< ମାତିଉ 7 >

1 ବିନ୍‌ ଲକର୍‌ ଦସ୍‌ କଜି ବୁଲାନାଇ । ତାକର୍‌ ବିଚାରର୍‌ ଦସ୍‌ ନ ଦାର୍‌ଲେ, ପର୍‌ମେସର୍‌ ତମର୍‌ ଦସ୍‌ ନ ଦାରେ ।
Richtet nicht (hart und lieblos), damit ihr nicht (einst ebenso) gerichtet werdet!
2 କାଇକେବଇଲେ ତମେ ବିନ୍‌ ଲକର୍‌ ଦସ୍‌ ଜେନ୍ତି ବିଚାର୍‌ କର୍‌ତେରଇସା, ସେନ୍ତାରିସେ ପର୍‌ମେସର୍‌ ତମର୍‌ ବିଚାର୍‌ କର୍‌ସି । ତମେ ବିନ୍‌ ଲକ୍‌ମନ୍‌କେ ଜନ୍‌ ନିୟମ୍‌ କର୍‌ସା, ପର୍‌ମେସର୍‌ ତମ୍‌କେ ସେ ନିୟମ୍‌ କର୍‌ସି ।
Denn ganz ebenso, wie ihr jetzt richtet, sollt ihr dereinst gerichtet werden; und mit dem Maß, womit ihr messet, soll euch (das Urteil) zugemessen werden.
3 ତମର୍‌ ଆଁକିତେଇ ବଡ୍‌ କାଚ୍‌ରା ରଇଲେ ମିସା, କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା, ନିକସଙ୍ଗ୍‍ ଦେକ୍‌ଲାସ୍‌ନି?
Warum siehst du den Splitter in deines Bruders Auge, während du den Balken in deinem Auge nicht bemerkst?
4 ନିଜର୍‌ ଆଁକିତେଇ ବଡ୍‌ କାଚ୍‌ରା ରଉରଉ ତମେ କାଇ ସାଆସେ ତମର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇ ଦେବି ବଲି କଇଲାସ୍‌ନି?
Oder wie kannst du dir herausnehmen, zu deinem Bruder zu sagen: 'Laß mich den Splitter aus deinem Auge entfernen', während in deinem Auge der Balken steckt?
5 ଏରେ କୁଟିଆଲ୍‌ମନ୍‌! ଆଗେ ନିଜର୍‌ ଆଁକିତେଇ ରଇଲା କାଚ୍‌ରା ବାର୍‌କରାଇ ପାକା, ତାର୍‌ ପଚେ ନିଜର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇବାକେ ନିମାନ୍‌ କରି ଦେକି ପାରାସ୍‌ ।
Du Heuchler, entferne zunächst den Balken aus deinem Auge! Dann erst magst du sehn, wie du den Splitter aus deines Bruders Auge entfernst.
6 ସୁକଲ୍‌ ଦିନ୍‌ସୁ କୁକୁର୍‌ମନ୍‌କେ ଦିଆସ୍‌ ନାଇ, ସେମନ୍‌ ପାସ୍‌ଲିକରି ତମ୍‌କେ ଚାବିପାକାଇବାଇ । ଗୁସ୍‌ରି ମନର୍‌ ମୁଆଟେ ମୁକ୍‌ତା ପାକାଆ ନାଇ, ସେମନ୍‌ ମୁକ୍‌ତାର୍‌ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
Gebt das Heilige nicht den Hunden preis und werft eure Perlen nicht den Schweinen vor! Sie könnten sie mit ihren Füßen zertreten und sich dann gegen euch wenden und euch zerreißen.
7 ମାଙ୍ଗା, ତେବେ ତମ୍‌କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍‌ ଉଗାଡି ଅଇସି ।
Bittet, so wird euch gegeben! Suchet, so werdet ihr finden! Klopfet an, so wird euch aufgetan!
