< ମାତିଉ 18 >

1 ସେ ବେଲେ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ସରଗ୍‌ ରାଇଜେ ସବୁର୍‌ଟାନେଅନି କେ ବଡ୍‌?”
Te dierzelfder ure kwamen de discipelen tot Jezus, zeggende: Wie is toch de meeste in het Koninkrijk der hemelen?
2 ଜିସୁ ଗଟେକ୍‌ ସାନ୍‌ ପିଲାକେ ଡାକି ସେମନର୍‌ ଲଗେ ଟିଆକରାଇ କଇଲା,
En Jezus een kindeken tot Zich geroepen hebbende, stelde dat in het midden van hen;
3 “ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ମନ୍‌ ବାଦ୍‌ଲାଇ ସାନ୍‌ ପିଲାମନର୍‌ ପାରା ନ ଅଇଲେ ସରଗ୍‌ ରାଇଜେ କେବେ ପୁରି ନାପାରାସ୍‌ ।
En zeide: Voorwaar zeg Ik u: Indien gij u niet verandert, en wordt gelijk de kinderkens, zo zult gij in het Koninkrijk der hemelen geenszins ingaan.
4 ଜେ ନିଜ୍‌କେ ସୁଆଲ୍‌ କରି ସାନ୍‌ ପିଲାପାରା ଅଇସି, ସେ ସରଗ୍‌ ରାଇଜେ ସବୁର୍‌ଟାନେଅନି ବଡ୍‌,
Zo wie dan zichzelven zal vernederen, gelijk dit kindeken, deze is de meeste in het Koninkrijk der hemelen.
5 ଆରି, ଜେକି ମର୍‌ ନାଉଁ ଦାରି ଏ ସାନ୍‌ ପିଲାକେ ନାମ୍‌ସି, ସେ ମକେ ମିସା ନାମ୍‌ସି ।”
En zo wie zodanig een kindeken ontvangt in Mijn Naam, die ontvangt Mij.
6 “ମର୍‌ତେଇ ବିସ୍‌ବାସ୍‌ କର୍‌ତେ ରଇବା ଏ ସାନ୍‌ ପିଲାମନର୍‌ ବିତ୍‌ରେଅନି ଗଟେକ୍‍ ଲକ୍‌ କେ ଆଲେ ବିସ୍‌ବାସେ ବାଦା ଗଟାଇସି ବଇଲେ, ତାର୍‌ ଗାଲାଇ ଜତା ପାକ୍‌ନା ବାନ୍ଦିକରି ତାକେ ସମ୍‌ଦୁରେ ବୁଡାଇଦେବାଟା ନିକ ଅଇସି ।
Maar zo wie een van deze kleinen, die in Mij geloven, ergert, het ware hem nutter, dat een molensteen aan zijn hals gehangen, en dat hij verzonken ware in de diepte der zee.
7 ଲକ୍‌ମନର୍‌ ବିସ୍‌ବାସେ ବାଦା ଗଟାଇବାକେ ବେସି ବିସଇ ଆଚେ । ସେଟାର୍‌ ପାଇ ଏ ଜଗତର୍‌ ଦସା ବଡେ ଇନସ୍‌ତା । ସବୁ ବେଲେ ଏନ୍ତି ବାଦା ଆଇସି, ମାତର୍‌ ଜେ ବାଦା ଗଟାଇସି, ତାର୍‌ ଦସା କେଡେ ଇନସ୍‌ତା ଅଇସି!”
Wee der wereld van de ergernissen, want het is noodzakelijk, dat de ergernissen komen; doch wee dien mens, door welken de ergernis komt!
