< ମାତିଉ 22 >
1 ୧ ଜିସୁ ଆରିତରେକ୍ ଉଦାଅରଣ୍ ଦେଇ ଲକ୍ମନ୍କେ ସିକିଆ ଦେଲା ।
And Jesus answered and spake unto them again by parables, and said,
2 ୨ ପର୍ମେସରର୍ ସରଗ୍ ରାଇଜ୍ ଏନ୍ତାରି । ତରେକ୍ ଗଟେକ୍ ରାଜା ତାର୍ ପିଲାର୍ପାଇ ବଜି କରାଇଲା ।
The kingdom of heaven is like unto a certain king, which made a marriage for his son,
3 ୩ ଜନ୍ ଲକ୍ମନ୍କେ ବିବା ବଜିଟାନେ କବର୍ ଦେଇରଇଲା, ସେମନ୍କେ ଡାକିଆନ୍ବାକେ ଦାଙ୍ଗ୍ଡାମନ୍କେ ପାଟାଇଲା । ମାତର୍ ସେମନ୍ ନିଚ୍ଲାଇ ।
And sent forth his servants to call them that were bidden to the wedding: and they would not come.
4 ୪ ବିବାଟାନେ ଗାଗଡ୍ ଚେଲିମନ୍କେ ମାରି ବଜି ଅଇଲା ଆଚେ । ଦାପ୍ରେ ଆସା ବଲି ରାଜା ଆରି ତରେକ୍ ବିନ୍ ଦାଙ୍ଗ୍ଡାମନ୍କେ କଇପାଟାଇଲା ।
Again, he sent forth other servants, saying, Tell them which are bidden, Behold, I have prepared my dinner: my oxen and [my] fatlings [are] killed, and all things [are] ready: come unto the marriage.
5 ୫ ମାତର୍ କବର୍ ପାଇରଇଲା ଲକ୍ମନ୍ ଏ କାତା ନ ମାନିକରି ନିଜର୍ ନିଜର୍ ପାଇଟି କର୍ବାର୍ ଦାର୍ଲାଇ । କେତେ ଲକ୍ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍ ଲକ୍ ତାକର୍ ଦୁକାନେ ଉଟିଗାଲାଇ ।
But they made light of [it], and went their ways, one to his farm, another to his merchandise:
6 ୬ ଆରି କେତେ ଲକ୍ ରାଜାର୍ ଦାଙ୍ଗ୍ଡାମନ୍କେ ଦାରି ମାରି ମରାଇଲାଇ ।
And the remnant took his servants, and entreated them spitefully, and slew [them].
7 ୭ ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ ।
But when the king heard [thereof], he was wroth: and he sent forth his armies, and destroyed those murderers, and burned up their city.
8 ୮ ତାର୍ ପଚେ ରାଜା ଗତିଦାଙ୍ଗ୍ଡାମନ୍କେ ଡାକି କଇଲା, ବିବା ବଜିର୍ ରାନ୍ଦାବାଡା ସାର୍ଲାବେ ମାତର୍ ମୁଇ କବର୍ ଦେଇରଇଲା ଲକ୍ମନ୍ ଏ ବଜି କାଇବାକେ ବାଗ୍ ନାଇ ।
Then saith he to his servants, The wedding is ready, but they which were bidden were not worthy.
9 ୯ ଏବେ ତମେ ଜାଇକରି ଗାଉଁପାଲିର୍ ଗୁଡା ଆରି ପୁଟ୍ମନ୍କେ, ଜେତ୍କି ଲକ୍କେ ବେଟ୍ ଅଇସା ସେ ସବୁ ଲକ୍ମନ୍କେ ଆମର୍ ବଜିଟାନେ ଡାକିଆନା ।
Go ye therefore into the highways, and as many as ye shall find, bid to the marriage.
10 ୧୦ ତେବେ ଦାଙ୍ଗ୍ଡାମନ୍ ଲଗର୍ ପାକର୍ ଗାଉଁମନ୍କେ ବୁଲି ନିକ ଲକ୍ ଅଅତ୍ କି ବାନିଆ ଲକ୍ ଅଅତ୍ ଜେତ୍କି ଲକ୍କେ ବେଟ୍ ଅଇଲାଇ, ସବୁକେ ଡାକି ଆନ୍ଲାଇ । ଆରି ବିବା ଗରେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇଗାଲାଇ ।
So those servants went out into the highways, and gathered together all as many as they found, both bad and good: and the wedding was furnished with guests.
