< ମାତିଉ 3 >

1 ସେବେଲେ ଡୁବନ୍‌ ଦେଉ ଜଅନ୍‌ ଜିଉଦା ରାଇଜର୍‌ ମରୁବାଲି ବୁଏଁ ଆସି ଜାନାଇବାର୍‌ ଦାର୍‌ଲା ।
Ἐν δὲ ταῖς ἡμέραις ἐκείναις παραγίνεται Ἰωάννης ὁ βαπτιστὴς κηρύσσων ἐν τῇ ἐρήμῳ τῆς Ἰουδαίας
2 ସେ ଏନ୍ତି ବଲି କଇତେରଇଲା, “ପାପ୍‌ଟାନେଅନି ବାଉଡା, କାଇକେବଇଲେ ସରଗ୍‌ ରାଇଜ୍‌ ଲଗେ କେଟ୍‌ଲାନି ।”
[καὶ] λέγων, Μετανοεῖτε· ἤγγικεν γὰρ ἡ βασιλεία τῶν οὐρανῶν.
3 ଜିସାଇୟ ବବିସତ୍‌ବକ୍‌ତା ଜନ୍‌ ଲକର୍‌ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍‌ । ମରୁବାଲି ବୁଏଁ ଗଟେକ୍‌ ଲକ୍‌ ଆକ୍‌ମାରି କଇଲାନି, “ମାପ୍‌ରୁର୍‌ ବାଟ୍‌ ତିଆର୍‌ କରା, ସେ ଆଇବାକେ ଗଟେକ୍‌ ସଲକ୍‌ ବାଟ୍‌ କରା ।”
οὗτος γάρ ἐστιν ὁ ῥηθεὶς διὰ Ἡσαΐου τοῦ προφήτου λέγοντος, Φωνὴ βοῶντος ἐν τῇ ἐρήμῳ, ἑτοιμάσατε τὴν ὁδὸν κυρίου, εὐθείας ποιεῖτε τὰς τρίβους αὐτοῦ.
4 ଜଅନ୍‌ ପିନ୍ଦ୍‌ବାଟା ଉଁଟ୍‌ ଚାମ୍‌ ସଙ୍ଗ୍‌ ତିଆର୍‌ ଅଇ ରଇଲା । ଆରି ଚାମର୍‌ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍‌କା ଆରି ବନେ ରଇବା ମୁଉ କାଇତେରଇଲା ।
Αὐτὸς δὲ ὁ Ἰωάννης εἶχεν τὸ ἔνδυμα αὐτοῦ ἀπὸ τριχῶν καμήλου καὶ ζώνην δερματίνην περὶ τὴν ὀσφὺν αὐτοῦ· ἡ δὲ τροφὴ ἦν αὐτοῦ ἀκρίδες καὶ μέλι ἄγριον.
5 ସେ ବେଲେ ଜିରୁସାଲମ୍‌ ଅନି ଗୁଲାଇ ଜିଉଦା ଦେସ୍‌ ଆରି ଜର୍‌ଦନର୍‌ ପାକର୍‌ ସବୁଟାନର୍‌ ଲକ୍‌ମନ୍‌ ବାରଇ ଜଅନର୍‌ ଲଗେ ଆଇତେରଇଲାଇ ।
Τότε ἐξεπορεύετο πρὸς αὐτὸν Ἱεροσόλυμα καὶ πᾶσα ἡ Ἰουδαία καὶ πᾶσα ἡ περίχωρος τοῦ Ἰορδάνου,
6 ଆରି ନିଜର୍‌ ନିଜର୍‌ ପାପ୍‌ କଲାଟା ମାନିଅଇକରି ଜଅନର୍‌ ଟାନେ ଜାଇ ଜର୍‌ଦନ୍‌ ଗାଡେ ଡୁବନ୍‌ ନେଇତେ ରଇଲାଇ ।
καὶ ἐβαπτίζοντο ἐν τῷ Ἰορδάνῃ ποταμῷ ὑπ᾽ αὐτοῦ, ἐξομολογούμενοι τὰς ἁμαρτίας αὐτῶν.
