< ମାତିଉ 26 >
1 ୧ ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍ମନ୍କେ,
ⲁ̅ⲁⲥϣⲱⲡⲉ ⲇⲉ ⲛⲧⲉⲣⲉⲓⲏⲥ ⲟⲩⲱ ⲛⲛⲉⲓϣⲁϫⲉ ⲧⲏⲣⲟⲩ ⲡⲉϫⲁϥ ⲛⲛⲉϥⲙⲁⲑⲏⲧⲏⲥ
2 ୨ “ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।”
ⲃ̅ϫⲉ ⲧⲉⲧⲛⲥⲟⲟⲩⲛ ϫⲉ ⲙⲛ ⲛⲥⲁϩⲟⲟⲩ ⲥⲛⲁⲩ ⲡⲡⲁⲥⲭⲁ ⲛⲁϣⲱⲡⲉ ⲛⲥⲉⲡⲁⲣⲁⲇⲓⲇⲟⲩ ⲙⲡϣⲏⲣⲉ ⲙⲡⲣⲱⲙⲉ ⲉⲧⲣⲉⲩⲥⲧⲁⲩⲣⲟⲩ ⲙⲙⲟϥ
3 ୩ ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ ।
ⲅ̅ⲧⲟⲧⲉ ⲁⲩⲥⲱⲟⲩϩ ⲉϩⲟⲩⲛ ⲛϭⲓ ⲛⲉⲡⲣⲉⲥⲃⲩⲧⲉⲣⲟⲥ ⲙⲛ ⲛⲁⲣⲭⲓⲉⲣⲉⲩⲥ ⲙⲡⲗⲁⲟⲥ ⲉϩⲟⲩⲛ ⲉⲧⲁⲩⲗⲏ ⲙⲡⲁⲣⲭⲓⲉⲣⲉⲩⲥ ⲡⲉϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲕⲁⲓⲫⲁⲥ
4 ୪ ସେମନ୍ କେ ନାଜାନ୍ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍ନା କଲାଇ ।
ⲇ̅ⲁⲩϫⲓϣⲟϫⲛⲉ ϫⲉⲕⲁⲥ ⲉⲩⲉⲁⲙⲁϩⲧⲉ ⲛⲓⲏⲥ ϩⲛ ⲟⲩⲕⲣⲟϥ ⲛⲥⲉⲙⲟⲩⲟⲩⲧ ⲙⲙⲟϥ
5 ୫ ମାତର୍ ସେମନ୍ କଇଲାଇ, “ଆମେ ପରବ୍ ବେଲେ ଏ କାମ୍ କର୍ବାଟା ଟିକ୍ ନଏଁ । ସେ ବେଲେ ଲକ୍ମନ୍ ଗଣ୍ଡ୍ଗଲ୍ ମିସା କରିପାରତ୍ ।”
ⲉ̅ⲛⲉⲩϫⲱ ⲇⲉ ⲙⲙⲟⲥ ϫⲉ ϩⲣⲁⲓ ϩⲙ ⲡϣⲁ ⲁⲛ ϫⲉⲕⲁⲥ ⲛⲛⲉⲟⲩϣⲧⲟⲣⲧⲣ ϣⲱⲡⲉ ϩⲙ ⲡⲗⲁⲟⲥ
6 ୬ ଜିସୁ ଦିନେକ୍ ବେତ୍ନିଆଇ, ଆଗେଅନି ବଡ୍ରଗ୍ ଅଇ ରଇବା ସିମନର୍ ଗରେ ରଇଲା ।
ⲋ̅ⲓⲏⲥ ⲇⲉ ⲛⲧⲉⲣⲉϥⲉⲓ ⲉϩⲣⲁⲓ ⲉⲃⲏⲑⲁⲛⲓⲁ ϩⲙ ⲡⲏⲓ ⲛⲥⲓⲙⲱⲛ ⲡⲉⲧⲥⲟⲃϩ
7 ୭ ସିମନର୍ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା! ଗଟେକ୍ ମାଇଜି ଆଲାବାସ୍ଟା ନାଉଁର୍ ପାକ୍ନାସଙ୍ଗ୍ ତିଆର୍କଲା କଣ୍ଡିତେଇ ବେସି ଦାମର୍ ବାସ୍ନା ଚିକନ୍ ବର୍ତି କରି ଆନି ତାର୍ ମୁଣ୍ଡେ ଡାଲି ଦେଲା ।
ⲍ̅ⲁⲥϯⲡⲉⲥⲟⲩⲟⲓ ⲉⲣⲟϥ ⲛϭⲓ ⲟⲩⲥϩⲓⲙⲉ ⲉⲣⲉⲟⲩϩⲛⲁⲁⲩ ⲛⲥⲟϭⲛ ⲛⲧⲟⲟⲧⲥ ⲉⲛⲁϣⲉⲥⲟⲩⲛⲧϥ ⲁⲥⲡⲱϩⲧ ⲙⲙⲟϥ ⲉϩⲣⲁⲓ ⲉϫⲛ ⲧⲉϥⲁⲡⲉ ⲉϥⲛⲏϫ
8 ୮ ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, “ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍?
ⲏ̅ⲛⲧⲉⲣⲟⲩⲛⲁⲩ ⲇⲉ ⲛϭⲓ ⲙⲙⲁⲑⲏⲧⲏⲥ ⲁⲩⲁⲅⲁⲛⲁⲕⲧⲉⲓ ⲉⲩϫⲱ ⲙⲙⲟⲥ ϫⲉ ⲉⲧⲃⲉ ⲟⲩ ⲁⲩⲧⲁⲕⲉ ⲡⲁⲓ
9 ୯ ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।”
ⲑ̅ⲛⲉⲩⲛϭⲟⲙ ⲅⲁⲣ ⲉⲧⲣⲉⲩϯ ⲡⲁⲓ ⲉⲃⲟⲗ ϩⲁϩⲁϩ ⲛⲥⲉⲧⲁⲁⲩ ⲛⲛϩⲏⲕⲉ
10 ୧୦ ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍ କଲାସ୍ନି? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।”
ⲓ̅ⲓⲏⲥ ⲇⲉ ⲛⲧⲉⲣⲉϥⲉⲓⲙⲉ ⲡⲉϫⲁϥ ⲛⲁⲩ ϫⲉ ⲁϩⲣⲱⲧⲛ ⲧⲉⲧⲛϯϩⲓⲥⲉ ⲛⲧⲉⲓⲥϩⲓⲙⲉ ⲟⲩϩⲱⲃ ⲅⲁⲣ ⲉⲛⲁⲛⲟⲩϥ ⲡⲉⲛⲧⲁⲥⲁⲁϥ ⲛⲁⲓ
11 ୧୧ “ତମେ ସବୁବେଲେ ଗରିବ୍ ଲକ୍ମନର୍ ସଙ୍ଗ୍ ମିସ୍ସା । ମାତର୍ ମର୍ସଙ୍ଗ୍ ସବୁବେଲେ ରଇ ନାପାରାସ୍ ।
ⲓ̅ⲁ̅ⲛⲟⲩⲟⲉⲓϣ ⲅⲁⲣ ⲛⲓⲙ ⲛϩⲏⲕⲉ ⲥⲉϣⲟⲟⲡ ⲛⲙⲙⲏⲧⲛ ⲁⲛⲟⲕ ⲇⲉ ⲛϯϣⲟⲟⲡ ⲛⲙⲙⲏⲧⲛ ⲁⲛ ⲛⲟⲩⲟⲉⲓϣ ⲛⲓⲙ
12 ୧୨ ସେ ମର୍ ଉପ୍ରେ ବାସ୍ନା ଚିକନ୍ ରକଇକରି, ମକେ ସମାଦି ଦେବା ଆଗ୍ତୁ, ତିଆର୍ କରି ଦେଲାଆଚେ ।
