< ମାତିଉ 13 >

1 ଦିନେକ୍‌ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗରେ ଅନି ବାରଇ ସମ୍‌ଦୁର୍‌ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍‌ ଦାର୍‌ଲା ।
An demselben Tage ging Jesus aus dem Hause und setzte sich an das Meer.
2 ଲକ୍‌ମନ୍‌ ତାର୍‌ ଚାରିବେଡ୍‌ତି ଜବର୍‌ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍‌ ଡଙ୍ଗାଇ ଜାଇ ବସ୍‌ଲା । ଲକ୍‌ମନ୍‌ ଟିଆ ଅଇ ତାର୍‌ କାତା ସୁନ୍‌ବାର୍‌ ଦାର୍‌ଲାଇ ।
Und es versammelte sich viel Volks zu ihm, also daß er in das Schiff trat und saß, und alles Volk stand am Ufer.
3 ଆରି ସେ କେତେକ୍‌ କେତେକ୍‌ ବିସଇ, ଉଦାଅରଣ୍‌ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍‌ ଚାସି ତରେକ୍‌ ବିଅନ୍‌ ବୁନ୍‌ବାର୍‌ ବାରଇଲା ।
Und er redete zu ihnen mancherlei durch Gleichnisse und sprach: Siehe, es ging ein Säemann aus, zu säen.
4 ଚାସି ସେ ଜମିଟାନେ ବିଅନ୍‌ ବୁନ୍‌ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍‌ଲାଜେ ସେଟା ଚଡଇମନ୍‌ ଆସି କାଇଦେଲାଇ ।
Und indem er säte, fiel etliches an den Weg; da kamen die Vögel und fraßen's auf.
5 ଆରି ଅଦେକ୍‌ ମାଟି ଉନାରଇ ଜବର୍‌ ପାକ୍‌ନା ରଇବା ପଦାଇ ଅଦର୍‌ଲା । ତେଇ ମାଟି ବଉଲ୍‌ ନ ରଇଲାଜେ ଦାପ୍‌ରେ ଆଁକ୍‌ରି ଗାଜା ଅଇଲା ।
Etliches fiel in das Steinige, wo es nicht viel Erde hatte; und ging bald auf, darum daß es nicht tiefe Erde hatte.
6 ମାତର୍‌ ଗାଜାର୍‌ ଚେର୍‌ ବିତ୍‌ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା ।
Als aber die Sonne aufging, verwelkte es, und dieweil es nicht Wurzel hatte, ward es dürre.
7 ଆରି କେତେଟା ବିଅନ୍‌ କାଟାବୁଟା ବିତ୍‌ରେ ଅଦର୍‌ଲା, ଆରି କାଟାବୁଟା ଆଁକ୍‌ରି ଗାଜା ଅଇଲା । ବିଅନର୍‌ ଚାରିବେଡ୍‌ତି ବର୍‌ଡି ଜାଇ ସେଟା ସବୁ ଗିଲିଦେଲା ।
Etliches fiel unter die Dornen; und die Dornen wuchsen auf und erstickten's.
8 ମାତର୍‌ ଆରି ବାକି ସବୁ ବିଅନ୍‌ ନିକ ବୁଏଁ ଅଦ୍‌ରି ବୁଟା ଅଇ ବଡିକରି ପଲ୍‌ ଦାର୍‌ଲା । କେତେଟା ବୁଟାଇ ତିରିସ୍‌ ବାଗ୍‌, ସାଟେ ବାଗ୍‌, ଆରି ସଏ ବାଗ୍‌ ଅନି ଅଦିକ୍‌ ପଲ୍‌ଦାର୍‌ଲା ।”
Etliches fiel auf gutes Land und trug Frucht, etliches hundertfältig, etliches sechzigfältig, etliches dreißigfältig.
9 ଜିସୁ ଉଦାଅରଣ୍‌ ସାରାଇକରି କଇଲା, “ଜାକେ ସୁନ୍‌ଲା ପାରା କାନ୍‌ ଆଚେ, ସେ ସୁନ ।”
Wer Ohren hat zu hören, der höre!
10 ୧୦ ପଚେ ସିସ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ, “ତମେ ଲକ୍‌ମନ୍‌କେ ସିକାଇଲା ବେଲେ କାଇକେ ଉଦାଅରଣ୍‌ ଇସାବେ କଇଲାସ୍‌ନି?”
