< ମାତିଉ 20 >

1 ସରଗ୍‌ ରାଇଜ୍‌ କେନ୍ତିଟା, ଏଟାର୍‌ ପାଇ ଆରି ଗଟେକ୍‌ କାତା ସୁନା । ଦିନେକ୍‌ ଗଟେକ୍‌ ଲକ୍‌ ସାକାଲ୍‌ ସାକାଲ୍‌ ତାର୍‌ ଅଙ୍ଗୁର୍‌ ବାଡେ କାମ୍‌ କରାଇବାକେ କୁଲିଆର୍‌ମନ୍‌କେ କଜ୍‌ବାର୍‌ ବାରଇଲା ।
ஸ்வர்க³ராஜ்யம் ஏதாத்³ரு’ஸா² கேநசித்³ க்³ரு’ஹஸ்யேந ஸமம்’, யோ(அ)திப்ரபா⁴தே நிஜத்³ராக்ஷாக்ஷேத்ரே க்ரு’ஷகாந் நியோக்தும்’ க³தவாந்|
2 ସେ ଜନ୍‌ ଲକ୍‌ମନ୍‌କେ ମିସ୍‌ଲା, ସେମନ୍‌କେ ଗଟେକ୍‍ ଦିନ୍‌କେ, ଗଟେକ୍‌ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍‌ ବାଡେ ପାଟାଇଲା ।
பஸ்²சாத் தை​: ஸாகம்’ தி³நைகப்⁴ரு’திம்’ முத்³ராசதுர்தா²ம்’ஸ²ம்’ நிரூப்ய தாந் த்³ராக்ஷாக்ஷேத்ரம்’ ப்ரேரயாமாஸ|
3 ତାର୍‌ ପଚେ ସାକ୍‌ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍‌ ଦଲର୍‍ ଲକ୍‌ କାଇ କାମ୍‌ ନ କରି ଟିଆଅଇ ରଇଲାଟା ଦେକ୍‌ଲା ।
அநந்தரம்’ ப்ரஹரைகவேலாயாம்’ க³த்வா ஹட்டே கதிபயாந் நிஷ்கர்ம்மகாந் விலோக்ய தாநவத³த்,
4 ସେ ଲକ୍‌ ସେମନ୍‌କେ କଇଲା, “ତମେ ମିସା ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା, ତମ୍‌କେ ମିସା ସମାନ୍‌ ଇସାବେ ବୁତି ଦେବି ।”
யூயமபி மம த்³ராக்ஷாக்ஷேத்ரம்’ யாத, யுஷ்மப்⁴யமஹம்’ யோக்³யப்⁴ரு’திம்’ தா³ஸ்யாமி, ததஸ்தே வவ்ரஜு​: |
5 ସେମନ୍‌ ଜାଇ କାମ୍‌ କର୍‌ବାର୍‌ ଦାର୍‌ଲାଇ । ସେନ୍ତାରିସେ ମୁଣ୍ଡ୍‌ବେଲାଇ, ଆଡ୍‌ବେଲାଇ ମିସା ଆରି କେତେଟା କୁଲିଆର୍‌ମନ୍‌କେ ଆନି କାମେ ମିସାଇଲା ।
புநஸ்²ச ஸ த்³விதீயத்ரு’தீயயோ​: ப்ரஹரயோ ர்ப³ஹி ர்க³த்வா ததை²வ க்ரு’தவாந்|
6 ସଞ୍ଜୁଆ ପାଁଚ୍‌ଟା ବେଲା ଆରି ତରେକ୍‌ ଆଟେ ଜାଇ ଆରି କେତେ ଲକ୍‌ ଚୁଚାଇ ଟିଆଅଇରଇବାଟା ଦେକ୍‌ଲା । ସେମନ୍‌କେ ପାଚାର୍‌ଲା “ଗୁଲାଇ ମୁଇଦାନ୍‌ କାମ୍‌ ନ କରି କାଇକେ ଇତି ଉଜେ ଉଜେ ଆଚାସ୍‌?”
