< ମାତିଉ 15 >
1 ୧ ଦିନେକ୍ କେତେଟା ପାରୁସିମନ୍ ଆରି ଦରମ୍ ଗୁରୁମନ୍ ଜିରୁସାଲାମ୍ ଅନି ଆସି ଜିସୁକେ ପାଚାର୍ଲାଇ,
Tedaj pristopijo k Jezusu pismarji in Farizeji iz Jeruzalema, govoreč:
2 ୨ “ଆମର୍ ଆନିଦାଦିମନ୍ ଜନ୍ ରିତିନିତି ଦେଇଆଚତ୍, ସେଟା ସବୁ କାଇକେ ତମର୍ ସିସ୍ମନ୍ ମାନତ୍ନାଇ? ବିଦି ଇସାବେ କାଇବା ଆଗ୍ତୁ ନିକ କରି ଆତ୍ ନ ଦଅତ୍ ।”
Za kaj prestopajo učenci tvoji izročilo starijih? Ker ne umivajo rok svojih, kedar jedó kruh.
3 ୩ ଜିସୁ କଇଲା, “ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି?”
On pa odgovorí in jim reče: Za kaj prestopate tudi vi zapoved Božjo za voljo izročila svojega?
4 ୪ ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
Bog namreč je zapovedal, in rekel: "Spoštuj očeta svojega, in mater;" in: "Kdor pa prekolne očeta ali mater, pogine naj s smrtjo."
5 ୫ ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ,
Vi pa pravite: Če reče kdo očetu ali materi: Dar je, s čimer ti jaz pomorem, in če prav ne spoštuje očeta svojega ali matere svoje.
6 ୬ “ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
In zavrgli ste zapoved Božjo za voljo izročila svojega.
7 ୭ ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
Hinavci! lepo je za vas prerokoval Izaija, govoreč:
8 ୮ ପର୍ମେସର୍ କଇଲାନି, ଏ ଲକ୍ମନ୍ କାତାଇସେ ମକେ ସନ୍ମାନ୍ ଦେଲାଇନି, ମାତର୍ ସେମନର୍ ମନ୍ ମର୍ତେଇଅନି ବେସି ଦୁରିକେ ।
"To ljudstvo mi se približuje z ustmi svojimi, in spoštuje me z ustnicami svojimi: srce njih je pa daleč od mene.
9 ୯ ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ, କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।
Ali zastonj me časté, učeč nauke, zapovedi človeške."
10 ୧୦ ତାର୍ପଚେ ଲକ୍ମନ୍କେ କଇଲା, “ମନ୍ ଦେଇ ସୁନା ଆରି ବୁଜ୍ବାକେ ଚେସ୍ଟା କରା ।
In poklicavši ljudsto, reče jim: Poslušajte in umejte!
11 ୧୧ ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
Ne skruni človeka to, kar prihaja v usta; nego kar izhaja iz ust, to skruni človeka.
12 ୧୨ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ କଇଲା କାତା ପାରୁସିମନ୍କେ ବେସି ବାଦ୍ଲା, ଏଟା କାଇ ତମେ ନାଜାନାସ୍ କି?”
Tedaj pristopijo učenci njegovi in mu rekó: Véš li, da so se Farizeji, slišavši besedo, pohujšali?
13 ୧୩ ଜିସୁ କଇଲା, “ଜନ୍ ଗଚ୍ମନ୍ ମର୍ ସରଗର୍ ବାବା ରପେ ନାଇ, ସେ ସବୁ ଜିକା ଅଇସି ।
On pa odgovorí in reče: Vsaka rastlina, ktere ni vsadil oče moj nebeški, izrovala se bo.
14 ୧୪ ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
Pustite jih; oni so slepcem slepi vodniki. Če pa slepec slepca vodi, padla bosta oba v jamo.
15 ୧୫ ପିତର୍ କଇଲା, “ଏ କାତା ଆମ୍କେ ନିକ କରି ବୁଜାଇଦେ ।”
Peter pa odgovorí in mu reče: Razloži nam to priliko!
16 ୧୬ ଜିସୁ କଇଲା, “ଆଜିକେ ଜାକ ବିନ୍ଲକ୍ମନର୍ତେଇ ଅନି ତମର୍ ବୁଜ୍ବା ବପୁ କଣ୍ଡେକ୍ ମିସା ଅଦିକ୍ ଅଏନାଇ ।
Jezus pa reče: Ali ste še tudi vi nerazumni?
17 ୧୭ ତମେ ଏତ୍କି ବୁଜାସ୍ ନାଇ କି? ଜନ୍ ଦିନ୍ସୁ ମୁନୁସର୍ ଟଣ୍ଡ୍ବାଟେ ପୁର୍ସି, ସେଟା ପେଟ୍ ବିତ୍ରେ ଜାଇସି ଆରି ଗାଗ୍ଡେଅନି ବାରଇ ଜାଇସି ।
Ne umete li, da gre vse, kar prihaja v usta, v trebuh in se meče ven?
