< ମାତିଉ 24 >

1 ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍‌ମନ୍‌ ମନ୍ଦିର୍‌ ପିଣ୍ଡା ଦୁଆରେ ରଇବା ବଡ୍‌ ବଡ୍‌ ପାକ୍‌ନା ବାଟେ ଦେକାଇଲାଇ ।
Saliendo Jesús del Templo, íbase de allí, y sus discípulos se le acercaron para hacerle contemplar las construcciones, del Templo.
2 ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍‌ଲାସ୍‌ନି । ମୁଇ ତମ୍‌କେ ସତ୍‌ କଇଲିନି ଏ ମନ୍ଦିରର୍‌ ଗଟେକ୍‌ ମିସା ପାକ୍‌ନା ତାର୍‌ ଜାଗାଇ ନ ରଏ । ସବୁଜାକ ଅଦ୍‌ରି ବିଲିଜାଇସି ।”
Entonces Él les respondió y dijo: “¿Veis todo esto? En verdad, os digo, no quedará aquí piedra sobre piedra que no sea derribada”.
3 ଜିସୁ ଜିତ୍‌ ନାଉଁର୍‌ ଡଙ୍ଗର୍‌ ଉପ୍‌ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍‌ମନ୍‌ ଆସି ତାକେ ପାଚାର୍‌ଲାଇ, “ଏ ସବୁଜାକ କେବ୍‌କେ ଅଇସି ଆମ୍‌କେ କୁଆ କାଇ ଗଟ୍‍ନା ଗଟ୍‌ଲେ ଆମେ ଜାନିପାର୍‌ବୁ ଜେ ତମର୍‌ ଆଇବା ବେଲା ଅଇଲାନି ଆରି ଏ ଜୁଗ୍‌ ସେସ୍‌ ଅଇସି ବଲି?” । (aiōn g165)
Después, habiendo ido a sentarse en el Monte de los Olivos, se acercaron a Él sus discípulos en particular, y le dijeron: “Dinos cuándo sucederá esto, y cuál será la señal de tu advenimiento y de la consumación del siglo”. (aiōn g165)
4 ଜିସୁ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ଜେନ୍ତିକି କେ ମିସା ତମ୍‌କେ ନ ନାଡାଅତ୍‌ ।
Jesús les respondió diciendo: “Cuidaos que nadie os engañe.
5 କେତେ କେତେ ଲକ୍‌ମନ୍‌ ମର୍‌ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍‌ଟ ମସିଅ ।’ ସେମନ୍‌ ଏନ୍ତାର୍‌ କଇ କେତେ କେତେ ଲକ୍‌ମନ୍‌କେ ନାଡାଇବାଇ ।
Porque muchos vendrán bajo mi nombre, diciendo: “Yo soy el Cristo”, y a muchos engañarán.
6 ତମର୍‌ ଲଗେ ଅଇତେ ରଇବା ଜୁଇଦର୍‌ କିଲ୍‌ବିଲ୍‌ ଅଇବାଟା ସୁନ୍‌ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍‌ କବର୍‌ ଜାନ୍‌ସା । ମାତର୍‌ ଡରାନାଇ, ବାଇଦରେ ଏନ୍ତି ଗଟ୍‍ନା ଅଇସି । ମାତର୍‌ ଏଟାର୍‌ ଅରତ୍‌ ନଏଁ ଜେ, ଜୁଗ୍‌କାଲ୍‌ କେଟିଗାଲା ।
Oiréis también hablar de guerras y rumores de guerras. ¡Mirad que no os turbéis! Esto, en efecto, debe suceder, pero no es todavía el fin.
7 ଦେସ୍‌ ଦେସ୍‌ ବିତ୍‌ରେ ଜୁଇଦ୍‌ ଅଇସି, ଗଟେକ୍‌ ରାଇଜ୍‌ ଆରି ଗଟେକ୍‌ ରାଇଜ୍‌ ଉପ୍‌ରେ ଜୁଇଦ୍‌ କର୍‌ସି । ସବୁ ବାଟେ ମର୍‌ଡି ଆରି ଦର୍‌ତନି ଚୁଲ୍‌ବୁଲ୍‌ସି ।
Porque se levantará pueblo contra pueblo, reino contra reino, y habrá en diversos lugares hambres y pestes y terremotos.
