< ମାତିଉ 21 >
1 ୧ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,
OTSITASTOTOSAU Jerusalem otsitotosau Bethphage, itum'uasuaie Olives an'ĭstop Jesus itŭp'skuyiuax na'tsitappix otŭsksĭnĭmats'ax,
2 ୨ “ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍ଲା ଦାପ୍ରେ, ଗଟେକ୍ ଗଦ ବାନ୍ଦିଅଇ ରଇବାଟା ଦେକ୍ସା ଆରି ତାର୍ ଲଗେ ତାର୍ ପିଲା ଆଚେ । ସେମନ୍କେ ମେଲି ମର୍ଲଗେ ଦାରି ଆସା ।
Ki an'ĭstsiuax, akap'ioyĭs astsi'ĭm ĭstsipi'ĭk, kikitakstŭmkonau ŭsk'omŭkstokiua aks'ĭsksipĭstau, ki o'kosepokai ak'opokitaipuyimiu: apo'tokau ki puk'sipĭppotokĭkau.
3 ୩ କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।”
Ki sĭtsĭpsatsenoainiki matap'pi, kitak'anĭstaiau Nin'a au'anĭstsiuax; ki ak'otŭmŭtsitŭpskuyiuax.
4 ୪ ଏ ଗଟ୍ନାଅନି ବାବବାଦିମନ୍ ଲେକି ରଇଲା କାତା ସିଦ୍ ଅଇଲା ।
I kŏnan'ĭstutsip mŏks'enŭpanĭstosi otan'iipiaie prophet ki an'iu,
5 ୫ “ସିଅନ୍ ଗଡେ କୁଆ! ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି, ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।”
An'ĭstok Sion otŭn'ni, Sŭm'mĭs kitsĭn'aimau kitsipuksipa'ak, ikĭnĭs'siu, ki ŭskomŭk'stoki itokhitopiu, ki o'kosepokai ŭskomŭk'stoki o'kosaie.
6 ୬ ସିସ୍ମନ୍ ଜାଇ ଜିସୁ କଇବା ଇସାବେ କଲାଇ ।
Ki ŭsksĭnĭmats'ax itappo'iau, ki Jesus itŭn'ĭstutsimiax manistanĭstopiax.
7 ୭ ଗଦ ଆରି ତାର୍ ପିଲାକେ ଦାରି ଆସି ତାକର୍ ଉପ୍ରେ ଲୁଗାମନ୍ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍ରେ ବସ୍ଲା ।
Ki itsipuksipĭp'piauaie ŭskomŭk'stoki ki okose'pokai, ki itokh'itstomiau otsĭstotos'oauĕsts ki itsittokhitstsi'iauaie osto'i,
8 ୮ ତେଇ ରଇଲା ଲକ୍ମନ୍ ଜିସୁ ଜିବା ବାଟେ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ଆରି କେତେକ୍ ଲକ୍ମନ୍ କଜ୍ରି ଡାଲ୍ ଆନି କରି ସେ ବାଟେ ଅଚାଇଦେଲାଇ ।
Ki ek'akaitappix saie'kuyiiauaie otsĭstotos'suauĕsts moksokui; ki stsĭk'ix kaiak'ĭmiau okŭn'iksĭsts ki moksoku'i itŏkh'tŭmiauĕsts.
9 ୯ ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।”
Ki anniks'isk matap'pixk i'tomaumattoyixk ki itopokiuo'ixk, awk'umiau, ki an'iau, Hosanna ŭnnianistsitŭp'itsĭs David okkui: Atsĭm'siu annŏk' aipuksipu'ŏk nin'a otsĭn'ikŏsĭm; Hosanna mĭs'tŭpspiu.
10 ୧୦ ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା ।
Otsitsipĭs'si Jerusalem, konai'akapioyis ap'aitsitaiau, ki an'iau, Tŭkka'ats?
11 ୧୧ ଲକ୍ମନ୍ ପାଚାର୍ଲାଇ, “ସେ କେ?” ବିନ୍ ଲକ୍ମନ୍ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।”
Ki akai'tappix an'iau annŏk'auk Jesus Nazareth istsiprophet, Galilee ĭstauŏsĭm'im.