ததோ த³ண்ட³த்³வயாவஸி²ஷ்டாயாம்’ வேலாயாம்’ ப³ஹி ர்க³த்வாபராந் கதிபயஜநாந் நிஷ்கர்ம்மகாந் விலோக்ய ப்ரு’ஷ்டவாந், யூயம்’ கிமர்த²ம் அத்ர ஸர்வ்வம்’ தி³நம்’ நிஷ்கர்ம்மாணஸ்திஷ்ட²த²?
7 ସେମନ୍‌ ତାକେ କଇଲାଇ, “ଆମ୍‌କେ ତା କେ ମିସା କାମେ ମିସାଅତ୍‌ ନାଇ ।” ସାଉକାର୍‌ ସେମନ୍‌କେ କଇଲା “ସେନ୍ତାର୍‌ଆଲେ ତମେ ସବୁ ଲକ୍‌ ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା ।”
தே ப்ரத்யவத³ந், அஸ்மாந் ந கோபி கர்மமணி நியும்’க்தே| ததா³நீம்’ ஸ கதி²தவாந், யூயமபி மம த்³ராக்ஷாக்ஷேத்ரம்’ யாத, தேந யோக்³யாம்’ ப்⁴ரு’திம்’ லப்ஸ்யத²|
8 ସେ ଦିନେ ସଞ୍ଜ୍‌ ଅଇଲାକେ ଅଙ୍ଗୁର୍‌ ବାଡର୍‌ ସାଉକାର୍‌ ଗୁମୁସ୍‌ତାକେ କଇଲା, “କୁଲିଆର୍‌ମନ୍‌କେ ଡାକ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ ପଚେ କାମ୍‌ ଦାର୍‌ଲାଇ, ସେମନ୍‌କେ ଆଗେ ବୁତି ଦେଇଦେସ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ତେଇଅନି ପର୍‌ତୁମ୍‌ କାମେ ମିସି ଆଚତ୍‌, ସେମନ୍‌କେ ତାକର୍‌ ବୁତି ସାରାସାରି ପଚେ ଦେସ୍‌ ।”
தத³நந்தரம்’ ஸந்த்⁴யாயாம்’ ஸத்யாம்’ ஸஏவ த்³ராக்ஷாக்ஷேத்ரபதிரத்⁴யக்ஷம்’ க³தி³வாந், க்ரு’ஷகாந் ஆஹூய ஸே²ஷஜநமாரப்⁴ய ப்ரத²மம்’ யாவத் தேப்⁴யோ ப்⁴ரு’திம்’ தே³ஹி|
9 ଜନ୍‌ ଲକ୍‌ମନ୍‌ ସଞ୍ଜୁଆ ପାଁଚ୍‌ଟା ବେଲେ କାମେ ମିସି ରଇଲାଇ ସେମନ୍‌କେ ସବୁ ଲକ୍‌କେ ଗଟେକ୍‌ ଗଟେକ୍‌ ରୁପା ଟାଙ୍ଗା ଦେଲାଇ ।
தேந யே த³ண்ட³த்³வயாவஸ்தி²தே ஸமாயாதாஸ்தேஷாம் ஏகைகோ ஜநோ முத்³ராசதுர்தா²ம்’ஸ²ம்’ ப்ராப்நோத்|
10 ୧୦ ଜନ୍‌ ଲକ୍‌ମନ୍‌ ପର୍‌ତୁମ୍‌ କାମ୍‌ ଆରାମ୍‌ କରି ରଇଲାଇ, ସେମନ୍‌କେ ଅଦିକ୍‌ ବୁତି ମିଲ୍‌ସି ବଲି ଆସା କଲାଇ । ମାତର୍‌ ସେମନ୍‌ ମିସା ଗଟେକ୍‌ସେ ରୁପା ଟାଙ୍ଗା ମିଲାଇଲାଇ ।
