< ମାତିଉ 13 >
1 ୧ ଦିନେକ୍ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗରେ ଅନି ବାରଇ ସମ୍ଦୁର୍ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍ ଦାର୍ଲା ।
అపరఞ్చ తస్మిన్ దినే యీశుః సద్మనో గత్వా సరిత్పతే రోధసి సముపవివేశ|
2 ୨ ଲକ୍ମନ୍ ତାର୍ ଚାରିବେଡ୍ତି ଜବର୍ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍ ଡଙ୍ଗାଇ ଜାଇ ବସ୍ଲା । ଲକ୍ମନ୍ ଟିଆ ଅଇ ତାର୍ କାତା ସୁନ୍ବାର୍ ଦାର୍ଲାଇ ।
తత్ర తత్సన్నిధౌ బహుజనానాం నివహోపస్థితేః స తరణిమారుహ్య సముపావిశత్, తేన మానవా రోధసి స్థితవన్తః|
3 ୩ ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା ।
తదానీం స దృష్టాన్తైస్తాన్ ఇత్థం బహుశ ఉపదిష్టవాన్| పశ్యత, కశ్చిత్ కృషీవలో బీజాని వప్తుం బహిర్జగామ,
4 ୪ ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ ।
తస్య వపనకాలే కతిపయబీజేషు మార్గపార్శ్వే పతితేషు విహగాస్తాని భక్షితవన్తః|
5 ୫ ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା ।
అపరం కతిపయబీజేషు స్తోకమృద్యుక్తపాషాణే పతితేషు మృదల్పత్వాత్ తత్క్షణాత్ తాన్యఙ్కురితాని,
6 ୬ ମାତର୍ ଗାଜାର୍ ଚେର୍ ବିତ୍ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା ।
కిన్తు రవావుదితే దగ్ధాని తేషాం మూలాప్రవిష్టత్వాత్ శుష్కతాం గతాని చ|
7 ୭ ଆରି କେତେଟା ବିଅନ୍ କାଟାବୁଟା ବିତ୍ରେ ଅଦର୍ଲା, ଆରି କାଟାବୁଟା ଆଁକ୍ରି ଗାଜା ଅଇଲା । ବିଅନର୍ ଚାରିବେଡ୍ତି ବର୍ଡି ଜାଇ ସେଟା ସବୁ ଗିଲିଦେଲା ।
అపరం కతిపయబీజేషు కణ్టకానాం మధ్యే పతితేషు కణ్టకాన్యేధిత్వా తాని జగ్రసుః|
8 ୮ ମାତର୍ ଆରି ବାକି ସବୁ ବିଅନ୍ ନିକ ବୁଏଁ ଅଦ୍ରି ବୁଟା ଅଇ ବଡିକରି ପଲ୍ ଦାର୍ଲା । କେତେଟା ବୁଟାଇ ତିରିସ୍ ବାଗ୍, ସାଟେ ବାଗ୍, ଆରି ସଏ ବାଗ୍ ଅନି ଅଦିକ୍ ପଲ୍ଦାର୍ଲା ।”
అపరఞ్చ కతిపయబీజాని ఉర్వ్వరాయాం పతితాని; తేషాం మధ్యే కానిచిత్ శతగుణాని కానిచిత్ షష్టిగుణాని కానిచిత్ త్రింశగుంణాని ఫలాని ఫలితవన్తి|
9 ୯ ଜିସୁ ଉଦାଅରଣ୍ ସାରାଇକରି କଇଲା, “ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।”
శ్రోతుం యస్య శ్రుతీ ఆసాతే స శృణుయాత్|
10 ୧୦ ପଚେ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ ଲକ୍ମନ୍କେ ସିକାଇଲା ବେଲେ କାଇକେ ଉଦାଅରଣ୍ ଇସାବେ କଇଲାସ୍ନି?”
అనన్తరం శిష్యైరాగత్య సోఽపృచ్ఛ్యత, భవతా తేభ్యః కుతో దృష్టాన్తకథా కథ్యతే?
