< ମାତିଉ 7 >

1 ବିନ୍‌ ଲକର୍‌ ଦସ୍‌ କଜି ବୁଲାନାଇ । ତାକର୍‌ ବିଚାରର୍‌ ଦସ୍‌ ନ ଦାର୍‌ଲେ, ପର୍‌ମେସର୍‌ ତମର୍‌ ଦସ୍‌ ନ ଦାରେ ।
Μὴ κρίνετε, ἵνα μὴ κριθῆτε.
2 କାଇକେବଇଲେ ତମେ ବିନ୍‌ ଲକର୍‌ ଦସ୍‌ ଜେନ୍ତି ବିଚାର୍‌ କର୍‌ତେରଇସା, ସେନ୍ତାରିସେ ପର୍‌ମେସର୍‌ ତମର୍‌ ବିଚାର୍‌ କର୍‌ସି । ତମେ ବିନ୍‌ ଲକ୍‌ମନ୍‌କେ ଜନ୍‌ ନିୟମ୍‌ କର୍‌ସା, ପର୍‌ମେସର୍‌ ତମ୍‌କେ ସେ ନିୟମ୍‌ କର୍‌ସି ।
ἐν ᾧ γὰρ κρίματι κρίνετε κριθήσεσθε, καὶ ἐν ᾧ μέτρῳ μετρεῖτε μετρηθήσεται ὑμῖν.
3 ତମର୍‌ ଆଁକିତେଇ ବଡ୍‌ କାଚ୍‌ରା ରଇଲେ ମିସା, କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା, ନିକସଙ୍ଗ୍‍ ଦେକ୍‌ଲାସ୍‌ନି?
τί δὲ βλέπεις τὸ κάρφος τὸ ἐν τῷ ὀφθαλμῷ τοῦ ἀδελφοῦ σου, τὴν δὲ ἐν τῷ σῷ ὀφθαλμῷ δοκὸν οὐ κατανοεῖς;
4 ନିଜର୍‌ ଆଁକିତେଇ ବଡ୍‌ କାଚ୍‌ରା ରଉରଉ ତମେ କାଇ ସାଆସେ ତମର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇ ଦେବି ବଲି କଇଲାସ୍‌ନି?
ἢ πῶς ἐρεῖς τῷ ἀδελφῷ σου, ἄφες ἐκβάλω τὸ κάρφος ἐκ τοῦ ὀφθαλμοῦ σου, καὶ ἰδοὺ ἡ δοκὸς ἐν τῷ ὀφθαλμῷ σοῦ;
5 ଏରେ କୁଟିଆଲ୍‌ମନ୍‌! ଆଗେ ନିଜର୍‌ ଆଁକିତେଇ ରଇଲା କାଚ୍‌ରା ବାର୍‌କରାଇ ପାକା, ତାର୍‌ ପଚେ ନିଜର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇବାକେ ନିମାନ୍‌ କରି ଦେକି ପାରାସ୍‌ ।
ὑποκριτά, ἔκβαλε πρῶτον ἐκ τοῦ ὀφθαλμοῦ σοῦ τὴν δοκόν, καὶ τότε διαβλέψεις ἐκβαλεῖν τὸ κάρφος ἐκ τοῦ ὀφθαλμοῦ τοῦ ἀδελφοῦ σου.
6 ସୁକଲ୍‌ ଦିନ୍‌ସୁ କୁକୁର୍‌ମନ୍‌କେ ଦିଆସ୍‌ ନାଇ, ସେମନ୍‌ ପାସ୍‌ଲିକରି ତମ୍‌କେ ଚାବିପାକାଇବାଇ । ଗୁସ୍‌ରି ମନର୍‌ ମୁଆଟେ ମୁକ୍‌ତା ପାକାଆ ନାଇ, ସେମନ୍‌ ମୁକ୍‌ତାର୍‌ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
Μὴ δῶτε τὸ ἅγιον τοῖς κυσίν, μηδὲ βάλητε τοὺς μαργαρίτας ὑμῶν ἔμπροσθεν τῶν χοίρων, μήποτε καταπατήσουσιν αὐτοὺς ἐν τοῖς ποσὶν αὐτῶν καὶ στραφέντες ῥήξωσιν ὑμᾶς.
