< ପର୍କାସିତ 13 >
1 ୧ ଆରି ସେ ଅସୁର୍ସାଁପ୍ ସମ୍ଦୁରର୍ ବାଲିଉପ୍ରେ ଜାଇ ଟିଆ ଅଇଲା । ତାର୍ପଚେ ମୁଇ ସମ୍ଦୁର୍ ବିତ୍ରେ ଅନି ଗଟେକ୍ ପସୁକେ ବାରଇଆଇବାଟା ଦେକ୍ଲି । ତାକେ ଦସ୍ଟା ସିଙ୍ଗ୍ ଆରି ସାତ୍ଟା ମୁଣ୍ଡ୍ ରଇଲା । ତାର୍ ସବୁ ସିଙ୍ଗେ ଗଟେକ୍ ଗଟେକ୍ ମୁକୁଟ୍ ରଇଲା । ଆରି ମୁଣ୍ଡ୍ ଉପ୍ରେ ପର୍ମେସର୍କେ ନିନ୍ଦା କଲା ପାରା ବିନ୍ ବିନ୍ ରକାମର୍ ସାତ୍ଟା ନାଉଁ ରଇଲା ।
Ac dragon el tu fin puk weacn uh. Ac nga liye kosro sulallal soko tuku inkof ah me. Oasr koac singoul ac sifa itkosr kacl; ac fin kais soko koac inge oasr kais sie tefuro kac, ac fin kais sie sifa oasr sie ine su mwe aklusrongtenye God.
2 ୨ ସେ ପସୁ ଚିତାବାଗ୍ ପାରା ରଇଲା । ତାର୍ପାଦ୍ ବାଲୁର୍ ପାଦ୍ପାରା, ତାର୍ ଟଣ୍ଡ୍ ସିଅଁର୍ ଟଣ୍ଡ୍ ପାରା ରଇଲା । ଆରି ସେ ଅସୁର୍ସାଁପ୍, ସେ ପସୁକେ ନିଜର୍ ବପୁ, ସିଆଁସନ୍ ଆରି ତାର୍ ବଡ୍ ଅଦିକାର୍ ଦେଲା ।
Kosro sulallal soko uh oana luman soko leopard, ac nial oana nien bear ac oalul oana oalin lion. Ac dragon el sang ku lal sifacna nu sin kosro sulallal soko ah, wi tron lal ac wal lulap lal.
3 ୩ ସେ ପସୁର୍ ଦସ୍ଟା ମୁଣ୍ଡେଅନି ଗଟେକ୍ ମୁଣ୍ଡ୍ ବେସି ମାଡ୍ ଅଇରଇଲାପାରା ଡିସ୍ତେରଇଲା । ମାତର୍ ସେଟା ନିକ ଅଇଲା । ଗୁଲାଇ ଜଗତର୍ ଲକ୍ମନ୍ କାବାଅଇଜାଇକରି ତାର୍ ପଚେ ପଚେ ଗାଲାଇ ।
Sie sin sifa ke kosro sulallal soko ah oana in ma kanteyuki in misa, tuh mahla tari kinet kacl. Ac mwet faclu nufon arulana lut sin kosro soko, ac ukwal.
4 ୪ ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ ।
Mwet nukewa alu nu sel dragon soko ah ke sripen el sang wal lal nu sin kosro sulallal soko. Elos oayapa alu nu sin kosro sulallal soko ac fahk, “Wangin sie oana kosro soko inge! Wangin mwet ku in lainul!”
5 ୫ ସେ ପସୁକେ ୪୨ ମାସ୍ଜାକ ଅଦିକାର୍ ସଙ୍ଗଇବାକେ ଆରି ପର୍ମେସରର୍ ବିରୁଦେ ବଡ୍ପନ୍ କାତା କଇବାକେ ପର୍ମେସର୍ ଆଦେସ୍ ଦେଲା ।
God El lela nu sin kosro soko ah in fahk kas enum mu ku lun God itukyang nu sel, ac filfilla ku se inge nu sel ke lusen malem angngaul luo.
6 ୬ ସେ ପସୁ ପର୍ମେସରର୍ ନାଉଁକେ, ସେ ରଇବା ଜାଗାକେ ଆରି ସର୍ଗେ ରଇବା ସବୁକେ ସାଇପ୍ ଦେବାର୍ଦାର୍ଲା ।
Kosro soko ah mutawauk in selngawi God, oayapa Inen God, acn God El muta we, ac elos nukewa su muta inkusrao.
7 ୭ ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।
Itukyang nu sel tuh elan mweuni mwet lun God ac kutangulosla, ac itukyang pac ku nu sel in leumi sruf nukewa, ac mutunfacl, ac kain in kas, ac tuhn nukewa faclu.
