< ପର୍‌କାସିତ 1 >

1 ଜାଇ ଜାଇଟା ଦାପ୍‌ରେ ଗଟ୍‌ବାକେ ଗାଲାନି, ପର୍‌ମେସର୍‌ ଜିସୁ କିରିସ୍‌ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍‌ ଦାଙ୍ଗ୍‌ଡାମନ୍‌କେ ଜାନାଇବାକେ ପର୍‌ମେସର୍‌ ତାକେ ଜାନାଇଲା । ତେବର୍‌ପାଇ ମୁଇ ଜଅନ୍‌ ଜେ କି ତାର୍‌ ସିସ୍‌ ଅଇଲିଆଚି, ମକେ ଜାନାଇବାକେ କିରିସ୍‌ଟ ତାର୍‌ ଦୁତ୍‌କେ ପାଟାଇଲାଆଚେ ।
De openbaring van Jezus Christus, die God hem gegeven heeft, om Zijn dienstknechten te tonen de dingen, die haast geschieden moeten; en die Hij door Zijn engel gezonden, en Zijn dienstknecht Johannes te kennen gegeven heeft;
2 ଆରି ମକେ ଜେତ୍‌କି ବିସଇ ଦେକାଇରଇଲା, ମୁଇ ସେଟାମନ୍‌ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍‌ଟ ଜାନାଇରଇବା ପର୍‌ମେସରର୍‌ ସତ୍‌ ବାକିଅ ବଲି ମୁଇ ଡାଟ୍‌ ସଙ୍ଗ୍‍ କଇଲିନି ।
Dewelke het woord Gods betuigd heeft, en de getuigenis van Jezus Christus, en al wat hij gezien heeft.
3 ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍‌କେ ଗଟ୍‌ବା କାତାମନ୍‌ ବୁଜିକରି ମାନ୍‌ବା ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌! କାଇକେବଇଲେ ଏ ସବୁ ବିସଇ ଗଟ୍‌ବା ବେଲା କେଟ୍‌ଲା ।
Zalig is hij, die leest, en zijn zij, die horen de woorden dezer profetie, en die bewaren, hetgeen in dezelve geschreven is; want de tijd is nabij.
4 ମୁଇ ଜଅନ୍‌ ଆସିଆ ରାଇଜେ ରଇବା ସାତ୍‌ଟା ମଣ୍ଡଲିକେ ଲେକ୍‌ଲିନି । ପର୍‌ମେସର୍‌ ଟାନେଅନି ଆସିରଇବା ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ମିଲ । ସେ ଏବେ ଆଚେ । ଆଗ୍‌ତୁ ମିସା ରଇଲା ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ ବସିରଇବା ଜାଗାର୍‍ ମୁଆଟର୍‌ ସାତ୍‌ଟା ଆତ୍‌ମାମନର୍‌ ଟାନେଅନି
Johannes aan de zeven Gemeenten, die in Azie zijn: genade zij u en vrede van Hem, Die is, en Die was, en Die komen zal; en van de zeven geesten, die voor Zijn troon zijn;
5 ଆରି ଜିସୁକିରିସ୍‌ଟ ଟାନେଅନି । ସେ ଆକା ପର୍‌ମେସରର୍‌ ବିସଇର୍‍ ସତ୍‌ ସାକି ଦେଇପାର୍‌ସି । ମଲା ଲକ୍‌ମନର୍‌ଟାନେଅନି ତାକେସେ ପର୍‌ତୁମ୍‌ ଉଟାଇରଇଲା । ଏ ଜଗତର୍‌ ସାସନ୍‌କାରିଆମନର୍‌ ଉପ୍‌ରେ ରଇବା ସାସନ୍‌କାରିଆ । ସେ ଆମ୍‌କେ ଆଲାଦ୍‌ କଲାନି । ଆମର୍‌ପାଇ ଗଟେକ୍‌ ବଲି ଇସାବେ ମଲାକେ ଆମର୍‌ ପାପେଅନି ସେ ଆମ୍‌କେ ମୁକ୍‌ଲାଇଆଚେ ।
En van Jezus Christus, Die de getrouwe Getuige is, de Eerstgeborene uit de doden, en de Overste der koningen der aarde. Hem, Die ons heeft liefgehad, en ons van onze zonden gewassen heeft in Zijn bloed.