ததா³நீம்’ ப்ரத²மநியுக்தா ஜநா ஆக³த்யாநுமிதவந்தோ வயமதி⁴கம்’ ப்ரப்ஸ்யாம​: , கிந்து தைரபி முத்³ராசதுர்தா²ம்’ஸோ²(அ)லாபி⁴|
11 ୧୧ ସେମନ୍‌ ସେତ୍‌କି ନେଇ ମୁର୍‌ମୁରା ଅଇକରି ସାଉକାରର୍‌ ବିରୁଦେ କଇଲାଇ,
ததஸ்தே தம்’ க்³ரு’ஹீத்வா தேந க்ஷேத்ரபதிநா ஸாகம்’ வாக்³யுத்³த⁴ம்’ குர்வ்வந்த​: கத²யாமாஸு​: ,
12 ୧୨ “ସଞ୍ଜୁଆ ପାଁଚ୍‌ଟା ବେଲେ କାମ୍‌ ଆରାମ୍‌ କଲା କୁଲିଆର୍‌ମନ୍‌ ଏକାଇ ଗଟେକ୍‌ ଗଁଟାସେ କାମ୍‌ କଲାଇ ଆଚତ୍‌ । ଆମେ ଟାଇ ଟାଇ କାରାଇ, ଦିନ୍‌ଜାକ କଟ୍‌ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍‌କେ ମିସା ସେମନର୍‌ ସଙ୍ଗ୍‌ ସମାନ୍‌ କରିଦେଲାସ୍‌ ।”
வயம்’ க்ரு’த்ஸ்நம்’ தி³நம்’ தாபக்லேஸௌ² ஸோட⁴வந்த​: , கிந்து பஸ்²சாதாயா ஸே ஜநா த³ண்ட³த்³வயமாத்ரம்’ பரிஸ்²ராந்தவந்தஸ்தே(அ)ஸ்மாபி⁴​: ஸமாநாம்’ஸா²​: க்ரு’தா​: |
13 ୧୩ ସାଉକାର୍‌ ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ କଇଲା, “ମଇତର୍‌ ମୁଇ ତମ୍‌କେ ନାଡାଇ ନାଇ । ଗଟେକ୍‌ ଦିନର୍‌ ବୁତି ପାଇ ଗଟେକ୍‌ ରୁପା ଟାଙ୍ଗା ନେଇ କାମ୍‌କର୍‌ବାକେ ତମେତା ସବୁ ଲକ୍‌ ରାଜି ଅଇରଇଲାସ୍‌ ।
தத​: ஸ தேஷாமேகம்’ ப்ரத்யுவாச, ஹே வத்ஸ, மயா த்வாம்’ ப்ரதி கோப்யந்யாயோ ந க்ரு’த​: கிம்’ த்வயா மத்ஸமக்ஷம்’ முத்³ராசதுர்தா²ம்’ஸோ² நாங்கீ³க்ரு’த​: ?
14 ୧୪ ତମର୍‌ ସେତ୍‌କି ବୁତି ଦାରି ଗରେ ଜାଆ । ତମ୍‌କେ ଜେତ୍‌କି ଦେଲି ଆଚି, ଗଟେକ୍‌ ଗଁଟା କାମ୍‌ କରିରଇବା ଲକ୍‌ମନ୍‌କେ ମିସା ସେତ୍‌କିସେ ଦେବାକେ ମର୍‌ ମନ୍‌ ।
தஸ்மாத் தவ யத் ப்ராப்யம்’ ததா³தா³ய யாஹி, துப்⁴யம்’ யதி, பஸ்²சாதீயநியுக்தலோகாயாபி ததி தா³துமிச்சா²மி|
15 ୧୫ ମର୍‌ ନିଜର୍‌ ଦନ୍‌, ମୁଇ ଜେନ୍ତି ମନ୍‍ କଲିନି, ସେନ୍ତି କର୍‌ଚ କର୍‌ବାକେ ମର୍‌କାଇ ଅଦିକାର୍‌ ନାଇ କି? କି ମୁଇ ଦାନ୍‌ ଇସାବେ ଦେଲିନି ବଲି ଆଁକାର୍‌ ଅଇଲାସ୍‌ନି?”
