+ ମାତିଉ 1 >

1 ଏଟା ଅଇଲାନି ଜିସୁକିରିସ୍‌ଟର୍‌ ଆନିଦାଦିମନର୍‌ ନାଉଁ ତାଲିକା । ସେ ଦାଉଦ୍‌ ବଁସର୍‌ ରଇଲା ଆରି ଦାଉଦ୍‌ ଅବ୍‌ରାଆମ୍ ବଁସର୍‌ ରଇଲା ।
A roll of the birth of Jesus Christ, son of David, son of Abraham.
2 ଅବ୍‌ରାଅମର୍‌ ପଅ ଇସାକ୍‌, ଇସାକର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜିଉଦା ଆରି ତାର୍‌ ବାଇମନ୍‌ ।
Abraham begat Isaac, and Isaac begat Jacob, and Jacob begat Judah and his brethren,
3 ଜିଉଦା ପେରସ୍‌ ଆରି ଜେରଅର୍‌ ବାବା ରଇଲା, ତାକର୍‌ ମାଆ ଅଇଲାନି ତାମର୍‌ । ପେରସର୍‌ ପଅ ଏସ୍‌ରନ୍‌ ।
and Judah begat Pharez and Zarah of Tamar, and Pharez begat Hezron, and Hezron begat Ram,
4 ଏସ୍‌ରନର୍‌ ପଅ ଆରାମ୍‌, ଆରାମର୍‌ ପଅ ଅମିନାଦବ୍‌ ଅମିନାଦବର୍‌ ପଅ ନଅସନ୍‌, ନଅସନର୍‌ ପିଲା ସଲ୍‌ମନ୍‌
and Ram begat Amminadab, and Amminadab begat Nahshon, and Nahshon begat Salmon,
5 ସଲ୍‌ମନର୍‌ ପଅର୍‌ ନାଉଁ ବୟଜ୍‌, ବୟଜର୍‌ ମାଆ ରାଅବ୍‌ । ବୟଜର୍‌ ପଅର୍‌ ନାଉଁ ଅବେଦ୍‌ ଆରି ଅବେଦର୍‌ ମାଆର୍‌ ନାଉଁ ରୁତ୍‌ । ଅବେଦର୍‌ ପଅ ଜସୟ,
and Salmon begat Boaz of Rahab, and Boaz begat Obed of Ruth, and Obed begat Jesse,
6 ଦାଉଦ୍‌ ରାଜାର୍‌ ସାସନ୍‌ ବେଲେ ଅନି ଜେଡେବଲ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ବାବିଲନ୍‌ ଦେସେ ବାନ୍ଦି ନେଇରଇଲା ଜାକ ସେତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜସୟର୍‌ ପଅ ଦାଉଦ୍‌ ରାଜା । ଉରିୟର୍‌ ମାଇଜିର୍‌ ପେଟେ ଅନି ସଲ୍‌ମନ୍‌କେ ଜନମ୍‌ ଦେଲା,
and Jesse begat David the king. And David the king begat Solomon, of her [who had been] Uriah's,
7 ସଲମନର୍‌ ପଅ ରିଅବିୟାମ୍‌ ରିଅବିୟାମର୍‌ ପଅ ଅବିୟ ।
and Solomon begat Rehoboam, and Rehoboam begat Abijah, and Abijah begat Asa,
8 ଅବିୟର୍‌ ପଅ ଆସା, ଆସାର୍‌ ପଅ ଜିଅସାପଟ୍‌, ଜିଅସାପଟର୍‌ ପଅ ଜରାମ୍‌, ଜରାମର୍‌ ପଅ ଉଜିୟ ।
and Asa begat Jehoshaphat, and Jehoshaphat begat Joram, and Joram begat Uzziah,
9 ଉଜିୟର୍‌ ପଅ ଜତାମ୍‌, ଜତାମର୍‌ ପଅ ଆଅସ୍‌, ଆଅସର୍‌ ପଅ ଇଜକିୟ ।
and Uzziah begat Jotham, and Jotham begat Ahaz, and Ahaz begat Hezekiah,
10 ୧୦ ଇଜକିୟର୍‌ ପଅ ମନସେଅ, ମନସେଅର୍‌ ପଅ ଆମନ୍‌, ଆମନର୍‌ ପଅ ଜସିୟ ।
and Hezekiah begat Manasseh, and Manasseh begat Amon, and Amon begat Josiah,
11 ୧୧ ଜସିୟ ବାବିଲନ୍‌ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍‌ ବାଇମନ୍‌ ଜନମ୍‌ ଅଇଲାଇ ।
and Josiah begat Jeconiah and his brethren, at the Babylonian removal.
