< ମାତିଉ 7 >
1 ୧ ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ ।
ⲁ̅ⲙⲡⲣⲕⲣⲓⲛⲉ ϫⲉⲕⲁⲥ ⲛⲛⲉⲩⲕⲣⲓⲛⲉ ⲙⲙⲱⲧⲛ
2 ୨ କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
ⲃ̅ϩⲙ ⲡϩⲁⲡ ⲅⲁⲣ ⲉⲧⲉⲧⲛⲁϯ ϩⲁⲡ ⲛϩⲏⲧϥ ⲉⲩⲛⲁⲕⲣⲓⲛⲉ ⲙⲙⲱⲧⲛ ⲛϩⲏⲧϥ ⲁⲩⲱ ϩⲙ ⲡϣⲓ ⲉⲧⲉⲧⲛⲁϣⲓ ⲙⲙⲟϥ ⲉⲩⲛⲁϣⲓ ⲛⲏⲧⲛ ⲙⲙⲟϥ
3 ୩ ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି?
ⲅ̅ⲁϩⲣⲟⲕ ⲇⲉ ⲕϭⲱϣⲧ ⲉⲡϫⲏ ⲉⲧ ϩⲙ ⲡⲃⲁⲗ ⲙⲡⲉⲕⲥⲟⲛ ⲡⲥⲟⲓ ⲇⲉ ⲉⲧϩⲙ ⲡⲉⲕⲃⲁⲗ ⲛⲅⲛⲁⲩ ⲉⲣⲟϥ ⲁⲛ
4 ୪ ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି?
ⲇ̅ⲏ ⲛⲁϣ ⲛϩⲉ ⲕⲛⲁϫⲟⲟⲥ ⲙⲡⲉⲕⲥⲟⲛ ϫⲉ ⲡⲁⲥⲟⲛ ϭⲱ ⲧⲁⲛⲉϫⲡϫⲏ ⲉⲃⲟⲗ ϩⲙ ⲡⲉⲕⲃⲁⲗ ⲁⲩⲱ ⲉⲓⲥ ϩⲏⲏⲧⲉ ⲡⲥⲟⲓ ϩⲙ ⲡⲉⲕⲃⲁⲗ
5 ୫ ଏରେ କୁଟିଆଲ୍ମନ୍! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
ⲉ̅ⲡϩⲩⲡⲟⲕⲣⲓⲧⲏⲥ ⲛⲟⲩϫⲉ ⲛϣⲟⲣⲡ ⲙⲡⲥⲟⲓ ⲉⲃⲟⲗ ϩⲙ ⲡⲉⲕⲃⲁⲗ ⲁⲩⲱ ⲕⲛⲁⲛⲁⲩ ⲉⲃⲟⲗ ⲉⲛⲉϫⲡϫⲏ ⲉⲃⲟⲗ ϩⲙ ⲡⲃⲁⲗ ⲙⲡⲉⲕⲥⲟⲛ
6 ୬ ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
ⲋ̅ⲙⲡⲣϯ ⲛⲛⲉⲧⲙⲡⲉⲧⲟⲩⲁⲁⲃ ⲛⲛⲉⲩϩⲟⲟⲣ ⲟⲩⲇⲉ ⲙⲡⲣⲛⲟⲩϫⲉ ⲛⲛⲉⲧⲛⲉⲛⲉⲙⲙⲉ ϩⲁⲣⲱⲟⲩ ⲛⲛⲉϣⲁⲩ ⲙⲏⲡⲟⲧⲉ ⲛⲥⲉϩⲟⲙⲟⲩ ⲛⲛⲉⲩⲟⲩⲉⲣⲏⲧⲉ ⲛⲥⲉⲕⲟⲧⲟⲩ ⲛⲥⲉⲡⲉϩⲧⲏⲩⲧⲛ
7 ୭ ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
ⲍ̅ⲁⲓⲧⲉⲓ ⲧⲁⲣⲟⲩϯ ⲛⲏⲧⲛ ϣⲓⲛⲉ ⲧⲁⲣⲉⲧⲉⲧⲛϭⲓⲛⲉ ⲧⲱϩⲙ ⲧⲁⲣⲟⲩⲟⲩⲱⲛ ⲛⲏⲧⲛ
8 ୮ ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ⲏ̅ⲟⲩⲟⲛ ⲅⲁⲣ ⲛⲓⲙ ⲉⲧⲁⲓⲧⲉⲓ ϥⲛⲁϫⲓ ⲁⲩⲱ ⲡⲉⲧϣⲓⲛⲉ ϥⲛⲁϩⲉ ⲉⲟⲩⲟⲛ ⲁⲩⲱ ⲡⲉⲧⲧⲱϩⲙ ⲥⲉⲛⲁⲟⲩⲱⲛ ⲛⲁϥ
9 ୯ ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା?
