< ମାତିଉ 14 >
1 ୧ ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
Gdy Herod, zarządca prowincji, usłyszał wieści o Jezusie, rzekł do swoich dworzan:
2 ୨ ସେ ତାର୍ଟାନେ କାମ୍ କର୍ବା ଲକ୍ମନ୍କେ କଇଲା, “ସତଇସେ ଏ ଡୁବନ୍ ଦେଉ ଜଅନ୍ସେ । ସେ ଆରିତରେକ୍ ଜିବନ୍ ଅଇ ଉଟି ବାଉଡି ଆଇଲାଆଚେ । ସେଟାର୍ପାଇ ତାର୍ଟାନେ କାବା ଅଇଜିବା କାମ୍ କର୍ବା ବପୁ ଆଚେ ।”
—To musi być zmartwychwstały Jan Chrzciciel. Dlatego potrafi czynić takie cuda.
3 ୩ ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା ।
Wcześniej bowiem to właśnie on kazał aresztować i uwięzić Jana. A stało się to z powodu Herodiady, żony jego brata Filipa.
4 ୪ ଜଅନ୍ ତାକେ କଇରଇଲା “ତମର୍ ବଉ ଏରଦିଆକେ ବିବା ଅଇବାଟା ତମର୍ ଟିକ୍ ଅଏନାଇ ।”
Jan bowiem ciągle mu wypominał: „Nie wolno ci żyć z żoną swojego brata!”.
5 ୫ ସେଟାର୍ପାଇ ଏରଦ୍ ଜଅନ୍କେ ମରାଇବାକେ ଜଜ୍ନା କର୍ତେରଇଲା, ମାତର୍ ସେ ଜିଉଦି ଲକ୍ମନ୍କେ ଡର୍ତେରଇଲା । କାଇକେବଇଲେ ଜିଉଦି ଲକ୍ମନ୍ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ମାନ୍ତେରଇଲାଇ ।
Herod postanowił zabić Jana, bał się jednak tłumów, które uważały go za proroka.
6 ୬ ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
Zdarzyło się, że podczas uczty urodzinowej Heroda wystąpiła córka Herodiady, a jej taniec bardzo mu się spodobał.
7 ୭ ଏରଦ୍ ତାର୍ ଉପ୍ରେ ଏତେକ୍ ସାର୍ଦା ଅଇଲାଜେ, ସାର୍ଦା ଅଇ ପର୍ମାନ୍ ନିୟମ୍ କରି କଇଲା “ତୁଇ ଜାଇଟା ମାଙ୍ଗ୍ଲେ, ସେଟା ଦେବି!”
I uroczyście przyrzekł spełnić każde jej życzenie.
8 ୮ ତାର୍ ଆୟାର୍ କାତା ଦାରି ଟକି କଇଲା “ମକେ ଏବେଆକା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ ସଙ୍ଗଇ କରି ଦିଆ ।”
Namówiona przez matkę, dziewczyna poprosiła: —Daj mi na tacy głowę Jana Chrzciciela.
9 ୯ ଏଟା ସୁନିକରି ରାଜା ଦୁକ୍ ଅଇଗାଲା । ଏଲେମିସା ସବୁର୍ ମୁଆଟେ ନିଜେ ପର୍ମାନ୍ ନିୟମ୍ କରିରଇଲାଜେ ଟକିର୍ ମନ୍ କରିରଇବାଟା ପୁରୁନ୍ କର୍ବାକେ ଆଦେସ୍ ଦେଲା ।
Zasmuciło to króla, lecz ze względu na przysięgę złożoną w obecności gości rozkazał spełnić tę prośbę.
10 ୧୦ ସେଟାର୍ପାଇ ବନ୍ଦି ଗରେ ଜଅନର୍ ମୁଣ୍ଡ୍ କାଟା ଅଇଲା ।
Ścięto więc Jana w więzieniu,
11 ୧୧ ଗଟେକ୍ ତାଲାଟାନେ ମୁଣ୍ଡ୍ ସଙ୍ଗଇ ଟକିକେ ଦେଲାଇ । ସେ ସେଟା ନେଇକରି ତାର୍ ମାକେ ଦେଲା ।
a jego głowę przyniesiono na tacy dziewczynie, ona zaś oddała ją matce.
12 ୧୨ ତାର୍ପଚେ ଜଅନର୍ ସିସ୍ମନ୍ ଆସି ମଲା ଗାଗଡ୍ ନେଇ ତପ୍ବାକେ ଦାରିଗାଲାଇ । ସେମନ୍ ଜାଇକରି ଜିସୁକେ ଏ ବିସଇ ଜାନାଇଲାଇ ।
Uczniowie Jana zabrali jego ciało, pogrzebali je i powiadomili o wszystkim Jezusa.
13 ୧୩ ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ ।
Na wieść o tym Jezus odpłynął łodzią w odludne miejsce. Chciał być sam. Ludzie wypatrzyli Go jednak i z różnych miasteczek podążyli za Nim pieszo.
14 ୧୪ ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
Wychodząc więc z łodzi, Jezus znów zastał tłumy ludzi. Poruszony współczuciem uzdrowił wszystkich obecnych tam chorych.
15 ୧୫ ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, “ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।”
Pod wieczór uczniowie zwrócili się do Niego: —Każ ludziom rozejść się do pobliskich wiosek i osad. Niech sobie kupią coś do jedzenia, bo na tym pustkowiu nie ma żywności, a robi się już późno.