Und die Jünger traten zu ihm und sprachen: Warum redest du zu ihnen durch Gleichnisse?
11 ୧୧ ଜିସୁ କଇଲା, “ସରଗ୍‌ ରାଇଜର୍‌ ଟିକି ନିକି କାତା ବୁଜ୍‌ବାକେ ତମେ ଗିଆନ୍‌ ପାଇଆଚାସ୍‌ । ମାତର୍‌ ସେମନ୍‌ ପାଅତ୍‌ ନାଇ ।
Er antwortete und sprach: Euch ist es gegeben, daß ihr das Geheimnis des Himmelreichs verstehet; diesen aber ist es nicht gegeben.
12 ୧୨ ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ, ତାର୍‌ଟାନେ ଜେତ୍‌କି ଆଚେ, ସେଟା ମିସା ନିଆଅଇସି ।”
Denn wer da hat, dem wird gegeben, daß er die Fülle habe; wer aber nicht hat, von dem wird auch das genommen was er hat.
13 ୧୩ ସେମନ୍‌କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍‌ ଦେକି ଦେକି ରଇବାଇ, ମାତର୍‍ ନ ଦେକ୍‌ଲା ପାରା । ସୁନ୍‌ତେ ରଇବାଇ, ମାତର୍‍ ନ ସୁନ୍‌ଲା ପାରା ଆରି ନ ବୁଜତ୍‌ ।
Darum rede ich zu ihnen durch Gleichnisse. Denn mit sehenden Augen sehen sie nicht, und mit hörenden Ohren hören sie nicht; denn sie verstehen es nicht.
14 ୧୪ ଜିସାୟ ବବିସତ୍‌ବକ୍‌ତା କଇରଇବା ବାକିଅ ପୁରାପୁରୁନ୍‌ ଅଇଲା । ଏ ଲକ୍‌ମନ୍‌ ସୁନି ସୁନି ମିସା କାଇଟା ନ ବୁଜତ୍‌ ଦେକ୍‌ତେରଇବାଇ, ମାତର୍‌ ନ ଦେକ୍‌ଲା ପାରା ।
Und über ihnen wird die Weissagung Jesaja's erfüllt, die da sagt: “Mit den Ohren werdet ihr hören, und werdet es nicht verstehen; und mit sehenden Augen werdet ihr sehen, und werdet es nicht verstehen.
15 ୧୫ କାଇକେ ବଇଲେ ସେମନର୍‌ ବୁଦି ଉନା । ସେମନ୍‌ କାନେ ଚୁଟିଅଇ ଦେଇଆଚତ୍‌ ଆରି ଆଁକି ଲିମିଦେଇ ଆଚତ୍‌ । ସେନ୍ତାର୍‌ ନ ଅଇରଇଲେ ସେମନ୍‌ ଦେକିପାର୍‌ତାଇ, ସୁନିପାର୍‌ତାଇ ଆରି ମର୍‌ ଲଗେ ବାଉଡି ଆଇତାଇ । ସେମନ୍‌କେ ମୁଇ ନିକ କରିଦେଇତି ।
Denn dieses Volkes Herz ist verstockt, und ihre Ohren hören übel, und ihre Augen schlummern, auf daß sie nicht dermaleinst mit den Augen sehen und mit den Ohren hören und mit dem Herzen verstehen und sich bekehren, daß ich ihnen hülfe.”
16 ୧୬ “ତମେ କେଡେକ୍‌ ନିକ କରମର୍‌ ଲକ୍‌! ତମେ ଦେକି ପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି!
Aber selig sind eure Augen, daß sie sehen, und eure Ohren, daß sie hören.
17 ୧୭ ମୁଇ ତମ୍‌କେ ସତ୍‌ କଇଲିନି, କେତେକ୍‌ କେତେକ୍‌ ବବିସତ୍‌ବକ୍‌ତା ଆରି ପର୍‌ମେସରର୍‌ ଲକ୍‌ମନ୍‌ ତମେ ଜନ୍‌ଟା ଦେକ୍‌ଲାସ୍‌ନି, ସେଟା ଦେକ୍‌ବାକେ, ଆରି ଜାଇଟା ସୁନ୍‌ଲାସ୍‌ନି, ସେଟାମନ୍‌ ସୁନ୍‌ବାକେ ମନ୍‌ କର୍‌ତେରଇଲାଇ, ମାତର୍‌ ନାପାର୍‌ଲାଇ ।”
Wahrlich ich sage euch: Viele Propheten und Gerechte haben begehrt zu sehen, was ihr sehet, und haben's nicht gesehen, und zu hören, was ihr höret, und haben's nicht gehört.