11 ୧୧ ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
తతః స ప్రత్యవదత్, స్వర్గరాజ్యస్య నిగూఢాం కథాం వేదితుం యుష్మభ్యం సామర్థ్యమదాయి, కిన్తు తేభ్యో నాదాయి|
12 ୧୨ ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।”
యస్మాద్ యస్యాన్తికే వర్ద్ధతే, తస్మాయేవ దాయిష్యతే, తస్మాత్ తస్య బాహుల్యం భవిష్యతి, కిన్తు యస్యాన్తికే న వర్ద్ధతే, తస్య యత్ కిఞ్చనాస్తే, తదపి తస్మాద్ ఆదాయిష్యతే|
13 ୧୩ ସେମନ୍କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍ ଦେକି ଦେକି ରଇବାଇ, ମାତର୍ ନ ଦେକ୍ଲା ପାରା । ସୁନ୍ତେ ରଇବାଇ, ମାତର୍ ନ ସୁନ୍ଲା ପାରା ଆରି ନ ବୁଜତ୍ ।
తే పశ్యన్తోపి న పశ్యన్తి, శృణ్వన్తోపి న శృణ్వన్తి, బుధ్యమానా అపి న బుధ్యన్తే చ, తస్మాత్ తేభ్యో దృష్టాన్తకథా కథ్యతే|
14 ୧୪ ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା । ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍ ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
యథా కర్ణైః శ్రోష్యథ యూయం వై కిన్తు యూయం న భోత్స్యథ| నేత్రైర్ద్రక్ష్యథ యూయఞ్చ పరిజ్ఞాతుం న శక్ష్యథ| తే మానుషా యథా నైవ పరిపశ్యన్తి లోచనైః| కర్ణై ర్యథా న శృణ్వన్తి న బుధ్యన్తే చ మానసైః| వ్యావర్త్తితేషు చిత్తేషు కాలే కుత్రాపి తైర్జనైః| మత్తస్తే మనుజాః స్వస్థా యథా నైవ భవన్తి చ| తథా తేషాం మనుష్యాణాం క్రియన్తే స్థూలబుద్ధయః| బధిరీభూతకర్ణాశ్చ జాతాశ్చ ముద్రితా దృశః|
15 ୧୫ କାଇକେ ବଇଲେ ସେମନର୍ ବୁଦି ଉନା । ସେମନ୍ କାନେ ଚୁଟିଅଇ ଦେଇଆଚତ୍ ଆରି ଆଁକି ଲିମିଦେଇ ଆଚତ୍ । ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ, ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ । ସେମନ୍କେ ମୁଇ ନିକ କରିଦେଇତି ।
యదేతాని వచనాని యిశయియభవిష్యద్వాదినా ప్రోక్తాని తేషు తాని ఫలన్తి|
16 ୧୬ “ତମେ କେଡେକ୍ ନିକ କରମର୍ ଲକ୍! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି!
కిన్తు యుష్మాకం నయనాని ధన్యాని, యస్మాత్ తాని వీక్షన్తే; ధన్యాశ్చ యుష్మాకం శబ్దగ్రహాః, యస్మాత్ తైరాకర్ణ్యతే|
17 ୧୭ ମୁଇ ତମ୍କେ ସତ୍ କଇଲିନି, କେତେକ୍ କେତେକ୍ ବବିସତ୍ବକ୍ତା ଆରି ପର୍ମେସରର୍ ଲକ୍ମନ୍ ତମେ ଜନ୍ଟା ଦେକ୍ଲାସ୍ନି, ସେଟା ଦେକ୍ବାକେ, ଆରି ଜାଇଟା ସୁନ୍ଲାସ୍ନି, ସେଟାମନ୍ ସୁନ୍ବାକେ ମନ୍ କର୍ତେରଇଲାଇ, ମାତର୍ ନାପାର୍ଲାଇ ।”
మయా యూయం తథ్యం వచామి యుష్మాభి ర్యద్యద్ వీక్ష్యతే, తద్ బహవో భవిష్యద్వాదినో ధార్మ్మికాశ్చ మానవా దిదృక్షన్తోపి ద్రష్టుం నాలభన్త, పునశ్చ యూయం యద్యత్ శృణుథ, తత్ తే శుశ్రూషమాణా అపి శ్రోతుం నాలభన్త|
18 ୧୮ “ତେବେ ସୁନା, ବିଅନ୍ ବୁନ୍ବା କାତାର୍ ଅରତ୍ କଇଲିନି । ତମେ ବୁଜ୍ବାକେ ଚେସ୍ଟା କରା ।
