< ପର୍‌କାସିତ 12 >

1 ତାର୍‌ପଚେ ବାଦ୍‌ଲେ ଗଟେକ୍‌ କାବାଅଇଜିବା ଚିନ୍‌ ଡିସ୍‌ଲା । ଆରି ଏଦେ ଦେକା! ଜନ୍‌ ବିତ୍‌ରେ ଗଟେକ୍‌ ମାଇଜି ଟିଆଅଇରଇବାଟା ଡିସ୍‌ଲା । ତାର୍‌ ଲୁଗା ବେଲ୍‌ପାରା ଜକ୍‌ଜକି ଜାଇତେରଇଲା ।
And a great sign was seen in the sky: a woman clothed with the sun, and the moon under her feet, and on her head a garland of twelve stars,
2 ସେ ମାଇଜି ବାର୍‌ଟା ତାରା ରଇବା ମୁକୁଟ୍‌ ପିନ୍ଦିରଇଲା । ସେ ନିକ ଅଇବା ବେଲା ଲଗେ କେଟିରଇଲା । ଆରି ଦୁକାସୁକାର୍‌ଲାଗି କାନ୍ଦ୍‌ତେରଇଲା ।
and having [a child] in [her] womb she cries out, travailing and being in pain to bring forth.
3 ଆରି ବାଦ୍‌ଲେ କେବେ ଦେକି ନ ରଇବା ବିନ୍‌ ରକାମ୍‌ ଚିନ୍‌ ଡିସ୍‌ଲା । ଆରି ଏଦେ ଦେକା! ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇବା ଗଟେକ୍‌ ବଡେଟା ଅଇ ରଙ୍ଗ୍‌ ରଇଲା ଅସୁର୍‌ ସାଁପ୍‌ ଡିସ୍‌ଲା । ତାର୍‌ ସାତ୍‌ଟା ମୁଣ୍ଡେ ସାତ୍‌ଟା ମୁକୁଟ୍‌ ରଇଲା ।
And there was seen another sign in the sky, and behold, a great fire-colored dragon, having seven heads and ten horns, and seven crowns on his heads,
4 ବାଦ୍‌ଲେ ରଇବା ତିନ୍‌ ବାଗେଅନି ଗଟେକ୍‌ ବାଗର୍‌ ତାରାମନ୍‌କେ ତାର୍‌ ଲେଞ୍ଜ୍‌ ଜିକିନେଇକରି ଦର୍‌ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍‌ରେ ତାର୍‌ ପିଲାକେ କାଇବି ବଲି ମାଇଜିର୍‌ ମୁଆଟେ ଟିଆଅଇଲା ।
and his tail draws the third of the stars of the sky, and he cast them to the earth; and the dragon stood before the woman who is about to bring forth, that when she may bring forth, he may devour her child;
5 ତାର୍‌ପଚେ ସେ ମାଇଜି ଗଟେକ୍‌ ପିଲାକେ ଜନମ୍‌ ଦେଲା । ସେ ପିଲା ଜଗତର୍‌ ସବୁ ରାଇଜ୍‌ ଗଟେକ୍‌ ଲୁଆର୍‌ ଡାଙ୍ଗ୍‌ସଙ୍ଗ୍‍ ସାସନ୍‌ କର୍‌ସି । ମାତର୍‌ ଚାଡାଇକରି ପର୍‌ମେସର୍‌ ବସ୍‌ବା ଜାଗାଇ ନିଆଅଇଲା ।
and she brought forth a male son, who is about to rule all the nations with a rod of iron, and her child was snatched up to God and to His throne,
6 ପର୍‌ମେସର୍‌ ତାର୍‌ପାଇ ତିଆର୍‌ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍‌ ଜାକ ତାକେ ଜତନ୍‌ ନିଆଅଇସି ।
and the woman fled into the wilderness, where she has a place made ready from God, that there they may nourish her—one thousand, two hundred, sixty days.