18 ୧୮ “ତେବେ ସୁନା, ବିଅନ୍‌ ବୁନ୍‌ବା କାତାର୍‌ ଅରତ୍‌ କଇଲିନି । ତମେ ବୁଜ୍‌ବାକେ ଚେସ୍‌ଟା କରା ।
So hört nun ihr dieses Gleichnis von dem Säemann:
19 ୧୯ ଜନ୍‌ ଲକ୍‌ମନ୍‌ ସରଗ୍‌ ରାଇଜର୍‌ ବାକିଅ ସୁନି ନ ବୁଜତ୍‌, ସଇତାନ୍‌ ଆସି ସେମନର୍‌ ମନ୍‌ ବିତ୍‌ରେ ଅନି ଜନ୍‌ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍‌ରି ରଇବା ବିଅନର୍‌ ଅରତ୍‌ ।”
Wenn jemand das Wort von dem Reich hört und nicht versteht, so kommt der Arge und reißt hinweg, was da gesät ist in sein Herz; und das ist der, bei welchem an dem Wege gesät ist.
20 ୨୦ “ଜନ୍‌ ଲକ୍‌ମନ୍‌ ବାକିଅ ସୁନ୍‌ଲା ଦାପ୍‌ରେ ସାର୍‌ଦା ସଙ୍ଗ୍‌ ମାନ୍‌ବାଇ, ସେଟା ପାକ୍‌ନାବାଡି ଜାଗାଇ ଅଦ୍‌ରିରଇବା ବିଅନ୍‌ ପାରା ।
Das aber auf das Steinige gesät ist, das ist, wenn jemand das Wort hört und es alsbald aufnimmt mit Freuden;
21 ୨୧ ବାକିଅ ପୁରାପୁରୁନ୍‌ ତାକର୍‌ ମନ୍‌ ବିତ୍‌ରେ ଜାଇ ନ ରଏ ଜେ, ସେମନ୍‌ ସେଟା ବେସି ଦିନ୍‌ ମାନିକରି ରଇ ନାପାରତ୍‌ । ବାକିଅର୍‌ ଲାଗି କସ୍‌ଟ କି ବେମ୍‍ଜା ଆଇଲେ, ସେମନ୍‌ ଦାପ୍‌ରେସେ ସେଟା ଚାଡିଦେବାଇ ।
aber er hat nicht Wurzel in sich, sondern ist wetterwendisch; wenn sich Trübsal und Verfolgung erhebt um des Wortes willen, so ärgert er sich alsbald.
22 ୨୨ କାଟାବୁଟା କେନ୍ତାର୍‌କି ସାନ୍‌ ବୁଟାମନ୍‌କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍‌ ପାଇଟି କାବାଡ୍‌ ଆରି ଦନ୍‌କେ ଲବ୍‌ ଅଇକରି, କେତେକ୍‌ ଲକ୍‌ମନର୍‌ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍‌ କାଟାବୁଟାଇ ଅଦର୍‌ଲା ବିଅନ୍‌ ପାରା । ସେମନର୍‌ କାଇ ପସଲ୍‌ ନ ପାଚାଅତ୍‌ । (aiōn g165)
Das aber unter die Dornen gesät ist, das ist, wenn jemand das Wort hört, und die Sorge dieser Welt und der Betrug des Reichtums erstickt das Wort, und er bringt nicht Frucht. (aiōn g165)
23 ୨୩ ଜନ୍‌ଲକ୍‌ମନ୍‌ ବାକିଅ ସୁନି ନିକକରି ବୁଜ୍‌ବାଇ, ନିକ ପଦାଇ ଅଦ୍‌ରିରଇବା ବିଅନର୍‌ ପାରା । ସେମନ୍‌ ନିକ ପସଲ୍‌ ଲାବ୍‌ କର୍‌ବାଇ କେ ସଏ ପୁଟିଅନି ଅଦିକ୍‌, କେ ସାଟେ ପୁଟିଅନି ଅଦିକ୍‌, କେ ତିରିସ୍‌ ପୁଟିଅନି ଅଦିକ୍‌ ପସଲ୍‌ ପାଚାଇବାଇ ।”
Das aber in das gute Land gesät ist, das ist, wenn jemand das Wort hört und versteht es und dann auch Frucht bringt; und etlicher trägt hundertfältig, etlicher aber sechzigfältig, etlicher dreißigfältig.
