< ମାତିଉ 6 >
1 ୧ ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
୧ଲ଼କୁ ମେସ୍ତାପେରିୱା ଇଞ୍ଜିଁ ଲ଼କୁ ନ଼କିତା ଦାର୍ମୁତି କାମା କିଆଦୁ, ଏ଼ଦାଆଁତାକି ମୀରୁ ଜାଗ୍ରାତା ଆ଼ଦୁ, ଆ଼ଆତିହିଁ ମୀ ଲାକପୂରୁତି ଆ଼ବା ନ଼କିତା ମିଙ୍ଗେ ଦା଼ନା ହିଲେଏ ।
2 ୨ ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ ।
୨ଏ଼ଦାଆଁତାକି ଦା଼ନା ହୀନାଟି କୁଟୁ ଗାଟାରିଲେହେଁ ଜାହାରା ନ଼କିତା ତୀତ୍ରି ଊକାଆଦୁ; ଏ଼ୱାରି ଲ଼କୁ ତା଼ଣାଟି ମା଼ନି ବେଟାଆ଼ହାଲି ଜୀହୁଦି ଲ଼କୁତି କୁଟମି ଇଲୁତା ଅ଼ଡ଼େ ମାଦି ଆଂଗେଣିତା ଏଲେକିନେରି, ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
3 ୩ ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ ।
୩ସାମା ମୀରୁ ଦା଼ନା ହୀନାଟି ମୀ ଟିଃନି କେୟୁ ଏ଼ନାଆଁ କିହିମାନେ ମୀ ଟେ଼ବ୍ରି କେୟୁ ପୁନାଆପେ,
4 ୪ ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
୪ଏ଼ନିକିଁ ମୀ ଦା଼ନା ହୀତାୟି ପୁନାଆରେ଼ଟୁ ଆ଼ନେ, ମୀ ଲାକପୂରୁତି ଆ଼ବା ଜିକେଏ ପୁନାଆରେ଼ଟୁ ମେହ୍ନାସି, ଏ଼ୱାସି ମିଙ୍ଗେ ଦା଼ନା ହିୟାନେସି ।
5 ୫ ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ ।
୫ପ୍ରା଼ତାନା କିନାଟି କୁଟୁ ଗାଟାରିଲେହେଁ ଆ଼ଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଲ଼କୁଣି ତ଼ସାଲି ତାକି, ଜୀହୁଦି ଲ଼କୁତି କୁଟମି ଇଲୁତା ଅ଼ଡ଼େ ଡେ଼ଡ଼ା ଜିରୁତି କନତା ନିଚାନା ପ୍ରା଼ତାନା କିହାଲି ରା଼ହାଁ ଆ଼ନେରି; ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
6 ୬ ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
୬ସାମା ମୀରୁ ପ୍ରା଼ତାନା କିନାଟି ମୀ ଇଲୁ ବିତ୍ରା ହାଜୁ, ଇଞ୍ଜାଁ ଦା଼ରା ସୁଣ୍ଡା କଡାଦୁ ଅ଼ଡ଼େ ତ଼ଞ୍ଜା ଆ଼ଆଗାଟି ମୀ ଆ଼ବା ମାହାପୂରୁ ତା଼ଣା ପ୍ରା଼ତାନା କିଦୁ; ଅ଼ଡ଼େ ମୀ ଆ଼ବା ଆମ୍ବାଆସି ଡ଼ୁଗାନା ମେସ୍ତାନେସି ଏ଼ୱାସି ମିଙ୍ଗେ ଦା଼ନା ହିୟାନେସି ।
7 ୭ ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ ।
