< ପିଲିପିୟ 4 >

1 ତେବର୍‌ ପାଇ ଏ ମର୍‌ ବିସ୍‌ବାସି ବାଇବଇନିମନ୍‌, ମୁଇ ତମ୍‌କେ ଆଲାଦ୍‌ କରି ଦେକ୍‌ବାକେ ମନ୍‌ କଲିନି, ତମେ ମକେ ବେସି ସାର୍‌ଦା କରାଇଲାସ୍‌ନି ଆରି ତମେ ଆକା ମର୍‌ ପୁରୁସ୍‌କାର୍‌ । ମର୍‌ ମଇତର୍‌ମନ୍‌, ମୁଇ ତମ୍‌କେ ଜେତ୍‌କି ବିସଇ କଇଆଚି, ସେନ୍ତାରିସେ ମାପ୍‌ରୁର୍‌ଟାନେ ବିସ୍‌ବାସେ ଡାଟ୍‌ ରୁଆ ।
So then, my brothers, beloved and longed for, my joy and crown, do stand fast in Sovereign in this way, dear ones.
2 ଇୟଦିଆକେ ଆରି ସନ୍ତୁକେ ମୁଇ ବାବୁଜିଆକରି କଇଲିନି, ତମେ ଦୁଇଲକ୍‌ ଜାକ ମାପ୍‌ରୁର୍‌ ଲକ୍‌ ଅଇଆଚାସ୍‌ । ତେବର୍‌ ପାଇ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଅଇ ରାଜିଉଆ ।
I urge Euodia and I urge Syntyche to come to agreement in the Lord.
3 ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍‌ସୁ, ଏ ଦୁଇଟା ମାଇଜିମନ୍‌ ସାନ୍ତି ସଙ୍ଗ୍‍ ରଇବାକେ ତୁଇ ସାଇଜ କର୍‌ । କାଇକେବଇଲେ ସୁବ୍‍କବର୍‌ ଜାନାଇବା କାମେ ସେମନ୍‌ ମର୍‌ସଙ୍ଗ୍‍ ରଇକରି ବେସି ଆବଡ୍‌ ଅଇଲାଇ ଆଚତ୍‌ । ସେନ୍ତାରିସେ କେଲେମେନ୍‌ଟ ଆରି ବିନ୍‌ ଲକ୍‌ମନ୍‌ ମିସା ମର୍‌ ସଙ୍ଗ୍‍ କାମ୍‌ କର୍‌ତେରଇଲାଇ । ପର୍‌ମେସର୍‌ ତାର୍‌ ବଇଟାନେ ସେମନର୍‌ ସବୁ ଲକର୍‌ ନାଉଁ ଲେକ୍‌ଲା ଆଚେ । ସେ ସବୁ ଲକ୍‌ ନ ସାର୍‌ବା ଜିବନ୍‌ ପାଇଲାଇ ଆଚତ୍‌ ।
Yes, I urge you too, genuine yokefellow, help these women who labored with me in the Gospel, and with Clement and the rest of my fellow workers, whose names are in the Book of Life.
4 ମାପ୍‌ରୁର୍‌ ସଙ୍ଗ୍‍ ମିସିରଇଲାର୍‌ପାଇ ସବୁବେଲେ ସାର୍‌ଦା ଅଇକରି ରୁଆ । ମୁଇ ଆରିତରେକ୍‌ କଇଲିନି ସାର୍‌ଦା ଅଇକରି ରୁଆ ।
Rejoice in Sovereign always; again I say, rejoice!
5 ଦରମ୍‌ ଅଇକରି ସବୁ ଲକର୍‌ ସଙ୍ଗ୍‍ ଚଲାଚଲ୍‌ତି କରା । ମାପ୍‌ରୁ ଆଇବା ଦିନ୍‌ କେଟି ଆଇଲାନି ବଲି ପାସ୍‌ରାନାଇ ।
Let your forbearing spirit be evident to all; the Lord is near.
6 କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍‌ ବାଦୁଲେ ସବୁ ଗଟ୍‍ନା ଅଇଲା ବେଲେ, ତମ୍‌କେ ଜାଇଟା ଲଡା ଆଚେ, ସେ ବିସଇ ପର୍‌ମେସର୍‌କେ ଗୁଆରି କରା । ଆରି ପାର୍‌ତନା କଲାବେଲେ, ତାକେ ଦନିଅବାଦ୍‌ ମିସା ଦିଆସ୍‌ ।
Do not be anxious about anything, but in everything, by prayer and petition along with thanksgiving, let your requests be made known to God;
7 ଏନ୍ତାରି କଲେ, ପର୍‌ମେସର୍‌ ତମ୍‌କେ ସାନ୍ତି ଦେଇସି । ଏ ସାନ୍ତି ଲକ୍‌ମନ୍‌ ବୁଜ୍‌ବା ସାନ୍ତିର୍‌ପାରା ନାଇ । କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍‌ ଜିବନେ କସ୍‌ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍‌ସି ।
and the peace of God, that surpasses all understanding, will guard your hearts and your minds in Christ Jesus.
