< ପର୍‌କାସିତ 13 >

1 ଆରି ସେ ଅସୁର୍‌ସାଁପ୍‌ ସମ୍‌ଦୁରର୍‌ ବାଲିଉପ୍‌ରେ ଜାଇ ଟିଆ ଅଇଲା । ତାର୍‌ପଚେ ମୁଇ ସମ୍‌ଦୁର୍‌ ବିତ୍‌ରେ ଅନି ଗଟେକ୍‌ ପସୁକେ ବାରଇଆଇବାଟା ଦେକ୍‌ଲି । ତାକେ ଦସ୍‌ଟା ସିଙ୍ଗ୍‌ ଆରି ସାତ୍‌ଟା ମୁଣ୍ଡ୍‌ ରଇଲା । ତାର୍‌ ସବୁ ସିଙ୍ଗେ ଗଟେକ୍‌ ଗଟେକ୍‌ ମୁକୁଟ୍‌ ରଇଲା । ଆରି ମୁଣ୍ଡ୍‌ ଉପ୍‌ରେ ପର୍‌ମେସର୍‌କେ ନିନ୍ଦା କଲା ପାରା ବିନ୍‌ ବିନ୍‌ ରକାମର୍‌ ସାତ୍‌ଟା ନାଉଁ ରଇଲା ।
And he stood on the grauel of the see. And Y sai a beeste stiynge vp of the see, hauynge seuene heedis, and ten hornes; and on hise hornes ten diademes, and on hise heedis the names of blasfemye.
2 ସେ ପସୁ ଚିତାବାଗ୍‌ ପାରା ରଇଲା । ତାର୍‌ପାଦ୍‌ ବାଲୁର୍‍ ପାଦ୍‌ପାରା, ତାର୍‌ ଟଣ୍ଡ୍‌ ସିଅଁର୍‌ ଟଣ୍ଡ୍‌ ପାରା ରଇଲା । ଆରି ସେ ଅସୁର୍‌ସାଁପ୍‌, ସେ ପସୁକେ ନିଜର୍‌ ବପୁ, ସିଆଁସନ୍‌ ଆରି ତାର୍‌ ବଡ୍‌ ଅଦିକାର୍‌ ଦେଲା ।
And the beeste, whom Y sai, was lijk a pard, and hise feet as the feet of a beere, and his mouth as the mouth of a lioun; and the dragoun yaf his vertu and greet power to hym.
3 ସେ ପସୁର୍‌ ଦସ୍‌ଟା ମୁଣ୍ଡେଅନି ଗଟେକ୍‌ ମୁଣ୍ଡ୍‌ ବେସି ମାଡ୍‌ ଅଇରଇଲାପାରା ଡିସ୍‌ତେରଇଲା । ମାତର୍‌ ସେଟା ନିକ ଅଇଲା । ଗୁଲାଇ ଜଗତର୍‌ ଲକ୍‌ମନ୍‌ କାବାଅଇଜାଇକରି ତାର୍‌ ପଚେ ପଚେ ଗାଲାଇ ।
And Y sai oon of hise heedis, as slayn in to deth; and the wounde of his deth was curid. And al erthe wondride after the beeste.
4 ଆରି ନିଜର୍‌ ଅଦିକାର୍‌ ସେ ପସୁକେ ଦେଲାକେ ସବୁ ଲକ୍‌ ଅସୁର୍‌ ସାଁପ୍‌କେ ଜୁଆର୍‌ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍‌ ଜୁଆର୍‌କଲାଇ । ଏ ପସୁର୍‌ ପାରା ଆରି କେ ନାଇ । ତାର୍‌ ବିରଦେ ଜୁଇଦ୍‌ କରି କେ ମିସା ଜିତି ନାପାରତ୍‌ ।
And thei worschipiden the dragoun, that yaf power to the beeste; and thei worschipeden the beeste, and seiden, Who is lijk the beeste, and who schal mowe fiyte with it?
5 ସେ ପସୁକେ ୪୨ ମାସ୍‌ଜାକ ଅଦିକାର୍‌ ସଙ୍ଗଇବାକେ ଆରି ପର୍‌ମେସରର୍‌ ବିରୁଦେ ବଡ୍‌ପନ୍‌ କାତା କଇବାକେ ପର୍‌ମେସର୍‌ ଆଦେସ୍‌ ଦେଲା ।
And a mouth spekynge grete thingis, and blasfemyes, was youun `to it; and power was youun to it, to do two and fourti monethis.
