< ପର୍କାସିତ 1 >
1 ୧ ଜାଇ ଜାଇଟା ଦାପ୍ରେ ଗଟ୍ବାକେ ଗାଲାନି, ପର୍ମେସର୍ ଜିସୁ କିରିସ୍ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍ ଦାଙ୍ଗ୍ଡାମନ୍କେ ଜାନାଇବାକେ ପର୍ମେସର୍ ତାକେ ଜାନାଇଲା । ତେବର୍ପାଇ ମୁଇ ଜଅନ୍ ଜେ କି ତାର୍ ସିସ୍ ଅଇଲିଆଚି, ମକେ ଜାନାଇବାକେ କିରିସ୍ଟ ତାର୍ ଦୁତ୍କେ ପାଟାଇଲାଆଚେ ।
Anumzamo'a eri'za vahe'araminte kofta huno fore'ma haniazana, oku'a me'nea ke Jisasi'a ankero ne'a amino huntegeno, eri'za ne'are Joninte emeri ama hu'ne.
2 ୨ ଆରି ମକେ ଜେତ୍କି ବିସଇ ଦେକାଇରଇଲା, ମୁଇ ସେଟାମନ୍ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍ଟ ଜାନାଇରଇବା ପର୍ମେସରର୍ ସତ୍ ବାକିଅ ବଲି ମୁଇ ଡାଟ୍ ସଙ୍ଗ୍ କଇଲିନି ।
Joni'a Anumzamofonkea huama nehuno, Jisasi agenkene maka'zama ke'nea zamofo kea huama hu'ne.
3 ୩ ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍କେ ଗଟ୍ବା କାତାମନ୍ ବୁଜିକରି ମାନ୍ବା ଲକ୍ମନ୍ କେଡେକ୍ କରମର୍ ଲକ୍ମନ୍! କାଇକେବଇଲେ ଏ ସବୁ ବିସଇ ଗଟ୍ବା ବେଲା କେଟ୍ଲା ।
Ama kasnampa kema hamprinaza vahe'ene, antahi'naza vahe'ene, ana kema amage'ma antenaza vahe'mo'za asomu erigahaze. Na'ankure anazama fore'ma hania knamo'a, hago kofta nehie.
4 ୪ ମୁଇ ଜଅନ୍ ଆସିଆ ରାଇଜେ ରଇବା ସାତ୍ଟା ମଣ୍ଡଲିକେ ଲେକ୍ଲିନି । ପର୍ମେସର୍ ଟାନେଅନି ଆସିରଇବା ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ମିଲ । ସେ ଏବେ ଆଚେ । ଆଗ୍ତୁ ମିସା ରଇଲା ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ ବସିରଇବା ଜାଗାର୍ ମୁଆଟର୍ ସାତ୍ଟା ଆତ୍ମାମନର୍ ଟାନେଅନି
Nagra Joni'na, ama naneke Esia kaziga 7ni'a mono nonte naga'motarega avona kreneramue. Hagi korapa mani'neno, menima mani'neankino, henkama mani'nia Anumzamo, Agra'a asuragi'zane, rimpa fruzana tamina, fru hutma manigahaze. Hagi 7ni'a Avamutamima Anumzamofo kini tramofo avugama nemanizamo'za, zamagranena zamasu ragiramante'za, tamazeri fru hanigeta, fru hutma nemanisageno,
5 ୫ ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ ।
Jisas Kraisi fatgo huno, Anumzamofo ke'a huama nehimo, Agra'a fri'naza vahepintira ugagota huno ese oti'nemo, maka mopafi vahe'mokizmi kini vahe kegava huzmante'nea ne'manin'eankino, Agra kumitifima mani'nonkeno, avesiranteno korama'areti mizaseno katufe tantenegu agi'a erisaga hanune.