୭ମୀରୁ ପ୍ରା଼ତାନା କିନାଟି ଜୀହୁଦିଆ଼ଆତାରି ଲେହେଁ ଉଜେ ଉଜେଏ ପେଚେପେଚେ ଜ଼ଲାଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଅଣ୍ପିନେରି, ହା଼ରେକା ପ୍ରା଼ତାନା କିତିସାରେ ମା଼ ପ୍ରା଼ତାନା ମାହାପୂରୁ ୱେଞ୍ଜାନେସି ।
8 ୮ ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି ।
୮ଏ଼ଦାଆଁତାକି ଏ଼ୱାରିଲେହେଁ ଆ଼ଆଦୁ, ଏ଼ନାଆଁତାକି ଇଚିହିଁ ମିଙ୍ଗେ ଏ଼ନାୟି ଲ଼ଡ଼ାମାନେ, ରୀହ୍ଆ ନ଼କେଏ ଏ଼ଦାଆଁ ମୀ ଆ଼ବା ମାହାପୂରୁ ବାରେ ପୁଞ୍ଜାମାନେସି ।
9 ୯ ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ । ଏ ଆମର୍ ସରଗର୍ ବାବା, ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
୯ଅ଼ଡ଼େ ମୀରୁ ଇଲେକିହିଁ ପ୍ରା଼ତାନା କିଦୁ; ଏ଼ ମା଼ ଲାକପୂରୁତି ଆ଼ବା, ନୀ ଦ଼ରୁ ନେହାୟି ଇଞ୍ଜିଁ ମା଼ନୱି ଆ଼ପେ;
10 ୧୦ ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
୧୦ନୀ ରା଼ଜି ୱା଼ପେ; ଲାକପୂରୁତି ଲେହେଁ ଦାର୍ତିତା ଜିକେଏ ନୀ କାତେଏ ଆ଼ପେ,
11 ୧୧ ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
୧୧ନୀଞ୍ଜୁ ମାଙ୍ଗେ ଲ଼ଡ଼ା ଆ଼ନି ରା଼ନ୍ଦା ହିୟାମୁ,
12 ୧୨ ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
୧୨ମା଼ କ଼ପାତଲେ ଦ଼ହ କିହାମାନି ଲ଼କୁଣି ମା଼ମ୍ବୁ ଏ଼ନିକିହିଁ ଦ଼ହ ଆହ୍ଅମି, ଏଲେକିହିଁ ମା଼ ଦ଼ହ ବାରେ ମ୍ଣେକ୍ହାମୁ ।
13 ୧୩ ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ, ମାତର୍ କାରାପ୍ କାମେଅନି ରକିଆ କରା ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ, ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍!
୧୩ମାଙ୍ଗେ ପା଼ନ୍ଦାତା ମେତ୍ହାଆନି ଲାଗେଏ ପ଼ଲେଏ ତା଼ଣାଟି ପିସ୍ପି କିୟାମୁ, ଏ଼ନିଇଚିହିଁ ରା଼ଜି ବା଼ଡ଼୍ୟୁ କାଜାପା଼ଣା କା଼ଲା କା଼ଲାତାକି ନୀଦିଏ ଆ଼ପେ । ଆ଼ମେନ୍ ।
14 ୧୪ “ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
୧୪ଇଚିହିଁ ମୀରୁ ଏଟ୍କା ଲ଼କୁତି ପା଼ପୁ ବାରେ ମ୍ଣେକ୍ହିସାରେ, ମୀ ଲାକପୂରୁତି ଆ଼ବା ମାହାପୂରୁ ଜିକେଏ ମୀ ପା଼ପୁ ମ୍ଣେକ୍ହାନେସି;