24 ୨୪ ଜିସୁ ତାର୍‌ ସିସ୍‌ମନ୍‌କେ ଆରି ଗଟେକ୍‌ ବିସଇ କାତାନି ଇସାବେ କଇଲା, ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକର୍‌ ପାରା । ସେ ଲକ୍‌ ତାର୍‌ ଜମିଟାନେ ନିକ ବିଅନ୍‌ ବୁନ୍‌ଲା ।
Er legte ihnen ein anderes Gleichnis vor und sprach: Das Himmelreich ist gleich einem Menschen, der guten Samen auf seinen Acker säte.
25 ୨୫ ସେ ଦିନେକ୍‌, ରାତିଆ ସଇଲା ବେଲେ, ତାର୍‌ ଗଟେକ୍‌ ବିରଦ୍‌ ଲକ୍‌ ଆସି ସେ ଜମିଟାନେ ଗାଁସ୍‌ ମୁଞ୍ଜି ବୁନି ଦେଇ, ଉଟିଗାଲା ।
Da aber die Leute schliefen, kam sein Feind und säte Unkraut zwischen den Weizen und ging davon.
26 ୨୬ ଜେଡେବେଲେ ଗଚ୍‌ ବଡି କେଡ୍‌ ଦାର୍‌ଲା, ମଜାଇମଜାଇ ଜୁଡ୍‌ ଗାଁସ୍‌ ଡିସ୍‌ଲା ।
Da nun das Kraut wuchs und Frucht brachte, da fand sich auch das Unkraut.
27 ୨୭ ସେ ଲକର୍‌ ଦାଙ୍ଗ୍‌ଡାମନ୍‌ ଆସି କଇଲାଇ, “ଏ ସାଉକାର୍‌ ତମେ ଜମିଟାନେ ନିକ ବିଅନ୍‌ ବୁନିରଇଲାସ୍‌, ଏତେକ୍‌ମାଣ୍ଡ୍‌ ଜୁଡ୍‌ ଗାଁସ୍‌ କନ୍ତିଅନି ଆଇଲା?”
Da traten die Knechte zu dem Hausvater und sprachen: Herr, hast du nicht guten Samen auf deinen Acker gesät? Woher hat er denn das Unkraut?
28 ୨୮ ଜମି ସାଉକାର୍‌ କଇଲା, ମର୍‌ ବିରଦି ଲକ୍‌ ଗଟେକ୍‌ ଏନ୍ତି କଲାଆଚେ । ସେମନ୍‌ ପାଚାର୍‌ଲାଇ, “ତେବେ ଆମେ ଜାଇ ସେ ଜୁଡ୍‌ ଗାଁସ୍‌ମନ୍‌କେ ଜିକି ପିଙ୍ଗିଦେବୁ କି?”
Er sprach zu ihnen: Das hat der Feind getan. Da sagten die Knechte: Willst du das wir hingehen und es ausjäten?
29 ୨୯ ସାଉକାର୍‌ କଇଲା, “ନାଇ, ଜୁଡ୍‌ ଗାଁସ୍‌ ଜିକ୍‌ବାବେଲେ କେଡେବଲ୍‌ ଦାନ୍‌ବୁଟା ମିସା ଜିକିଅଇଜାଇସି ।
Er sprach: Nein! auf daß ihr nicht zugleich den Weizen mit ausraufet, so ihr das Unkraut ausjätet.
