< ମାତିଉ 12 >
1 ୧ ତାର୍ କେତେ ଦିନ୍ ପଚେ ଜିସୁ ଗଟେକ୍ ବିସ୍ରାମ୍ବାରେ ତାସ୍ପଦାର୍ ବାଟେ ଜାଇତେରଇଲା । ଜିବାବେଲେ ତାର୍ ସିସ୍ମନ୍କେ ବୁକ୍ ଲାଗ୍ଲାଜେ କେଡ୍ ଚିଡାଇ କାଇବାର୍ ଦାର୍ଲାଇ ।
Ikighono kimoga ikya Sabati, Uyesu na vavalanisivua vaake vakava vikila mu maghunda gha ngano. Avavulanisivua vaake jikavava injala, pe vakatengula kudeenya amasoojo, gha ngano, visoghojola na kulia.
2 ୨ ସେଟା ଦେକି ପାରୁସିମନ୍ ଜିସୁକେ ପାଚାର୍ଲାଇ, “ଦେକ୍ ବିସ୍ରାମ୍ବାରେ ତର୍ ସିସ୍ମନ୍ କେନ୍ତାରି ସାସ୍ତରେ ରଇବା ରିତିନିତି ବିରଦର୍ କାମ୍ କଲାଇନି ।”
AVafalisayi ye vasivwene isio, vakam'buula uYesu vakati, “Lolagha, avavulanisivua vaako vivomba sino nasinoghiile kuvomba mu kighono ikya Sabati!”
3 ୩ ଜିସୁ ସେମନ୍କେ କଇଲା, “ଦିନେକ୍ ଦାଉଦ୍ ଆରି ତାର୍ ସଙ୍ଗ୍ ରଇଲା ଲକ୍ମନ୍ ବୁକେ ରଇଲା ବେଲେ, ଦାଉଦ୍ କାଇଟା କରି ରଇଲା, ତମେ ସାସ୍ତରେ ପଡାସ୍ ନାଇ କି?
UYesu akavamula akati, “Asi, namuvalile mu Malembe aMimike, ndavule alyavombile uDavidi ye jivavile injala umwene palikimo na vanine?
4 ୪ ସେଦିନେ ସେମନ୍ ମନ୍ଦିର୍ ବିତ୍ରେ ପୁରି, ମାପ୍ରୁର୍ପାଇ ସର୍ପି ଅଇରଇବା ରୁଟି କାଇଲାଇ । ନିୟମ୍ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍ ଅଦିକାର୍ ନ ରଇଲା ।
Akingila mu nyumba ja Nguluve, neke akapelua amakate gha pa kitekelelo, ghano ghaale gha mbombo inyimike, akalia akavapeela na vanine. Amakate aghuo navakitikisivwagha avaanhu avange kulia, ulwene va vatekesi veene.
5 ୫ ତମେ କାଇ ପଡାସ୍ ନାଇ କି? ମସାର୍ ନିୟମ୍ ଇସାବେ ସବୁ ବିସ୍ରାମ୍ବାରେ ପୁଜାରିମନ୍ ନିୟମ୍ ନ ମାନ୍ଲେ ମିସା, ସେଟାର୍ ପାଇ, ସେମନ୍ ଦସି ବଲି ବିଚାର୍ନା ନ ଅଅତ୍ ।
Kange namwimbile mu ndaghilo sa Moose, kuuti avatekesi mu nyumba inyimike ija Nguluve videenya ululaghilo ulwa kighono ikya Sabati, neke uNGuluve naikuvavalila kuuti vivomba inyivi?
6 ୬ ମୁଇ ତମ୍କେ କଇଲିନି, ଆଜି ଏ ମନ୍ଦିର୍ଟାନେଅନି ମୁକିଅ ବିସଇ ଇତି ଆଚେ ।”
Lino nikuvavuula kuuti, apa pwale um'baha kukila inyumba inyimike ija kufunyila.
