< ପର୍‌କାସିତ 13 >

1 ଆରି ସେ ଅସୁର୍‌ସାଁପ୍‌ ସମ୍‌ଦୁରର୍‌ ବାଲିଉପ୍‌ରେ ଜାଇ ଟିଆ ଅଇଲା । ତାର୍‌ପଚେ ମୁଇ ସମ୍‌ଦୁର୍‌ ବିତ୍‌ରେ ଅନି ଗଟେକ୍‌ ପସୁକେ ବାରଇଆଇବାଟା ଦେକ୍‌ଲି । ତାକେ ଦସ୍‌ଟା ସିଙ୍ଗ୍‌ ଆରି ସାତ୍‌ଟା ମୁଣ୍ଡ୍‌ ରଇଲା । ତାର୍‌ ସବୁ ସିଙ୍ଗେ ଗଟେକ୍‌ ଗଟେକ୍‌ ମୁକୁଟ୍‌ ରଇଲା । ଆରି ମୁଣ୍ଡ୍‌ ଉପ୍‌ରେ ପର୍‌ମେସର୍‌କେ ନିନ୍ଦା କଲା ପାରା ବିନ୍‌ ବିନ୍‌ ରକାମର୍‌ ସାତ୍‌ଟା ନାଉଁ ରଇଲା ।
and he stood upon the sand of the sea. And I saw a beast coming up out of the sea, having ten horns and seven heads, and on his horns ten diadems, and upon his heads names of blasphemy.
2 ସେ ପସୁ ଚିତାବାଗ୍‌ ପାରା ରଇଲା । ତାର୍‌ପାଦ୍‌ ବାଲୁର୍‍ ପାଦ୍‌ପାରା, ତାର୍‌ ଟଣ୍ଡ୍‌ ସିଅଁର୍‌ ଟଣ୍ଡ୍‌ ପାରା ରଇଲା । ଆରି ସେ ଅସୁର୍‌ସାଁପ୍‌, ସେ ପସୁକେ ନିଜର୍‌ ବପୁ, ସିଆଁସନ୍‌ ଆରି ତାର୍‌ ବଡ୍‌ ଅଦିକାର୍‌ ଦେଲା ।
And the beast which I saw was like unto a leopard, and his feet were as [the feet] of a bear, and his mouth as the mouth of a lion: and the dragon gave him his power, and his throne, and great authority.
3 ସେ ପସୁର୍‌ ଦସ୍‌ଟା ମୁଣ୍ଡେଅନି ଗଟେକ୍‌ ମୁଣ୍ଡ୍‌ ବେସି ମାଡ୍‌ ଅଇରଇଲାପାରା ଡିସ୍‌ତେରଇଲା । ମାତର୍‌ ସେଟା ନିକ ଅଇଲା । ଗୁଲାଇ ଜଗତର୍‌ ଲକ୍‌ମନ୍‌ କାବାଅଇଜାଇକରି ତାର୍‌ ପଚେ ପଚେ ଗାଲାଇ ।
And [I saw] one of his heads as though it had been smitten unto death; and his death-stroke was healed: and the whole earth wondered after the beast;
4 ଆରି ନିଜର୍‌ ଅଦିକାର୍‌ ସେ ପସୁକେ ଦେଲାକେ ସବୁ ଲକ୍‌ ଅସୁର୍‌ ସାଁପ୍‌କେ ଜୁଆର୍‌ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍‌ ଜୁଆର୍‌କଲାଇ । ଏ ପସୁର୍‌ ପାରା ଆରି କେ ନାଇ । ତାର୍‌ ବିରଦେ ଜୁଇଦ୍‌ କରି କେ ମିସା ଜିତି ନାପାରତ୍‌ ।
and they worshipped the dragon, because he gave his authority unto the beast; and they worshipped the beast, saying, Who is like unto the beast? and who is able to war with him?
5 ସେ ପସୁକେ ୪୨ ମାସ୍‌ଜାକ ଅଦିକାର୍‌ ସଙ୍ଗଇବାକେ ଆରି ପର୍‌ମେସରର୍‌ ବିରୁଦେ ବଡ୍‌ପନ୍‌ କାତା କଇବାକେ ପର୍‌ମେସର୍‌ ଆଦେସ୍‌ ଦେଲା ।
and there was given to him a mouth speaking great things and blasphemies; and there was given to him authority to continue forty and two months.