6 ତାର୍‌ ବାବା ପର୍‌ମେସର୍‌କେ ସେବା କର୍‌ବାପାଇ ସେ ଆମ୍‌କେ ଗଟେକ୍‌ ରାଜାର୍‌ କୁଟୁମେ ପୁଜାରି କଲାଆଚେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବପୁ ଆରି ମଇମା ପାଅ । ଆମେନ୍‌ । (aiōn g165)
En Die ons gemaakt heeft tot koningen en priesters Gode en Zijn Vader; Hem, zeg ik, zij de heerlijkheid en de kracht in alle eeuwigheid. Amen. (aiōn g165)
7 ଏଦେ ଦେକା! ସେ ମେଗ୍‌ମାଲାଇ ବସି ଆଇଲାନି । ଗୁଲାଇ ଲକ୍‌ମନ୍‌ ତାକେ ଦେକ୍‌ବାଇ । ତାକେ କୁରୁସ୍‌କାଟେ କୁଟି ମାରିରଇବା ଲକ୍‌ମନ୍‌ ମିସା ଦେକ୍‌ବାଇ । ଏ ଜଗତେ ରଇବା ସବୁ ଲକ୍‌ମନ୍‌ ତାର୍‌ଲାଗି ଦୁକ୍‌ କର୍‌ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍‌!
Ziet, Hij komt met de wolken en alle oog zal Hem zien, ook degenen, die Hem doorstoken hebben; en alle geslachten der aarde zullen over Hem rouw bedrijven; ja, amen.
8 ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଅଦିକ୍‌ ବପୁର୍‌ଟା । ସେ ଏବେ ମିସା ଆଚେ । ସେ ଆଗ୍‌ତୁ ରଇଲା । ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ, ଆରି ସାରାଇବା ଲକ୍‌ ମିସା ମୁଇସେ ।”
Ik ben de Alfa en de Omega, het Begin en het Einde, zegt de Heere, Die is, en Die was, en Die komen zal, de Almachtige.
9 “ମୁଇ ଜଅନ୍‌, ତମର୍‌ ବିସ୍‌ବାସର୍‌ ଲାଗି ବାଇ ଅଇଲିଆଚି । ଜିସୁର୍‌ ସଙ୍ଗ୍‌ ଆମେ ମିସିଆଚୁକେ, ତାର୍‌ ରାଇଜେ ରଇବା ଲକ୍‌ମନର୍‌ପାଇ ଆସିରଇବା ସବୁ ଦୁକ୍‌ କସ୍‌ଟଟାନେ ମୁଇ ତମର୍‌ ସଙ୍ଗ୍‍ ମୁର୍‌ଚିକରି ଆଚି । ଚାରିବେଟ୍‌ତି ସମ୍‌ଦୁର୍‌ ରଇକରି ମଜାଇ ରଇବା ପାତ୍‌ମସ୍‌ ବଲି ଗଟେକ୍‌ ରାଇଜେ ମକେ ନେଇରଇଲା । ମୁଇ ପର୍‌ମେସରର୍‌ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍‌ତାରି କଲା ।
Ik, Johannes, die ook uw broeder ben, en medegenoot in de verdrukking, en in het Koninkrijk, en in de lijdzaamheid van Jezus Christus, was op het eiland, genaamd Patmos, om het Woord Gods, en om de getuigenis van Jezus Christus.
