< ମାତିଉ 11 >
1 ୧ ଜିସୁ ବାର୍ଟା ସିସ୍ମନ୍କେ ସିକାଇ କରି କଇ ପାଟାଇ ସାର୍ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍ମନର୍ ଲକ୍ମନ୍କେ ଜାଇ ସିକାଇଲା ଆରି ମାପ୍ରୁର୍ କାତା ସୁନାଇବାର୍ ଦାର୍ଲା ।
KI un'niniitsiu otai'ksĭstanĭstŏssax na'tsikoputsix otŭsksĭnĭmats'ax itsĭstŭpa'atomaie mŏkŭsksĭnĭmatstoksi ki mŏkatsĭm'semŏksi ot'akapioyimoauĕsts.
2 ୨ ସେ ବେଲା ଡୁବନ୍ଦେଉ ଜଅନ୍ ବନ୍ଦିଗରେ ରଇଲା । ଜିସୁ ଜନ୍ କାମ୍ମନ୍ ସବୁ କର୍ତେ ରଇଲା, ତାର୍ କବର୍ ସୁନି ତାର୍ କେତେଟା ସିସ୍ମନ୍କେ ଜିସୁର୍ ଲଗେ ପାଟାଇଲା ।
Annok' John itsipsts'taupĭssi itai'okiakiopi otokh'tsĭsĕsts Christ oiapĭstutsipĭsts'aie, itokŏt'tsiuax na'tokŭmix otŭsksĭnĭmats'ax,
3 ୩ ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି?”
Ki an'ĭstsiuaie, kikŭtami'pa annŏk' aiakoto'ŏk, ki nŏk'apsŭmmŏsĭnan noke'tsĭmi?
4 ୪ ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ ।
Jesus an'ĭstsiuax, mĭs'tapuk, matan'ĭstsĭnnomok John annists'ĭsk kĭtokh'tsipuauĕstsk ki kitŭs'satsipuauĕstsk:
5 ୫ କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
Naps' tsix ŭs'sŭpiau, ŭs'tsekaiĭx ikŏm'otauauŏkaiau, leperix ĭssin'aiau, kŭttaiai'okhtsĭmix ai'okhtsĭmiau, enix' aipuau'iau ki kĭm'atapsix atsĭmsem'aiau ŏkhs'itsĭniksĭnni.
6 ୬ ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା ।
Ki atsĭm'siu annŏk' kŭttai'itstskĭmskŭkiuŏk nĕsto'i.
7 ୭ ଜଅନର୍ ସିସ୍ମନ୍ ବାଉଡି ଗାଲାବେଲେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇଲା, ତମେ ଜଅନ୍କେ ଦେକ୍ବାକେ ଜେଡେବଲ୍ ମରୁବାଲିବୁଏଁ ଜାଇରଇଲାସ୍, କାଇଟା ଦେକ୍ବାକେ ଆସା କରିରଇଲାସ୍? ପବନ୍ ମାର୍ଲେ ଜୁଲ୍ବା ଗାଁସ୍ ପତର୍?
Ki otsĭs'tapusax, Jesus otaumŭtŭpaiitsĭnnikoŏsauaie akai'tappix John, Tsanĭstappiuă kumutsitappopuai ksĭs'tapsksŏkkum kŏk'satsipuai? Kŭttaitstsip'a apai' sopu'yi itau'ŭtopăpokaiiu?
8 ୮ କାକେ ଦେକ୍ବାକେ ଜାଇ ରଇଲାସ୍? କାଇ ସୁନ୍ଦର୍ ବସ୍ତର୍ ପିନ୍ଦିରଇବା ଲକ୍କେ ଦେକ୍ବୁ ବଲି ଜାଇ ରଇଲାସ୍ କି? ସେନ୍ତି ବସ୍ତର୍ ପିନ୍ଦ୍ବା ଲକ୍ ରାଜାର୍ ଗରେ ରଇବାଇ ।
Ki tsan'ĭstappiua kumut'sitappopuai kŏk'satsipuai? Kuttaitstsip'a nĭn'naii ĭkikĭn'ĭstotosiu? Anniks'isk ĭkikĭn'ĭstotosĭxk itot'okoyiau Omŭx'ĭnax oko'auĕsts.