12 ୧୨ ବାବିଲନେ ବନ୍ଦିଅଇ ସାର୍‌ଲା ପଚେଅନି ଜିସୁର୍‌ ଜନମ୍‌ ଜାକ ଏତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍‌ଟିଏଲ୍‌ ଜନମ୍‌ ଅଇଲା, ସଲ୍‌ଟିଏଲର୍‌ ପଅ ଜିରୁବାବେଲ୍‌,
And after the Babylonian removal, Jeconiah begat Shealtiel, and Shealtiel begat Zerubbabel,
13 ୧୩ ଜିରୁବାବେଲର୍‌ ପଅ ଅବିଉଦ୍‌, ଅବିଉଦର୍‌ ପଅ ଏଲିୟାକିମ୍‌, ଏଲିୟାକିମର୍‌ ପଅ ଅଜୁର୍‌ ।
and Zerubbabel begat Abiud, and Abiud begat Eliakim, and Eliakim begat Azor,
14 ୧୪ ଅଜୁର୍‌ ପଅ ସାଦକ୍‌, ସାଦକର୍‌ ପଅ ଆକିମ୍‌, ଜାକିନର୍‌ ପଅ ଏଲିଉଦ୍‌, ଏଲିଉଦର୍‌ ପଅ ଏଲାଜାର୍‌, ଏଲାଜାରର୍‌ ପଅ ମତ୍‌ତାନ୍‌ ।
and Azor begat Sadok, and Sadok begat Achim, and Achim begat Eliud,
15 ୧୫ ମତ୍‌ତାନର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜସେପ୍‌ ।
and Eliud begat Eleazar, and Eleazar begat Matthan, and Matthan begat Jacob,
16 ୧୬ ଏ ଜସେପ୍‌ ମରିୟମ୍‌କେ ବିବା ଅଇରଇଲା । ମରିୟମର୍‌ ପେଟେଅନି ଜିସୁ ଜନମ୍‌ ଅଇରଇଲା । ଜିସୁ କିରିସ୍‌ଟକେ ମସିଅ ବଲି ମିସା ନାଉଁ ଆଚେ ।
and Jacob begat Joseph, the husband of Mary, of whom was begotten Jesus, who is named Christ.
17 ୧୭ ଏନ୍ତାରି ଅବ୍‌ରାଆମର୍‌ତେଇ ଅନି ଦାଉଦ୍‍ ରାଜାର୍‌ ଜାକ ଚଉଦ ଉତାର୍‌, ଦାଉଦର୍‌ତେଇ ଅନି ବାବିଲନ୍‌ ବନ୍ଦିରଇଲା ଜାକ ଚଉଦ ଉତାର୍‌, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍‌ଟର୍‌ ଜନମ୍‌ ଜାକ ଚଉଦ ଉତାର୍‌ ।
All the generations, therefore, from Abraham unto David [are] fourteen generations, and from David unto the Babylonian removal fourteen generations, and from the Babylonian removal unto the Christ, fourteen generations.