7 ମାଙ୍ଗା, ତେବେ ତମ୍‌କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍‌ ଉଗାଡି ଅଇସି ।
Αἰτεῖτε, καὶ δοθήσεται ὑμῖν· ζητεῖτε, καὶ εὑρήσετε· κρούετε, καὶ ἀνοιγήσεται ὑμῖν.
8 ଜେ ମାଙ୍ଗ୍‌ସି, ତାକେ ଦିଆଅଇସି, ଜେ କଜ୍‍ସି, ସେ ମିଲାଇସି, ଜେ କାପାଟେ ମାର୍‌ସି ତାର୍‌ପାଇ କାପାଟ୍‌ ଉଗାଡି ଦିଆଅଇସି ।
πᾶς γὰρ ὁ αἰτῶν λαμβάνει καὶ ὁ ζητῶν εὑρίσκει καὶ τῷ κρούοντι ἀνοιγήσεται.
9 ତମର୍‌ ବିତ୍‌ରେ ଏନ୍ତାରି ବାବା କେ ଆଚେ କି? ତମର୍‌ ପିଲା ଜଦି ରୁଟି ମାଙ୍ଗ୍‌ଲେ, ତାକେ ପାକ୍‌ନା ଦେଇସା?
ἢ τίς ἐστιν ἐξ ὑμῶν ἄνθρωπος, ὃν αἰτήσει ὁ υἱὸς αὐτοῦ ἄρτον, μὴ λίθον ἐπιδώσει αὐτῷ;
10 ୧୦ ନଇଲେ ସେ ମାଚ୍‌ ମାଙ୍ଗ୍‌ଲେ ତାକେ ସାଁପ୍‌ ଦେଇସା?
ἢ καὶ ἰχθὺν αἰτήσει, μὴ ὄφιν ἐπιδώσει αὐτῷ;
11 ୧୧ ତମେ କାରାପ୍‌ ଲକ୍‌ ଅଇରଇଲେ ମିସା ନିଜର୍‌ ପିଲାମନ୍‌କେ ନିକନିକ ଜିନିସ୍‌ ଦେଇସା । ସେନ୍ତାରିସେ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବାକେ ମାଙ୍ଗ୍‌ବାଇ ସେ ସେମନ୍‌କେ ଆରି କେତେ ନିକନିକ ଜିନିସ୍‌ ଦେଇସି ।
εἰ οὖν ὑμεῖς πονηροὶ ὄντες οἴδατε δόματα ἀγαθὰ διδόναι τοῖς τέκνοις ὑμῶν, πόσῳ μᾶλλον ὁ πατὴρ ὑμῶν ὁ ἐν τοῖς οὐρανοῖς δώσει ἀγαθὰ τοῖς αἰτοῦσιν αὐτόν.
12 ୧୨ “ତମର୍‌ ପାଇ ବିନ୍‌ ଲକ୍‌ମନ୍‌ ଜାଇଟା କରତ୍‌ ବଲି ମନ୍‍ କଲାସ୍‌ନି, ସେନ୍ତାରି ତମେ ବିନ୍‌ ଲକର୍‌ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍‌ ଆରି ବବିସତ୍‌ବକ୍‌ତାମନର୍‌ ସିକିଆର୍‌ ଅରତ୍‌ ।”
πάντα οὖν ὅσα ἐὰν θέλητε ἵνα ποιῶσιν ὑμῖν οἱ ἄνθρωποι, οὕτως καὶ ὑμεῖς ποιεῖτε αὐτοῖς· οὗτος γάρ ἐστιν ὁ νόμος καὶ οἱ προφῆται.
