< ମାତିଉ 16 >

1 ଦିନେକ୍‌ କେତେଟା ପାରୁସିମନ୍‌ ଆରି ସାଦୁକିମନ୍‌ ଜିସୁର୍‌ ଦସ୍‌ ଦାର୍‌ବାକେ ତାର୍‌ ଲଗେ ଆଇଲାଇ । ସେମନ୍‌ ତାକେ କଇଲାଇ, “ପର୍‌ମେସର୍‌ ତକେ ବାଚ୍‌ଲା ଆଚେ ବଲି ଆମେ ଜାନ୍‌ବାକେ, ତୁଇ ଗଟେକ୍‌ ସରଗର୍‌ କାବାଅଇଜିବା ଚିନ୍‌ ଦେକା ।”
And the Farisees and the Saducees camen to hym temptynge, and preieden hym to schewe hem a tokene fro heuene.
2 ଜିସୁ କଇଲା, “ତମେ ସଞ୍ଜ୍‌ ବେଲାଇ ବାଦଲ୍‌ ରଙ୍ଗ୍‌ ଡିସ୍‌ଲେ ପାଗ୍‌ ବଲ୍‌ ଅଇସି ବଲି କଇସା,
And he answeride, and seide to hem, Whanne the euentid is comun, ye seien, It schal be clere, for heuene is rodi;
3 ଆରି ସାକାଲ୍‌ ବେଲାଇ ରଙ୍ଗ୍‌ ଆରି ଆନ୍ଦାର୍‌ ଡିସ୍‌ଲେ ପାନି ମାର୍‌ସି ବଲି ଜାନାସ୍‌ । ବାଦଲ୍‌ ଦେକି ପାଗର୍‌ କାତା ଆଗ୍‌ତୁ ଜାନ୍‌ସା । ମାତର୍‌ ଆଜିକାଲିର୍‌ ଡିସ୍‍ବା ଚିନ୍‌ ତମେ ବୁଜିନାପାରାସ୍‌ ।
and the morewtid, To dai tempest, for heuene schyneth heueli.
4 ଏ ଜୁଗର୍‌ ଲକ୍‌ମନ୍‌ କେଡେ କାରାପ୍‌ ଆରି ପରମେସର୍‌କେ ବିସ୍‌ବାସ୍‌ ନ କରୁମନ୍‌! ତମେ ଗଟେକ୍‌ କାବାଅଇଜିବା କାମ୍‌ ଦେକ୍‍ବାକେ କଇଲାସ୍‌ନି? ମାତର୍‌ ନାଇ, ଜୁନସର୍‌ ଜିବନେ ଗଟ୍‌ଲାଟା ଚାଡି ଆରି ଗଟେକ୍‌ ମିସା କାବାଅଇଜିବା କାମ୍‌, ତମେ ମର୍‌ତେଇ ଦେକିନାପାରାସ୍‌ ।” ଏଟା କଇ ଜିସୁ ସେମନ୍‌କେ ଚାଡି ଉଟିଗାଲା ।
Thanne ye kunne deme the face of heuene, but ye moun not wite the tokenes of tymes. An yuel generacioun and auoutresse sekith a tokene; and a tokene schal not be youun to it, but the tokene of Jonas, the profete. And whanne he hadde left hem, he wente forth.
5 ସିସ୍‌ମନ୍‌ ଗାଡ୍‌ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍‌ରି ଜାଇରଇଲାଇ ।
And whanne his disciplis camen ouer the see, thei foryaten to take looues.
6 ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌, ପାରୁସି ଆରି ସାଦୁକିମନର୍‌ କମିର୍‌ତେଇଅନି ତରିକ୍‌ନା ଅଇ ରୁଆ ।”
And he seide to hem, Biholde ye, and be war of the soure dowy of Farisees and Saducees.
7 ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍‌ ପାଇ ସେ ଏନ୍ତାରି କଇଲାନି ।”
And thei thouyten among hem, and seiden, For we han not take looues.
8 ସେମନ୍‌ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍‌କେ କଇଲା, “ତମର୍‌ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍‌ନି? ତମର୍‌ ବିସ୍‌ବାସ୍‌ କେତେ ଦୁର୍‌ବଲ୍‌ ।
But Jhesus witynge seide to hem, What thenken ye among you of litel feith, for ye han not looues?
9 ଏବେ ଜାକ ତମେ ବୁଜାସ୍‌ ନାଇ କି? ପାଁଚ୍‌ ଅଜାର୍‌ ଲକ୍‌ମନର୍‌ ବିତ୍‌ରେ ମୁଇ ପାଁଚ୍‌ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍‌ରି ଗାଲାସ୍‌ କି? ସେଡ୍‌କିବେଲେ ତମେ କେତେଟା ଡାଲାଇ ବର୍‌ତି କରି ରଇଲାସ୍‌?
Yit `vndurstonden not ye, nether han mynde of fyue looues in to fyue thousynde of men, and hou many cofyns ye token?