11 ୧୧ ପଚେ ରାଜା ଡାକାଇଲା ଲକ୍ମନ୍କେ ଦେକ୍ବାର୍ ଆଇଲା । ସେ ଲକ୍ମନର୍ ବିତ୍ରେ ଅନି ଗଟେକ୍ ଲକ୍ ତିଆର୍ପିଆର୍ ନ ଅଇକରି ନିକଟା ପିନ୍ଦି ନ ଆସିରଇଲାଟା ରାଜା ଦେକ୍ଲା ।
And when the king came in to see the guests, he saw there a man which had not on a wedding garment:
12 ୧୨ ରାଜା ତାର୍ ଲଗେ ଜାଇ ପାଚାର୍ଲା, “ମଇତର୍, ତୁଇ ତିଆର୍ ପିଆର୍ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍” ସେ ଲକ୍ ଚିମ୍ରା ଅଇଦେଲା ।
And he saith unto him, Friend, how camest thou in hither not having a wedding garment? And he was speechless.
13 ୧୩ ରାଜା ଦାଙ୍ଗ୍ଡାମନ୍କେ କଇଲା, “ତାର୍ ଆତ୍ ଗଡ୍ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍ । ତେଇ ସେ ଦାଁତ୍ମୁଣ୍ଡ୍ କାତ୍ରିଅଇ କାନ୍ଦି କାନ୍ଦି ରଅ ।”
Then said the king to the servants, Bind him hand and foot, and take him away, and cast [him] into outer darkness; there shall be weeping and gnashing of teeth.
14 ୧୪ ଜିସୁ କାତାନି କଇସାରାଇ କଇଲା, ବେସି ଲକ୍କେ ଡାକ୍ବାଇ, ମାତର୍ ଉନାଲକ୍କେ ବାଚ୍ବାଇ ।
For many are called, but few [are] chosen.
15 ୧୫ କେତେଟା ପାରୁସିମନ୍ ଜାଇକରି ଜିସୁକେ ପର୍ସନ୍ ପାଚାରି ପାନ୍ଦେ ପାକାଉଁ ବଲି ବାବ୍ଲାଇ ।
Then went the Pharisees, and took counsel how they might entangle him in [his] talk.
16 ୧୬ ସେମନ୍ ତାକର୍ କେତେଟା ସିସ୍ମନ୍କେ ଆରି ଏରଦର୍ ଦଲେଅନି କେତେଟା ଲକ୍ମନ୍କେ ଜିସୁର୍ ଲଗେ ପାଟାଇଲାଇ । ଏମନ୍ ଆସି ଜିସୁକେ ପାଚାର୍ଲାଇ, “ଗୁରୁ, ତମେ ସତ୍ କଇସା ଆରି ପର୍ମେସରର୍ ସତ୍ ବିସଇ ସିକିଆ ଦେବାଟା ଆମେ ଜାନୁ । ତମେ ମୁନୁସ୍ମନର୍ ମର୍ଜିତାକେ କାତୁର୍ କରାସ୍ ନାଇ । ଲକ୍ମନ୍ କାଇ ବଲି ବାବ୍ବାଇ ବଲି ଚିନ୍ତା କରାସ୍ ନାଇ ।
And they sent out unto him their disciples with the Herodians, saying, Master, we know that thou art true, and teachest the way of God in truth, neither carest thou for any [man]: for thou regardest not the person of men.
17 ୧୭ ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍ନି? ରମିୟ ସର୍କାର୍କେ ସିସ୍ତୁ ଦେବାଟା ଆମର୍ ଦରମ୍ ସାସ୍ତରର୍ ଇସାବେ ଟିକ୍ କି ନାଇ?”
Tell us therefore, What thinkest thou? Is it lawful to give tribute unto Caesar, or not?
18 ୧୮ ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, “ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି?
But Jesus perceived their wickedness, and said, Why tempt ye me, [ye] hypocrites?
19 ୧୯ ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।” ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
Shew me the tribute money. And they brought unto him a penny.
20 ୨୦ ଜିସୁ ସେମନ୍କେ ପାଚାର୍ଲା “ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ?”
And he saith unto them, Whose [is] this image and superscription?
21 ୨୧ ସେମନ୍ କଇଲାଇ, “ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍କେ କଇଲା, “ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।”
They say unto him, Cæsar’s. Then saith he unto them, Render therefore unto Cæsar the things which are Cæsar’s; and unto God the things that are God’s.