ⲑ̅ⲏ ⲛⲓⲙ ⲛⲣⲱⲙⲉ ⲉⲃⲟⲗ ⲛϩⲏⲧⲧⲏⲩⲧⲛ ⲡⲉⲧⲉⲣⲉ ⲡⲉϥϣⲏⲣⲉ ⲛⲁⲁⲓⲧⲉⲓ ⲙⲙⲟϥ ⲛⲟⲩⲟⲉⲓⲕ ⲙⲏ ϥⲛⲁϯ ⲛⲁϥ ⲛⲟⲩⲱⲛⲉ
10 ୧୦ ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା?
ⲓ̅ⲏ ⲛϥⲁⲓⲧⲉⲓ ⲙⲙⲟϥ ⲛⲟⲩⲧⲏⲃⲧ ⲙⲏ ϥⲛⲁϯ ⲛⲁϥ ⲛⲟⲩϩⲟϥ
11 ୧୧ ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
ⲓ̅ⲁ̅ⲉϣϫⲉ ⲛⲧⲱⲧⲛ ϭⲉ ⲛⲧⲉⲧⲛ ϩⲉⲛⲡⲟⲛⲏⲣⲟⲥ ⲧⲉⲧⲛⲥⲟⲟⲩⲛ ⲉϯ ⲛϩⲉⲛϯ ⲉⲛⲁⲛⲟⲩⲟⲩ ⲛⲛⲉⲧⲛϣⲏⲣⲉ ⲡⲟⲥⲟ ⲙⲁⲗⲗⲟⲛ ⲡⲉⲧⲛⲉⲓⲱⲧ ⲉⲧϩⲛ ⲙⲡⲏⲩⲉ ϥⲛⲁϯ ⲛϩⲉⲛⲁⲅⲁⲑⲟⲛ ⲛⲛⲉⲧⲁⲓⲧⲉⲓ ⲙⲙⲟϥ
12 ୧୨ “ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
ⲓ̅ⲃ̅ϩⲱⲃ ϭⲉ ⲛⲓⲙ ⲉⲧⲉⲧⲛⲟⲩⲁϣⲟⲩ ϫⲉⲕⲁⲥ ⲉⲣⲉⲛⲣⲱⲙⲉ ⲁⲁⲩ ⲛⲏⲧⲛ ⲛⲧⲱⲧⲛ ϩⲱⲧⲧⲏⲩⲧⲛ ⲁⲣⲓⲥⲟⲩ ⲛⲁⲩ ⲛⲧⲉⲓϩⲉ ⲡⲁⲓ ⲅⲁⲣ ⲡⲉ ⲡⲛⲟⲙⲟⲥ ⲁⲩⲱ ⲛⲉⲡⲣⲟⲫⲏⲧⲏⲥ
13 ୧୩ “ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ ।
ⲓ̅ⲅ̅ⲃⲱⲕ ⲉϩⲟⲩⲛ ϩⲓⲧⲛ ⲧⲡⲩⲗⲏ ⲉⲧϭⲏⲩ ϫⲉ ⲥⲟⲩⲟϣⲥ ⲛϭⲓ ⲧⲡⲩⲗⲏ ⲁⲩⲱ ⲥⲟⲩⲉⲥⲧⲱⲛ ⲛϭⲓ ⲧⲉϩⲓⲏ ⲉⲧϫⲓⲙⲟⲉⲓⲧ ⲉϩⲟⲩⲛ ⲉⲡⲧⲁⲕⲟ ⲁⲩⲱ ϩⲁϩ ⲛⲉⲧⲛⲁⲃⲱⲕ ⲉϩⲟⲩⲛ ϩⲓⲧⲟⲟⲧⲥ
14 ୧୪ ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।”