8 “ଜଦି ତମେ ତମର୍‌ ଆତ୍‌ ନଇଲେ ପାଦର୍‌ ଲାଗି ବିସ୍‌ବାସ୍‌ ଆରାଇଲାସ୍‌ନି, ତେବେ ସେଟା କାଟି ପିଙ୍ଗି ଦିଆସ୍‌ । ଜଡେକ୍‌ ପାଦ୍‌ ଆରି ଜଡେକ୍‌ ଆତ୍‌ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍‌ ପାଦ୍‌ ନଇଲେ ଗଟେକ୍‌ ଆତ୍‌ ନ ରଇ, ନ ସାର୍‌ବା ଜିବନେ ପୁର୍‌ବାଟା କେଡେ କରମର୍‌ କାତା । (aiōnios g166)
Indien dan uw hand of uw voet u ergert, houwt ze af en werpt ze van u. Het is u beter, tot het leven in te gaan, kreupel of verminkt zijnde, dan twee handen of twee voeten hebbende, in het eeuwige vuur geworpen te worden. (aiōnios g166)
9 ଜଦି ତମର୍‌ ଆଁକିର୍‌ ଲାଗି ତମେ ବିସ୍‌ବାସ୍‌ ଆରାଇଲାସ୍‌ନି ବଇଲେ ତାକେ ବେଟି ପିଙ୍ଗି ଦିଆସ୍‌ । ଜଡେକ୍‌ ଆଁକି ରଇ ନର୍‌କେ ପିଙ୍ଗାଇଅଇବା ବାଦୁଲେ ଗଟେକ୍‌ ଆଁକି ରଇ ନ ସାର୍‌ବା ଜିବନେ ପୁର୍‌ବାଟା କେଡେ କରମର୍‌ କାତା ଅଇସି ।” (Geenna g1067)
En indien uw oog u ergert, trekt het uit, en werpt het van u. Het is u beter, maar een oog hebbende, tot het leven in te gaan, dan twee ogen hebbende, in het helse vuur geworpen te worden. (Geenna g1067)
10 ୧୦ ଏ ସାନ୍‌ ପିଲାମନର୍‌ ବିତ୍‌ରେ ଅନି ଗଟେକ୍‌କେ ମିସା ଇନ୍‌କରା ନାଇ । ମୁଇ ତମ୍‌କେ କଇଲିନି, ଏ ମନର୍‌ ଜତନ୍‌ ନେଇତେ ରଇବା ସରଗର୍‍ ଦୁତ୍‌ମନ୍‌ ସବୁ ବେଲା ମର୍‌ ବାବାର୍‌ ଲଗେ ଆଚତ୍‌ ।
Ziet toe, dat gij niet een van deze kleinen veracht. Want Ik zeg ulieden, dat hun engelen, in de hemelen, altijd zien het aangezicht Mijns Vaders, Die in de hemelen is.
11 ୧୧ କାଇକେ ବଇଲେ ବାଟ୍‌ ବାନା ଅଇଲା ଲକ୍‌ମନ୍‌କେ କଜି ରକିଆ କର୍‌ବାକେ ନର୍‌ପିଲା ମୁଇ ଆଇଲିଆଚି ।
Want de Zoon des mensen is gekomen om zalig te maken, dat verloren was.
12 ୧୨ ତମେ କାଇଟା ବାବ୍‌ଲାସ୍‌ନି, ଜଦି ଗଟେକ୍‌ ଲକର୍‌ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍‌ ଆଜି ଜାଇସି, ତେବେ ସେ କାଇଟା କର୍‌ସି? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍‌ବାକେ ଚାଡିଦେଇ ସେ ଆଜ୍‌ଲା ମେଣ୍ଡାକେ କଜ୍‌ବାର୍‌ ବାରଇସି ।
Wat dunkt u, indien enig mens honderd schapen had, en een uit dezelve afgedwaald ware, zal hij niet de negen en negentig laten, en op de bergen heengaande, het afgedwaalde zoeken?
13 ୧୩ ମୁଇ ତମ୍‌କେ ସତ୍‌ କଇଲିନି, ଜେଡେବଲ୍‌ ସେ ମେଣ୍ଡା ମିଲାଇସି, ଆଜି ନ ରଇଲା ନବେ ନଅଟା ମେଣ୍ଡାର୍‌ ପାଇ ତାର୍‌ ଜେତ୍‌କି ସାର୍‌ଦା, ଏ ଗଟେକ୍‌ ମେଣ୍ଡାର୍‌ ପାଇ ସେ ଅଦିକ୍‌ ସାର୍‌ଦା ଅଇସି ।
En indien het geschiedt, dat hij hetzelve vindt, voorwaar zeg Ik u, dat hij zich meer verblijdt over hetzelve, dan over de negen en negentig, die niet afgedwaald zijn geweest.
14 ୧୪ ସମାନ୍‍ ସେନ୍ତି ସେ, ଏ ସାନ୍‌ ପିଲାମନର୍‌ ତେଇ ଅନି ଗଟେକ୍‌ ଲକ୍‌ ମିସା ବାଟ୍‌ ବାନା ଅଅତ୍‌, ଏଟା ତମର୍‌ ସରଗର୍‌ ବାବା ମନ୍‍ କରେ ନାଇ ।
Alzo is de wil niet uws Vaders, Die in de hemelen is, dat een van deze kleinen verloren ga.
