< ମାତିଉ 13 >

1 ଦିନେକ୍‌ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗରେ ଅନି ବାରଇ ସମ୍‌ଦୁର୍‌ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍‌ ଦାର୍‌ଲା ।
その日,イエスは家を出て,海辺に座っていた。
2 ଲକ୍‌ମନ୍‌ ତାର୍‌ ଚାରିବେଡ୍‌ତି ଜବର୍‌ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍‌ ଡଙ୍ଗାଇ ଜାଇ ବସ୍‌ଲା । ଲକ୍‌ମନ୍‌ ଟିଆ ଅଇ ତାର୍‌ କାତା ସୁନ୍‌ବାର୍‌ ଦାର୍‌ଲାଇ ।
大群衆がそのもとに集まったので,彼は舟に乗り込んで座った。そして群衆はみな浜辺に立っていた。
3 ଆରି ସେ କେତେକ୍‌ କେତେକ୍‌ ବିସଇ, ଉଦାଅରଣ୍‌ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍‌ ଚାସି ତରେକ୍‌ ବିଅନ୍‌ ବୁନ୍‌ବାର୍‌ ବାରଇଲା ।
彼はたとえを用いて彼らに多くの事を語って,こう言った。「見よ,ある耕作人が種をまきに出かけた。
4 ଚାସି ସେ ଜମିଟାନେ ବିଅନ୍‌ ବୁନ୍‌ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍‌ଲାଜେ ସେଟା ଚଡଇମନ୍‌ ଆସି କାଇଦେଲାଇ ।
種をまいていると,幾つかの種は道ばたに落ち,鳥たちがやって来て,それらをむさぼり食ってしまった。
5 ଆରି ଅଦେକ୍‌ ମାଟି ଉନାରଇ ଜବର୍‌ ପାକ୍‌ନା ରଇବା ପଦାଇ ଅଦର୍‌ଲା । ତେଇ ମାଟି ବଉଲ୍‌ ନ ରଇଲାଜେ ଦାପ୍‌ରେ ଆଁକ୍‌ରି ଗାଜା ଅଇଲା ।
別の幾つかの種は土の少ない岩地の上に落ちた。そして,土が深くなかったので,すぐに芽を出した。
6 ମାତର୍‌ ଗାଜାର୍‌ ଚେର୍‌ ବିତ୍‌ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା ।
太陽が昇ると焦がされ,根がないために枯れ果ててしまった。
7 ଆରି କେତେଟା ବିଅନ୍‌ କାଟାବୁଟା ବିତ୍‌ରେ ଅଦର୍‌ଲା, ଆରି କାଟାବୁଟା ଆଁକ୍‌ରି ଗାଜା ଅଇଲା । ବିଅନର୍‌ ଚାରିବେଡ୍‌ତି ବର୍‌ଡି ଜାଇ ସେଟା ସବୁ ଗିଲିଦେଲା ।
別の幾つかの種はイバラの間に落ち,イバラが伸びて来てそれらをふさいだ。
8 ମାତର୍‌ ଆରି ବାକି ସବୁ ବିଅନ୍‌ ନିକ ବୁଏଁ ଅଦ୍‌ରି ବୁଟା ଅଇ ବଡିକରି ପଲ୍‌ ଦାର୍‌ଲା । କେତେଟା ବୁଟାଇ ତିରିସ୍‌ ବାଗ୍‌, ସାଟେ ବାଗ୍‌, ଆରି ସଏ ବାଗ୍‌ ଅନି ଅଦିକ୍‌ ପଲ୍‌ଦାର୍‌ଲା ।”
さらに,それ以外の種は良い土に落ち,あるものは百倍,あるものは六十倍,あるものは三十倍の実を生み出した。
9 ଜିସୁ ଉଦାଅରଣ୍‌ ସାରାଇକରି କଇଲା, “ଜାକେ ସୁନ୍‌ଲା ପାରା କାନ୍‌ ଆଚେ, ସେ ସୁନ ।”
聞く耳のある者は聞きなさい」 。
10 ୧୦ ପଚେ ସିସ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ, “ତମେ ଲକ୍‌ମନ୍‌କେ ସିକାଇଲା ବେଲେ କାଇକେ ଉଦାଅରଣ୍‌ ଇସାବେ କଇଲାସ୍‌ନି?”