7 ୭ “ସାସ୍ତର୍ କଇଲାନି, ପସୁ ପୁଜ୍ବା ବିରୁ ନ କରି, ଲକ୍ମନ୍କେ ଦୟା କର୍ବାଟା, ମୁଇ ମନ୍ କଲିନି । ଏ କାତାର୍ ଅରତ୍ ଜଦି ସତ୍ ଇସାବେ ବୁଜିରଇତାସ୍ବଇଲେ, ଏ ଦସ୍ ନ କଲା ଲକ୍ମନ୍କେ ତମେ ଦସି ନ କର୍ତାସ୍ ।
Mwale mukagulaghe umuluvo ghwa Masio aMImike ghano ghiiti, 'Nilondda umuunhu avasaghe nya lusungu kukila kuhumia ilitekelo,' ngale namukuvahigha avaanhu avasila nkole.
8 ୮ ଜାନିରୁଆ, ନର୍ପିଲା ମୁଇ ନିଜେ ବିସ୍ରାମ୍ବାରର୍ ମାପ୍ରୁ ।”
Ulwakuva une ne Mwana ghwa Muunhu nili m'baha ku Sabati.
9 ୯ ଜିସୁ ସେ ଜାଗାଇଅନି ବାରଇ ଜାଇ ପାର୍ତନା ଗରେ ପୁର୍ଲା ।
UYesu akavuuka pala, akaluta na kukwingila mu sinagogi jino jaale mu kikaaja ikio.
10 ୧୦ ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇ ସେମନ୍ ଜିସୁକେ ପାଚାର୍ଲାଇ, “ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି?”
Mu sinagogi mula, mwealyale umuunhu jumonga unya luvoko luno lifwile. AVafalisayi vano valyale mula vakava lilonda ikiteghe ikya kumhighila uYesu, pe vakaposia vakati, “Asi, indighilo isa Moose va vilonda sikwitikisia kukunsosia umuunhu ikighono ikya Sabati?”
11 ୧୧ ଜିସୁ କଇଲା, “ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି?
Uyesu akamula akati, “Ghwe veeni mulyumue juno ing'holo jaake jingaghwilile mu liina ikighono ikya Sabati ileka kukujuhumi?
12 ୧୨ ମେଣ୍ଡାର୍ତେଇ ଅନି ଗଟେକ୍ ଲକର୍ ମୁଲିଅ କେତେକ୍ ଅଦିକ୍ । ସେଟାର୍ ପାଇ ଆମେ ବିସ୍ରାମ୍ବାରେ ବିନ୍ ଲକ୍କେ ସାଇଜ କର୍ବାଟା ସାସ୍ତରେ ରଇବା ରିତିନିତିର୍ ବିରଦ୍ ଅଇବା କାମ୍ ନଏଁ ।”
Pulikisia, uvwumi vwa muunhu vukome kukila uvwumi vwa ng'holo. Mu uluo, lunoghiile kuvomba inofu ikighono ikya Sabati.”
13 ୧୩ ଏତ୍କି କଇକରି ସେ ଆତ୍ ସୁକିଜାଇରଇଲା ଲକ୍କେ କଇଲା, “ଆତ୍ ସଲକ୍ କର୍ ।” ସେ ଲକ୍ ଆତ୍ ସଲକ୍ କଲା ଦାପ୍ରେ, ସେ ଆତ୍ ନିକ ଲକର୍ ଆତ୍ ପାରା ଅଇଗାଲା ।
Pepano uYesu akam'buula umuunhu jula akati, “Gholosia uluvoko lwako.” Umuunhu jula akagholosia, uluvoko lwake lukasooka, lukava ndavule ulunge.
14 ୧୪ ତାର୍ପଚେ ପାରୁସିମନ୍ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍ନା କଲାଇ ।
Neke aVafalisayi vala vakahuma kunji, vakapuling'hana vule kyavikum'buda uYesu.
15 ୧୫ ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା ।
Uyesu akakagula imhola jino aVafalisayi vakava vipuling'hana. Pepano akavuuka pala, vaanhu vinga vakam'bingilila. Apuo akavasosia avatamu vooni.