కృషీవలీయదృష్టాన్తస్యార్థం శృణుత|
19 ୧୯ ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।”
మార్గపార్శ్వే బీజాన్యుప్తాని తస్యార్థ ఏషః, యదా కశ్చిత్ రాజ్యస్య కథాం నిశమ్య న బుధ్యతే, తదా పాపాత్మాగత్య తదీయమనస ఉప్తాం కథాం హరన్ నయతి|
20 ୨୦ “ଜନ୍ ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ସଙ୍ଗ୍ ମାନ୍ବାଇ, ସେଟା ପାକ୍ନାବାଡି ଜାଗାଇ ଅଦ୍ରିରଇବା ବିଅନ୍ ପାରା ।
అపరం పాషాణస్థలే బీజాన్యుప్తాని తస్యార్థ ఏషః; కశ్చిత్ కథాం శ్రుత్వైవ హర్షచిత్తేన గృహ్లాతి,
21 ୨୧ ବାକିଅ ପୁରାପୁରୁନ୍ ତାକର୍ ମନ୍ ବିତ୍ରେ ଜାଇ ନ ରଏ ଜେ, ସେମନ୍ ସେଟା ବେସି ଦିନ୍ ମାନିକରି ରଇ ନାପାରତ୍ । ବାକିଅର୍ ଲାଗି କସ୍ଟ କି ବେମ୍ଜା ଆଇଲେ, ସେମନ୍ ଦାପ୍ରେସେ ସେଟା ଚାଡିଦେବାଇ ।
కిన్తు తస్య మనసి మూలాప్రవిష్టత్వాత్ స కిఞ్చిత్కాలమాత్రం స్థిరస్తిష్ఠతి; పశ్చాత తత్కథాకారణాత్ కోపి క్లేస్తాడనా వా చేత్ జాయతే, తర్హి స తత్క్షణాద్ విఘ్నమేతి|
22 ୨୨ କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ । (aiōn )
అపరం కణ్టకానాం మధ్యే బీజాన్యుప్తాని తదర్థ ఏషః; కేనచిత్ కథాయాం శ్రుతాయాం సాంసారికచిన్తాభి ర్భ్రాన్తిభిశ్చ సా గ్రస్యతే, తేన సా మా విఫలా భవతి| (aiōn )
23 ୨୩ ଜନ୍ଲକ୍ମନ୍ ବାକିଅ ସୁନି ନିକକରି ବୁଜ୍ବାଇ, ନିକ ପଦାଇ ଅଦ୍ରିରଇବା ବିଅନର୍ ପାରା । ସେମନ୍ ନିକ ପସଲ୍ ଲାବ୍ କର୍ବାଇ କେ ସଏ ପୁଟିଅନି ଅଦିକ୍, କେ ସାଟେ ପୁଟିଅନି ଅଦିକ୍, କେ ତିରିସ୍ ପୁଟିଅନି ଅଦିକ୍ ପସଲ୍ ପାଚାଇବାଇ ।”
అపరమ్ ఉర్వ్వరాయాం బీజాన్యుప్తాని తదర్థ ఏషః; యే తాం కథాం శ్రుత్వా వుధ్యన్తే, తే ఫలితాః సన్తః కేచిత్ శతగుణాని కేచిత షష్టిగుణాని కేచిచ్చ త్రింశద్గుణాని ఫలాని జనయన్తి|
24 ୨୪ ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
అనన్తరం సోపరామేకాం దృష్టాన్తకథాముపస్థాప్య తేభ్యః కథయామాస; స్వర్గీయరాజ్యం తాదృశేన కేనచిద్ గృహస్థేనోపమీయతే, యేన స్వీయక్షేత్రే ప్రశస్తబీజాన్యౌప్యన్త|
25 ୨୫ ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା ।
కిన్తు క్షణదాయాం సకలలోకేషు సుప్తేషు తస్య రిపురాగత్య తేషాం గోధూమబీజానాం మధ్యే వన్యయవమబీజాన్యుప్త్వా వవ్రాజ|
26 ୨୬ ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା ।
తతో యదా బీజేభ్యోఽఙ్కరా జాయమానాః కణిశాని ఘృతవన్తః; తదా వన్యయవసాన్యపి దృశ్యమానాన్యభవన్|
27 ୨୭ ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, “ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା?”
తతో గృహస్థస్య దాసేయా ఆగమ్య తస్మై కథయాఞ్చక్రుః, హే మహేచ్ఛ, భవతా కిం క్షేత్రే భద్రబీజాని నౌప్యన్త? తథాత్వే వన్యయవసాని కృత ఆయన్?