ஸ்வேச்ச²யா நிஜத்³ரவ்யவ்யவஹரணம்’ கிம்’ மயா ந கர்த்தவ்யம்’? மம தா³த்ரு’த்வாத் த்வயா கிம் ஈர்ஷ்யாத்³ரு’ஷ்டி​: க்ரியதே?
16 ୧୬ ଜିସୁ ଏ କାତା କଇସାରାଇ କଇଲା, “ଜନ୍‌ ଲକ୍‌ମନ୍‌ ଏବେ ପଚେ ଆଚତ୍‌ ସେମନ୍‌, ଆଗ୍‌ତୁ ଅଇବାଇ । ଆରି ଜନ୍‌ ଲକ୍‌ମନ୍‌ ଆଗ୍‌ତୁ ଆଚତ୍‌ ସେମନ୍‌ ପଚେ ସେ ରଇଜିବାଇ ।”
இத்த²ம் அக்³ரீயலோகா​: பஸ்²சதீயா ப⁴விஷ்யந்தி, பஸ்²சாதீயஜநாஸ்²சக்³ரீயா ப⁴விஷ்யந்தி, அஹூதா ப³ஹவ​: கிந்த்வல்பே மநோபி⁴லஷிதா​: |
17 ୧୭ ଜିସୁ ଜିରୁସାଲାମ୍‌ ଜିବା ବାଟେ ତାର୍‌ ବାର୍‌ଟା ସିସ୍‌ମନ୍‌କେ ଗଟେକ୍‌ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା,
தத³நந்தரம்’ யீஸு² ர்யிரூஸா²லம்நக³ரம்’ க³ச்ச²ந் மார்க³மத்⁴யே ஸி²ஷ்யாந் ஏகாந்தே வபா⁴ஷே,
18 ୧୮ “ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍‌ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍‌ ଗୁରୁମନ୍‍କେ ସର୍‌ପି ଅଇବି । ସେମନ୍‌ ମକେ ମରନ୍‌ ଡଣ୍ଡ୍‌ ଦେବାଇ ।
பஸ்²ய வயம்’ யிரூஸா²லம்நக³ரம்’ யாம​: , தத்ர ப்ரதா⁴நயாஜகாத்⁴யாபகாநாம்’ கரேஷு மநுஷ்யபுத்ர​: ஸமர்பிஷ்யதே;
19 ୧୯ ତାର୍‌ପଚେ ସେମନ୍‌ ମକେ, ଜିଉଦି ନ ଅଇଲା ଲକ୍‌ମନ୍‍କେ ସର୍‌ପି ଦେବାଇ । ଜିଉଦି ନ ଅଇଲା ଲକ୍‌ମନ୍‍, ମକେ କିଜାଇବାଇ, କର୍‌ଡା ସଙ୍ଗ୍‌ ମାର୍‌ବାଇ ଆରି କୁର୍‌ସେ ଚଗାଇବାଇ । ମାତର୍‌ ତିନ୍‌ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‍ବି ।”
தே ச தம்’ ஹந்துமாஜ்ஞாப்ய திரஸ்க்ரு’த்ய வேத்ரேண ப்ரஹர்த்தும்’ க்ருஸே² தா⁴தயிதுஞ்சாந்யதே³ஸீ²யாநாம்’ கரேஷு ஸமர்பயிஷ்யந்தி, கிந்து ஸ த்ரு’தீயதி³வஸே ஸ்²மஸா²நாத்³ உத்தா²பிஷ்யதே|
20 ୨୦ ସେଡିକିବେଲେ ଜେବଦିର୍‌ ମାଇଜି ତାର୍‌ ଦୁଇଟା ପିଲାମନର୍‌ ସଙ୍ଗ୍‌ ଜିସୁର୍‌ଲଗେ ଆସି ତାକେ ଜୁଆର୍‌କରି, ଗଟେକ୍‌ ବିସଇ ମାଙ୍ଗ୍‌ଲା ।