10 ୧୦ ଆରି ଚାରି ଅଜାର୍‌ ଲକ୍‌କେ ସାତ୍‌ଟା ରୁଟିର୍‌ କାତା ମନେ ନାଇ କି? ସେଡ୍‌କିବେଲେ କେତେ ଡାଲା ବର୍‌ତି କରି ରଇଲାସ୍‌?
nether of seuene looues in to foure thousynde of men, and hou many lepis ye token?
11 ୧୧ “ମୁଇ ରୁଟିର୍‍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍‌ ନାଇ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍‌ କମିର୍‌ ପାରା ସିକିଆ ତେଇଅନି ତରିକ୍‌ନା ଅଇ ରୁଆ ବଲି ।”
Whi vndurstonden ye not, for Y seide not to you of breed, Be ye war of the sourdowy of Farisees and of Saducees?
12 ୧୨ ସେଡ୍‌କିବେଲେ ସିସ୍‌ମନ୍‌ ବୁଜି ପାର୍‌ଲାଇ ଜେ, ଜିସୁ ରୁଟିର୍‌ କମିରର୍‌ କାତା ନ କଇତେ ରଇଲା, ମାତର୍‌ ପାରୁସି ଆରି ସାଦୁକିମନର୍‌ ସିକିଆ ତେଇ ତରିକ୍‌ନା ଅଇ ରୁଆ ବଲି କଇରଇଲା ।
Thanne thei vndurstooden, that he seide not to be war of sourdowy of looues, but of the techyng of Farisees and Saducees.
13 ୧୩ ଜିସୁ କାଇସେରିଆ ପିଲିପି ଗଡ୍‌ ପାକାପାକି ଜାଗାଇ ଗାଲା ପଚେ ସିସ୍‌ମନ୍‌କେ ପାଚାର୍‌ଲା, “ନର୍‌ପିଲା କେ ବଲି ଲକ୍‌ମନ୍‌ କାଇଟା କଇଲାଇନି?”
And Jhesus cam in to the parties of Cesarie of Filip, and axide hise disciplis, and seide, Whom seien men to be mannus sone?
14 ୧୪ ସେମନ୍‌ କଇଲାଇ, “କେତେ ଲକ୍‌ କଇଲାଇନି, ସେ ଡୁବନ୍‌ ଦେଉ ଜଅନ୍‌ । ଆରି କେତେ ଲକ୍‌ ‘ସେ ଏଲିୟ’, ବିନ୍‌ ଲକ୍‌ମନ୍‌ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍‌ବକ୍‌ତାମନର୍‌ତେଇଅନି ଗଟେକ୍‌ ଲକ୍‌’ ।”
And thei seiden, Summe Joon Baptist; othere Elie; and othere Jeremye, or oon of the prophetis.
15 ୧୫ ଜିସୁ ପାଚାର୍‌ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍‌ନି?”
Jhesus seide to hem, But whom seien ye me to be?
16 ୧୬ ସିମନ୍‌ ପିତର୍‌ କଇଲା, “ତମେ କିରିସ୍‌ଟ, ମସିଅ, ଜିବନ୍‌ ରଇବା ପରମେସରର୍‌ ପିଲା ।”
Symount Petre answeride, and seide, Thou art Crist, the sone of God lyuynge.
17 ୧୭ ଜିସୁ କଇଲା, “ନିମାନ୍‌, ଜୁନସର୍‌ ପିଲା, ପିତର୍‌! ଏଟା ସତ୍‌, ତୁଇ ମୁନୁସର୍‌ଟାନେ ଅନି କଉସ୍‌ ନାଇ । ମର୍‌ ସରଗର୍‌ ବାବା ତକେ ଜାନାଇଲାକେ ତୁଇ କଇଲୁସ୍‌ ।
Jhesus answeride, and seide to him, Blessid art thou, Symount Bariona; for fleisch and blood schewide not to thee, but my fadir that is in heuenes.
18 ୧୮ ସେଟାର୍‌ପାଇ ମୁଇ ତକେ କଇଲିନି, ତୁଇ ପିତର୍‌, ଜାର୍‌ ଅରତ୍‌ କି ପାକ୍‌ନା । ଏ ପାକ୍‌ନା ଉପ୍‌ରେ ମୁଇ ମର୍‌ ମଣ୍ଡଲି ତିଆର୍‌ କର୍‌ବି । ଜେନ୍ତିକି ମରନ୍‌ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs g86)
And Y seie to thee, that thou art Petre, and on this stoon Y schal bilde my chirche, and the yatis of helle schulen not haue miyt ayens it. (Hadēs g86)
19 ୧୯ “ମୁଇ ତକେ ସରଗ୍‌ ରାଇଜର୍‌ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍‌ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍‌ଗେ ମିସା କରାଅଇସି ।”
And to thee Y shal yyue the keies of the kingdom of heuenes; and what euer thou shalt bynde on erthe, schal be boundun also in heuenes; and what euer thou schalt vnbynde on erthe, schal be vnbounden also in heuenes.
20 ୨୦ ସେ ମସିଅ ବଲି କାକେ ନ କଇବାକେ, ସିସ୍‌ମନ୍‌କେ ଡାଟ୍‌କଲା ।
Thanne he comaundide to hise disciplis, that thei schulden seie to no man, that he was Crist.