8 ସାରାସାରି ପଚେ ଏ ମର୍‌ ବାଇବଇନିମନ୍‌, ଜେତ୍‌କି ସବୁ ବିସଇ ନିକ ରଇସି, ଜେତ୍‌କି ସବୁ ବିସଇ ସନ୍‌ମାନ୍‌ ପାଇସି, ଜନ୍‌ ସବୁ ବିସଇ ସତ୍‌ ରଇସି, ଜନ୍‌ ସବୁ ବିସଇ ପାପ୍‌ ନଇତେ ରଇସି, ଜନ୍‌ ସବୁ ବିସଇ ଦରମ୍‌ ରଇସି, ଆରି ଡାକ୍‌ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
Finally, brothers, whatever things are true, whatever things are honorable, whatever things are just, whatever things are pure, whatever things are lovely, whatever things are commendable—whatever is of excellent character and whatever is praiseworthy—ponder such things.
9 ତମ୍‌କେ ମୁଇ ଜେତ୍‌କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍‌ ସେଟା ସବୁ କର୍‌ତେରୁଆ । ମୁଇ ଜେତ୍‌କି ବିସଇ କଇତେରଇଲି, ସେଟା ସୁନ୍‌ତେରଇଲାସ୍‌ ଆରି ଜେତ୍‌କି ବିସଇ କର୍‌ତେରଇଲି, ସେଟା ଦେକିରଇଲାସ୍‌, ସେଟା ସବୁ କର୍‌ତେରୁଆ । ପର୍‌ମେସର୍‌ ତମର୍‌ସଙ୍ଗ୍‍ ରଇ ତମ୍‌କେ ସାନ୍ତି ଦେଇସି ।
Put into practice the things that you learned, received, heard and saw in me, and the God of peace will be with you.
10 ୧୦ ମାପ୍‌ରୁର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ମୁଇ ବେସି ସାର୍‌ଦା ଅଇଲିନି । କାଇକେବଇଲେ, ମକେ ଲଡାକେ ଲାଗ୍‌ବାଟା ପାଟାଇଦେଲାକେ ତମେ ମର୍‌ ବିସଇ ଚିନ୍ତା କଲାସ୍‌ନି ବଲି ମୁଇ ଜାନ୍‌ଲିନି । ତମର୍‌ ଆଲାଦ୍‌ ଦେକାଇବାକେ ଏବେସେ ତମ୍‌କେ ବେଲା ଟିକ୍‍ ଅଇଲା ।
I rejoice in the Lord greatly that you have renewed your concern for me once again; of course you were concerned, just lacked the opportunity.
11 ୧୧ ମକେ ଲଡାକେ ଲାଗ୍‌ବା ବିସଇ ମର୍‌ଲଗେ ନ ରଇଲାକେ ବଲି ଏନ୍ତାରି କଇନାଇ । କାଇକେବଇଲେ ମର୍‌ ଜିବନର୍‌ କାଇ ରକାମର୍‍ ଗଟ୍‍ନା ଆଇଲେ ମିସା, ସାର୍‌ଦା ସଙ୍ଗ୍‍ ରଇବାକେ ସିକ୍‌ଲିଆଚି ।
I am not saying this because of lack, since I have learned to be content whatever the circumstances.
12 ୧୨ ଅଲପ୍‌କେ ମିସା ସାର୍‌ଦାସଙ୍ଗ୍‍ ରଇବାକେ, କି ବୁତେକ୍‌ ରଇଲେ ମିସା ସାର୍‌ଦା ସଙ୍ଗ୍‍ ରଇବାକେ ସିକ୍‌ଲିଆଚି । ପେଟ୍‌ ପୁର୍‌ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍‌ଦାସଙ୍ଗ୍‍ ରଇବାକେ ମୁଇ ଜାନି ।
I know what it is to be restricted, and I know what it is to have an abundance; everywhere and in every way I have been initiated both into being well fed and into being hungry, both into having plenty and into having need.
13 ୧୩ ଏ ସବୁ ଗଟ୍‍ନା ଆଇଲେ ମିସା ମୁଇ ମୁର୍‌ଚିକରି ରଇବାକେ ସିକ୍‌ଲିଆଚି । କାଇକେବଇଲେ, କିରିସ୍‌ଟ ମକେ ବପୁ ଦେଲାନି ।
I can handle anything through Christ who strengthens me.
14 ୧୪ ଏନ୍ତାରି ଅଇଲେ ମିସା ଅବାବ୍‌ ରଇଲା ବେଲାଇ, ତମେ ମକେ ଦୟାଦେକାଇ ମର୍‌ପାଇ ସାଇଜ ପାଟାଇଲାସ୍‌ ।
Nevertheless you have done well in sharing with me in my trial.