ⲓ̅ⲃ̅ⲧⲁⲓ ⲅⲁⲣ ⲛⲧⲁⲥⲛⲟⲩϫⲉ ⲙⲡⲉⲓⲥⲟϭⲛ ⲉϫⲙ ⲡⲁⲥⲱⲙⲁ ⲛⲧⲁⲥⲁⲁⲥ ⲉⲡⲕⲟⲟⲥⲧ
13 ୧୩ ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
ⲓ̅ⲅ̅ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲡⲙⲁ ⲉⲧⲟⲩⲛⲁⲧⲁϣⲉⲟⲉⲓϣ ⲙⲡⲉⲓⲉⲩⲁⲅⲅⲉⲗⲓⲟⲛ ⲛϩⲏⲧϥ ϩⲙ ⲡⲕⲟⲥⲙⲟⲥ ⲧⲏⲣϥ ⲥⲉⲛⲁϫⲱ ϩⲱⲱϥ ⲙⲡⲉⲛⲧⲁⲧⲁⲓ ⲁⲁϥ ⲉⲩⲣⲡⲙⲉⲉⲩⲉ ⲛⲁⲥ
14 ୧୪ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା ।
ⲓ̅ⲇ̅ⲧⲟⲧⲉ ⲁϥⲃⲱⲕ ⲛϭⲓ ⲟⲩⲁ ⲙⲡⲙⲛⲧⲥⲛⲟⲟⲩⲥ ⲡⲉⲧⲉϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲓⲟⲩⲇⲁⲥ ⲡⲓⲥⲕⲁⲣⲓⲱⲧⲏⲥ ϣⲁⲛⲁⲣⲭⲓⲉⲣⲉⲩⲥ
15 ୧୫ “ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା?” ସେମନ୍ ତାକେ ତିରିସ୍ଟା ରୁପାଟାଙ୍ଗା ଏଜିକରି ଦେଲାଇ ।
ⲓ̅ⲉ̅ⲉϥϫⲱ ⲙⲙⲟⲥ ϫⲉ ⲟⲩ ⲡⲉⲧⲉⲧⲛⲟⲩⲉϣⲧⲁⲁϥ ⲛⲁⲓ ⲁⲩⲱ ⲁⲛⲟⲕ ϯⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ ⲛⲏⲧⲛ ⲛⲧⲟⲟⲩ ⲇⲉ ⲁⲩⲥⲙⲛⲧⲥ ⲛⲙⲙⲁϥ ⲉⲙⲁⲁⲃ ⲛϩⲁⲧ
16 ୧୬ ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍ତେରଇଲା ।
ⲓ̅ⲋ̅ϫⲓⲛ ⲡⲉⲩⲟⲉⲓϣ ⲉⲧⲙⲙⲁⲩ ⲛⲉϥϣⲓⲛⲉ ⲛⲥⲁⲟⲩⲟⲉⲓϣ ϫⲉⲕⲁⲥ ⲉϥⲉⲡⲁⲣⲁⲇⲓⲇⲟⲩ ⲙⲙⲟϥ
17 ୧୭ ନିସ୍ତାର୍ ପରବର୍ ପର୍ତୁମ୍ ଦିନେ ସିସ୍ମନ୍ ଆସି ଜିସୁକେ ପାଚାର୍ଲାଇ, “ତମର୍ ପାଇ ଆମେ କନ୍ତି ନିସ୍ତାର୍ ପରବର୍ ବଜି ତିଆର୍ କର୍ବୁ?”
ⲓ̅ⲍ̅ϩⲙⲡϣⲟⲣⲡ ⲇⲉ ⲛϩⲟⲟⲩ ⲙⲡⲡⲁⲥⲭⲁ ⲁⲩϯⲡⲉⲩⲟⲩⲟⲓ ⲛϭⲓ ⲙⲙⲁⲑⲏⲧⲏⲥ ⲉⲓⲏⲥ ⲉⲩϫⲱ ⲙⲙⲟⲥ ϫⲉ ⲉⲕⲟⲩⲱϣ ⲉⲧⲣⲉⲛⲥⲃⲧⲉⲡⲡⲁⲥⲭⲁ ⲛⲁⲕ ⲧⲱⲛ ⲉⲟⲩⲟⲙϥ
18 ୧୮ ଜିସୁ କଇଲା, “ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।”
ⲓ̅ⲏ̅ⲛⲧⲟϥ ⲇⲉ ⲡⲉϫⲁϥ ⲛⲁⲩ ϫⲉ ⲃⲱⲕ ⲉϩⲟⲩⲛ ⲉⲧⲡⲟⲗⲓⲥ ⲛⲛⲁϩⲣⲛ ⲛⲓⲙ ⲛⲣⲱⲙⲉ ⲛⲧⲉⲧⲛϫⲟⲟⲥ ⲛⲁϥ ϫⲉ ⲡⲉϫⲉⲡⲥⲁϩ ϫⲉ ⲁⲡⲁⲟⲩⲟⲉⲓϣ ϩⲱⲛ ⲉϩⲟⲩⲛ ⲉⲓⲛⲁⲣⲡⲡⲁⲥⲭⲁ ϩⲁⲧⲏⲕ ⲙⲛ ⲛⲁⲙⲁⲑⲏⲧⲏⲥ
19 ୧୯ ସିସ୍ମନ୍, ଜିସୁ କଇଲା ଇସାବେ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
ⲓ̅ⲑ̅ⲁⲩⲱ ⲁⲩⲉⲓⲣⲉ ⲛϭⲓ ⲙⲙⲁⲑⲏⲧⲏⲥ ⲕⲁⲧⲁ ⲑⲉ ⲛⲧⲁϥϩⲱⲛ ⲉⲧⲟⲟⲧⲟⲩ ⲛϭⲓ ⲓⲏⲥ ⲁⲩⲥⲟϥⲧⲉ ⲙⲡⲡⲁⲥⲭⲁ
20 ୨୦ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ବାର୍ଟା ସିସ୍ମନ୍ କାଇବାର୍ ବସ୍ଲାଇ ।
ⲕ̅ⲣⲟⲩϩⲉ ⲇⲉ ⲛⲧⲉⲣⲉϥϣⲱⲡⲉ ⲛⲉϥⲛⲏϫ ⲙⲛ ⲡⲙⲛⲧⲥⲛⲟⲟⲩⲥ ⲙⲙⲁⲑⲏⲧⲏⲥ
21 ୨୧ କାଇବା ବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ବିତ୍ରେଅନି ଗଟେକ୍ ଲକ୍ ମକେ ବିସ୍ବାସେ ବିସ୍ଦେଲା ପାରା କର୍ସି ।”
ⲕ̅ⲁ̅ⲉⲩⲟⲩⲱⲙ ⲇⲉ ⲡⲉϫⲁϥ ⲛⲁⲩ ϫⲉ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲟⲩⲛⲟⲩⲁ ⲉⲃⲟⲗ ⲛϩⲏⲧⲧⲏⲩⲧⲛ ⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟⲓ
22 ୨୨ ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ “ମାପ୍ରୁ ସେ ଲକ୍ ମୁଇ କି?”