28 ୨୮ ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, “ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି?”
తదానీం తేన తే ప్రతిగదితాః, కేనచిత్ రిపుణా కర్మ్మదమకారి| దాసేయాః కథయామాసుః, వయం గత్వా తాన్యుత్పాయ్య క్షిపామో భవతః కీదృశీచ్ఛా జాయతే?
29 ୨୯ ସାଉକାର୍ କଇଲା, “ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି ।
తేనావాది, నహి, శఙ్కేఽహం వన్యయవసోత్పాటనకాలే యుష్మాభిస్తైః సాకం గోధూమా అప్యుత్పాటిష్యన్తే|
30 ୩୦ କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।”
అతః శ్స్యకర్త్తనకాలం యావద్ ఉభయాన్యపి సహ వర్ద్ధన్తాం, పశ్చాత్ కర్త్తనకాలే కర్త్తకాన్ వక్ష్యామి, యూయమాదౌ వన్యయవసాని సంగృహ్య దాహయితుం వీటికా బద్వ్వా స్థాపయత; కిన్తు సర్వ్వే గోధూమా యుష్మాభి ర్భాణ్డాగారం నీత్వా స్థాప్యన్తామ్|
31 ୩୧ ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା ।
అనన్తరం సోపరామేకాం దృష్టాన్తకథాముత్థాప్య తేభ్యః కథితవాన్ కశ్చిన్మనుజః సర్షపబీజమేకం నీత్వా స్వక్షేత్ర ఉవాప|
32 ୩୨ ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।”
సర్షపబీజం సర్వ్వస్మాద్ బీజాత్ క్షుద్రమపి సదఙ్కురితం సర్వ్వస్మాత్ శాకాత్ బృహద్ భవతి; స తాదృశస్తరు ర్భవతి, యస్య శాఖాసు నభసః ఖగా ఆగత్య నివసన్తి; స్వర్గీయరాజ్యం తాదృశస్య సర్షపైకస్య సమమ్|
33 ୩୩ ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
పునరపి స ఉపమాకథామేకాం తేభ్యః కథయాఞ్చకార; కాచన యోషిత్ యత్ కిణ్వమాదాయ ద్రోణత్రయమితగోధూమచూర్ణానాం మధ్యే సర్వ్వేషాం మిశ్రీభవనపర్య్యన్తం సమాచ్ఛాద్య నిధత్తవతీ, తత్కిణ్వమివ స్వర్గరాజ్యం|
34 ୩୪ ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
ఇత్థం యీశు ర్మనుజనివహానాం సన్నిధావుపమాకథాభిరేతాన్యాఖ్యానాని కథితవాన్ ఉపమాం వినా తేభ్యః కిమపి కథాం నాకథయత్|
35 ୩୫ ଏଟାର୍ପାଇ ବବିସତ୍ବକ୍ତାର୍ ଏ ବାକିଅ ପୁରାପୁରୁନ୍ ଅଇଲା । ମୁଇ ଉଦାଅରଣ୍ ଦେଇ ସେମନ୍କେ କାତା କଇବି, ଏନ୍ତାରିସେ କାଇଟା ତିଆର୍ ନ ଅଇବା ଆଗ୍ତୁଅନି ନାଜାନି ରଇବା ସବୁ ବିସଇ ମୁଇ ସେମନ୍କେ ବୁଜାଇଦେବି ।
ఏతేన దృష్టాన్తీయేన వాక్యేన వ్యాదాయ వదనం నిజం| అహం ప్రకాశయిష్యామి గుప్తవాక్యం పురాభవం| యదేతద్వచనం భవిష్యద్వాదినా ప్రోక్తమాసీత్, తత్ సిద్ధమభవత్|
36 ୩୬ ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
సర్వ్వాన్ మనుజాన్ విసృజ్య యీశౌ గృహం ప్రవిష్టే తచ్ఛిష్యా ఆగత్య యీశవే కథితవన్తః, క్షేత్రస్య వన్యయవసీయదృష్టాన్తకథామ్ భవాన అస్మాన్ స్పష్టీకృత్య వదతు|