16 ୧୬ ତାର୍ ନିଜର୍ ବିସଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ସେମନ୍କେ ଆଦେସ୍ ଦେଇତେରଇଲା ।
neke akavasimilisia kuuti navangampulisyaghe ku vaanhu.
17 ୧୭ ଜିସାୟ ବବିସତ୍ବକ୍ତାର୍ ଟାନେଅନି ପର୍ମେସର୍ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ କର୍ବାକେ ଏଟା କଲା,
UYesu alyajovile asio aghuo kukwilanisia sino alyajovile um'bili UYesaya kuuti,
18 ୧୮ “ଏ ମର୍ ବାଚିରଇବା ସେବାକାରିଆ । ଆକେ ମୁଇ ଆଲାଦ୍ କଲିନି, ତାର୍ ଲଗେ ମର୍ ସାର୍ଦା । ମର୍ ଆତ୍ମା ତାର୍ ଉପ୍ରେ ଆସି ଡାବି ଅଇସି, ସେ ସବୁ ଜାତିର୍ ଲଗେ ଜାଇ ମର୍ ଟିକ୍ ବିଚାର୍ନା ଜାନାଇସି ।
“Lolagh, uju ghwe m'bombi ghwango juno ninsalwile, umughanike ghwano juno nkeliile. Nilivii mwa mwene uMhepo ghwango, apulisyaghe mu iisis sooni kuuti nilikuvaghigha avaanhu mu vwakyang'haani.
19 ୧୯ ସେ କାକେ କିରଜାଟି ନ କରେ । ସେ ବେସି ଆଉଲି ନ ଅଏ । ସାଇର୍ ମଜାଇ ଟିଆ ନ ଅଏ ଆରି ଜବର୍ ଅଇତେ କାତା ନ କଏ ।
Nailikaning'hanagha na vaanhu nambe kukwova, nambe kupulikika ilisio lyake mu mapuulo.
20 ୨୦ ଦୁର୍ବଲ୍ ଲକ୍ମନ୍କେ ସେ ଆଲାଦର୍ ଚଲାଚଲ୍ତି କର୍ସି, ଆରି ଆକା ସାକା ନଇଲା ଲକ୍ମନ୍କେ ଦୟା କର୍ସି । ସେମନ୍ ନିଆଇ ନ ପାଇବାଜାକ ସେ ତାର୍ କାମ୍ ବନ୍ଦ୍ ନ କରେ ।
Ilitete lino lingondile, naideenya, nambe ulumuli luno lusuuka, naisimia, kuhanga aviike uvuhighi vwango uvwa kyang'haani vuteme.
21 ୨୧ ତାକେ ସବୁ ଦେସର୍ ଲକ୍ ଆସା କର୍ବାଇ ।”
Kange, vano na Vayahudi vulukumhuviila umwene.'
22 ୨୨ ତାର୍ ପଚେ ଦିନେକ୍ ଲକ୍ମନ୍ ଗଟେକ୍ କାଣା ଅଇ ଗୁଲା ଅଇଜାଇରଇଲା ଲକ୍କେ ଜିସୁର୍ ଲଗେ ଆନ୍ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍ତେ ରଇଲା । ଜିସୁ ତାକେ ନିମାନ୍ କଲା । ଏଦେ ଦେକା! ସେ ଦେକ୍ଲା ଆରି କାତା କଇପାର୍ଲା ।
pepeno avaanhu vamonga vakamuletele uYesu umuunhu juo ali ni lipepo. Ilipepo ilio lilyampeleliile kuuva m'bofu na kuuva kinuuni. UYesu akansosia umuunhu jula, akatengula kujova na kulola.
23 ୨୩ ଜିସୁର୍ ଏ କାମ୍ ଦେକି ସବୁ ଲକ୍ କାବା ଅଇଜାଇ ପାଚାର୍ ଉଚାର୍ ଅଇଲାଇ, “ଏ କାଇ ସେ ଦାଉଦର୍ ପଅ କି?”
Avaanhu vooni mu lipugha lila vakava videgha viiti, “Asi, uju ndeepo nu iiva ghwe mwana ghwa Davidi?”