18 ୧୮ ଏଟା ଅଇଲାନି ଜିସୁ କିରିସ୍‌ଟର୍‌ ଜନମ୍‌ ବିସଇ । ଜିସୁର୍‌ ମା ମରିୟମର୍‌ ସଙ୍ଗ୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାର୍‌ ପାଇ ବିବା ମାଙ୍ଗ୍‌ନି ଅଇରଇଲା । ମାତର୍‌ ସେମନର୍‌ ବିବା ନ ଅଇତେ ସୁକଲ୍‌ ଆତ୍‌ମାଇ ଅନି ଗାଗ୍‌ଡେ ଅଇରଇବାଟା ମରିୟମ୍‌ ଜାନିପାର୍‌ଲା ।
And of Jesus Christ, the birth was thus: For his mother Mary having been betrothed to Joseph, before their coming together she was found to have conceived from the Holy Spirit,
19 ୧୯ ଜସେପ୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା ଆରି ସବୁବେଲେ ସତ୍‌ କାମ୍‌ କର୍‌ତେରଇଲା । ଆରି ମରିୟମ୍‌କେ ଲକ୍‌ମନର୍‌ ଟାନେ ନିନ୍ଦା କାତା ସୁନାଇବାକେ ମନ୍‍ ନ କର୍‌ତେ ରଇଲା । ସେଟାର୍‌ପାଇ କେ ନାଜାନ୍‌ତେ ତାର୍‌ ବିବା ମାଙ୍ଗ୍‌ନି ପିଟାଇଦେବାକେ ଉପାଇ ପାଁଚ୍‌ତେ ରଇଲା ।
and Joseph her husband being righteous, and not willing to make her an example, did wish privately to send her away.
20 ୨୦ ସେ ଏନ୍ତି ଉପାଇ ପାଁଚ୍‌ଲା ବେଲେ, ଜସେପ୍‌କେ ଗଟେକ୍‌ ପର୍‌ମେସରର୍‌ ଦୁତ୍‌ ସପ୍‍ନେ ଦେକାଇ ଅଇ କଇଲା, ଏ ଦାଉଦର୍‌ ନାତିର୍‌ ତିତି ଜସେପ୍‌, ଡର୍‌ନାଇ । ମରିୟମ୍‌କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍‌ ଆତ୍‌ମାଇ ଅନି ସେ ଗାଗ୍‌ଡେ ଅଇଲାଆଚେ ।
And on his thinking of these things, lo, a messenger of the Lord in a dream appeared to him, saying, 'Joseph, son of David, thou mayest not fear to receive Mary thy wife, for that which in her was begotten [is] of the Holy Spirit,
21 ୨୧ ତାର୍‌ଟାନେଅନି ଗଟେକ୍‌ ପିଲା ଜନମ୍‌ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍‌, କାଇକେବଇଲେ ସେ ତାର୍‌ ଲକ୍‌ମନ୍‌କେ ସେମନର୍‌ ପାପେଅନି ଉଦାର୍‌ କର୍‌ସି ।
and she shall bring forth a son, and thou shalt call his name Jesus, for he shall save his people from their sins.'
22 ୨୨ ଆଇବା ଦିନ୍‌ମନ୍‌କେ କାଇଟା ଅଇସି ବଲି, ପର୍‌ମେସର୍‌ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ ଅଇବାକେ ଏ ସବୁ ଅଇଲା ।
And all this hath come to pass, that it may be fulfilled that was spoken by the Lord through the prophet, saying,
23 ୨୩ ଗଟେକ୍‌ ଦାଙ୍ଗ୍‌ଡି ଗାଗ୍‌ଡେ ଅଇ ପିଲା ଜନମ୍‌ କର୍‌ସି, ଆରି ସେ ପିଲା ଲକ୍‌ମନର୍‌ ଟାନେ ଇମାନୁଏଲ୍‌ ବଲି ନାମାଇ ଅଇସି, ଏ ନାଉଁର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌ ଆମର୍‌ ସଙ୍ଗ୍‌ ଆଚେ ।
'Lo, the virgin shall conceive, and she shall bring forth a son, and they shall call his name Emmanuel,' which is, being interpreted 'With us [he is] God.'
24 ୨୪ ଜସେପ୍‌ ସଇଲା ଟାନେଅନି ଉଟି, ପର୍‌ମେସରର୍‌ ଦୁତ୍‌ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍‌କେ ବିବା ଅଇଲା ।
And Joseph, having risen from the sleep, did as the messenger of the Lord directed him, and received his wife,
25 ୨୫ ମାତର୍‌ ସେ ପିଲା ଜନମ୍‌ ନ ଅଇବା ଜାକ ମରିୟମ୍‌ ସଙ୍ଗ୍‍ ସୁଆବସା କରେନାଇ । ଜସେପ୍‌ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
and did not know her till she brought forth her son — the first-born, and he called his name Jesus.

+ ମାତିଉ 1 >