< ମାତିଉ 25 >
1 ୧ “ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ ।
Tedy podobne będzie królestwo niebieskie dziesięciu pannom, które wziąwszy lampy swoje, wyszły przeciwko oblubieńcowi.
2 ୨ ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ ।
A było z nich pięć mądrych, a pięć głupich.
3 ୩ ବକୁଆ ରଇଲା ଦାଙ୍ଗ୍ଡିମନ୍ ଅଦିକ୍ ଚିକନ୍ ନେଇ ନ ରଇଲାଇ ।
One głupie wziąwszy lampy swoje, nie wzięły oleju z sobą.
4 ୪ ମାତର୍ ଚତୁର୍ ରଇବା ଦାଙ୍ଗ୍ଡିମନ୍ ନିଜର୍ ନିଜର୍ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍ ବର୍ତି କରି ନେଇରଲାଇ ।
Lecz mądre wzięły oleju w naczynia swoje z lampami swemi.
5 ୫ ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।”
A gdy oblubieniec odwłaczał z przyjściem, zdrzemały się wszystkie i posnęły.
6 ୬ ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା! ବର୍ ଦାଙ୍ଗ୍ଡା ଆଇଲାବେ! ଆସା ସେମନ୍କେ ଡାକିଆନୁ!”
A o północy stał się krzyk: Oto oblubieniec idzie; wynijdźcie przeciwko niemu!
7 ୭ ଦାଙ୍ଗ୍ଡିମନ୍ ଉଟିକରି ନିଜର୍ ନିଜର୍ ବତିମନ୍ ସାଜାଡ୍ଲାଇ ।
Tedy wstały one wszystkie panny i ochędożyły lampy swoje.
8 ୮ ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ “ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।”
Ale głupie rzekły do mądrych: Dajcie nam z oleju waszego, boć lampy nasze gasną.
9 ୯ ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, “ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।”
I odpowiedziały one mądre, mówiąc: Nie damy, by snać nam i wam nie dostało; idźcie raczej do sprzedawających, a kupcie sobie.
10 ୧୦ ସେଟାର୍ପାଇ ବୁଦି ନଇଲା ଦାଙ୍ଗ୍ଡିମନ୍ ଚିକନ୍ ଗେନ୍ବାକେ ବାରଇଲାଇ । ସେମନ୍ ଗାଲା, ପଚେ ବର୍ ଦାଙ୍ଗ୍ଡା ଆସି କେଟ୍ଲା । ଜାଗ୍ରତ୍ ଅଇରଇଲା ପାଁଚ୍ଟା ଚତୁର୍ ଦାଙ୍ଗ୍ଡିମନ୍ ତାକର୍ ସଙ୍ଗ୍ ବିବା ବଜିତେଇ ଗାଲା ପଚେ କାପାଟ୍ ଡାବିଅଇଗାଲା ।
A gdy odeszły kupować, przyszedł oblubieniec; a te, które były gotowe, weszły z nim na wesele; i zamknione są drzwi.
11 ୧୧ ସେ ବୁଦି ନ ରଇଲା ଦାଙ୍ଗ୍ଡିମନ୍ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍ରୁ, ଏ ମାପ୍ରୁ କାପାଟ୍ ଉଗାଡା, ଆମେ ବିତ୍ରେ ଜିବୁ ବଲି ସେମନ୍ ଆଉଲି ଅଇଲାଇ ।
Lecz potem przyszły i one drugie panny, mówiąc: Panie, Panie, otwórz nam!
12 ୧୨ ବର୍ଦାଙ୍ଗ୍ଡା କଇଲା, “ମୁଇ ସତ୍ କଇଲିନି, ତମେ କେ, ମୁଇ ନାଜାନି ।”
A on odpowiadając, rzekł: Zaprawdę powiadam wam, nie znam was.
13 ୧୩ କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।”
Czujcież tedy; bo nie wiecie dnia ani godziny, której Syn człowieczy przyjdzie.