6 ସେ ପସୁ ପର୍‌ମେସରର୍‌ ନାଉଁକେ, ସେ ରଇବା ଜାଗାକେ ଆରି ସର୍‌ଗେ ରଇବା ସବୁକେ ସାଇପ୍‌ ଦେବାର୍‌ଦାର୍‌ଲା ।
And it openyde his mouth in to blasfemyes to God, to blasfeme his name, and his tabernacle, and hem that dwellen in heuene.
7 ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‍ ଜୁଇଦ୍‌ କରି ସେମନ୍‌କେ ଆରାଇବାକେ ତାକେ ଅଦିକାର୍‌ ଦିଆଅଇଲା । ସବୁ ବଁସର୍‌ ଉପ୍‌ରେ, ରାଇଜର୍‌ ଉପ୍‌ରେ, ବାସା ଉପ୍‌ରେ ଆରି ଜାତିର୍‌ ପାଇ ତାକେ ଅଦିକାର୍‌ ଦିଆଅଇଲା ।
And it was youun to hym to make batel with seyntis, and to ouercome hem; and power was youun to hym in to ech lynage, and puple, and langage, and folk.
8 ଦର୍‌ତନିଟାନେ ରଇବା ସବୁଲକ୍‌ ତାକେ ଜୁଆର୍‌କର୍‌ବାଇ । ଜିବନ୍‌ ରଇବା ଲକ୍‌ମନର୍‌ ବଇଟାନେ ନାଉଁ ଲେକାଅଇରଇବା ଲକ୍‌ମନ୍‌ସେ ତାକେ ଜୁଆର୍‌ ନ କରତ୍‌ । କାଇଟା ତିଆର୍‌ ନ ଅଇରଇବା ଆଗ୍‌ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍‌ଟା ।
And alle men worschipiden it, that dwellen in erthe, whos names ben not writun in the book of lijf of the lomb, that was slayn fro the bigynnyng of the world.
9 କାନ୍‌ ରଇଲା ଲକ୍‌ ମନ୍‌ଦିଆନ୍‌ କରି ସୁନା ।
If ony man hath eeris, here he.
10 ୧୦ ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ ବନ୍ଦିଗରେ ରଇବାର୍‌ ଆଚେ, ସେ ବନ୍ଦିଗରେ ଜାଇସି । ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ କାଣ୍ଡାସଙ୍ଗ୍‍ ମର୍‌ବାର୍‌ଆଚେ, ସେ କାଣ୍ଡାସଙ୍ଗ୍‍ ମାରାଇଅଇସି । ମାତର୍‌ ପର୍‌ମେସରର୍‌ ଲକ୍‌ ବିସ୍‌ବାସ୍‌ ଦାରି ମୁର୍‌ଚିକରି ରଇବାର୍‌ଆଚେ ।
He that ledith in to caitifte, schal go in to caitifte; he that sleeth with swerd, it bihoueth hym to be slayn with swerd. This is the pacience and the feith of seyntis.
11 ୧୧ ଏଦେ ଦେକା! ତାର୍‌ପଚେ ଦର୍‌ତନି ଅନି ଆରିଗଟେକ୍‌ ପସୁ ବାରଇ ଆଇବାଟା ମୁଇ ଦେକ୍‌ଲି । ତାକେ ମେଣ୍ଡାପିଲାର୍‌ ସିଙ୍ଗ୍‌ପାରା ଦୁଇଟା ସିଙ୍ଗ୍‌ ରଇଲା ଆରି ଅସୁର୍‌ସାଁପ୍‌ ପାରା କାତା କଇତେରଇଲା ।
And Y sai another beeste stiynge vp fro the erthe, and it hadde two hornes, lijk the lomb; and it spak as the dragoun,
12 ୧୨ ଆଗ୍‌ତୁର୍‌ ପସୁର୍‌ପାରା ତାକେ ମିସା ଅଦିକାର୍‌ ରଇଲା । ସେ ଅଦିକାର୍‌ ସଙ୍ଗ୍‍ ସେ ସେବା କର୍‌ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍‌ମନ୍‌କେ, ଆଗ୍‌ତୁର୍‌ ପସୁକେ ଜୁଆର୍‌ କରା ବଲି ଡରାଇତେରଇଲା । ଏତ୍‌କି ବିତ୍‌ରେ ପର୍‌ତୁମ୍‌ ପସୁର୍‌ ଗାଉ ସୁକିଜାଇତେରଇଲା ।
and dide al the power of the formere beeste, in his siyt. And it made the erthe, and men dwellinge in it, to worschipe the firste beeste, whos wounde of deth was curid.