7 ମାତର୍‌ ପାରୁସି ଆରି ସାଦୁକି ମନର୍‌ ବିତ୍‌ରେ ଅନି ମିସା କେତେକ୍‌ ଲକ୍‌ ଡୁବନ୍‌ ନେବାକେ ଆଇବାଟା ଦେକି ଜଅନ୍‌ ସେମନ୍‌କେ କଇଲା, “ଏ ବେସି ବିସ୍‌ରଇବା ସାଁପର୍‌ ପାରା ବଁସର୍‌ ଲକ୍‌ମନ୍‌, ପର୍‌ମେସରର୍‌ ଟାନେଅନି ଆଇବା ଡଣ୍ଡ୍‌ତେଇ ଅନି ପାଲାଇବାକେ ତମ୍‌କେ କେ ଚେତ୍‌ନା ଦେଲା?
ἰδὼν δὲ πολ λοὺς τῶν Φαρισαίων καὶ Σαδδουκαίων ἐρχομένους ἐπὶ τὸ βάπτισμα [αὐτοῦ], εἶπεν αὐτοῖς, Γεννήματα ἐχιδνῶν, τίς ὑπέδειξεν ὑμῖν φυγεῖν ἀπὸ τῆς μελλούσης ὀργῆς;
8 ତେବର୍‌ ପାଇ, ଜଦି ପାପ୍‌ କାମ୍‌ କର୍‌ବାଟା ଚାଡିଆଚାସ୍‌, ସେନ୍ତାର୍‌ଆଲେ ନିକ କାମ୍‌ କରି ଦେକାଆ ।
ποιήσατε οὖν καρπὸν ἄξιον τῆς μετανοίας·
9 ଅବ୍‌ରାଆମ୍ ଆମର୍‌ ପୁର୍‌ବର୍‌ ଆନିଦାଦି ବଲି କଇଲେ ତମ୍‌କେ ପର୍‌ମେସର୍‌ ଦେବା ଡଣ୍ଡ୍‌ ନ ମିଲେ ବଲି ବାବା ନାଇ । ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ପାକ୍‌ନାତେଇ ଅବ୍‌ରାଆମର୍‌ ବଁସ୍‌ ତିଆର୍‌ କର୍‌ସି ।
καὶ μὴ δόξητε λέγειν ἐν ἑαυτοῖς, Πατέρα ἔχομεν τὸν Ἀβραάμ· λέγω γὰρ ὑμῖν, ὅτι δύναται ὁ θεὸς ἐκ τῶν λίθων τούτων ἐγεῖραι τέκνα τῷ Ἀβραάμ.
10 ୧୦ ଆରି ଏବେ ମିସା ଗଚ୍‌ମନର୍‌ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍‌ ଗଚ୍‌ ନିକ ପଲ୍‌ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
ἤδη δὲ ἡ ἀξίνη πρὸς τὴν ῥίζαν τῶν δένδρων κεῖται· πᾶν οὖν δένδρον μὴ ποιοῦν καρπὸν καλὸν ἐκκόπτεται καὶ εἰς πῦρ βάλλεται.
11 ୧୧ ମୁଇ ସିନା ତମ୍‌କେ ପାପେଅନି ମନ୍‌ ବଦ୍‌ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍‌ ଦେଲିନି, ମାତର୍‌ ମର୍‌ ପଚେ ଜେ ଆଇଲାନି, ସେ ମର୍‌ତେଇ ଅନି ଅଦିକ୍‌ ବପୁଟା । ତାର୍‌ ପାଦର୍‌ ପାଣ୍ଡଇ ମିସା ଦାରି ନେବାର୍‌ ମର୍‌ ଅଦିକାର୍‍ ନାଇ, ସେ ତମ୍‌କେ ସୁକଲ୍‌ଆତ୍‌ମାଇ ଆରି ଜଇଟାନେ ଡୁବନ୍‌ ଦେଇସି ।
ἐγὼ μὲν ὑμᾶς βαπτίζω ἐν ὕδατι εἰς μετάνοιαν· ὁ δὲ ὀπίσω μου ἐρχόμενος ἰσχυρότερός μού ἐστιν, οὗ οὐκ εἰμὶ ἱκανὸς τὰ ὑποδήματα βαστάσαι· αὐτὸς ὑμᾶς βαπτίσει ἐν πνεύματι ἁγίῳ καὶ πυρί.
