< ମାତିଉ 16 >
1 ୧ ଦିନେକ୍ କେତେଟା ପାରୁସିମନ୍ ଆରି ସାଦୁକିମନ୍ ଜିସୁର୍ ଦସ୍ ଦାର୍ବାକେ ତାର୍ ଲଗେ ଆଇଲାଇ । ସେମନ୍ ତାକେ କଇଲାଇ, “ପର୍ମେସର୍ ତକେ ବାଚ୍ଲା ଆଚେ ବଲି ଆମେ ଜାନ୍ବାକେ, ତୁଇ ଗଟେକ୍ ସରଗର୍ କାବାଅଇଜିବା ଚିନ୍ ଦେକା ।”
Og Farisæerne og Saddukæerne kom hen og fristede ham og begærede, at han vilde vise dem et Tegn fra Himmelen.
2 ୨ ଜିସୁ କଇଲା, “ତମେ ସଞ୍ଜ୍ ବେଲାଇ ବାଦଲ୍ ରଙ୍ଗ୍ ଡିସ୍ଲେ ପାଗ୍ ବଲ୍ ଅଇସି ବଲି କଇସା,
Men han svarede og sagde til dem: „Om Aftenen sige I: Det bliver en skøn Dag, thi Himmelen er rød;
3 ୩ ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ ।
og om Morgenen: Det bliver Storm i Dag, thi Himmelen er rød og mørk. Om Himmelens Udseende vide I at dømme, men om Tidernes Tegn kunne I det ikke.
4 ୪ ଏ ଜୁଗର୍ ଲକ୍ମନ୍ କେଡେ କାରାପ୍ ଆରି ପରମେସର୍କେ ବିସ୍ବାସ୍ ନ କରୁମନ୍! ତମେ ଗଟେକ୍ କାବାଅଇଜିବା କାମ୍ ଦେକ୍ବାକେ କଇଲାସ୍ନି? ମାତର୍ ନାଇ, ଜୁନସର୍ ଜିବନେ ଗଟ୍ଲାଟା ଚାଡି ଆରି ଗଟେକ୍ ମିସା କାବାଅଇଜିବା କାମ୍, ତମେ ମର୍ତେଇ ଦେକିନାପାରାସ୍ ।” ଏଟା କଇ ଜିସୁ ସେମନ୍କେ ଚାଡି ଉଟିଗାଲା ।
En ond og utro Slægt forlanger Tegn; men der skal intet Tegn gives den uden Jonas's Tegn.‟ Og han forlod dem og gik bort.
5 ୫ ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ ।
Og da hans Disciple kom over til hin Side, havde de glemt at tage Brød med.
6 ୬ ଜିସୁ ସେମନ୍କେ କଇଲା, “ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।”
Og Jesus sagde til dem: „Ser til, og tager eder i Vare for Farisæernes og Saddukæernes Surdejg!‟
7 ୭ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।”
Men de tænkte ved sig selv og sagde: „Det er, fordi vi ikke toge Brød med.‟
8 ୮ ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, “ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ ।
Men da Jesus mærkede dette, sagde han: „I lidettroende! hvorfor tænke I ved eder selv paa, at I ikke have taget Brød med?
9 ୯ ଏବେ ଜାକ ତମେ ବୁଜାସ୍ ନାଇ କି? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍?
Forstaa I ikke endnu? Komme I heller ikke i Hu de fem Brød til de fem Tusinde, og hvor mange Kurve I da toge op?
10 ୧୦ ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍?
Ikke heller de syv Brød til de fire Tusinde, og hvor mange Kurve I da toge op?
11 ୧୧ “ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।”
Hvorledes forstaa I da ikke, at det ej var om Brød, jeg sagde det til eder? Men tager eder i Vare for Farisæernes og Saddukæernes Surdejg.‟
12 ୧୨ ସେଡ୍କିବେଲେ ସିସ୍ମନ୍ ବୁଜି ପାର୍ଲାଇ ଜେ, ଜିସୁ ରୁଟିର୍ କମିରର୍ କାତା ନ କଇତେ ରଇଲା, ମାତର୍ ପାରୁସି ଆରି ସାଦୁକିମନର୍ ସିକିଆ ତେଇ ତରିକ୍ନା ଅଇ ରୁଆ ବଲି କଇରଇଲା ।
Da forstode de, at han havde ikke sagt, at de skulde tage sig i Vare for Surdejgen i Brød, men for Farisæernes og Saddukæernes Lære.
