< ମାତିଉ 4 >
1 ୧ ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା ।
Then Jesus was led up into the wilderness by the Spirit to be tempted by the devil.
2 ୨ ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
After fasting for forty days and forty nights, he was hungry.
3 ୩ ସେଡ୍କିବେଲେ ସଇତାନ୍ ତାର୍ ଲଗେ ଆସି କଇଲା “ତୁଇ ଜଦି ପର୍ମେସରର୍ ପଅ, ତେବେ ଏ ପାକ୍ନାମନ୍ ‘ରୁଟି ଅଇଜା’ ବଲି ଆଦେସ୍ ଦେସ୍ ।”
Then the tempter came up to him and said, “If yoʋ are the Son of God, command these stones to become bread.”
4 ୪ ମାତର୍ ଜିସୁ କଇଲା, “ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।”
But Jesus answered, “It is written, ‘Man shall not live by bread alone, but by every word that comes from the mouth of God.’”
5 ୫ ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା,
Then the devil took him to the holy city, set him on the pinnacle of the temple,
6 ୬ “ତୁଇ ଜଦି ପର୍ମେସରର୍ ପଅ, ତେବେ ଇତିଅନି ତଲେ ଡେଗଇ ଦେସ୍, ସାସ୍ତରେ ଲେକା ଆଚେ, “ପର୍ମେସର୍ ତାର୍ ଦୁତ୍ମନ୍କେ ତର୍ ବିସଇନେଇ ଆଦେସ୍ ଦେଇସି, ଆରି ସେମନ୍ ତକେ ଆତେ ଦାରି ଟେକ୍ବାଇ । ତେବେ ତର୍ ଗଡେ ପାକ୍ନା ନ ପାଏ ।”
and said to him, “If yoʋ are the Son of God, throw yoʋrself down, for it is written, ‘He will command his angels concerning yoʋ,’ and, ‘In their hands they will lift yoʋ up, so that yoʋ do not strike yoʋr foot against a stone.’”
7 ୭ ଜିସୁ ସଇତାନ୍କେ କଇଲା, “ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।”
Jesus said to him, “Again it is written, ‘Yoʋ shall not put the Lord yoʋr God to the test.’”
8 ୮ ତାର୍ ପଚେ ସଇତାନ୍ ଜିସୁକେ ବେସି ଉଁଚ୍ ରଇବା ଗଟେକ୍ ଡଙ୍ଗର୍ ଟିପେ ଡାକି ଦାରିଗାଲା । ଆରି ଦୁନିଆର୍ ସବୁ ରାଇଜର୍ ଦନ୍ ସଁପତି ଦେକାଇ କଇଲା,
Again, the devil took him to a very high mountain and showed him all the kingdoms of the world and their glory.
9 ୯ “ତୁଇ ଜଦି ମକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ସୁ ବଇଲେ ମୁଇ ଏ ସବୁ ତକେ ଦେଇପାକାଇବି ।”
And he said to him, “All these things I will give yoʋ, if yoʋ will fall down and worship me.”
10 ୧୦ ତେଇ ଜିସୁ ତାକେ କଇଲା “ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
Then Jesus said to him, “Get behind me, Satan! For it is written, ‘Yoʋ shall worship the Lord yoʋr God, and him only shall yoʋ serve.’”
11 ୧୧ ତାର୍ପଚେ ସଇତାନ୍ ଜିସୁକେ ଚାଡି ବାରିଗାଲା, ଆରି ଏଦେ ଦେକା! ସରଗର୍ ଦୁତ୍ମନ୍ ଆସି ଜିସୁକେ ସେବା କର୍ବାର୍ ଦାର୍ଲାଇ ।
Then the devil left him, and behold, angels came and ministered to him.
12 ୧୨ ତାର୍ପଚେ ଡୁବନ୍ ଦେଉ ଜଅନ୍ ବନ୍ଦି ଅଇଲାଆଚେ ବଲି ଜିସୁ ସୁନିକରି ଗାଲିିଲି ଉଟି ଗାଲା ।
Now when Jesus heard that John had been put in prison, he withdrew to Galilee.