14 ୧୪ “ସରଗ୍ ରାଇଜ୍ ଏନ୍ତାରି, ସେ ବିସଇର୍ ଆରି ଗଟେକ୍ କାତା ସୁନା । ତରେକ୍ ଗଟେକ୍ ଲକ୍ ତାର୍ ଚାକର୍ମନ୍କେ, ତାର୍ ସଁପତି ଚାଡିଦେଇ ବିଦେସେ ଉଟିଗାଲା ।
Albowiem jako człowiek precz odjeżdżający zwołał sług swoich i oddał im dobra swoje;
15 ୧୫ ସେମନର୍ ପାର୍ବା ଇସାବେ ସେମନ୍କେ କେତେକ୍ କେତେକ୍ ଡାବୁ ଜିମା ଦେଲା । ଗଟେକ୍ ଲକ୍କେ ପାଁଚ୍ ଅଜାର୍ ରୁପା ଟାଙ୍ଗା ଦେଲା, ଗଟେକ୍ ଲକ୍କେ ଦୁଇ ଅଜାର୍, ଆରି ଗଟେକ୍ଲକ୍କେ ଅଜାର୍ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା ।
I dał jednemu pięć talentów, a drugiemu dwa, a drugiemu jeden, każdemu według przemożenia jego, i zaraz precz odjechał.
16 ୧୬ ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା ।
A poszedłszy on, który wziął pięć talentów, robił niemi, i zyskał drugie pięć talentów.
17 ୧୭ ସେନ୍ତାରି ଦୁଇ ଅଜାର୍ଟା ନେଇରଇଲା ଚାକର୍ ମିସା ଆରି ଦୁଇ ଅଜାର୍ ଲାବ୍କଲା ।
Także i on, który wziął dwa, zyskał i ten drugie dwa.
18 ୧୮ ମାତର୍ ଜନ୍ ଚାକର୍ ଅଜାର୍ଟା ପାଇରଇଲା, ସେ ଗଟେକ୍ କାଲ୍କୁନି ସାଉକାର୍ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
Ale ten, który wziął jeden, odszedłszy wykopał dół w ziemi, i skrył pieniądze pana swego.
19 ୧୯ “ବେସିଦିନ୍ ଗାଲା ପଚେ ସାଉକାର୍ ବାଅଡ୍ଲା ଆରି ଚାକର୍ମନର୍ ସଙ୍ଗ୍ ଇସାବ୍କିତାବ୍ କଲା ।”
A po długim czasie przyszedł pan onych sług, i rachował się z nimi.
20 ୨୦ ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ଆସି ଆରି ପାଁଚ୍ ଅଜାର୍ ଦେଇ କଇଲା, “ସାଉକାର୍ ତମେ ମକେ ପାଁଚ୍ ଅଜାର୍ ଦେଇରଇଲାସ୍, ଏଦେ ଦେକା, ମୁଇ ଆରି ପାଁଚ୍ ଅଜାର୍ ଲାବ୍ କଲିଆଚି ।”
Tedy przystąpiwszy on, który był wziął pięć talentów, przyniósł drugie pięć talentów, mówiąc: Panie! oddałeś mi pięć talentów, otom drugie pięć talentów zyskał niemi.
21 ୨୧ ସାଉକାର୍ ସାର୍ଦା ଅଇ ତାକେ କଇଲା, “ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।”
I rzekł mu pan jego: To dobrze, sługo dobry i wierny! nad małem byłeś wiernym, nad wielem cię postanowię; wnijdź do radości pana twego.
22 ୨୨ “ଦୁଇ ଅଜାର୍ ରୁପାଟାଙ୍ଗା ନେଇ ରଇଲା ଚାକର୍ ଆସି କଇଲା, ସାଉକାର୍ ତମେ ମକେ ଦୁଇ ଅଜାର୍ ଦେଇ ରଇଲାସ୍, ମୁଇ ଆରି ଦୁଇ ଅଜାର୍ ଲାବ୍ କଲିଆଚି ।”
A przystąpiwszy i on, który był dwa talenty wziął, rzekł: Panie! oddałeś mi dwa talenty, otom drugie dwa talenty zyskał niemi.
