< ପିଲିପିୟ 1 >

1 ଏ ଚିଟି ପାଉଲ୍‌ ଆରି ତିମତି, କିରିସ୍‌ଟ ଜିସୁର୍‌ ଦୁଇଟା ଗତିଦାଙ୍ଗ୍‌ଡାମନ୍‌ ଲେକ୍‌ଲୁନି । ଜିସୁକିରିସ୍‌ଟର୍‌ ଅଇକରି ପିଲିପି ନଅରେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନର୍‌ପାଇ ଏଟା ଲେକାଅଇଲା ଆଚେ । ତମର୍‌ ବିତ୍‌ରେ ନେତା ଅଇକରି ତମ୍‌କେ ସାଇଜ କର୍‌ବା ଲକ୍‌ମନର୍‌ପାଇ ମିସା ।
Pavel a Timoteus, služebníci Ježíše Krista, všechněm svatým v Kristu Ježíši, kteříž jsou v městě Filippis, s biskupy a s jáhny:
2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇକରି ସାନ୍ତି ଦେଅ ।
Milost vám a pokoj od Boha Otce našeho a Pána Jezukrista.
3 ମୁଇ ତମ୍‌କେ ଜେତ୍‌କିତର୍‌ ଏତାଇଲିନି, ସେତ୍‌କିତର୍‌ ମର୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରଇବି ।
Děkuji Bohu mému, když se koli na vás rozpomenu,
4 ପାର୍‌ତନା କଲାବେଲେ ସବୁତର୍‌ ତମର୍‌ପାଇ ସାର୍‌ଦାସଙ୍ଗ୍‍ ପାର୍‌ତନା କଲିନି ।
(Vždycky při každé modlitbě mé, s radostí za všecky za vás prosbu čině, )
5 କାଇକେବଇଲେ ସୁବ୍‌କବର୍‌ ଜାନାଇବା କାମେ ତମେ ମର୍‌ ସଙ୍ଗ୍‍ ମିସିକରି ରଇଲାସ୍‌ । ବିସ୍‌ବାସ୍‌ କର୍‌ବା ପର୍‌ତୁମ୍‌ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍‌ନି । ଆରି ଏବେ ମିସା କରି ଆଇଲାସ୍‌ନି ।
Z vašeho účastenství v evangelium, hned od prvního dne až posavad,
6 ପର୍‌ମେସର୍‌ ଜେକି ତମର୍‌ ମନ୍‌ ବିତ୍‌ରେ କାମ୍‌ କର୍‌ବାକେ ଆରାମ୍‌କରିଆଚେ, ଜିସୁକିରିସ୍‌ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
Jist jsa tím, že ten, kterýž začal v vás dílo dobré, dokoná až do dne Ježíše Krista,
7 ତମେ ସବୁବେଲେ ମର୍‌ ମନ୍‌ ବିତ୍‌ରେ ଆଚାସ୍‌ । ତେବର୍‌ପାଇ ତମର୍‌ ବିସଇନେଇ କରି ଏନ୍ତାରି ବାବ୍‌ବାଟା ଟିକ୍‌ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍‍କବର୍‌ ବିରୁଦେ ଦଦାପେଲା ଉଟ୍‌ଲାବେଲେ, ଏଟା ସତ୍‌ ଆକା ବଲି ଡାଟ୍‌ସଙ୍ଗ୍‌ ଦେକାଇବାଟାନେ ମିସା, ତମେ ସବୁ ମିସ୍‌ବାକେ ପର୍‌ମେସର୍‌ ବେଲା ଟିକ୍‍ କରି ଦେଲାଆଚେ ।
Jakož jest mi spravedlivé tak smysliti o všech vás proto, že vás v srdci mám i v vězení mém, a v obraňování i v utvrzování evangelium, vás, pravím, všecky účastníky milosti mně dané.
