< ମାତିଉ 27 >
1 ୧ ତାର୍ ଆରକର୍ ଦିନର୍ ସାକାଲ୍ ସାକାଲ୍ ଜିସୁକେ ମରାଇଦେବାକେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ରାଜି ଅଇଲାଇ ।
At daybreak all the chief priests and the elders of the people consulted together against Jesus, to bring about his death.
2 ୨ ସେମନ୍ ଜିସୁକେ ସିକିଲି ସଙ୍ଗ୍ ବାନ୍ଦି ରମ୍ରାଇଜର୍ ରାଜା ପିଲାତର୍ ଲଗେ ଦାରିଗାଲାଇ ।
They put him in chains and led him away, and gave him up to the Roman Governor, Pilate.
3 ୩ ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା,
Then Judas, who betrayed him, seeing that Jesus was condemned, repented of what he had done, and returned the thirty pieces of silver to the chief priests and elders.
4 ୪ “ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ? ସେଟା ତର୍ ନିଜର୍ କାତା ।”
“I did wrong in betraying a good man to his death,” he said. “What has that to do with us?” they replied. “You must see to that yourself.”
5 ୫ ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
Judas flung down the pieces of silver in the Temple, and left; and went away and hanged himself.
6 ୬ ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
The chief priests took the pieces of silver, but they said, “We must not put them into the Temple treasury, because they are blood-money.”
7 ୭ ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା ।
So, after consultation, they used it to buy the ‘Potter’s Field’ as a burial ground for foreigners,
8 ୮ ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି ।
and that is why that field is called the ‘Field of Blood’ to this very day.
9 ୯ ଏ ବିସଇ ନେଇକରି ଜିରିମିୟ ବବିସତ୍ବକ୍ତା ଜେନ୍ତି କଇରଇଲା, ସେଟା ପୁରାପୁରୁନ୍ ଅଇଲା । ଜନ୍ଟା ତିରିସ୍ ଟାଙ୍ଗାକେ ବିକ୍ବାକେ ଇସ୍ରାଇଲର୍ ପିଲାମନ୍ ରାଜି କରିରଇଲାଇ ସେଟା ନେଲାଇ ।
Then it was that these words spoken by the prophet Jeremiah were fulfilled – ‘They took the thirty pieces of silver, the price set on him by the people of Israel,
10 ୧୦ ଆରି ତିରିସ୍ଟା ଅଦ୍ଲି ଡାବୁ ନେଇ ସେମନ୍ କୁମାର୍ କେତ୍ ଗେନ୍ଲାଇ । ଏଟା କର୍ବାକେ ମକେ ମାପ୍ରୁ ଆଦେସ୍ ଦେଇରଇଲା ।
and gave them for the potter’s field, as the Lord commanded me.’
11 ୧୧ ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
Meanwhile Jesus was brought before the Roman Governor. “Are you the king of the Jews?” asked the Governor. “It is true,” answered Jesus.
12 ୧୨ ମାତର୍ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ବିରୁଦେ ଆନିରଇବା ନିନ୍ଦା କାତାର୍ କାଇମିସା ଉତର୍ ଦେଏ ନାଇ ।
While charges were being brought against him by the chief priests and elders, Jesus made no reply.
13 ୧୩ ତେବର୍ ପାଇ ପିଲାତ୍ ତାକେ କଇଲା, ତର୍ ବିରୁଦେ ସେମନ୍ ଜାଇ ଜାଇଟା କଇଲାଇନି ସେଟା କାଇ ତୁଇ ସୁନି ନାପାର୍ଲୁସ୍ନି କି?
Then Pilate said to him, “Don’t you hear how many accusations they are making against you?”
14 ୧୪ ମାତର୍ ଜିସୁ ପଦେକ୍ ମିସା କଏନାଇ ଜେ ପିଲାତ୍ କାବାଅଇଗାଲା ।
Yet Jesus made no reply – not even a single word; at which the Governor was greatly astonished.