8 ମାତର୍‌ ଏଟାମନ୍‌ ସବୁ ମାଇଜିମନର୍‌ ଆତ୍‌ଗଡ୍‌ ସୁକ୍‌ଅଇବା ବେଲେ ପର୍‌ତୁମ୍‌ ପର୍‌ତୁମ୍‌ ଅଇବା ଦୁକାସୁକା ପାରା ।
Todo esto es el comienzo de los dolores”.
9 ତମେ ଦାରାଇ ଅଇ ମାଡ୍‌ କାଇବାକେ ଆରି ମରନର୍‌ ଡଣ୍ଡ୍‌ ପାଇବାକେ ସର୍‌ପି ଅଇସା । ତମେ ମକେ ବିସ୍‌ବାସ୍‌ କଲାର୍‍ ପାଇ ବଲି ସବୁ ଲକ୍‌ ଗିନ୍‌ କର୍‌ବାଇ ।
“Después os entregarán a la tribulación y os matarán y seréis odiados de todos los pueblos por causa de mi nombre.
10 ୧୦ ସେଡ୍‌କିବେଲେ କେତେ କେତେ ଲକ୍‌ ତାକର୍‌ ବିସ୍‌ବାସ୍‌ ଆରାଇବାଇ, ତାକର୍‌ ତାକର୍‌ ବିତ୍‌ରେ ଗିନ୍‌ ଅଇକରି ତାକର୍‌ ତାକର୍‌ ବିତ୍‌ରେ ବିସ୍‌ବାସେ ବିସ୍‌ ଦିଆ ଦିଇ ଅଇବାଇ ।
Entonces se escandalizarán muchos, y mutuamente se traicionarán y se odiarán.
11 ୧୧ ସେବେଲେ କେତେ କେତେକ୍‌ ଟକାବଣ୍ଡା ବବିସତ୍‌ବକ୍‌ତା ଆସିକରି ଲକ୍‌ମନ୍‌କେ ନାଡାଇବାଇ ।
Surgirán numerosos falsos profetas, que arrastrarán a muchos al error;
12 ୧୨ ଏନ୍ତାରି ଅଇ ପାପ୍‌ ଅଦିକ୍‌ ଅଦିକ୍‌ ଅଇସି ଆରି ପର୍‌ମେସର୍‌ ପାଇରଇବା ଲକ୍‌ମନର୍‌ ଆଲାଦ୍‌ ସିତଲ୍‌ ଅଇଜାଇସି ।
y por efecto de los excesos de la iniquidad, la caridad de los más se enfriará.
13 ୧୩ ମାତର୍‌ ଜେ ସାରାସାରି ଜାକ ମୁର୍‌ଚିକରି ରଇସି, ସେ ମୁକ୍‌ତି ପାଇସି ।
Mas el que perseverare hasta el fin, ese será salvo.
14 ୧୪ ରାଇଜର୍‌ ସବୁ ବାସାର୍‌ ଲକ୍‌ମନର୍‌ ଲଗେ, ମାପ୍‌ରୁର୍‌ ସାକିଦେବାକେ ଦୁନିଆର୍‌ ଗୁଲାଇବାଟେ ତାର୍‌ କାତା ସୁନାଇବାଇ । ତାର୍‌ପଚେ ସେ ଜୁଗ୍‌ ସାର୍‌ସି ।”
Y esta Buena Nueva del Reino será proclamada en el mundo entero, en testimonio a todos los pueblos. Entonces vendrá el fin.