12 ୧୨ ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା ।
Ki Jesus itsipim Ap'ĭstotokiuă otatoi'apioyĭs ki anniks'ĭsk itsipst'anmŭtskotŭkixk, ki itsipstawk'pumaxk natoi'apioyĭs, itsai'tŭpiksĭstsiuax, ki au'ŏtsuautuyixk otsit'aisĭnakipuauĕsts ima'pĭxĭmĕsts, ki au'mŭtskotŭkixk kŭkku'ix otsasso'pŏtsuauĕsts ima'pĭxĭmĕsts.
13 ୧୩ ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।”
Ki an'ĭstsiuax, Sĭn'aip, Noko'ai ak'anĭstop a'tsĭmoiikapioyĭs, ki ksĕsto'au kanĭs'tutsipuau kŏmos'iepĭtsix oko'auai.
14 ୧୪ ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍ ଆରି ମେଟାମନ୍ ତାର୍ ଲଗେ ଆଇଲାଇ ଆରି ସେ ସେମନ୍କେ ନିକ କଲା ।
Ki naps'tsix ki ŭs'tsekaiix itsipstotoyiauaie Natoi'apioyĭs; ki ikuttotoyiuax.
15 ୧୫ ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।
Ki omŭk'atoiapiekuax ki aisĭnakix, otĭnĭs'ĕsts skai'pĭssitapĭsts otap'ĭstutsipĭsts, ki pokax otsitsĭpst'awkkumsau natoi'apioyĭs, otan'ĭssau Hosanna ŭnnianĭstsitŭp'itsĭs David okku'i, eks'kaaisauŏkhsitŭkkiau.
16 ୧୬ ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍?”
Ki anĭstsiauaie, kikŭttaiaiokhtsĭp'ă otan'iipiau am'oxi? Ki Jesus an'ĭstsiuax, A; kikŭttomisauanĭstopa sĭnaksin, pokax ki ŭs'stax maau'auĕsts kumut'totssŭpanistsĭstutsip ĭstsak'sin?
17 ୧୭ ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା ।
Ki itskĭt'siuax ki akap'ioyĭs ittŭp'sŭxkitsĭmaie Bethany; ki annim' itsok'au.
18 ୧୮ ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା ।
Ki ksĭskŭna'tŭnni mat'skitapposi akap'ioyĭs, itun'otsiu.
19 ୧୯ ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍!” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା । (aiōn )
Ki otsĭtsĭnno'ŏsi moksoku'i omŭx'iniĭstsĭsi, itoto'aie ki matsitokonĭmau'atsaie, nam'itaitsii suio'pokĭsts, ki anĭstsiuaie, Ŭnnianĭst'sauŭsksaiĭn as it ksĕsto'a. Ki omŭx'inĭstsĭs sotŭm'ikŭnipisuiu. (aiōn )
20 ୨୦ ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, “ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା?”
Ki ŭsksĭnĭmatsax otsĭnĭs'au, skai'etŭkkiau, ki an'iau, Mau'maikipikŭnipisuiu!
21 ୨୧ ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।
Jesus an'istsiuax, kitau'mŭnĭstopuau Aumaitŭkkienoainiki, saietŭkkienoeniki itsĭstuts'ipi omŭx'ĭnistsĭsi kimataksikaksĭstutsipa, ki nokŭt'anĭstomĭnoainiki am'o nitum'moi, ŭnĭstŭp'itsit, ki ŭnĭstŭp'apiksĭstŭkit omŭk'sikĭmi; ak'ŭnĭstutsip.
22 ୨୨ ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।”
Kitak'omianĭstau'kŏmŏnipuai a'tsĭmoiikainoeniki aumai'tŭkkienoeniki, kitak'okoksuai.
23 ୨୩ ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି? ତକେ ଏ ଅଦିକାର୍ କେ ଦେଲା?”
Ki otsitsipĭs'si natoi'apioyĭs, omŭkatoiapiekuax ki matappix ot'omŭximoauax otŭs'ksĭnĭmatstŭksi ito'toiauaie, ki an'iau, Tsanĭstapotŭmapsĭn'na kumut'anĭstutsipiau am'ostsk? Tŭkka' kit'okokaii am'ok otŭmapsĭnnik?