15 ୧୫ “ଜଦି ତମର୍‌ ବାଇ ତମର୍‌ ବିରୁଦେ ପାପ୍‌ କର୍‌ସି, ତାର୍‌ ଲଗେ ଜାଇ ତାର୍‌ ପାପ୍‌ ତାକେ ଦେକାଇ ଦିଆସ୍‌ । ମାତର୍‌ ତମେ ଦୁଇ ଲକ୍‌ ରଇଲା ବେଲେ ଏଟା ଲୁଚ୍‌ତେ କରା । ଜଦି ସେ ତମର୍‌ କାତା ସୁନ୍‌ସି, ତମର୍‌ ବାଇକେ ତମେ ଆରି ତରେକ୍‌ ପାଇସା ।
Maar indien uw broeder tegen u gezondigd heeft, ga heen en bestraf hem tussen u en hem alleen; indien hij u hoort, zo hebt gij uw broeder gewonnen.
16 ୧୬ ଆରି ଜଦି ସେ ନ ସୁନ୍‌ଲେ, ଗଟେକ୍‌ ଲକ୍‌କେ ନଇଲେ ଦୁଇ ଲକ୍‌କେ ଡାକି ନେଇ ତାର୍‌ ଲଗେ ଜାଆ । ଆମର୍‌ ସାସ୍‌ତର୍‌ ନିୟମ୍‌ ଇସାବେ, ଦୁଇଟା ନଇଲେ ତିନ୍‌ଟା ସାକିର୍‌ ମୁଆଟେ ତମର୍‌ ଦାବି ସତ୍‌ ବଲି ଜାନା ପଡ୍‌ସି ।
Maar indien hij u niet hoort, zo neem nog een of twee met u; opdat in de mond van twee of drie getuigen alle woord besta.
17 ୧୭ ଏଲେ ମିସା ଜଦି ସେ ତମର୍‌ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍‌ । ସାରାସାରି ଜଦି ମଣ୍ଡଲିର୍‌ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍‌ ସିସ୍‌ତୁମାଙ୍ଗୁ, ବିସ୍‍ବାସ୍‍ ନ କର୍‍ବା ଲକ୍‌ ବଲି ବାବିକରି, ତାର୍‌ ସଙ୍ଗ୍‌ ମିଲାମିସା କର୍‌ବାଟା ଚାଡି ଦିଆସ୍‌ ।
En indien hij denzelven geen gehoor geeft; zo zeg het der gemeente; en indien hij ook der gemeente geen gehoor geeft, zo zij hij u als de heiden en de tollenaar.
18 ୧୮ “ମୁଇ ତମ୍‌କେ ସତ୍‌ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍‌ସା, ସେଟା ସର୍‌ଗେ ମିସା ନାଇ ଅଇସି । ଆରି ଜନ୍‌ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍‌ଗେ ମିସା ଉଁ ଅଇସି ।
Voorwaar zeg Ik u: Al wat gij op de aarde binden zult, zal in de hemel gebonden wezen; en al wat gij op de aarde ontbinden zult, zal in den hemel ontbonden wezen.
19 ୧୯ କାଲି ସେତ୍‌କି ନଏଁ, ମୁଇ ତମ୍‌କେ ସତ୍‌ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍‌ ଜନ୍‌ ବିସଇ ନେଇକରି ଗଟେକ୍‌ ମନ୍‌ ଅଇକରି ପାର୍‌ତନା କଲେ, ମର୍‌ ସରଗର୍‌ ବାବା ତମେ ମାଙ୍ଗ୍‍ଲାଟା ପୁରୁନ୍‌ କର୍‌ସି ।
Wederom zeg Ik u: Indien er twee van u samenstemmen op de aarde, over enige zaak, die zij zouden mogen begeren, dat die hun zal geschieden van Mijn Vader, Die in de hemelen is.
20 ୨୦ କାଇକେ ବଇଲେ ଜନ୍ତି ଦୁଇ କି ତିନ୍‌ ଲକ୍‌ ରୁଣ୍ଡିକରି ମର୍‌ ନାଉଁ ଦାର୍‌ବାଇ, ତେଇ ମୁଇ ଆଚି ।”
Want waar twee of drie vergaderd zijn in Mijn Naam, daar ben Ik in het midden van hen.