15 ୧୫ ମାତର୍ ତମେ ଜଦି ବିନ୍ ଲକ୍ମନ୍କେ କେମା ନ କରାସ୍, ସରଗର୍ ବାବା ମିସା ତମେ କରିରଇବା ପାପ୍ଦସ୍ କେମା ନ କରେ ।”
୧୫ସାମା ମୀରୁ ଲ଼କୁତି ପା଼ପୁ ମ୍ଣେକ୍ଆସାରେ, ମୀ ଆ଼ବା ଜିକେଏ ମୀ ପା଼ପୁ ମ୍ଣେକ୍ହଅସି ।
16 ୧୬ “ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ ।
୧୬ଉପାସା କିନାଟି କୁଟୁ ଗାଟାରିଲେହେଁ ମୀ ମୂମ୍ବୁତି ୱା଼ଡ଼ି କିଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଉପାସା କିହିମାନେରି ଇଞ୍ଜିଁ ଲ଼କୁଣି ତ଼ସାଲି ତାମି ମୂମ୍ବୁ ୱା଼ଡ଼ି କିନେରି; ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
17 ୧୭ ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ ।
୧୭ସାମା ମୀରୁ ଉପାସା କିନାଟି, ମୀ ତା଼ର୍ୟୁଁତା ନିୟୁଁ ଉହ୍ଦୁ ଅ଼ଡ଼େ ମୂମ୍ବୁ ନର୍ହା କଡାଦୁ ।
18 ୧୮ ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।” ।
୧୮ଏ଼ନିକିଁ ମୀରୁ ଉପାସା କିହିମାନେରି ଇଞ୍ଜିଁ ଲ଼କୁ ନ଼କିତା ତ଼ଞ୍ଜା ଆ଼ଆନା, ପୁନାଆରେ଼ଟୁ ମାନି ମୀ ଲାକପୂରୁତି ଆ଼ବା ନ଼କିତା ତ଼ଞ୍ଜା ଆ଼ଦେରି; ଅ଼ଡ଼େ ମୀ ଆ଼ବା ପୁନାଆରେ଼ଟୁ ମେସାନା ମିଙ୍ଗେ ଦା଼ନା ହିୟାନେସି ।
19 ୧୯ “ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ ।
୧୯“ଏମ୍ବିୟା ସୀର୍ନେ ଇଞ୍ଜାଁ ଲୀମ୍ବୁ ତିନେ ଅ଼ଡ଼େ ସ଼ର୍କା କାତି ତୂକ୍ହାନା ସ଼ରୁ କିହା ଅ଼ନେରି, ଇଲେତି ଦାର୍ତିତା ମିଙ୍ଗେତାକି ଦ଼ନ କୂଡ଼ିକିହାଁ ଇଟାଆଦୁ ।
20 ୨୦ ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍!
୨୦ସାମା ଆମ୍ବିୟା ସୀର୍ଏ ଇଞ୍ଜାଁ ଲୀମ୍ବୁ ତିନେଏ ଅ଼ଡ଼େ ସ଼ର୍କା କାତି ତୂକ୍ହାନା ମା଼ଣ୍ଚା ଅ଼ଅରି ଇଲେତି ଲାକପୂରୁ ମିଙ୍ଗେତାକି ଦ଼ନ କୂଡ଼ି କିଦୁ,
21 ୨୧ କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।”
୨୧ଇଚିହିଁ ଆମ୍ବିୟା ମୀ ଦ଼ନ ଏମ୍ବେଏ ମୀ ମ଼ନ ଜିକେଏ ମାନେ ।”
22 ୨୨ “ତମର୍ ଆଁକି ଅଇଲାନି ଗାଗଡର୍ ବତି । ଜେଡେବେଲା ଆଁକି ନିର୍ମଲ୍ ରଇସି, ତେବେ ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ବର୍ତି ଅଇରଇସି ।