15 ୧୫ ନିସ୍ତାର୍ ପରବ୍ ବେଲେ ରମିୟ ସାସନ୍କାରିଆ ଲକ୍ମନର୍ ମନ୍ କଲା ଇସାବେ କାକେ ମିସା ଗଟେକ୍ ବନ୍ଦି ଲକ୍କେ ବନ୍ଦିଗରେଅନି ମୁକ୍ଲାଇଦେବା ରିତିନିତି ରଇଲା ।
Now, at the feast, the Governor was accustomed to grant the people the release of any one prisoner whom they might choose.
16 ୧୬ ସେବେଲେ ବାର୍ବା ନାଉଁର୍ ଗଟେକ୍ ବଡ୍ ଟାଉଟରିଆ ନର୍ମାରୁ ବନ୍ଦି ଅଇରଇଲା ।
At that time they had a notorious prisoner called Barabbas.
17 ୧୭ ତେଇ ଆସି ରଇଲା ଲକ୍ମନ୍କେ ପିଲାତ୍ ପାଚାର୍ଲା, “ମୁଇ କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି? ବାର୍ବାକେ କି ଜିସୁକେ, ଜାକେ କିରିସ୍ଟ ବଲି କଇବାଇ?”
So, when the people had collected, Pilate said to them, “Which do you wish me to release for you? Barabbas? Or Jesus who is called ‘Christ’?”
18 ୧୮ ପିଲାତ୍, ଜିଉଦି ନେତାମନ୍ ଆଁକାର୍ ଅଇ ଜିସୁକେ ତାର୍ଟାନେ ସର୍ପିଦେଇ ଆଚତ୍ ବଲି ନିକ ସଙ୍ଗ୍ ଜାନିରଇଲା ।
For he knew that it was out of jealousy that they had given Jesus up to him.
19 ୧୯ ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି ।”
While he was still on the Bench, his wife sent this message to him – “Do not have anything to do with that good man, for I have been very much troubled today in a dream because of him.”
20 ୨୦ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ ।
But the chief priests and elders persuaded the crowds to ask for Barabbas, and to kill Jesus.
21 ୨୧ ପିଲାତ୍ ଆରି ତରେକ୍ ଲକ୍ମନ୍କେ ପାଚାର୍ଲା, “ମୁଇ ଏ ଦୁଇ ଲକର୍ ବିତ୍ରେଅନି କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି?” ସେମନ୍ କଇଲାଇ, “ବାର୍ବାକେ”
The Governor, however, said to them, “Which of these two do you wish me to release for you?” “Barabbas,” they answered.
22 ୨୨ ପିଲାତ୍ ପାଚାର୍ଲା, “ତେବେ ସବୁ ଲକ୍ ମସିଅ ବଲି ଜାନିରଇଲା ଜିସୁକେ ମୁଇ କାଇଟା କର୍ବି?” “ତାକେ କୁର୍ସେ ଚଗାଆ” ବଲି ସବୁଲକ୍ ଆଉଲି ଅଇଲାଇ ।
“What then,” Pilate asked, “should I do with Jesus who is called ‘Christ?’” “Crucify him,” they all replied.
23 ୨୩ ପିଲାତ୍ ପାଚାର୍ଲା, “ମାତର୍ ସେ କାଇ ଦସ୍ କଲା ଆଚେ?” ସେମନ୍ ଆରି ଅଦିକ୍ ଆଉଲିଅଇ କଇବାର୍ ଦାର୍ଲାଇ “ତାକେ କୁର୍ସେ ଚଗାଆ ।”
“Why, what harm has he done?” he asked. But they kept shouting furiously, “Crucify him!”
24 ୨୪ ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
When Pilate saw that his efforts were unavailing, but that, on the contrary, a riot was beginning, he took some water, and washed his hands in the sight of the crowd, saying as he did so, “I am not answerable for this bloodshed; you must see to it yourselves.”