ⲓ̅ⲇ̅ϫⲉ ⲥϭⲏⲩ ⲇⲉ ⲛϭⲓ ⲧⲡⲩⲗⲏ ⲁⲩⲱ ⲥϩⲉϫϩⲱϫ ⲛϭⲓ ⲧⲉϩⲓⲏ ⲉⲧϫⲓⲙⲟⲉⲓⲧ ⲉϩⲟⲩⲛ ⲉⲡⲱⲛϩ ⲁⲩⲱ ϩⲉⲛⲕⲟⲩⲓ ⲛⲉⲧⲛⲁϩⲉ ⲉⲣⲟⲥ
15 ୧୫ “ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
ⲓ̅ⲉ̅ϯϩⲧⲏⲧⲛ ⲇⲉ ⲉⲣⲱⲧⲛ ⲉⲛⲉⲡⲣⲟⲫⲏⲧⲏⲥ ⲛⲛⲟⲩϫ ⲛⲁⲓ ⲉⲧⲛⲏⲩ ϣⲁⲣⲱⲧⲛ ϩⲛ ϩⲉⲛϩⲃⲥⲱ ⲛⲉⲥⲟⲟⲩ ⲡⲉⲩϩⲟⲩⲛ ⲇⲉ ϩⲉⲛⲟⲩⲱⲛϣ ⲛⲣⲉϥⲧⲱⲣⲡ ⲛⲉ
16 ୧୬ ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ ।
ⲓ̅ⲋ̅ⲉⲃⲟⲗ ϩⲛ ⲛⲉⲩⲕⲁⲣⲡⲟⲥ ⲉⲧⲉⲧⲛⲁⲥⲟⲩⲱⲛⲟⲩ ⲙⲏⲧⲓ ϣⲁⲩϫⲉⲉⲗⲉ ⲉⲗⲟⲟⲗⲉ ⲉⲃⲟⲗ ϩⲛ ϣⲟⲛⲧⲉ ⲏ ϣⲁⲩⲕⲉⲧϥ ⲕⲛⲧⲉ ⲉⲃⲟⲗ ϩⲛ ⲁⲣⲟⲟⲩⲉ
17 ୧୭ ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ ।
ⲓ̅ⲍ̅ⲧⲁⲓ ⲧⲉ ⲑⲉ ⲛϣⲏⲛ ⲛⲓⲙ ⲉⲛⲁⲛⲟⲩϥ ⲛϣⲁϥⲧⲁⲩⲉ ⲕⲁⲣⲡⲟⲥ ⲉⲃⲟⲗ ⲉⲛⲁⲛⲟⲩϥ ⲡϣⲏⲛ ⲇⲉ ⲉⲑⲟⲟⲩ ⲛϣⲁϥⲧⲁⲩⲉ ⲕⲁⲣⲡⲟⲥ ⲉⲃⲟⲗ ⲉϥϩⲟⲟⲩ
18 ୧୮ ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
ⲓ̅ⲏ̅ⲙⲛ ϣϭⲟⲙ ⲛⲟⲩϣⲏⲛ ⲉⲛⲁⲛⲟⲩϥ ⲉⲧⲁⲩⲉ ⲕⲁⲣⲡⲟⲥ ⲉⲃⲟⲗ ⲉϥϩⲟⲟⲩ ⲟⲩⲇⲉ ϣⲏⲛ ⲉϥϩⲟⲟⲩ ⲉⲧⲁⲩⲉ ⲕⲁⲣⲡⲟⲥ ⲉⲃⲟⲗ ⲉⲛⲁⲛⲟⲩϥ
19 ୧୯ ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
ⲓ̅ⲑ̅ϣⲏⲛ ϭⲉ ⲛⲓⲙ ⲉⲧⲉ ⲛϥⲛⲁⲧⲁⲩⲉ ⲕⲁⲣⲡⲟⲥ ⲁⲛ ⲉⲛⲁⲛⲟⲩϥ ⲥⲉⲛⲁⲕⲟⲟⲣⲉϥ ⲛⲥⲉⲛⲟϫϥ ⲉⲧⲥⲁⲧⲉ