7 ତାର୍‌ପଚେ ସରଗ୍‌ପୁରେ ଗଟେକ୍‌ ଜୁଇଦ୍‌ ଆରାମ୍‌ ଅଇଲା । ମିକାଏଲ୍‌ ଆରି ତାର୍‌ଦୁତ୍‌ମନ୍‌ ସେ ଅସୁର୍‌ ଆରି ତାର୍‌ ଦୁତ୍‌ମନର୍‌ ସଙ୍ଗ୍‍ ଜୁଇଦ୍‌ କଲାଇ ।
And there came war in Heaven: Michael and his messengers warred against the dragon, and the dragon and his messengers warred,
8 ସେମନ୍‌ ସେ ଅସୁର୍‌କେ ଆରାଇଲାଇ । ତାକେ ଆରି ତାର୍‌ ଦୁତ୍‌ମନ୍‌କେ ସର୍‌ଗେ ରଇବାକେ ଆଦେସ୍‌ ନ ରଇଲା ।
and they did not prevail, nor was their place found anymore in Heaven;
9 ସେ ଅସୁର୍‌ ସାଁପ୍‌କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍‌ସାଁପ୍‌ ଦିଆବଲ୍‌ ବଲି ଡାକ୍‌ବା ସାଁପ୍‌ ରଇଲା । ଜେ କି ଗୁଲାଇ ଜଗତ୍‌ ନାଡାଇରଇଲା । ତାର୍‌ ଦୁତ୍‌ମନ୍‌କେ ଆରି ତାକେ ମିସ୍‌ତେ ଦର୍‌ତନି ଉପ୍‌ରେ ପିଙ୍ଗିଦେଲାଇ ।
and the great dragon was cast forth—the old serpent, who is called “Devil,” and “Satan,” who is leading the whole world astray—he was cast forth to the earth, and his messengers were cast forth with him.
10 ୧୦ ତାର୍‌ପଚେ ସର୍‌ଗେ ଗଟେକ୍‌ ଜବର୍‌ ସବଦ୍‌ ଅଇବାଟା ମୁଇ ସୁନ୍‌ଲି । ସେ ସବଦ୍‌ କଲା “ଏବେ ଲକ୍‌ମନର୍‌ପାଇ ଅଇରଇବା ପର୍‌ମେସରର୍‌ ମୁକ୍‌ତି ସିଦ୍‌ ଅଇଲାଆଚେ । ରାଜା ଇସାବେ ତାର୍‌ ବପୁ ସେ ଦେକାଇଆଚେ । ତାର୍‌ ମସିଅ, ତାର୍‌ ଅଦିକାର୍‌ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍‌ମେସରର୍‌ ମୁଆଟେ ଟିଆଅଇ ଆମର୍‌ ବାଇବଇନିମନ୍‌କେ ଦସ୍‌ ଦେଇତେରଇଲା, ତାକେ ସର୍‌ଗେଅନି ବାର୍‌କରାଇ ଦେଲାଆଚେ ।
And I heard a great voice saying in Heaven, “Now came the salvation, and the power, and the kingdom, of our God, and the authority of His Christ, because the accuser of our brothers was cast down, who is accusing them before our God day and night;
11 ୧୧ ମେଣ୍ଡାପିଲାର୍‌ ବନିର୍‌ଲାଗି ଆରି ସେମନ୍‌ ଜାନାଇରଇବା ସତର୍‌ ଲାଗି ଆମର୍‌ ବାଇବଇନିମନ୍‌ ତାର୍‌ସଙ୍ଗ୍‍ ଜୁଇଦ୍‌ କରି ଜିତ୍‌ଲାଇ । ସେମନ୍‌ ମରିଜିବାଜାକ ଜାନିରଇଲେ ମିସା ବିସ୍‌ବାସ୍‌ କର୍‌ତେରଇଲାଇ ।
and they overcame him because of the blood of the Lamb, and because of the word of their testimony, and they did not love their life—to death;
12 ୧୨ ତେବର୍‌ପାଇ, ତମେ ସର୍‌ଗେ ରଇବା ଜେତ୍‌କି ଲକ୍‌ ସାର୍‌ଦା ଉଆ । ମାତର୍‌ ଦର୍‌ତନିତେଇ ଆରି ସମ୍‌ଦୁରେ ରଇବା ଲକ୍‌ମନ୍‌ ତମର୍‌ପାଇ କେଡେ ଇନସ୍‌ତାର୍‌ ଦିନ୍‌ ଆଇସି । କାଇକେବଇଲେ ତମର୍‌ ବିତ୍‌ରେ ସଇତାନ୍‌ ଉତ୍‌ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍‌ସେ ଆଚେବଲି ଜାନିଆଚେ ।
because of this be glad, you heavens, and those who dwell in them; woe to those inhabiting the earth and the sea, because the Devil went down to you, having great wrath, having known that he has [a] short time.”