25 ୨୫ ଲକ୍ମନ୍ କଇଲାଇ, “ତାର୍ ମରନର୍ ଡଣ୍ଡର୍ ଦସ୍ ପାଇବାର୍ ରଇଲେ, ସେ ଦସ୍ ଆମ୍କେ ଆରି ଆମର୍ ପିଲାଜିଲାକେ ପଡ ।”
And all the people answered, “His blood be on our heads and on our children’s!”
26 ୨୬ ସାରାସାରି ପିଲାତ୍ ବାର୍ବାକେ ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା, ତାର୍ ପଚେ କୁର୍ସେ ମରାଇବା ପାଇ ସନିଅମନ୍କେ ସର୍ପି ଦେଲାଇ ।
Then Pilate released Barabbas to them, but Jesus he had scourged, and gave him up to be crucified.
27 ୨୭ ପିଲାତର୍ ସନିଅମନ୍ ଜିସୁକେ ରମିୟ ସାସନ୍କାରିଆର୍ ଗରେ ଦାରି ଗାଲାଇ ଆରି ତାର୍ ଚାରିବେଟ୍ତି ଟିଆଅଇଲାଇ ।
After that, the Governor’s soldiers took Jesus with them into the Government house, and gathered the whole garrison around him.
28 ୨୮ ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ ।
They stripped him, and put on him a red military cloak,
29 ୨୯ କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, “ଏ ଜିଉଦିମନର୍ ରାଜା! ବେସି ଦିନ୍ ବଁଚି ରଅ ।”
and having twisted some thorns into a crown, put it on his head, and a rod in his right hand, and then, going down on their knees before him, they mocked him. “Long life to you, king of the Jews!” they said.
30 ୩୦ ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ ।
They spat at him and, taking the rod, kept striking him on the head;
31 ୩୧ ତାକେ ଏନ୍ତାରି କିଜାଇ ସାର୍ଲା ପଚେ ରାଜା ପିନ୍ଦ୍ବା ବସ୍ତର୍ ବେଟିଦେଇ ତାର୍ ନିଜର୍ ବସ୍ତର୍ ପିନ୍ଦାଇଦେଲାଇ ଆରି ତେଇଅନି ତାକେ କୁର୍ସେ ଚଗାଇବାକେ ଦାରିଗାଲାଇ ।
and, when they had left off mocking him, they took off the military cloak, and put his own clothes on him, and led him away to be crucified.
32 ୩୨ ସେମନ୍ ଜିବାବାଟେ କୁରିଣି ସଅରର୍ ସିମନ୍ ନାଉଁର୍ ଗଟେକ୍ ଲକ୍କେ ବେଟ୍ଅଇଲାଇ ଆରି ସନିଅମନ୍ ତାକେ ଜିସୁର୍ କୁର୍ସ ବଇ ନେବାକେ ବାଦିଅ କଲାଇ ।
As they were on their way out, they came upon a man from Cyrene called Simon, and they compelled him to go with them to carry the cross.
33 ୩୩ ସେମନ୍ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ କେଟ୍ଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, ମୁଣ୍ଡ୍ଗିଗ୍ଡି ପାରା ରଇବା ଜାଗା ।
On reaching a place named Golgotha (a place named from its likeness to a skull),
34 ୩୪ ତେଇ ସେମନ୍ ଜିସୁକେ ପିତା ରଇବା ଅଙ୍ଗୁର୍ ରସ୍ କାଇବାକେ ଦେଲାଇ । ସେଟା ଜିସୁ ଅଲପ୍ ଚାକିକରି ଆରି କାଏନାଇ ।
they gave him some wine to drink which had been mixed with gall; but after tasting it, Jesus refused to drink it.
35 ୩୫ ସେମନ୍ ଜିସୁକେ କୁର୍ସେ ମାରି କରି ସେ ପିନ୍ଦିରଇବା ବସ୍ତର୍ ତାକର୍ ତାକର୍ ବିତ୍ରେ କେଡ୍ପୁଟାଇ ବାଟାକରି ନେଲାଇ ।
When they had crucified him, they divided his clothes among them by casting lots.