6 ୬ ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ । (aiōn )
Agra'a vahe tazeri retro huneranteno, agra tavreno Anumzamofo eri'za erisuna pristi vahe retro hurante'neankino, Agrake'za maka kna ra agi'a e'nerino hanavea erino, manivava hugahie. Tamage. (aiōn )
7 ୭ ଏଦେ ଦେକା! ସେ ମେଗ୍ମାଲାଇ ବସି ଆଇଲାନି । ଗୁଲାଇ ଲକ୍ମନ୍ ତାକେ ଦେକ୍ବାଇ । ତାକେ କୁରୁସ୍କାଟେ କୁଟି ମାରିରଇବା ଲକ୍ମନ୍ ମିସା ଦେକ୍ବାଇ । ଏ ଜଗତେ ରଇବା ସବୁ ଲକ୍ମନ୍ ତାର୍ଲାଗି ଦୁକ୍ କର୍ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍!
Keho, Agra hampompi ne-eankino, (Dan 7:13) maka vahe'mo'za negesageno, keka zafare'ma krugruma renaza vahe'mo'zanena negesageno, maka ama mopafi vahe'mo'za zavi krafa hugahaze. Hanki e'ina hu'zana fore hugahie. Tamage.
8 ୮ ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।”
Nagrani'a ese agafahu manina (Alfa), vagare mani'noe (Omega). Korapa mani'nena, menina mani'noankina, henka egahue huno hanavenentake Ra Anumzamo'a hu'ne.
9 ୯ “ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।
Nagra Joni'na neramafu'na Anumzamofo kumaku'ma knama enerita Jisasinte'ma kazigazi huta magoka nevumo'na, navre'za ti amunompi Patmosie nehaza mopa, me'nere ome nante'naze. Na'ankure Anumzamofo kereku'ene, Jisasi agenkema huama'ma nehua zanku anara hu'naze.
10 ୧୦ ଆମେ ମିସିକରି ତାକେ ଆରାଦନା କର୍ବା ମାପ୍ରୁର୍ ଦିନେ, ତାର୍ ଆତ୍ମା ମକେ ଦାରିରଇଲା । ଆରି ଜବର୍ ଅଇତେ ମଇରି ବାଜ୍ଲା ପାରା ମର୍ ପଚ୍ବାଟେ ସୁନ୍ଲି ।
Hanki Ramofo knazupa, nagra avamupi mani'ne'na nentahugeno, namefigatira mago agerumo'a ra ufereaza huno anage hu'ne,
11 ୧୧ ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”
Amama kana zantamina avontafe krenka, 7ni'a kumate me'nea mono nontaminte atregeno vino. Efesasima, Smenama, Pegamamima, Taitariama, Sadisima, Fildafiama, Ledosiama hunka krezamio.
12 ୧୨ ସେ ସବଦ୍ ସୁନ୍ଲାକେ, କେ କାତାଅଇଲାନି, ଦେକ୍ବି ବଲି ପାସଲ୍ଲି ଆରି ସାତ୍ଟା ସୁନାର୍ ବତି ଡାଣ୍ଡି ଦେକ୍ଲି ।
Anagema huno hige'na, rukrehe hu'na kema hia vahe kenaku'ma huana, 7ni'a tavi rekru hunte'naza azota golire tro hunte'nea me'negena ke'noe.
13 ୧୩ ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା ।
Ana lamu tavimofo amu'nompina, Vahe'mofo Mofavregna ne'mo, efeke za'za kukena antaninegeno agia ruhananegeno, golire tro hunte'naza nofinu afumpinti rutahera higeno, asoparega kreramino vu'nege'na ke'noe.
14 ୧୪ ତାର୍ ମୁଣ୍ଡର୍ ଚେଣ୍ଡି ଦଇଲା ଚାଉଲ୍ ଆରି ଦୁଦ୍ପାରା ଦବ୍ ରଇଲା । ଆରି ତାର୍ ଆଁକି ଲାଗ୍ତେ ରଇବା ଜଇ ପାରା ଗଜ୍ଗଜି ଜାଇତେ ରଇଲା ।
Hagi Agri asenimo'ene azokamo'a efenentake huno efeke hampokna higeno, avurgamo'a teve anefakna hu'negena ke'noe.