24 ୨୪ ଏଟା ସୁନି ପାରୁସିମନ୍ କଇଲାଇ, “ସେ ଡୁମାମନର୍ ମୁକିଅ ବାଲ୍ଜିବୁଲର୍ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
Neke aVafalisayi ye vapuliike isio vakati, “Umuunhu uju idaga amapepo mu ngufu is Belisebuli, ilivaha lya mapepo.
25 ୨୫ ଜିସୁ ତାକର୍ ମନର୍ କାତା ଜାନି ସେମନ୍କେ କଇଲା, ଗଟେକ୍ ରାଇଜର୍ ଲକ୍ ବିନ୍ବିନ୍ ଦଲେ ବାଗ୍ ଅଇ ନିଜର୍ ନିଜର୍ ବିତରେ ଲାଗାଲାଗି ଅଇଲେ, ସେ ଦେସ୍ ବେସି ଦିନ୍ ନ ରଏ । କନ୍ଆଲେ ସଅର୍ ନଇଲେ ଗର୍ ବିତ୍ରେ ବିନ୍ ବିନ୍ ଦଲ୍ ଗଡିକରି ଲାଗାଜଡା ଅଇଲେ ସେମନ୍ ଦାପ୍ରେସେ କୁରୁପ୍ନାସ୍ ଅଇଜିବାଇ ।
UYesu akakgula sino visagha, akavavuula akati, “Avaanhu va vutwa vumo vangagalung'hane, uvutwa uvuo vunangika. Lyope ilikaajkaaja nambe avaanhu va mu nyumba jimo vangagalung'hane, inyumba ijio jinangike na kupalasana.
26 ୨୬ ସେନ୍ତାରିସେ, ସଇତାନର୍ ରାଇଜେ ଜଦି ଗଟେକ୍ ଦଲ୍ ବିନ୍ ଦଲ୍ ବିରୁଦେ ଲାଗ୍ଲାନି ବଇଲେ, ସେଟା କୁଟ୍କୁଟା ଅଇ ବିଲିଜାଇସି । ଏଟା ଜାନ୍ବାର୍ ଆଚେ ।
Lino, nave uSetano idaga, uvutwa vwake vuuva vugalung'hiine, kange vuuva vusililie.
27 ୨୭ ମୁଇ ବାଲ୍ଜିବୁଲର୍ ବପୁ ପାଇ ଡୁମାମନ୍କେ ଚାଡାଇଲିନି ବଲି ତମେ କଇଲାସ୍ନି ତେବେ, ସେମନ୍କେ କେଦ୍ବାକେ ତମର୍ ସିସ୍ମନ୍କେ କେ ବପୁ ଦେଲାନି? ତମର୍ ସିସ୍ମନର୍ ଏ କାମର୍ ଲାଗି, ତମେ ଦାବି କଲାଟା ମିଚ୍ ବଲି ଜାନାପଡ୍ଲାନି ।
Nave une nidaga amapepo mu ngufu sa Belisebuli, avavingilili viinu vilikuvahighakuuti muli vasovi.
28 ୨୮ ଡୁମା ଚାଡାଇବା ବପୁ ମୁଇ ବାଲ୍ଜିବୁଲର୍ ଟାନେଅନି ପାଇନାଇ । ସେଟା ମୁଇ ପର୍ମେସରର୍ ଆତ୍ମାର୍ଟାନେଅନି ପାଇଆଚି । ଏଟାର୍ ପାଇ ଆରି ଗଟେକ୍ ବିସଇ ଜାନାପଡି ଗାଲାନିଜେ ସରଗ୍ ରାଇଜ୍ ତମର୍ ଲଗେ ଆସି କେଟିଗାଲାବେ ।
Neke nave une nidaga amapepo mu ngufu sa Mhepo ghw Nguluve vwisile kunyumue.
29 ୨୯ ଆଗେ ଗଟେକ୍ ବପୁର୍ ଲକ୍କେ ନ ବାନ୍ଦ୍ତେ କେ ମିସା ତାର୍ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍ ।
Umuunhu ghweni naangingile mu nyumba mu nyumba ja muunhu unya ngufu kuhoma ifiinu fyake, looli taasi ankole unya nyumba ankunge, neke aghome ifiinu fyake fyoni.