15 ୧୫ ଦାନିଏଲ୍‌ ବବିସତ୍‌ବକ୍‌ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍‌ ଦିନ୍‌ ତମେ ଆରି ତରେକ୍‌ ଦେକ୍‌ସା । ସେଟା ସୁକଲ୍‌ ଜାଗାକେ ଅସୁକଲ୍‌ କରିଦେଇସି । ଇତିର୍‌ ଅରତ୍‌ କାଇଟା, ପଡ୍‌ଲା ଲକ୍‌ ବୁଜା ।
Cuando veáis, pues, la abominación de la desolación, predicha por el profeta Daniel, instalada en el lugar santo —el que lee, entiéndalo—,
16 ୧୬ ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
entonces los que estén en Judea, huyan a las montañas;
17 ୧୭ ଜନ୍‌ ଲକ୍‌ମନ୍‌ ଚାଉନି ଉପ୍‌ରେ ରଇବାଇ, ସେମନ୍‌ ଗର୍‌ବିତ୍‌ରର୍‌ ଜିନିସ୍‌ ପତର୍‌ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍‌ ।
quien se encuentre en la terraza, no baje a recoger las cosas de la casa;
18 ୧୮ ଜନ୍‌ ଲକ୍‌ମନ୍‌ ପଦାଇ ଜାଇତେ ରଇବାଇ, ସେମନ୍‌ ତାକର୍‌ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍‌ ।
quien se encuentre en el campo, no vuelva atrás para tomar su manto.
19 ୧୯ ସେଡ୍‌କିବେଲେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ପିଲାକେ ଦୁଦ୍‌ କୁଆଇତେ ରଇବା ମାମନର୍‌ ଦସା କେଡେ ଇନସ୍‌ତା ଅଇସି ।
¡Ay de las que estén encintas y de las que críen en aquel tiempo!
20 ୨୦ ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅ । ସେଟାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେ ରୁଆ, ଜେନ୍ତାରି କି ସିତ୍‌ମାସେ ନଇଲେ ବିସ୍‌ରାମ୍‌ବାରେ ତମ୍‌କେ ପାଲାଇବାକେ ନ ପଡେ ।
Rogad, pues, para que vuestra huida no acontezca en invierno ni en día de sábado.
21 ୨୧ ସେବେଲେ ଜନ୍‌ ଦୁକ୍‌ ପାଇବାକେ ପଡ୍‌ସି, ଦୁନିଆ ତିଆର୍‌ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍‌ଟତେଇଅନି ଅଦିକ୍‌ ଅଇଜାଇସି । ସେନ୍ତାରି ଦୁକ୍‌ ଆଗ୍‌କେ ଆରି କେବେ ନ ଆସେ ।
Porque habrá, entonces, grande tribulación, cual no la hubo desde el principio del mundo hasta ahora, ni la habrá más.
22 ୨୨ ମାତର୍‌ ପର୍‌ମେସର୍‌ ଦୁକର୍‌ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍‌ ସେ ବାଚିରଇବା ଲକ୍‌ମନ୍‌କେ ଜିଆଇବାପାଇ ପର୍‌ମେସର୍‌ ସେ ବେଲା ଉନାକରି ଦେଇଆଚେ ।
Y si aquellos días no fueran acortados, nadie se salvaría; mas por razón de los elegidos serán acortados esos días.
23 ୨୩ ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
Si entonces os dicen: “Ved, el Cristo está aquí o allá”, no lo creáis.
24 ୨୪ କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍‌ବକ୍‌ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍‌ ସେବେଲେ ଦେକାଇଅଇବାଇ । ସେମନ୍‌ କାବା ଅଇଜିବା କାମ୍‌ମନ୍‌ ଦେକାଇ ପର୍‌ମେସର୍‌ ବାଚି ରଇବା ଲକ୍‌ମନ୍‌କେ ମିସା ନାଡାଇବାଇ ।
Porque surgirán falsos cristos y falsos profetas, y harán cosas estupendas y prodigios, hasta el punto de desviar, si fuera posible, aún a los elegidos.
25 ୨୫ ଦେକା, ସେ ବେଲା ନ ଆଇବା, ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
¡Mirad que os lo he predicho!
