< ପର୍କାସିତ 14 >
1 ୧ ତାର୍ପଚେ ମୁଇ ସିୟନ୍ ପର୍ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ସଙ୍ଗ୍ ୧୪,୪୦୦୦ ଲକ୍ମନ୍ ରଇଲାଇ । ତାକର୍ କାପାଲେ ମେଣ୍ଡାପିଲାର୍ ନାଉଁ ଆରି ତାର୍ ବାବାର୍ ନାଉଁ ଲେକିରଇଲାଇ ।
És látám, és ímé egy Bárány áll vala Sion hegyén, és ő vele száznegyvennégy ezeren, a kiknek homlokán írva vala az ő Atyjának neve.
2 ୨ ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା ।
És hallék szózatot az égből, mint sok vizeknek zúgását és mint nagy mennydörgésnek szavát; és hallám hárfásoknak szavát, a kik az ő hárfájokkal hárfáznak vala;
3 ୩ ସେ ୧୪୪,୦୦୦ ଲକ୍ମନ୍ ବସ୍ବା ଜାଗାର୍ ଚାର୍ଟା ବଁଚିରଇବା ପସୁମନର୍, ପାର୍ଚିନ୍ମନର୍ ମୁଆଟେ ଟିଆଅଇଲାଇ । ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । ସେମନ୍ ଆକା ସେ ଗିତ୍ ଜାନିରଇଲାଇ । ସେମନ୍ସେ ମୁକ୍ତି ପାଇରଇବା ଲକ୍ମନ୍ ।
És énekelnek vala mintegy új éneket a királyiszék előtt, és a négy lelkes állat előtt és a Vének előtt; és senki meg nem tanulhatja vala azt az éneket, csak a száz negyvennégy ezer, a kik áron vétettek meg a földről.
4 ୪ ସେମନ୍ ନିଜେ ସୁକଲ୍ ରଇଲାଇ । ମାଇଜି ମନର୍ ସଙ୍ଗ୍ ମିସାବିଡା ଅଇକରି ନିଜ୍କେ ଅସୁକଲ୍ ଅଇ ନ ରଇଲାଇ । ସେମନ୍ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍ ସବୁବେଲେ ମେଣ୍ଡାପିଲାର୍ ସଙ୍ଗ୍ ଜାଇତେରଇଲାଇ । ସେମନ୍ ମୁନୁସ୍ଜାତିର୍ ବିତ୍ରେ ପର୍ତୁମ୍ ତର୍ ମୁକ୍ତି ପାଇକରି ପର୍ମେସରର୍ପାଇ ଆରି ମେଣ୍ଡାପିଲାର୍ପାଇ ନିଜ୍କେ ସର୍ପି ଅଇଆଚତ୍ ।
Ezek azok, a kik asszonyokkal nem fertőztették meg magokat; mert szűzek. Ezek azok, a kik követik a Bárányt, valahová megy. Ezek áron vétettek meg az emberek közül Istennek és a Báránynak zsengéiül.
5 ୫ ସେମନ୍ କେବେ ମିସା ମିଚ୍ ନ କଅତ୍ । କେ ମିସା ସେମନ୍କେ ଦସ୍ ଦେଇନାପାରେ ।
És az ő szájokban nem találtatott álnokság; mert az Istennek királyiszéke előtt feddhetetlenek.
6 ୬ ତାର୍ପଚେ ମୁଇ ଆରିଗଟେକ୍ ଦୁତ୍କେ ଆକାସେ ଉଡି ଜିବାଟା ଦେକ୍ଲି । ଏ ଜଗତର୍ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍ମନ୍କେ ଜାନାଇବା ପର୍ମେସରର୍ କେବେ ନ ସାର୍ବା ସୁବ୍କବର୍ ଜାନାଇତେରଇଲା । (aiōnios )
És láték más angyalt az ég közepén repülni, a kinél vala az örökkévaló evangyéliom, hogy a föld lakosainak hirdesse az evangyéliomot, és minden nemzetségnek és ágazatnak, és nyelvnek és népnek, (aiōnios )
7 ୭ ସେ ଆଉଲିଅଇକରି କଇଲା “ପର୍ମେସର୍କେ ଡାକ୍ପୁଟା କରା । ତାର୍ ବଡ୍ ବଡ୍ କାମର୍ ପାଇ ତାକେ ଆରାଦନା କରା । ଲକ୍ମନ୍କେ ବିଚାର୍ କର୍ବାକେ ତାର୍ ବେଲା କେଟ୍ଲାଆଚେ । ସରଗ୍, ଦର୍ତନି, ସମ୍ଦୁର୍, ଆରି ପାଜ୍ରା ପାନି ସବୁଜାକ ସେ ତିଆର୍କଲାଆଚେ, ତାକେ ଜୁଆର୍ କରା ।”
Ezt mondván nagy szóval: Féljétek az Istent, és néki adjatok dicsőséget: mert eljött az ő ítéletének órája; és imádjátok azt, a ki teremtette a mennyet és a földet, és a tengert és a vizek forrásait.