23 ୨୩ ସାଉକାର୍ କଇଲା, କେଡେକ୍ ନିକ! ତୁଇ ମିସା ମର୍ ବଡିଆ ଚାକର୍ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍ । ଏବେ ତର୍ ଜିମାରେ ମୁଇ ବୁତେକ୍ ଦନ୍ ଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।
Rzekł mu pan jego: To dobrze, sługo dobry i wierny! gdyżeś był wierny nad małem, nad wielem cię postanowię; wnijdź do radości pana twego.
24 ୨୪ ସାରାସାରି ଅଜାର୍ ରୁପାଟାଙ୍ଗା ପାଇରଇଲା ଚାକର୍ ଆସି କଇଲା, “ଏ ସାଉକାର୍ ମୁଇ ଜାନି, ତମେ ଗଟେକ୍ ବେସି ରିସା ଅଇବା ଲକ୍ । ବୁନି ନ ରଇବା ପଦାଇ କାଟ୍ସା ଆରି ବିଅନ୍ ନ ବୁନିକରି ତାସ୍ ବାରା ବାନ୍ଦ୍ସା ।
A przystąpiwszy i ten, który był wziął jeden talent, rzekł: Panie! wiedziałem, że jesteś człowiek srogi, który żniesz, gdzieś nie rozsiewał, i zbierasz, gdzieś nie rozsypywał;
25 ୨୫ ସେଟାର୍ ପାଇ ମୁଇ ଡରିକରି ତମର୍ ଦନ୍ ମାଟିତେଇ କାଲ୍କୁନି ତପି ରଇଲି । ଏଦେ ଦେକା! ତମର୍ ସେ ଟାଙ୍ଗା!”
Bojąc się tedy, szedłem i skryłem talent twój w ziemię; oto masz, co twego jest.
26 ୨୬ ସାଉକାର୍ କଇଲା, “ଅଇରେ କାମ୍କେ ନଇଲା ବାଡୁ! ତୁଇତା ଜାନିରଇଲୁସ୍, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍ ଟୁଲିଆଇବି ।
A odpowiadając pan jego, rzekł mu: Sługo zły i gnuśny! wiedziałeś, iż żnę, gdziem nie rozsiewał, i zbieram, gdziem nie rozsypywał;
27 ୨୭ ତେବେ ମର୍ ଟାଙ୍ଗାନେଇ ବିନ୍ ଲକ୍ମନ୍କେ କଲନ୍ତର୍ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍ ମିଲ୍ତା ।”
Przetożeś miał pieniądze moje dać tym, co pieniędzmi handlują, a ja przyszedłszy, wziąłbym był, co jest mojego, z lichwą.
28 ୨୮ ଏନ୍ତାରି କଇ ସାଉକାର୍ ଆଦେସ୍ ଦେଲା, ଏ ଚାକରର୍ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍ ଆତେ ଦସ୍ଅଜାର୍ ଆଚେ, ତାକେ ଦେଇଦିଆସ୍ ।
Przetoż weźmijcie od niego ten talent, a dajcie temu, który ma dziesięć talentów.
29 ୨୯ କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍ ଦିଆଅଇସି । ଆରି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ ତାର୍ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
(Albowiem każdemu, który ma, będzie dano, i obfitować będzie; a od tego, który nie ma, i to, co ma, będzie od niego odjęto.)
30 ୩୦ ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।
A niepożytecznego sługę wrzućcie do onych ciemności zewnętrznych, tam będzie płacz i zgrzytanie zębów.
