< ମାତିଉ 16 >
1 ୧ ଦିନେକ୍ କେତେଟା ପାରୁସିମନ୍ ଆରି ସାଦୁକିମନ୍ ଜିସୁର୍ ଦସ୍ ଦାର୍ବାକେ ତାର୍ ଲଗେ ଆଇଲାଇ । ସେମନ୍ ତାକେ କଇଲାଇ, “ପର୍ମେସର୍ ତକେ ବାଚ୍ଲା ଆଚେ ବଲି ଆମେ ଜାନ୍ବାକେ, ତୁଇ ଗଟେକ୍ ସରଗର୍ କାବାଅଇଜିବା ଚିନ୍ ଦେକା ।”
VaFarisi navaSadhusi vakauya kuna Jesu vakamuedza nokumukumbira kuti avaratidze chiratidzo chinobva kudenga.
2 ୨ ଜିସୁ କଇଲା, “ତମେ ସଞ୍ଜ୍ ବେଲାଇ ବାଦଲ୍ ରଙ୍ଗ୍ ଡିସ୍ଲେ ପାଗ୍ ବଲ୍ ଅଇସି ବଲି କଇସା,
Akavapindura achiti, “Panosvika nguva yamadekwana munoti, ‘Mamiriro okunze achange akanaka nokuti denga rakatsvuka.’
3 ୩ ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ ।
Uye mangwanani munoti, ‘Nhasi kuchanaya mvura ine dutu nokuti denga rakatsvuka uye kwakakwidibira.’ Munoziva kududzira zvinoonekwa mudenga, asi hamugoni kududzira zviratidzo zvenguva.
4 ୪ ଏ ଜୁଗର୍ ଲକ୍ମନ୍ କେଡେ କାରାପ୍ ଆରି ପରମେସର୍କେ ବିସ୍ବାସ୍ ନ କରୁମନ୍! ତମେ ଗଟେକ୍ କାବାଅଇଜିବା କାମ୍ ଦେକ୍ବାକେ କଇଲାସ୍ନି? ମାତର୍ ନାଇ, ଜୁନସର୍ ଜିବନେ ଗଟ୍ଲାଟା ଚାଡି ଆରି ଗଟେକ୍ ମିସା କାବାଅଇଜିବା କାମ୍, ତମେ ମର୍ତେଇ ଦେକିନାପାରାସ୍ ।” ଏଟା କଇ ଜିସୁ ସେମନ୍କେ ଚାଡି ଉଟିଗାଲା ।
Rudzi rwakaipa rwoupombwe runotsvaka chiratidzo, asi hapana chichapiwa kwarwuri kunze kwechiratidzo chaJona.” Ipapo Jesu akavasiya, akaenda kumwe.
5 ୫ ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ ।
Pavakayambuka mhiri kwegungwa, vadzidzi vakakanganwa kutakura chingwa.
6 ୬ ଜିସୁ ସେମନ୍କେ କଇଲା, “ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।”
Jesu akati kwavari, “Chenjerai mungwarire mbiriso yavaFarisi navaSadhusi.”
7 ୭ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।”
Vakakurukura nezvenyaya iyi pakati pavo vakati, “Anodaro nokuti hatina kuuya nechingwa.”
8 ୮ ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, “ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ ।
Achiziva izvi Jesu akavabvunza akati, “Imi vokutenda kuduku, ko, muri kutauriranei pakati penyu nezvokusava nechingwa?
9 ୯ ଏବେ ଜାକ ତମେ ବୁଜାସ୍ ନାଇ କି? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍?
Hamusati mava kunzwisisa here? Hamurangariri here zvingwa zvishanu zvavanhu vane zviuru zvishanu uye kuti makazadza matengu mangani ezvamakaunganidza?
10 ୧୦ ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍?
Kana kuti zvingwa zvinomwe zvavanhu zviuru zvina uye kuti makazadza matengu mangani ezvamakaunganidza?
11 ୧୧ “ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।”
Hamunzwisisi sei kuti ndanga ndisingatauri kwamuri nezvechingwa? Asi chenjererai mbiriso yavaFarisi navaSadhusi.”
12 ୧୨ ସେଡ୍କିବେଲେ ସିସ୍ମନ୍ ବୁଜି ପାର୍ଲାଇ ଜେ, ଜିସୁ ରୁଟିର୍ କମିରର୍ କାତା ନ କଇତେ ରଇଲା, ମାତର୍ ପାରୁସି ଆରି ସାଦୁକିମନର୍ ସିକିଆ ତେଇ ତରିକ୍ନା ଅଇ ରୁଆ ବଲି କଇରଇଲା ।
Ipapo vakanzwisisa kuti ainge asingavaudzi kuti vachenjerere mbiriso inoshandiswa muchingwa, asi nezvedzidziso yavaFarisi navaSadhusi.