30 ୩୦ କାଟ୍‌ବା ଜାକ ଦାନ୍‌ ଆରି ଜୁଡ୍‌ ଗାଁସ୍‌ ମିସ୍‌ତେ ବଡ । କାଟ୍‌ବା ଲକ୍‌ମନ୍‌କେ କଉଁ ସେମନ୍‌ ପର୍‌ତୁମ୍‌ ଜୁଡ୍‌ ଗାଁସ୍‌ କାଟି ବାରା ବାନ୍ଦି ପଡାଇ ଦେଅତ୍‌ । ତାର୍‌ ପଚେ ଦାନ୍‌ କାଟି ମାଣ୍ଡାଇ କଲ୍‌କିଟାନେ ସଙ୍ଗଉ ।”
Lasset beides miteinander wachsen bis zur Ernte; und um der Ernte Zeit will ich zu den Schnittern sagen: Sammelt zuvor das Unkraut und bindet es in Bündlein, daß man es verbrenne; aber den Weizen sammelt mir in meine Scheuer.
31 ୩୧ ଜିସୁ ଆରି ଗଟେକ୍‌ ବିସଇ କଇଲା, “ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକ୍‌ ତାର୍‌ ଜମିଟାନେ ସର୍‌ସୁ ମୁଞ୍ଜି ତପିଦେଲା ।
Ein anderes Gleichnis legte er ihnen vor und sprach: Das Himmelreich ist gleich einem Senfkorn, das ein Mensch nahm und säte es auf seinen Acker;
32 ୩୨ ସେ ମୁଞ୍ଜି ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ତେଇଅନି ଜନ୍‌ ଗଚ୍‌ ଅଇଲା, ଜମିଟାନେ ରଇଲା ବିନ୍‌ ଗଚ୍‌ମନର୍‌ତେଇଅନି ଅଦିକ୍‌ ଡେଙ୍ଗ୍‌ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍‌ ବାସା ଅଇଲାଇ ।”
welches ist das kleinste unter allem Samen; wenn er erwächst, so ist es das größte unter dem Kohl und wird ein Baum, daß die Vögel unter dem Himmel kommen und wohnen unter seinen Zweigen.
33 ୩୩ ଜିସୁ ଆରି ତରେକ୍‌ ଏନ୍ତାରି କାତା କଇଲା, “ଗଟେକ୍‌ ମାଇଜି କଣ୍ଡେକ୍‌ କମିର୍‌ ନେଇ ଅଦ୍‌ବାସ୍‌ତା ଗୁଣ୍ଡ୍‌ଟାନେ ମିସାଇଦେଲା । ସମାନ୍‌ ବେଲାଇ ସବୁଜାକ ଗୁଣ୍ଡ୍‌ କମିର୍‌ତେଇ ମିସି ପୁଲ୍‌ଲା । ସରଗ୍‌ ରାଇଜ୍‌ ବଡ୍‌ବାଟା ମିସା ଏନ୍ତାରିସେ ।”
Ein anderes Gleichnis redete er zu ihnen: Das Himmelreich ist gleich einem Sauerteig, den ein Weib nahm und unter drei Scheffel Mehl vermengte, bis es ganz durchsäuert ward.
34 ୩୪ ଜିସୁ ଏନ୍ତାରି ଉଦାଅରଣ୍‌ ଦେଇ ସିକାଇତେ ରଇଲା । ଉଦାଅରଣ୍‌ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
Solches alles redete Jesus durch Gleichnisse zu dem Volk, und ohne Gleichnis redete er nicht zu ihnen,
35 ୩୫ ଏଟାର୍‌ପାଇ ବବିସତ୍‌ବକ୍‌ତାର୍‌ ଏ ବାକିଅ ପୁରାପୁରୁନ୍‌ ଅଇଲା । ମୁଇ ଉଦାଅରଣ୍‌ ଦେଇ ସେମନ୍‌କେ କାତା କଇବି, ଏନ୍ତାରିସେ କାଇଟା ତିଆର୍‌ ନ ଅଇବା ଆଗ୍‌ତୁଅନି ନାଜାନି ରଇବା ସବୁ ବିସଇ ମୁଇ ସେମନ୍‌କେ ବୁଜାଇଦେବି ।
auf das erfüllet würde, was gesagt ist durch den Propheten, der da spricht: Ich will meinen Mund auftun in Gleichnissen und will aussprechen die Heimlichkeiten von Anfang der Welt.