10 ୧୦ ଆମେ ମିସିକରି ତାକେ ଆରାଦନା କର୍‌ବା ମାପ୍‌ରୁର୍‌ ଦିନେ, ତାର୍‌ ଆତ୍‌ମା ମକେ ଦାରିରଇଲା । ଆରି ଜବର୍‌ ଅଇତେ ମଇରି ବାଜ୍‌ଲା ପାରା ମର୍‌ ପଚ୍‌ବାଟେ ସୁନ୍‌ଲି ।
En ik was in den geest op den dag des Heeren; en ik hoorde achter mij een grote stem, als van een bazuin,
11 ୧୧ ତୁଇ ଦେକ୍‌ଲାଟା ବଇଟାନେ ଲେକ୍‌ ଆରି ଏପିସିୟ, ସୁର୍‌ନା, ପର୍‌ଗାମା, ତିଆଟିରା, ସାର୍‌ଦି, ପିଲାଦେଲ୍‌ପିଆ ଆରି ଲାଉଦିକିଆଇ ମଣ୍ଡ୍‌ଲିତେଇ ପାଟାଆ ବଲି ସେ ସବଦ୍‌ ସୁନ୍‌ଲି ।”
Zeggende: Ik ben de Alfa en de Omega, de Eerste en de Laatste; en hetgeen gij ziet, schrijf dat in een boek, en zend het aan de zeven Gemeenten, die in Azie zijn, namelijk naar Efeze, en naar Smyrna, en naar Pergamus, en naar Thyatire, en naar Sardis, en naar Filadelfia, en naar Laodicea.
12 ୧୨ ସେ ସବଦ୍‌ ସୁନ୍‌ଲାକେ, କେ କାତାଅଇଲାନି, ଦେକ୍‌ବି ବଲି ପାସଲ୍‌ଲି ଆରି ସାତ୍‌ଟା ସୁନାର୍‌ ବତି ଡାଣ୍ଡି ଦେକ୍‌ଲି ।
En ik keerde mij om, om te zien de stem, die met mij gesproken had; en mij omgekeerd hebbende, zag ik zeven gouden kandelaren;
13 ୧୩ ତାର୍‌ ମଜାଇ ନର୍‌ ପାରା ଡିସ୍‌ତେରଇବା ଗଟେକ୍‌ ଲକ୍‌କେ ଦେକ୍‌ଲି । ତାର୍‌ ପାଦ୍‌ଜାକ ଅଇବା ଗଟେକ୍‌ ଡେଙ୍ଗ୍‌ ଲୁଗା ପିନ୍ଦିରଇଲା । ତାର୍‌ ବୁକ୍‌ତଲେ ଗଟେକ୍‌ ସୁନାର୍‌ ବେଲ୍‌ଟୁ ବାନ୍ଦି ରଇଲା ।
En in het midden van de zeven kandelaren Een, den Zoon des mensen gelijk zijnde, bekleed met een lang kleed tot de voeten, en omgord aan de borsten met een gouden gordel;
14 ୧୪ ତାର୍‌ ମୁଣ୍ଡର୍‌ ଚେଣ୍ଡି ଦଇଲା ଚାଉଲ୍‌ ଆରି ଦୁଦ୍‌ପାରା ଦବ୍‌ ରଇଲା । ଆରି ତାର୍‌ ଆଁକି ଲାଗ୍‌ତେ ରଇବା ଜଇ ପାରା ଗଜ୍‌ଗଜି ଜାଇତେ ରଇଲା ।
En Zijn hoofd en haar was wit, gelijk als witte wol, gelijk sneeuw; en Zijn ogen gelijk een vlam vuurs;
15 ୧୫ ତାର୍‌ ପାଦର୍‌ ରେଡି ପିତଲ୍‌ ପାରା ଜଗ୍‌ଜଗି ଜାଇତେରଇଲା, ଜନ୍‌ଟାକି ଜଇଟାନେ ପରିଚଲ୍‌ ଅଇ ସୁନ୍ଦର୍‌ କରି ରେତ୍‌ଲାପାରା । ଆରି ତାର୍‌ ସବଦ୍‌ ଅଦର୍‌ତେରଇବା ଜର୍‌ନା ପାନିର୍‌ ସବଦ୍‌ପାରା ଜବର୍‌ ସବଦ୍‌ ଅଇତେରଇଲା ।
En Zijn voeten waren blinkend koper gelijk, en gloeiden als in een oven; en Zijn stem als een stem van vele wateren.