24 ୨୪ ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି ।
Ki Jesus an'ĭstsiuax kitak'oksŭppoŏtsesattopuau tuks'kaii anik'ienoainiki kitak'ŏtanĭstopuau otŭmap'sĭnni numut'auanĭstutsipi am'ostsk.
25 ୨୫ ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି?” ସେମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ? ଜଦି ପର୍ମେସରର୍ ଟାନେଅନି ବଲି କଇଲେ, ତେବେ ସେ ଆମ୍କେ ‘ଜଅନ୍କେ କାଇକେ ବିସ୍ବାସ୍ କରାସ୍ ନାଇ?’ ବଲି କଇସି ।
John ŏtŭs'tapĭnŭksĭnni, Tsema itotstsiu'ats? Spots'im, ki matap'pi? Ki ai'sĭtsĭpsattseiau, ki an'iau, mak'anĭnaniki spots' im; nitak'anikĭnan, kumauk'stauaumaitoauaiĭsksix?
26 ୨୬ ଜଦି ଲକ୍ମନର୍ ଟାନେଅନି ବଲି କଇଲେ, ତେବେ ଲକ୍ମନ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
Ki mak'aninaniki ma tap' pi, nitstŭnnauŭnaniau matap'pix; tŭk'ka ikŏn'auaniau John mŏkoprophetsi.
27 ୨୭ ସେଟାର୍ପାଇ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।” ଜିସୁ ସେମନ୍କେ କଇଲା, “କନ୍ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍କେ ନ କଇ ।”
Ki anĭstsiauaie Jesus, ki an'iau, Nimatokot'anipĭnan. Ki an'ĭstsiuax, kimatokot'anĭstopuau otŭmap'sĭnni nimut'auanĭstutsipiau am'ostsk.
28 ୨୮ ଆଲେ ଏ ବିସଇ ତମେ କାଇ ବଲି ବାବ୍ଲାସ୍ନି କଇଦେକା ପନି? ଗଟେକ୍ ଲକର୍ ଦୁଇଟା ପଅମନ୍ ରଇଲାଇ । ଦିନେକ୍ ସେ ଲକ୍ ତାର୍ ବଡ୍ ପଅକେ କଇଲା, “ନୁନାରେ, ଆଜି ଆମର୍ ଅଙ୍ଗୁର୍ ବାଡେ ଜାଇ ପାଇଟି କର୍ ।
Ki Tsa kit'stapuau? Tuks'kŭmi matap'pi, na'tokŭm o'kosix; Ki matom'sii itoto'aie, ki an'iu, noko'ă, matap'otŭk kit annok' ksĭstsiku'i nitsĭn'sĭmman.
29 ୨୯ ‘ନାଇ ମୁଇ ନ କରି’ ବଲି ବଡ୍ ପଅ କଇଲା । ମାତର୍ ପଚେ ମନ୍ ବାଦ୍ଲାଇ ପାଇଟି କର୍ବାର୍ ଗାଲା ।
An'iu Nimat'akittappopa: ki itsako'isauaitsitau ki itsitap'po.
30 ୩୦ ସେ ଲକ୍ ସାନ୍ ପଅକେ ମିସା ସେ କାମ୍ କର୍ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍ ପଅ କଇଲା । ମାତର୍ ସେ କାମ୍ଟାନେ ମୁଲ୍କେ ଜାଏ ନାଇ ।
Ki matstsĭk'i itoto'aie ki mat'anĭstsiuaie. Ki an'iu nitak'ittappo, nin'ă; ki matsitappo'atsaie.
31 ୩୧ କଇଦେକା ପନି, ଏ ଦୁଇଟା ପଅର୍ ବିତ୍ରେ କେ ତାର୍ ବାବା ତିଆର୍ଲାଟା ମାନିରଇଲା?” ସେମନ୍ କଇଲାଇ, “ବଡ୍ ପଅ ।” ଜିସୁ ସେମନ୍କେ କଇଲା, “ମୁଇ ସତ୍ କଇଲିନି ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତମର୍ଟାନେଅନି ପରମେସରର୍ ରାଇଜେ ଆଗ୍ତୁ କେଟ୍ବାଇ ।
Tŭma' amoxi ŭs'satsĭma un'ni otsitsi'taniaie? An'ĭstsiauaie, Matom'siuă. Jesus an'ĭstsiuax, kitau'mŭnĭstopuau kitsauomai'pisuai Apĭstotokiŭa ĭstsĭn'naiisĭnni publicanĭx ki mats'akex ai'aksipimiau.