20 ୨୦ ସେନ୍ତାରି ସେ ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ କାମ୍ କର୍ବାଟାନେ ଅନି ତମେ ସେମନ୍କେ ଚିନିପାରାସ୍ ।”
ⲕ̅ⲁⲣⲁ ϭⲉ ⲉⲃⲟⲗ ϩⲛ ⲛⲉⲩⲕⲁⲣⲡⲟⲥ ⲉⲧⲉⲧⲛⲁⲥⲟⲩⲱⲛⲟⲩ
21 ୨୧ ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
ⲕ̅ⲁ̅ⲟⲩⲟⲛ ⲛⲓⲙ ⲁⲛ ⲉⲧϫⲱ ⲙⲙⲟⲥ ⲛⲁⲓ ϫⲉ ⲡϫⲟⲉⲓⲥ ⲡϫⲟⲉⲓⲥ ⲡⲉⲧⲛⲁⲃⲱⲕ ⲉϩⲟⲩⲛ ⲉⲧⲙⲛⲧⲣⲣⲟ ⲛⲙⲡⲏⲩⲉ ⲁⲗⲗⲁ ⲡⲉⲧⲉⲓⲣⲉ ⲡⲉ ⲙⲡⲟⲩⲱϣ ⲙⲡⲁⲉⲓⲱⲧ ⲉⲧϩⲛ ⲙⲡⲏⲩⲉ
22 ୨୨ ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ ।
ⲕ̅ⲃ̅ⲟⲩⲛϩⲁϩ ⲅⲁⲣ ⲛⲁϫⲟⲟⲥ ⲛⲁⲓ ϩⲙ ⲡⲉϩⲟⲟⲩ ⲉⲧⲙⲙⲁⲩ ϫⲉ ⲡϫⲟⲉⲓⲥ ⲡϫⲟⲉⲓⲥ ⲙⲏ ϩⲣⲁⲓ ⲁⲛ ϩⲙ ⲡⲉⲕⲣⲁⲛ ⲁⲛⲡⲣⲟⲫⲏⲧⲉⲩⲉ ⲁⲩⲱ ϩⲣⲁⲓ ϩⲙ ⲡⲉⲕⲣⲁⲛ ⲁⲛⲛⲉϫⲇⲁⲓⲙⲱⲛⲓⲟⲛ ⲉⲃⲟⲗ ⲙⲏ ϩⲣⲁⲓ ⲁⲛ ϩⲙ ⲡⲉⲕⲣⲁⲛ ⲁⲛⲣϩⲁϩ ⲛϭⲟⲙ
23 ୨୩ ସେଡ୍କି ବେଲେ ମୁଇ ସେମନ୍କେ କଇବି, ନାଇ, ମୁଇ ତମ୍କେ ନାଜାନି । କରାପ୍କାମ୍ କର୍ବା ଲକ୍ମନ୍, ମର୍ଲଗେ ରୁଆନାଇ ।
ⲕ̅ⲅ̅ⲁⲩⲱ ⲧⲟⲧⲉ ϯⲛⲁϩⲟⲙⲟⲗⲟⲅⲉⲓ ⲛⲁⲩ ϫⲉ ⲙⲡⲉⲓⲥⲟⲩⲛⲧⲏⲩⲧⲛ ⲉⲛⲉϩ ⲥⲁϩⲉⲧⲏⲩⲧⲛ ⲉⲃⲟⲗ ⲙⲙⲟⲓ ⲛⲉⲧⲣϩⲱⲃ ⲉⲧⲁⲛⲟⲙⲓⲁ
24 ୨୪ “ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
ⲕ̅ⲇ̅ⲟⲩⲟⲛ ϭⲉ ⲛⲓⲙ ⲉⲧⲥⲱⲧⲙ ⲉⲛⲁϣⲁϫⲉ ⲉⲧⲉⲛⲁⲓ ⲛⲉ ⲉϥⲉⲓⲣⲉ ⲙⲙⲟⲟⲩ ⲉϥⲛⲁⲉⲓⲛⲉ ⲛⲟⲩⲣⲱⲙⲉ ⲛⲥⲁⲃⲉ ⲡⲁⲓ ⲛⲧⲁϥⲕⲱⲧ ⲙⲡⲉϥⲏⲓ ⲉϩⲣⲁⲓ ⲉϫⲛ ⲧⲡⲉⲧⲣⲁ