26 ୨୬ “ଦେକା, ଜଦି ଲକ୍‌ମନ୍‌ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍‌ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍‌କେ ବିସ୍‌ବାସ୍‌ କରା ନାଇ ।
Por tanto, si os dicen: “Está en el desierto”, no salgáis; “está en las bodegas”, no lo creáis.
27 ୨୭ ଉଦିଆନ୍‌ ଦିଗେଅନି ବୁଡ୍‌ତି ଦିନ୍‌ ଜାକ ଜେନ୍ତାରି ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରି ଅଇକରିସେ ନର୍‌ପିଲା ମୁଇ ଆଇବି ।”
Porque, así como el relámpago sale del Oriente y brilla hasta el Poniente, así será la Parusía del Hijo del Hombre.
28 ୨୮ “ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।”
Allí donde esté el cuerpo, allí se juntarán las águilas”.
29 ୨୯ ସେ ଦୁକର୍‌ବେଲା ସାର୍‌ବା ବେଲେ, ବେଲ୍‌ ଜାଉଁଲି ଜାଇସି, ଜନ୍‌ ଆରି ଉଜଲ୍‌ ନ ଡିସାଏ, ବାଦ୍‌ଲେଅନି ତାରାମନ୍‌ ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ଦେବାଟାମନ୍‌ ସବୁ ବାଟ୍‌ ବାନା ଅଇଜିବାଇ ।
“Inmediatamente después de la tribulación de aquellos días el sol se oscurecerá, y la luna no dará más su fulgor, los astros caerán del cielo, y las potencias de los cielos serán conmovidas.
30 ୩୦ ତାର୍‌ ପଚେ ନରପିଲା ମୁଇ ବାଦ୍‌ଲେ ଆଇବାଟା ଦେକ୍‌ସା । ଆରି ଡାକ୍‌ପୁଟାଅଇ ପାନି ବାଦ୍‌ଲେ ବପୁ ସଙ୍ଗ୍‍ ଆଇବାଟା ଦେକି ଦର୍‍ତନିର୍‍ ଲକ୍‌ମନ୍‌ କାନ୍ଦାବୁବା ଅଇଜିବାଇ ।
Entonces aparecerá en el cielo la señal del Hijo del Hombre, y entonces se lamentarán todas las tribus de la tierra, y verán al Hijo del Hombre viniendo sobre las nubes del cielo con Poder y gloria grande.
31 ୩୧ ବଡ୍‌ ମଇରି ବାଜ୍‌ସି । ଆରି ଗୁଲାଇ ସରଗର୍‌ ଗଟେକ୍‌ କନେ ଅନି ବିନ୍‌ ବିନ୍‌ କନେ ରଇବା ମର୍‌ ବାବା ବାଚି ରଇବା ଲକ୍‌ମନ୍‌କେ ଟୁଲିଆଇବାକେ ମୁନୁସ୍‌ ପିଲା ମୁଇ ମର୍‌ ଦୁତ୍‌ମନ୍‌କେ ପାଟାଇବି ।
Y enviará sus ángeles con trompeta de sonido grande, y juntarán a los elegidos de Él de los cuatro vientos, de una extremidad del cielo hasta la otra”.
32 ୩୨ ଡୁମ୍‌ରି ଗଚେଅନି ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
“De la higuera aprended esta semejanza: cuando ya sus ramas se ponen tiernas, y sus hojas brotan, conocéis que está cerca el verano.
33 ୩୩ ସମାନ୍‍ ସେନ୍ତାର୍‌ସେ ଏ ସବୁ ଜାକ ଅଇବାଟା ଦେକ୍‌ଲେ, ସାରାସାରି ଦିନ୍‌କାଲ୍‌ ଆରାମ୍‌ ଅଇଲା ବଲି ତମେ ଜାନା ।
Así también vosotros cuando veáis todo esto, sabed que está cerca, a las puertas.
