< ପିଲିପିୟ 1 >
1 ୧ ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି । ଜିସୁକିରିସ୍ଟର୍ ଅଇକରି ପିଲିପି ନଅରେ ରଇବା ସବୁ ପର୍ମେସରର୍ ଲକ୍ମନର୍ପାଇ ଏଟା ଲେକାଅଇଲା ଆଚେ । ତମର୍ ବିତ୍ରେ ନେତା ଅଇକରି ତମ୍କେ ସାଇଜ କର୍ବା ଲକ୍ମନର୍ପାଇ ମିସା ।
PAUL and Timothy, servants of Jesus the Messiah, to all the saints that are in Jesus the Messiah at Philippi, with the elders and deacons.
2 ୨ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
Grace be with you, and peace from God our Father, and from our Lord Jesus the Messiah.
3 ୩ ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
I thank my God at the constant recollection of you,
4 ୪ ପାର୍ତନା କଲାବେଲେ ସବୁତର୍ ତମର୍ପାଇ ସାର୍ଦାସଙ୍ଗ୍ ପାର୍ତନା କଲିନି ।
in all my prayers respecting you; and while I rejoice, I adore;
5 ୫ କାଇକେବଇଲେ ସୁବ୍କବର୍ ଜାନାଇବା କାମେ ତମେ ମର୍ ସଙ୍ଗ୍ ମିସିକରି ରଇଲାସ୍ । ବିସ୍ବାସ୍ କର୍ବା ପର୍ତୁମ୍ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍ନି । ଆରି ଏବେ ମିସା କରି ଆଇଲାସ୍ନି ।
on account of your fellowship in the gospel, from the first day until now.
6 ୬ ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
Because I am confident of this, that he who hath begun the good works in you, will accomplish them until the day of our Lord Jesus the Messiah.
7 ୭ ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
For thus it is right for me to think of you all, because ye are permanently in my heart, and because, both in my bonds and in the vindication of the truth of the gospel, ye are my associates in grace.
8 ୮ ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
For God is my witness, how I love you in the bowels of Jesus the Messiah.
9 ୯ ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା ।
And this I pray for, that your love may still increase and abound, in knowledge, and In all spiritual understanding:
10 ୧୦ ସେନ୍ତାର୍ଆଲେ ଟିକ୍ ବିସଇ କନ୍ଟା ବଲି ବାଚିକରି କରିପାର୍ସା । ଆରି ଏବେଅନି କିରିସ୍ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍ଲିକରି କାଇ ଦସ୍ ନ ଅଇକରି ରଇପାର୍ସା ।
so that ye may discern the things that are suitable; and may be pure and without offence, in the day of the Messiah,
11 ୧୧ ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
and be full of the fruits of righteousness which are by Jesus the Messiah, to the praise and glory of God.
12 ୧୨ ଏ ବାଇବଇନିମନ୍, ତମେ ଜାନ୍ବାର୍ ଆଚେ କି କିରିସ୍ଟର୍ପାଇ ମର୍ ଜିବନେ ଜେତ୍କି ଗଟିଆଚେ, ତାର୍ଲାଗି ଅଦିକ୍ ଲକ୍ ସୁବ୍କବର୍ ବିସ୍ବାସ୍ କର୍ବାକେ ଗଟେକ୍ ବାଟ୍ ଆଇଲା ।
And I would that ye might know, my brethren, that the transaction in regard to me, hath eventuated rather for the furtherance of the gospel;
13 ୧୩ ଜେନ୍ତିକି, ସମ୍ରାଟର୍ ମେଡେ ଜେତ୍କି ସଇନ ଜାଗିଆଚତ୍, ସେମନ୍ ସବୁ ମୁଇ କିରିସ୍ଟକେ ସେବା କଲାର୍ ପାଇ ବନ୍ଦିଗରେ ଆଚିବଲି ଜାନ୍ଲାଇ ।
so that my bonds, on account of the Messiah, are matter of notoriety in all the court, and to all others.
14 ୧୪ ମୁଇ ବନ୍ଦିଗରେ ରଇଲାର୍ପାଇ, ଇତି ରଇବା କେତେକ୍ କେତେକ୍ ବିସ୍ବାସି ବାଇବଇନିମନ୍କେ ମାପ୍ରୁ ବପୁ ଦେଲାଆଚେ । ପର୍ମେସରର୍ ବାକିଅ ନ ଡର୍ତେ ଜାନାଇବାକେ ସେମନ୍କେ ଏବେ ସାଆସ୍ ଆଚେ ।
And many of the brethren in our Lord have become confident, on account of my bonds, and are more bold to speak the word of God without fear.
15 ୧୫ ଅଇଲେ ମିସା ସେମନର୍ ବିତ୍ରେ ଅନି କେତେଲକ୍ ମକେ ଆଁକାର୍ କଲାର୍ପାଇ କିରିସ୍ଟର୍ ବିସଇ ଜାନାଇବାକେ ମନ୍ କଲାଇନି । ସେମନ୍ ମର୍ଟାନେଅନି ବଡ୍ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍ ଆରି କେତେକ୍ ଲକ୍ ଏଟା ସତ୍ ବଲି ମନେବାବିକରି କଲାଇନି ।
And they herald it, some from envy and contention; but others with good will, and with love for the Messiah;
16 ୧୬ ଏ ଲକ୍ମନ୍ ମକେ ଆଲାଦ୍ କଲାର୍ ପାଇ ସୁବ୍କବର୍ ଜାନାଇଲାଇନି । କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ପର୍ମେସର୍ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା ।
because they know that I am appointed for the vindication of the gospel.