36 ୩୬ ଜିସୁ ଲକ୍‌ ଗଅଲି ବିତ୍‌ରେଅନି ବାରଇ ଆସି ଜେଡେବେଲେ ଗର୍‌ ବିତ୍‌ରେ ପୁର୍‌ଲା, ସେଡ୍‌କି ବେଲେ ତାର୍‌ ସିସ୍‌ମନ୍‌ ଆସି ପାଚାର୍‌ଲାଇ, “ଆମ୍‌କେ ଜୁଡ୍‌ ଗାଁସର୍‌ ଅରତ୍‌ ବୁଜାଇ ଦିଆ ।”
Da ließ Jesus das Volk von sich und kam heim. Und seine Jünger traten zu ihm und sprachen: Deute uns das Geheimnis vom Unkraut auf dem Acker.
37 ୩୭ ଜିସୁ କଇଲା, “ଜନ୍‌ ଲକ୍‌ ନିକ ବିଅନ୍‌ ବୁନ୍‌ଲା, ସେ ନର୍‌ପିଲା ମୁଇ ।
Er antwortete und sprach zu ihnen: Des Menschen Sohn ist's, der da Guten Samen sät.
38 ୩୮ ଏ ଦୁନିଆ ଅଇଲାନି ଜମି । ଜେମନ୍‌ ସରଗ୍‌ ରାଇଜର୍‌ ଲକ୍‌, ସେମନ୍‌ ନିକ ବିଅନ୍‌ । ଜୁଡ୍‌ ଗାଁସ୍‌ ଅଇଲାନି ସଇତାନର୍‌ ବାଟେ ଜିବା ଲକ୍‌ ।
Der Acker ist die Welt. Der gute Same sind die Kinder des Reiches. Das Unkraut sind die Kinder der Bosheit.
39 ୩୯ ଜନ୍‌ ବିରଦି ଲକ୍‌ ଜୁଡ୍‌ ଗାଁସ୍‌ ମୁଞ୍ଜି ବୁନ୍‌ଲା, ସେ ସଇତାନ୍‌ । କାଟାବେଟାର୍‌ ବେଲା ଅଇଲାନି ଜୁଗ୍‌ ସାର୍‌ବା ଦିନ୍‌ । ତାସ୍‌ କାଟ୍‌ବା ଲକ୍‌ମନ୍‌ ଅଇଲାଇନି ସରଗର୍‌ ଦୁତ୍‌ମନ୍‌ । (aiōn g165)
Der Feind, der sie sät, ist der Teufel. Die Ernte ist das Ende der Welt. Die Schnitter sind die Engel. (aiōn g165)
40 ୪୦ ଜୁଡ୍‌ ଗାଁସ୍‌ମନ୍‌ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍‌ ସାରାସାରି ବେଲେ ସେନ୍ତାରି ଅଇସି । (aiōn g165)
Gleichwie man nun das Unkraut ausjätet und mit Feuer verbrennt, so wird's auch am Ende dieser Welt gehen: (aiōn g165)
41 ୪୧ ନର୍‌ପିଲା ମୁଇ ମର୍‌ ରାଇଜେଅନି ସବୁ ପାପ୍‌ କାମ୍‌ କଲା ଲକ୍‌ମନ୍‌କେ ଆରି ଜେଜେମନ୍‌ ବିନ୍‌ ଲକ୍‌ମନ୍‌କେ ପାପ୍‌ କର୍‌ବାକେ ଉସ୍‌କାଇଲାଇନି, ସେମନ୍‌କେ ଟୁଲିଆଇବାକେ ସରଗର୍‌ ଦୁତ୍‌ମନ୍‌କେ ପାଟାଇବି ।
des Menschen Sohn wird seine Engel senden; und sie werden sammeln aus seinem Reich alle Ärgernisse und die da unrecht tun,
42 ୪୨ ସେମନ୍‌ ଏ ସବୁ ଲକ୍‌ମନ୍‌କେ ଲାଗି ରଇବା ଜଇଟାନେ ପିଙ୍ଗ୍‌ବାଇ । ତେଇ ସେମନ୍‍ କିଲ୍‌ବିଲ୍‌ ଅଇ କାନ୍ଦ୍‌ବାଇ ଆରି ଦାତ୍‌ କାତ୍‌ରିଅଇବାଇ ।
und werden sie in den Feuerofen werfen; da wird sein Heulen und Zähneklappen.