ⲕ̅ⲃ̅ⲁⲩⲱ ⲁⲩⲗⲩⲡⲉⲓ ⲉⲙⲁⲧⲉ ⲁⲩⲁⲣⲭⲉⲓ ⲛϫⲟⲟⲥ ⲛⲁϥ ⲟⲩⲁ ⲟⲩⲁ ϫⲉ ⲉⲓ ⲙⲏⲧⲓ ⲁⲛⲟⲕ ⲡⲉ ⲡϫⲟⲉⲓⲥ
23 ୨୩ ଜିସୁ କଇଲା, “ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।” ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି ।
ⲕ̅ⲅ̅ⲓⲏⲥ ⲇⲉ ⲁϥⲟⲩⲱϣⲃ ⲉϥϫⲱ ⲙⲙⲟⲥ ϫⲉ ⲡⲉⲛⲧⲁϥⲥⲱⲡ ⲛⲧⲉϥϭⲓϫ ⲛⲙⲙⲁⲓ ϩⲛ ⲧϫⲏ ⲡⲁⲓ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟⲓ
24 ୨୪ ସାସ୍ତରର୍ ଲେକା ଇସାବେ ମୁନୁସ୍ପିଲା ମୁଇ ମରିଜିବି, ମାତର୍ ଜେ ମକେ ଦାରାଇ ଦେଇସି, ତାର୍ ଦସା କେଡେ ଇନସ୍ତା ଅଇସି! ସେ ଜନମ୍ ନ ଅଇରଇଲେ ନିକ ଅଇତା ।
ⲕ̅ⲇ̅ⲡϣⲏⲣⲉ ⲙⲉⲛ ⲙⲡⲣⲱⲙⲉ ⲛⲁⲃⲱⲕ ⲕⲁⲧⲁ ⲑⲉ ⲉⲧⲥⲏϩ ⲉⲧⲃⲏⲏⲧϥ ⲟⲩⲟⲓ ⲇⲉ ⲙⲡⲣⲱⲙⲉ ⲉⲧⲙⲙⲁⲩ ⲡⲁⲓ ⲉⲧⲟⲩⲛⲁϯ ⲙⲡϣⲏⲣⲉ ⲙⲡⲣⲱⲙⲉ ⲉⲃⲟⲗ ϩⲓⲧⲟⲟⲧϥ ⲛⲁⲛⲟⲩⲥ ⲙⲡⲣⲱⲙⲉ ⲉⲧⲙⲙⲁⲩ ⲉⲛⲉⲙⲡⲟⲩϫⲡⲟϥ
25 ୨୫ ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍ନି ।”
ⲕ̅ⲉ̅ⲁϥⲟⲩⲱϣⲃ ⲇⲉ ⲛϭⲓ ⲓⲟⲩⲇⲁⲥ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ ⲉϥϫⲱ ⲙⲙⲟⲥ ϫⲉ ⲉⲓⲙⲏⲧⲓ ⲁⲛⲟⲕ ⲡⲉ ϩⲣⲁⲃⲃⲉⲓ ⲡⲉϫⲁϥ ⲛⲁϥ ϫⲉ ⲛⲧⲟⲕ ⲡⲉⲛⲧⲁⲕϫⲟⲟⲥ
26 ୨୬ ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, “ଏଟା ମର୍ ଗାଗଡ୍ । ନିଆ ଆରି କାଆ ।”
ⲕ̅ⲋ̅ⲉⲩⲟⲩⲱⲙ ⲇⲉ ⲁϥϫⲓ ⲛϭⲓ ⲓⲏⲥ ⲛⲟⲩⲟⲉⲓⲕ ⲁϥⲥⲙⲟⲩ ⲉⲣⲟϥ ⲁϥⲡⲟϣϥ ⲁϥϯ ⲙⲙⲟϥ ⲛⲛⲉϥⲙⲁⲑⲏⲧⲏⲥ ⲉϥϫⲱ ⲙⲙⲟⲥ ϫⲉ ϫⲓ ⲛⲧⲉⲧⲛⲟⲩⲱⲙ ⲡⲁⲓ ⲡⲉ ⲡⲁⲥⲱⲙⲁ
27 ୨୭ ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, “ତମେ ସବୁ ଲକ୍ ଏ ମୁତାର୍ଟା କାଆ ।
ⲕ̅ⲍ̅ⲁϥϫⲓ ⲟⲛ ⲛⲟⲩⲁⲡⲟⲧ ⲁϥϣⲡϩⲙⲟⲧ ⲉϩⲣⲁⲓ ⲉϫⲱϥ ⲁϥϯ ⲙⲙⲟϥ ⲛⲁⲩ ⲉϥϫⲱ ⲙⲙⲟⲥ ϫⲉ ⲥⲱ ⲉⲃⲟⲗ ⲛϩⲏⲧϥ ⲧⲏⲣⲧⲛ
28 ୨୮ ଏଟା ମର୍ ବନି । ମୁନୁସ୍ମନର୍ ପାପ୍କେମାର୍ ଲାଗି ମୁଇ ମର୍ ଜନ୍ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍ମେସର୍ ନୁଆ ନିୟମ୍ ଟିକ୍ କର୍ସି ।
ⲕ̅ⲏ̅ⲡⲁⲓ ⲅⲁⲣ ⲡⲉ ⲡⲁⲥⲛⲟϥ ⲛⲧⲇⲓⲁⲑⲏⲕⲏ ⲛⲃⲣⲣⲉ ⲡⲁⲓ ⲉⲧⲟⲩⲛⲁⲡⲁϩⲧϥ ⲉⲃⲟⲗ ϩⲁϩⲁϩ ⲉⲡⲕⲱ ⲉⲃⲟⲗ ⲛⲛⲉⲩⲛⲟⲃⲉ
29 ୨୯ ମୁଇ ତମ୍କେ କଇଲିନି, ମର୍ ବାବାର୍ ରାଇଜେ ତମର୍ ସଙ୍ଗ୍ ନୁଆ ଅଙ୍ଗୁର୍ ରସ୍ କାଇବା ଜାକ ମୁଇ ଆରି କେବେ ଏ ରସ୍ ନ କାଇ ।”
ⲕ̅ⲑ̅ϯϫⲱ ⲇⲉ ⲙⲙⲟⲥ ⲛⲏⲧⲛ ϫⲉ ⲛⲛⲁⲥⲱ ϫⲓⲛⲉⲧⲉⲛⲟⲩ ⲉⲃⲟⲗ ϩⲙ ⲡⲅⲉⲛⲏⲙⲁ ⲛⲧⲉⲓⲃⲱ ⲛⲉⲗⲟⲟⲗⲉ ϣⲁⲡⲉϩⲟⲟⲩ ⲉⲧⲙⲙⲁⲩ ⲉϯⲛⲁⲥⲟⲟϥ ⲛⲙⲙⲏⲧⲛ ⲛⲃⲣⲣⲉ ϩⲛ ⲧⲙⲛⲧⲣⲣⲟ ⲙⲡⲁⲉⲓⲱⲧ
30 ୩୦ ତାର୍ପଚେ ସେମନ୍ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ନାଉଁର୍ ପର୍ବତେ ଗାଲାଇ ।
ⲗ̅ⲁⲩⲥⲙⲟⲩ ⲇⲉ ⲁⲩⲉⲓ ⲉⲃⲟⲗ ⲉⲡⲧⲟⲟⲩ ⲛⲛϫⲟⲉⲓⲧ
31 ୩୧ ସେବେଲେ ଜିସୁ ସେମନ୍କେ କଇଲା, “ଆଜି ରାତି ତମେ ସବୁ ଲକ୍ ମକେ ଚାଡିକରି ଉଟିଜାଇସା । ସାସ୍ତର୍ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍ ଚିନ୍ବିନ୍ ଅଇଜିବାଇ ।
ⲗ̅ⲁ̅ⲧⲟⲧⲉ ⲡⲉϫⲁϥ ⲛⲁⲩ ⲛϭⲓ ⲓⲏⲥ ϫⲉ ⲛⲧⲱⲧⲛ ⲧⲏⲣⲧⲛ ⲧⲉⲧⲛⲁⲥⲕⲁⲛⲇⲁⲗⲓⲍⲉ ⲛϩⲏⲧ ϩⲛ ⲧⲉⲓⲟⲩϣⲏ ϥⲥⲏϩ ⲅⲁⲣ ϫⲉ ϯⲛⲁⲣⲱϩⲧ ⲙⲡϣⲱⲥ ⲛⲥⲉϫⲱⲱⲣⲉ ⲉⲃⲟⲗ ⲛϭⲓ ⲛⲉⲥⲟⲟⲩ ⲙⲡⲟϩⲉ