13 ୧୩ “ଚିପଙ୍ଗା ଦୁଆର୍‌ ବାଟେ ଜାଆ । କାଇକେବଇଲେ ବିନାସ୍‌ କର୍‌ବାକେ ନେବା ନର୍‌କେ ଜିବା ବାଟ୍‌ ଅସାର୍‌ ଆରି ସୁବିଦାର୍‍ଟା । କେତେ କେତେ ଲକ୍‌ ସେ ବାଟେ ଜିବାଇ ।
εἰσέλθατε διὰ τῆς στενῆς πύλης· ὅτι πλατεῖα [ἡ πύλη] καὶ εὐρύχωρος ἡ ὁδὸς ἡ ἀπάγουσα εἰς τὴν ἀπώλειαν, καὶ πολλοί εἰσιν οἱ εἰσερχόμενοι δι’ αὐτῆς·
14 ୧୪ ମାତର୍‌ ନ ସାର୍‌ବା ଜିବନେ ମିସି ରଇଲା ବାଟ୍‌, ଚିପଙ୍ଗା ଆରି ଜିବାଟା ବେସି କସ୍‌ଟ । ଉନା ଲକ୍‌ ସେ ବାଟ୍‌ କଜି କଜି ମିଲାଇବାଇ ।”
ὅτι στενὴ [ἡ πύλη] καὶ τεθλιμμένη ἡ ὁδὸς ἡ ἀπάγουσα εἰς τὴν ζωήν, καὶ ὀλίγοι εἰσὶν οἱ εὑρίσκοντες αὐτήν.
15 ୧୫ “ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ ତେଇଅନି ଜାଗର୍‌ତା ଅଇରୁଆ, ସେମନ୍‌ ବାଇରେ ମେଣ୍ଡା ପାରା ଡିସ୍‌ବାଇ ମାତର୍‌ ତାକର୍‌ ମନ୍‌ ବିତ୍‌ରେ ବାଲିଆଡୁର୍‌କାମନର୍‌ ପାରା ।
Προσέχετε ἀπὸ τῶν ψευδοπροφητῶν, οἵτινες ἔρχονται πρὸς ὑμᾶς ἐν ἐνδύμασιν προβάτων, ἔσωθεν δέ εἰσιν λύκοι ἅρπαγες.
16 ୧୬ ସେମନର୍‌ କର୍‌ବା କାମ୍‌ ଦେକି ତମେ ସେମନ୍‌କେ ଚିନିପାରାସ୍‌ । କାଟା ବୁଟାଇ ଅଙ୍ଗୁର୍‌ ନ ପଲେ କି କାଟାକଲି ବୁଟାଇ ଡୁମ୍‌ରି ପଲ୍‌ ନ ଦାରେ ।
ἀπὸ τῶν καρπῶν αὐτῶν ἐπιγνώσεσθε αὐτούς. μήτι συλλέγουσιν ἀπὸ ἀκανθῶν σταφυλὰς ἢ ἀπὸ τριβόλων σῦκα;
17 ୧୭ ନିକ ଗଚେ ନିକ ପଲ୍‌ ଦାର୍‌ସି, ବାନିଆ ଗଚର୍‌ ପଲ୍‌ ବାନିଆ ସେ ।
οὕτως πᾶν δένδρον ἀγαθὸν καρποὺς καλοὺς ποιεῖ, τὸ δὲ σαπρὸν δένδρον καρποὺς πονηροὺς ποιεῖ·
18 ୧୮ ନିକ ଗଚେ ବାନିଆ ପଲ୍‌ ନ ପଲେ କି ବାନିଆ ଗଚେ ନିକ ପଲ୍‌ ଅଇନାପାରେ ।
οὐ δύναται δένδρον ἀγαθὸν καρποὺς πονηροὺς ἐνεγκεῖν, οὐδὲ δένδρον σαπρὸν καρποὺς καλοὺς ἐνεγκεῖν.