8 ୮ ଆରି ଗଟେକ୍ ଦୁତ୍ ପର୍ତୁମର୍ ଦୁତ୍ ପଚେ ଗାଲା । ସେ କଇଲା “କୁରୁପ୍ନାସ୍ ଅଇଲା । ବେସି ଡାକ୍ପୁଟାରଇବା ବାବିଲନ୍ କୁରୁପ୍ନାସ୍ ଅଇଲା ।” ତେଇର୍ ଲକ୍ମନ୍ ବିନ୍ ଦେସର୍ ଲକ୍ମନ୍କେ ତାକର୍ ମଦ୍ କୁଆଇଲାଇ । ତାର୍ ଅରତ୍ ଅଇଲାନି, ତାକର୍ ପାରା କାରାପ୍ ଚଲାଚଲ୍ତି କରାଇଲା ।
És más angyal követé azt, mondván: Leomlott, leomlott Babilon, a nagy város! mert az ő paráznaságának haragborából adott inni minden pogány népnek.
9 ୯ ସେ ଦୁଇଟା ଦୁତ୍ମନର୍ ପଚେପଚେ ଆରି ଗଟେକ୍ ଦୁତ୍ ଆସିକରି ଆଉଲି ଅଇକରି କଇବାର୍ ଦାର୍ଲା, ଜେ ଜଦି ପସୁକେ କି ତାର୍ ମୁର୍ତିକେ ପୁଜା କର୍ସି ଆରି ନିଜର୍ କାପାଲେ କି ତାର୍ ଆତେ ତାର୍ ଚିନ୍ ଗଦାଇଅଇସି,
És harmadik angyal is követé azokat, mondván nagy szóval: Ha valaki imádja a fenevadat és annak képét, és bélyegét felveszi vagy homlokára vagy kezére,
10 ୧୦ ସେମନ୍ ପର୍ମେସରର୍ ମଦ୍ କାଇବାଇ । ଜନ୍ଟାକି ପାନି ଗାବିକରି ଚପ୍ରା ନ କଲାଟା । ତାର୍ ଡର୍ ଲାଗ୍ବା ଡଣ୍ଡ୍ ଆରି ବଡ୍ ରିସା ସେମନ୍ ମୁରଚ୍ବାଇ । ସେମନ୍କେ କାଇ ଦୟା ନ ଦେକାଅତ୍ । ସୁକଲ୍ ଦୁତ୍ମନର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଗନ୍ଦ୍ଟାନେ ପଡିକରି ବେସି ଦୁକ୍ କସ୍ଟ ପାଇବାଇ ।
Az is iszik az Isten haragjának borából, a mely elegyítetlenül töltetett az ő haragjának poharába: és kínoztatik tűzzel és kénkővel a szent angyalok előtt és a Bárány előtt;
11 ୧୧ ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା । (aiōn )
És az ő kínlódásuknak füstje felmegy örökkön örökké; és nem lesz nyugalmuk éjjel és nappal, a kik imádják a fenevadat és annak képét, és ha valaki az ő nevének bélyegét felveszi. (aiōn )
12 ୧୨ ପର୍ମେସରର୍ ଲକ୍ମନ୍ ଜନ୍ ଲକ୍ମନ୍ କି ତାର୍ ଆଦେସ୍ ନାମ୍ବାଇ, ଆରି ଜିସୁକେ ବିସ୍ବାସ୍ କରି ଆଚତ୍, ସେମନ୍ ମୁର୍ଚିକରି ରଇବାର୍ ଆଚେ ।
Itt van a szenteknek békességes tűrése, itt a kik megtartják az Isten parancsolatait és a Jézus hitét!
13 ୧୩ ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”
És hallék az égből szózatot, a mely ezt mondja vala nékem: Írd meg: Boldogok a halottak, a kik az Úrban halnak meg mostantól fogva. Bizony, azt mondja a Lélek, mert megnyugosznak az ő fáradságuktól, és az ő cselekedeteik követik őket.