30 ୩୦ ଜେ ମର୍ ବାଟେ ନ ରଏ, ବାଇଦରେ ସେ ମର୍ ବିରୁଦେ ଆଚେ । ଆରି ଜେ ମର୍ ସଙ୍ଗ୍ ମିସିକରି ନ ଟୁଲିଆଏ, ସେ ବିଚିଦେଲାନି ।
“Umuunhu juno naali lubela lwango, ujuo mulugu gwango. Kange juno naikong'hania avaanhu avaanhu palikimo nuune. ujuo ipalasnia.
31 ୩୧ ସେଟାର୍ପାଇ ମୁଇ ତମ୍କେ କଇଲିନି, ଜଦି କେ ଆଲେ ପାପ୍ କଲେ କି ନିନ୍ଦା କାତା କଇଲେ ମିସା, ତାର୍ ଲାଗି ତାକେ କେମା ଦିଆଅଇସି । ମାତର୍ କେ ଜଦି ସୁକଲ୍ ଆତ୍ମାର୍ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
Mu uluo nikuvavuula kuuti, uNGuluvi ndepoonu ipyanila umuunhu inyivi saake sooni na maligho ghaake ghooni, neke umuughu juno ikumuligha uMhepo uMwimike, ujuo naalapyanilua.
32 ୩୨ ଜଦି କେ ନର୍ପିଲା, ମର୍ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍ସି, ମାତର୍ ଜେ ଜଦି ସୁକଲ୍ ଆତ୍ମାର୍ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍କେ ମିସା କେମା ନ ମିଲେ । (aiōn )
Kange umuunhu juno ikunjova fivi une ne Mwana ghwa Muunhu, ipyanilua. Neke, juno ikun'jova fivi uMuhepo uMwimike, ujuo naalapyanilua mu iisi muno nambe ku vwumi uvwakuvusila kusila.” (aiōn )
33 ୩୩ “ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି ।
“Avaanhu vikughutang'hania umpiki vwimila ifipeke fyake. Ulwakuva umpiki unnofu ghukoma ifipeke ifinofu, umpike um, biivi ghukoma ifipeke ifiviivi.
34 ୩୪ ଏ ସାଁପ୍ ପାରା କାରାପ୍ ଲକ୍ମନ୍! ତମେ କାରାପ୍ ଅଇ ନିମାନ୍ କାତା କଇପାରାସ୍ କି? ମନେ ଚିନ୍ତାକଲାଟା ଟଣ୍ଡ୍ବାଟେ ବାରଇସି ।
Mwe kisina kya njoka umue! Ndepoonu luuva ndaani umue kujova amasio amanofu pano muli vahosi? Ulwakuva sino umuunhu ijova, se sino simemile mu mwojo ghwake.
35 ୩୫ ଗଟେକ୍ ନିମାନ୍ ଲକ୍ ତାର୍ ମନ୍ବିତ୍ରେ ଅନି ନିମାନ୍ କାତା ଆନ୍ସି । ଗଟେକ୍ କାରାପ୍ ଲକ୍ ତାର୍ ମନ୍ ବିତ୍ରେ ବର୍ତିଅଇ ରଇବା ବାଦ୍ଲାପାରା କାତା ବାର୍କରାଇ ଆନ୍ସି ।”
Umuunhu unnofu ihumia inofu kuhuma mu mwojo ghwake ughwa vulosi.
36 ୩୬ “ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି ।
LIno nikuvavuula kuuti, IKIghono ikya vuhighi, nujunge ilikwoleka mwene vwumila amasio ghooni ghano naghanoghiile, ghano ajovagha.
37 ୩୭ ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।”
Ulwakuva amasio ghaako amanofu ghilikukupelela uvalililue kuuva mugholofu, kange amasio ghaako amaviivi ghilikukupelela kuhighua.