21 ୨୧ ଦିନେକ୍‍ ପିତର୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲା, “ମାପ୍‌ରୁ, ଗଟେକ୍‌ ବାଇ ମର୍‌ ବିରଦେ ତର୍‌କେ ତର୍‌ ଦସ୍‌ କର୍‌ତେ ରଇଲେ, ତାକେ ମୁଇ କେତେ ତର୍‌ କେମା କର୍‌ବି? କାଇ ସାତ୍‌ ତର୍‌ କି?”
Toen kwam Petrus tot Hem, en zeide: Heere! hoe menigmaal zal mijn broeder tegen mij zondigen, en ik hem vergeven! Tot zevenmaal?
22 ୨୨ ଜିସୁ କଇଲା, “ନାଇ ସାତ୍‌ ତର୍‌ ନାଇ । ସାତ୍‌ ତରର୍‌ ସତୁରି ଗୁନ୍‌ ।
Jezus zeide tot hem: Ik zeg u, niet tot zevenmaal, maar tot zeventigmaal zeven maal.
23 ୨୩ ସରଗ୍‌ ରାଇଜର୍‌ ଆରି ଗଟେକ୍‌ କାତା ସୁନ୍‌ । ଗଟେକ୍‌ ରାଜା ଦିନେକ୍‌ ତାର୍‌ଟାନେ କାମ୍‌କରୁମନ୍‌ ରୁନ୍‌ ନେଇରଇବାଟା ଇସାବ୍‌ କିତାବ୍‌ କର୍‌ବାକେ ମନ୍‍ କଲା ।
Daarom wordt het Koninkrijk der hemelen vergeleken bij een zeker koning, die rekening met zijn dienstknechten houden wilde.
24 ୨୪ ସେ ଇସାବ୍‌ କର୍‌ବାବେଲେ ତାର୍‌ଟାନେ ଗଟେକ୍‌ କାମ୍‌ କରୁ ଲାକ୍‌ ଲାକ୍‌ ଟାଙ୍ଗା ରୁନ୍‌ ନେଇରଇଲା ଲକ୍‌କେ ରାଜାର୍‌ ଲଗେ ଆନ୍‌ଲାଇ ।
Als hij nu begon te rekenen, werd tot hem gebracht een, die hem schuldig was tien duizend talenten.
25 ୨୫ ରୁନ୍‌ ସୁଜ୍‌ବାକେ ସେ ଲକର୍‌ଟାନେ ସେତ୍‌କି ବପୁ ନ ରଇଲା । ତେବର୍‌ପାଇ ରୁନ୍‌ ବାନ୍ଦ୍‌ବାକେ ବଲି ତାର୍‌ଟାନେ ଜେତ୍‌କି ରଇଲାଟା ବିକିକରି ତାକେ, ତାର୍‌ ମାଇଜିକେ ଆରି ତାର୍‌ ପିଲାଟକିମନ୍‌କେ ଗତି ଇସାବେ ବିକିଦେବାକେ ରାଜା ଆଦେସ୍‌ ଦେଲା ।”
En als hij niet had, om te betalen, beval zijn heer, dat men hem zou verkopen, en zijn vrouw en kinderen, en al wat hij had, en dat de schuld zou betaald worden.
26 ୨୬ କାମ୍‌ କରୁ ରାଜାର୍‌ ପାଦ୍‌ତଲେ ଅଦ୍‌ରି ଗୁଆରି କରି କଇଲା “ଆଗିଆଁ ଆରି କେତେଦିନ୍‌ ଜାଗା, ମୁଇ ତମର୍‌ ସବୁଜାକ ରୁନ୍‌ ସୁଜିଦେବି ।”
De dienstknecht dan, nedervallende, aanbad hem, zeggende: Heer! wees lankmoedig over mij, en ik zal u alles betalen.
27 ୨୭ ରାଜା ତାକେ ଦୟା କଲା । ତେବର୍‌ପାଇ ତାକେ କେମା କରି ରୁନ୍‌ ନ ବାନ୍ଦାଇ ଚାଡିଦେଲା ।
En de heer van dezen dienstknecht, met barmhartigheid innerlijk bewogen zijnde, heeft hem ontslagen, en de schuld hem kwijtgescholden.