43 ୪୩ ସେବେଲେ ପର୍‌ମେସର୍‌କେ ମାନ୍‌ବା ଲକ୍‌ମନ୍‌ ତାକର୍‌ ସରଗର୍‌ ବାବାର୍‌ ରାଇଜେ ବେଲ୍‌ପାରା ଜକ୍‌ମକିଜିବାଇ । ସୁନ୍‌ଲା ପାରା କାନ୍‌ ରଇଲେ ସୁନା ।”
Dann werden die Gerechten leuchten wie die Sonne in ihres Vaters Reich. Wer Ohren hat zu hören, der höre!
44 ୪୪ “ଦିନେକ୍‌ ଗଟେକ୍‌ ଲକ୍‌ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍‌ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍‌ଦା ସଙ୍ଗ୍‌ ନିଜର୍‌ ସବୁ ଦନ୍‌ ବିକି ଦେଇ, ସେ ଜମି ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ଏନ୍ତାରି ତପିଅଇରଇବା ଦନ୍‌ ପାରା ।”
Abermals ist gleich das Himmelreich einem verborgenem Schatz im Acker, welchen ein Mensch fand und verbarg ihn und ging hin vor Freuden über denselben und verkaufte alles, was er hatte, und kaufte den Acker.
45 ୪୫ ଆରି ସରଗ୍‌ ରାଇଜ୍‌ ଏନ୍ତାରି, ଗଟେକ୍‌ ସୁନାରି ବେସି ମୁଲିଅର୍‌ ମୁକ୍‌ତା କଜି କଜି ରଇଲା ।
Abermals ist gleich das Himmelreich einem Kaufmann, der gute Perlen suchte.
46 ୪୬ ଗଟେକ୍‌ ବେସି ମୁଲିଅର୍‌ ମୁକ୍‌ତା ରଇଲାଟା ସୁନି, ସେ ତାର୍‌ ସବୁ ଦନ୍‌ ସଁପତି ବିକି ସେଟା ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ସେ ମୁକ୍‌ତା ପାରା ।
Und da er eine köstliche Perle fand, ging er hin und verkaufte alles, was er hatte, und kaufte sie.
47 ୪୭ ସରଗ୍‌ ରାଇଜ୍‌ ଗଟେକ୍‌ ମାଚ୍‌ ଦାର୍‌ବା ଜାଲ୍‌ ପାରା । କେଉଟ୍‌ମନ୍‌ ଗାଡେ ଜାଲ୍‌ ପାକାଇ ବିନ୍‌ବିନ୍‌ ରକାମର୍‌ ମାଚ୍‌ ଦାର୍‌ବାଇ ।
Abermals ist gleich das Himmelreich einem Netze, das ins Meer geworfen ist, womit man allerlei Gattung fängt.
48 ୪୮ “ଜାଲ୍‌ ବର୍‌ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍‌ ବାଚି କରି ମୁର୍‌ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍‍ଟିମାଚ୍‌ ପାରାଟାମନ୍‌ ପିଙ୍ଗି ଦେବାଇ ।
Wenn es aber voll ist, so ziehen sie es heraus an das Ufer, sitzen und lesen die guten in ein Gefäß zusammen; aber die faulen werfen sie weg.
49 ୪୯ ଜୁଗ୍‌ ସାର୍‌ବା ବେଲେ ଏନ୍ତାରି ଅଇସି । ସରଗର୍‌ ଦୁତ୍‌ମନ୍‌ ଦରମ୍‌ ଲକର୍‌ ଟାନେଅନି ପାପିମନ୍‌କେ ବେଗ୍‍ଲାଇବାଇ । (aiōn g165)
Also wird es auch am Ende der Welt gehen: die Engel werden ausgehen und die Bösen von den Gerechten scheiden (aiōn g165)
50 ୫୦ ସେମନ୍‌କେ ଲାଗ୍‌ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍‌ ମାରିଚପିଅଇ କାନ୍ଦି କସ୍‌ଟେ ମସ୍‌ଟେ ଦାତ୍‌ କାତ୍‌ରିଅଇବାଇ ।”
und werden sie in den Feuerofen werfen; da wird Heulen und Zähneklappen sein.
51 ୫୧ ଜିସୁ ସିସ୍‌ମନ୍‌କେ ପାଚାର୍‌ଲା, “ଏ ସବୁ ବିସଇ ବୁଜି ପାର୍‌ଲାସ୍‌ନି କି?” ସେମନ୍‌ “ଉଁ ମାପ୍‌ରୁ ।” ବଲି କଇଲାଇ ।
Und Jesus sprach zu ihnen: Habt ihr das alles verstanden? Sie sprachen: Ja, HERR.