38 ୩୮ ଗଟେକ୍ ଦିନେ ଜିଉଦି ମନର୍ ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ ଜିସୁକେ କଇଲାଇ, “ଏ ଗୁରୁ, ତମର୍ ଗଟେକ୍ କାବାଅଇଜିବା ଚିନ୍ ଦେକ୍ବାକେ ଆମେ ମନ୍କଲୁନି ।”
Pepano vamonga mu Vafalisayi na mu vavulanisi va ndaghilo isa Moose vakam'buula uYesu vakati, “Ghwe m'bulanisi, tulonda utuhufie ikivalilo kino kivonia kuuti asung'hilue nu Nguluve.”
39 ୩୯ ଜିସୁ ସେମନ୍କେ କଇଲା, “ଏ ଜୁଗର୍ ବିସ୍ବାସ୍ ନ କରୁମନ୍ କେଡେ କାରାପ୍, ଆରି ପର୍ମେସର୍କେ ବିସ୍ବାସ୍ କରତ୍ନାଇ । ତମେ ମକେ ଗଟେକ୍ କାବାଅଇଜିବା କାମ୍ ଦେକାଇବାକେ କଇଲାସ୍ନି? ନାଇ, ଅବ୍କା ବାବବାଦି ଜୁନସର୍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍କେ ଦେକାଇଦେଇ ଅଇସି ।”
UYesu akavamula akati, “Avaanhu va kisina iki ikihosi, vano navikum'bikila mwojo uNGuluve vilonda ikivalilo! Looli navalapelua ikivalilo, ulwene ikivalilo kino uNguluve alyahufisie vwimila um'bili uYoona.
40 ୪୦ “ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି ।
Ulwakuva ndavule uYoona vule alikalile ifighono fitatu mu lileme lya samaki imbaha, pakilo na pamwisi; fye lulivuo na juune ne Mwana ghwa Muunhu, nikukala ifighono fitatu mu mbiipa, pakilo nna pamwisi.
41 ୪୧ ଜନ୍ ଦିନେ ପର୍ମେସର୍ ଲକ୍ମନର୍ ବିଚାର୍ କର୍ସି, ସେ ଦିନେ ନିନିବିର୍ ଲକ୍ମନ୍ ତମର୍ ବିରୁଦେ ଦାବି କର୍ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍ ଜୁନସର୍ କାତା ସୁନି ପାପ୍ ବାଟେଅନି ବାଅଡ୍ଲାଇ । ମୁଇ ତମ୍କେ କଇଲିନି, ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
“Ikighono ikya vuhighi, avaanhu ava Ninaawi, vilikwima kukuvaghigha umue mwe vaanhu va kisina iki kuuti muli vahosi. Ulwakuva uYoona ye apulisie ilisio ilya Nguluve ku veene, valyalatile inyivi saave. Lino, apa pwale um'baha kukila uYoona.
42 ୪୨ ବିଚାର୍ କର୍ବାବେଲେ ଦକିନ୍ ଦେସେ ରଇବା ସେବା ନାଉଁର୍ ଗଟେକ୍ ଜାଗାର୍ ରାନି, ତମର୍ ଦସ୍ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍ ଗିଆନର୍ କାତା ସୁନ୍ବାକେ ବେସି ଦୁର୍ ଦେସେଅନି ସେ ଆସି ରଇଲା । ମାତର୍ ମୁଇ ତମ୍କେ ସତ୍ କଇଲିନି, ସଲ୍ମନର୍ ଟାନେ ଅନି ଗଟେକ୍ ବେସି ବଡ୍ ଲକ୍ ଇତି ଆଚେ ।”
Kange ikighono ikya vuhighi, umalikia ughwa ku Seba ilikwima kukuvahigha umue, mwe vaanhu va kisina iki kuuti muli vahosi. Ulwakuva umwene alyakyulile kuhuma ku iisi ija ku vutali, akiisa kupulika amasio gha luhaha lwa Solomoni. Lino, apa pwale um'baha kukila uSolomoni.”