弟子たちが近寄って来て,彼に言った,「なぜ彼らにたとえでお話しになるのですか」。
11 ୧୧ ଜିସୁ କଇଲା, “ସରଗ୍‌ ରାଇଜର୍‌ ଟିକି ନିକି କାତା ବୁଜ୍‌ବାକେ ତମେ ଗିଆନ୍‌ ପାଇଆଚାସ୍‌ । ମାତର୍‌ ସେମନ୍‌ ପାଅତ୍‌ ନାଇ ।
彼は彼らに答えた,「あなた方には神の王国の秘密を知ることが許されているが,彼らには許されていない。
12 ୧୨ ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ, ତାର୍‌ଟାନେ ଜେତ୍‌କି ଆଚେ, ସେଟା ମିସା ନିଆଅଇସି ।”
だれでも持っている人,その人にはさらに与えられて,あり余るほど持つことになるが,持っていない人,その人からは持っているものまでも取り去られることになるからだ。
13 ୧୩ ସେମନ୍‌କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍‌ ଦେକି ଦେକି ରଇବାଇ, ମାତର୍‍ ନ ଦେକ୍‌ଲା ପାରା । ସୁନ୍‌ତେ ରଇବାଇ, ମାତର୍‍ ନ ସୁନ୍‌ଲା ପାରା ଆରି ନ ବୁଜତ୍‌ ।
だから,わたしは彼らにたとえで話す。それは彼らが,見ても見ず,聞いても聞かず,理解もしないからだ。
14 ୧୪ ଜିସାୟ ବବିସତ୍‌ବକ୍‌ତା କଇରଇବା ବାକିଅ ପୁରାପୁରୁନ୍‌ ଅଇଲା । ଏ ଲକ୍‌ମନ୍‌ ସୁନି ସୁନି ମିସା କାଇଟା ନ ବୁଜତ୍‌ ଦେକ୍‌ତେରଇବାଇ, ମାତର୍‌ ନ ଦେକ୍‌ଲା ପାରା ।
イザヤの預言は彼らの内で果たされている。こう言われていた。 『あなた方は聞くには聞くが,決して理解しないだろう。見るには見るが,決して分からないだろう。
15 ୧୫ କାଇକେ ବଇଲେ ସେମନର୍‌ ବୁଦି ଉନା । ସେମନ୍‌ କାନେ ଚୁଟିଅଇ ଦେଇଆଚତ୍‌ ଆରି ଆଁକି ଲିମିଦେଇ ଆଚତ୍‌ । ସେନ୍ତାର୍‌ ନ ଅଇରଇଲେ ସେମନ୍‌ ଦେକିପାର୍‌ତାଇ, ସୁନିପାର୍‌ତାଇ ଆରି ମର୍‌ ଲଗେ ବାଉଡି ଆଇତାଇ । ସେମନ୍‌କେ ମୁଇ ନିକ କରିଦେଇତି ।
この民の心は無感覚になり,耳は聞くことに鈍くなり,目は閉じてしまった。そうでなければ,彼らは目で分かり,耳で聞き,心で理解したかも知れず,こうして立ち返っただろう。そうすれば,わたしは彼らをいやしただろうに』。
16 ୧୬ “ତମେ କେଡେକ୍‌ ନିକ କରମର୍‌ ଲକ୍‌! ତମେ ଦେକି ପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି!