22 ୨୨ ଏ କାତା ସୁନି ସେମନ୍ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
When they had heard [these words], they marvelled, and left him, and went their way.
23 ୨୩ ସେ ଦିନେ ସାଦୁକି ଦଲର୍ କେତେ ଲକ୍ ଜିସୁର୍ ଲଗେ ଆଇଲାଇ । ସାଦୁକିମନ୍ ମରିଗାଲେ ଆରି ତରେକ୍ ଉଟି ନଏଁ ବଲି ବିସ୍ବାସ୍ କର୍ତେ ରଇଲାଇ ।
The same day came to him the Sadducees, which say that there is no resurrection, and asked him,
24 ୨୪ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ ।
Saying, Master, Moses said, If a man die, having no children, his brother shall marry his wife, and raise up seed unto his brother.
25 ୨୫ ଗଟେକ୍ କାତା ସୁନା । ଇତି ଆମର୍ ବିତ୍ରେ ସାତ୍ବାଇ ରଇଲାଇ । ବଡ୍ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍ ପିଟିର୍ ବାଇ ତାର୍ ବଉକେ ସଙ୍ଗଇଲା ।
Now there were with us seven brethren: and the first, when he had married a wife, deceased, and, having no issue, left his wife unto his brother:
26 ୨୬ ମାତର୍ ବଡ୍ମଜିଆ, ମଜିଆ, ସାନ୍ମଜିଆ ଏନ୍ତି ଅଇକରି ସାରାସାରି ସାନର୍ ଦସା ମିସା ଏନ୍ତି ଅଇଲା ।
Likewise the second also, and the third, unto the seventh.
27 ୨୭ ସାରାସାରି ପଚେ ସେ ମାଇଜି ମିସା ମରିଗାଲା ।
And last of all the woman died also.
28 ୨୮ ଜେବେ ମଲା ଲକ୍ମନର୍ ଉଟ୍ବା ଦିନ୍ ଆଇସି, ତେବେ ଏ ମାଇଜି କାର୍ ମାଇଜି ଅଇସି? ସବୁ ଲକ୍ସେ ତାକେ ସଙ୍ଗଇ ରଇଲାଇ ।”
Therefore in the resurrection whose wife shall she be of the seven? for they all had her.
29 ୨୯ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବୁଲ୍ ବିସଇ ବାବ୍ବା ଲକ୍ମନ୍! ଦରମ୍ ସାସ୍ତରେ ପର୍ମେସରର୍ ବପୁ ବିସଇ ସମାନ୍ ଇସାବେ ଚିନ୍ତା କରାସ୍ ନାଇଜେ, ତମେ ଏ କାତା ପାଚାର୍ଲାସ୍ନି ।”
Jesus answered and said unto them, Ye do err, not knowing the scriptures, nor the power of God.
30 ୩୦ ମରିକରି ଉଟ୍ଲା ପଚେ, ମଲା ଲକ୍ମନ୍ ସରଗର୍ ଦୁତ୍ମନର୍ ପାରା ଅଇଜିବାଇ । ସେମନ୍ ଆରି ବିବା ନ ଅଅତ୍ କି ନ କରତ୍ ।
For in the resurrection they neither marry, nor are given in marriage, but are as the angels of God in heaven.
31 ୩୧ ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି?
But as touching the resurrection of the dead, have ye not read that which was spoken unto you by God, saying,
32 ୩୨ ପର୍ମେସର୍ କଇଲା ଆଚେ “ଆମେ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ମାପ୍ରୁ ।” “ପର୍ମେସର୍ ତା ଜିବନ୍ ରଇଲା ଲକ୍ମନର୍ ମାପ୍ରୁ, ମଲା ଲକ୍ମନର୍ ଅଇନାପାରେ ।”
I am the God of Abraham, and the God of Isaac, and the God of Jacob? God is not the God of the dead, but of the living.
33 ୩୩ ଲକ୍ମନ୍ ଜିସୁର୍ ସିକାଇବାଟା ସୁନିକରି କାବାଅଇଗାଲାଇ ।
And when the multitude heard [this], they were astonished at his doctrine.
34 ୩୪ ଜିସୁ ସାଦୁକିମନ୍କେ ଚୁପ୍କରାଇ ରଇବାଟା ଜାନିକରି ପାରୁସିମନ୍ ସବୁଲକ୍ ଗଟେକ୍ ଅଇ ତାର୍ ଲଗେ ଆଇଲାଇ ।
But when the Pharisees had heard that he had put the Sadducees to silence, they were gathered together.
