< ମାତିଉ 3 >
1 ୧ ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା ।
Hiche nikho lai chun Twilutsah John chu Judea gamthip'a ahung in chule thu aseiphong in athupoh chu,
2 ୨ ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।”
“Nachonset nau dalha uvin chule Pathen lam a hung ki heiyun, ijeh inem itileh Van gam anaitai” ati.
3 ୩ ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ । ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି, “ମାପ୍ରୁର୍ ବାଟ୍ ତିଆର୍ କରା, ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।”
Themgao Isaiah chun John chung chang hitin ana seiye, “Ama hi gamthip'a khosam aw chu ahi, Pakai hung nading lampi sem un, Ama ding in lampi theh ngim un” ati.
4 ୪ ଜଅନ୍ ପିନ୍ଦ୍ବାଟା ଉଁଟ୍ ଚାମ୍ ସଙ୍ଗ୍ ତିଆର୍ ଅଇ ରଇଲା । ଆରି ଚାମର୍ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍କା ଆରି ବନେ ରଇବା ମୁଉ କାଇତେରଇଲା ।
John kivon na chu sangongsang mul kikhui ahin, chule akong kimvel achun savun konggah akigah in, chule khaokho le gamkhoiju chu an in anen ahi.
5 ୫ ସେ ବେଲେ ଜିରୁସାଲମ୍ ଅନି ଗୁଲାଇ ଜିଉଦା ଦେସ୍ ଆରି ଜର୍ଦନର୍ ପାକର୍ ସବୁଟାନର୍ ଲକ୍ମନ୍ ବାରଇ ଜଅନର୍ ଲଗେ ଆଇତେରଇଲାଇ ।
Mihonpi chu Jerusalem kimvel le Judea gam chule Jordan phaicham kimvela kon in, John ve ding le athusei ngaiya hung ahiuve.
6 ୬ ଆରି ନିଜର୍ ନିଜର୍ ପାପ୍ କଲାଟା ମାନିଅଇକରି ଜଅନର୍ ଟାନେ ଜାଇ ଜର୍ଦନ୍ ଗାଡେ ଡୁବନ୍ ନେଇତେ ରଇଲାଇ ।
Chuin amahon achonset nau aphongdoh un, Jordan vadunga chun aman amaho chu baptize achansah in ahi.
7 ୭ ମାତର୍ ପାରୁସି ଆରି ସାଦୁକି ମନର୍ ବିତ୍ରେ ଅନି ମିସା କେତେକ୍ ଲକ୍ ଡୁବନ୍ ନେବାକେ ଆଇବାଟା ଦେକି ଜଅନ୍ ସେମନ୍କେ କଇଲା, “ଏ ବେସି ବିସ୍ରଇବା ସାଁପର୍ ପାରା ବଁସର୍ ଲକ୍ମନ୍, ପର୍ମେସରର୍ ଟାନେଅନି ଆଇବା ଡଣ୍ଡ୍ତେଇ ଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା?
Ahinlah aman Pharisee ho le Sadducee ho chu baptize chansah vea ahungu amun, amaho chu asosal in, “Nangho gul chilhah ho, Pathen lung hanna hung lhung dinga kon jam dohna dinga koiham nagih uva?
8 ୮ ତେବର୍ ପାଇ, ଜଦି ପାପ୍ କାମ୍ କର୍ବାଟା ଚାଡିଆଚାସ୍, ସେନ୍ତାର୍ଆଲେ ନିକ କାମ୍ କରି ଦେକାଆ ।
Nachonset nauva kon'a nalung heiyu chule Pathen lam nangat'u chu, aphot chenna na hinkho uva tahlang un.
9 ୯ ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
Nangho khat in khat komah, ‘eiho Abraham chilhah ihiuvin, huhbit in um nau hite’ tin kisei pehto hih un. Hichu imacha ahipoi, ajeh chu kaseipeh nahiuve, Pathen in hiche songchang ho lah a kon a hi Abraham chate asemdoh thei ahi.
10 ୧୦ ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
Tu jenga jong Pathen thu tanna heicha koisa a uma, thingphung ajung geiya kaldoh dia gonsa ahitai. Thingphung gapha hin sodoh lou jouse chu kiphuh lhu ding chule meilhum sunga kilehlut ding ahi.