「だが,あなた方の目は見ているゆえに,またあなた方の耳は聞いているゆえに幸いだ。
17 ୧୭ ମୁଇ ତମ୍‌କେ ସତ୍‌ କଇଲିନି, କେତେକ୍‌ କେତେକ୍‌ ବବିସତ୍‌ବକ୍‌ତା ଆରି ପର୍‌ମେସରର୍‌ ଲକ୍‌ମନ୍‌ ତମେ ଜନ୍‌ଟା ଦେକ୍‌ଲାସ୍‌ନି, ସେଟା ଦେକ୍‌ବାକେ, ଆରି ଜାଇଟା ସୁନ୍‌ଲାସ୍‌ନି, ସେଟାମନ୍‌ ସୁନ୍‌ବାକେ ମନ୍‌ କର୍‌ତେରଇଲାଇ, ମାତର୍‌ ନାପାର୍‌ଲାଇ ।”
本当にはっきりとあなた方に告げるが,多くの預言者たちと義人たちは,あなた方が見ているものを見たいと願ったのにそれを見ず,あなた方が聞いていることを聞きたいと願ったのにそれを聞かなかったからだ。
18 ୧୮ “ତେବେ ସୁନା, ବିଅନ୍‌ ବୁନ୍‌ବା କାତାର୍‌ ଅରତ୍‌ କଇଲିନି । ତମେ ବୁଜ୍‌ବାକେ ଚେସ୍‌ଟା କରା ।
「だから,耕作人のたとえを聞きなさい。
19 ୧୯ ଜନ୍‌ ଲକ୍‌ମନ୍‌ ସରଗ୍‌ ରାଇଜର୍‌ ବାକିଅ ସୁନି ନ ବୁଜତ୍‌, ସଇତାନ୍‌ ଆସି ସେମନର୍‌ ମନ୍‌ ବିତ୍‌ରେ ଅନି ଜନ୍‌ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍‌ରି ରଇବା ବିଅନର୍‌ ଅରତ୍‌ ।”
だれかが王国の言葉を聞いても理解しない場合,悪い者がやって来て,その心にまかれたものを奪い去る。道ばたにまかれたものとは,そういう人のことだ。
20 ୨୦ “ଜନ୍‌ ଲକ୍‌ମନ୍‌ ବାକିଅ ସୁନ୍‌ଲା ଦାପ୍‌ରେ ସାର୍‌ଦା ସଙ୍ଗ୍‌ ମାନ୍‌ବାଇ, ସେଟା ପାକ୍‌ନାବାଡି ଜାଗାଇ ଅଦ୍‌ରିରଇବା ବିଅନ୍‌ ପାରା ।
岩地の上にまかれたものとは,こういう人のことだ。み言葉を聞くと,喜んですぐに受け入れる。
21 ୨୧ ବାକିଅ ପୁରାପୁରୁନ୍‌ ତାକର୍‌ ମନ୍‌ ବିତ୍‌ରେ ଜାଇ ନ ରଏ ଜେ, ସେମନ୍‌ ସେଟା ବେସି ଦିନ୍‌ ମାନିକରି ରଇ ନାପାରତ୍‌ । ବାକିଅର୍‌ ଲାଗି କସ୍‌ଟ କି ବେମ୍‍ଜା ଆଇଲେ, ସେମନ୍‌ ଦାପ୍‌ରେସେ ସେଟା ଚାଡିଦେବାଇ ।
だが,自分の内に根がないので,しばらくしか続かない。み言葉のために圧迫や迫害が生じると,すぐにつまずく。
22 ୨୨ କାଟାବୁଟା କେନ୍ତାର୍‌କି ସାନ୍‌ ବୁଟାମନ୍‌କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍‌ ପାଇଟି କାବାଡ୍‌ ଆରି ଦନ୍‌କେ ଲବ୍‌ ଅଇକରି, କେତେକ୍‌ ଲକ୍‌ମନର୍‌ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍‌ କାଟାବୁଟାଇ ଅଦର୍‌ଲା ବିଅନ୍‌ ପାରା । ସେମନର୍‌ କାଇ ପସଲ୍‌ ନ ପାଚାଅତ୍‌ । (aiōn g165)