8 ଜେ ମାଙ୍ଗ୍‌ସି, ତାକେ ଦିଆଅଇସି, ଜେ କଜ୍‍ସି, ସେ ମିଲାଇସି, ଜେ କାପାଟେ ମାର୍‌ସି ତାର୍‌ପାଇ କାପାଟ୍‌ ଉଗାଡି ଦିଆଅଇସି ।
Denn wer bittet, der empfängt; wer sucht, der findet; und wer anklopft, dem wird aufgetan.
9 ତମର୍‌ ବିତ୍‌ରେ ଏନ୍ତାରି ବାବା କେ ଆଚେ କି? ତମର୍‌ ପିଲା ଜଦି ରୁଟି ମାଙ୍ଗ୍‌ଲେ, ତାକେ ପାକ୍‌ନା ଦେଇସା?
Es wird doch niemand unter euch seinem Sohne, der ihn um Brot bittet, einen Stein geben
10 ୧୦ ନଇଲେ ସେ ମାଚ୍‌ ମାଙ୍ଗ୍‌ଲେ ତାକେ ସାଁପ୍‌ ଦେଇସା?
oder ihm, wenn er um einen Fisch bittet, eine Schlange reichen.
11 ୧୧ ତମେ କାରାପ୍‌ ଲକ୍‌ ଅଇରଇଲେ ମିସା ନିଜର୍‌ ପିଲାମନ୍‌କେ ନିକନିକ ଜିନିସ୍‌ ଦେଇସା । ସେନ୍ତାରିସେ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବାକେ ମାଙ୍ଗ୍‌ବାଇ ସେ ସେମନ୍‌କେ ଆରି କେତେ ନିକନିକ ଜିନିସ୍‌ ଦେଇସି ।
Wißt ihr nun, obwohl ihr böse seid, euern Kindern gute Gaben zu geben: wieviel mehr wird da euer Vater im Himmel Gutes geben denen, die ihn darum bitten!
12 ୧୨ “ତମର୍‌ ପାଇ ବିନ୍‌ ଲକ୍‌ମନ୍‌ ଜାଇଟା କରତ୍‌ ବଲି ମନ୍‍ କଲାସ୍‌ନି, ସେନ୍ତାରି ତମେ ବିନ୍‌ ଲକର୍‌ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍‌ ଆରି ବବିସତ୍‌ବକ୍‌ତାମନର୍‌ ସିକିଆର୍‌ ଅରତ୍‌ ।”
Alles nun, was ihr von den Leuten erwartet, das sollt ihr ihnen auch erweisen. Dies ist der Inhalt des Gesetzes und der Propheten.
13 ୧୩ “ଚିପଙ୍ଗା ଦୁଆର୍‌ ବାଟେ ଜାଆ । କାଇକେବଇଲେ ବିନାସ୍‌ କର୍‌ବାକେ ନେବା ନର୍‌କେ ଜିବା ବାଟ୍‌ ଅସାର୍‌ ଆରି ସୁବିଦାର୍‍ଟା । କେତେ କେତେ ଲକ୍‌ ସେ ବାଟେ ଜିବାଇ ।
Tretet ein durch das enge Tor! Denn weit und breit ist der Weg, der ins Verderben führt, und viele wählen diesen Weg.
14 ୧୪ ମାତର୍‌ ନ ସାର୍‌ବା ଜିବନେ ମିସି ରଇଲା ବାଟ୍‌, ଚିପଙ୍ଗା ଆରି ଜିବାଟା ବେସି କସ୍‌ଟ । ଉନା ଲକ୍‌ ସେ ବାଟ୍‌ କଜି କଜି ମିଲାଇବାଇ ।”
Wie eng dagegen ist das Tor und wie schmal der Weg, der in das Leben führt, und wie wenige sind es, die ihn finden!
15 ୧୫ “ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ ତେଇଅନି ଜାଗର୍‌ତା ଅଇରୁଆ, ସେମନ୍‌ ବାଇରେ ମେଣ୍ଡା ପାରା ଡିସ୍‌ବାଇ ମାତର୍‌ ତାକର୍‌ ମନ୍‌ ବିତ୍‌ରେ ବାଲିଆଡୁର୍‌କାମନର୍‌ ପାରା ।
Hütet euch vor den falschen Propheten! Sie kommen in Schafskleidern zu euch, inwendig aber sind sie reißende Wölfe.