19 ୧୯ ନିକ ପଲ୍‌ ନ ଦାର୍‌ଲେ ସେ ଗଚ୍‌ କାଟି କରି ଜଇଟାନେ ପାକାଇଅଇସି ।
πᾶν δένδρον μὴ ποιοῦν καρπὸν καλὸν ἐκκόπτεται καὶ εἰς πῦρ βάλλεται.
20 ୨୦ ସେନ୍ତାରି ସେ ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ କାମ୍‌ କର୍‌ବାଟାନେ ଅନି ତମେ ସେମନ୍‌କେ ଚିନିପାରାସ୍‌ ।”
ἄραγε ἀπὸ τῶν καρπῶν αὐτῶν ἐπιγνώσεσθε αὐτούς.
21 ୨୧ ମକେ ମାପ୍‌ରୁ, ମାପ୍‌ରୁ ବଲି ଡାକ୍‌ବା ଲକ୍‌ମନର୍‌ତେଇ ଅନି ସବୁ ଲକ୍‌ ସରଗ୍‌ ରାଇଜେ କେଟିନାପାରତ୍‌ । ମାତର୍‌ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବା ମନ୍ କଲା ଇସାବେ ଚଲାଚଲ୍‍ତି କର୍‌ବାଇ, ସେମନ୍‍ସେ ସରଗ୍‌ ରାଇଜେ କେଟ୍‍ବାଇ ।
Οὐ πᾶς ὁ λέγων μοι, κύριε κύριε, εἰσελεύσεται εἰς τὴν βασιλείαν τῶν οὐρανῶν, ἀλλ’ ὁ ποιῶν τὸ θέλημα τοῦ πατρός μου τοῦ ἐν τοῖς οὐρανοῖς.
22 ୨୨ ମାପ୍‌ରୁର୍‌ ବିଚାର୍‌ କର୍‌ବା ଦିନ୍‌ କେଟ୍‌ଲେ କେତେ କେତେ ଲକ୍‌ ମକେ କଇବାଇ, ଏ ମାପ୍‌ରୁ, ତମର୍‌ ନାଉଁ ଦାରି ଆମେ ପର୍‌ମେସରର୍‌ ସୁବ୍‌କବର୍‌ ଜାନାଇ ଆଚୁ । ତମର୍‌ ନାଉଁ ଦାରି ଡୁମାମନ୍‌କେ କେଦି ଆଚୁ ଆରି କେତେକ୍‌ କାବାଅଇଜିବା କାମ୍‌ମନ୍‌ କରିଆଚୁ ।
πολλοὶ ἐροῦσίν μοι ἐν ἐκείνῃ τῇ ἡμέρᾳ, κύριε κύριε, οὐ τῷ σῷ ὀνόματι ἐπροφητεύσαμεν, καὶ τῷ σῷ ὀνόματι δαιμόνια ἐξεβάλομεν, καὶ τῷ σῷ ὀνόματι δυνάμεις πολλὰς ἐποιήσαμεν;
23 ୨୩ ସେଡ୍‌କି ବେଲେ ମୁଇ ସେମନ୍‌କେ କଇବି, ନାଇ, ମୁଇ ତମ୍‌କେ ନାଜାନି । କରାପ୍‍କାମ୍‍ କର୍‍ବା ଲକ୍‍ମନ୍‍, ମର୍‌ଲଗେ ରୁଆନାଇ ।
καὶ τότε ὁμολογήσω αὐτοῖς ὅτι οὐδέποτε ἔγνων ὑμᾶς· ἀποχωρεῖτε ἀπ’ ἐμοῦ οἱ ἐργαζόμενοι τὴν ἀνομίαν.