イバラの間にまかれたものとは,こういう人のことだ。み言葉を聞いても,この世の思い煩いや富の欺きがみ言葉をふさぎ,その人は実を結ばなくなる。 (aiōn g165)
23 ୨୩ ଜନ୍‌ଲକ୍‌ମନ୍‌ ବାକିଅ ସୁନି ନିକକରି ବୁଜ୍‌ବାଇ, ନିକ ପଦାଇ ଅଦ୍‌ରିରଇବା ବିଅନର୍‌ ପାରା । ସେମନ୍‌ ନିକ ପସଲ୍‌ ଲାବ୍‌ କର୍‌ବାଇ କେ ସଏ ପୁଟିଅନି ଅଦିକ୍‌, କେ ସାଟେ ପୁଟିଅନି ଅଦିକ୍‌, କେ ତିରିସ୍‌ ପୁଟିଅନି ଅଦିକ୍‌ ପସଲ୍‌ ପାଚାଇବାଇ ।”
良い土の上にまかれたものとは,こういう人のことだ。み言葉を聞いて理解し,ある者は百倍,ある者は六十倍,ある者は三十倍の実を生み出すのだ」 。
24 ୨୪ ଜିସୁ ତାର୍‌ ସିସ୍‌ମନ୍‌କେ ଆରି ଗଟେକ୍‌ ବିସଇ କାତାନି ଇସାବେ କଇଲା, ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକର୍‌ ପାରା । ସେ ଲକ୍‌ ତାର୍‌ ଜମିଟାନେ ନିକ ବିଅନ୍‌ ବୁନ୍‌ଲା ।
彼は彼らに別のたとえを示して,こう言った。「天の王国は,自分の畑に良い種をまいた人のようだ。
25 ୨୫ ସେ ଦିନେକ୍‌, ରାତିଆ ସଇଲା ବେଲେ, ତାର୍‌ ଗଟେକ୍‌ ବିରଦ୍‌ ଲକ୍‌ ଆସି ସେ ଜମିଟାନେ ଗାଁସ୍‌ ମୁଞ୍ଜି ବୁନି ଦେଇ, ଉଟିଗାଲା ।
人々が眠っている間に,彼の敵がやって来て,毒麦を小麦の間にまき足して,去って行った。
26 ୨୬ ଜେଡେବେଲେ ଗଚ୍‌ ବଡି କେଡ୍‌ ଦାର୍‌ଲା, ମଜାଇମଜାଇ ଜୁଡ୍‌ ଗାଁସ୍‌ ଡିସ୍‌ଲା ।
さて,葉が出て実を生じると,毒麦も現われた。
27 ୨୭ ସେ ଲକର୍‌ ଦାଙ୍ଗ୍‌ଡାମନ୍‌ ଆସି କଇଲାଇ, “ଏ ସାଉକାର୍‌ ତମେ ଜମିଟାନେ ନିକ ବିଅନ୍‌ ବୁନିରଇଲାସ୍‌, ଏତେକ୍‌ମାଣ୍ଡ୍‌ ଜୁଡ୍‌ ଗାଁସ୍‌ କନ୍ତିଅନି ଆଇଲା?”
家の主人の召使いたちがやって来て,彼に言った,『ご主人様,畑には良い種をまかれたのではありませんでしたか。この毒麦はどこから出て来たのでしょうか』。
28 ୨୮ ଜମି ସାଉକାର୍‌ କଇଲା, ମର୍‌ ବିରଦି ଲକ୍‌ ଗଟେକ୍‌ ଏନ୍ତି କଲାଆଚେ । ସେମନ୍‌ ପାଚାର୍‌ଲାଇ, “ତେବେ ଆମେ ଜାଇ ସେ ଜୁଡ୍‌ ଗାଁସ୍‌ମନ୍‌କେ ଜିକି ପିଙ୍ଗିଦେବୁ କି?”