32 ୩୨ ମାତର୍ ମୁଇ ମରିକରି ଆରି ତର୍ ଉଟ୍ଲା ପଚେ, ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
ⲗ̅ⲃ̅ⲙⲛⲛⲥⲁ ⲧⲣⲁⲧⲱⲟⲩⲛ ⲇⲉ ϯⲛⲁⲣϣⲟⲣⲡⲉⲣⲱⲧⲛ ⲉⲧⲅⲁⲗⲓⲗⲁⲓⲁ
33 ୩୩ ପିତର୍ ଜିସୁକେ କଇଲା, “ତମ୍କେ ବିନ୍ ଲକ୍ମନ୍ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
ⲗ̅ⲅ̅ⲁϥⲟⲩⲱϣⲃ ⲇⲉ ⲛϭⲓ ⲡⲉⲧⲣⲟⲥ ⲉϥϫⲱ ⲙⲙⲟⲥ ⲛⲁϥ ϫⲉ ⲉϣϫⲉ ⲥⲉⲛⲁⲥⲕⲁⲛⲇⲁⲗⲓⲍⲉ ⲛϩⲏⲧⲕ ⲧⲏⲣⲟⲩ ⲁⲛⲟⲕ ⲇⲉ ⲛⲧⲛⲁⲥⲕⲁⲛⲇⲁⲗⲓⲍⲉ ⲁⲛ ⲉⲛⲉϩ
34 ୩୪ ଜିସୁ ପିତର୍କେ କଇଲା, “ମୁଇ ସତ୍ କଇଲିନି ଆଜି ରାତି କୁକ୍ଡା ନ ଡାକ୍ତେ, ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”
ⲗ̅ⲇ̅ⲡⲉϫⲁϥ ⲛⲁϥ ⲛϭⲓ ⲓⲏⲥ ϫⲉ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲁⲕ ϫⲉ ϩⲣⲁⲓ ϩⲛ ⲧⲉⲓⲟⲩϣⲏ ⲙⲡⲁⲧⲉⲟⲩⲁⲗⲉⲕⲧⲱⲣ ⲙⲟⲩⲧⲉ ⲕⲛⲁⲁⲡⲁⲣⲛⲁ ⲙⲙⲟⲓ ⲛϣⲟⲙⲛⲧ ⲛⲥⲟⲡ
35 ୩୫ ପିତର୍ କଇଲା, “ଜଦି ମୁଇ ତମର୍ ସଙ୍ଗ୍ ମର୍ବାର୍ ରଇଲେ ମିସା, ମୁଇ ତମ୍କେ କେବେ ନାଜାନି ବଲି ନ କଇ ।” ବିନ୍ ସିସ୍ମନ୍ ମିସା ସେନ୍ତାର୍ କଇଲାଇ ।
ⲗ̅ⲉ̅ⲡⲉϫⲁϥ ⲛⲁϥ ⲛϭⲓ ⲡⲉⲧⲣⲟⲥ ϫⲉ ⲕⲁⲛ ⲉⲥϣⲁⲛϣⲱⲡⲉ ⲉⲧⲣⲁⲙⲟⲩ ⲛⲙⲙⲁⲕ ⲛϯⲛⲁⲁⲡⲁⲣⲛⲁ ⲙⲙⲟⲕ ⲁⲛ ϩⲟⲙⲟⲓⲱⲥ ⲇⲉ ⲙⲙⲁⲑⲏⲧⲏⲥ ⲧⲏⲣⲟⲩ ⲛⲉⲩϫⲱ ⲙⲡⲁⲓ
36 ୩୬ ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଜାଇ ସେମନ୍କେ କଇଲା, “ତମେ ଇତି ଚନେକ୍ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍ତନା କର୍ବି ।”
ⲗ̅ⲋ̅ⲧⲟⲧⲉ ⲁϥⲉⲓ ⲛⲙⲙⲁⲩ ⲛϭⲓ ⲓⲏⲥ ⲉϩⲣⲁⲓ ⲉⲩϭⲱⲙ ⲛϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲅⲉⲑⲥⲏⲙⲁⲛⲉⲓ ⲡⲉϫⲁϥ ⲛⲙⲙⲁⲑⲏⲧⲏⲥ ϫⲉ ϩⲙⲟⲟⲥ ⲙⲡⲉⲓⲙⲁ ϣⲁⲛϯⲃⲱⲕ ⲉⲡⲉⲓⲙⲁ ⲛⲧⲁϣⲗⲏⲗ
37 ୩୭ ସେ ପିତର୍କେ ଆରି ଜେବଦିର୍ ଦୁଇଟା ପିଲାମନ୍କେ ତାର୍ ସଙ୍ଗ୍ ଡାକିନେଲା । ସେଡ୍କି ବେଲେ ସେ ବେସି ଦୁକ୍ କସ୍ଟ ଆରି କିଲ୍ବିଲ୍ଅଇ,
ⲗ̅ⲍ̅ⲁϥϫⲓ ⲛⲙⲙⲁϥ ⲙⲡⲉⲧⲣⲟⲥ ⲁⲩⲱ ⲡϣⲏⲣⲉ ⲥⲛⲁⲩ ⲛⲍⲉⲃⲉⲇⲁⲓⲟⲥ ⲁϥⲁⲣⲭⲉⲓ ⲛⲗⲩⲡⲉⲓ ⲁⲩⲱ ⲛⲧⲱⲕⲙ ⲛϩⲏⲧ
38 ୩୮ ସେମନ୍କେ କଇଲା, “ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।”
ⲗ̅ⲏ̅ⲧⲟⲧⲉ ⲡⲉϫⲁϥ ⲛⲁⲩ ϫⲉ ⲧⲁⲯⲩⲭⲏ ⲗⲩⲡⲉⲓ ϣⲁⲉϩⲣⲁⲓ ⲉⲡⲙⲟⲩ ϭⲱ ⲙⲡⲉⲓⲙⲁ ⲛⲧⲉⲧⲛⲣⲟⲉⲓⲥ ⲛⲙⲙⲁⲓ
39 ୩୯ ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
ⲗ̅ⲑ̅ⲁϥⲙⲟⲟϣⲉ ⲉⲑⲏ ⲛⲟⲩⲕⲟⲩⲓ ⲁϥⲡⲁϩⲧϥ ⲉϩⲣⲁⲓ ⲉϫⲙ ⲡⲉϥϩⲟ ⲁϥϣⲗⲏⲗ ⲉϥϫⲱ ⲙⲙⲟⲥ ϫⲉ ⲡⲁⲉⲓⲱⲧ ⲉϣϫⲉ ⲟⲩⲛϣϭⲟⲙ ⲙⲁⲣⲉⲡⲉⲓⲁⲡⲟⲧ ⲥⲁⲁⲧ ⲡⲗⲏⲛ ⲛⲑⲉ ⲁⲛ ⲁⲛⲟⲕ ⲉϯⲟⲩⲁϣⲥ ⲁⲗⲗⲁ ⲛⲧⲟⲕ ⲉⲧⲕⲟⲩⲁϣⲥ
40 ୪୦ ତାର୍ପଚେ ସେ ତିନ୍ଟା ସିସ୍ମନର୍ ଲଗେ ବାଉଡି ଆସି ଦେକ୍ଲା, ସେମନ୍ ସଇଦେଇଆଚତ୍ । ଜିସୁ ପିତର୍କେ କଇଲା, “ତମେ ଗଟେକ୍ ଗଁଟା ମିସା ଜାଗି ନାପାର୍ଲାସ୍?
ⲙ̅ⲁϥⲉⲓ ⲇⲉ ϣⲁⲙⲙⲁⲑⲏⲧⲏⲥ ⲁϥϩⲉ ⲉⲣⲟⲟⲩ ⲉⲩⲛⲕⲟⲧⲕ ⲁⲩⲱ ⲡⲉϫⲁϥ ⲙⲡⲉⲧⲣⲟⲥ ϫⲉ ⲧⲁⲓ ⲧⲉ ⲑⲉ ⲙⲡⲉⲧⲛⲉϣϭⲙϭⲟⲙ ⲉⲣⲟⲉⲓⲥ ⲛⲙⲙⲁⲓ ⲛⲟⲩⲟⲩⲛⲟⲩ ⲛⲟⲩⲱⲧ
41 ୪୧ ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।”
ⲙ̅ⲁ̅ⲣⲟⲉⲓⲥ ⲛⲧⲉⲧⲛϣⲗϩⲗ ϫⲉⲕⲁⲥ ⲛⲛⲉⲧⲛⲃⲱⲕ ⲉϩⲟⲩⲛ ⲉⲡⲉⲓⲣⲁⲥⲙⲟⲥ ⲡⲉⲡⲛⲁ ⲙⲉⲛ ⲣⲟⲟⲩⲧ ⲧⲥⲁⲣⲝ ⲇⲉ ⲟⲩⲁⲥⲑⲉⲛⲏⲥ ⲧⲉ