୨୨କାନୁ ଆଙ୍ଗାତି ଦୀୱଁ ଲେହେଁ, ଇଚିହିଁ ମୀ କାନୁ ନେହିଁ ମାନେ, ଆତିହିଁ ମୀ ବାରେ ଆଙ୍ଗା ଉଜେଡ଼ି ଆ଼ନେ ।
23 ୨୩ ମାତର୍ ଜେବେ ତମର୍ ଆଁକି ନସିରଇସି, ତେବେ ସବୁ ଗାଗଡ୍ ଆନ୍ଦାର୍ ଅଇସି । ତେବର୍ପାଇ ତମର୍ ମନ୍ ବିତ୍ରର୍ ଉଜଲ୍ ଜେବେ ଆନ୍ଦାର୍ ଅଇସି, ତେବେ ସେ ଆନ୍ଦାର୍ କେଡେକ୍ ବଡ୍ ବିପଦ୍ ।”
୨୩ସାମା ମୀ କାନୁ ଲାଗେଏ ମାନେ, ଆତିହିଁ ମୀ ବାରେ ଆଙ୍ଗା ଜିକେଏ ଆନ୍ଦେରି ଆ଼ନେ । ଏ଼ନାଆଁତାକି ଇଚିହିଁ ମୀ ଆଙ୍ଗାତି ଉଜେଡ଼ି ଆନ୍ଦେରି ଆତିହିଁ ଏ଼ ଆନ୍ଦେରି ଏଚେକା ଆଜିନାୟି ଆ଼ନେ ।
24 ୨୪ “କେ ମିସା ଗଟେକ୍ ଲକ୍ ଦୁଇଟା ସାଉକାରର୍ ସେବାକରି ନାପାରେ । ସେ ଗଟେକ୍ ଲକ୍କେ ମାନ୍ସି ଆରି ଗଟେକ୍ ଲକ୍କେ ଗିନ୍ କର୍ସି । ନଇଲେ ଗଟେକ୍ ଲକ୍କେ ବିସ୍ବାସ୍ କର୍ସି ଆରି ଗଟେକ୍ ଲକ୍କେ ବିସ୍ବାସ୍ ନ କରେ । ତମେ ଏକାତର୍ ପର୍ମେସର୍କେ ଆରି ଡାବୁକାସୁକେ ସେବାକରି ନାପାରାସ୍ ।”
୨୪ଆମ୍ବାଆସି ଜିକେଏ ରୀ ସା଼ୱୁକାରି ତା଼ଣା ହ଼ଲେଏସି ଆ଼ହାଲି ଆ଼ଡଅସି; ଏ଼ନାଆଁତାକି ଇଚିହିଁ ଏ଼ୱାସି ରଅଣାଇଁ ଜୀୱୁ ନ଼ନେସି, ଅ଼ଡ଼େ ରଅଣାଇଁ ଅ଼ପଅସି, ରଅଣାଇଁ ମା଼ନି କିନେସି ଅ଼ଡ଼େ ରଅଣାଇଁ ମା଼ନୱି ଆ଼ଅସି, ମୀରୁ ମାହାପୂରୁ ଅ଼ଡ଼େ ଦ଼ନତି ହ଼ଲିୟାଙ୍ଗା ଆ଼ହାଲି ଆ଼ଡଅତେରି ।
25 ୨୫ ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
୨୫ଏ଼ଦାଆଁତାକି ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ଏ଼ନାଆଁ ତିନାୟି ଏ଼ନାଆଁ ଗହନାୟି, ଏଲେକିଁ ମୀ ଜୀୱୁତାକି, ଏ଼ନାଆଁ ତୁର୍ନାୟି ଇଲେକିଁ ମୀ ଆଙ୍ଗା ତାକି ଅଣ୍ପାଆଦୁ, ରା଼ନ୍ଦାକିହା ଜୀୱୁ, ହିମ୍ବରିକା କିହାଁ ଆଙ୍ଗା କାଜାୟି ଆ଼ଏକି?
26 ୨୬ ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି?
୨୬ପଟାୟାଁଣି ସିନିକିଦୁ, ଏ଼ୱି ମାଟାଉ କି ଦା଼ଉ କି ଗା଼ଦେୟିତା କୂଡ଼ିକିହାଁ ଇଟାଉ, ଏଲେଆ଼ତିୱା ଲାକପୂରୁତି ଆ଼ବା ଏ଼ୱାସିକାକି ତାମି ରା଼ନ୍ଦା ହୀହିମାନେସି, ଏ଼ୱାସିକା କିହାଁ ମୀରୁ କାଜାତେରି ଆ଼ଏକି?
27 ୨୭ ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି? ନାଇ ନାପାରେ ।
୨୭ଅ଼ଡ଼େ ମୀ ବିତ୍ରାଟି ଆମ୍ବାଆସି ତାନି ଗାଡି ଅଣ୍ପୁ ତଲେ ତାନି ଜୀୱୁତି ଆଗାଡ଼ା ପାଡିକିହାଲି ଆ଼ଡିମାନେସି?