32 ୩୨ ଡୁବନ୍ ଦେଉ ଜଅନ୍ ତମର୍ଟାନେ ଆସି ଦରମର୍ ବାଟ୍ ଦେକାଇ ଦେଇରଇଲା, ମାତର୍ ତମେ ତାକେ ବିସ୍ବାସ୍ କରାସ୍ ନାଇ, ମାତର୍ ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତାର୍ କଇଲା କାତା ବିସ୍ବାସ୍ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍ କାମ୍କର୍ବାଟା ଚାଡି ମନ୍ ବାଉଡାଇ ତାକେ ବିସ୍ବାସ୍ କରାସ୍ ନାଇ ।”
Tŭk'ka John kitsitota'akuau mokom'otsitappiisĭnni ĭstokh'sokui, ki kimataumaitoauau'ats: ki publicanix ki mats'akex au'maituyiauaie: ki ksĕsto'au kitsĭnĭs'uai kimatsakoisauaitsitapuaua kŏkaumai'toausuai.
33 ୩୩ ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।”
Okh'tsĭk stsĭk'i parable, itstsiu' tuks'kŭmi nĭn'au, nap'ioyĭs ĭstsĭn'aim, itsŭppipumattomaie ĭnsĭm'man min'istsix, ki itsĭstse'pĭskŭnattomaie, ki itatun'iakiu itsĭn'iokkeĭmskaupi, ki spiap'ioyĭs itap'ĭstutsĭmaie, ki itŏk'kumatokuyiuax ai'ĭnsĭmax ki itsi'pio:
34 ୩୪ ଅଙ୍ଗୁର୍ ତଲ୍ବାବେଲେ ସେ ସାଉକାର୍ ତାର୍ ଦାଙ୍ଗ୍ଡାମନ୍କେ ନିଜର୍ ଆଦିବାଗ୍ ମାଙ୍ଗ୍ବାକେ ଚାସିମନର୍ ଲଗେ ପାଟାଇଲା ।
Ki otas'tsĭssi mĭn'ĭsts otai'akitsetspiĕsts itŭp'skuyiuax otap'otomokix aiĭnsimax mŏk'okuyĭssi ĭstsĭn'ĭsts.
35 ୩୫ ଚାସିମନ୍ ସେ ଦାଙ୍ଗ୍ଡାମନ୍କେ ଦାରି, ଗଟେକ୍ ଲକ୍କେ ମାର୍ଲାଇ, ଆରି ଗଟେକ୍ ଲକ୍କେ ମରାଇଲାଇ, ଆରି ଗଟେକ୍ ଲକ୍କେ ପାକ୍ନାସଙ୍ଗ୍ ମାରିପାକାଇଲାଇ ।
Ki ai'ĭnsĭmax mat'tuyiuax otap'otomok-ix, ki tuks'kŭmi, itauaiak'iauaie, ki stsĭk'i initsi'auaie, ki stsĭk'i okotokix itau'aiakiauaie.
36 ୩୬ ଏଟାର୍ ପାଇ ଜମି ସାଉକାର୍ ଆଗର୍ତେଇଅନି ଅଦିକ୍ ଗତିଦାଙ୍ଗ୍ଡାମନ୍କେ ପାଟାଇଲା । ବାଗ୍ ଚାସିମନ୍ ସେମନ୍କେ ମିସା ସେନ୍ତାରିସେ କଲାଇ ।
Ki mats'itŭpskuyiuax stsĭk'ix otapotomokix: ki netoi' an'ĭstutuyiauax.