15 ୧୫ ପିଲିପିଅତେଇ ରଇବା ବାଇବଇନିମନ୍‌, ତମେ ସତଇସେ ଜାନିଆଚାସ୍‌, ସିଗ୍‌ ପର୍‌ତୁମ୍‌ ସୁବ୍‍କବରର୍‌ ବିସଇ ସିକାଇବା ବେଲେ, ମୁଇ ମାକେଦନିଆଇଅନି ଜେଡେବଲ୍‍ ବାରଇ ଜାଇରଇଲି, । ବିସ୍‌ବାସି ମନର୍‌ ଦଲ୍‌ ବିତ୍‌ରେ, ତମର୍‌ ମଣ୍ଡଲିର୍‌ ବିସ୍‌ବାସିମନ୍‌ସେ ମକେ ଡାବୁ ଦାନ୍‌ କରିରଇଲାସ୍‌ ।
Now you Philippians know very well that in the beginning of the Gospel, when I left Macedonia, no congregation shared with me in the matter of giving and receiving but you only.
16 ୧୬ ତେସଲନିକିଆ ନଅରେ ରଇବାବେଲେ ମିସା ମକେ ଲଡା ରଇଲାବେଲେ, ତମେ ଦୁଇତର୍‌ ଦାନ୍‌ ପାଟାଇଲାସ୍‌ ।
Yes, even in Thessalonica, both once and again, you sent aid for my need.
17 ୧୭ ତମ୍‌କେ ମୁଇ ଦାନ୍‌ ପାଟାଇତେରଅତ୍‌ ବଲି ଏନ୍ତାରି କଇନାଇ । ମାତର୍‌ ମକେ ସାଇଜ କଲାର୍‌ ପାଇ, ପର୍‌ମେସର୍‌ ତମ୍‌କେ ପୁରୁସ୍‌କାର ଦେଅ ବଲି ମୁଇ ମନ୍‍ କଲିନି ।
Not that I want the gift, but I want the fruit that is being added to your account.
18 ୧୮ ତେବେ ତମେ ମର୍‌ପାଇ ପାଟାଇଲାଟା ସବୁଜାକ ମର୍‌ଟାନେ କେଟ୍‌ଲା ଆଚେ । ଆରି ସେଟା ମର୍‌ପାଇ ଅଦିକ୍‌ । ତମେ ପାଟାଇଲା ସବୁ ବିସଇ ଏପାପର୍‌ଦିସ୍‌ ମର୍‌ଲଗେ ଆନ୍‌ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍‌ମେସର୍‌କେ ସର୍‌ପି ଦେଲା ନିକ ବାସ୍‌ନା ଅଇବା ଦାନ୍‌ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍‌ଦା ଅଇଲାଆଚେ ।
I have received everything and have plenty; I am well supplied, having received from Epaphroditus the things you sent, a fragrant aroma, an acceptable sacrifice, well pleasing to God.
19 ୧୯ ଜିସୁକିରିସ୍‌ଟ କରି ରଇବା କାମର୍‌ ଲାଗି, ବେସି ରଇବା ତାର୍‌ ଦନ୍‌ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
My God will supply every need of yours according to His riches in glory in Christ Jesus.
20 ୨୦ ଆମର୍‌ ସରଗର୍‌ ବାବା ପର୍‌ମେସର୍‌ କାଲ୍‌ କାଲ୍‌ ଜୁଗ୍‌ଜୁଗ୍‌ ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
Now to our God and Father be the glory for ever and ever. Amen. (aiōn g165)
21 ୨୧ କିରିସ୍‌ଟ ଜିସୁକେ ବିସ୍‌ବାସ୍‌ କର୍‌ବା ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ଜୁଆର୍‌ କରା । ମର୍‌ସଙ୍ଗ୍‍ ରଇବା ଆମର୍‌ ବିସ୍‌ବାସି ବାଇବନିମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି ।
Greet every saint in Christ Jesus. The brothers who are with me greet you.
22 ୨୨ ଏ ନଅରେ ରଇବା ବାକି ସବୁ ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଜନ୍‌ ବିସ୍‌ବାସିମନ୍‌, ଜନ୍‌ଲକ୍‌ କି ରମିଅ ସାସନ୍‌କାରିଆର୍‌ ଗତିଦାଙ୍ଗ୍‌ଡା ଅଇଲାଇଆଚତ୍‌, ସେମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି ।
All the saints greet you, but especially those who are of Caesar's household.
23 ୨୩ ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା କଲାଟା ତମର୍‌ ବିତ୍‌ରେ ରଅ ।
The grace of the Sovereign, Jesus Christ, be with you all. Amen.

< ପିଲିପିୟ 4 >