16 ୧୬ ସେ ତାର୍‌ ଉଜା ବାଟର୍‌ ଆତେ ସାତ୍‌ଟା ତାରା ଦାରି ରଇଲା, ଆରି ତାର୍‌ ଟଣ୍ଡେ ଅନି ଦୁଇବାଟେ ଦାର୍‌ ରଇବା ତିପ୍‌ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍‌ ମୁଁ ମୁଇଦାନିଆର୍‌ ବେଲ୍‌ପାରା ଜଲ୍‌କି ଜାଇତେ ରଇଲା ।
En Hij had zeven sterren in Zijn rechterhand; en uit Zijn mond ging een tweesnijdend scherp zwaard; en Zijn aangezicht was, gelijk de zon schijnt in haar kracht.
17 ୧୭ ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍‌ ପାଦ୍‌ତଲେ ଅଦ୍‌ରି ଗାଲି । ତାର୍‌ ପଚେ ସେ ମର୍‌ ଉପ୍‌ରେ ତାର୍‌ ଉଜା ଆତ୍‌ ସଙ୍ଗଇ କରି କଇଲା, ଡର୍‌ନାଇ, ମୁଇସେ ଆରାମ୍‌ ମୁଇସେ ସେସ୍‌ ।
En toen ik Hem zag, viel ik als dood aan Zijn voeten; en Hij legde Zijn rechterhand op mij, zeggende tot mij: Vrees niet; Ik ben de Eerste en de Laatste;
18 ୧୮ ମୁଇସେ ଜିବନ୍‌ ରଇବା ଲକ୍‌ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚିକରି ଆଚି । ମର୍‌ ଆତେ ମରନର୍‌ ଆରି ପାତାଲର୍‌ କୁଚିକାଡି ଆଚେ । ମରିରଇବା ସବୁ ଲକ୍‌ମନର୍‌ ଉପ୍‌ରେ ଆରି ମଲାଲକ୍‌ମନ୍‌କେ କନ୍ତି ପାଟାଇବାର୍‌, ସେଟା ମର୍‌ ଅଦିକାର୍‌ଆଚେ । (aiōn g165, Hadēs g86)
En Die leef, en Ik ben dood geweest; en zie, Ik ben levend in alle eeuwigheid. Amen. En Ik heb de sleutels der hel en des doods. (aiōn g165, Hadēs g86)
19 ୧୯ ତେବର୍‌ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍‌ ଆରି ଜାଇଜାଇଟା ଏବେ ଗଟ୍‌ଲାନି ଆରି ପଚ୍‌କେ ଗଟ୍‌ସି, ସେଟା ସବୁ ଲେକିକରି ସଙ୍ଗୁଆ ।
Schrijf, hetgeen gij gezien hebt, en hetgeen is, en hetgeen geschieden zal na dezen:
20 ୨୦ ମର୍‌ ଉଜାବାଟେ ରଇବା ସାତ୍‌ଟା ତାରା ଆରି, ସାତ୍‌ଟା ସୁନାର୍‌ ବତି ଡାଣ୍ଡିର୍‌ ଅରତ୍‌ ମୁଇ ତମ୍‌କେ କଇଦେବି । ସେ ସାତ୍‌ଟା ବତିଡାଣ୍ଡି ଅଇଲାନି ସାତ୍‌ଟା ମଣ୍ଡଲି । ସାତ୍‌ଟା ତାର୍‌ମନ୍‌ ଅଇଲାଇନି, ସାତ୍‌ଟା ମଣ୍ଡଲିର୍‌ ଦାଇତ୍‌ ନେବା ଦୁତ୍‌ମନ୍‌ ।
De verborgenheid der zeven sterren, die gij gezien hebt in Mijn rechter hand, en de zeven gouden kandelaren. De zeven sterren zijn de engelen der zeven Gemeenten; en de zeven kandelaren, die gij gezien hebt, zijn de zeven Gemeenten.

< ପର୍‌କାସିତ 1 >