11 ୧୧ ମୁଇ ସିନା ତମ୍କେ ପାପେଅନି ମନ୍ ବଦ୍ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍ ଦେଲିନି, ମାତର୍ ମର୍ ପଚେ ଜେ ଆଇଲାନି, ସେ ମର୍ତେଇ ଅନି ଅଦିକ୍ ବପୁଟା । ତାର୍ ପାଦର୍ ପାଣ୍ଡଇ ମିସା ଦାରି ନେବାର୍ ମର୍ ଅଦିକାର୍ ନାଇ, ସେ ତମ୍କେ ସୁକଲ୍ଆତ୍ମାଇ ଆରି ଜଇଟାନେ ଡୁବନ୍ ଦେଇସି ।
Achonsetna a kon'a lungheiya chule Pathen lam'a hung kihei ho chu, keiman twiya baptize kachansah ahi. Hinlah keima sanga gamchenga lenjo chu ahunge; keima hi ama soh, akeng chot choi dinga jong chu kilom kahi poi.
12 ୧୨ ଉଡାଲି କରି ପଟ୍ ବେଗ୍ଲାଇ ନିକଟାକେ ସଙ୍ଗଇବାକେ ତାର୍ ଆତେ କୁଲା ଆଚେ । ନିକଟା ତାର୍ କଲ୍କିତେଇ ସଙ୍ଗଇସି ଆରି ବେଗଲ୍ଲା ପଟ୍ ସବୁଦିନେ ଲାଗ୍ତେରଇବା ଜଇଟାନେ ପିଙ୍ଗିଦେଇସି ।”
Aman changtah'a kona changsi khendoh dinga agodal akichoiya asep dia kigosa um ahi. Chule aman achangphol kimvel chu asuh theng'a changtah chu achang pang'a akhumlut ding, hinlah changsi chengse vang chu mei mit theilou meikong'a kilehlut ding ahi,” ati.
13 ୧୩ ସେଡ୍କିବେଲେ ଜିସୁ ଜଅନର୍ ଲଗେ ଡୁବନ୍ ନେବାକେ ଗାଲିଲି ଅନି ଜର୍ଦନ୍ ଗାଡେ ଆଇଲା,
Chutah in Yeshua chu Galilee a kon in, Jordan luiya John in baptize achansah ding in agachen ahi.
14 ୧୪ ମାତର୍ ଜଅନ୍ ଜିସୁକେ ମନାକରି କଇଲା, “ମୁଇ ସିନା ତମର୍ ଲଗେ ଡୁବନ୍ ନେବାର୍ ଆଚେ, ମାତର୍ ତମେ ମର୍ଲଗେ ଆଇଲାସ୍ନି?”
Hinlah John chun ana janom hihbeh in, “Keima hi nangman baptize nei chansah dia kiloma kahi, i-atileh kei koma hunga nahim,” ati.
15 ୧୫ ମାତର୍ ଜିସୁ ତାକେ କଇଲା, “ମର୍ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍ ଲାଗି ଆମେ ପର୍ମେସର୍ ମନ୍ କରିରଇବା କାମ୍ କରିଅଇସି ।” ସେଟାର୍ପାଇ ଜଅନ୍ ତାକେ ଡୁବନ୍ ଦେବାକେ ରାଜି ଅଇଲା ।
Hinlah Yeshuan aseiyin, “Hiche hi bol dinga lom ahi, ajeh chu Pathen in angeh jouse iboldoh tei ding ahi,” ati. Hiti chun John in Ama chu baptize achansah tai.
16 ୧୬ ଜିସୁ ଡୁବନ୍ ନେବାକେ ପାନି ବିତ୍ରେ ବୁଡି ବାରଇଲା ଦାପ୍ରେ ଏଦେ ଦେକା! ସରଗ୍ ଉଗାଡି ଅଇ ରଇଲାଟା ଦେକ୍ଲା । ଆରି ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତର୍ଲା ।
Baptize achan jouva Yeshua twi lah'a kona ahung potdoh pet in, vanho chu Ama ding in ahung kihong doh in, chule Pathen Lhagao chu vakhu tobanga ahung kumsuh a chule achung'a aumden chu amun ahi.
17 ୧୭ ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା “ଏ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”
Chuin van'a kon aw khat in, “Hiche hi Ka Chapa dei umtah le ngailut umtah, kipana sangpen eipea chu ahi,” tin aseiye.