16 ୧୬ ମାତର୍ ଜିସୁ ସେମନ୍କେ କଇଲା, “ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।”
—Nie muszą odchodzić. —odparł Jezus—Wy dajcie im jeść!
17 ୧୭ ସିସ୍ମନ୍ କଇଲାଇ, “ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।”
—Ale co?!—wykrzyknęli. —Nic nie mamy! Tylko pięć chlebów i dwie ryby!
18 ୧୮ ଜିସୁ କଇଲା, “ସେଟା ମର୍ଟାନେ ଦାରିଆସା ।”
—Przynieście je więc tutaj—powiedział.
19 ୧୯ ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ ।
Polecił ludziom usiąść na trawie, a sam wziął pięć chlebów i dwie ryby. Spojrzał w niebo, podziękował Bogu i podzielił chleb. Podał go uczniom, a oni ludziom.
20 ୨୦ ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ ।
W ten sposób wszyscy najedli się do syta i zebrano jeszcze dwanaście pełnych koszy resztek,
21 ୨୧ ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।
choć w posiłku tym brało udział około pięciu tysięcy samych tylko mężczyzn—nie licząc kobiet i dzieci.
22 ୨୨ ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା ।
Zaraz potem Jezus nakazał uczniom, aby przeprawili się łodzią na drugą stronę jeziora, dokąd On sam miał przybyć później. Chciał bowiem pozostać na miejscu do czasu, aż ludzie rozejdą się do domów.
23 ୨୩ ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା ।
Gdy wszyscy już odeszli, wszedł na wzgórze, aby się modlić. Zapadł zmrok i Jezus był zupełnie sam.
24 ୨୪ ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
Tymczasem łódź uczniów była już daleko od brzegu. Miotały nią fale, bo wiatr był przeciwny.
25 ୨୫ କୁକ୍ଡା ଡାକେ, ଏଦେ ଦେକା! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା ।
Około trzeciej nad ranem poszedł więc do nich po wodzie.
26 ୨୬ ସିସ୍ମନ୍ ତାକେ ଦେକି କିଲ୍ବିଲ୍ ଅଇଗାଲାଇ । ଡରର୍ମାଡେ ଡୁମା ବଲି କିର୍କିର୍ଲାଇ ।
Przerażeni uczniowie, widząc że idzie po wodzie, krzyknęli: —To duch!
27 ୨୭ ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, “ମୁଇ କାଇକି, ଡରାନାଇ ।”
—Spokojnie! Nie bójcie się, to Ja!—szybko odrzekł Jezus.
28 ୨୮ ଜିସୁର୍ ଏ କାତା ସୁନି ପିତର୍ କଇଲା, “ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।”
—Panie, jeśli to naprawdę Ty, każ mi przyjść do siebie po wodzie—zawołał w odpowiedzi Piotr.
29 ୨୯ ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା ।
—Dobrze, chodź!—rzekł. Piotr wyszedł z łodzi, zaczął iść po wodzie i zbliżył się do Jezusa.
30 ୩୦ ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍!
Lecz gdy poczuł silne uderzenie wiatru, przestraszył się i zaczął tonąć. —Panie, ratuj mnie!—krzyczał.
31 ୩୧ ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, “ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି?”
Jezus natychmiast wyciągnął do niego rękę i wydobył go z wody. —Gdzie jest twoja wiara? Dlaczego zwątpiłeś?—zapytał Piotra.
32 ୩୨ ମାତର୍ ସେମନ୍ ଡଙ୍ଗାଇ ଚଗ୍ଲାକେ ପବନ୍ ବନ୍ଦ୍ଅଇ ଗାଲା ।
Gdy weszli do łodzi, wiatr nagle ucichł.
33 ୩୩ ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
Wtedy uczniowie padli przed Jezusem na twarz. —Naprawdę jesteś Synem Boga!—wyznali.
34 ୩୪ ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ଲଙ୍ଗିକରି ଗିନେସରତ୍ ଜାଗାଇ କେଟ୍ଲାଇ ।
Niebawem przypłynęli do krainy Genezaret.
35 ୩୫ ଆରି ତେଇର୍ ଲକ୍ମନ୍ ଜିସୁକେ ଚିନିକରି ଲଗେ ପାକେ ରଇବା ଚାରିବେଡ୍ତିର୍ ସବୁ ଜାଗାଇ କବର୍ ପାଟାଇଲାଇ ଆରି ରଗି ଲକ୍ମନ୍କେ ତାର୍ ଲଗେ ଆନ୍ଲାଇ ।
Tamtejsi mieszkańcy rozpoznali Jezusa i po całej okolicy rozeszła się wiadomość o Jego przybyciu. Przyprowadzono do Niego wszystkich chorych
36 ୩୬ ରଗିମନ୍ ଜିସୁର୍ ପିନ୍ଦ୍ଲା ଲୁଗାର୍ ଜାଲି ଚିଇବାକେ, ଆଦେସ୍ ଦେବାକେ, ଲକ୍ମନ୍ ତାକେ ବାବୁଜିଆକରି କଇଲାଇ । ମାତର୍ ଜେତେକ୍ଲକ୍ ସେଟା ଚିଇଲାଇ, ସବୁଲକ୍ ନିକଅଇଲାଇ ।
i proszono Go, aby pozwolił im przynajmniej dotknąć swojego płaszcza. A wszyscy, którzy Go dotknęli, odzyskali zdrowie.