< ମାତିଉ 7 >
1 ୧ ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ ।
Judge not, that you be not judged;
2 ୨ କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
for as you judge, you shall be judged; and the measure which you give, the same you shall receive.
3 ୩ ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି?
And why do you observe the mote in your brother's eye, but you are insensible of the splinter in your own eye?
4 ୪ ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି?
Or how dare you say to your brother, let me take the mote out of your eye; when lo! you have a splinter in your own?
5 ୫ ଏରେ କୁଟିଆଲ୍ମନ୍! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
Hypocrite, first take the splinter out of your own eye; then you will see clearly to take the mote out of your brother's eye.
6 ୬ ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
Give not things holy to dogs, and cast not your pearls before swine, lest they trample them under foot, and turn upon you, and tear you apart.
7 ୭ ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
Ask, and you shall obtain; seek, and you shall find; knock, and it shall be opened to you.
8 ୮ ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
For whosoever asks, obtains; whosoever seeks, finds; and to every one who knocks, the door shall be opened.
9 ୯ ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା?
Who of you men would give his son a stone, when he asks bread;
10 ୧୦ ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା?
or a serpent, when he asks a fish?
11 ୧୧ ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
If you then, though evil, can give good things to your children, how much more will your Father, who is in heaven, give good things to them that ask him?
12 ୧୨ “ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
Whatever you would that others do to you, do you the same to them; for this is the law and the prophets.
13 ୧୩ “ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ ।
Enter in through the strait gate; for wide is the gate of perdition, broad is its way leading thither; and many are they who enter by it.
14 ୧୪ ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।”
But how strait is the gate of life; how narrow the way leading thither; and how few are they who find it!
15 ୧୫ “ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
Beware of false teachers, who come to you in the garb of sheep, while inwardly they are ravenous wolves.
16 ୧୬ ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ ।
By their fruits you shall discover them. Are grapes gathered from thorns; or figs from thistles?
17 ୧୭ ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ ।
Every good tree yields good fruit, and every evil tree evil fruit.
18 ୧୮ ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
A good tree can not yield evil fruit, nor an evil tree good fruit.
19 ୧୯ ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
Every tree which yields not good fruit, is cut down, and turned into fuel.
20 ୨୦ ସେନ୍ତାରି ସେ ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ କାମ୍ କର୍ବାଟାନେ ଅନି ତମେ ସେମନ୍କେ ଚିନିପାରାସ୍ ।”
Wherefore, by their fruits you shall discover them.
21 ୨୧ ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
Not every one who says to me, Master, Master, shall enter into the kingdom of heaven; but he who does the will of my Father, who is in heaven.
22 ୨୨ ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ ।
Many will say to me on that day, Master, Master, have we not taught in thy name, and in thy name performed many miracles?
23 ୨୩ ସେଡ୍କି ବେଲେ ମୁଇ ସେମନ୍କେ କଇବି, ନାଇ, ମୁଇ ତମ୍କେ ନାଜାନି । କରାପ୍କାମ୍ କର୍ବା ଲକ୍ମନ୍, ମର୍ଲଗେ ରୁଆନାଇ ।
To whom I will declare, I never acknowledged you. Depart from me, you who practice iniquity.
24 ୨୪ “ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
Therefore, whosoever hears these my precepts, and does them, I will compare to a prudent man, who built his house upon the rock.
25 ୨୫ ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।”
For although the rain descended, and the rivers overflowed, and the winds blew, and beat upon that house, it fell not, because it was founded upon the rock.
26 ୨୬ “ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା ।
But whosoever hears these my precepts, and does them not, shall be compared to a simpleton, who built his house upon the sand.
27 ୨୭ ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା!”
For when the rain descended, and the rivers overflowed, and the winds blew, and dashed against that house, it fell, and great was its ruin.
28 ୨୮ ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
When Jesus had ended this discourse, the people were struck with awe at his manner of teaching;
29 ୨୯ ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
for he taught as one who had authority, and not as the Scribes.