34 ୩୪ “ଏତାଇରୁଆ, ମୁଇ ସତ୍‌ କଇଲିନି, ଏବେ ଜିବନ୍‌ ରଇଲା ଲକ୍‌ମନର୍‌ ବିତ୍‌ରେଅନି ସବୁ ଲକ୍‌ ମର୍‌ବା ଆଗ୍‌ତୁ, ଏସବୁ ବିସଇ ଗଟ୍‌ସି ।
En verdad, os digo, que no pasará la generación esta hasta que todo esto suceda.
35 ୩୫ ସରଗ୍‌ ଆରି ମଚ୍‌ପୁର୍‌ କୁରୁପ୍‌ନାସ୍‌ ଅଇଜାଇସି, ମାତର୍‌ ମର୍‌ ସବୁ ବାକିଅ କେବେ ମିଚ୍‌ ନ ଅଏ ।
El cielo y la tierra pasarán, pero las palabras mías no pasarán ciertamente”.
36 ୩୬ “ସେ ଦିନ୍‌, ସେ ବେଲା କେବେ ଆଇସି, କେ କଇନାପାରତ୍‌ । ପର୍‌ମେସରର୍‌ ପିଲା ମୁଇ ମିସା କି ସରଗର୍‌ ଦୁତ୍‌ମନ୍‌ ମିସା ସେ କାତା ନାଜାନତ୍‌, ବାବା ପର୍‌ମେସର୍‌ ଆକା ଜାନିଆଚେ ।
“Mas en cuanto al día aquel y a la hora, nadie sabe, ni los ángeles del cielo, sino el Padre solo.
37 ୩୭ ନଅର୍‌ ବେଲେ ଜେନ୍ତାରି ଗଟିରଇଲା, ସମାନ୍‍ ସେନ୍ତାରିସେ ନର୍‌ପିଲା ମୁଇ ଆଇବା ବେଲା ମିସା ।
Y como sucedió en tiempo de Noé, así será la Parusía del Hijo del Hombre.
38 ୩୮ ପୁର୍‌ତିବି ଉପ୍‌ରେ ପାନି ବର୍‌ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍‌ବା ଜାକ, ଲକ୍‌ମନ୍‌ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
Porque así como en el tiempo que precedió al diluvio, comían, bebían, tomaban en matrimonio y daban en matrimonio, hasta el día en que entró Noé en el arca,
39 ୩୯ ପାନିତେଇ ସେମନ୍‌ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍‌ପିଲା ମୁଇ ଆଇବା ବେଲେ ସମାନ୍‍ ସେନ୍ତାରି ଅଇସି ।
y no conocieron hasta que vino el diluvio y se los llevó a todos, así será también la Parusía del Hijo del Hombre.
40 ୪୦ ସେ ବେଲାଇ ପଦାଇ ପାଇଟି କର୍‌ତେ ରଇବା ଦୁଇ ଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ବାଚ୍‌ବାଇ ଆରି ଗଟେକ୍‌ ଲକ୍‌କେ ଚାଡିଦେବାଇ ।
Entonces, estarán dos en el campo, el uno será tomado, y el otro dejado;
41 ୪୧ ଗର୍‌ତେରଇବା ଦୁଇଟା ମାଇଜି ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ବାଚି ଅଇସି ଆରି ଗଟେକ୍‌ ଲକ୍‌ ରଇଜାଇସି ।
dos estarán moliendo en el molino, la una será tomada y la otra dejada”.
42 ୪୨ ସେନ୍ତି ବଇଲେ ତମେ ଜାଗ୍‌ରତ୍‌ ଅଇ ରୁଆ, କାଇକେ ବଇଲେ ତମର୍‌ ମାପ୍‌ରୁ କେଡେବେଲା ଆଇସି, ତମେ ନାଜାନାସ୍‌ ।
“Velad, pues, porque no sabéis en qué día vendrá vuestro Señor.
43 ୪୩ କେଡେବଲ୍‌ ଚର୍‌ ପୁର୍‌ସି ବଲି ଜାନିରଇଲେ, ଗର୍‌ ସାଉକାର୍‌ ଜାଗ୍‌ରତ୍‌ ରଇ ଚର୍‌କେ ଗରେ ପୁର୍‌ବାକେ ନ ଦେଏ ।
Comprended bien esto, porque si supiera el amo de casa a qué hora de la noche el ladrón había de venir, velaría ciertamente y no dejaría horadar su casa.