42 ୪୨ ଜିସୁ ଆରି ତରେକ୍ ଜାଇ ପାର୍ତନା କଲା, “ଏ ମର୍ ବାବା ଜଦି ଏ ଦୁକର୍ ମୁତା ମର୍ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍ସି । ମାତର୍ ମୁଇ ମନ୍ କଲାଟା ନାଇ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
ⲙ̅ⲃ̅ⲡⲁⲗⲓⲛ ⲟⲛ ⲁϥⲃⲱⲕ ⲙⲡⲙⲉϩⲥⲡⲥⲛⲁⲩ ⲁϥϣⲗⲏⲗ ⲉϥϫⲱ ⲙⲙⲟⲥ ϫⲉ ⲡⲁⲉⲓⲱⲧ ⲉϣϫⲉ ⲙⲛϭⲟⲙ ⲉⲧⲣⲉⲡⲁⲓ ⲥⲁⲁⲧ ⲉⲓⲙⲏⲧⲓ ⲛⲧⲁⲥⲟⲟϥ ⲉⲓⲉ ⲙⲁⲣⲉⲡⲉⲕⲟⲩⲱϣ ϣⲱⲡⲉ
43 ୪୩ ସେ ଆରି ତରେକ୍ ବାଉଡି ଆସି ସିସ୍ମନ୍ ସଇରଇଲାଟା ଦେକ୍ଲା । ସେମନ୍କେ ଗୁନ୍ ଡାବି ଆନ୍ତେ ରଇଲାଜେ ଆଁକି ଦେକି ନାପାର୍ତେ ରଇଲାଇ ।
ⲙ̅ⲅ̅ⲡⲁⲗⲓⲛ ⲟⲛ ⲁϥⲉⲓ ⲁϥϩⲉ ⲉⲣⲟⲟⲩ ⲉⲩⲛⲕⲟⲧⲕ ⲛⲉⲩⲃⲁⲗ ⲅⲁⲣ ⲉⲛⲉⲩϩⲟⲣϣ
44 ୪୪ ଏଟାସଙ୍ଗ୍ ତିନ୍ତର୍ ଅଇଲା ଜିସୁ ସେମନ୍କେ ଚାଡିକରି କଣ୍ଡେକ୍ ଦୁରିକେ ଜାଇ ସେନ୍ତାରି ପାର୍ତନା କଲା ।
ⲙ̅ⲇ̅ⲁϥⲕⲱ ⲇⲉ ⲟⲛ ⲙⲙⲟⲟⲩ ⲁϥⲃⲱⲕ ⲁϥϣⲗⲏⲗ ⲙⲡⲙⲉϩϣⲟⲙⲛⲧ ⲛⲥⲟⲡ ⲉϥϫⲱ ⲙⲡⲉⲓϣⲁϫⲉ ⲛⲟⲩⲱⲧ
45 ୪୫ ତାର୍ ପଚେ ସିସ୍ମନର୍ ଲଗେ ଆସି କଇଲା, “ଏବେ ଜାକ ତମେ ସଇଆଚାସ୍? ଦେକା ପର୍ମେସରର୍ ନର୍ପିଲା ମୁଇ ପାପିମନ୍କେ ସର୍ପି ଅଇବା ବେଲା କେଟିଆଚେ ।
ⲙ̅ⲉ̅ⲧⲟⲧⲉ ⲁϥⲉⲓ ϣⲁⲙⲙⲁⲑⲏⲧⲏⲥ ⲡⲉϫⲁϥ ⲛⲁⲩ ϫⲉ ⲛⲕⲟⲧⲕ ϭⲉ ⲛⲏⲧⲛ ⲛⲧⲉⲧⲛⲙⲧⲟⲛ ⲙⲙⲱⲧⲛ ⲉⲓⲥ ϩⲏⲏⲧⲉ ⲅⲁⲣ ⲁⲥϩⲱⲛ ⲉϩⲟⲩⲛ ⲛϭⲓ ⲧⲟⲩⲛⲟⲩ ⲁⲩⲱ ⲡϣⲏⲣⲉ ⲙⲡⲣⲱⲙⲉ ⲥⲉⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ ⲉⲛϭⲓϫ ⲛⲛⲉⲣⲉϥⲣⲛⲟⲃⲉ
46 ୪୬ ଉଟା, ଜୁ । ଏଦେ ଦେକା! ମକେ ଦାରାଇ ଦେବା ଲକ୍ ଆସି କେଟ୍ଲାବେ ।”
ⲙ̅ⲋ̅ⲧⲟⲩⲛⲧⲏⲩⲧⲛ ⲙⲁⲣⲟⲛ ⲉⲓⲥ ϩⲏⲏⲧⲉ ⲁϥϩⲱⲛ ⲉϩⲟⲩⲛ ⲛϭⲓ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟⲓ
47 ୪୭ ଜିସୁ ତାର୍ ସିସ୍ମନ୍କେ ଏ କାତା କଇବା ବେଲେ ତାର୍ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ନାଉଁର୍ ସିସ୍ ଆସି କେଟ୍ଲା । ତାର୍ ସଙ୍ଗ୍ କାତି କାଣ୍ଡା ଆରି ଟେଙ୍ଗ୍ ଡାଙ୍ଗ୍ ଦାରି ବେସି ଲକ୍ ତେଇ ଟୁଲ୍ ଅଇଲାଇ । ସେମନ୍କେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ପାଟାଇରଇଲାଇ ।
ⲙ̅ⲍ̅ⲁⲓⲧⲉⲓ ⲇⲉ ⲉϥϣⲁϫⲉ ⲉⲓⲥ ⲓⲟⲩⲇⲁⲥ ⲟⲩⲁ ⲉⲃⲟⲗ ϩⲙ ⲡⲙⲛⲧⲥⲛⲟⲟⲩⲥ ⲁϥⲉⲓ ⲁⲩⲱ ⲟⲩⲙⲏⲏϣⲉ ⲛⲙⲙⲁϥ ⲙⲛ ⲛⲉⲩⲥⲏϥⲉ ⲙⲛ ⲛⲉⲩϭⲉⲣⲟⲟⲃ ⲉⲃⲟⲗ ϩⲓⲧⲟⲟⲧⲟⲩ ⲛⲛⲁⲣⲭⲓⲉⲣⲉⲩⲥ ⲙⲛ ⲛⲉⲡⲣⲉⲥⲃⲩⲧⲉⲣⲟⲥ ⲙⲡⲗⲁⲟⲥ
48 ୪୮ ବିସ୍ବାସେ ବିସ୍ ଦେଉ ଜିଉଦା ସେମନ୍କେ ଜାନାଇ ରଇଲା । ସେ ସେମନ୍କେ କଇରଇଲା ମୁଇ ଜନ୍ ଲକ୍କେ ଚୁମ୍ବି ତାକେ ତମେ କଜ୍ଲାସ୍ନି, ତାକେ ଦାରା ।
ⲙ̅ⲏ̅ⲡⲉⲛⲧⲁϥⲡⲁⲣⲁⲇⲓⲇⲟⲩ ⲇⲉ ⲙⲙⲟϥ ⲁϥϯ ⲛⲁⲩ ⲛⲟⲩⲙⲁⲉⲓⲛ ⲉϥϫⲱ ⲙⲙⲟⲥ ϫⲉ ⲡⲉϯⲛⲁϯⲡⲉⲓ ⲉⲣⲱϥ ⲛⲧⲟϥ ⲡⲉ ⲁⲙⲁϩⲧⲉ ⲙⲙⲟϥ
49 ୪୯ ଜିଉଦା ସଲ୍କେ ଜିସୁର୍ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍!” ବଲିକରି ଚୁମ୍ଲା ।
ⲙ̅ⲑ̅ⲁϥϯ ⲡⲉϥⲟⲩⲟⲓ ⲉⲓⲏⲥ ⲉϥϫⲱ ⲙⲙⲟⲥ ϫⲉ ⲭⲁⲓⲣⲉ ϩⲣⲁⲃⲃⲉⲓ ⲁⲩⲱ ⲁϥϯⲡⲉⲓ ⲉⲣⲱϥ
50 ୫୦ ଜିସୁ ଜିଉଦାକେ କଇଲା, “ମଇତର୍ ତର୍ କାମ୍ ଦାପ୍ରେ ସାରାଇଦେସ୍ ।” ତାର୍ ପଚେ ସେମନ୍ ଜିସୁକେ ଦାରି ବାନ୍ଦି ପାକାଇଲାଇ ।
ⲛ̅ⲓⲏⲥ ⲇⲉ ⲡⲉϫⲁϥ ⲛⲁϥ ϫⲉ ⲡⲉϣⲃⲏⲣ ⲡⲉⲛⲧⲁⲕⲉⲓ ⲉⲧⲃⲏⲏⲧϥ ⲧⲟⲧⲉ ⲁⲩϯ ⲙⲡⲉⲩⲟⲩⲟⲓ ⲁⲩⲉⲓⲛⲉ ⲛⲛⲉⲩϭⲓϫ ⲉϩⲣⲁⲓ ⲉϫⲛ ⲓⲏⲥ ⲁⲩⲁⲙⲁϩⲧⲉ ⲙⲙⲟϥ