13 ୧୩ ପଚର୍‌ ପସୁ ବଡ୍‌ ବଡ୍‌ କାବା ଅଇଜିବା କାମ୍‌ମନ୍‌ କଲା । ଦର୍‌ତନିଟାନେ ରଇବା ସବୁଲକ୍‌ ଦେକ୍‌ଲାପାରା ସର୍‌ଗେଅନି ଜଇ ବାର୍‌କରାଇତେରଇଲା ।
And it dide grete signes, that also it made fier to come doun fro heuene in to the erthe, in the siyt of alle men.
14 ୧୪ ପର୍‌ତୁମ୍‌ ପସୁର୍‌ ମୁଆଟେ କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କର୍‌ବାକେ ତାକେ ଅଦିକାର୍‌ ରଇଲା । ସେ କାବା ଅଇଜିବା କାମ୍‌ମନର୍‌ ଲାଗି ଦର୍‌ତନିତେଇ ରଇବା ସବୁ ଲକ୍‌ମନ୍‌କେ ନାଡାଇଲା । ପର୍‌ତୁମର୍‌ ପସୁ ଜେ କି କାଣ୍ଡାସଙ୍ଗ୍‍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍‌ପୁଟାର୍‌ପାଇ ଗଟେକ୍‌ ମୁର୍‌ତି ତିଆର୍‌କରୁ ବଲି ସେ ଲକ୍‌ମନ୍‌କେ କଇଲା ।
And it disseyueth men, that dwellen in erthe, for signes whiche ben youun `to it to do in the siyt of the beeste; seiynge to men dwellinge in erthe, that thei make an ymage of the beeste, that hath the wounde of swerd, and lyuede.
15 ୧୫ ପଚର୍‌ ପସୁ ଆଗ୍‌ତୁ ତିଆର୍‌ କରିରଇବା ପସୁର୍‌ ମୁର୍‌ତିତେଇ ପୁଣ୍ଡ୍‌ବାକେ ଅଦିକାର୍‌ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍‌ତି କାତା ଅଇକରି ତାକେ ଜୁଆର୍‌ ନ କର୍‌ବା ସବୁଲକ୍‌କେ ମରାଇସି ।
And it was youun to hym, that he schulde yyue spirit to the ymage of the beeste, and that the ymage of the beeste speke. And he schal make, that who euere honouren not the ymage of the beeste, be slayn.
16 ୧୬ ସେ ପସୁ ସାନ୍‌ ବଡ୍‌ ଲକ୍‌ମନ୍‌କେ, ସାଉକାର୍‌ ଆରି ଅର୍‌କିତ୍‌ ଲକ୍‌ମନ୍‌କେ, ବନ୍ଦି ଆରି ମୁକ୍‌ଲିରଇବା ଲକ୍‌ମନ୍‌କେ ଆରି ସବୁକେ ତାକର୍‌ ଉଜାଆତେ ନଇଲେ ତାକର୍‌ କାପାଲେ ଗଟେକ୍‌ ଚିନ୍‌ ଗଦ୍‌ବାକେ ଡରାଇଲା ।
And he schal make alle, smale and grete, and riche and pore, and fre men and bonde men, to haue a carecter in her riythoond, ethir in her forheedis; that no man may bie,
17 ୧୭ ଏ ଚିନ୍‌ ନ ଅଇତେ କେ ମିସା ଗେନା ବିକା କରି ନାପାର୍‌ଲାଇ । ଏ ଚିନ୍‌ ଅଇଲାନି, ସେ ପସୁର୍‌ ନାଉଁ ନଇଲେ ସେ ନାଉଁ ବାଦ୍‌ଲିରଇବା ଲମର୍‌ ।
ethir sille, but thei han the caracter, ether the name of the beeste, ethir the noumbre of his name.
18 ୧୮ ସେ ପସୁର୍‌ ନମରର୍‌ ଅରତ୍‌ ଗଟେକ୍‌ ଗିଆନ୍‌ ରଇବା ଲକ୍‌ସେ ଜାନିଅଇସି । କାଇକେବଇଲେ ସେ ନମର୍‌ ଗଟେକ୍‌ ଲକର୍‌ ନାଉଁର୍‌ ବାଦୁଲେ ଆଚେ । ସେ ନମର୍‌ ଅଇଲାନି ୬୬୬ ।
Here is wisdom; he that hath vndurstonding, acounte the noumbre of the beeste; for it is the noumbre of man, and his noumbre is sixe hundrid sixti and sixe.

< ପର୍‌କାସିତ 13 >