< ପର୍‌କାସିତ 11 >

1 ତାର୍‌ପଚେ ମକେ ନାପ୍‌ବା ଡାଙ୍ଗ୍‌ ପାରା ଡିସ୍‌ବା ଡାଙ୍ଗ୍‌ ଗଟେକ୍‌ ଦିଆଅଇଲା । “ଜାଆ ଆରି ପର୍‌ମେସରର୍‌ ମନ୍ଦିର୍‌ ଆରି ବେଦି ନାପ୍‌ । ମନ୍ଦିରେ ପାର୍‌ତନା କର୍‌ବା ଲକ୍‌ମନ୍‌କେ ଏଜିକରି ଆଉ ।”
And there was given me a reed like unto a rod: and the angel stood, saying, Rise, and measure the temple of God, and the altar, and them that worship therein.
2 ମାତର୍‌ ମନ୍ଦିର୍‌ ବାଇରେ ରଇବା ଡାଣ୍ଡ୍‌ ନାପ୍‌ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍‌ମନ୍‌କେ ଦିଆଅଇଲା ଆଚେ । ସେମନ୍‌ ସୁକଲ୍‌ ନଅରେ ରଇ ୪୨ ମାସ୍‌ ଜାକ ସେ ନଅର୍‌କେ ଅସୁକଲ୍‌ କରିଦେବାଇ ।
But the court which is without the temple leave out, and measure it not; for it is given unto the Gentiles: and the holy city shall they tread under foot forty and two months.
3 ବାସ୍‌ତା ପିନ୍ଦିରଇବା ଦୁଇଟା ସାକିମନ୍‌କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍‌ ମୁଇ ସେମନ୍‌କେ କଇଲାଟା ଜାନାଇବାଇ ।
And I will give power unto my two witnesses, and they shall prophesy a thousand two hundred and threescore days, clothed in sackcloth.
4 ସେ ଦୁଇଟା ସାକିମନ୍‌ ଜଗତର୍‌ ମାପ୍‌ରୁର୍‌ ମୁଆଟେ ଟିଆଅଇବା ଜିତ୍‌ ଗଚ୍‌ ଆରି ଦୁଇଟା ବତି ଅଇଆଚତ୍‌ ।
These are the two olive trees, and the two candlesticks standing before the God of the earth.
5 କେ ଜଦି ସେମନର୍‌ ଅନିଆଇ ଦେକି ମାର୍‌ବାକେ ଚେସ୍‌ଟା କର୍‌ବାଇ, ତାକର୍‌ ଟଣ୍ଡେଅନି ଜଇ ବାର୍‌କରାଇ ତାକର୍‌ ବିରଦିମନ୍‌କେ ବିନାସ୍‌ କର୍‌ବାଇ । ଏନ୍ତାରି ଜେ ସେମନ୍‌କେ ମାର୍‌ବାକେ ଚେସ୍‌ଟା କର୍‌ବାଇ, ସେମନ୍‌ ମରିଜିବାଇ ।
And if any man will hurt them, fire proceeds out of their mouth, and devours their enemies: and if any man will hurt them, he must in this manner be killed.
6 ସେମନ୍‌ ପର୍‌ମେସରର୍‌ କବର୍‌ ଜାନାଇବାବେଲେ ଜେନ୍ତାରି କି ବର୍‌ସା ନଅ ବଲି ବାଦଲ୍‌କେ ଡାବିକରି ସଙ୍ଗଇବାକେ ତାକର୍‌ ଅଦିକାର୍‌ଆଚେ । ପାଜ୍‌ରା ପାନିମନ୍‌କେ ବନି କର୍‌ବାକେ ମିସା ତାକର୍‌ ଅଦିକାର୍‌ ରଇସି । ଜେଡେବେଲେ ମନ୍‌କଲେ, ସେଡେବେଲେ ଜନ୍‌ ରକାମ୍‌ ମର୍‌ଡି ଦର୍‌ତନି ଉପ୍‌ରେ କେତେତର୍‌ ମିସା କରି ବାଦାଦେବାକେ, ସେମନର୍‌ ଅଦିକାର୍‌ ଆଚେ ।
These have power to shut heaven, that it rain not in the days of their prophecy: and have power over waters to turn them to blood, and to strike the earth with all plagues, as often as they will.