28 ୨୮ ବସ୍ତର୍ ପାଇ କାଇକେ ବିକଲ୍ ଅଇଲାସ୍ନି? ଦେକା, ବନର୍ ପୁଲ୍ମନ୍ କେନ୍ତି ବଡ୍ଲାଇନି, ସେମନ୍ କାମ୍ଦାମ୍ କରତ୍ ନାଇ କି ନିଜର୍ ପାଇ ବସ୍ତର୍ ତିଆର୍ କରତ୍ ନାଇ,
୨୮ହିମ୍ବରିକା ତାକି ଏ଼ନାଆଁତାକି ଅଣ୍ପିମାଞ୍ଜେରି? ଜା଼ଡ଼ାତି ପୂଙ୍ଗାଣି ସିନିକିହାଁ ଅଣ୍ପାନା ଜା଼ପାଦୁ, ଏ଼ୱି ଏ଼ନିକିଁ ପାଡାଆ଼ନୁ; ଏ଼ୱି କସ୍ତ କିଉ କି ଲୂଲୁ ଦା଼ଉ,
29 ୨୯ ମାତର୍ ମୁଇ ତମ୍କେ କଇଲିନି, ରାଜା ସଲ୍ମନ୍ ତାର୍ ସବୁ ଦନ୍ ସଁପତି ସଙ୍ଗ୍ ମିସା ଏ ପୁଲ୍ ପାରା ସୁନ୍ଦର୍ ବସ୍ତର୍ କେବେ ପିନ୍ଦି ନ ରଇଲା ।
୨୯ଆ଼ତିଜିକେଏ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ରାଜା ସଲମନ ଗାଡି ଦାରାତି ହିମ୍ବରିକା ହୁଚିମାଚିହିଁ ଜିକେଏ ଏ଼ ପୂଙ୍ଗା ବିତ୍ରାଟି ର଼ ପୂୟୁ ଲେହେଁ ଅ଼ଜା ହିଲାଆତେସି ।
30 ୩୦ ଆଜି ପଦାଇ ରଇଲା ଗାଁସ୍ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍ମେସର୍ ଏନ୍ତି ସୁନ୍ଦର୍ ବେସ୍ ଦେଇସି, ତେବେ ଏ ଅଲପ୍ ବିସ୍ବାସିମନ୍, ସେ ବାଇଦରେ ତମ୍କେ ଅଦିକ୍ ନିମାନ୍ ବସ୍ତର୍ ନ ଦେଏ କି? ଦେଇସିସେ ।
୩୦ସାମା ଗୁଡିୟାତା ଡ଼ୟିନି ଗାର୍କି ଜା଼ଡ଼ା ନୀଞ୍ଜୁ ମାନେ ୱିଏ ହଲୁତା ହୂଡ୍କିଆ଼ନେ, ଏ଼ଦାନାକି ମାହାପୂରୁ ଇଚେକା ନେହିଁ ଅ଼ଜୁ ହୀତିହିଁ, ଏ଼ ନାମୁ ହିଲାଆଗାଟାତେରି ମିଙ୍ଗେ ହା଼ରେକା ଗାଡି ହିମ୍ବରିକା ହିୟଅସିକି?
31 ୩୧ ଏଟାର୍ ପାଇ କାଇଟା କାଇବି? ଆରି କାଇଟା ପିଇବି? ଆରି କାଇଟା ଅଡ୍ବି ବଲି ଚିନ୍ତା କରାନାଇ ।
୩୧ଏ଼ଦାଆଁତାକି ଏ଼ନାଆଁ ତିନମି, ଏ଼ନାଆଁ ଗହ୍ନମି, ଏ଼ନାଆଁ ପର୍ନମି ଏଲେକିହିଁ ଅଣ୍ପାଆଦୁ ।
32 ୩୨ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ କଜିବୁଲ୍ବାଇ । ଆରି ଏ ସବୁ ବିସଇ ଜେ ତମ୍କେ ଲଡା, ସେଟା ତମର୍ ସରଗର୍ ବାବା ଜାନେ ।
୩୨ଇଚିହିଁ ଜୀହୁଦିଆ଼ଆତି ଲ଼କୁ ଈ ବାରେ ପାରିନେରି, ଅ଼ଡ଼େ ଈ ବାରେ ମିଙ୍ଗେ ଲ଼ଡ଼ାମାନେ ଇଞ୍ଜିଁ ମୀ ଲାକପୂରୁତି ଆ଼ବା ପୁଞ୍ଜାମାନେସି ।
33 ୩୩ ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
୩୩ସାମା ମୀରୁ ନ଼କେଏ ମାହାପୂରୁତି ରା଼ଜି ଅ଼ଡ଼େ ଦାର୍ମୁତି ପାରାଦୁ, ଆତିହିଁ ମୀ ଲ଼ଡ଼ାମାନି ବାରେ ହୀପ୍କିଆ଼ନେ ।
34 ୩୪ ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।
୩୪ଇଚିହିଁ ୱିଏତାକି ଅଣ୍ପାଆଦୁ, ଏ଼ନାଆଁତାକି ଇଚିହିଁ ୱିଏତି ଅଣ୍ପୁ ୱିଏ ମୀରୁ ମିଙ୍ଗେତାକି ଅଣ୍ପିଦେରି, ଇଚିହିଁ ନୀଞ୍ଜୁତି କସ୍ତ ନୀଞ୍ଜୁତାକି ସା଼ରି ।