13 ୧୩ ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, “ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି?”
Men da Jesus var kommen til Egnen ved Kæsarea Filippi, spurgte han sine Disciple og sagde: „Hvem sige Folk, at Menneskesønnen er?‟
14 ୧୪ ସେମନ୍ କଇଲାଇ, “କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍’ ।”
Men de sagde: „Nogle sige Johannes Døberen; andre Elias; andre Jeremias eller en af Profeterne.‟
15 ୧୫ ଜିସୁ ପାଚାର୍ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍ନି?”
Han siger til dem: „Men I, hvem sige I, at jeg er?‟
16 ୧୬ ସିମନ୍ ପିତର୍ କଇଲା, “ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।”
Da svarede Simon Peter og sagde: „Du er Kristus, den levende Guds Søn.‟
17 ୧୭ ଜିସୁ କଇଲା, “ନିମାନ୍, ଜୁନସର୍ ପିଲା, ପିତର୍! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।
Og Jesus svarede og sagde til ham: „Salig er du, Simon Jonas's Søn! thi Kød og Blod har ikke aabenbaret dig det, men min Fader, som er i Himlene.
18 ୧୮ ସେଟାର୍ପାଇ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs )
Saa siger jeg ogsaa dig, at du er Petrus, og paa denne Klippe vil jeg bygge min Menighed, og Dødsrigets Porte skulle ikke faa Overhaand over den. (Hadēs )
19 ୧୯ “ମୁଇ ତକେ ସରଗ୍ ରାଇଜର୍ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍ଗେ ମିସା କରାଅଇସି ।”
Og jeg vil give dig Himmeriges Riges Nøgler, og hvad du binder paa Jorden, det skal være bundet i Himlene, og hvad du løser paa Jorden, det skal være løst i Himlene.‟
20 ୨୦ ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
Da bød han sine Disciple, at de maatte ikke sige til nogen, at han var Kristus.
21 ୨୧ ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, “ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
Fra den Tid begyndte Jesus at give sine Disciple til Kende, at han skulde gaa til Jerusalem og lide meget af de Ældste og Ypperstepræsterne og de skriftkloge og ihjelslaas og oprejses paa den tredje Dag.
22 ୨୨ ପିତର୍ ଜିସୁକେ ଅଁତ୍ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍କାଇଲା । “ପର୍ମେସର୍ ତମ୍କେ କାଇଟା ନ କର, ମାପ୍ରୁ, ତମ୍କେ ଏ ସବୁ କେବେ ମିସା ନଅ ।”
Og Peter tog ham til Side, begyndte at sætte ham i Rette og sagde: „Gud bevare dig, Herre; dette skal ingenlunde ske dig!‟
23 ୨୩ ଜିସୁ ପାସ୍ଲି କରି କଇଲା, “ମର୍ ମୁଆଟେଅନି ଦୁରିକେ ଜା ସଇତାନ୍ । ତୁଇ ମର୍ ବାଟ୍ ଚୁଟିଦେଲୁସ୍ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍ ଚିନ୍ତା ମୁନୁସ୍ମନର୍ତେଇଅନି, ପର୍ମେସରର୍ତେଇ ଅନି ନାଇ ।”
Men han vendte sig og sagde til Peter: „Vig bag mig, Satan! du er mig en Forargelse; thi du sanser ikke, hvad Guds er, men hvad Menneskers er.‟
24 ୨୪ ତାର୍ପଚେ ଜିସୁ ସିସ୍ମନ୍କେ କଇଲା, “କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି ।
Da sagde Jesus til sine Disciple: „Vil nogen komme efter mig, han fornægte sig selv og tage sit Kors op og følge mig!
25 ୨୫ କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି ।
Thi den, som vil frelse sit Liv, skal miste det; men den, som mister sit Liv for min Skyld, skal bjærge det.
26 ୨୬ ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
Thi hvad gavner det et Menneske, om han vinder den hele Verden, men maa bøde med sin Sjæl? Eller hvad kan et Menneske give til Vederlag for sin Sjæl?
27 ୨୭ ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି ।
Thi Menneskesønnen skal komme i sin Faders Herlighed med sine Engle; og da skal han betale enhver efter hans Gerning.
28 ୨୮ ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।”
Sandelig, siger jeg eder, der er nogle af dem, som staa her, der ingenlunde skulle smage Døden, førend de se Menneskesønnen komme i sit Rige.‟