16 ୧୬ ସେମନର୍‌ କର୍‌ବା କାମ୍‌ ଦେକି ତମେ ସେମନ୍‌କେ ଚିନିପାରାସ୍‌ । କାଟା ବୁଟାଇ ଅଙ୍ଗୁର୍‌ ନ ପଲେ କି କାଟାକଲି ବୁଟାଇ ଡୁମ୍‌ରି ପଲ୍‌ ନ ଦାରେ ।
An ihren Früchten sollt ihr sie erkennen. Man kann doch nicht Trauben sammeln von Dornbüschen oder Feigen von Distelgestrüpp.
17 ୧୭ ନିକ ଗଚେ ନିକ ପଲ୍‌ ଦାର୍‌ସି, ବାନିଆ ଗଚର୍‌ ପଲ୍‌ ବାନିଆ ସେ ।
Ebenso bringt jeder edle Baum auch nützliche Früchte, ein schädlicher Baum aber bringt verderbliche Früchte.
18 ୧୮ ନିକ ଗଚେ ବାନିଆ ପଲ୍‌ ନ ପଲେ କି ବାନିଆ ଗଚେ ନିକ ପଲ୍‌ ଅଇନାପାରେ ।
Ein edler Baum kann nicht verderbliche Früchte tragen, und ein schädlicher Baum kann nicht nützliche Früchte tragen.
19 ୧୯ ନିକ ପଲ୍‌ ନ ଦାର୍‌ଲେ ସେ ଗଚ୍‌ କାଟି କରି ଜଇଟାନେ ପାକାଇଅଇସି ।
Jeder Baum, der nicht nützliche Früchte bringt, wird abgehauen und ins Feuer geworfen.
20 ୨୦ ସେନ୍ତାରି ସେ ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ କାମ୍‌ କର୍‌ବାଟାନେ ଅନି ତମେ ସେମନ୍‌କେ ଚିନିପାରାସ୍‌ ।”
An ihren Früchten also sollt ihr sie erkennen.
21 ୨୧ ମକେ ମାପ୍‌ରୁ, ମାପ୍‌ରୁ ବଲି ଡାକ୍‌ବା ଲକ୍‌ମନର୍‌ତେଇ ଅନି ସବୁ ଲକ୍‌ ସରଗ୍‌ ରାଇଜେ କେଟିନାପାରତ୍‌ । ମାତର୍‌ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବା ମନ୍ କଲା ଇସାବେ ଚଲାଚଲ୍‍ତି କର୍‌ବାଇ, ସେମନ୍‍ସେ ସରଗ୍‌ ରାଇଜେ କେଟ୍‍ବାଇ ।
Nicht jeder, der zu mir sagt: 'Herr, Herr!' wird eingehen in das Königreich der Himmel, vielmehr nur der, der da erfüllt den Willen meines Vaters, der im Himmel ist.
22 ୨୨ ମାପ୍‌ରୁର୍‌ ବିଚାର୍‌ କର୍‌ବା ଦିନ୍‌ କେଟ୍‌ଲେ କେତେ କେତେ ଲକ୍‌ ମକେ କଇବାଇ, ଏ ମାପ୍‌ରୁ, ତମର୍‌ ନାଉଁ ଦାରି ଆମେ ପର୍‌ମେସରର୍‌ ସୁବ୍‌କବର୍‌ ଜାନାଇ ଆଚୁ । ତମର୍‌ ନାଉଁ ଦାରି ଡୁମାମନ୍‌କେ କେଦି ଆଚୁ ଆରି କେତେକ୍‌ କାବାଅଇଜିବା କାମ୍‌ମନ୍‌ କରିଆଚୁ ।
An jenem Tage werden viele zu mir sprechen: 'Herr, Herr! Haben wir nicht kraft deines Namens geweissagt? Haben wir nicht kraft deines Namens böse Geister ausgetrieben? Haben wir nicht kraft deines Namens viele Wunder gewirkt?