8 ମୁଇ ତମ୍‌କେ ସବୁ ଲକ୍‌କେ ଆରିତରେକ୍‌ ଦେକ୍‌ବି ବଲି ମନ୍‌ କଲିନି । ଏ ବିସଇତେଇ ନିଜେ ପର୍‌ମେସର୍‌ ସାକିଆଚେ । କାଇକେବଇଲେ ଜିସୁକିରିସ୍‌ଟ ଆଲାଦ୍‌ କଲାପାରା ମୁଇ ତମ୍‌କେ ଆଲାଦ୍‌ କଲିନି ।
Svědek mi jest zajisté Bůh, kterak po všech po vás toužím v srdci Ježíše Krista.
9 ମୁଇ ତମର୍‌ପାଇ ଏନ୍ତାରି ପାର୍‌ତନା କଲିନି, ଜେନ୍ତାରିକି ତମେ ଆଲାଦ୍‌ କର୍‌ବାଟାନେ ଅଦିକ୍‌ ଅଦିକ୍‌ ବଡ୍‌ସା । ପର୍‌ମେସର୍‌ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍‌ ଅଦିକ୍‌ ଜାନ୍‌ସା ବଲି ମୁଇ ପାର୍‌ତନା କଲିନି । ଆରି ଜେଡେବଲ୍‌ ମିସା କନ୍‌ଟା ସତ୍‌ କନ୍‌ଟା ବୁଲ୍‌ ସେଟା ଜାନିପାର୍‌ସା ।
A za to se modlím, aby láska vaše ještě více a více se rozhojňovala v známosti a ve všelikém smyslu,
10 ୧୦ ସେନ୍ତାର୍‌ଆଲେ ଟିକ୍‌ ବିସଇ କନ୍‌ଟା ବଲି ବାଚିକରି କରିପାର୍‌ସା । ଆରି ଏବେଅନି କିରିସ୍‌ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍‌ଲିକରି କାଇ ଦସ୍‌ ନ ଅଇକରି ରଇପାର୍‌ସା ।
K tomu, abyste zkušením rozeznati mohli užitečné věci od neužitečných, tak abyste byli upřímí a bez úrazu, až ke dni Kristovu,
11 ୧୧ ଜେନ୍ତାରିକି ଗଟେକ୍‌ ପଲ୍‌ ଦେବା ଗଚ୍‌ ପଲ୍‌ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍‌ଟର୍‌ ବପୁ ସଙ୍ଗ୍‍ ଦରମ୍‌ କାମର୍‌ ପଲ୍‌ ଦେଇସା । ଏଟା ପର୍‌ମେସର୍‌କେ ଡାକ୍‌ପୁଟା ଆରି ମଇମା କର୍‌ସି ।
Naplněni jsouce ovocem spravedlnosti, kteréž nesete skrze Jezukrista, k slávě a k chvále Boží.
12 ୧୨ ଏ ବାଇବଇନିମନ୍‌, ତମେ ଜାନ୍‌ବାର୍‌ ଆଚେ କି କିରିସ୍‌ଟର୍‌ପାଇ ମର୍‌ ଜିବନେ ଜେତ୍‌କି ଗଟିଆଚେ, ତାର୍‌ଲାଗି ଅଦିକ୍‌ ଲକ୍‌ ସୁବ୍‍କବର୍‍ ବିସ୍‌ବାସ୍‌ କର୍‌ବାକେ ଗଟେକ୍‌ ବାଟ୍‌ ଆଇଲା ।
Chciť pak, bratří, abyste věděli, že to pokušení, kteréž mne obklíčilo, k většímu prospěchu evangelium přišlo,
13 ୧୩ ଜେନ୍ତିକି, ସମ୍‌ରାଟର୍‌ ମେଡେ ଜେତ୍‌କି ସଇନ ଜାଗିଆଚତ୍‌, ସେମନ୍‌ ସବୁ ମୁଇ କିରିସ୍‌ଟକେ ସେବା କଲାର୍‌ ପାଇ ବନ୍ଦିଗରେ ଆଚିବଲି ଜାନ୍‌ଲାଇ ।
Takže vězení mé pro Krista rozhlášeno jest po všem císařském dvoře, i jinde všudy.
