< ମାତିଉ 2 >

1 ଏରଦ୍‌ ରାଜାର୍‌ ସାସନ୍‌ ବେଲେ, ଜିଉଦା ରାଇଜର୍‌ ବେତ୍‌ଲିଇମେ ଜିସୁ ଜନମ୍‌ ଅଇଲା । ଜନମ୍‌ ଅଇ ଚନେକ୍‌ ଜିବାକେ ପୁରୁବ୍‌ ଦେସର୍‌ କେତେଟା ତାରାର୍‍ ବିସଇ ପଡ୍‌ତେ ରଇବା ପଣ୍ଡିତ୍‌ମନ୍‌ ଜିରୁସାଲାମେ ଆସି ପାଚାର୍‌ଲାଇ,
さて,イエスがヘロデ王の時代にユダヤのベツレヘムで生まれた時,見よ,東方からの賢者たちがエルサレムに来て,こう言った。
2 “ଜନ୍‌ ପିଲା ଜିଉଦିମନର୍‌ ରାଜା ଅଇବାକେ ଜନମ୍‌ ଅଇଲାଆଚେ, ସେ କନ୍ତି ଆଚେ? କାଇକେବଇଲେ ଆମେ ପୁରୁବ୍‌ ଦେସେ ତାର୍‌ ତାରା ଦେକି ତାକେ ପୁଜା କର୍‌ବାର୍‌ ଆସିଆଚୁ ।”
「ユダヤ人の王としてお生まれになった方はどこにおられますか。わたしたちは東方でその方の星を見たので,その方を拝むために来たのです」。
3 ପଣ୍ଡିତ୍‌ମନର୍‌ କାତା ସୁନି ଏରଦ୍‌ ରାଜା ଆରି ତାର୍‌ ସଙ୍ଗ୍‍ ରଇବା ଜିରୁସାଲାମର୍‌ ଲକ୍‌ମନ୍‌ ସବୁ କିଲ୍‌ବିଲ୍‌ ଅଇଗାଲାଇ ।
それを聞いてヘロデ王は動揺し,彼と共に全エルサレムも動揺した。
4 ଆରି ଏରଦ୍‌ ସବୁ ମୁକିଅ ପୁଜାରିମନ୍‌କେ ଆରି ସାସ୍‌ତର୍‌ ସିକାଉମନ୍‌କେ ଡାକାଇ କରି, “ମସିଅ ଜେ କି କିରିସ୍‌ଟ କନ୍‌ ଜାଗାଇ ଜନମ୍‌ ଅଇଆଚେ?” ସେଟା ସେମନର୍‌ତେଇ ଅନି ବୁଜ୍‌ବାକେ ଚେସ୍‌ଟା କଲା ।
彼は祭司長たちと民の律法学者たちとをすべて集め寄せ,キリストがどこで生まれることになっているのかを彼らに尋ねた。
5 ପଣ୍ଡିତ୍‌ମନ୍‌ ଏରଦ୍‌ ରାଜାକେ କଇଲାଇ, ଜିଉଦା ରାଇଜର୍‌ ବେତ୍‌ଲିଇମ୍‌ ଗଡେ, ଜନ୍‌ଟାକି ଗଟେକ୍‌ ବବିସତ୍‌ବକ୍‌ତା ଏନ୍ତାରି ଲେକିଆଚେ ।
彼らは彼に言った,「ユダヤのベツレヘムです。預言者を通してこのように書かれているからです。
6 ଏ ଜିଉଦା ଦେସର୍‌ ବେତ୍‌ଲିଇମ୍‌, ତୁଇ ଜିଉଦା ରାଇଜର୍‌ ମୁକିଅ ଗଡ୍‍ମନର୍‌ତେଇ ଅନି ସାନ୍‌ ନଉଁସ୍‌, କାଇକେବଇଲେ ମର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ବାଟ୍‌ ଦେକାଇସି, ଏନ୍ତାରି ଗଟେକ୍‌ ସାସନ୍‌କାରିଆ ତର୍‌ତେଇଅନି ଉବଜ୍‌ସି ।
『ユダの地のベツレヘムよ,あなたは決してユダの君主たちの間で最も小さいものではない。あなたから一人の統治者が出て,わたしの民イスラエルを牧するからだ』」。
7 ଏଟା ସୁନି କରି ଏରଦ୍‌ ରାଜା ସେ ପଣ୍ଡିତ୍‌ମନ୍‌କେ ଲୁଚ୍‌ତେ ଡାକାଇ, ତାରା କନ୍‌ ବେଲାଇ ଉଦିରଇଲା, ସେମନର୍‌ତେଇ ଅନି ଟିକ୍ ସଙ୍ଗ୍‌ ବୁଜିନେଲା ।
そこで,ヘロデは賢者たちをひそかに呼んで,星が現われた時期を詳しく聞き出した。
8 ତାର୍‌ପଚେ ସେମନ୍‌କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍‌ଲିଇମେ ସେ ପିଲାକେ ନିମାନ୍‌ କରି କଜିଦେକା, ଆରି ପିଲା ମିଲ୍‌ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍‌ସନ୍‌ କର୍‌ବି ।”
彼らをベツレヘムに遣わして言った,「行って,その幼子のことを念入りに調べよ。見つけたら,わたしに報告せよ。わたしも行って拝むためだ」。
