< ପର୍‌କାସିତ 10 >

1 ତାର୍‌ପଚେ ଏଦେ ଦେକା! ସର୍‌ଗେଅନି ଆରି ଗଟେକ୍‌ ବଡ୍‌ ଦୁତ୍‌ ଉତ୍‌ରି ଆଇବାଟା ମୁଇ ଦେକ୍‌ଲି । ତାକେ ଗଟେକ୍‌ ବାଦଲ୍‌ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍‌ ଇନ୍ଦର୍‌ଦୁନୁ ଗୁଡିଆଇ ଅଇରଇଲା । ତାର୍‌ ମୁ ବେଲ୍‌ ପାରା ରଇଲା । ତାର୍‌ ଗଡ୍‌ମନ୍‌ ଜଇର୍‌ କୁନାଦି ପାରା ରଇଲା ।
En ik zag een anderen sterken engel, afkomende van den hemel, die bekleed was met een wolk; en een regenboog was boven zijn hoofd; en zijn aangezicht was als de zon, en zijn voeten waren als pilaren van vuur.
2 ତାର୍‌ ଆତେ ଉଗାଡି ଅଇରଇବା ଗଟେକ୍‌ ସାନ୍‌ ବଇ ରଇଲା । ସେ ତାର୍‌ ଉଜାଗଡ୍‌ ସମ୍‌ଦୁର୍‌ ବିତ୍‌ରେ ସଙ୍ଗଇଲା ଆରି ଡେବ୍‌ରି ଗଡ୍‌ ସୁକ୍‌ଲା ବୁଏଁ ସଙ୍ଗଇଲା ।
En hij had in zijn hand een boeksken, dat geopend was; en hij zette zijn rechtervoet op de zee, en den linker op de aarde.
3 ସେ ଆଉଲି ଅଇଲାକେ ସିଅଁମନ୍‌ ଅଡର୍‌ଲା ପାରା ସୁନିଅଇଲା । ସେ ଡାକ୍‌ଲା ପଚେ, ସାତ୍‌ଟା ଗଡ୍‌ଗଡିମନ୍‌ ଅଡ୍‌ରିକରି କଇଲାଇ ।
En hij riep met een grote stem, gelijkerwijs een leeuw brult; en als hij geroepen had, spraken de zeven donderslagen hun stemmen.
4 ସେମନ୍‌ କାତା ଅଇଲା ଦାପ୍‌ରେ ମୁଇ ଲେକ୍‌ବାକେ ଆରାମ୍‌ ଅଇରଇଲି । ମାତର୍‌ ସର୍‌ଗେଅନି ଗଟେକ୍‌ ସବଦ୍‌ ସୁନ୍‌ଲି, ସାତ୍‌ଟା ଗଡ୍‌ଗଡିମନ୍‌ କଇଲାଟା କେ ନାଜାନ୍‌ଲାପାରା ସଙ୍ଗ । ସେଟା ଲେକ୍‌ନାଇ ।
En toen de zeven donderslagen hun stemmen gesproken hadden, zo zou ik ze geschreven hebben; en ik hoorde een stem uit den hemel, die tot mij zeide: Verzegel, hetgeen de zeven donderslagen gesproken hebben, en schrijf dat niet.