6 ସେ ପସୁ ପର୍‌ମେସରର୍‌ ନାଉଁକେ, ସେ ରଇବା ଜାଗାକେ ଆରି ସର୍‌ଗେ ରଇବା ସବୁକେ ସାଇପ୍‌ ଦେବାର୍‌ଦାର୍‌ଲା ।
And he opened his mouth for blasphemies against God, to blaspheme his name, and his tabernacle, [even] them that dwell in the heaven.
7 ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‍ ଜୁଇଦ୍‌ କରି ସେମନ୍‌କେ ଆରାଇବାକେ ତାକେ ଅଦିକାର୍‌ ଦିଆଅଇଲା । ସବୁ ବଁସର୍‌ ଉପ୍‌ରେ, ରାଇଜର୍‌ ଉପ୍‌ରେ, ବାସା ଉପ୍‌ରେ ଆରି ଜାତିର୍‌ ପାଇ ତାକେ ଅଦିକାର୍‌ ଦିଆଅଇଲା ।
And it was given unto him to make war with the saints, and to overcome them: and there was given to him authority over every tribe and people and tongue and nation.
8 ଦର୍‌ତନିଟାନେ ରଇବା ସବୁଲକ୍‌ ତାକେ ଜୁଆର୍‌କର୍‌ବାଇ । ଜିବନ୍‌ ରଇବା ଲକ୍‌ମନର୍‌ ବଇଟାନେ ନାଉଁ ଲେକାଅଇରଇବା ଲକ୍‌ମନ୍‌ସେ ତାକେ ଜୁଆର୍‌ ନ କରତ୍‌ । କାଇଟା ତିଆର୍‌ ନ ଅଇରଇବା ଆଗ୍‌ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍‌ଟା ।
And all that dwell on the earth shall worship him, [every one] whose name hath not been written in the book of life of the Lamb that hath been slain from the foundation of the world.
9 କାନ୍‌ ରଇଲା ଲକ୍‌ ମନ୍‌ଦିଆନ୍‌ କରି ସୁନା ।
If any man hath an ear, let him hear.
10 ୧୦ ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ ବନ୍ଦିଗରେ ରଇବାର୍‌ ଆଚେ, ସେ ବନ୍ଦିଗରେ ଜାଇସି । ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ କାଣ୍ଡାସଙ୍ଗ୍‍ ମର୍‌ବାର୍‌ଆଚେ, ସେ କାଣ୍ଡାସଙ୍ଗ୍‍ ମାରାଇଅଇସି । ମାତର୍‌ ପର୍‌ମେସରର୍‌ ଲକ୍‌ ବିସ୍‌ବାସ୍‌ ଦାରି ମୁର୍‌ଚିକରି ରଇବାର୍‌ଆଚେ ।
If any man [is] for captivity, into captivity he goeth: if any man shall kill with the sword, with the sword must he be killed. Here is the patience and the faith of the saints.
11 ୧୧ ଏଦେ ଦେକା! ତାର୍‌ପଚେ ଦର୍‌ତନି ଅନି ଆରିଗଟେକ୍‌ ପସୁ ବାରଇ ଆଇବାଟା ମୁଇ ଦେକ୍‌ଲି । ତାକେ ମେଣ୍ଡାପିଲାର୍‌ ସିଙ୍ଗ୍‌ପାରା ଦୁଇଟା ସିଙ୍ଗ୍‌ ରଇଲା ଆରି ଅସୁର୍‌ସାଁପ୍‌ ପାରା କାତା କଇତେରଇଲା ।
And I saw another beast coming up out of the earth; and he had two horns like unto a lamb, and he spake as a dragon.
12 ୧୨ ଆଗ୍‌ତୁର୍‌ ପସୁର୍‌ପାରା ତାକେ ମିସା ଅଦିକାର୍‌ ରଇଲା । ସେ ଅଦିକାର୍‌ ସଙ୍ଗ୍‍ ସେ ସେବା କର୍‌ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍‌ମନ୍‌କେ, ଆଗ୍‌ତୁର୍‌ ପସୁକେ ଜୁଆର୍‌ କରା ବଲି ଡରାଇତେରଇଲା । ଏତ୍‌କି ବିତ୍‌ରେ ପର୍‌ତୁମ୍‌ ପସୁର୍‌ ଗାଉ ସୁକିଜାଇତେରଇଲା ।
And he exerciseth all the authority of the first beast in his sight. And he maketh the earth and them that dwell therein to worship the first beast, whose death-stroke was healed.