「彼は彼らに言った,『敵がこのことをしたのだ』。 「召使いたちは彼に尋ねた,『わたしたちが行って,それらを抜き集めることをお望みですか』。
29 ୨୯ ସାଉକାର୍‌ କଇଲା, “ନାଇ, ଜୁଡ୍‌ ଗାଁସ୍‌ ଜିକ୍‌ବାବେଲେ କେଡେବଲ୍‌ ଦାନ୍‌ବୁଟା ମିସା ଜିକିଅଇଜାଇସି ।
「だが彼は言った,『いや,毒麦を抜き集める時に,一緒に小麦を引き抜いてしまうといけない。
30 ୩୦ କାଟ୍‌ବା ଜାକ ଦାନ୍‌ ଆରି ଜୁଡ୍‌ ଗାଁସ୍‌ ମିସ୍‌ତେ ବଡ । କାଟ୍‌ବା ଲକ୍‌ମନ୍‌କେ କଉଁ ସେମନ୍‌ ପର୍‌ତୁମ୍‌ ଜୁଡ୍‌ ଗାଁସ୍‌ କାଟି ବାରା ବାନ୍ଦି ପଡାଇ ଦେଅତ୍‌ । ତାର୍‌ ପଚେ ଦାନ୍‌ କାଟି ମାଣ୍ଡାଇ କଲ୍‌କିଟାନେ ସଙ୍ଗଉ ।”
収穫まで両方とも一緒に成長させなさい。そして収穫の時になったら,刈り取る者たちに,「まず毒麦を抜き集めて,燃やすためにそれらを縛って束にしなさい。そして小麦のほうはわたしの倉に集めなさい」と言おう』」 。
31 ୩୧ ଜିସୁ ଆରି ଗଟେକ୍‌ ବିସଇ କଇଲା, “ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକ୍‌ ତାର୍‌ ଜମିଟାନେ ସର୍‌ସୁ ମୁଞ୍ଜି ତପିଦେଲା ।
彼は彼らに別のたとえを示して,こう言った。「天の王国は一粒のからしの種のようだ。ある人がそれを取って,自分の畑にまいた。
32 ୩୨ ସେ ମୁଞ୍ଜି ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ତେଇଅନି ଜନ୍‌ ଗଚ୍‌ ଅଇଲା, ଜମିଟାନେ ରଇଲା ବିନ୍‌ ଗଚ୍‌ମନର୍‌ତେଇଅନି ଅଦିକ୍‌ ଡେଙ୍ଗ୍‌ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍‌ ବାସା ଅଇଲାଇ ।”
実際,それはどんな種よりも小さい。だが,それは成長すると,どの野菜よりも大きくなって,一本の木になる。そのため,空の鳥たちがやって来て,その枝に巣を作る」 。
33 ୩୩ ଜିସୁ ଆରି ତରେକ୍‌ ଏନ୍ତାରି କାତା କଇଲା, “ଗଟେକ୍‌ ମାଇଜି କଣ୍ଡେକ୍‌ କମିର୍‌ ନେଇ ଅଦ୍‌ବାସ୍‌ତା ଗୁଣ୍ଡ୍‌ଟାନେ ମିସାଇଦେଲା । ସମାନ୍‌ ବେଲାଇ ସବୁଜାକ ଗୁଣ୍ଡ୍‌ କମିର୍‌ତେଇ ମିସି ପୁଲ୍‌ଲା । ସରଗ୍‌ ରାଇଜ୍‌ ବଡ୍‌ବାଟା ମିସା ଏନ୍ତାରିସେ ।”
彼は彼らに別のたとえを語った。「天の王国はパン種のようだ。ある女がそれを取って,三ますの粉の中に隠すと,ついには全体が発酵した」 。
34 ୩୪ ଜିସୁ ଏନ୍ତାରି ଉଦାଅରଣ୍‌ ଦେଇ ସିକାଇତେ ରଇଲା । ଉଦାଅରଣ୍‌ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
イエスはこれらの事をみな,たとえで群衆に語った。たとえなしでは人々に語らなかった。