13 ୧୩ ତାର୍ ପଚେ, ସେ ନାଜରିତ୍ ଚାଡି କରି ସବ୍ଲୁନର୍ ଆରି ନପ୍ତାଲିନ୍ ନାଉଁର୍ ଜାଗା ଲଗେ ରଇବା ଗାଡ୍ କଣ୍ଡି ରଇଲା, କପରନାଉମେ ଜାଇ ବାସା କଲା ।
And leaving Nazareth, he went and dwelt at Capernaum by the sea, in the region of Zebulun and Naphtali,
14 ୧୪ ଜେନ୍ତାର୍ କି ଜିସାୟ ବବିସତ୍ବକ୍ତାର୍ ଏ କାତା ପୁରୁନ୍ ଅଇଲା । ସେ କଇରଇଲା,
so that what had been spoken by the prophet Isaiah might be fulfilled:
15 ୧୫ “ଜର୍ଦନ୍ ଗାଡ୍ ସେପାଟେ ସମ୍ଦୁରେ ଜିବା ବାଟେ ରଇଲା ସବ୍ଲୁନ୍ ଆରି ନାପ୍ତାଲି ନାଉଁର୍ ଦୁଇଟା ଦେସ୍, ଅବିସ୍ବାସି ମନର୍ ଗାଲିଲି!
“Land of Zebulun and land of Naphtali, way of the sea, beyond the Jordan, Galilee of the Gentiles,
16 ୧୬ ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ ଆରି ମରନର୍ ଆନ୍ଦାରେ ରଇଲା ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।”
the people sitting in darkness have seen a great light, and on those sitting in the region and shadow of death light has dawned.”
17 ୧୭ ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା ।
From that time Jesus began to preach, “Repent, for the kingdom of heaven has drawn near.”
18 ୧୮ ଜିସୁ ଗାଲିଲି ସମ୍ଦୁର୍ ପାଲି ରଇବା ଜାଗାମନ୍କେ ବୁଲ୍ବାବେଲେ ସିମନ୍ ଜାକେ କି ପିତର୍ ବଲି କଇବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଏ ଦୁଇ ଲକ୍କେ ବେଟ୍ ଅଇଲା । ଏ ଦୁଇ ବାଇ ଗାଡେ ବଇଜାଲ୍ ମାରି ମାଚ୍ ଦାର୍ତେରଇଲାଇ ।
As Jesus was walking by the Sea of Galilee, he saw two brothers, Simon (who is called Peter) and Andrew his brother, casting a net into the sea, for they were fishermen.
19 ୧୯ ଜିସୁ ସେ ଦୁଇ ବାଇକେ ଡାକି କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।”
Jesus said to them, “Follow me, and I will make you fishers of men.”
20 ୨୦ ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
So they immediately left their nets and followed him.
21 ୨୧ ଜିସୁ ଆରି ତେଇଅନି କଣ୍ଡେକ୍ ଦୁର୍ ଆଗେ ଜାଇ ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ବେଟ୍ ଅଇଲା । ସେଡ୍କିବେଲେ ଏ ଦୁଇବାଇ ତାକର୍ ବାବା ସଙ୍ଗ୍ ଡଙ୍ଗାଇ ଜାଲ୍ ସାଜାଡ୍ତେ ରଇଲାଇ ।
Going on from there, he saw two other brothers, James the son of Zebedee and John his brother, in the boat with their father Zebedee, mending their nets, and he called them.
22 ୨୨ ଜିସୁ ସେମନ୍କେ ମିସା ଡାକ୍ଲା ଆରି ସେମନ୍ ଦାପ୍ରେ ଡଙ୍ଗା ଆରି ତାକର୍ ବାବାକେ ଚାଡିକରି ଜିସୁର୍ ସଙ୍ଗ୍ ଗାଲାଇ ।
So they immediately left the boat and their father and followed him.
23 ୨୩ ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
Then Jesus went throughout all of Galilee, teaching in their synagogues, preaching the gospel of the kingdom, and healing every disease and every sickness among the people.
24 ୨୪ ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
So the news about him went out into all of Syria, and the people brought to him all who were sick with various diseases, those suffering severe pain, the demon-possessed, epileptics, and paralytics. And he healed them.
25 ୨୫ ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।
And large crowds followed him from Galilee, the Decapolis, Jerusalem, Judea, and from beyond the Jordan.