ததா³நீம்’ ஸிவதீ³யஸ்ய நாரீ ஸ்வபுத்ராவாதா³ய யீஸோ²​: ஸமீபம் ஏத்ய ப்ரணம்ய கஞ்சநாநுக்³ரஹம்’ தம்’ யயாசே|
21 ୨୧ ଜିସୁ ତାକେ ପାଚାର୍‌ଲା, “ତୁଇ କାଇଟା ମନ୍‍ କଲୁସ୍‌ନି?” ସେ କଇଲା, “ଜେଡେବଲ୍‌ ତମେ ତମର୍‌ ରାଇଜେ ରାଜା ଅଇସା, ମର୍‌ ଏ ଦୁଇଟା ପିଲାମନ୍‌କେ ତମର୍‌ ଡେବ୍‌ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
ததா³ யீஸு²ஸ்தாம்’ ப்ரோக்தவாந், த்வம்’ கிம்’ யாசஸே? தத​: ஸா ப³பா⁴ஷே, ப⁴வதோ ராஜத்வே மமாநயோ​: ஸுதயோரேகம்’ ப⁴வத்³த³க்ஷிணபார்ஸ்²வே த்³விதீயம்’ வாமபார்ஸ்²வ உபவேஷ்டும் ஆஜ்ஞாபயது|
22 ୨୨ ଜିସୁ ଜେବଦିର୍‌ ପିଲାମନ୍‌କେ କଇଲା, “ତମେ କାଇଟା ମାଗ୍‌ଲାସ୍‌ନି ସେଟା ବୁଜି ନାପାର୍‌ଲାସ୍‌ନି । ମୁଇ ଜନ୍‌ ଦୁକ୍‌ପୁରୁନ୍‌ ମୁତାର୍‌ ପାନି କାଇବାର୍‌ ଗାଲିନି, ତମେ କାଇ ପାରାସ୍‌ କି?” ସେମନ୍‌ “ଉଁ” ବଲି କଇଲାଇ ।
யீஸு²​: ப்ரத்யுவாச, யுவாப்⁴யாம்’ யத்³ யாச்யதே, தந்ந பு³த்⁴யதே, அஹம்’ யேந கம்’ஸேந பாஸ்யாமி யுவாப்⁴யாம்’ கிம்’ தேந பாதும்’ ஸ²க்யதே? அஹஞ்ச யேந மஜ்ஜேநேந மஜ்ஜிஷ்யே, யுவாப்⁴யாம்’ கிம்’ தேந மஜ்ஜயிதும்’ ஸ²க்யதே? தே ஜக³து³​: ஸ²க்யதே|
23 ୨୩ ଜିସୁ ସେମନ୍‌କେ କଇଲା, “ତମେ, ମର୍‌ ମୁତାର୍‌ ପାନି କାଇଲେ କାଇପାରାସ୍‌ । ମାତର୍‌ ମର୍‌ ଉଜା ବାଟେ ଆରି ଡେବ୍‌ରି ବାଟେ କେ ବସିପାରେ ସେଟା ବାଚ୍‌ବାକେ ମର୍‌ ଅଦିକାର୍‌ ନାଇ । ଜନ୍‌ ଲକ୍‌ମନର୍‌ ପାଇ ମର୍‌ ବାବା ସେ ଜାଗା ତିଆର୍‌ କଲା ଆଚେ, ସେଟା ସେମନର୍‌ ପାଇ ଆକା ।”
ததா³ ஸ உக்தவாந், யுவாம்’ மம கம்’ஸேநாவஸ்²யம்’ பாஸ்யத²​: , மம மஜ்ஜநேந ச யுவாமபி மஜ்ஜிஷ்யேதே², கிந்து யேஷாம்’ க்ரு’தே மத்தாதேந நிரூபிதம் இத³ம்’ தாந் விஹாயாந்யம்’ கமபி மத்³த³க்ஷிணபார்ஸ்²வே வாமபார்ஸ்²வே ச ஸமுபவேஸ²யிதும்’ மமாதி⁴காரோ நாஸ்தி|