7 ସେମନ୍‌ ତାକର୍‌ କବର୍‌ ଜାନାଇଲା ପଚେ, ଗଟେକ୍‌ ବେସି ଡର୍‌ ଲାଗ୍‌ବା ପସୁ ପାତାଲେଅନି ବାରଇଆସି ତାକର୍‌ ବିରୁଦେ ଜୁଇଦ୍‌ କର୍‌ସି । ସେ ପସୁ ସେମନ୍‌କେ ଆରାଇକରି ମରାଇଦେଇସି । (Abyssos g12)
And when they shall have finished their testimony, the beast that ascends out of the bottomless pit shall make war against them, and shall overcome them, and kill them. (Abyssos g12)
8 ବଡ୍‌ ନଅର୍‌ ସାଇର୍‌ ମଜାଇ ତାକର୍‌ ମଲା ଗାଗଡ୍‌ ରଇସି । ସେ ବଡ୍‌ ନଅରେ ତାକର୍‌ ମାପ୍‌ରୁ କୁରୁସ୍‌କାଟେ ସର୍‌ପି ଅଇରଇଲା । ସେ ନଅର୍‌ ସଦମ୍‌ କି ମିସର୍‌ ରାଇଜ୍‌ ପାରା ଆଚେ ।
And their dead bodies shall lie in the street of the great city, which spiritually is called Sodom and Egypt, where also our Lord was crucified.
9 ତିନ୍‌ ଦିନ୍‌ ଆରି ଅଦା ଦିନର୍‌ପାଇ ସବୁ ରାଇଜର୍‌, ସବୁ ଦେସର୍‌, ସବୁ ବଁସର୍‌, ସବୁ ଜାତିର୍‌ ଆରି ସବୁ ବାସାର୍‌ ଲକ୍‌ ଦେକ୍‌ବାଇ । ସେ ମଲା ମଡାମନ୍‌କେ ତପ୍‌ବାକେ ସେମନ୍‌ ରାଜି ନଅତ୍‌ ।
And they of the people and families and tongues and nations shall see their dead bodies three days and an half, and shall not suffer their dead bodies to be put in graves.
10 ୧୦ ଏ ଦୁଇ ଲକ୍‌ ମଲାର୍‌ପାଇ, ଜଗତର୍‌ ଲକ୍‌ ସାର୍‌ଦା ଅଇବାଇ । ଏ ଦୁଇଟା ବବିସତ୍‌ବକ୍‌ତାମନ୍‌ ଜଗତେ ବେସି ଦୁକ୍‌କସ୍‌ଟ ଆନାଇଲାଇଜେ ଲକ୍‌ମନ୍‌ ସାର୍‌ଦା ଅଇବାଇ ଆରି ସାଇସାର୍‌ଦା ଅଇକରି ସାର୍‌ଦା ଅଇବା ଜିନିସ୍‌ମନ୍‌ ଦିଆନିଆ ଅଇବାଇ ।
And they that dwell upon the earth shall rejoice over them, and make merry, and shall send gifts one to another; because these two prophets tormented them that dwelt on the earth.
11 ୧୧ ତିନ୍‌ଦିନ୍‌ ଆରି ଅଦା ଦିନ୍‌ ପଚେ ଜିବନ୍‌ ଦେବା ଗଟେକ୍‌ ପୁଣ୍ଡା ପର୍‌ମେସର୍‌ ଟାନେଅନି ଆସି ତାକର୍‌ ବିତ୍‌ରେ ପୁର୍‌ଲା । ଆରି ଏଦେ ଦେକା! ସେମନ୍‌ ଉଟ୍‌ଲାଇ । ସେମନ୍‌କେ ଦେକ୍‌ଲା ଲକ୍‌ମନ୍‌ ବେସି ଡରିଗାଲାଇ ।
And after three days and an half the spirit (pneuma) of life from God entered into them, and they stood upon their feet; and great fear fell upon them which saw them.
12 ୧୨ ତାର୍‌ପଚେ ସର୍‌ଗେ ଅନି ଗଟେକ୍‌ ଜବର୍‌ ସବଦ୍‌ ବବିସତ୍‌ବକ୍‌ତାମନ୍‌କେ କଇଲା, “ଉପ୍‌ରେ ଆସା ।” ଆରି ତାକର୍‌ ବିରଦିମନ୍‌ ଦେକ୍‌ବାବେଲେ ସେମନ୍‌ ଗଟେକ୍‌ ବାଦଲ୍‌ ଉପ୍‌ରେ ବସି ସର୍‌ଗେ ଗାଲାଇ ।
And they heard a great voice from heaven saying unto them, Come up here. And they ascended up to heaven in a cloud; and their enemies beheld them.
13 ୧୩ ସେଡ୍‌କିବେଲେ, ଏଦେ ଦେକା! ବେସି ଦର୍‌ତନି ଚୁଲ୍‌ବୁଲି ଗାଲା । ନଅରର୍‌ ଦସ୍‌ବାଗେଅନି ଗଟେକ୍‌ ବାଗ୍‌ କୁରୁପ୍‌ନାସ୍‌ ଅଇଗାଲା । ଆରି ତେଇ ୭,୦୦୦ ଲକ୍‌ମନ୍‌ ମରିଗାଲାଇ । ବାକି ରଇଲା ଲକ୍‌ମନ୍‌ ଡରିକରି ସର୍‌ଗେ ରଇବା ପର୍‌ମେସରର୍‌ ବପୁକେ ଡାକ୍‌ପୁଟା କଲାଇ ।
And the same hour was there a great earthquake, and the tenth part of the city fell, and in the earthquake were slain of men seven thousand: and the remnant were affrighted, and gave glory to the God of heaven.