13 ୧୩ ଅସୁର୍‌ସାଁପ୍‌ ମକେ ଦର୍‌ତନିଲଗେ ପିଙ୍ଗିଦେଲାଇ ବଲି ଜାନିକରି ପିଲାକେ ଜନମ୍‌କରିରଇବା ମାଇଜିର୍‌ ପଚ୍‌ ପଚ୍‌ ଜିବାର୍‌ଦାର୍‌ଲା ।
And when the dragon saw that he was cast forth to the earth, he pursued the woman who brought forth the male,
14 ୧୪ ମରୁବାଲି ବୁଏଁ ତାର୍‌ ଜାଗାଇ କେଟ୍‌ବାକେ ଗଟେକ୍‌ ବଡ୍‌ ଗିଦର୍‌ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍‌ ସାଁପ୍‌ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍‌ ବରସ୍‌ ଅଦା ଦିନ୍‌ ତାର୍‌ ଜତନ୍‌ ନିଆଅଇସି ।
and there were given to the woman two wings of the great eagle, that she may fly into the wilderness, to her place, where she is nourished a time, and times, and half a time, from the face of the serpent;
15 ୧୫ ତାର୍‌ପଚେ ସେ ଅସୁର୍‌ସାଁପ୍‌ ତାର୍‌ ଟଣ୍ଡେଅନି ବନିଆ ଅଇଜିବା ଏତ୍‌କି ପାନି ବାର୍‌କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍‌ଲାଇ ନେଇସି ।
and the serpent cast forth out of his mouth water as a river after the woman, that he may cause her to be carried away by the river,
16 ୧୬ ମାତର୍‌ ଦର୍‌ତନି ସେ ମାଇଜିକେ ସାଇଜ କଲା । ଅସୁର୍‌ସାଁପର୍‌ ଟଣ୍ଡେଅନି ଆଇଲାପାନି ତାର୍‌ ନିଜର୍‌ ଟଣ୍ଡ୍‌ପାଡିକରି ଗିଲିଦେଲା ।
and the earth helped the woman, and the earth opened its mouth and swallowed up the river that the dragon cast forth out of his mouth;
17 ୧୭ ସେଟାର୍‌ପାଇ ସେ ଅସୁର୍‌ସାଁପ୍‌ ବେସି ରିସାଅଇଗାଲା । ଆରି ସେ ମାଇଜିର୍‌ ବାକିରଇବା ନାତିତିତି ମନର୍‌ ସଙ୍ଗ୍‍ ଜୁଇଦ୍‌ କର୍‌ବାର୍‌ ଆଇଲା । ସେମନ୍‌ ପର୍‌ମେସରର୍‌ ଆଦେସ୍‌ ମାନିକରି ଜିସୁ ଜାନାଇରଇବା ସତ୍‌ ଦାରିରଇବାଇ ।
and the dragon was angry against the woman, and went away to make war with the rest of her seed, those keeping the commands of God, and having the testimony of Jesus.

< ପର୍‌କାସିତ 12 >