13 ୧୩ ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, “ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି?”
Jesu akati asvika kudunhu reKesaria Firipi, akabvunza vadzidzi vake akati, “Vanhu vanoti Mwanakomana woMunhu ndiani?”
14 ୧୪ ସେମନ୍ କଇଲାଇ, “କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍’ ।”
Vakati, “Vamwe vanoti Johani Mubhabhatidzi, vamwewo vanoti Eria, vamwewo vachiti Jeremia kana mumwe wavaprofita.”
15 ୧୫ ଜିସୁ ପାଚାର୍ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍ନି?”
Akabvunza akati, “Ko, imi munoti ndini ani?”
16 ୧୬ ସିମନ୍ ପିତର୍ କଇଲା, “ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।”
Simoni Petro akapindura akati, “Ndimi Kristu, Mwanakomana waMwari mupenyu.”
17 ୧୭ ଜିସୁ କଇଲା, “ନିମାନ୍, ଜୁନସର୍ ପିଲା, ପିତର୍! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।
Jesu akapindura akati, “Wakaropafadzwa iwe Simoni mwanakomana waJona, nokuti izvi hazvina kuzarurirwa kwauri nomunhu asi naBaba vangu vari kudenga.
18 ୧୮ ସେଟାର୍ପାଇ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs )
Ndinoti kwauri, iwe ndiwe Petro, paruware urwu ndichavaka kereke yangu, kunyange masuo eHadhesi haangaikundi. (Hadēs )
19 ୧୯ “ମୁଇ ତକେ ସରଗ୍ ରାଇଜର୍ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍ଗେ ମିସା କରାଅଇସି ।”
Ndichakupa kiyi dzoumambo hwokudenga; chose chaunosunga pano pasi chichasungwa kudenga, uye chose chaunosunungura pano pasi nokudenga chichasunungurwa.”
20 ୨୦ ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
Ipapo akayambira vadzidzi vake kuti vasaudze ani zvake kuti iye ndiye Kristu.
21 ୨୧ ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, “ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
Kubva panguva iyoyo Jesu akatanga kutsanangurira vadzidzi vake kuti anofanira kuenda kuJerusarema kundotambudzwa kwazvo pamaoko avakuru navaprista vakuru navadzidzisi vemirayiro uye kuti anofanira kuurayiwa nokumutswazve pazuva retatu.
22 ୨୨ ପିତର୍ ଜିସୁକେ ଅଁତ୍ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍କାଇଲା । “ପର୍ମେସର୍ ତମ୍କେ କାଇଟା ନ କର, ମାପ୍ରୁ, ତମ୍କେ ଏ ସବୁ କେବେ ମିସା ନଅ ।”
Petro akamutora padivi akatanga kumutsiura achiti, “Hazviitiki, Ishe. Izvi hazvisi kuzoitika kwamuri!”
23 ୨୩ ଜିସୁ ପାସ୍ଲି କରି କଇଲା, “ମର୍ ମୁଆଟେଅନି ଦୁରିକେ ଜା ସଇତାନ୍ । ତୁଇ ମର୍ ବାଟ୍ ଚୁଟିଦେଲୁସ୍ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍ ଚିନ୍ତା ମୁନୁସ୍ମନର୍ତେଇଅନି, ପର୍ମେସରର୍ତେଇ ଅନି ନାଇ ।”
Jesu akatendeukira kwaari akati, “Enda shure kwangu Satani! Uri chigumbuso kwandiri nokuti hauna zvinhu zvaMwari mupfungwa dzako asi zvavanhu.”
24 ୨୪ ତାର୍ପଚେ ଜିସୁ ସିସ୍ମନ୍କେ କଇଲା, “କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି ।
Ipapo Jesu akati kuvadzidzi vake, “Kana paine anoda kunditevera, ngaazvirambe, atakure muchinjikwa wake, anditevere.
25 ୨୫ କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି ।
Nokuti ani naani anoda kuchengetedza upenyu hwake acharasikirwa nahwo, asi ani naani anorasikirwa noupenyu hwake nokuda kwangu achahuwana.
26 ୨୬ ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
Ko, munhu achabatsirwa nei kana akawana nyika yose, asi achirasikirwa noupenyu hwake? Kana kuti munhu acharipeiko kuti adzikinure upenyu hwake?
27 ୨୭ ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି ।
Nokuti Mwanakomana woMunhu achauya ari mukubwinya kwaBaba vake aine vatumwa vake, ipapo achapa mubayiro kuno mumwe nomumwe maererano namabasa ake.
28 ୨୮ ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।”
Ndinokuudzai chokwadi kuti vamwe vamire pano havazofi vasati vaona Mwanakomana woMunhu achiuya muumambo hwake.”