14 ୧୪ ବେସି ଡର୍‌ ଅଇବା ଦୁଇ ଲମର୍‌ ଦୁକ୍‌କସ୍‌ଟ ସାରିଗାଲା । ମାତର୍‌ ଏବେ ଦେକା ପଚର୍‌ଟା ଦାପ୍‌ରେ ଆଇସି ।
The second woe is past; and, behold, the third woe comes quickly.
15 ୧୫ ତାର୍‌ପଚେ ସାତ୍‌ ଲମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ସର୍‌ଗେ ଜବର୍‌ ଆଉଲି ଅଇବାଟା ସୁନିଅଇଲା । ଜଗତ୍‌କେ ସାସନ୍‌ କର୍‌ବା ବପୁ ଆମର୍‌ ମାପ୍‌ରୁ ଆରି ତାର୍‌ ମସିଅକେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ସି । (aiōn g165)
And the seventh angel sounded; and there were great voices in heaven, saying, The kingdoms of this world are become the kingdoms of our Lord, and of his Christ; and he shall reign for ever and ever. (aiōn g165)
16 ୧୬ ତାର୍‌ପଚେ ପର୍‌ମେସରର୍‌ ମୁଆଟେ ବସ୍‍ବା ଜାଗାଇ ବସିରଇବା ୨୪ ଟା ପାର୍‌ଚିନ୍‌ମନ୍‌ ଡାଣ୍ଡାସନ୍‌ ପଡି ତାକେ ଜୁଆର୍‌ କଲାଇ ।
And the four and twenty elders, which sat before God on their seats, fell upon their faces, and worshipped God,
17 ୧୭ ସେମନ୍‌ ଏନ୍ତାରି କଇଲାଇ “ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଉପ୍‌ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍‌ ବଡ୍‌ ବପୁ ସଙ୍ଗ୍‍ ତୁଇ ସାସନ୍‌ କର୍‌ବାକେ ଆରାମ୍‌ କଲୁସ୍‌ । ଆରାମ୍‌ କଲାର୍‌ପାଇ ଆମେ ତକେ ଜୁଆର୍‌ କଲୁନି ।
Saying, We give you thanks, O LORD God Almighty, which are, and were, and are to come; because you have taken to you your great power, and have reigned.
18 ୧୮ ଜିଉଦି ନ ଅଇଲା ଲକ୍‌ମନ୍‌ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍‌ଟା । ଏବେ ମଲା ଲକ୍‌ମନର୍‌ ବିଚାର୍‌ ଅଇସିବେ । ବବିସତ୍‌ବକ୍‌ତାମନ୍‌ ଜେ କି ତମର୍‌ ଦାଙ୍ଗ୍‌ଡା ଅଇରଇଲାଇ, ସେମନ୍‌କେ ପୁରୁସ୍‌କାର୍‌ ଦେବା ବେଲା କେଟ୍‌ଲା । ତକେ ଜେତ୍‌କି ନାମ୍‌ବା ଲକ୍‌, ବଡ୍‌ସାନ୍‌ ସମାନ୍‌ ଅଇକରି ଦର୍‌ତନିକେ ବିନାସ୍‌ କରିରଇବା ଲକ୍‌ମନ୍‌ ଏବେ ନିଜେ ବିନାସ୍‌ ଅଇବାଇ ।
And the nations were angry, and your wrath has come, and the time of the dead, that they should be judged, and that you should give reward unto your servants the prophets, and to the saints, and them that fear your name, small and great; and should destroy them which destroy the earth.
19 ୧୯ ସର୍‌ଗେ ରଇବା ପର୍‌ମେସରର୍‌ ମନ୍ଦିର୍‌ ଉଗାଡି ଅଇଲା ଆରି ତେଇ ରାଜିନାମାର୍‌ ପେଡି ଡିସ୍‌ଲା । ତାର୍‌ପଚେ ବିଜ୍‌ଲି ଜଟକ୍‌ଲା, ଗଡ୍‌ଗଡି ମାର୍‌ଲା ଦର୍‌ତନି ଚୁଲ୍‌ବୁଲ୍‌ଲା ଆରି ବେସି କାରାପାକ୍‌ନା ମିସା ମାର୍‌ଲା ।
And the temple of God was opened in heaven, and there was seen in his temple the ark of his testament: and there were lightnings, and voices, and thunderings, and an earthquake, and great hail.

< ପର୍‌କାସିତ 11 >