35 ୩୫ ଏଟାର୍‌ପାଇ ବବିସତ୍‌ବକ୍‌ତାର୍‌ ଏ ବାକିଅ ପୁରାପୁରୁନ୍‌ ଅଇଲା । ମୁଇ ଉଦାଅରଣ୍‌ ଦେଇ ସେମନ୍‌କେ କାତା କଇବି, ଏନ୍ତାରିସେ କାଇଟା ତିଆର୍‌ ନ ଅଇବା ଆଗ୍‌ତୁଅନି ନାଜାନି ରଇବା ସବୁ ବିସଇ ମୁଇ ସେମନ୍‌କେ ବୁଜାଇଦେବି ।
預言者を通して語られたことが果たされるためであった。こう言われていた。 「わたしはたとえをもって口を開き,世の基礎が据えられて以来隠されている事柄を言い表そう」。
36 ୩୬ ଜିସୁ ଲକ୍‌ ଗଅଲି ବିତ୍‌ରେଅନି ବାରଇ ଆସି ଜେଡେବେଲେ ଗର୍‌ ବିତ୍‌ରେ ପୁର୍‌ଲା, ସେଡ୍‌କି ବେଲେ ତାର୍‌ ସିସ୍‌ମନ୍‌ ଆସି ପାଚାର୍‌ଲାଇ, “ଆମ୍‌କେ ଜୁଡ୍‌ ଗାଁସର୍‌ ଅରତ୍‌ ବୁଜାଇ ଦିଆ ।”
それからイエスは群衆を去らせて,家の中に入った。弟子たちは彼のもとに来て,「畑の毒麦のたとえをわたしたちに説明してください」と言った。
37 ୩୭ ଜିସୁ କଇଲା, “ଜନ୍‌ ଲକ୍‌ ନିକ ବିଅନ୍‌ ବୁନ୍‌ଲା, ସେ ନର୍‌ପିଲା ମୁଇ ।
彼は彼らに答えた,「良い種をまく者は人の子だ。
38 ୩୮ ଏ ଦୁନିଆ ଅଇଲାନି ଜମି । ଜେମନ୍‌ ସରଗ୍‌ ରାଇଜର୍‌ ଲକ୍‌, ସେମନ୍‌ ନିକ ବିଅନ୍‌ । ଜୁଡ୍‌ ଗାଁସ୍‌ ଅଇଲାନି ସଇତାନର୍‌ ବାଟେ ଜିବା ଲକ୍‌ ।
畑はこの世界だ。また良い種,それらは王国の子らだ。そして毒麦は悪い者の子らだ。
39 ୩୯ ଜନ୍‌ ବିରଦି ଲକ୍‌ ଜୁଡ୍‌ ଗାଁସ୍‌ ମୁଞ୍ଜି ବୁନ୍‌ଲା, ସେ ସଇତାନ୍‌ । କାଟାବେଟାର୍‌ ବେଲା ଅଇଲାନି ଜୁଗ୍‌ ସାର୍‌ବା ଦିନ୍‌ । ତାସ୍‌ କାଟ୍‌ବା ଲକ୍‌ମନ୍‌ ଅଇଲାଇନି ସରଗର୍‌ ଦୁତ୍‌ମନ୍‌ । (aiōn g165)
それらをまいた敵は悪魔だ。収穫とはこの時代の終わりのことで,刈り取る者たちはみ使いたちだ。 (aiōn g165)
40 ୪୦ ଜୁଡ୍‌ ଗାଁସ୍‌ମନ୍‌ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍‌ ସାରାସାରି ବେଲେ ସେନ୍ତାରି ଅଇସି । (aiōn g165)
だから,毒麦が抜き集められて火で燃やされるように,この時代の終わりにもそのようになるだろう。 (aiōn g165)
41 ୪୧ ନର୍‌ପିଲା ମୁଇ ମର୍‌ ରାଇଜେଅନି ସବୁ ପାପ୍‌ କାମ୍‌ କଲା ଲକ୍‌ମନ୍‌କେ ଆରି ଜେଜେମନ୍‌ ବିନ୍‌ ଲକ୍‌ମନ୍‌କେ ପାପ୍‌ କର୍‌ବାକେ ଉସ୍‌କାଇଲାଇନି, ସେମନ୍‌କେ ଟୁଲିଆଇବାକେ ସରଗର୍‌ ଦୁତ୍‌ମନ୍‌କେ ପାଟାଇବି ।
人の子は自分の使いたちを遣わし,彼らは,つまずきのもととなるすべてのものと不法を行なう者たちを彼の王国から集め出し,
42 ୪୨ ସେମନ୍‌ ଏ ସବୁ ଲକ୍‌ମନ୍‌କେ ଲାଗି ରଇବା ଜଇଟାନେ ପିଙ୍ଗ୍‌ବାଇ । ତେଇ ସେମନ୍‍ କିଲ୍‌ବିଲ୍‌ ଅଇ କାନ୍ଦ୍‌ବାଇ ଆରି ଦାତ୍‌ କାତ୍‌ରିଅଇବାଇ ।
火の炉に投げ入れるだろう。そこには嘆きと歯ぎしりとがあるだろう。