14 ୧୪ ମୁଇ ବନ୍ଦିଗରେ ରଇଲାର୍‌ପାଇ, ଇତି ରଇବା କେତେକ୍‌ କେତେକ୍‌ ବିସ୍‌ବାସି ବାଇବଇନିମନ୍‌କେ ମାପ୍‌ରୁ ବପୁ ଦେଲାଆଚେ । ପର୍‌ମେସରର୍‌ ବାକିଅ ନ ଡର୍‌ତେ ଜାନାଇବାକେ ସେମନ୍‌କେ ଏବେ ସାଆସ୍‌ ଆଚେ ।
A mnozí z bratří v Pánu, spolehše na vězení mé, hojnější smělost mají bez strachu mluviti slovo Boží.
15 ୧୫ ଅଇଲେ ମିସା ସେମନର୍‌ ବିତ୍‌ରେ ଅନି କେତେଲକ୍‌ ମକେ ଆଁକାର୍‌ କଲାର୍‌ପାଇ କିରିସ୍‌ଟର୍‌ ବିସଇ ଜାନାଇବାକେ ମନ୍‌ କଲାଇନି । ସେମନ୍‌ ମର୍‌ଟାନେଅନି ବଡ୍‌ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍‌ ଆରି କେତେକ୍‌ ଲକ୍‌ ଏଟା ସତ୍‌ ବଲି ମନେବାବିକରି କଲାଇନି ।
Někteří zajisté jen z závisti a navzdoru, někteří pak také z oblíbení sobě toho Krista káží.
16 ୧୬ ଏ ଲକ୍‌ମନ୍‌ ମକେ ଆଲାଦ୍‌ କଲାର୍‌ ପାଇ ସୁବ୍‌କବର୍‌ ଜାନାଇଲାଇନି । କିରିସ୍‌ଟର୍‌ ସୁବ୍‌କବର୍‌ ଦେକାରକା କର୍‌ବାକେ ପର୍‌ମେସର୍‌ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା ।
Ti pak, kteříž navzdoru Krista zvěstují, ne v čistotě, domnívají se, že mi k vězení mému soužení přidadí;
17 ୧୭ ମାତର୍‌ ଜନ୍‌ ଲକ୍‌ମନ୍‌ ମକେ ଆଁକାର୍‌ କଲାଇନି, ମର୍‌ଟାନେଅନି ବଡ୍‌ ଅଇବୁ ବଲିକରି, କିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାଇନି । ତାକର୍‌ ମନେ ଏଟା ସତ୍‌ବଲି ବାବିକରି କରତ୍‌ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍‌କି କସ୍‌ଟ ମୁରଚ୍‌ଲିନି, ତାର୍‌ତେଇଅନି ଅଦିକ୍‌ କସ୍‌ଟ ମିସାଇବାକେ କୁଟ୍‌ ପାଁଚ୍‌ଲାଇନି ।
Kteří pak z lásky, ti vědí, že jsem k obraně evangelium postaven.
18 ୧୮ ମାତର୍‌ ଏଟା ମର୍‌ପାଇ କାଇଟା ନାଇ । ସେମନ୍‌ ସତଇସେ କଲେ କି ବୁଲ୍‌ କାମର୍‌ ପାଇ କଲେ ମିସା, କିରିସ୍‌ଟର୍‌ ବିସଇର୍‍ କବର୍‌ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍‌ପାଇ ମୁଇ ସାର୍‌ଦା ସଙ୍ଗ୍‍ ରଇବି ।
Ale což pak o to? Nýbrž jakýmkoli způsobem, buď v samé tvárnosti, buď v pravdě Kristus se zvěstuje, i z tohoť se raduji, a ještě radovati budu.