9 ପଣ୍ଡିତ୍‌ମନ୍‌ ରାଜାର୍‌ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା! ସେମନ୍‌ ପୁରୁବ୍ ଦେସେ ଜନ୍‌ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍‌ ଡିସ୍‌ଲା ।
王の言葉を聞いてから,彼らは出かけて行った。すると見よ,東方で見た星が彼らの先を行き,ついに幼子のいる場所の上にやって来て,止まった。
10 ୧୦ ସେମନ୍‌ ତାରା ଦେକି ବେସି ସାର୍‌ଦା ଅଇଗାଲାଇ । ତାରା ସେମନର୍‌ ଆଗେ ଜାଇକରି ଜିସୁ ରଇଲା ଜାଗାର୍‌ ଉପ୍‌ରେ ଅଟ୍‌କିଗାଲା ।
その星を見て,彼らは非常に大きな喜びをもって喜んだ。
11 ୧୧ ପଣ୍ଡିତ୍‌ମନ୍‌ ସେ ଗର୍‌ ବିତ୍‌ରେ ପୁରି ପିଲାକେ ତାର୍‌ ମା ମରିୟମ୍‌ ସଙ୍ଗ୍‌ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍‌ରସ୍‌ ବେଟି, ପିଲାକେ ଦେଲାଇ ।
家の中に入ると,その母マリアと共にいる幼子を見,ひれ伏して彼を拝んだ。自分たちの宝箱を開いて,金と乳香と没薬を贈り物としてささげた。
12 ୧୨ ପଚେ ସେମନ୍‌ ଏରଦର୍‌ ଲଗେ ଆରିତରେକ୍‌ ନ ଜାଇକରି ବିନ୍‌ ବାଟେ ନିଜର୍‌ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍‌ ଟାନେ ଆରିତରେକ୍‌ ବାଉଡି ନ ଜିବାକେ ପର୍‌ମେସର୍‌ ସେମନ୍‌କେ ସପ୍‍ନେ ଆଦେସ୍‌ ଦେଇରଇଲା ।
夢でヘロデのもとに戻らないよう告げられたので,別の道を通って自分たちの国へ帰って行った。
13 ୧୩ ପଣ୍ଡିତ୍‌ମନ୍‌ ଗାଲାପଚେ, ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଜସେପ୍‌କେ ସପ୍‌ନେ ଦର୍‌ସନ୍‌ ଦେଇ କଇଲା, “ଉଟ୍‌, ପିଲାକେ ଆରି ତାକର୍‌ ଆୟାକେ ଦାରି ମିସର୍‌ ଦେସେ ଦାପ୍‌ରେ ଉଟିଜା । ଏରଦ୍‌ ପିଲାକେ ମରାଇବାକେ କଜିବୁଲ୍‌ସି । ମୁଇ ସେ ଜାଗା ଚାଡା ବଲି ନ କଇବା ଜାକ ତେଇସେ ରୁଆ ।”
さて,彼らが去って行くと,見よ,主のみ使いが夢の中でヨセフに現われて,こう言った。「起きて,幼子とその母を連れてエジプトに逃げ,わたしが告げるまではそこにとどまりなさい。ヘロデがこの幼子を探し出して滅ぼそうとしているからだ」。
14 ୧୪ ଏ କାତା ସୁନି ଜସେପ୍‌ ସେ ରାତି, ପିଲାକେ ଆରି ତାର୍‌ ମାକେ ଦାରି ମିସର୍‌ ଦେସେ ଉଟିଗାଲା ।
彼は起きて,夜のうちに幼子とその母を連れてエジプトに去って行った。
15 ୧୫ ଏରଦ୍‌ ରାଜା ମର୍‌ବା ଜାକ ମିସର୍‌ ଦେସେସେ ରଇଲାଇ, ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇରଇଲା ମାପ୍‌ରୁର୍‌ ବାକିଅ ସିଦ୍‌ ଅଇଲା, ମର୍‌ ପିଲାକେ ମୁଇ ମିସର୍‌ ଦେସେଅନି ଡାକି ଆନ୍‌ଲି ।
そしてヘロデが死ぬまでそこにいた。それは,預言者を通して主によって語られたことが果たされるためであった。こう言われていた。「エジプトから,わたしは自分の子を呼び出した」。