14 ୧୪ ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
És látám, és ímé vala egy fehér felhő; és a felhőn üle valaki, hasonló az embernek Fiához, a fején arany korona, és a kezében éles sarló.
15 ୧୫ ତାର୍ ପଚେ ମନ୍ଦିରେଅନି ଆରି ଗଟେକ୍ ଦୁତ୍ ବାରଇ ଆଇଲା । ଆରି ବାଦଲ୍ ଉପ୍ରେ ବସିରଇଲା ଲକ୍କେ ଆଉଲିଅଇକରି କଇଲା “ବେଲା କେଟ୍ଲାବେ ।” ତମର୍ ପସଲ୍ ପାଚ୍ଲାଆଚେ । ତର୍ ଇଲାସଙ୍ଗ୍ ସେଟା କାଟ୍ ।
És más angyal jöve ki a templomból, nagy szóval kiáltván annak, a ki a felhőn ül vala: Indítsd a sarlódat és arass; mert a földnek aratni valója megszáradt.
16 ୧୬ ତାର୍ପଚେ ବାଦ୍ଲେ ବସ୍ଲା ଲକ୍ ତାର୍ ଇଲା ଦର୍ତନି ଉପ୍ରେ ବୁଲାଇଲା । ଦର୍ତନିର୍ ଚାସ୍ ସବୁ କାଟାଅଇଲା ।
Bocsátá azért, a ki a felhőn ül vala az ő sarlóját a földre; és learattaték a föld.
17 ୧୭ ସରଗର୍ ମନ୍ଦିରେଅନି ଆରିଗଟେକ୍ ଦୁତ୍ ବାରଇ ଆଇବାଟା ମୁଇ ଦେକ୍ଲି । ତାର୍ ଆତେ ମିସା ଗଟେକ୍ ଲାଗନ୍ ଇଲା ରଇଲା ।
És más angyal jöve ki a mennyben való templomból, s annál is éles sarló vala.
18 ୧୮ ତାର୍ପଚେ ବେଦିଟାନେଅନି ଜଇ ଦେକାରକା କର୍ବା ଆରିଗଟେକ୍ ଦୁତ୍ ଆଇଲା । ସେ ଆଉଲିଅଇକରି ଲାଗନ୍ ଇଲା ଦାରିରଇବା ଦୁତ୍କେ କଇଲା “ଦର୍ତନିଟାନେ ରଇବା ଅଙ୍ଗୁର୍ବାଡର୍ ଅଙ୍ଗୁର୍ ପାଚ୍ଲାଆଚେ । ତର୍ ଇଲାଦାରି କାଟିନେ ।”
Más angyal is jöve ki az oltártól, a kinek hatalma vala a tűzön, és kiálta nagy szóval annak, a kinél vala az éles sarló, ezt mondván: Bocsásd a te éles sarlódat, és szedd meg a föld szőleinek gerézdeit; mert megértek annak szőlei.
19 ୧୯ ତେବର୍ପାଇ ସେ ଦୁତ୍ ଦର୍ତନି ଉପ୍ରେ ତାର୍ ଇଲା ବୁଲାଇଲା । ମାଲେଅନି ଅଙ୍ଗୁର୍ କାଟ୍ଲା । ଆରି ଅଙ୍ଗୁର୍ ଆଜାଡ୍ବା କୁଣ୍ଡେ ଡାଲିଦେଲା । ସେ ଜାଗା ଅଇଲାନି ପର୍ମେସରର୍ ବଡ୍ ରିସାର୍ ଜାଗା ।
Bocsátá azért az angyal az ő éles sarlóját a földre, és a földnek szőleit megszedé, és veté az Isten haragjának nagy borsajtójába.
20 ୨୦ ନଗରର୍ ବାଇରେ ରଇବା କୁଣ୍ଡେ ଚକ୍ଟାଗାଲା ଜାଗାଇ, ଅଙ୍ଗୁର୍ମନ୍ ପିଚକ୍ଲାଇ ଆରି ତେଇଅନି ବନି ବାରଇଲା । ସେ ବନି ତିନ୍ସ କିଲମିଟର୍ ଲମ୍, ଆରି ଦୁଇମିଟର୍ କାଲ୍ସେତ୍କି ବଇଗାଲା ।
És megtaposták a borsajtót a városon kívül, és vér jöve ki a borsajtóból a lovak zablájáig, ezer hatszáz futamatnyira.