13 ୧୩ ପଚର୍‌ ପସୁ ବଡ୍‌ ବଡ୍‌ କାବା ଅଇଜିବା କାମ୍‌ମନ୍‌ କଲା । ଦର୍‌ତନିଟାନେ ରଇବା ସବୁଲକ୍‌ ଦେକ୍‌ଲାପାରା ସର୍‌ଗେଅନି ଜଇ ବାର୍‌କରାଇତେରଇଲା ।
And he doeth great signs, that he should even make fire to come down out of heaven upon the earth in the sight of men.
14 ୧୪ ପର୍‌ତୁମ୍‌ ପସୁର୍‌ ମୁଆଟେ କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କର୍‌ବାକେ ତାକେ ଅଦିକାର୍‌ ରଇଲା । ସେ କାବା ଅଇଜିବା କାମ୍‌ମନର୍‌ ଲାଗି ଦର୍‌ତନିତେଇ ରଇବା ସବୁ ଲକ୍‌ମନ୍‌କେ ନାଡାଇଲା । ପର୍‌ତୁମର୍‌ ପସୁ ଜେ କି କାଣ୍ଡାସଙ୍ଗ୍‍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍‌ପୁଟାର୍‌ପାଇ ଗଟେକ୍‌ ମୁର୍‌ତି ତିଆର୍‌କରୁ ବଲି ସେ ଲକ୍‌ମନ୍‌କେ କଇଲା ।
And he deceiveth them that dwell on the earth by reason of the signs which it was given him to do in the sight of the beast; saying to them that dwell on the earth, that they should make an image to the beast, who hath the stroke of the sword, and lived.
15 ୧୫ ପଚର୍‌ ପସୁ ଆଗ୍‌ତୁ ତିଆର୍‌ କରିରଇବା ପସୁର୍‌ ମୁର୍‌ତିତେଇ ପୁଣ୍ଡ୍‌ବାକେ ଅଦିକାର୍‌ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍‌ତି କାତା ଅଇକରି ତାକେ ଜୁଆର୍‌ ନ କର୍‌ବା ସବୁଲକ୍‌କେ ମରାଇସି ।
And it was given [unto him] to give breath to it, [even] to the image of the beast, that the image of the beast should both speak, and cause that as many as should not worship the image of the beast should be killed.
16 ୧୬ ସେ ପସୁ ସାନ୍‌ ବଡ୍‌ ଲକ୍‌ମନ୍‌କେ, ସାଉକାର୍‌ ଆରି ଅର୍‌କିତ୍‌ ଲକ୍‌ମନ୍‌କେ, ବନ୍ଦି ଆରି ମୁକ୍‌ଲିରଇବା ଲକ୍‌ମନ୍‌କେ ଆରି ସବୁକେ ତାକର୍‌ ଉଜାଆତେ ନଇଲେ ତାକର୍‌ କାପାଲେ ଗଟେକ୍‌ ଚିନ୍‌ ଗଦ୍‌ବାକେ ଡରାଇଲା ।
And he causeth all, the small and the great, and the rich and the poor, and the free and the bond, that there be given them a mark on their right hand, or upon their forehead;
17 ୧୭ ଏ ଚିନ୍‌ ନ ଅଇତେ କେ ମିସା ଗେନା ବିକା କରି ନାପାର୍‌ଲାଇ । ଏ ଚିନ୍‌ ଅଇଲାନି, ସେ ପସୁର୍‌ ନାଉଁ ନଇଲେ ସେ ନାଉଁ ବାଦ୍‌ଲିରଇବା ଲମର୍‌ ।
and that no man should be able to buy or to sell, save he that hath the mark, [even] the name of the beast or the number of his name.
18 ୧୮ ସେ ପସୁର୍‌ ନମରର୍‌ ଅରତ୍‌ ଗଟେକ୍‌ ଗିଆନ୍‌ ରଇବା ଲକ୍‌ସେ ଜାନିଅଇସି । କାଇକେବଇଲେ ସେ ନମର୍‌ ଗଟେକ୍‌ ଲକର୍‌ ନାଉଁର୍‌ ବାଦୁଲେ ଆଚେ । ସେ ନମର୍‌ ଅଇଲାନି ୬୬୬ ।
Here is wisdom. He that hath understanding, let him count the number of the beast; for it is the number of a man: and his number is Six hundred and sixty and six.

< ପର୍‌କାସିତ 13 >