16 ୧୬ ପୁରୁବ୍‌ ଦେସେଅନି ଆସିରଇଲା ପଣ୍ଡିତ୍‌ମନ୍‌ ତାକେ ନାଡାଇ କରି ଉଟିଗାଲାଇ ଆଚତ୍‌ ବଲି ଜାନି, ଏରଦ୍‌ ବେସି ରିସା ଅଇଗାଲା । ବେତ୍‌ଲିଇମ୍‌ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍‌ ଅନି ତଲେ ରଇଲା ସବୁ ପିଲାମନ୍‌କେ ମରାଇବାକେ ଆଦେସ୍‌ ଦେଲା । ପଣ୍ଡିତ୍‌ମନର୍‌ ଟାନେଅନି ତାରା ଡିସ୍‌ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍‌ ବରସ୍‌ ଟିକ୍‌ କରିରଇଲା ।
それからヘロデは,賢者たちにだまされたことを知って非常に腹を立て,人を遣わして,賢者たちから詳しく聞き出した時期に基づき,ベツレヘムとその周囲の全地域にいる二歳以下の男の子をすべて殺させた。
17 ୧୭ ଏନ୍ତି ଅଇଲାଜେ ଜିରିମିୟ ବବିସତ୍‌ବକ୍‌ତା କଇଲା ଏ ବାକିଅ ପୁରାପୁରୁନ୍‌ ଅଇଲା । ସେ ଏନ୍ତି କଇରଇଲା,
その時,預言者エレミヤによって語られたことが果たされた。こう言われていた。
18 ୧୮ ରାମା ନାଉଁର୍‌ ସଅରେ ମାର୍‌ଚପ୍‌ ଅଇ କାନ୍ଦ୍‌ବାଟା ସୁନି ଅଇଲାନି, ରାଏଲ୍‌ ତାର୍‌ ପିଲାମନର୍‌ ପାଇ କାନ୍ଦ୍‌ଲାନି । ତାକେ ଜେତେକ୍‌ ବୁଜାଇଲେ ମିସା ବୁଜେନାଇ । କାଇକେବଇଲେ ତାର୍‌ ପିଲାମନ୍‌ ସବୁ ମରିଜାଇରଇଲାଇ ।
「ラマで声が聞こえた,泣いて,大いに悲しむ悲嘆の声が。ラケルは自分の子供たちのために泣き,慰めてもらおうとしない。彼らがもういないからだ」。
19 ୧୯ ଏରଦ୍‌ ମଲାପଚେ, ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ମିସର୍‌ ଦେସେ ଜସେପ୍‌କେ ଦର୍‌ସନ୍‌ ଦେଇ କଇଲା,
しかし,ヘロデが死ぬと,見よ,主のみ使いがエジプトにいるヨセフに夢の中で現われて,こう言った。
20 ୨୦ “ଉଟ୍‌ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍‌ରାଏଲ୍‌ ଦେସେ ଦାରିଜା । କାଇକେବଇଲେ ଜନ୍‌ ଲକ୍‌ମନ୍‌ କି ପିଲାର୍‌ ଜିବନ୍‌ ନେବାକେ ଚେସ୍‌ଟା କର୍‌ତେରଇଲାଇ, ସେମନ୍‌ ମରିଗାଲାଇ ଆଚତ୍‌ ।”
「起きて,幼子とその母を連れてイスラエルの地に入りなさい。幼子の命を求めていた者たちは死んだからだ」。
21 ୨୧ ଜସେପ୍‌ ଏ କାତା ସୁନି ଜିସୁ ଆରି ତାର୍‌ ମାଆ ମରିୟମ୍‌ ସଙ୍ଗ୍‍ ବାରଇକରି ଇସ୍‌ରାଏଲ୍‌ ଦେସେ ବାଉଡି ଆଇଲାଇ ।
彼は起きて,幼子とその母を連れてイスラエルの地に入った。
22 ୨୨ ମାତର୍‌ ଜସେପ୍‌, ଏରଦର୍‌ ପଚେ ତାର୍‌ ପଅ ଆର୍‌କିଲାୟ ଜିଉଦା ରାଇଜର୍‌ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍‍ଲା ।
しかしアルケラオスがその父ヘロデの代わりにユダを治めていると聞き,そこに行くのを恐れた。夢の中で告げられて,ガリラヤ地方に退いた。
23 ୨୩ ମାତର୍‌ ଆରିଗଟେକ୍‌ ବିନ୍‌ ସପନ୍‌ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍‌ ନାଉଁର୍‌ ଗଡେ ବାସା ଅଇ ରଇଲା । ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇଲା ଏ ବାକିଅ ସିଦ୍‌ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍‌ପୁଟା ଅଇସି ।”
そして,ナザレと呼ばれる町に来て住んだ。預言者たちを通して,「彼はナザレ人と呼ばれるだろう」と語られたことが果たされるためであった。

< ମାତିଉ 2 >