< ପିଲିମନ୍ 1 >
1 ୧ ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି । ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି ।
Paulo, prisioneiro de Cristo Jesus, e o irmão Timóteo, a Filemom, o amado, e nosso cooperador;
2 ୨ ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି ।
E à irmã Ápia, e a Arquipo nosso companheiro de batalha, e à igreja [que está] em tua casa;
3 ୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
[Haja] em vós graça e paz de Deus nosso Pai, e do Senhor Jesus Cristo.
4 ୪ ବାଇ ପିଲିମନ୍, ମୁଇ ଜେଡେବେଲେ ମିସା ପାର୍ତନା କର୍ବା ବେଲେ, ତକେ ଏତାଇକରି ପର୍ମେସର୍କେ ଦନିଅବାଦ୍ ଦେଲିନି ।
Eu dou graças a meu Deus sempre me lembrando de ti em minhas orações;
5 ୫ କାଇକେବଇଲେ ପର୍ମେସରର୍ ଲକର୍ପାଇ ରଇବା ତମର୍ ଆଲାଦ୍ ଆରି ମାପ୍ରୁ ଜିସୁର୍ଟାନେ ରଇବା ତମର୍ ବିସ୍ବାସ୍ ମୁଇ ସୁନିଆଚି ।
Ao ouvir de teu amor e a fé que tu tens para com o Senhor Jesus, e para com todos os santos;
6 ୬ କିରିସ୍ଟର୍ ସଙ୍ଗ୍ ଆମେ ମିସ୍ଲାର୍ପାଇ ଆମର୍ ଜିବନେ ଜେତ୍କି ସବୁ ଆସିର୍ବାଦ୍ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍ ବୁଜ୍ବାକେ ଆମେ ତମର୍ ସଙ୍ଗ୍ ରଇଲାବେଲେ, ବୁଜିପାର୍ବୁ ବଲି ମୁଇ ଆସା କଲିନି ।
Para que a comunhão de tua fé seja eficaz no reconhecimento de todo o bem que há em vós por Cristo Jesus.
7 ୭ ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
Porque nós temos grande alegria e consolo em teu amor, pelo qual, por meio de ti, irmão, os sentimentos dos santos foram aliviados.
8 ୮ ତେବେ ଏଟାର୍ଲାଗି କିରିସ୍ଟର୍ ପାଇ ଗଟେକ୍ ବାଇ ଇସାବେ ତକେ ତିଆର୍ବାକେ ମର୍ ପୁରାପୁରୁନ୍ ଅଦିକାର୍ ଆଚେ ।
Por isso, ainda que em Cristo eu tenha grande confiança para te mandar [aquilo que te é] conveniente,
9 ୯ ମାତର୍ ମୁଇ ତକେ ଆଲାଦ୍ କଲିନି, ସେଟାର୍ଲାଗି ଅବ୍କା ବାବୁଜିଆ କର୍ବି । ମୁଇ ପାଉଲ୍ କିରିସ୍ଟ ଜିସୁର୍ ମୁକିଅ କବର୍ନେଉ ଅଇରଇଲେମିସା, ତାର୍ଲାଗି ଏବେ ମୁଇ ବନ୍ଦିଅଇଆଚି ।
Em vez disso por amor eu [te] peço, [ainda que] eu seja tal, Paulo, o velho, e também agora um prisioneiro de Jesus Cristo;
10 ୧୦ ଅନିସ୍ମସ୍ ଜେକି କିରିସ୍ଟର୍ ଲାଗି ମର୍ ନିଜର୍ ପଅ ପାରା ଅଇଗାଲା ଆଚେ । ତାର୍ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍ ଆତ୍ମା ଇସାବେ ରଇବା ବାବା ପାରା ଅଇଆଚି ।
Eu te peço por meu filho Onésimo, ao qual eu gerei durante minhas prisões.
11 ୧୧ ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା ।
Aquele que antes te era inútil, mas agora útil para mim e para ti,
12 ୧୨ ମୁଇ ଏବେ ତାକେ ତର୍ ଲଗେ ପାଟାଇଲିନି । ମର୍ ଜିବନେ କାନ୍ଦି କାନ୍ଦି ଆଚି ।
Eu o enviei, como os meus mais íntimos sentimentos, de volta a ti;
13 ୧୩ ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା ।
Eu [até que] gostaria de retê-lo comigo, para que como teu [substituto] ele me servisse nas prisões do Evangelho;
14 ୧୪ ମାତର୍ ତୁଇ ମକେ ସାଇଜ କର୍ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍କରି କଲେ, ମୁଇ ମନ୍ କର୍ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।
Mas eu nada quis fazer sem tua opinião, para que tua bondade não fosse como que por obrigação, mas sim de livre vontade.
15 ୧୫ ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା । (aiōnios )
Porque talvez por isso que ele tenha se separado [de ti] por algum tempo, para que tu o recebesses de volta para sempre. (aiōnios )
16 ୧୬ ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି ।
Não mais como a um servo, mas sim mais que um servo, [como] a um amado irmão, especialmente para mim, e muito mais de ti, tanto na carne como no Senhor.
17 ୧୭ ତେବର୍ପାଇ ତୁଇ ମକେ ଜଦି ସଙ୍ଗର୍କାମ୍କରୁ ଇସାବେ ଦେକ୍ଲୁସ୍ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍, ସେନ୍ତାରିସେ ତାକେ ମିସା ଡାକିନେ ।
Portanto, se tu me tens como companheiro, [então] recebe-o como a mim.
18 ୧୮ ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ ।
E se ele te fez algum dano, ou te deve [alguma coisa], põe [isto] na minha conta.
19 ୧୯ ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।
Eu, Paulo, de minha [própria] mão [o] escrevi, eu pagarei; para eu não te dizer que tu me deves a ti mesmo.
20 ୨୦ ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ ।
Assim, irmão, que eu tenha algum benefício de ti no Senhor; alivia meus sentimentos no Senhor.
21 ୨୧ ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ ।
Tendo confiança de tua obediência eu te escrevi, sabendo que tu farás ainda mais do que eu digo.
22 ୨୨ ଏଟାଚାଡି ମର୍ପାଇ ଗଟେକ୍ ବାକ୍ରା ସାଜାଡି ର । କାଇକେବଇଲେ, ତୁଇ ପାର୍ତନା କଲା ଇସାବେ ମୁଇ ତର୍ଲଗେ ଦାପ୍ରେ କେଟିପାର୍ବି ।
E enquanto isso também me prepara um lugar para [eu] ficar; porque eu espero que por vossas orações eu seja entregue a vós.
23 ୨୩ ଏପାପ୍ରା ଜେକି କିରିସ୍ଟର୍ ଲାଗି ମର୍ସଙ୍ଗ୍ ବନ୍ଦିଅଇଆଚେ, ସେ ତାର୍ ଜୁଆର୍ ଜାନାଇଲାନି ।
Saúdam-te: Epafras (meu companheiro de prisão em Cristo Jesus),
24 ୨୪ ସେନ୍ତାରିସେ, ମର୍ ସଙ୍ଗର୍ କାମ୍ କରୁମନ୍ ମାର୍କ, ଆରିସ୍ତାକସ୍, ଦିମା ଆରି ଲୁକ୍ ମିସା ।
Marcos, Aristarco, Demas [e] Lucas (meus cooperadores).
25 ୨୫ ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର ।
A graça de nosso Senhor Jesus Cirsto [seja] com vosso espírito. Amém!