5 ତାର୍‌ପଚେ ମୁଇ ଆଗ୍‌ତୁ ଦେକିରଇବା ଦୁତ୍‌ ଜେ କି ସମ୍‌ଦୁରେ ଆରି ସୁକ୍‌ଲା ପଦାଇ ଟିଆ ଅଇରଇଲା, ସେ ତାର୍‌ ଉଜା ଆତ୍‌ ସରଗ୍‌ବାଟେ ଲାମାଇଲା ।
En de engel, dien ik zag staan op de zee, en op de aarde, hief zijn hand op naar den hemel;
6 ପର୍‌ମେସରର୍‌ ନାଉଁ ଦାରି ସେ ଗଟେକ୍‌ ସପତ୍‌ କଲା । ପର୍‌ମେସର୍‌ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି । ସେ ସର୍‌ଗେ ରଇବାଟା, ଦର୍‌ତନିତେଇ ରଇବାଟା ଆରି ସମ୍‌ଦୁରେ ରଇବା ସବୁଜାକ ତିଆର୍‌ କଲା । ସେ ଦୁତ୍‌ କଇଲା, “ଆରି ଅଲ୍‌ସମ୍‌ ନ ଅଏ ।” (aiōn g165)
En hij zwoer bij Dien, Die leeft in alle eeuwigheid, Die den hemel geschapen heeft en hetgeen daarin is, en de aarde en hetgeen daarin is, en de zee en hetgeen daarin is, dat er geen tijd meer zal zijn; (aiōn g165)
7 ମାତର୍‌ ଜେଡେବେଲେ ସାତ୍‌ ଲମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ସି, ସେଡ୍‌କିବେଲେ, ପର୍‌ମେସର୍‌ କାକେ ନ ଜାନାଇରଇବା ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ସିଦ୍‌ କର୍‌ସି । ଏଟା ସେ ତାର୍‌ ଦାଙ୍ଗ୍‌ଡାମନ୍‌କେ ଆରି ବବିସତ୍‌ବକ୍‌ତାମନ୍‌କେ ସେ ଆଗ୍‌ତୁ ଜାନାଇରଇଲା ।
Maar in de dagen der stem des zevenden engels, wanneer hij bazuinen zal, zo zal de verborgenheid Gods vervuld worden, gelijk Hij Zijn dienstknechten, den profeten, verkondigd heeft.
8 ତାର୍‌ପଚେ ସର୍‌ଗେଅନି ଜନ୍‌ ସବଦ୍‌ ମର୍‌ସଙ୍ଗ୍‍ କାତା ଅଇତେରଇଲା, ସେଟା ଆରିତରେକ୍‌ ମକେ କଇଲା “ଜାଆ, ସମ୍‌ଦୁରେ ଆରି ସୁକ୍‌ଲା ଜାଗାଇ ଟିଆଅଇରଇବା ଦୁତର୍‌ ଆତେଅନି ଉଗାଡି ଅଇରଇବା କାଗଜ୍‌ ବେଟ୍‌ ।”
En de stem, die ik gehoord had uit den hemel, sprak wederom met mij, en zeide: Ga henen, neem het boeksken, dat geopend en in de hand des engels is, die op de zee en op de aarde staat.
9 ମୁଇ ଦୁତର୍‌ ଲଗେ ଗାଲି ଆରି ସାନ୍‌ଟା କାଗଜ୍‌ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍‌ ପେଟେ ଏଟା ପିତା ଅଇସି । ମାତର୍‌ ତର୍‌ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍‌ ରଇସି ।”
En ik ging henen tot den engel, zeggende tot hem: Geef mij dat boeksken. En hij zeide tot mij: Neem dat en eet het op; en het zal uw buik bitter maken, maar in uw mond zal het zoet zijn als honig.
10 ୧୦ ତେଇ ମୁଇ ଦୁତର୍‌ ଟାନେଅନି ସାନ୍‌ଟା କାଗଜ୍‌ ନେଲି ଆରି କାଇଲି । ସେଟା ମର୍‌ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍‌ ରଇଲା । ମାତର୍‌ ଗିଲ୍‌ଲା ପଚେ ପେଟ୍‌ ବିତ୍‌ରେ ପିତା ଅଇଗାଲା ।
En ik nam dat boeksken uit de hand des engels, en ik at dat op; en het was in mijn mond zoet als honig, en als ik het gegeten had, werd mijn buik bitter.
11 ୧୧ ତାର୍‌ପଚେ ମକେ କଇଲା, “ସବୁ ରାଜାମନର୍‌ ବିସଇ, ବାସାମନର୍‌ ବିସଇ, ବଁସର୍‌ ବିସଇ, ଆରି ରାଇଜର୍‌ ବିସଇ, ଏ ସବୁଜାକର୍‌ ଉପ୍‌ରେ ପର୍‌ମେସରର୍‌ କବର୍‌ ତୁଇ ଆରିତରେକ୍‌ ଜାଇ ଜାନାଇବାର୍‌ ଆଚେ ।”
En hij zeide tot mij: Gij moet wederom profeteren voor vele volken, en natien, en talen, en koningen.

< ପର୍‌କାସିତ 10 >