8 ୮ ଦର୍ତନିଟାନେ ରଇବା ସବୁଲକ୍ ତାକେ ଜୁଆର୍କର୍ବାଇ । ଜିବନ୍ ରଇବା ଲକ୍ମନର୍ ବଇଟାନେ ନାଉଁ ଲେକାଅଇରଇବା ଲକ୍ମନ୍ସେ ତାକେ ଜୁଆର୍ ନ କରତ୍ । କାଇଟା ତିଆର୍ ନ ଅଇରଇବା ଆଗ୍ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍ଟା ।
Ac mwet nukewa su muta faclu fah alu nu sel, sayalos na su simla inelos in book in moul meet liki orekla faclu, tuh book se inge ma lun Lamb su anwuki tari.
9 ୯ କାନ୍ ରଇଲା ଲକ୍ ମନ୍ଦିଆନ୍ କରି ସୁନା ।
“Kutena mwet fin oasr srac, lela elan lohng!
10 ୧୦ ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ ।
Kutena mwet fin ma nu ke sruoh, el ac som nu ke sruoh; kutena mwet ma ac nuna anwuki ke cutlass, ac fah anwuki el ke cutlass. Kalmac pa mwet lun God enenu in oasr muteng ac lulalfongi lalos.”
11 ୧୧ ଏଦେ ଦେକା! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା ।
Na nga liye soko pac kosro sulallal sikyak faclu me. Oasr koac lukwa kacl oana koen Lamb, ac el kaskas oana soko dragon.
12 ୧୨ ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
El orekmakin ku lulap lun kosro sulallal soko meet ah ke el tu ye mutal. El sap ku nu sin faclu ac nu sin mwet nukewa su muta fac in alu nu sin kosro soko meet ah, su mahla tari kinet kacl.
13 ୧୩ ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା ।
Kosro soko aklukwa inge oru mwenmen lulap; el oru tuh e in tuku inkusrao me nu faclu ye mutun mwet nukewa.
14 ୧୪ ପର୍ତୁମ୍ ପସୁର୍ ମୁଆଟେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କର୍ବାକେ ତାକେ ଅଦିକାର୍ ରଇଲା । ସେ କାବା ଅଇଜିବା କାମ୍ମନର୍ ଲାଗି ଦର୍ତନିତେଇ ରଇବା ସବୁ ଲକ୍ମନ୍କେ ନାଡାଇଲା । ପର୍ତୁମର୍ ପସୁ ଜେ କି କାଣ୍ଡାସଙ୍ଗ୍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍ପୁଟାର୍ପାଇ ଗଟେକ୍ ମୁର୍ତି ତିଆର୍କରୁ ବଲି ସେ ଲକ୍ମନ୍କେ କଇଲା ।
Ac el kiapwela mwet nukewa muta faclu ke mwenmen ma itukyang nu sel elan oru ye mutun kosro soko meet ah. Kosro soko ah fahk nu selos in oru sie ma sruloala in akfulatye kosro soko ma tuh kinet ke cutlass ac srakna moul.
15 ୧୫ ପଚର୍ ପସୁ ଆଗ୍ତୁ ତିଆର୍ କରିରଇବା ପସୁର୍ ମୁର୍ତିତେଇ ପୁଣ୍ଡ୍ବାକେ ଅଦିକାର୍ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍ତି କାତା ଅଇକରି ତାକେ ଜୁଆର୍ ନ କର୍ବା ସବୁଲକ୍କେ ମରାଇସି ।
Ac kosro soko aklukwa ah itukyang nu sel in sang momong in moul nu ke ma sruloala se lun kosro soko meet ah, tuh elan ku in kaskas ac onelosla nukewa su tia wi alu nu ke ma sruloala sac.
16 ୧୬ ସେ ପସୁ ସାନ୍ ବଡ୍ ଲକ୍ମନ୍କେ, ସାଉକାର୍ ଆରି ଅର୍କିତ୍ ଲକ୍ମନ୍କେ, ବନ୍ଦି ଆରି ମୁକ୍ଲିରଇବା ଲକ୍ମନ୍କେ ଆରି ସବୁକେ ତାକର୍ ଉଜାଆତେ ନଇଲେ ତାକର୍ କାପାଲେ ଗଟେକ୍ ଚିନ୍ ଗଦ୍ବାକେ ଡରାଇଲା ।
Kosro soko ah sap ku nu sin mwet nukewa — mwet pusisel ac mwet fulat, mwet kasrup ac mwet sukasrup, mwet kohs ac mwet sukosok — in akilenyuki lac po layot selos ku motonsrolos.
17 ୧୭ ଏ ଚିନ୍ ନ ଅଇତେ କେ ମିସା ଗେନା ବିକା କରି ନାପାର୍ଲାଇ । ଏ ଚିନ୍ ଅଇଲାନି, ସେ ପସୁର୍ ନାଉଁ ନଇଲେ ସେ ନାଉଁ ବାଦ୍ଲିରଇବା ଲମର୍ ।
Wangin mwet ku in moli ku kukakunla kutena ma, sayalos su akilenyuk ke inen kosro soko ah, ku ke nempu ma aolla inel uh.
18 ୧୮ ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ୬୬୬ ।
Eneneyuk lalmwetmet nu ke ma inge. El su oasr etauk yorol el ku in konauk kalmen nempu lun kosro soko uh, mweyen nempu se inge orekla nu ke inen mwet se. Nempu lal uh pa onfoko onngoul onkosr.