12 ୧୨ ଉଡାଲି କରି ପଟ୍‌ ବେଗ୍‌ଲାଇ ନିକଟାକେ ସଙ୍ଗଇବାକେ ତାର୍‌ ଆତେ କୁଲା ଆଚେ । ନିକଟା ତାର୍‌ କଲ୍‌କିତେଇ ସଙ୍ଗଇସି ଆରି ବେଗଲ୍‌ଲା ପଟ୍‌ ସବୁଦିନେ ଲାଗ୍‌ତେରଇବା ଜଇଟାନେ ପିଙ୍ଗିଦେଇସି ।”
οὗ τὸ πτύον ἐν τῇ χειρὶ αὐτοῦ, καὶ διακαθαριεῖ τὴν ἅλωνα αὐτοῦ, καὶ συνάξει τὸν σῖτον αὐτοῦ εἰς τὴν ἀποθήκην αὐτοῦ τὸ δὲ ἄχυρον κατακαύσει πυρὶ ἀσβέστῳ.
13 ୧୩ ସେଡ୍‌କିବେଲେ ଜିସୁ ଜଅନର୍‌ ଲଗେ ଡୁବନ୍‌ ନେବାକେ ଗାଲିଲି ଅନି ଜର୍‌ଦନ୍‌ ଗାଡେ ଆଇଲା,
Τότε παραγίνεται ὁ Ἰησοῦς ἀπὸ τῆς Γαλιλαίας ἐπὶ τὸν Ἰορδάνην πρὸς τὸν Ἰωάννην, τοῦ βαπτισθῆναι ὑπ᾽ αὐτοῦ.
14 ୧୪ ମାତର୍‌ ଜଅନ୍‌ ଜିସୁକେ ମନାକରି କଇଲା, “ମୁଇ ସିନା ତମର୍‌ ଲଗେ ଡୁବନ୍‌ ନେବାର୍‍ ଆଚେ, ମାତର୍‌ ତମେ ମର୍‌ଲଗେ ଆଇଲାସ୍‌ନି?”
ὁ δὲ [Ἰωάννης] διεκώλυεν αὐτὸν λέγων, Ἐγὼ χρείαν ἔχω ὑπὸ σοῦ βαπτισθῆναι, καὶ σὺ ἔρχῃ πρός με;
15 ୧୫ ମାତର୍‌ ଜିସୁ ତାକେ କଇଲା, “ମର୍‌ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍‌ ଲାଗି ଆମେ ପର୍‌ମେସର୍‌ ମନ୍‍ କରିରଇବା କାମ୍‌ କରିଅଇସି ।” ସେଟାର୍‌ପାଇ ଜଅନ୍‌ ତାକେ ଡୁବନ୍‌ ଦେବାକେ ରାଜି ଅଇଲା ।
Ἀποκριθεὶς δὲ ὁ Ἰησοῦς εἶπεν πρὸς αὐτόν, Ἄφες ἄρτι· οὕτως γὰρ πρέπον ἐστὶν ἡμῖν πληρῶσαι πᾶσαν δικαιοσύνην. τότε ἀφίησιν αὐτόν.
16 ୧୬ ଜିସୁ ଡୁବନ୍‌ ନେବାକେ ପାନି ବିତ୍‌ରେ ବୁଡି ବାରଇଲା ଦାପ୍‌ରେ ଏଦେ ଦେକା! ସରଗ୍‌ ଉଗାଡି ଅଇ ରଇଲାଟା ଦେକ୍‌ଲା । ଆରି ପର୍‌ମେସରର୍‌ ଆତ୍‌ମା ପରୁଆ ପାରା ଅଇ ଜିସୁର୍‌ ଉପ୍‌ରେ ଉତର୍‌ଲା ।
βαπτισθεὶς δὲ ὁ Ἰησοῦς εὐθὺς ἀνέβη ἀπὸ τοῦ ὕδατος· καὶ ἰδοὺ ἀνεῴχθησαν αὐτῷ οἱ οὐρανοί, καὶ εἶδεν τὸ πνεῦμα τοῦ θεοῦ καταβαῖνον ὡσεὶ περιστερὰν [καὶ] ἐρχόμενον ἐπ᾽ αὐτόν.
17 ୧୭ ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା “ଏ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ।”
καὶ ἰδοὺ φωνὴ ἐκ τῶν οὐρανῶν λέγουσα, Οὗτός ἐστιν ὁ υἱός μου ὁ ἀγαπητός, ἐν ᾧ εὐδόκησα.

< ମାତିଉ 3 >