19 ୧୯ ଆରି ମୁଇ ସାର୍‌ଦା ଅଇତେରଇବି । କାଇକେବଇଲେ ତମେ ମର୍‌ପାଇ ପାର୍‌ତନା କଲାସ୍‌ନି ବଲି ମୁଇ ଜାନି । ଆରି ଜିସୁକିରିସ୍‌ଟର୍‌ ସୁକଲ୍‌ ଆତ୍‌ମାର୍‌ ସାଇଜର୍‌ଲାଗି ପର୍‌ମେସର୍‌ ମକେ ମୁକ୍‌ଲାଇସି ।
Neboť vím, že mi to přijde k spasení skrze vaši modlitbu a pomoc Ducha Jezukristova,
20 ୨୦ ମୁଇ ଦିଆନ୍‌ ଦେଇ ଆରି ଆସା କରି ଜାଗ୍‌ଲିନି । ମୁଇ ଜିବନ୍‌ ରଇଲେ କି ମର୍‌ବାକେ ଅଇଲେ ମିସା ମର୍‌ କାମ୍‌ଟାନେ ଏଲା ନ କରି । ମାତର୍‌ ଅଦିକାର୍‌ ସଙ୍ଗ୍‍ ରଇବା ଲକ୍‌ମନର୍‌ ମୁଆଟେ କାତା ଅଇବାକେ ମକେ ଅଦିକ୍‌ ସାଆସ୍‌ ଆଇସି । ଏନ୍ତାରିକରି ମୁଇ ଜେତ୍‌କି କାମ୍‌ କଲିନି, କିରିସ୍‌ଟକେ ଡାକ୍‌ପୁଟା କରାଇବି ।
Podle pečlivého očekávání a naděje mé, že v ničemž nebudu zahanben, ale ve vší doufanlivé smělosti, jako i prve vždycky, tak i nyní veleben bude Kristus na těle mém, buďto skrze život, buďto skrze smrt.
21 ୨୧ କାଇକେବଇଲେ ମର୍‌ପାଇ ଜିଇବା କାଇବାଟା ସବୁ କିରିସ୍‌ଟସେ । ଆରି ମର୍‌ ଇସାବେ, କିରିସ୍‌ଟର୍‌ଟାନେ ରଇକରି ମର୍‌ବାଟା ବେସି ନିକ ।
Mně zajisté Kristus i v životě i v smrti ziskem jest.
22 ୨୨ ମୁଇ ଜିଇରଇଲେ, କିରିସ୍‌ଟର୍‌ପାଇ ନିକ ସଙ୍ଗ୍‍ କାମ୍‌ କରିଅଇସି । ମାତର୍‌ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍‌ଲିନି ।
Jest-li mi pak prospěšněji živu býti v těle pro práci, tedy nevím, co bych vyvolil.
23 ୨୩ ଏ ଦୁଇଟା ବିତ୍‌ରେ କାଇଟା କର୍‌ବି ବଲି ଜିକାଟାନା ଅଇଲିନି । ଏ ଜିବନ୍‌ ଚାଡି ସର୍‌ଗେ କିରିସ୍‌ଟର୍‌ ସଙ୍ଗ୍‍ ରଇବାକେ ମୁଇ ମନ୍‍ କଲିନି । କାଇକେବଇଲେ ସେଟା ଅଦିକ୍‌ ନିକ ।
K obémuť se k tomu nakloňuji, žádost maje umříti, a býti s Kristem, což by mnohem lépe bylo,
24 ୨୪ ମାତର୍‌ ତମର୍‌ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
Ale pozůstati ještě v těle potřebněji jest pro vás.
25 ୨୫ ଏ ବିସଇ ମୁଇ ଡାଁଟ୍‌ ସଙ୍ଗ୍‍ ଜାନ୍‌ଲିନି । ତେବର୍‌ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍‌ବାସେ ଡାଁଟ୍‌ ଅଇସା ଆରି ବିସ୍‌ବାସ୍‌ କଲାର୍‌ପାଇ ସାର୍‌ଦା ଅଇସା ।
Načež spoléhaje, vím, že pobudu a s vámi se všemi spolu pozůstanu k vašemu prospěchu a k radosti víry,
26 ୨୬ ସେନ୍ତାର୍‌ଆଲେ, ମୁଇ ତମର୍‌ ସଙ୍ଗ୍‍ ଆରିତରେକ୍‌ ମିସ୍‌ବାବେଲେ, ଜିସୁକିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ତମେ ମର୍‌ ବିସଇନେଇ ବଡ୍‌ପନ୍‌ ଅଇସା ।
Aby se vaše ze mne chlouba v Kristu Ježíši rozhojnila, skrze mou opět vám zase přítomnost.