35 ୩୫ ଆରି ସେମନର୍ ବିତ୍ରେଅନି ଗଟେକ୍ ନିୟମ୍ ସିକାଇବା ଦରମ୍ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍ ପର୍ସନ୍ ପାଚାର୍ଲା ।
Then one of them, [which was] a lawyer, asked [him a question], tempting him, and saying,
36 ୩୬ “ଏ ଗୁରୁ ମସାର୍ ଦରମ୍ ସାସ୍ତରର୍ ନିୟମ୍ ଇସାବେ ସବୁଟାନେଅନି କନ୍ ଆଦେସ୍ ମୁକିଅ?”
Master, which [is] the great commandment in the law?
37 ୩୭ ଜିସୁ ତାକେ କଇଲା, “ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା ।
Jesus said unto him, Thou shalt love the Lord thy God with all thy heart, and with all thy soul, and with all thy mind.
38 ୩୮ ଏଟା ଅଇଲାନି ସବୁର୍ଟାନେଅନି ଆଗତୁ ଆରି ମୁକିଅ ଆଦେସ୍ ।”
This is the first and great commandment.
39 ୩୯ ତାର୍ ପଚର୍ ମୁକିଅ ଆଦେସ୍ ଅଇଲାନି, ତମର୍ ଲଗର୍ ପାକର୍ ଗରର୍ ଲକ୍ମନ୍କେ ନିଜ୍କେ ଆଲାଦ୍ କଲା ପାରା ଆଲାଦ୍ କରା ।
And the second [is] like unto it, Thou shalt love thy neighbour as thyself.
40 ୪୦ ଏ ଦୁଇଟା ଆଦେସ୍ ଆକା ମସା କରିରଇବା ସବୁ ରିତିନିତି ଆରି ବବିସତ୍ବକ୍ତାମନର୍ ସିକିଆ ଜାନାଇଲାନି ।
On these two commandments hang all the law and the prophets.
41 ୪୧ କେତେଟା ପାରୁସିମନ୍ ଜିସୁର୍ ଲଗେ ରଇଲା ବେଲେ, ଜିସୁ ସେମନ୍କେ ପାଚାର୍ଲା ।
While the Pharisees were gathered together, Jesus asked them,
42 ୪୨ “କିରିସ୍ଟ ମସିଅର୍ ବିସଇ, ତମେ କାଇଟା ବାବ୍ଲାସ୍ନି? ସେ କାର୍ ପଅ?” ସେମନ୍ କଇଲାଇ, “ସେ ଦାଉଦର୍ ପଅ ।”
Saying, What think ye of Christ? whose son is he? They say unto him, [The Son] of David.
43 ୪୩ ଜିସୁ ପାଚାର୍ଲା, “ସେନ୍ତାର୍ ଆଲେ ଦାଉଦ୍ ମସିଅକେ ‘ମର୍ ମାପ୍ରୁ!’ ବଲି କାଇକେ ଜାନାଇ ଆଚେ?” କାଇକେବଇଲେ ଆତ୍ମା ଚାଲ୍ନା ଦେଲାକେ, ସେ ଲେକିଆଚେ,
He saith unto them, How then doth David in spirit call him Lord, saying,
44 ୪୪ ପର୍ମେସର୍ ମର୍ ମାପ୍ରୁକେ କଇଲା, “ଆମେ ତର୍ ସତ୍ରୁମନ୍କେ ତମର୍ ପାଦ୍ ତଲେ ନ ଆନ୍ବା ଜାକ ‘ତୁଇ ମର୍ ଉଜା ବାଟେ ବସି ରଅ ।’
The LORD said unto my Lord, Sit thou on my right hand, till I make thine enemies thy footstool?
45 ୪୫ “ଜଦି ଦାଉଦ୍ ମସିଅକେ ‘ମର୍ ମାପ୍ରୁ’ ବଲି ନାମି ଆଚେ, ତେବେ ମସିଅ କେନ୍ତି ତାର୍ ପଅ ଅଇପାର୍ସି?”
If David then call him Lord, how is he his son?
46 ୪୬ ଜିସୁକେ ଇତିର୍ ଉତର୍ କେ ମିସା ଦେଇ ନାପାର୍ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
And no man was able to answer him a word, neither durst any [man] from that day forth ask him any more [questions.]