52 ୫୨ ଜିସୁ ସେମନ୍‌କେ କଇଲା, “ଜେନ୍ତାର୍‌କି ଗଟେକ୍‌ ଗରର୍‌ ଲକ୍‌, ତାର୍‌ ବାଣ୍ଡାର୍‌ ଗରେଅନି ତାକେ ଦର୍‌କାର୍‌ ଅଇବା ଇସାବେ ନୁଆ ଦିନ୍‌ସୁ ଆରି ପୁର୍‌ନା ଦିନ୍‌ସୁ ବାର୍‌କରାଇସି । ସରଗ୍‌ ରାଇଜେ ସିସ୍‌ ଅଇରଇବା ଗଟେକ୍‌ ଦରମ୍‌ ଗୁରୁ ସମାନ୍‌ ସେନ୍ତାରିସେ କର୍‌ସି ।”
Da sprach er: Darum ein jeglicher Schriftgelehrter, zum Himmelreich gelehrt, ist gleich einem Hausvater, der aus seinem Schatz Neues und Altes hervorträgt.
53 ୫୩ ଜିସୁ ଏ ଉଦାଅରଣ୍‌ କଇସାରାଇ, ସେ ଜାଗା ଚାଡି ଉଟିଗାଲା ।
Und es begab sich, da Jesus diese Gleichnisse vollendet hatte, ging er von dannen
54 ୫୪ ଆରି ନିଜର୍‌ ଜାଗାଇ ବାଅଡ୍‌ଲା । ସେ ଜାଗାର୍‌ ପାର୍‌ତନା ଗରେ ତାର୍‍ ସିକାଇବାଟା ସୁନି ଲକ୍‌ମନ୍‌ କାବା ଅଇଜାଇ କଇଲାଇ, “ଏତେକ୍‌ ଗିଆନ୍‌ ଏ କନ୍ତିଅନି ମିଲାଇଲା? ଏ କାବା ଅଇଜିବା କାମ୍‌ମନ୍‌ କର୍‌ବାକେ ଆକେ କେ ବପୁ ଦେଲା?
und kam in seine Vaterstadt und lehrte sie in ihrer Schule, also auch, daß sie sich entsetzten und sprachen: Woher kommt diesem solche Weisheit und Taten?
55 ୫୫ ଏ କାଇ ସେ ବାଡଇର୍‌ ପିଲା! ମରିୟମ୍‌ ତାର୍‌ ମାଆ! ଜାକୁବ୍‌, ଜସେପ୍‌, ସିମନ୍‌ ଆରି ଜିଉଦା ତାର୍‌ ବାଇମନ୍‌!
Ist er nicht eines Zimmermann's Sohn? Heißt nicht seine Mutter Maria? und seine Brüder Jakob und Joses und Simon und Judas?
56 ୫୬ ତାର୍‌ ବଇନିମନ୍‌ ଇତି ଆଚତ୍‍! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା?”
Und seine Schwestern, sind sie nicht alle bei uns? Woher kommt ihm denn das alles?
57 ୫୭ ଏନ୍ତାରି କଇ, ସେମନ୍‌ ଜିସୁକେ ନାମତ୍‌ ନାଇ । ଜିସୁ ସେମନ୍‌କେ କଇଲା “ଗଟେକ୍‌ ବବିସତ୍‌ବକ୍‌ତା ନିଜର୍‌ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍‌ ବଲାଇଅଇସି ।”
Und sie ärgerten sich an ihm. Jesus aber sprach zu ihnen: Ein Prophet gilt nirgend weniger denn in seinem Vaterland und in seinem Hause.
58 ୫୮ କାଇକେବଇଲେ ସେମନ୍‌ ଜିସୁକେ ବିସ୍‌ବାସ୍‌ କରତ୍‌ ନାଇଜେ ସେ ତେଇ ଆରି ଅଦିକ୍‌ କାବା ଅଇଜିବା କାମ୍‌ମନ୍‌ କରେ ନାଇ ।
Und er tat daselbst nicht viel Zeichen um ihres Unglaubens willen.

< ମାତିଉ 13 >