51 ୫୧ ଜିସୁର୍ ବାଟର୍ ଗଟେକ୍ ଲକ୍ ତାର୍ ନିଜର୍ କାଣ୍ଡା ବାର୍କରାଇ ମୁକିଅ ପୁଜାରିର୍ ଗତିଦାଙ୍ଗ୍ଡାକେ ମାର୍ଲା । ସେ ଲକର୍ କାନ୍ ଚିଡି ଗାଲା ।
ⲛ̅ⲁ̅ⲉⲓⲥⲟⲩⲁ ⲇⲉ ⲛⲛⲉⲧϣⲟⲟⲡ ⲙⲛ ⲓⲏⲥ ⲁϥⲥⲟⲟⲩⲧⲛ ⲛⲧⲉϥϭⲓϫ ⲉⲃⲟⲗ ⲁϥⲧⲱⲕⲙ ⲛⲧⲉϥⲥⲏϥⲉ ⲁϥⲣⲱϩⲧ ⲙⲡϩⲙϩⲁⲗ ⲙⲡⲁⲣⲭⲓⲉⲣⲉⲩⲥ ⲁϥϥⲓ ⲉⲃⲟⲗ ⲙⲡⲉϥⲙⲁⲁϫⲉ
52 ୫୨ ଜିସୁ ତାକେ କଇଲା, “ତର୍ କାଣ୍ଡା ପୁରାଇକରି ସଙ୍ଗ । ଜନ୍ ଲକ୍ମନ୍ କାଣ୍ଡା ଉଟାଇବାଇ, ସେମନ୍ କାଣ୍ଡାଇସେ ମର୍ବାଇ ।
ⲛ̅ⲃ̅ⲧⲟⲧⲉ ⲡⲉϫⲁϥ ⲛⲁϥ ⲛϭⲓ ⲓⲏⲥ ϫⲉ ⲛⲟⲩϫⲉ ⲛⲧⲉⲕⲥⲏϥⲉ ⲉⲡⲉⲥⲕⲟⲉⲓϩ ⲟⲩⲟⲛ ⲅⲁⲣ ⲛⲓⲙ ⲛⲧⲁⲩϫⲓⲥⲏϥⲉ ⲉⲩⲛⲁϩⲉ ⲉⲃⲟⲗ ϩⲛ ⲧⲥⲏϥⲉ
53 ୫୩ ତୁଇ କାଇ ନାଜାନୁସ୍ କି? ମୁଇ ମର୍ ବାବାକେ ସାଇଜ ମାଙ୍ଗ୍ଲେ, ସେ ମର୍ପାଇ ଦାପ୍ରେସେ, ବାର୍ଟା ଦଲେଅନି ଅଦିକ୍ ସରଗର୍ ଦୁତ୍ମନ୍କେ ପାଟାଇପାରେ ।
ⲛ̅ⲅ̅ⲏ ⲛⲅϫⲱ ⲙⲙⲟⲥ ⲁⲛ ϫⲉ ⲟⲩⲛϭⲟⲙ ⲙⲙⲟⲓ ⲉⲥⲉⲡⲥⲡⲁⲉⲓⲱⲧ ⲛϥⲧⲁϩⲟ ⲛⲁⲓ ⲉⲣⲁⲧⲟⲩ ⲧⲉⲛⲟⲩ ⲛϩⲟⲩⲟ ⲉⲙⲛⲧⲥⲛⲟⲟⲩⲥ ⲛⲗⲉⲅⲉⲱⲛ ⲛⲁⲅⲅⲉⲗⲟⲥ
54 ୫୪ ମାତର୍ ସେନ୍ତାର୍ ଆଲେ ଏଟାମନ୍ ସବୁ ଗଟ୍ସି ବଲି ସାସ୍ତରେ ଜାଇ ଜାଇଟା ଲେକା ଅଇଲା ଆଚେ, ସେଟା କେନ୍ତି ପୁରାପୁରୁନ୍ ଅଇସି?”
ⲛ̅ⲇ̅ⲛⲁϣ ϭⲉ ⲛϩⲉ ⲉⲩⲛⲁϫⲱⲕ ⲉⲃⲟⲗ ⲛϭⲓ ⲛⲉⲅⲣⲁⲫⲏ ⲛⲛⲉⲡⲣⲟⲫⲏⲧⲏⲥ ϫⲉ ϩⲁⲡⲥ ⲉⲧⲣⲉⲥϣⲱⲡⲉ ϩⲓⲛⲁⲓ
55 ୫୫ ତାର୍ ପଚେ ଜିସୁ ତେଇ ଟୁଲ୍ଅଇରଇବା ଲକ୍ମନ୍କେ କଇଲା, “ମୁଇ କାଇ ଗଟେକ୍ ପାଲାଇବା କାଙ୍ଗାର୍ଜେ ଟେଙ୍ଗ୍ ଡାଙ୍ଗ୍ ଆରି କାଣ୍ଡା ଦାରି ମକେ ଦାର୍ବାର୍ ଆସିଆଚାସ୍? ମୁଇ ସବୁ ଦିନ୍ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍ ନାଇ!
ⲛ̅ⲉ̅ϩⲛ ⲧⲉⲩⲛⲟⲩ ⲉⲧⲙⲙⲁⲩ ⲡⲉϫⲁϥ ⲛϭⲓ ⲓⲏⲥ ⲛⲙⲙⲏⲏϣⲉ ϫⲉ ⲛⲧⲁⲧⲉⲧⲛⲉⲓ ⲉⲃⲟⲗ ⲉϭⲟⲡⲧ ⲛⲑⲉ ⲛⲟⲩⲱϫ ⲙⲛ ⲛⲉⲧⲛⲥⲏϥⲉ ⲙⲛ ⲛⲉⲧⲛϭⲉⲣⲟⲟⲃ ⲛⲉⲓϩⲙⲟⲟⲥ ⲙⲙⲏⲛⲉ ⲡⲉ ϩⲙ ⲡⲣⲡⲉ ⲉⲓϯ ⲥⲃⲱ ⲁⲩⲱ ⲙⲡⲉⲧⲛⲁⲙⲁϩⲧⲉ ⲙⲙⲟⲓ
56 ୫୬ ଜାଇଟା ଅବେ, ବବିସତ୍ବକ୍ତାମନ୍ ସାସ୍ତରେ ଜାଇଟା ଲେକ୍ଲାଇ ଆଚତ୍, ସେ ସବୁ ସିଦ୍ ଅଇବାକେ ଏଟା ଗଟ୍ଲା ।” ସେଡ୍କିବେଲେ ସିସ୍ମନ୍ ସବୁଲକ୍ ଜିସୁକେ ଚାଡି ପାଲାଇଲାଇ ।
ⲛ̅ⲋ̅ⲡⲁⲓ ⲇⲉ ⲧⲏⲣϥ ⲛⲧⲁϥϣⲱⲡⲉ ϫⲉⲕⲁⲥ ⲉⲩⲉϫⲱⲕ ⲉⲃⲟⲗ ⲛϭⲓ ⲛⲉⲅⲣⲁⲫⲏ ⲛⲛⲉⲡⲣⲟⲫⲏⲧⲏⲥ ⲧⲟⲧⲉ ⲛⲉϥⲙⲁⲑⲏⲧⲏⲥ ⲧⲏⲣⲟⲩ ⲁⲩⲕⲱ ⲙⲙⲟϥ ⲛⲥⲱⲟⲩ ⲁⲩⲡⲱⲧ
57 ୫୭ ଜିସୁକେ ବନ୍ଦି କରୁମନ୍ ତାକେ ବଡ୍ ପୁଜାରି କାୟାପାର୍ ଗରେ ନେଲାଇ । ସିତି ଦରମ୍ ଗୁରୁ ଆରି ପାର୍ଚିନ୍ମନ୍ ଟୁଲ୍ ଅଇରଇଲାଇ ।
ⲛ̅ⲍ̅ⲛⲧⲟⲟⲩ ⲇⲉ ⲁⲩⲁⲙⲁϩⲧⲉ ⲛⲓⲏⲥ ⲁⲩϫⲓ ⲙⲙⲟϥ ϣⲁⲕⲁⲓⲫⲁⲥ ⲡⲁⲣⲭⲓⲉⲣⲉⲩⲥ ⲡⲙⲁ ⲛⲧⲁⲛⲉⲅⲣⲁⲙⲙⲁⲧⲉⲩⲥ ⲙⲛ ⲛⲉⲡⲣⲉⲥⲃⲩⲧⲉⲣⲟⲥ ⲥⲱⲟⲩϩ ⲉⲣⲟϥ
58 ୫୮ ପିତର୍ କଣ୍ଡେକ୍ ଦୁରିକେ ରଇକରି ଜିସୁକେ ଦେକ୍ତେ ରଇଲା । ଆରି ସେ କାୟାପା ଗରର୍ ଡାଣ୍ଡ୍ଜାକ ଗାଲା । ଏ ସବୁ ଗଟ୍ନା କାଇଟା ଅଇସି ବଲି ସେଟା ଦେକ୍ବାକେ ପିତର୍ ମନ୍ଦିର୍ ଜାଗୁଆଲ୍ମନର୍ ସଙ୍ଗ୍ ତେଇ ବସ୍ଲା ।
ⲛ̅ⲏ̅ⲡⲉⲧⲣⲟⲥ ⲇⲉ ⲛⲉϥⲟⲩⲏϩ ⲛⲥⲱⲟⲩ ⲙⲡⲟⲩⲉ ϣⲁ ⲉϩⲟⲩⲛ ⲉⲧⲁⲩⲗⲏ ⲙⲡⲁⲣⲭⲓⲉⲣⲉⲩⲥ ⲛⲧⲉⲣⲉϥⲃⲱⲕ ⲇⲉ ⲉϩⲟⲩⲛ ⲛⲉϥϩⲙⲟⲟⲥ ⲙⲛ ⲛϩⲩⲡⲏⲣⲉⲧⲏⲥ ⲉⲛⲁⲩ ⲉⲑⲁⲏ
59 ୫୯ ମୁକିଅ ପୁଜାରିମନ୍ ଆରି ବଡ୍ ସବାଇ ରଇଲା ସବୁ ଲକ୍ମନ୍ ଜିସୁକେ ମରନ୍ ଡଣ୍ଡ୍ ଦେବାକେ ତାର୍ ବିରୁଦେ ମିଚ୍ କାତା କଜ୍ବାକେ ଚେସ୍ଟା କଲାଇ ।