36 ୩୬ ତାର୍ପଚେ ସେମନ୍ କୁର୍ସେ ଚଗାଇଲା ଜିସୁକେ, ତେଇ ଜାଗି ରଇଲାଇ ।
Then they sat down, and kept watch over him there.
37 ୩୭ ତାର୍ ବିରୁଦେ ଲେକାଅଇରଇବା ଗଟେକ୍ ବରଡ୍ ଲେକି ତାର୍ ମୁଣ୍ଡ୍ ଉପ୍ରେ, ଜୁଲାଇ ରଇଲାଇ । ସେ ବରଡ୍ ଲଗେ ଏନ୍ତି ଲେକାଅଇରଇଲା, ଏ ଅଇଲାନି ଜିଉଦିମନର୍ ରାଜା, ଜିସୁ ।
Above his head they fixed the accusation against him written out – ‘THIS IS JESUS THE KING OF THE JEWS.’
38 ୩୮ ତାର୍ପଚେ ସେମନ୍ ତେଇ ଦୁଇଟା ଚର୍ମନ୍କେ ଆନ୍ଲାଇ । ଗଟେକ୍କେ ଜିସୁର୍ ଉଜା ବାଟେ ଆରି ଗଟେକ୍କେ ତାର୍ ଡେବ୍ରି ବାଟେ କୁର୍ସେ ଚଗାଇଲାଇ ।
At the same time two robbers were crucified with him, one on the right, the other on the left.
39 ୩୯ ସେବାଟେ ଜାଇତେ ରଇବା ଲକ୍ମନ୍ ମୁଣ୍ଡ୍ ଜୁଲାଇ ଜୁଲାଇ ଜିସୁକେ କିଜାଇ କିଜାଇ କଇଲାଇ,
The passers-by railed at him, shaking their heads as they said,
40 ୪୦ “ତୁଇସେ କାଇକି ମନ୍ଦିର୍ ବସ୍ଲାଇଦେଇ ତିନ୍ ଦିନ୍କେ ଆରି ତରେକ୍ ତିଆର୍ କରିଦେଇତେ ରଇଲୁସ୍? ତୁଇ ଜଦି ପର୍ମେସରର୍ ପଅ, ନିଜ୍କେ ରକିଆ କର୍ ଆରି କୁର୍ସେଅନି ଉତ୍ରି ଆଉ ।”
“You who would ‘destroy the Temple and build one in three days,’ save yourself! If you are God’s Son, come down from the cross!”
41 ୪୧ ମୁକିଅ ପୁଜାରି, ଦରମ୍ ଗୁରୁ ଆରି ଜିଉଦି ଜାତିର୍ ପାର୍ଚିନ୍ ନେତାମନ୍ ମିସା ଜିସୁକେ କିଜାଇକରି କଇଲାଇ,
In the same way the chief priests, with the Teachers of the Law and elders, said in mockery,
42 ୪୨ “ସେ ବିନ୍ ଲକ୍ମନ୍କେ ରକିଆ କର୍ତେ ରଇଲା, ମାତର୍ ନିଜ୍କେ ରକିଆ କରିନାପାର୍ଲାନି । ସେ ଇସ୍ରାଏଲର୍ ରାଜା କାଇକି? ଏବେ ଜଦି ସେ କୁର୍ସେଅନି ଉତ୍ରି ଆସି ପାର୍ସି ବଇଲେ ଆମେ ତାକେ ବିସ୍ବାସ୍ କର୍ବୁ ।
“He saved others, but he cannot save himself! He is the ‘king of Israel’! Why doesn’t he come down from the cross now, then we will believe in him.