37 ୩୭ ଜିସୁ କଇଲା, “ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ ।
తతః స ప్రత్యువాచ, యేన భద్రబీజాన్యుప్యన్తే స మనుజపుత్రః,
38 ୩୮ ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ ।
క్షేత్రం జగత్, భద్రబీజానీ రాజ్యస్య సన్తానాః,
39 ୩୯ ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । (aiōn )
వన్యయవసాని పాపాత్మనః సన్తానాః| యేన రిపుణా తాన్యుప్తాని స శయతానః, కర్త్తనసమయశ్చ జగతః శేషః, కర్త్తకాః స్వర్గీయదూతాః| (aiōn )
40 ୪୦ ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । (aiōn )
యథా వన్యయవసాని సంగృహ్య దాహ్యన్తే, తథా జగతః శేషే భవిష్యతి; (aiōn )
41 ୪୧ ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି ।
అర్థాత్ మనుజసుతః స్వాంయదూతాన్ ప్రేషయిష్యతి, తేన తే చ తస్య రాజ్యాత్ సర్వ్వాన్ విఘ్నకారిణోఽధార్మ్మికలోకాంశ్చ సంగృహ్య
42 ୪୨ ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ ।
యత్ర రోదనం దన్తఘర్షణఞ్చ భవతి, తత్రాగ్నికుణ్డే నిక్షేప్స్యన్తి|
43 ୪୩ ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।”
తదానీం ధార్మ్మికలోకాః స్వేషాం పితూ రాజ్యే భాస్కరఇవ తేజస్వినో భవిష్యన్తి| శ్రోతుం యస్య శ్రుతీ ఆసాతే, మ శృణుయాత్|
44 ୪୪ “ଦିନେକ୍ ଗଟେକ୍ ଲକ୍ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍ଦା ସଙ୍ଗ୍ ନିଜର୍ ସବୁ ଦନ୍ ବିକି ଦେଇ, ସେ ଜମି ଗେନ୍ଲା । ସରଗ୍ ରାଇଜ୍ ମିସା ଏନ୍ତାରି ତପିଅଇରଇବା ଦନ୍ ପାରା ।”
అపరఞ్చ క్షేత్రమధ్యే నిధిం పశ్యన్ యో గోపయతి, తతః పరం సానన్దో గత్వా స్వీయసర్వ్వస్వం విక్రీయ త్తక్షేత్రం క్రీణాతి, స ఇవ స్వర్గరాజ్యం|
45 ୪୫ ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା ।
అన్యఞ్చ యో వణిక్ ఉత్తమాం ముక్తాం గవేషయన్
46 ୪୬ ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।
మహార్ఘాం ముక్తాం విలోక్య నిజసర్వ్వస్వం విక్రీయ తాం క్రీణాతి, స ఇవ స్వర్గరాజ్యం|
47 ୪୭ ସରଗ୍ ରାଇଜ୍ ଗଟେକ୍ ମାଚ୍ ଦାର୍ବା ଜାଲ୍ ପାରା । କେଉଟ୍ମନ୍ ଗାଡେ ଜାଲ୍ ପାକାଇ ବିନ୍ବିନ୍ ରକାମର୍ ମାଚ୍ ଦାର୍ବାଇ ।
పునశ్చ సముద్రో నిక్షిప్తః సర్వ్వప్రకారమీనసంగ్రాహ్యానాయఇవ స్వర్గరాజ్యం|
48 ୪୮ “ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ ।
తస్మిన్ ఆనాయే పూర్ణే జనా యథా రోధస్యుత్తోల్య సముపవిశ్య ప్రశస్తమీనాన్ సంగ్రహ్య భాజనేషు నిదధతే, కుత్సితాన్ నిక్షిపన్తి;
49 ୪୯ ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । (aiōn )