ⲛ̅ⲑ̅ⲛⲁⲣⲭⲓⲉⲣⲉⲩⲥ ⲇⲉ ⲙⲛ ⲡⲥⲩⲛϩⲉⲇⲣⲓⲟⲛ ⲧⲏⲣϥ ⲛⲛⲉⲩϣⲓⲛⲉ ⲛⲥⲁⲟⲩⲙⲛⲧⲙⲛⲧⲣⲉ ⲛⲛⲟⲩϫ ⲉϩⲟⲩⲛ ⲉⲓⲏⲥ ϫⲉⲕⲁⲥ ⲉⲩⲉⲙⲟⲩⲟⲩⲧ ⲙⲙⲟϥ
60 ୬୦ କେତେ କେତେ ଲକ୍ମନ୍ ଜିସୁର୍ ବିରୁଦେ ମିଚ୍ କାତା କଇଲାଇ । ମାତର୍ ସେନ୍ତାରି କାଇ ବୁଲ୍ କାତା ମିସା ମିଲେ ନାଇ । ପଚେ ଦୁଇଲକ୍ ଉଟିକରି,
ⲝ̅ⲁⲩⲱ ⲙⲡⲟⲩϩⲉ ⲉⲟⲩⲟⲛ ⲁϩⲁϩ ⲇⲉ ⲙⲙⲛⲧⲣⲉ ⲛⲛⲟⲩϫ ⲉⲓ ⲉϩⲟⲩⲛ ⲙⲛ ⲛⲥⲱⲥ ⲇⲉ ⲁⲩϯⲡⲉⲩⲟⲩⲟⲓ ⲛϭⲓ ⲥⲛⲁⲩ
61 ୬୧ “ଏ ଲକ୍ ମୁଇ ପର୍ମେସରର୍ ମନ୍ଦିର୍ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତରେକ୍ ଉଟାଇ ଦେଇପାରି ।” ବଲି କଇରଇଲା ।
ⲝ̅ⲁ̅ⲉⲩϫⲱ ⲙⲙⲟⲥ ϫⲉ ⲁⲡⲁⲓ ϫⲟⲟⲥ ϫⲉ ⲟⲩⲛϣϭⲟⲙ ⲙⲙⲟⲓ ⲉⲃⲱⲗ ⲉⲃⲟⲗ ⲙⲡⲉⲓⲣⲡⲉ ⲉⲕⲟⲧϥ ⲛϣⲟⲙⲛⲧ ⲛϩⲟⲟⲩ
62 ୬୨ ବଡ୍ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍ ନାଇ? ଏମନ୍ କଇବା କାତା ଚାପ୍ବାକେ ତୁଇ ଆରି କାଇଟା କଇବାର୍ ଆଚେ କି?”
ⲝ̅ⲃ̅ⲁϥⲧⲱⲟⲩⲛ ⲛϭⲓ ⲡⲁⲣⲭⲓⲉⲣⲉⲩⲥ ⲡⲉϫⲁϥ ⲛⲁϥ ϫⲉ ⲛⲅⲛⲁϣⲁϫⲉ ⲁⲛ ⲁϩⲣⲟⲟⲩ ⲛⲁⲓ ⲣⲙⲛⲧⲣⲉ ⲉⲣⲟⲕ
63 ୬୩ ମାତର୍ ଜିସୁ ଚିମ୍ରାଅଇ ରଇଲା । ବଡ୍ ପୁଜାରି କଇଲା, “ମୁଇ ତମ୍କେ ଜିବନ୍ ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କରାଇ ପାଚାର୍ଲିନି, ସତ୍ କଅ, ତୁଇ କାଇ ପର୍ମେସରର୍ ପିଲା ମସିଅ କି?”
ⲝ̅ⲅ̅ⲓⲏⲥ ⲇⲉ ⲛⲉϥⲕⲱ ⲛⲣⲱϥ ⲡⲉϫⲁϥ ⲇⲉ ⲛⲁϥ ⲛϭⲓ ⲡⲁⲣⲭⲓⲉⲣⲉⲩⲥ ϫⲉ ϯⲧⲁⲣⲕⲟ ⲙⲙⲟⲕ ⲙⲡⲛⲟⲩⲧⲉ ⲉⲧⲟⲛϩ ϫⲉⲕⲁⲥ ⲉⲕⲉϫⲟⲟⲥ ⲛⲁⲛ ϫⲉ ⲛⲧⲟⲕ ⲡⲉ ⲡⲉⲭⲥ ⲡϣⲏⲣⲉ ⲙⲡⲛⲟⲩⲧⲉ
64 ୬୪ ଜିସୁ କଇଲା, “ତୁଇ ସମାନ୍ କାତା କଇଆଚୁସ୍ । ମାତର୍ ମୁଇ ତମ୍କେ ସବୁ ଲକ୍କେ କଇଲିନି, ପର୍ମେସର୍ ପାଟାଇଲା ନର୍ପିଲା ମୁଇ, ଦାପ୍ରେ ସେ ସବୁର୍ ଉପ୍ରର୍ ମାପ୍ରୁର୍ ଉଜା ବାଟେ ବସ୍ବାକେ ଗାଲିନି, ଆରି ମକେ ତମେ ସର୍ଗେଅନି ବାଦଲ୍ ସଙ୍ଗ୍ ଉତ୍ରି ଆଇବାଟା ଦେକ୍ସା ।”
ⲝ̅ⲇ̅ⲡⲉϫⲁϥ ⲛⲁϥ ⲛϭⲓ ⲓⲏⲥ ϫⲉ ⲛⲧⲟⲕ ⲡⲉⲛⲧⲁⲕϫⲟⲟⲥ ⲡⲗⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲓⲛ ⲧⲉⲛⲟⲩ ϫⲉ ⲧⲉⲧⲛⲁⲛⲁⲩ ⲉⲡϣⲏⲣⲉ ⲙⲡⲣⲱⲙⲉ ⲉϥϩⲙⲟⲟⲥ ϩⲓⲟⲩⲛⲁⲙ ⲛⲧϭⲟⲙ ⲁⲩⲱ ⲉϥⲛⲏⲩ ⲉϩⲣⲁⲓ ϩⲓϫⲛ ⲛⲉⲕⲗⲟⲟⲗⲉ ⲛⲧⲡⲉ
65 ୬୫ ଏ କାତା ସୁନି ବଡ୍ ପୁଜାରି ତାର୍ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍ମେସର୍କେ ନିନ୍ଦା କର୍ବାଟା! ଆରି ବିନ୍ ସାକି ଦର୍କାର୍ ନାଇ । ତମେ ଏବେସେ ଏ ଲକ୍ ପର୍ମେସର୍କେ ନିନ୍ଦା କର୍ବାଟା ସୁନ୍ଲାସ୍ ।
ⲝ̅ⲉ̅ⲧⲟⲧⲉ ⲡⲁⲣⲭⲓⲉⲣⲉⲩⲥ ⲁϥⲡⲱϩ ⲛⲛⲉϥϩⲟⲓⲧⲉ ⲉϥϫⲱ ⲙⲙⲟⲥ ϫⲉ ⲁϥϫⲓⲟⲩⲁ ⲛⲧⲛⲣⲭⲣⲓⲁ ⲁⲛ ⲙⲙⲛⲧⲣⲉ ϫⲓⲛⲉⲧⲉⲛⲟⲩ ⲉⲓⲥ ϩⲏⲏⲧⲉ ⲧⲉⲛⲟⲩ ⲁⲧⲉⲧⲛⲥⲱⲧⲙ ⲉⲡⲟⲩⲁ
66 ୬୬ ଏ ବିସଇନେଇ କରି ତମେ କାଇଟା ବାବ୍ଲାସ୍ନି?” ସେମନ୍ ସବୁ ଲକ୍ କଇଲାଇ, “ସେ ଦସ୍ କରିଆଚେ, ମରନ୍ ଡଣ୍ଡ୍ ପାଇବାର୍ ଦର୍କାର୍ ଆକା ।”
ⲝ̅ⲋ̅ⲟⲩ ⲡⲉⲧⲥⲇⲟⲕⲉⲓ ⲛⲏⲧⲛ ⲛⲧⲟⲟⲩ ⲇⲉ ⲁⲩⲟⲩⲱϣⲃ ⲉⲩϫⲱ ⲙⲙⲟⲥ ϫⲉ ϥⲟ ⲛⲉⲛⲟⲭⲟⲥ ⲉⲡⲙⲟⲩ
67 ୬୭ ତାର୍ ପଚେ ସେମନ୍ ଜିସୁର୍ ମୁଏଁ ତୁକ୍ଲାଇ ଆରି ମାର୍ଲାଇ । କେତେ ଲକ୍ ତାକେ ଚାପଡ୍ ସଙ୍ଗ୍ ମାରି କଇଲାଇ,
ⲝ̅ⲍ̅ⲧⲟⲧⲉ ⲁⲩⲛⲉϫⲡⲁϭⲥⲉ ⲉϩⲟⲩⲛ ϩⲙ ⲡⲉϥϩⲟ ⲁⲩⲱ ⲁⲩϯⲕⲗⲯ ⲉϫⲱϥ ϩⲉⲛⲕⲟⲟⲩⲉ ⲇⲉ ⲁⲩϯⲁⲁⲥ ⲉϩⲟⲩⲛ ⲉϩⲣⲁϥ
68 ୬୮ “ଏ କିରିସ୍ଟ! ବବିସତ୍ କାତା ଅଲପ୍ କଅ । ତକେ କେ ମାର୍ଲା କଇଦେକ୍ ପନି!”