43 ୪୩ ସେ ନିଜେ ମୁଇ ପର୍ମେସରର୍ ପଅ ବଲି କଇ, ପର୍ମେସର୍ଟାନେ ଆସା କଲାଆଚେ । ଆଲେ ଦେକୁ ତେବେ, ପର୍ମେସର୍ ତାକେ ଏବେ ରକିଆ କର୍ବାକେ ମନ୍ କଲାନି କି ନାଇ ।”
He has trusted in God; if God wants him, let him deliver him now; for he said ‘I am God’s Son.’”
44 ୪୪ ଜିସୁର୍ ସଙ୍ଗ୍ କୁର୍ସେ ଚଗିରଇବା ଦୁଇଟା ଚର୍ମନ୍ ମିସା ତାକେ ସେନ୍ତାରି କିଜାଇଲାଇ ।
Even the robbers, who were crucified with him, insulted him in the same way.
45 ୪୫ ସେ ଦିନେ ମୁଣ୍ଡ୍ବେଲାଇ ଅନି ଆଡ୍ବେଲାଇ ଜାକ ଗୁଲାଇ ଜଗତ୍ ଆନ୍ଦାର୍ ଅଇଗାଲା ଆରି ସେଟା ତିନ୍ ଗନ୍ଟାଜାକ ରଇଲା ।
After midday a darkness came over all the country, lasting until three in the afternoon.
46 ୪୬ ଆଡ୍ବେଲାର୍ ତିନ୍ଟା ବେଲେ ଜିସୁ ଆକ୍ମାରି କଇଲା, “ଏଲି, ଏଲି, ଲାମାସବକ୍ତାନି, ବଇଲେ ଏ ମର୍ ପର୍ମେସର୍, ଏ ମର୍ ପର୍ମେସର୍, ମକେ ତମେ କାଇକେ ଚାଡିଦେଲାସ୍?”
About three Jesus called out loudly, “Eloi, Eloi, lema sabacthani” – that is to say, ‘My God, my God, why have you forsaken me?’
47 ୪୭ ଲଗେ ଟିଆ ଅଇରଇବା କେତେ ଲକ୍ ଏଟା ସୁନିକରି କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
Some of those standing by heard this, and said, “The man is calling for Elijah!”
48 ୪୮ ଗଟେକ୍ ଲକ୍ ପାଲାଇ ଜାଇ ପିତା ରଇଲା ଅଙ୍ଗୁର୍ରସ୍ଟାନେ ଗଟେକ୍ ସୁତାର୍ ଗର୍ଣ୍ଡା ବୁଡାଇଲା । ଆରି ସେଟା ଲାଟି ଟିପେ ବାନ୍ଦି କାଅ ବଲି ଜିସୁର୍ ମୁଆଟେ ଲାମାଇଦେଲା ।
One of them immediately ran and took a sponge, and, filling it with common wine, put it on the end of a rod, and offered it to him to drink.
49 ୪୯ ବିନ୍ ଲକ୍ମନ୍ କଇଲାଇ “ଚନେକ୍ ଜାଗା, ତାକେ ଏଲିୟ ରକିଆ କର୍ବାକେ ଆଇଲାନି କି ନାଇ ଦେକିଦେକୁ ।”
But the rest said, “Wait and let us see if Elijah is coming to save him.”
50 ୫୦ ଜିସୁ ଆରି ତରେକ୍ ଆକ୍ମାରିକରି, ସାରାସାରି ଜିବନ୍ ଚାଡିଗାଲା ।
But Jesus, uttering another loud cry, gave up his spirit.
51 ୫୧ ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା
Suddenly the Temple curtain was torn in two from top to bottom, the earth shook, the rocks were torn asunder,
52 ୫୨ ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ ।
the tombs opened, and the bodies of many of God’s people who had fallen asleep rose,
53 ୫୩ ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
and they, leaving their tombs, went, after the resurrection of Jesus, into the Holy City, and appeared to many people.
54 ୫୪ ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା!”
The Roman centurion, and the men with him who were watching Jesus, on seeing the earthquake and all that was happening, became greatly frightened and exclaimed, “This must indeed have been God’s Son!”