తథైవ జగతః శేషే భవిష్యతి, ఫలతః స్వర్గీయదూతా ఆగత్య పుణ్యవజ్జనానాం మధ్యాత్ పాపినః పృథక్ కృత్వా వహ్నికుణ్డే నిక్షేప్స్యన్తి, (aiōn )
50 ୫୦ ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।”
తత్ర రోదనం దన్తై ర్దన్తఘర్షణఞ్చ భవిష్యతః|
51 ୫୧ ଜିସୁ ସିସ୍ମନ୍କେ ପାଚାର୍ଲା, “ଏ ସବୁ ବିସଇ ବୁଜି ପାର୍ଲାସ୍ନି କି?” ସେମନ୍ “ଉଁ ମାପ୍ରୁ ।” ବଲି କଇଲାଇ ।
యీశునా తే పృష్టా యుష్మాభిః కిమేతాన్యాఖ్యానాన్యబుధ్యన్త? తదా తే ప్రత్యవదన్, సత్యం ప్రభో|
52 ୫୨ ଜିସୁ ସେମନ୍କେ କଇଲା, “ଜେନ୍ତାର୍କି ଗଟେକ୍ ଗରର୍ ଲକ୍, ତାର୍ ବାଣ୍ଡାର୍ ଗରେଅନି ତାକେ ଦର୍କାର୍ ଅଇବା ଇସାବେ ନୁଆ ଦିନ୍ସୁ ଆରି ପୁର୍ନା ଦିନ୍ସୁ ବାର୍କରାଇସି । ସରଗ୍ ରାଇଜେ ସିସ୍ ଅଇରଇବା ଗଟେକ୍ ଦରମ୍ ଗୁରୁ ସମାନ୍ ସେନ୍ତାରିସେ କର୍ସି ।”
తదానీం స కథితవాన్, నిజభాణ్డాగారాత్ నవీనపురాతనాని వస్తూని నిర్గమయతి యో గృహస్థః స ఇవ స్వర్గరాజ్యమధి శిక్షితాః స్వర్వ ఉపదేష్టారః|
53 ୫୩ ଜିସୁ ଏ ଉଦାଅରଣ୍ କଇସାରାଇ, ସେ ଜାଗା ଚାଡି ଉଟିଗାଲା ।
అనన్తరం యీశురేతాః సర్వ్వా దృష్టాన్తకథాః సమాప్య తస్మాత్ స్థానాత్ ప్రతస్థే| అపరం స్వదేశమాగత్య జనాన్ భజనభవన ఉపదిష్టవాన్;
54 ୫୪ ଆରି ନିଜର୍ ଜାଗାଇ ବାଅଡ୍ଲା । ସେ ଜାଗାର୍ ପାର୍ତନା ଗରେ ତାର୍ ସିକାଇବାଟା ସୁନି ଲକ୍ମନ୍ କାବା ଅଇଜାଇ କଇଲାଇ, “ଏତେକ୍ ଗିଆନ୍ ଏ କନ୍ତିଅନି ମିଲାଇଲା? ଏ କାବା ଅଇଜିବା କାମ୍ମନ୍ କର୍ବାକେ ଆକେ କେ ବପୁ ଦେଲା?
తే విస్మయం గత్వా కథితవన్త ఏతస్యైతాదృశం జ్ఞానమ్ ఆశ్చర్య్యం కర్మ్మ చ కస్మాద్ అజాయత?
55 ୫୫ ଏ କାଇ ସେ ବାଡଇର୍ ପିଲା! ମରିୟମ୍ ତାର୍ ମାଆ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍!
కిమయం సూత్రధారస్య పుత్రో నహి? ఏతస్య మాతు ర్నామ చ కిం మరియమ్ నహి? యాకుబ్-యూషఫ్-శిమోన్-యిహూదాశ్చ కిమేతస్య భ్రాతరో నహి?
56 ୫୬ ତାର୍ ବଇନିମନ୍ ଇତି ଆଚତ୍! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା?”
ఏతస్య భగిన్యశ్చ కిమస్మాకం మధ్యే న సన్తి? తర్హి కస్మాదయమేతాని లబ్ధవాన్? ఇత్థం స తేషాం విఘ్నరూపో బభూవ;
57 ୫୭ ଏନ୍ତାରି କଇ, ସେମନ୍ ଜିସୁକେ ନାମତ୍ ନାଇ । ଜିସୁ ସେମନ୍କେ କଇଲା “ଗଟେକ୍ ବବିସତ୍ବକ୍ତା ନିଜର୍ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍ ବଲାଇଅଇସି ।”
తతో యీశునా నిగదితం స్వదేశీయజనానాం మధ్యం వినా భవిష్యద్వాదీ కుత్రాప్యన్యత్ర నాసమ్మాన్యో భవతీ|
58 ୫୮ କାଇକେବଇଲେ ସେମନ୍ ଜିସୁକେ ବିସ୍ବାସ୍ କରତ୍ ନାଇଜେ ସେ ତେଇ ଆରି ଅଦିକ୍ କାବା ଅଇଜିବା କାମ୍ମନ୍ କରେ ନାଇ ।
తేషామవిశ్వాసహేతోః స తత్ర స్థానే బహ్వాశ్చర్య్యకర్మ్మాణి న కృతవాన్|