27 ୨୭ ସବୁର୍‌ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍‌ଟର୍‌ ସୁବ୍‌ କବର୍‌ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ କେନ୍ତାରି ଚଲାଚଲ୍‌ତି କର୍‌ବାର୍‌ଆଚେ, ତମେ ସେନ୍ତାରି କରା । ମୁଇ ତମ୍‌କେ ଦେକ୍‌ବାର୍‌ ଆଇଲେମିସା, କି ତମର୍‌ଟାନେଅନି ଦୁରିକେ ରଇ ଅବ୍‌କା ସୁନିପାର୍‌ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍‌ଲାଗି ତମେ ସବୁ ଗଟେକ୍‌ ମନ୍‌ ଅଇ ମିସିଆଚାସ୍‌ ବଲି ମୁଇ ଜାନିପାର୍‌ବି । ଜନ୍‌ ଲକ୍‌ମନ୍‌ ସୁବ୍‌ କବରର୍‌ ବିରୁଦେ ଦଦାପେଲା କଲାଇନି, ତାକର୍‌ ମୁଆଟେ କିରିସ୍‌ଟର୍‌ ସୁବ୍‌କବର୍‌ ଦେକାରକା କର୍‌ବାକେ ତମେ ସବୁ ଗଟେକ୍‌ ଅଇ ଟିଆଅଇଲାସ୍‌ନି ବଲି ମୁଇ ଜାନ୍‌ବି ।
Toliko, jakž sluší na účastníky evangelium Kristova, se chovejte, abych, buďto přijda k vám a vida vás, buďto vzdálen jsa, slyšel o vás, že stojíte v jednom duchu, jednomyslně pracujíce u víře evangelium,
28 ୨୮ ଜନ୍‌ ଲକ୍‌ମନ୍‌ ତମର୍‌ ବିରଦେ ଆଇଲାଇନି, ସେମନ୍‌କେ ଡରା ନାଇ । ତମେ ସାଆସ୍‌ ଦାରିରଇଲେ, ପର୍‌ମେସର୍‌ ସେମନ୍‌କେ କୁରୁପ୍‌ନାସ୍‌ କରି ତମ୍‌କେ ରକିଆ କର୍‌ସି ବଲି ଜାନ୍‌ବାଇ । ଏ ସବୁ ବିସଇ ପର୍‌ମେସର୍‌ସେ କର୍‌ସି ।
A v ničemž se nestrachujte protivníků, což jest jim jistým znamením zahynutí, vám pak spasení, a to od Boha.
29 ୨୯ କାଇକେବଇଲେ ପର୍‌ମେସର୍‌ ତମ୍‌କେ କିରିସ୍‌ଟକେ ଅବ୍‌କା ବିସ୍‌ବାସ୍‌ କର୍‌ବା ଦାନ୍‌ ଦେଏନାଇ, ମାତର୍‌ ତାର୍‌ପାଇ ଦୁକ୍‌ କସ୍‌ଟ ପାଇକରି ରଇବା ଦାନ୍‌ ମିସା ଦେଲାଆଚେ ।
Nebo vám jest to z milosti dáno pro Krista, abyste netoliko v něho věřili, ale také pro něj i trpěli,
30 ୩୦ ତମର୍‌ ବିରୁଦେ ଆଇବା ଲକ୍‌ମନର୍‌ ସଙ୍ଗ୍‍ ଜନ୍‌ ଜୁଇଦେ ତମେ ରଇଲାସ୍‌, ସେନ୍ତାରିସେ ଗଟେକ୍‌ ଜୁଇଦେ ମୁଇ ମିସା ପିଲିପ୍‌ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍‌ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍‌ନି ।
Týž boj majíce, jakýž jste při mně i viděli, i nyní o mně slyšíte.

< ପିଲିପିୟ 1 >