25 ୨୫ ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।”
ⲕ̅ⲉ̅ⲁϥⲉⲓ ⲉⲡⲉⲥⲏⲧ ⲛϭⲓ ⲡϩⲱⲟⲩ ⲁⲩⲉⲓ ⲛϭⲓ ⲛⲉⲓⲉⲣⲱⲟⲩ ⲁⲩⲛⲉⲓϥⲉ ⲛϭⲓ ⲛⲧⲏⲩ ⲁⲩϩⲓⲟⲩⲉ ⲉϩⲟⲩⲛ ϩⲙ ⲡⲏⲓ ⲉⲧⲙⲙⲁⲩ ⲁⲩⲱ ⲙⲡⲉϥϩⲉ ϫⲉ ⲛⲉϥⲧⲁϫⲣⲏⲩ ⲅⲁⲣ ⲉϩⲣⲁⲓ ⲉϫⲛ ⲧⲡⲉⲧⲣⲁ
26 ୨୬ “ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା ।
ⲕ̅ⲋ̅ⲁⲩⲱ ⲟⲩⲟⲛ ⲛⲓⲙ ⲉⲧⲥⲱⲧⲙ ⲉⲛⲁϣⲁϫⲉ ⲉⲧⲉⲛⲁⲓ ⲛⲉ ⲛϥⲉⲓⲣⲉ ⲙⲙⲟⲟⲩ ⲁⲛ ⲉϥⲛⲁⲉⲓⲛⲉ ⲛⲟⲩⲣⲱⲙⲉ ⲛⲥⲟϭ ⲡⲁⲓ ⲛⲧⲁϥⲕⲱⲧ ⲙⲡⲉϥⲏⲓ ϩⲓϫⲙ ⲡϣⲱ
27 ୨୭ ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା!”
ⲕ̅ⲍ̅ⲁϥⲉⲓ ⲉⲡⲉⲥⲏⲧ ⲛϭⲓ ⲡϩⲱⲟⲩ ⲁⲩⲉⲓ ⲛϭⲓ ⲛⲉⲓⲉⲣⲱⲟⲩ ⲁⲩⲛⲉⲓϥⲉ ⲛϭⲓ ⲛⲧⲏⲩ ⲁⲩϩⲓⲟⲩⲉ ⲉϩⲟⲩⲛ ϩⲙ ⲡⲏⲓ ⲉⲧⲙⲙⲁⲩ ⲁϥϩⲉ ⲁⲩⲱ ⲡⲉϥϩⲉ ⲛⲉϥⲟ ⲛⲟⲩⲛⲟϭ
28 ୨୮ ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
ⲕ̅ⲏ̅ⲁⲥϣⲱⲡⲉ ⲇⲉ ⲛⲧⲉⲣⲉⲓⲏⲥ ⲟⲩⲱ ⲛⲛⲉⲓϣⲁϫⲉ ⲁⲩⲣϣⲡⲏⲣⲉ ⲛϭⲓ ⲙⲙⲏⲏϣⲉ ⲉϩⲣⲁⲓ ⲉϫⲛ ⲧⲉϥⲥⲃⲱ
29 ୨୯ ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
ⲕ̅ⲑ̅ⲛⲉϥϯ ⲥⲃⲱ ⲅⲁⲣ ⲛⲁⲩ ⲡⲉ ϩⲱⲥ ⲉⲩⲛⲧϥⲉⲝⲟⲩⲥⲓⲁ ⲙⲙⲁⲩ ⲁⲩⲱ ⲛⲑⲉ ⲁⲛ ⲛⲛⲉⲩⲅⲣⲁⲙⲙⲁⲧⲉⲩⲥ