23 ୨୩ ସେଡ୍‌କି ବେଲେ ମୁଇ ସେମନ୍‌କେ କଇବି, ନାଇ, ମୁଇ ତମ୍‌କେ ନାଜାନି । କରାପ୍‍କାମ୍‍ କର୍‍ବା ଲକ୍‍ମନ୍‍, ମର୍‌ଲଗେ ରୁଆନାଇ ।
Dann werde ich ihnen frei und offen sagen: 'Nie habe ich euch gekannt! Hinweg von mir, ihr Übeltäter!
24 ୨୪ “ଜେ ମର୍‌ କାତା ସୁନି, ସେ ଇସାବେ ଚାଲ୍‌ସି, ସେ ବଡ୍‌ ରାଙ୍ଗ୍‌ନି ପାକ୍‌ନା ଉପ୍‌ରେ ଗର୍‌ କର୍‌ବା ଗିଆନ୍‌ଲକର୍‌ ପାରା ।
Wer nun diese meine Worte hört und befolgt, gleicht einem klugen Manne, der sein Haus auf Felsenboden baut.
25 ୨୫ ଅପର୍‌ବଲ୍‌ ବର୍‌ସା ମାର୍‌ଲାକେ ଗାଡ୍‌ ଉଚ୍‌ଲି ଗାଲା ଆରି ସେ ଗର୍‌ ଉପ୍‌ରେ ବେସି ପବନ୍‌ ଦାର୍‌ଲା । ମାତର୍‌ ସେ ଗର୍‌ ବସ୍‌ଲେ ନାଇ । କାଇକେ ବଇଲେ ସେଟା ପାକ୍‌ନା ଉପ୍‌ରେ ତିଆର୍‌ ଅଇରଇଲା ।”
Wenn dann der Regen niederströmt und Überschwemmung kommt, und wenn die Winde wehen und treffen auf das Haus, so fällt es nicht; denn seine Mauer ruht auf Felsengrund.
26 ୨୬ “ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେମନ୍‌ ବାଲି ଗାଦି ଉପ୍‌ରେ ଗର୍‌ ତିଆର୍‌ କରି ରଇବା ବକୁଆ ଲକ୍‍ ପାରା ।
Wer aber diese meine Worte hört und nicht befolgt, gleicht einem törichten Manne, der sein Haus auf sandigen Boden baut.
27 ୨୭ ଅପର୍‌ବଲ୍‌ ବର୍‌ସା ଅଇଲାକେ ଗାଡ୍‌ ପୁରି ଉଚଲ୍‌ଲା, ଜବର୍‌ ବାଉଦୁକା ଆଇଲା ଆରି ଗର୍‌ କୁରୁପ୍‌ନାସ୍‌ ଅଇଗାଲା । ସେ କୁରୁପ୍‌ନାସ୍‌ ଅଇଲାଟା କେଡେ ଇନସ୍‌ତା ରଇଲା!”
Wenn dann der Regen niederströmt und Überschwemmung kommt, und wenn die Winde wehen und stoßen auf das Haus, so fällt es! Ja es wird ein großer Trümmerhaufen!"
28 ୨୮ ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍‌ମନ୍‌ କାବା ଅଇଗାଲାଇ ।
Als Jesus diese Rede vollendet hatte, war die Volksmenge von seiner Lehre ergriffen und betroffen.
29 ୨୯ ସେ ବିନ୍‌ବିନ୍‌ ସାସ୍‌ତର୍‌ ସିକାଉମନର୍‌ ପାରା ନ ସିକାଇକରି ନିଜର୍‌ ଅଦିକାର୍‌ ସଙ୍ଗ୍‍ ସିକାଇତେ ରଇଲା ।
Denn er lehrte sie wie einer, der dazu (göttliche) Vollmacht hatte, und nicht wie ihre Schriftgelehrten.

< ମାତିଉ 7 >