31 ୩୧ ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି,
A gdy przyjdzie Syn człowieczy w chwale swojej, i wszyscy święci Aniołowie z nim, tedy usiądzie na stolicy chwały swojej,
32 ୩୨ ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି ।
I będą zgromadzone przed niego wszystkie narody, i odłączy je, jedne od drugich, jako pasterz odłącza owce od kozłów.
33 ୩୩ ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି ।
A postawi owce zaiste po prawicy swojej, a kozły po lewicy.
34 ୩୪ ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, “ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
Tedy rzecze król tym, którzy będą po prawicy jego: Pójdźcie, błogosławieni Ojca mego! odziedziczcie królestwo wam zgotowane od założenia świata.
35 ୩୫ ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ ।
Albowiem łaknąłem, a daliście mi jeść; pragnąłem, a daliście mi pić; byłem gościem, a przyjęliście mię;
36 ୩୬ ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।”
Byłem nagim, a przyodzialiście mię; byłem chorym, a nawiedziliście mię; byłem w więzieniu, a przychodziliście do mnie.
37 ୩୭ ଦରମ୍ ଲକ୍ମନ୍ କଇବାଇ, “ମାପ୍ରୁ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ?
Tedy mu odpowiedzą sprawiedliwi, mówiąc: Panie! kiedyżeśmy cię widzieli łaknącym, a nakarmiliśmy cię? albo pragnącym, a napoiliśmy cię?
38 ୩୮ କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ?
I kiedyśmy cię widzieli gościem, a przyjęliśmy cię? albo nagim, a przyodzialiśmy cię?
39 ୩୯ କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ?”
Albo kiedyśmy cię widzieli chorym, albo w więzieniu, a przychodziliśmy do ciebie?
40 ୪୦ ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
A odpowiadając król, rzecze im: Zaprawdę powiadam wam, cokolwiekieście uczynili jednemu z tych braci moich najmniejszych, mnieście uczynili.
41 ୪୧ ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି “ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ! (aiōnios )
Potem rzecze i tym, którzy będą po lewicy: Idźcie ode mnie, przeklęci! w ogień wieczny, który zgotowany jest dyjabłu i Aniołom jego. (aiōnios )
42 ୪୨ ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍ ନାଇ, ମକେ ସସ୍ କଲାଜେ ପାନି ଗୁଡିକ୍ ଦିଆସ୍ ନାଇ ।
Albowiem łaknąłem, a nie daliście mi jeść; pragnąłem, a nie daliście mi pić;
43 ୪୩ ମୁଇ ଅଚିନାର୍ ଅଇ ରଇଲା ବେଲେ ମକେ ଡାକାସ୍ ନାଇ । ମୁଇ ଡୁମ୍ଣ୍ଡା ରଇଲା ବେଲେ ମକେ ବସ୍ତର୍ ପିନ୍ଦାଆସ୍ ନାଇ । ଜର୍ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍ କରାସ୍ନାଇ ।”
Byłem gościem, a nie przyjęliście mię; nagim, a nie przyodzialiście mię; chorym i w więzieniu, a nie nawiedziliście mię.
44 ୪୪ ସେମନ୍ ସେଡ୍କିବେଲେ ମକେ କଇବାଇ, “ମାପ୍ରୁ, ତମ୍କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍ ରଇଲା ବେଲେ, ଡୁମ୍ଣ୍ଡା ରଇଲା ବେଲେ ଆରି ଜର୍ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍କେ ସାଇଜ କରୁ ନାଇ?”
Tedy mu odpowiedzą i oni, mówiąc: Panie! kiedyśmy cię widzieli łaknącym, albo pragnącym, albo gościem, albo nagim, albo chorym, albo w więzieniu, a nie służyliśmy tobie?
45 ୪୫ ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ ।
Tedy im odpowie, mówiąc: Zaprawdę powiadam wam, czegościekolwiek nie uczynili jednemu z tych najmniejszych, i mnieście nie uczynili.
46 ୪୬ ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।” (aiōnios )
I pójdą ci na męki wieczne; ale sprawiedliwi do żywota wiecznego. (aiōnios )