43 ୪୩ ସେବେଲେ ପର୍‌ମେସର୍‌କେ ମାନ୍‌ବା ଲକ୍‌ମନ୍‌ ତାକର୍‌ ସରଗର୍‌ ବାବାର୍‌ ରାଇଜେ ବେଲ୍‌ପାରା ଜକ୍‌ମକିଜିବାଇ । ସୁନ୍‌ଲା ପାରା କାନ୍‌ ରଇଲେ ସୁନା ।”
その時,義人たちは彼らの父の王国で太陽のように輝きわたるだろう。聞く耳のある者は聞きなさい。
44 ୪୪ “ଦିନେକ୍‌ ଗଟେକ୍‌ ଲକ୍‌ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍‌ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍‌ଦା ସଙ୍ଗ୍‌ ନିଜର୍‌ ସବୁ ଦନ୍‌ ବିକି ଦେଇ, ସେ ଜମି ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ଏନ୍ତାରି ତପିଅଇରଇବା ଦନ୍‌ ପାରା ।”
「また,天の王国は,畑の中に隠されている宝のようだ。ある人がそれを見つけてから隠した。彼は喜びながら,行って自分の持っているものをすっかり売り払って,その畑を買う。
45 ୪୫ ଆରି ସରଗ୍‌ ରାଇଜ୍‌ ଏନ୍ତାରି, ଗଟେକ୍‌ ସୁନାରି ବେସି ମୁଲିଅର୍‌ ମୁକ୍‌ତା କଜି କଜି ରଇଲା ।
「また,天の王国は,良い真珠を探している商人のようだ。
46 ୪୬ ଗଟେକ୍‌ ବେସି ମୁଲିଅର୍‌ ମୁକ୍‌ତା ରଇଲାଟା ସୁନି, ସେ ତାର୍‌ ସବୁ ଦନ୍‌ ସଁପତି ବିକି ସେଟା ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ସେ ମୁକ୍‌ତା ପାରା ।
一つの高価な真珠を見つけると,行って自分の持っていたものをすっかり売り払って,それを買った。
47 ୪୭ ସରଗ୍‌ ରାଇଜ୍‌ ଗଟେକ୍‌ ମାଚ୍‌ ଦାର୍‌ବା ଜାଲ୍‌ ପାରା । କେଉଟ୍‌ମନ୍‌ ଗାଡେ ଜାଲ୍‌ ପାକାଇ ବିନ୍‌ବିନ୍‌ ରକାମର୍‌ ମାଚ୍‌ ଦାର୍‌ବାଇ ।
「また,天の王国は,海に投げ入れられ,あらゆる種類の魚を集める引き網のようだ。
48 ୪୮ “ଜାଲ୍‌ ବର୍‌ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍‌ ବାଚି କରି ମୁର୍‌ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍‍ଟିମାଚ୍‌ ପାରାଟାମନ୍‌ ପିଙ୍ଗି ଦେବାଇ ।
それがいっぱいになると,人々は浜辺に引き上げた。彼らは座って,良いものを器の中に集め,悪いものを投げ捨てた。
49 ୪୯ ଜୁଗ୍‌ ସାର୍‌ବା ବେଲେ ଏନ୍ତାରି ଅଇସି । ସରଗର୍‌ ଦୁତ୍‌ମନ୍‌ ଦରମ୍‌ ଲକର୍‌ ଟାନେଅନି ପାପିମନ୍‌କେ ବେଗ୍‍ଲାଇବାଇ । (aiōn g165)
この世の終わりにもそのようになる。み使いたちがやって来て,義人たちの中から悪人たちをより分け, (aiōn g165)
50 ୫୦ ସେମନ୍‌କେ ଲାଗ୍‌ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍‌ ମାରିଚପିଅଇ କାନ୍ଦି କସ୍‌ଟେ ମସ୍‌ଟେ ଦାତ୍‌ କାତ୍‌ରିଅଇବାଇ ।”