28 ୨୮ ମାତର୍‌ ସେ ଗତି ବାରଇ ଜାଇ ତାର୍‌ତେଇ ଅନି ପଚାସ୍‌ ଟାଙ୍ଗା ରୁନ୍‌ କରି ରଇବା ଗଟେକ୍‌ ମିସ୍‌ତେ ରଇବା ଗତିଦାଙ୍ଗ୍‌ଡାକେ ଦାରି ତାର୍‌ ଟଟ୍‌ରି ପିଚକ୍‌ବାର୍‌ ଦାର୍‌ଲା, “ମର୍‌ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।”
Maar dezelve dienstknecht, uitgaande, heeft gevonden een zijner mededienstknechten, die hem honderd penningen schuldig was, en hem aanvattende, greep hem bij de keel, zeggende: Betaal mij, wat gij schuldig zijt.
29 ୨୯ ସେ ଗତି ଦାଙ୍ଗ୍‌ଡା ତାର୍‌ ଗଡେଦାରି ବାବୁଜିଆ କରି କଇଲା, “ସାଆସ୍‌ ଦାରା, ତମର୍‌ ସବୁ ଡାବୁ ସୁଜି ଦେବି ।”
Zijn mededienstknecht dan, nedervallende aan zijn voeten, bad hem, zeggende: Wees lankmoedig over mij, en ik zal u alles betalen.
30 ୩୦ ମାତର୍‌ ପର୍‌ତୁମ୍‌ ଲକ୍‌, ସେ ଗୁଆରି କଲାଟା ସୁନେ ନାଇ, ରୁନ୍‌ ସୁଜ୍‌ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍‌ଲା ।
Doch hij wilde niet, maar ging heen, en wierp hem in de gevangenis, totdat hij de schuld zou betaald hebben.
31 ୩୧ ଏଟା ଅଇଲାଟା ଦେକି ବିନ୍‌ କାମ୍‌ କରୁମନ୍‌ ଦୁକ୍‌ କଲାଇ । ସେମନ୍‌ ରାଜାର୍‌ ଲଗେ ଜାଇ ଜନ୍‌ ଜନ୍‌ଟା ଅଇରଇଲା, ସବୁ ଜାନାଇଲାଇ ।
Als nu zijn mededienstknechten zagen, hetgeen geschied was, zijn zij zeer bedroefd geworden; en komende, verklaarden zij hunnen heer al wat er geschied was.
32 ୩୨ ରାଜା ପର୍‌ତୁମ୍‌ କାମ୍‌ କରୁକେ ଡାକାଇ କଇଲା, “ଅଇରେ ମୁର୍‌କ ଦାଙ୍ଗ୍‌ଡା, ତୁଇ ଗୁଆରି କଲୁସ୍‌ ଜେ ମୁଇ ତର୍‌ ସବୁ ରୁନ୍‌ ଚାଡି ଦେଲି ।
Toen heeft hem zijn heer tot zich geroepen, en zeide tot hem: Gij boze dienstknecht, al die schuld heb ik u kwijtgescholden, dewijl gij mij gebeden hebt;
33 ୩୩ ମୁଇ ଜେନ୍ତି ତକେ ଦୟା କଲି, ତୁଇ ମିସା ତର୍‌ ସଙ୍ଗର୍‌ କାମ୍‌ କରୁକେ ଦୟା କର୍‌ବାର୍‌ ରଇଲା ।”
Behoordet gij ook niet u over uw mededienstknecht te ontfermen, gelijk ik ook mij over u ontfermd heb?
34 ୩୪ ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍‌ ନ ସୁଜ୍‌ବା ଜାକ ଡଣ୍ଡ୍‌ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
En zijn heer, vertoornd zijnde, leverde hem den pijnigers over, totdat hij zou betaald hebben al wat hij hem schuldig was.
35 ୩୫ ଜିସୁ ଏ କାତା କଇସାରାଇ କଇଲା, “ତମର୍‌ ବିରୁଦେ ଦସ୍‌ କରି ରଇବା ବାଇମନ୍‌କେ ମନ୍‌ ବିତ୍‌ରେଅନି ଜଦି କେମା ନ ଦିଆସ୍‌, ତେବେ ମର୍‌ ସରଗର୍‌ ବାବା ମିସା ତମ୍‌କେ ଏନ୍ତାରିସେ କର୍‌ସି ।”
Alzo zal ook Mijn hemelse Vader u doen, indien gij niet van harte vergeeft een iegelijk zijn broeder zijn misdaden.

< ମାତିଉ 18 >