ⲝ̅ⲏ̅ⲉⲩϫⲱ ⲙⲙⲟⲥ ϫⲉ ⲡⲣⲟⲫⲏⲧⲉⲩⲉ ⲛⲁⲛ ⲧⲉⲛⲟⲩ ⲡⲉⲭⲥ ϫⲉ ⲛⲓⲙ ⲡⲉⲛⲧⲁϥⲣⲁϩⲧⲕ
69 ୬୯ ପିତର୍ ବଡ୍ ପୁଜାରିର୍ ଦୁଆର୍ ମୁଆଟେ ବସି ରଇଲା ବେଲେ ଗଟେକ୍ ବଡ୍ ପୁଜାରିର୍ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍ ଜିସୁର୍ ସଙ୍ଗ୍ ରଇଲୁସ୍ କାଇକି?”
ⲝ̅ⲑ̅ⲡⲉⲧⲣⲟⲥ ⲇⲉ ⲛⲉϥϩⲙⲟⲟⲥ ⲡⲉ ϩⲓⲡⲥⲁⲙⲃⲟⲗ ϩⲣⲁⲓ ϩⲛ ⲧⲁⲩⲗⲏ ⲁⲥϯⲡⲉⲥⲟⲩⲟⲓ ⲉⲣⲟϥ ⲛϭⲓ ⲟⲩϩⲙϩⲁⲗ ⲉⲥϫⲱ ⲙⲙⲟⲥ ϫⲉ ⲛⲧⲟⲕ ϩⲱⲱⲕ ⲟⲛ ⲛⲉⲕ ⲙⲛ ⲓⲏⲥ ⲡⲅⲁⲗⲓⲗⲁⲓⲟⲥ
70 ୭୦ ମାତର୍ ପିତର୍ ସବୁର୍ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍ନି ମୁଇ ନାଜାନି ।”
ⲟ̅ⲛⲧⲟϥ ⲇⲉ ⲁϥⲁⲣⲛⲁ ⲙⲡⲉⲙⲧⲟ ⲉⲃⲟⲗ ⲛⲟⲩⲟⲛ ⲛⲓⲙ ⲉϥϫⲱ ⲙⲙⲟⲥ ϫⲉ ⲛϯⲥⲟⲟⲩⲛ ⲁⲛ ϫⲉ ⲉⲣϫⲱ ⲙⲙⲟⲥ ϫⲉ ⲟⲩ
71 ୭୧ ଏନ୍ତି କଇକରି ପିତର୍ ଦୁଆର୍ ମୁଆଁଟ୍ ଲଗେ ଉଟିଗାଲା । ଆରି ଗଟେକ୍ ବିନ୍ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍ମନ୍କେ କଇଲା, “ଏ ନାଜରିତର୍ ଜିସୁର୍ ସଙ୍ଗ୍ ରଇଲା ।”
ⲟ̅ⲁ̅ⲛⲧⲉⲣⲉϥⲉⲓ ⲇⲉ ⲉⲃⲟⲗ ⲉⲑⲁⲉⲓⲧ ⲁⲥⲛⲁⲩ ⲉⲣⲟϥ ⲛϭⲓ ⲕⲉⲟⲩⲉⲓ ⲡⲉϫⲁⲥ ⲛⲛⲉⲧϩⲙ ⲡⲙⲁ ⲉⲧⲙⲙⲁⲩ ϫⲉ ⲡⲁⲓ ⲉⲛⲉϥϣⲟⲟⲡ ⲙⲛ ⲓⲏⲥ ⲡⲛⲁⲍⲱⲣⲁⲓⲟⲥ
72 ୭୨ ପିତର୍ ଆରି ତରେକ୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ସେ ଲକ୍କେ ନାଜାନି ।”
ⲟ̅ⲃ̅ⲡⲁⲗⲓⲛ ⲁϥⲁⲣⲛⲁ ⲉϥⲣⲁⲛⲁϣ ϫⲉ ⲛϯⲥⲟⲟⲩⲛ ⲁⲛ ⲙⲡⲣⲱⲙⲉ
73 ୭୩ କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
ⲟ̅ⲅ̅ⲙⲛⲛⲥⲁ ⲟⲩⲕⲟⲩⲓ ⲇⲉ ⲁⲩϯⲡⲉⲩⲟⲩⲟⲓ ⲉⲡⲉⲧⲣⲟⲥ ⲛϭⲓ ⲛⲉⲧⲁϩⲉⲣⲁⲧⲟⲩ ⲡⲉϫⲁⲩ ⲛⲁϥ ϫⲉ ⲛⲁⲙⲉ ⲛⲧⲕ ⲟⲩⲉⲃⲟⲗ ϩⲱⲱⲕ ⲛϩⲏⲧⲟⲩ ⲕⲁⲓ ⲅⲁⲣ ⲧⲉⲕⲁⲥⲡⲉ ⲟⲩⲱⲛϩ ⲙⲙⲟⲕ ⲉⲃⲟⲗ
74 ୭୪ ପିତର୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ମର୍ କାତା ସତ୍ ଆକା । ନଇଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ସେ ଲକ୍କେ ମୁଇ ନାଜାନି ।” ସେଦାପ୍ରେ କୁକ୍ଡା ଡାକ୍ଲା ।
ⲟ̅ⲇ̅ⲧⲟⲧⲉ ⲁϥⲁⲣⲭⲉⲓ ⲛⲱⲣⲕ ⲁⲩⲱ ⲉⲕⲁⲉⲩⲱ ⲉϩⲣⲁⲓ ϫⲉ ⲛϯⲥⲟⲟⲩⲛ ⲁⲛ ⲙⲡⲣⲱⲙⲉ ⲁⲩⲱ ⲛⲧⲉⲩⲛⲟⲩ ⲁⲡⲁⲗⲉⲕⲧⲱⲣ ⲙⲟⲩⲧⲉ
75 ୭୫ ଆରି ଜିସୁ ଜନ୍ ଜନ୍ କାତା କଇରଇଲା, କୁକ୍ଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ । ସେ ସବୁ ପିତର୍ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍ ଅଇ କାନ୍ଦ୍ଲା ।
ⲟ̅ⲉ̅ⲁϥⲣⲡⲙⲉⲉⲩⲉ ⲛϭⲓ ⲡⲉⲧⲣⲟⲥ ⲙⲡϣⲁϫⲉ ⲛⲧⲁⲓⲏⲥ ϫⲟⲟϥ ϫⲉ ⲙⲡⲁⲧⲉⲟⲩⲁⲗⲉⲕⲧⲱⲣ ⲙⲟⲩⲧⲉ ⲕⲛⲁⲁⲡⲁⲣⲛⲁ ⲙⲙⲟⲓ ⲛϣⲟⲙⲛⲧ ⲛⲥⲟⲡ ⲁⲩⲱ ⲁϥⲉⲓ ⲉⲃⲟⲗ ⲁϥⲣⲓⲙⲉ ⲉⲙⲁⲧⲉ