇରଇବାଟା ମୁଇ ଦେକ୍‌ଲି ।
En na dezen zag ik, en ziet, de tempel des tabernakels der getuigenis in den hemel werd geopend.
6 ସାତ୍‌ଟା ମର୍‌ଡି ସର୍‌ପାଇ ଅଇରଇବା ସାତ୍‌ଟା ଦୁତ୍‌ମନ୍‌ ମନ୍ଦିରେ ଅନି ବାରଇଲାଇ । ସେମନ୍‌ ଦବ୍‌ ରଇକରି ଜକ୍‌ଜକି ଜାଇତେରଇବା ବସ୍‌ତର୍‌ ପିନ୍ଦି ରଇଲାଇ । ଆରି ସୁନାର୍‌ ବେଲ୍‌ଟୁ ବୁକେ ବାନ୍ଦିଅଇରଇଲାଇ ।
En de zeven engelen, die de zeven plagen hadden, kwamen uit den tempel, bekleed met rein en blinkend lijnwaad, en omgord om de borst met gouden gordels.
7 ଚାର୍‌ଟା ଜିବନ୍‌ ରଇବା ପସୁମନର୍‌ ବିତ୍‌ରେ ଗଟେକ୍‌ ସବୁବେଲର୍‌ ପର୍‌ମେସରର୍‌ ରିସାସଙ୍ଗ୍‌ ବର୍‌ତି ଅଇରଇବା ସାତ୍‌ଟା ସୁନାର୍‌ ଗିନା, ସେ ସାତ୍‌ଟା ଦୁତ୍‌ମନ୍‌କେ ଦେଲା । (aiōn g165)
En een van de vier dieren gaf den zeven engelen zeven gouden fiolen, vol van den toorn Gods, Die in alle eeuwigheid leeft. (aiōn g165)
8 ପର୍‌ମେସର୍‌ ବପୁ ଆରି ତାର୍‌ ମଇମାର୍‌ ଲାଗି ମନ୍ଦିର୍‌ ଦୁଆଁ ସଙ୍ଗ୍‍ ବର୍‌ତି ଅଇଲା । ସେ ସାତ୍‌ଟା ଦୁତ୍‌ମନ୍‌ ସାତ୍‌ଟା ମର୍‌ଡି ନ ସାରାଇବା ଜାକ, ମନ୍ଦିର୍‌ ବିତ୍‌ରେ କେ ପୁରିନାପାର୍‌ଲାଇ ।
En de tempel werd vervuld met rook uit de heerlijkheid Gods, en uit Zijn kracht; en niemand kon in den tempel ingaan, totdat de zeven plagen der zeven engelen geeindigd waren.

< ପର୍‌କାସିତ 15 >