18 ୧୮ ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି ।
Kar pa izhaja iz ust, izhaja iz srca, in to skruni človeka.
19 ୧୯ କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।”
Kajti iz srca izhajajo hudobne misli, poboji, prešestva, kurbarije, tatvine, krive priče, kletvine.
20 ୨୦ “ଏସବୁ କାମ୍ ଲକ୍କେ ଅସୁକଲ୍ କର୍ସି । ମାତର୍ ସେମନ୍ କଇଲା ଇସାବେ ଆତ୍ ନ ଦଇକରି କାଇଲେ, କେ ଅସୁକଲ୍ ନଅଅତ୍ ।”
To je, kar človeka skruni; z neumitimi rokami pa jesti ne skruni človeka.
21 ୨୧ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା ।
In Jezus izide odtod, in odide v Tirske in Sidonske predele.
22 ୨୨ ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
In glej, žena Kananičanka izide iz teh krajev, ter zavpije in mu reče: Usmili se me, Gospod, sin Davidov! mojo hčer hudič zeló muči.
23 ୨୩ ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, “ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି?”
On jej pa ne odgovorí besede. In pristopivši učenci njegovi, prosili so ga, govoreč: Odpodi jo! ko kriči z nami.
24 ୨୪ ଜିସୁ କଇଲା, “ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।”
On pa odgovorí in reče: Nisem poslan, razen k izgubljenim ovcam Izraelove hiše.
25 ୨୫ ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମାପ୍ରୁ ମକେ ଦୟା କରା ।”
Ona pa pristopi, ter mu se pokloni, govoreč: Gospod, pomagaj mi!
26 ୨୬ ଜିସୁ କଇଲା, “ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।”
On pa odgovorí in reče: Ni lepo, da se vzeme kruh otrokom in se vrže psom.
27 ୨୭ ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
Ona pa reče: Dà, Gospod! ali tudi psi jedó od drobtin, ktere padajo z mize njih gospodarjev.
28 ୨୮ ଜିସୁ ତାକେ କଇଲା, “ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।” ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
Tedaj odgovorí Jezus in jej reče: O žena, velika je vera tvoja! Zgodí naj ti se, kakor hočeš. In hčer njena je ozdravela od tega časa.
29 ୨୯ ଜିସୁ ତେଇଅନି ବାରଇ ଗାଡ୍ କଣ୍ଡି କଣ୍ଡି ଜାଇ ଗଟେକ୍ ଡଙ୍ଗର୍ ଉପ୍ରେ ବସ୍ଲା ।
In Jezus odide odtod, in pride k morju Galilejskemu; in stopivši na goro, usede se.
30 ୩୦ ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
In k njemu pride mnogo ljudî, kteri so imeli s seboj hrome, slepce, mutce, polomljene in mnogo drugih, ter jih položé k nogam Jezusovim; in uzdravi jih.
31 ୩୧ ଗୁଲା କାତା ଅଇବାଟା, ସୁକ୍ଲା ଆତ୍ ନିକ ଅଇବାଟା, ଚଟା ଇଣ୍ଡ୍ବାଟା, କାଣା ଦେକିପାର୍ବାଟା ଦେକି ଲକ୍ମନ୍ କାବା ଅଇଗାଲାଇ ଆରି ଇସ୍ରାଏଲର୍ ମାପ୍ରୁକେ ଜୁଆର୍ କଲାଇ ।
Da se ljudstvo začudi, ko je videlo, da mutci govoré, in so polomljeni zdravi, in hromi hodijo, in slepci vidijo. In hvalili so Boga Izraelskega.
32 ୩୨ ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
Poklicavši pa Jezus učence svoje, reče: Ljudstvo mi se smili; ker uže tri dnî so pri meni, in nimajo kaj jesti. A lačnih jih ne čem odpraviti, da na poti ne omagajo.
33 ୩୩ ସିସ୍ମନ୍ ତାକେ କଇଲାଇ, “ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ?”
Pa mu rekó učenci njegovi: Odkod bi mi vzeli v puščavi toliko kruha, da bi toliko ljudstva nasitili?
34 ୩୪ ଜିସୁ ପାଚାର୍ଲା, “ତମର୍ ଲଗେ କେତେଟା ରୁଟି ଆଚେ?” ସେମନ୍ କଇଲାଇ, “ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।”
In reče jim Jezus: Koliko hlebov imate? Oni pa rekó: Sedem, in malo ribic.
35 ୩୫ ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା ।
Pa ukaže ljudstvu, naj sedejo po tléh.
36 ୩୬ ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ ।
In vzeme sedmere hlebe in ribe, in blagoslovi, ter prelomi in dá učencem svojim, učenci pa ljudstvu.
37 ୩୭ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
In jedli so vsi, in nasitili so se; in pobrali so ostanke koscev, sedem košev polnih.
38 ୩୮ ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।
Bilo jih je pa, kteri so jedli, štiri tisoči, brez žen in otrok.
39 ୩୯ ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।
Razpustivši pa ljudstvo, stopi v ladjo, in pride v Magdalske predele.