24 ୨୪ “ଜେ ମର୍‌ କାତା ସୁନି, ସେ ଇସାବେ ଚାଲ୍‌ସି, ସେ ବଡ୍‌ ରାଙ୍ଗ୍‌ନି ପାକ୍‌ନା ଉପ୍‌ରେ ଗର୍‌ କର୍‌ବା ଗିଆନ୍‌ଲକର୍‌ ପାରା ।
Πᾶς οὖν ὅστις ἀκούει μου τοὺς λόγους τούτους καὶ ποιεῖ αὐτοὺς ὁμοιωθήσεται ἀνδρὶ φρονίμῳ, ὅστις ᾠκοδόμησεν αὐτοῦ τὴν οἰκίαν ἐπὶ τὴν πέτραν.
25 ୨୫ ଅପର୍‌ବଲ୍‌ ବର୍‌ସା ମାର୍‌ଲାକେ ଗାଡ୍‌ ଉଚ୍‌ଲି ଗାଲା ଆରି ସେ ଗର୍‌ ଉପ୍‌ରେ ବେସି ପବନ୍‌ ଦାର୍‌ଲା । ମାତର୍‌ ସେ ଗର୍‌ ବସ୍‌ଲେ ନାଇ । କାଇକେ ବଇଲେ ସେଟା ପାକ୍‌ନା ଉପ୍‌ରେ ତିଆର୍‌ ଅଇରଇଲା ।”
καὶ κατέβη ἡ βροχὴ καὶ ἦλθον οἱ ποταμοὶ καὶ ἔπνευσαν οἱ ἄνεμοι καὶ προσέπεσαν τῇ οἰκίᾳ ἐκείνῃ, καὶ οὐκ ἔπεσεν, τεθεμελίωτο γὰρ ἐπὶ τὴν πέτραν.
26 ୨୬ “ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେମନ୍‌ ବାଲି ଗାଦି ଉପ୍‌ରେ ଗର୍‌ ତିଆର୍‌ କରି ରଇବା ବକୁଆ ଲକ୍‍ ପାରା ।
καὶ πᾶς ὁ ἀκούων μου τοὺς λόγους τούτους καὶ μὴ ποιῶν αὐτοὺς ὁμοιωθήσεται ἀνδρὶ μωρῷ, ὅστις ᾠκοδόμησεν αὐτοῦ τὴν οἰκίαν ἐπὶ τὴν ἄμμον.
27 ୨୭ ଅପର୍‌ବଲ୍‌ ବର୍‌ସା ଅଇଲାକେ ଗାଡ୍‌ ପୁରି ଉଚଲ୍‌ଲା, ଜବର୍‌ ବାଉଦୁକା ଆଇଲା ଆରି ଗର୍‌ କୁରୁପ୍‌ନାସ୍‌ ଅଇଗାଲା । ସେ କୁରୁପ୍‌ନାସ୍‌ ଅଇଲାଟା କେଡେ ଇନସ୍‌ତା ରଇଲା!”
καὶ κατέβη ἡ βροχὴ καὶ ἦλθον οἱ ποταμοὶ καὶ ἔπνευσαν οἱ ἄνεμοι καὶ προσέκοψαν τῇ οἰκίᾳ ἐκείνῃ, καὶ ἔπεσεν, καὶ ἦν ἡ πτῶσις αὐτῆς μεγάλη.
28 ୨୮ ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍‌ମନ୍‌ କାବା ଅଇଗାଲାଇ ।
Καὶ ἐγένετο ὅτε ἐτέλεσεν ὁ Ἰησοῦς τοὺς λόγους τούτους ἐξεπλήσσοντο οἱ ὄχλοι ἐπὶ τῇ διδαχῇ αὐτοῦ·
29 ୨୯ ସେ ବିନ୍‌ବିନ୍‌ ସାସ୍‌ତର୍‌ ସିକାଉମନର୍‌ ପାରା ନ ସିକାଇକରି ନିଜର୍‌ ଅଦିକାର୍‌ ସଙ୍ଗ୍‍ ସିକାଇତେ ରଇଲା ।
ἦν γὰρ διδάσκων αὐτοὺς ὡς ἐξουσίαν ἔχων καὶ οὐχ ὡς οἱ γραμματεῖς αὐτῶν.

< ମାତିଉ 7 >