24 ୨୪ ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ଏ କାତା ସୁନ୍‌ଲାଇ, ସେ ଦୁଇ ବାଇର୍‍ ଲାଗି ବେସି ରିସା ଅଇଗାଲାଇ ।
ஏதாம்’ கதா²ம்’ ஸ்²ருத்வாந்யே த³ஸ²ஸி²ஷ்யாஸ்தௌ ப்⁴ராதரௌ ப்ரதி சுகுபு​: |
25 ୨୫ ଜିସୁ ସିସ୍‌ମନ୍‌କେ ଗଟେକ୍‌ଟାନେ ଟୁଲ୍‌କରି କଇଲା, “ତମେତା ଜାନାସ୍‌ ଏ ଦୁନିଆର୍‌ ରାଜାମନ୍‌ ବିନ୍‌ ଲକ୍‍ମନ୍‍କେ ନିଜର୍‌ ଅଦିକାର୍‌ କରିରଇବାଇ । ବଡ୍‌ ବଡ୍‌ ନେତାମନ୍‌ ମିସା ବିନ୍‌ ଲକ୍‌ମନ୍‍କେ ସାସନ୍‌ କର୍‌ବାଇ ।
கிந்து யீஸு²​: ஸ்வஸமீபம்’ தாநாஹூய ஜகா³த³, அந்யதே³ஸீ²யலோகாநாம்’ நரபதயஸ்தாந் அதி⁴குர்வ்வந்தி, யே து மஹாந்தஸ்தே தாந் ஸா²ஸதி, இதி யூயம்’ ஜாநீத²|
26 ୨୬ ମାତର୍‌ ତମେ ସେନ୍ତାର୍‌ ଉଆନାଇ । ତମର୍‌ ବିତ୍‌ରେ ଗଟେକ୍‌ ଲକ୍‌ ବଡ୍‌ ଅଇବାକେ ମନ୍‌ କଲାନି ବଇଲେ, ସେ ସବୁଲକର୍‌ ସେବା କର୍‌ବାର୍‌ ଆଚେ ।
கிந்து யுஷ்மாகம்’ மத்⁴யே ந ததா² ப⁴வேத், யுஷ்மாகம்’ ய​: கஸ்²சித் மஹாந் பு³பூ⁴ஷதி, ஸ யுஷ்மாந் ஸேவேத;
27 ୨୭ ତମର୍‌ ବିତ୍‌ରେ ଜେ ମୁକିଅ ଅଇବାକେ ମନ୍‌ କଲାସ୍‌ନି, ସେ ବିନ୍‌ ଲକର୍‌ ଗତିଦାଙ୍ଗ୍‌ଡା ପାରା ଅଇ ସେମନର୍‌ ସେବା କର ।
யஸ்²ச யுஷ்மாகம்’ மத்⁴யே முக்²யோ பு³பூ⁴ஷதி, ஸ யுஷ்மாகம்’ தா³ஸோ ப⁴வேத்|
28 ୨୮ ଜେନ୍ତାରି କି ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍‌ ବିନ୍‌ ଲକ୍‌ମନର୍‌ ସେବା କରି ସେମନ୍‌କେ ମୁକ୍‌ତି ମିଲ ବଲି ନିଜର୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
இத்த²ம்’ மநுஜபுத்ர​: ஸேவ்யோ ப⁴விதும்’ நஹி, கிந்து ஸேவிதும்’ ப³ஹூநாம்’ பரித்ராணமூல்யார்த²ம்’ ஸ்வப்ராணாந் தா³துஞ்சாக³த​: |
29 ୨୯ ଦିନେକ୍‌ ଜିସୁ ସିସ୍‌ମନର୍‌ ସଙ୍ଗ୍‌ ଜିରିଅ ସଅର୍‌ ଚାଡିକରି ଜିବାବେଲେ କେତେ କେତେ ଲକ୍‌ମନ୍‌ ତାର୍‌ ପଚେ ପଚେ ଇଣ୍ଡ୍‌ବାର୍‌ ଦାର୍‌ଲାଇ ।