43 ୪୩ ଜିସୁ ଆରି କଇଲା, ଜେଡେବଲ୍ କାରାପ୍ ଆତ୍ମା ଗଟେକ୍ ଲକର୍ ଗାଗ୍ଡେଅନି ବାରଇ ଜାଇସି, ସେବେଲା, ସେ ରଇବାକେ ମରୁବାଲିବୁଏଁ ଜାଗା କଜି ବୁଲ୍ସି । ମାତର୍ ସେନ୍ତି ଜାଗା ତାକେ ନ ମିଲ୍ଲେ ।
UYesu akafijivagha, “Ilipepo ililamafu pano lihuma mwa muunhu, liluta ku lukuve lilonda apa kupuuma. Nave nalikupaagha,
44 ୪୪ ସେ ବେଲା ସେ କଇସି, “ମୁଇ ଜନ୍ ଲକର୍ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍ରେ ସପାସୁତର୍ ଅଇ ପରିଚଲ୍ ରଇବାଟା ଦେକ୍ଲେ, ସେ ଜାଇ ତାର୍ତେଇଅନି ଅଦିକ୍ କାରାପ୍ ରଇବା ସାତ୍ଟା ଆତ୍ମାମନ୍କେ ଡାକିଆନ୍ସି ।
apuo pe liiti, 'Nigomoka kula kula ku nyumba jongo.' Neke lingafike, livone inyumba jila jili vuvule, jipyaghilue, na kuling'hanisivua vunofu.
45 ୪୫ ତାର୍ ପଚେ ସବୁ କାରାପ୍ ଆତ୍ମାମନ୍ ଜାଇକରି ସେ ଲକର୍ ବିତ୍ରେ ବାସାକରି ରଇବାଇ । ସେ ବେଲା ସେ ଲକ୍ ଆଗ୍ତୁର୍ତେଇଅନି ଅଦିକ୍ କରାପ୍ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍ ଲକ୍ମନ୍କେ ଅଇସି । ବଲି କଇଲା ।
Pe liluta kukoova amapepo aghange lekelalubale, amahosi kukila ilyene. Pe ilyene na ghangeaghuo ghikwingila mwa muunhu ujuo, ghikukala. Apuo umuunhu ujuo iiva nu lupumuko ulukome kukila ulutasi. Enendiiki fye luliva ku vaanhu ava kisina iki ikihosi.
46 ୪୬ ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ ।
UYesu ye ajiighe ijova ni lipugha lya vaanhu, ng'ina na vanine va Yesu vakiisa, vakiima panji, vilonda kujova naghwo.
47 ୪୭ ସେଡିକି ବେଲେ ଗଟେକ୍ ଲକ୍ ଜିସୁକେ କଇଲା, “ତର୍ ଆୟା ଆରି ବାଇମନ୍ ଡାଣ୍ଡେ ଜାଗ୍ଲାଇ ଆଚତ୍, ସେମନ୍ ତର୍ ସଙ୍ଗ୍ କାତା ଅଇବାକେ ମନ୍ କଲାଇନି ।”
Pe umuunhu jumonga akam'buula akati, “Umama ghwako na vanunaavo vali panji, vilonda pijova nuuve.'
48 ୪୮ ଜିସୁ ସେମନ୍କେ କଇଲା, “କାକେ ମର୍ ଆୟା ଆରି ବାଇମନ୍ ବଲି ବାବ୍ଲାସ୍ନି?”
Neke uYesu akamwamula akati, “Umama ghwako ghwe veeni? Avanunavango ve vaveeni?
49 ୪୯ ତାର୍ ସିସ୍ମନର୍ ବାଟେ ଆତ୍ ଦେକାଇ କଇଲା, “ଏ ଲକ୍ମନ୍ସେ ମର୍ ଆୟା ଆରି ବାଇମନ୍ ଅଇବାଇ ।
Pe akagholosia uluvoko ku vavulanisivua vaake akati, “Lolagha, avaanhu vooni ava ghwe mama ghwngo, na vanunavango.
50 ୫୦ ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।”
Ulwakuva umuunhu ghweni juno ivomba isa vughane vwa Nhaata ghwango. ughwa kukyanya, ujuo ghwe nnunavango, ghwe lumbulyango, ghwe mama ghwango.”