55 ୫୫ ଗାଲିଲିଅନି ଜିସୁର୍ ସଙ୍ଗ୍ ରଇକରି ତାକେ ସାଇଜ କରିରଇବା କେତେଟା ମାଇଜି ଦୁରିକେ ରଇକରି ଏଟା ସବୁ ଦେକ୍ତେ ରଇଲାଇ ।
There were many women there, watching from a distance, who had accompanied Jesus from Galilee and had been attending on him.
56 ୫୬ ସେମନର୍ ବିତ୍ରେ ମଗ୍ଦଲିନି ମରିୟମ୍, ଜାକୁବ୍ ଆରି ଜସେପର୍ ମାଆ ମରିୟମ୍ ଆରି ଜେବଦିର୍ ମାଇଜି ରଇଲାଇ ।
Among them were Mary of Magdala, Mary the mother of James and Joseph, and the mother of Zebedee’s sons.
57 ୫୭ ସଞ୍ଜ୍ବେଲାଇ ଆରାମାତିଆ ସଅରର୍ ଜସେପ୍ ନାଉଁର୍ ଗଟେକ୍ ସାଉକାର୍ ଆସି କେଟ୍ଲା । ସେ ମିସା ଗଟେକ୍ ସିସ୍ ରଇଲା ।
When evening had fallen, there came a rich man from Arimathea, named Joseph, who had himself become a disciple of Jesus.
58 ୫୮ ସେ ପିଲାତ୍କେ ବେଟ୍ଅଇକରି ଜିସୁର୍ ମଲାମଡ୍ ଦାରିଜିବାକେ ଗୁଆରି କଲା । ଜସେପ୍ ଗୁଆର୍ଲାକେ ପିଲାତ୍ ମଡ୍ ନେବାକେ ଆଦେସ୍ ଦେଲା ।
He went to see Pilate, and asked for the body of Jesus. Pilate ordered it to be given him.
59 ୫୯ ସେ ଜିସୁର୍ ଗାଗଡ୍ ଦାରିଗାଲା ଆରି ଗଟେକ୍ ନୁଆ ଚାଦର୍ ଗର୍ଣ୍ଡାଇ ଗୁଡିଆଇ ଦେଲା ।
So Joseph took the body, and wrapped it in a clean linen sheet,
60 ୬୦ ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା ।
and laid it in his newly made tomb which he had cut in the rock; and, before he left, he rolled a great stone against the entrance of the tomb.
61 ୬୧ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ କବର୍ ଦେଲା ପାଆର୍ ମୁଆଟେ ବସି ରଇଲାଇ ।
Mary of Magdala and the other Mary remained behind, sitting in front of the grave.
62 ୬୨ ତାର୍ ଆର୍କର୍ ଦିନର୍ ବିସ୍ରାମ୍ବାରେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପିଲାତ୍କେ ବେଟ୍ଅଇ କଇଲାଇ,
The next day – that is, the day following the Preparation-day – the chief priests and Pharisees came in a body to Pilate, and said,
63 ୬୩ “ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ ।
“Sir, we remember that, during his lifetime, that impostor said ‘I will rise after three days.’
64 ୬୪ ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।” ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।
So order the tomb to be made secure until the third day. Otherwise his disciples may come and steal him, and then say to the people ‘He has risen from the dead,’ when the latest imposture will be worse than the first.”
65 ୬୫ ପିଲାତ୍ କଇଲା, “ଗଟେକ୍ ଦଲ୍ ଜାଗୁଆଲ୍ମନ୍କେ ନିଆ ଆରି ତାକେ କବର୍ ଦେଲାଟାନେ କାଇଟା ନ ପୁର୍ଲା ପାରା ଜାଗାଆ ।”
“You may have a guard,” was Pilate’s reply. “Go and make the tomb as secure as you can.”
66 ୬୬ ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।
So they went and made the tomb secure, by sealing the stone, in presence of the guard.