9 ୯ ମକେ କୁଆ, କାଇଟା ଦେକ୍ବାକେ ଜାଇ ରଇଲାସ୍? ଗଟେକ୍ ବବିସତ୍ବକ୍ତାକେ ଦେକ୍ବୁ ବଲିକରି କି? ସେଟା ତ ସତ୍, ମାତର୍ ଅବ୍କା ବବିସତ୍ବକ୍ତା ଟାନେଅନି ଗଟେକ୍ ଅଦିକ୍ ବଡ୍ ଲକ୍କେ ବେଟ୍ପାଇଆଚାସ୍ ।
Ki tsan'ĭstappiuă kumut'sitappopuai kŏk'satsipuai? Kŭttaitstsip'a prophet? A, kitan'ĭstopuau skĭtsĭm'iuaie prophet.
10 ୧୦ କାଇକେ ବଇଲେ ଏ ଜଅନର୍ ବିସଇ ସାସ୍ତରେ ଲେକାଅଇଲା ଆଚେ । ପର୍ମେସର୍ କଇଲା, “ତମର୍ ପାଇ ବାଟ୍ ତିଆର୍ କର୍ବାକେ ମୁଇ ପର୍ତୁମ୍ ମର୍ ଦୁତ୍କେ ପାଟାଇବି ।”
Annŏk sĭnau', sat'sit, nitse'tomotokŭttau nito'tokatatsĭsau kostoksĭs', ki ake'tomsokapapĭstutsimaie koksoku'i.
11 ୧୧ ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ ।
Kitau'mŭnĭstopuau anniks'ĭsk itsipokai'ĭmmokixk akex, mats'itstsipa ŏk'skĭtsĭmiaie John Baptist: ki annŏk' inŭks'tsĭmŏk spots' im ĭstsĭn'naiisĭnni ai'skĭtsĭmiuaie.
12 ୧୨ ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।
John Baptist ĭstsiksĭs'tsikuĭsts, puk'sŭpiksĭstsikuĭsts spots'im ĭstsĭn'naiisĭnni itŭsk'o tuitsipiop, ki ŭskotui'tsipimix itŭsk'otuitsipimiau.
13 ୧୩ ଜଅନ୍ ଆଇବା ଜାକ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ ସରଗ୍ ରାଇଜର୍ ବିସଇ କଇତେ ରଇଲାଇ ।
Konai'prophetix ki okŏk'itsĭmani aie'nŭpanistomiauĕsts otsauomo'tosi John.
14 ୧୪ ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
Ki mak'otsĭmenoainiki, am'auk Elias annŏk' ai'akotoŏk.
15 ୧୫ ଜାକେ କାନ୍ଆଚେ, ସେ ସୁନ ।
Annŏk itokh'iuŏk mŏk'okhtsĭmsi ŭnanĭststokh'tsĭs.
16 ୧୬ ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
Tsa nitai'akanipa annŏk' o'tappiisĭnŏk manĭstsĭn'naiipuaiau? Netoinitsi'au pokax annim' itawk'pumauawpim itau'pix ki ai'sĭtsĭpsattsiau otŭk'auauax,
17 ୧୭ “ଆମେ ବିବା ବାଜା ବାଜାଇଲୁ, ମାତର୍ ତମେ ନାଟ୍ କରାସ୍ ନାଇ । ଦୁକର୍ ଗିତ୍ ଗାଇଲୁ ତମେ କାନ୍ଦାସ୍ ନାଇ ।
Ki an'ĭstsiauax, kitsik'ŭttomopĭnan ki kimat'spiipuau; kitau'yĭmopĭnan ki kimau'kaiisuauĕsts kimatakipuauĕstsau.
18 ୧୮ ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
John oto'tosi matauyiu'ats ki mataisĭmiu'ats, ki an'iop pakh'tokĭnatsiu sauum'itsistaaw.