21 ୨୧ ସେବେଲେଅନି ଜିସୁ ସିସ୍‌ମନ୍‌କେ ବୁଜ୍‌ଲାପାରା କଇବାର୍‌ ଦାର୍‌ଲା, “ମୁଇ ଜିରୁସାଲାମ୍‌ ଜାଇ ଦରମ୍‌ଗୁରୁମନ୍‌, ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନର୍‌ଟାନେ ବେସି କସ୍‌ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍‌ ତିନ୍‌ ଦିନ୍‌ ଗାଲାପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।”
Fro that tyme Jhesus bigan to schewe to hise disciplis, that it bihofte hym go to Jerusalem, and suffre many thingis, of the eldere men, and of scribis, and princis of prestis; and be slayn, and the thridde dai to rise ayen.
22 ୨୨ ପିତର୍‌ ଜିସୁକେ ଅଁତ୍‌ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍‌କାଇଲା । “ପର୍‌ମେସର୍‌ ତମ୍‌କେ କାଇଟା ନ କର, ମାପ୍‌ରୁ, ତମ୍‍କେ ଏ ସବୁ କେବେ ମିସା ନଅ ।”
And Petre took hym, and bigan to blame him, and seide, Fer be it fro thee, Lord; this thing schal not be to thee.
23 ୨୩ ଜିସୁ ପାସ୍‌ଲି କରି କଇଲା, “ମର୍‌ ମୁଆଟେଅନି ଦୁରିକେ ଜା ସଇତାନ୍‌ । ତୁଇ ମର୍‌ ବାଟ୍‌ ଚୁଟିଦେଲୁସ୍‌ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍‌ ଚିନ୍ତା ମୁନୁସ୍‌ମନର୍‌ତେଇଅନି, ପର୍‌ମେସରର୍‌ତେଇ ଅନି ନାଇ ।”
And he turnede, and seide to Petre, Sathanas, go after me; thou art a sclaundre to me; for thou sauerist not tho thingis that ben of God, but tho thingis that ben of men.
24 ୨୪ ତାର୍‌ପଚେ ଜିସୁ ସିସ୍‌ମନ୍‌କେ କଇଲା, “କେ ମିସା ମର୍‌ ସଙ୍ଗ୍‍ ଆଇବାକେ ମନ୍‍ କଲେ, ନିଜର୍‌ ମନ୍‍ କଲାଟା ସବୁ ଚାଡିଦେଇ, ନିଜର୍‌ କୁର୍‌ସ ବଇବାକେ ଅଇସି, ଆରି ମର୍‌ ପଚେ ପଚେ ଇଣ୍ଡ୍‌ବାକେ ଅଇସି ।
Thanne Jhesus seide to his disciplis, If ony man wole come after me, denye he hym silf, and take his cros, and sue me; for he that wole make his lijf saaf,
25 ୨୫ କାଇକେ ବଇଲେ କେ ମିସା ନିଜର୍‌ ଜିବନ୍‌ ରକିଆ କର୍‌ବାକେ ମନ୍‍ କର୍‌ସି ବଇଲେ, ସେଟା ସେ ଆରାଇସି, ମାତର୍‌ ଜେ ମର୍‌ ଲାଗି ଜିବନ୍‌ ଦେଇସି, ସେ ସତଇସେ ସେଟା ରକିଆ କର୍‌ସି ।
shal leese it; and he that schal leese his lijf for me, schal fynde it.
26 ୨୬ ଜଦି ଗଟେକ୍‌ ଲକ୍‌, ଗୁଲାଇ ଜଗତ୍‌ ଜିତିକରି ନିଜର୍‌ ଜିବନ୍‌ ଆରାଇଦେଇସି ବଇଲେ ସେଟା କାଇ ଲାବ୍‌? ଜିବନ୍‌ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
For what profitith it to a man, if he wynne al the world, and suffre peiryng of his soule? or what chaunging schal a man yyue for his soule?
27 ୨୭ ନର୍‌ପିଲା ମୁଇ ବାବା ପର୍‌ମେସରର୍‌ ଡାକ୍‌ପୁଟା ପାଇ ସରଗ୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆରି ତରେକ୍‌ ଆଇବି । ସେଡ୍‌କି ବେଲେ ମୁଇ ସବୁ ଲକର୍‌ କରିରଇବା କାମ୍‌ ଦେକି ପୁରୁସ୍‌କାର୍‌ ଦେବି ।
For mannes sone schal come in glorie of his fader, with his aungels, and thanne he schal yelde to ech man after his werkis.
28 ୨୮ ମୁଇ ତମ୍‌କେ ସତ୍‌ କଇଲିନି, ନର୍‌ପିଲା ମୁଇ ମର୍‌ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍‌ ନ ମରତ୍‌ ।”
Treuli Y seie to you, `ther ben summe of hem that stonden here, whiche schulen not taste deth, til thei seen mannus sone comynge in his kyngdom.

< ମାତିଉ 16 >