அநந்தரம்’ யிரீஹோநக³ராத் தேஷாம்’ ப³ஹிர்க³மநஸமயே தஸ்ய பஸ்²சாத்³ ப³ஹவோ லோகா வவ்ரஜு​: |
30 ୩୦ ଆରି ଏଦେ ଦେକା! ବାଟ୍‍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍‌ମାରି ଡାକ୍‌ଲାଇ, “ଏ ମାପ୍‌ରୁ ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
அபரம்’ வர்த்மபார்ஸ்²வ உபவிஸ²ந்தௌ த்³வாவந்தௌ⁴ தேந மார்கே³ண யீஸோ² ர்க³மநம்’ நிஸ²ம்ய ப்ரோச்சை​: கத²யாமாஸது​: , ஹே ப்ரபோ⁴ தா³யூத³​: ஸந்தாந, ஆவயோ ர்த³யாம்’ விதே⁴ஹி|
31 ୩୧ ଲକ୍‌ମନ୍‌ ସେମନ୍‌କେ ଦମ୍‌କାଇ କରି ଚୁପ୍‌ଅଇ ରଇବାକେ କଇଲାଇ । ମାତର୍‌ ସେମନ୍‌ ଅଦିକ୍‌ ଅଦିକ୍‌ ଆକ୍‌ମାରି କଇଲାଇ, “ଏ ମାପ୍‌ରୁ, ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
ததோ லோகா​: ஸர்வ்வே துஷ்ணீம்ப⁴வதமித்யுக்த்வா தௌ தர்ஜயாமாஸு​: ; ததா²பி தௌ புநருச்சை​: கத²யாமாஸது​: ஹே ப்ரபோ⁴ தா³யூத³​: ஸந்தாந, ஆவாம்’ த³யஸ்வ|
32 ୩୨ ଜିସୁ ତେଇ ଟିଆଅଇ ସେମନ୍‌କେ ଡାକି ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‌ କଲାସ୍‌ନି?”
ததா³நீம்’ யீஸு²​: ஸ்த²கி³த​: ஸந் தாவாஹூய பா⁴ஷிதவாந், யுவயோ​: க்ரு’தே மயா கிம்’ கர்த்தர்வ்யம்’? யுவாம்’ கிம்’ காமயேதே²?
33 ୩୩ ସେମନ୍‌ କଇଲାଇ, “ମାପ୍‌ରୁ ଆମ୍‌କେ ଦେକ୍‌ବା ବପୁ ଦିଆ ।”
ததா³ தாவுக்தவந்தௌ, ப்ரபோ⁴ நேத்ராணி நௌ ப்ரஸந்நாநி ப⁴வேயு​: |
34 ୩୪ ଜିସୁ ସେମନର୍‌ ପାଇ ଦୟା ଅଇ, ତାକର୍‍ ଆଁକି ଚିଇଲା । ସେ ଦାପ୍‌ରେସେ ସେମନ୍‌ ଦେକିପାର୍‌ଲାଇ ଆରି ଜିସୁର୍‌ ପଚେ ପଚେ ଗାଲାଇ ।
ததா³நீம்’ யீஸு²ஸ்தௌ ப்ரதி ப்ரமந்ந​: ஸந் தயோ ர்நேத்ராணி பஸ்பர்ஸ², தேநைவ தௌ ஸுவீக்ஷாஞ்சக்ராதே தத்பஸ்²சாத் ஜக்³முதுஸ்²ச|

< ମାତିଉ 20 >