37 ୩୭ ସାରାସାରି ପଚେ ପଦା ସାଉକାର୍ ଚାସିମନର୍ଟାନେ ତାର୍ପିଲାକେ ପାଟାଇଲା । ସେ ବାବ୍ଲା, ସେମନ୍ ମର୍ ପିଲାକେ ବାଦିଅରେ ନାମ୍ବାଇ ।
Ki sako'okhtsim, itŭp'skuyiu okku'i, ki aniu, ak'atsĭmmimmiau noko'a,
38 ୩୮ ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।”
Ki ai'ĭnsĭmax otsĭnno'ŏssau okku'i an'ĭstseiau Am'o otak'sinan; ki, ŏks'enĭtai, ki nŏksinan'attopĭnaniau otsinan.
39 ୩୯ ଏନ୍ତାରି କଇକରି ସେମନ୍ ତାକେ ଜମିତେଇଅନି ଦାରି ବାର୍କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
Ki een'iauaie, ki itsai'tŭpiksĭstsiauaie ĭnsĭm'man, ki initsi'auaie.
40 ୪୦ ଜିସୁ ପାଚାର୍ଲା, “ଜେଡେବେଲ୍ ଜମି ସାଉକାର୍ ଆଇସି ସେ ଚାସିମନ୍କେ କାଇଟା କର୍ସି?”
Oto'si insĭm'man istsĭn'aim, Tsa' akanĭstutuyia'atsax anniks'ĭsk ai'ĭnsĭmaxk?
41 ୪୧ ସେମନ୍ କଇଲାଇ “ବଦ୍ମାସ୍ମନ୍କେ ମାରି ମରାଇସି । ଆରି ଜନ୍ ଚାସିମନ୍ ସମାନ୍ ବେଲାଇ ତାର୍ ଆଦିବାଗ୍ ଦେବାଇ, ସେ ଜମି ସେମନର୍ ଆତେ ଜିମା ଦେଇସି ।”
Anĭstsiauaie, ak'saiĭnaknaiatsĭstutuyiuax anniks'isk sauum'itsitappixk, ki ai'akŏkkumatuyiuax otsĭn'simman stsik'ix ai'ĭnsĭmax, anniks'isk aiakokotsiauaie ĭstsĭn'ĭsts aits'ĭsau.
42 ୪୨ ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି? “ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା । ନିଜେ ମାପ୍ରୁଆକା ଏଟା କଲା ଆଚେ । ତାର୍ କାମ୍ କେତେକ୍ କାବାଅଇଜିବା କାମ୍!”
Jesus an'ĭstsiuax, kikŭttomaisauanistopuaiĭsksix natoi'sĭnaksĭsts, Ok'otoki, annŏk itsĭs'tŭpapiksĭstauŭk aiokotoksapiokoĭskaiau, netoi'nitsiu koke'i ĭstotom'okotok; am'ok Nin'a ot'apĭstutŭksĭnni ki skaie'tsip noŏps'pĭnanĭsts?
43 ୪୩ ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।”
Ŭn'nikaie kumut'anĭstopuau Spots'im istsĭn'naiisĭnni ak'otsip ksĕsto'au ki ak'okotau noke'tappix, anniks'isk aks'inasiĭxk.
44 ୪୪ ଆରି ଜେ ଏ ପାକ୍ନା ଉପ୍ରେ ଅଦର୍ସି, ସେ କଣ୍ଡ୍ କଣ୍ଡ୍ ଅଇଜାଇସି । ଆରି ଏ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେଟା ତାକେ ଚାପି କରି ଗୁଣ୍ଡ୍ କରି ଦେଇସି ।
Ki annŏk' ai'akittutŭtsĭnnĭssiuŭk annŏk' ok'otoki, aksi'ksĭsiu, ki annŏk' matap'iuŏk ai'akittutŭtsĭnĭssiuŭk okotoki aksipin'iau.
45 ୪୫ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ ।
Ki omŭk'atoiapiekuax ki Pharisees otokh'tsĭmsau parables, ĭsksĭnĭm'iau osto'auai umutai'puyisaie.
46 ୪୬ ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।
Ki otap'sŭmmŏsax mŏk'sixenŏsax, ŭs'stŭnnuyiauax akai'tappix, tŭk'ka ŭ, 'taiau mŏk'siprophetsi.