彼らを火の炉に投げ入れるだろう。そこには嘆きと歯ぎしりとがあるだろう」 。
51 ୫୧ ଜିସୁ ସିସ୍‌ମନ୍‌କେ ପାଚାର୍‌ଲା, “ଏ ସବୁ ବିସଇ ବୁଜି ପାର୍‌ଲାସ୍‌ନି କି?” ସେମନ୍‌ “ଉଁ ମାପ୍‌ରୁ ।” ବଲି କଇଲାଇ ।
イエスは彼らに言った,「あなた方はこれらの事をすべて理解したか」 。 彼らは彼に答えた,「はい,主よ」。
52 ୫୨ ଜିସୁ ସେମନ୍‌କେ କଇଲା, “ଜେନ୍ତାର୍‌କି ଗଟେକ୍‌ ଗରର୍‌ ଲକ୍‌, ତାର୍‌ ବାଣ୍ଡାର୍‌ ଗରେଅନି ତାକେ ଦର୍‌କାର୍‌ ଅଇବା ଇସାବେ ନୁଆ ଦିନ୍‌ସୁ ଆରି ପୁର୍‌ନା ଦିନ୍‌ସୁ ବାର୍‌କରାଇସି । ସରଗ୍‌ ରାଇଜେ ସିସ୍‌ ଅଇରଇବା ଗଟେକ୍‌ ଦରମ୍‌ ଗୁରୁ ସମାନ୍‌ ସେନ୍ତାରିସେ କର୍‌ସି ।”
彼は彼らに言った,「だから,天の王国の弟子になった律法学者はみな,自分の宝の中から新しいものと古いものを取り出す家の主人のようだ」 。
53 ୫୩ ଜିସୁ ଏ ଉଦାଅରଣ୍‌ କଇସାରାଇ, ସେ ଜାଗା ଚାଡି ଉଟିଗାଲା ।
イエスはこれらのたとえを語り終えると,そこから去って行った。
54 ୫୪ ଆରି ନିଜର୍‌ ଜାଗାଇ ବାଅଡ୍‌ଲା । ସେ ଜାଗାର୍‌ ପାର୍‌ତନା ଗରେ ତାର୍‍ ସିକାଇବାଟା ସୁନି ଲକ୍‌ମନ୍‌ କାବା ଅଇଜାଇ କଇଲାଇ, “ଏତେକ୍‌ ଗିଆନ୍‌ ଏ କନ୍ତିଅନି ମିଲାଇଲା? ଏ କାବା ଅଇଜିବା କାମ୍‌ମନ୍‌ କର୍‌ବାକେ ଆକେ କେ ବପୁ ଦେଲା?
自分の故郷に入ると,そこの会堂で人々を教えた。そこで人々は驚いてこう言った。「この人はこのような知恵とこれらの強力な業をどこから得たのだろう。
55 ୫୫ ଏ କାଇ ସେ ବାଡଇର୍‌ ପିଲା! ମରିୟମ୍‌ ତାର୍‌ ମାଆ! ଜାକୁବ୍‌, ଜସେପ୍‌, ସିମନ୍‌ ଆରି ଜିଉଦା ତାର୍‌ ବାଇମନ୍‌!
この人は大工の息子ではないか。その母はマリアと呼ばれ,兄弟たちはヤコブ,ヨセ,シモン,ユダではないか。
56 ୫୬ ତାର୍‌ ବଇନିମନ୍‌ ଇତି ଆଚତ୍‍! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା?”
その姉妹たちはみな,我々と共にここにいるではないか。それでは,この人はこうした事柄をどこから得たのだろう」。
57 ୫୭ ଏନ୍ତାରି କଇ, ସେମନ୍‌ ଜିସୁକେ ନାମତ୍‌ ନାଇ । ଜିସୁ ସେମନ୍‌କେ କଇଲା “ଗଟେକ୍‌ ବବିସତ୍‌ବକ୍‌ତା ନିଜର୍‌ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍‌ ବଲାଇଅଇସି ।”
人々は彼のために不快になった。 しかしイエスは彼らに言った,「預言者は,自分の故郷や自分の家以外では,敬われないことはない」 。
58 ୫୮ କାଇକେବଇଲେ ସେମନ୍‌ ଜିସୁକେ ବିସ୍‌ବାସ୍‌ କରତ୍‌ ନାଇଜେ ସେ ତେଇ ଆରି ଅଦିକ୍‌ କାବା ଅଇଜିବା କାମ୍‌ମନ୍‌ କରେ ନାଇ ।
彼らの不信仰のゆえに,その場所では強力な業を多くは行なわなかった。

< ମାତିଉ 13 >