17 ୧୭ ମାତର୍ ଜନ୍ ଲକ୍ମନ୍ ମକେ ଆଁକାର୍ କଲାଇନି, ମର୍ଟାନେଅନି ବଡ୍ ଅଇବୁ ବଲିକରି, କିରିସ୍ଟର୍ ସୁବ୍କବର୍ ଜାନାଇଲାଇନି । ତାକର୍ ମନେ ଏଟା ସତ୍ବଲି ବାବିକରି କରତ୍ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍କି କସ୍ଟ ମୁରଚ୍ଲିନି, ତାର୍ତେଇଅନି ଅଦିକ୍ କସ୍ଟ ମିସାଇବାକେ କୁଟ୍ ପାଁଚ୍ଲାଇନି ।
And they who herald the Messiah in contention, do it not sincerely; but they hope to add pressure to my bonds.
18 ୧୮ ମାତର୍ ଏଟା ମର୍ପାଇ କାଇଟା ନାଇ । ସେମନ୍ ସତଇସେ କଲେ କି ବୁଲ୍ କାମର୍ ପାଇ କଲେ ମିସା, କିରିସ୍ଟର୍ ବିସଇର୍ କବର୍ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।
And in this I have rejoiced, and do rejoice, that in every form, whether in pretence or in truth, the Messiah is heralded.
19 ୧୯ ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।
For I know, that these things will be found conducive to my life, through your prayers and the gift of the Spirit of Jesus the Messiah.
20 ୨୦ ମୁଇ ଦିଆନ୍ ଦେଇ ଆରି ଆସା କରି ଜାଗ୍ଲିନି । ମୁଇ ଜିବନ୍ ରଇଲେ କି ମର୍ବାକେ ଅଇଲେ ମିସା ମର୍ କାମ୍ଟାନେ ଏଲା ନ କରି । ମାତର୍ ଅଦିକାର୍ ସଙ୍ଗ୍ ରଇବା ଲକ୍ମନର୍ ମୁଆଟେ କାତା ଅଇବାକେ ମକେ ଅଦିକ୍ ସାଆସ୍ ଆଇସି । ଏନ୍ତାରିକରି ମୁଇ ଜେତ୍କି କାମ୍ କଲିନି, କିରିସ୍ଟକେ ଡାକ୍ପୁଟା କରାଇବି ।
So that I hope and expect, that I shall in nothing be put to shame; but with uncovered face, as at all times, so now, the Messiah will be magnified in my body, whether by life or by death.
21 ୨୧ କାଇକେବଇଲେ ମର୍ପାଇ ଜିଇବା କାଇବାଟା ସବୁ କିରିସ୍ଟସେ । ଆରି ମର୍ ଇସାବେ, କିରିସ୍ଟର୍ଟାନେ ରଇକରି ମର୍ବାଟା ବେସି ନିକ ।
For my life is, the Messiah; and if I die, it is gain to me.
22 ୨୨ ମୁଇ ଜିଇରଇଲେ, କିରିସ୍ଟର୍ପାଇ ନିକ ସଙ୍ଗ୍ କାମ୍ କରିଅଇସି । ମାତର୍ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍ଲିନି ।
But if I have fruits of my labors in this life of the flesh, I know not what I shall choose.
23 ୨୩ ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ ।
For the two press upon me: I desire to be liberated, that I may be with the Messiah; and this would be very advantageous to me.
24 ୨୪ ମାତର୍ ତମର୍ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
But also the business in regard to you, urges upon me to remain in the body.
25 ୨୫ ଏ ବିସଇ ମୁଇ ଡାଁଟ୍ ସଙ୍ଗ୍ ଜାନ୍ଲିନି । ତେବର୍ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍ବାସେ ଡାଁଟ୍ ଅଇସା ଆରି ବିସ୍ବାସ୍ କଲାର୍ପାଇ ସାର୍ଦା ଅଇସା ।
And this I confidently know, that I shall continue and remain, for your joy, and for the furtherance of your faith;
26 ୨୬ ସେନ୍ତାର୍ଆଲେ, ମୁଇ ତମର୍ ସଙ୍ଗ୍ ଆରିତରେକ୍ ମିସ୍ବାବେଲେ, ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ତମେ ମର୍ ବିସଇନେଇ ବଡ୍ପନ୍ ଅଇସା ।
so that when I come again to you, your glorying, which is in Jesus the Messiah only, will abound through me.
27 ୨୭ ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।
Let your conduct be as becometh the gospel of the Messiah; so that if I come I may see you, and if absent I may hear of you, that ye stand fast in one spirit and in one soul, and that ye strive together in the faith of the gospel.
28 ୨୮ ଜନ୍ ଲକ୍ମନ୍ ତମର୍ ବିରଦେ ଆଇଲାଇନି, ସେମନ୍କେ ଡରା ନାଇ । ତମେ ସାଆସ୍ ଦାରିରଇଲେ, ପର୍ମେସର୍ ସେମନ୍କେ କୁରୁପ୍ନାସ୍ କରି ତମ୍କେ ରକିଆ କର୍ସି ବଲି ଜାନ୍ବାଇ । ଏ ସବୁ ବିସଇ ପର୍ମେସର୍ସେ କର୍ସି ।
And in nothing be ye startled, by those who rise up against us; which is an indication of their destruction, and of life for you.
29 ୨୯ କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
And this is given to you by God, that ye not only really believe in the Messiah, but also that ye suffer on his account;
30 ୩୦ ତମର୍ ବିରୁଦେ ଆଇବା ଲକ୍ମନର୍ ସଙ୍ଗ୍ ଜନ୍ ଜୁଇଦେ ତମେ ରଇଲାସ୍, ସେନ୍ତାରିସେ ଗଟେକ୍ ଜୁଇଦେ ମୁଇ ମିସା ପିଲିପ୍ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍ନି ।
and that ye endure conflict, as ye have seen in me, and now hear concerning me.