15 ୧୫ ତାର୍ ପାଦର୍ ରେଡି ପିତଲ୍ ପାରା ଜଗ୍ଜଗି ଜାଇତେରଇଲା, ଜନ୍ଟାକି ଜଇଟାନେ ପରିଚଲ୍ ଅଇ ସୁନ୍ଦର୍ କରି ରେତ୍ଲାପାରା । ଆରି ତାର୍ ସବଦ୍ ଅଦର୍ତେରଇବା ଜର୍ନା ପାନିର୍ ସବଦ୍ପାରା ଜବର୍ ସବଦ୍ ଅଇତେରଇଲା ।
Ana Ne'mofo agamo'a brasima tevefima krefizo hazageno, masanentake nehiankna nehigeno, agerumo'a rama'a timofo agasasa kemo'ma hiaza hu'ne.
16 ୧୬ ସେ ତାର୍ ଉଜା ବାଟର୍ ଆତେ ସାତ୍ଟା ତାରା ଦାରି ରଇଲା, ଆରି ତାର୍ ଟଣ୍ଡେ ଅନି ଦୁଇବାଟେ ଦାର୍ ରଇବା ତିପ୍ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍ ମୁଁ ମୁଇଦାନିଆର୍ ବେଲ୍ପାରା ଜଲ୍କି ଜାଇତେ ରଇଲା ।
Ana ne'mo'a azantmaga 7ni'a hanafi azeri'negeno, tare kaziga asane kazimo agipintira atiramino egeno, Agri avugosamo'a zagemo remsa hiankna huno hanavenentake huno remsa hu'ne.
17 ୧୭ ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ ।
Nagrama ana ne'ma nege'na, agafi traka hu'na fri vahekna hugeno, tamaga azanu nagofetu nenteno anage hu'ne, Korera kagra osuo, Nagrani'a ese agafahu mani'na, vagarera mani'noe.
18 ୧୮ ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ । (aiōn , Hadēs )
Kasefa hu'na mani'nomo'na ko frite'na, oti'na mani'noanki, keho, henka'a ofri'na manivava hugahue. Fri'zane, fri vahe'mofo kumate ki nofira Nagra azeri'noe. (aiōn , Hadēs )
19 ୧୯ ତେବର୍ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍ ଆରି ଜାଇଜାଇଟା ଏବେ ଗଟ୍ଲାନି ଆରି ପଚ୍କେ ଗଟ୍ସି, ସେଟା ସବୁ ଲେକିକରି ସଙ୍ଗୁଆ ।
E'ina hu'negu maka'zama menima kana zane, menima me'neazane, henkama fore'ma haniazanena avontafepi krento.
20 ୨୦ ମର୍ ଉଜାବାଟେ ରଇବା ସାତ୍ଟା ତାରା ଆରି, ସାତ୍ଟା ସୁନାର୍ ବତି ଡାଣ୍ଡିର୍ ଅରତ୍ ମୁଇ ତମ୍କେ କଇଦେବି । ସେ ସାତ୍ଟା ବତିଡାଣ୍ଡି ଅଇଲାନି ସାତ୍ଟା ମଣ୍ଡଲି । ସାତ୍ଟା ତାର୍ମନ୍ ଅଇଲାଇନି, ସାତ୍ଟା ମଣ୍ଡଲିର୍ ଦାଇତ୍ ନେବା ଦୁତ୍ମନ୍ ।
Kagrama 7ni'a hanafi'ma tamaga nazampima me'negenka negenka, golire tavima rekru hunte azotama ke'nanana oku'a agu'agesamo'a amanahu hu'ne, 7ni'a ofuna, 7ni'a mono no kumate ankero vahetami ke'nane, tavi'ma rekru hunte azotama, golire tro huntenegenka 7ni'a ke'nanana, 7ni'a mono nontami me'negenka ke'nane huno nasami'ne.