44 ୪୪ ତମେ ମିସା ସବୁବେଲେ ଜାଗ୍‌ରତ୍‌ ରଇକରି ତିଆର୍‌ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍‌ପିଲା ମୁଇ ଉଟିଆଇବି ।
Por eso, también vosotros estad prontos, porque a la hora que no pensáis, vendrá el Hijo del Hombre.
45 ୪୫ “ସେନ୍ତି ବଇଲେ କେ ତେବେ ନିମାନ୍‌ ଆରି ବୁଦି ରଇବା ଦାଙ୍ଗ୍‌ଡା? ଜାର୍‌ ଉପ୍‌ରେ ସାଉକାର୍‌ ବିନ୍‌ ଦାଙ୍ଗ୍‌ଡାମନର୍‌ ଟିକ୍‌ ବେଲାଇ, କାଇବା କାଦି ଦେବା ଦାଇତ୍‌ ଦେଇରଇସି ।
¿Quién es, pues, el siervo fiel y prudente, a quien puso el Señor sobre su servidumbre para darles el alimento a su tiempo?
46 ୪୬ ସାଉକାର୍‌ ବାଉଡି ଆଇଲା ବେଲେ ସେ ଦାଙ୍ଗ୍‌ଡା ଜଦି ଟିକ୍‌ ସଙ୍ଗ୍‍ କାମ୍‌ କରିରଇସି ବଇଲେ, ତାର୍‌ କେଡେକ୍‌ ନିକ କରମ୍‌!
¡Feliz el servidor aquel, a quien su señor al venir hallare obrando así!
47 ୪୭ ମୁଇ ସତ୍‌ କଇଲିନି, ସେନ୍ତାରି ଦାଙ୍ଗ୍‌ଡାକେ ସାଉକାର୍‌ ଗଟେକ୍‌ ଦିନେ ତାର୍‌ ସବୁ ଦନ୍‌ ସଁପତିର୍‌ ଦାଇତ୍‌ ଦେଇ ଦେଇସି ।
En verdad, os digo, lo pondrá sobre toda su hacienda.
48 ୪୮ ମାତର୍‌ ସେ ଦାଙ୍ଗ୍‌ଡା ଜଦି ‘ସାଉକାର୍‌ ନ ଆସେତା’ ବଲି ବାବ୍‌ସି ଆରି
Pero si aquel siervo malo dice en su corazón: “Se me retrasa el señor”,
49 ୪୯ ବିନ୍‌ ଦାଙ୍ଗ୍‌ଡାମନ୍‌କେ ମାର୍‌ପିଟ୍‌ କରି ମଦୁଆମନର୍‌ ସଙ୍ଗ୍‌ କିଆପିଆ କର୍‌ତେ ରଇସି,
y se pone a golpear a sus consiervos y a comer y a beber con los borrachos;
50 ୫୦ ସେ ଜାଗ୍‌ରତ୍‌ ନ ରଇଲା ବେଲେ ଆରି ଜନ୍‌ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍‌ ବାଉଡିଆଇସି ।
volverá el señor de aquel siervo en día que no espera, y en hora que no sabe,
51 ୫୧ ତାକେ ସେଡ୍‌କି ବେଲେ କଣ୍ଡ୍‌ କଣ୍ଡ୍‌ କରି କାଟି ଦେଇସି । ସେ ନାଡାଉମନର୍‌ ଦସାର୍‌ ଡଣ୍ଡ୍‌ ପାଇସି । ଆରି ସାରାସାରି ଦାଁତ୍‌ କାତ୍‌ରି ମାର୍‌ଚପ୍‌ ଅଇ କାନ୍ଦ୍‌ସି ।”
y lo separará y le asignará su suerte con los hipócritas; allí será el llanto y el rechinar de dientes”.

< ମାତିଉ 24 >

The World is Destroyed by Water
The World is Destroyed by Water