19 ୧୯ ମାତର୍ ନର୍ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍ନି । ସିସ୍ତୁ ମାଙ୍ଗୁମନର୍ ଆରି ପାପି ଲକ୍ମନର୍ ମଇତର୍ ବଲି କଇଲାସ୍ନି । ସେଟା ଜନ୍ଟା ଅବେ ଚାଡା, ପର୍ମେସରର୍ ବିଚାର୍ ସତ୍ ଆକା । ଏଟା ତାର୍ କାମେଅନି ଜାନାପଡ୍ସି ।”
Nĭn'au okku'i oto'tosi, au'yiu ki ai'sĭmiu, ki an'iop, sŭm'mĭs, aistoks'oyiu ki aistok'sĭmiu, publicanix ki sauum'itsitappix otŭk'auauax. Ki mokŏk'sĭnni o'kosĭx oto'kŏmotsĭstutokaie.
20 ୨୦ ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା,
Itau'mŭtŭpsĭtsĭpsattomĕsts akap'ioyĭsts annim' otsĭt'apĭstutsipĭsts ot'apĭstutŭksĭsts otsauomai'sauaitsitŭsax.
21 ୨୧ “ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”
Kitak'oksĭnip maka'pi, Chorazin! Kitak'oksĭnip maka'pi Bethsaida! Nitsĭt' tsipstsapĭstutsipĭsts kitakap'ioyimoauĕsts nitsĭttsipstsapĭstutŭkkitopiau Tyre ki Sidon ĭstak'apioyĭsts is'taisŭmmisauaitsitauopiau ĭsksĭm'matŭkkiaipĭstsĭsts ki makh'skĭtsĭsts,
22 ୨୨ “ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
Ki kitan'ĭstopuau Okŏk'itsĭmani ĭstsiksĭs'tsikui manĭstaksiksists'papsipi ksĕsto'a, aks'ĭsiksĭstspapiau Tyre ki Sidon.
23 ୨୩ ଏ କପର୍ନାଉମର୍ ଲକ୍ମନ୍! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା । (Hadēs )
Ki ksĕsto'a Capernaum, kitspĭn'noko spots'im, hades kitaks'ĭnnĭssimoko; omŭk'apotŭksĭsts kitakap'ioyim itap'ĭstutsipiau ittsipstsapistutŭkkiopiau Sodom, ĭs'taisakiaitaitsiopi. (Hadēs )
24 ୨୪ “ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
Ki kitan'ĭstopuau, Okŏk'itsĭmani ĭstsiksĭs'tsikui manĭstaksiksĭsts'papspi ksĕsto'au, aks'ĭsiksĭstspapiu Sodom.
25 ୨୫ ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
Annik' Jesus an'iu, nitŏkh'sitŭkki nĭn'a, spots'im ki ksŏk'kum ĭstsĭn'aimi, kitai'ksĭsattokiauests annists'isk mokok'ietappix ki kitaipaso'kĭnomoaiau inŭk'sipokax.
26 ୨୬ ଉଁ ବାବା, ତମର୍ ମନ୍ କଲା ଇସାବେ ଏ ସବୁ ଗଟ୍ଲାନି ।”
Ŭnnianĭsts'it Nin'a; manĭstŏkh'sipi kitsitsi'tan.
27 ୨୭ “ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
Nin'a otokŏnai'nanĭsts nitokok: ki matsitstsipa ĭsksĭnnu'yiuaie okku'iaie Nin'a nits'ksĭnnuyiuaie; matsitstsipa ĭsksĭnnu'yiuaie Un'ni, okku'i nits'ksĭnnuyiuaie, ki annŏk ĭsksĭnĭmats'stokŏttseuŏk Un'ni.
28 ୨୮ “ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି ।
Puksipa'akik kŏnai'ikapotŭkkix ki ikŏnŭs'soksĭstsix, ki kitak'okotopuau ĭssĭk'sĭstsikosĭnni.
29 ୨୯ ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା ।
Nokhkĭn'ni kĭn'attok, ki ĭsksĭno'kik; nitsĭk'kĭnapsi nimat'omŭkimuspa; ki kitak'okonipuau ku'skĕttsipŏppuauĕsts ĭstsĭk'sĭstsikosĭnni.
30 ୩୦ ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।”
Nokhkĭn'ni ksĭsts'papiu, ki nitopa'tŭksĭn sŏk'otsiu.