< ମାତିଉ 10 >
1 ୧ ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା ।
OTSIPUK'SŬPINNIKŎTŬSAX na'tsikoputtsiau otŭsksĭnĭmatsax, ikotsiu'ax otŭma'sĭnni mŏk'saipiksĭstosauax sauum'itsistaax, ki mok'ŏkuttutsĭsax amian'ĭstokhtokosĭsts ki amian'ĭstatŭnikĕsts.
2 ୨ ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍,
Na'tsikoputtsixk itokŏt'tsiuax otsĭn'ikŏsoauĕsts am'ostsiaukiĕsts; Matom'itappiu, Simon, mat'anistau Peter, ki Andrew oskŭn: James, Zebedee okku'i ki John oskŭn';
3 ୩ ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
Philip, ki Bartholemew; Thomas, ki Matthew, annŏk' publicanŏk; James, Alphæus okku'i. Ki Lebbæus, mat'anistau Thaddæus;
4 ୪ କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
Simon, Canaanite; Ki Judas Iscariot annŏk' aien'ŭpanistsiuŏkaie.
5 ୫ ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
Anniks'isk natsikoputsixk Jesus itokŏt'tsiuax ki saiem'iuax ki an'ĭstsiuax, Gentiles oksoku'auĕsts pinitap'pok, ki Samaritans otakap'ioyimoauests pinŭt'sĭtsipik:
6 ୬ ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା ।
Ki Israel oko'au otomŭk'ikĭnaumix ats'ax ĭs'tapuk.
7 ୭ ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ!
Ki auau'ŏkainoniki sem'okik, ki anik', spots'im ĭstsĭn'naiisĭnni aststsiu'.
8 ୮ ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
Ai'oktokosix kut'tutokau, leperix ĭssin'nomokau, enix' nipua'atsokau, sauum'itsistaawx sai'aipiksĭstokau; Kitsiksist'okoko, ksistoko'tŭkkik.
Gold ki silver ki brass pinitsŭp'pitŭkkik kitsitai'sŭpopumatsopuauĕsts,
10 ୧୦ ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
Assuia'tsĭman pinots'ik aumatto'ainoainiki, pinots'ikau na'tokaists spĭks'isokŏsĭsts, ki a'tsikists, ki otoats'ists; ap'otŭkkiuã ak'otsĭmaie otso'ŏsĭn.
11 ୧୧ “ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ ।
Annik' akap'ioyĭsk kĭtai'akitsipipika sŭppo'ŏttsesatsĭk annok' oks'apsiuok; ki annim' stau'pik kitsauomai'sŭkskitsĭssuai.
12 ୧୨ ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ ।
Ki pim'ĭnnoainiki nap'ioyĭs, ksematsĭm'attok.
13 ୧୩ ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।
Ki ŏkhs'issi nap'ioyĭs ŭnnianĭstsito'tos kitsĭn'nŭstseisuauĕsts; ki sauŏkhs'ĭssi ŭnnianĭstsska'atok kitsĭn'nŭstseisuauĕsts.
14 ୧୪ ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା ।
Ki annŏk' kikŭt'tautokŏk, ki kŭt'tauotsĭmikŏk kitse'poawsĭsts, sŭkskitsĭm'ĭnnoainiki annik' akap'ioyĭsk sostsĭk'asattok.
15 ୧୫ ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।”
Kitau'mŭnĭstopuau akŏk'itsĭmaiksĭstsikuĭk Sodom ki Gomorrha ak'skĭtstom annik' akap'ioyĭsk.
16 ୧୬ “ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
Sat'sĭk emŭk'ikĭnax mĭs'tŭpskoawkiapis'ix neto'yik kanĭstsĭs'tŭpskopuau: mokŏk'ik manĭstsokŏkipi pitse'ksĭnax, ki ĭkkĭnaps'ik manĭstĭk'kĭnapspi kŭkku'ix,
17 ୧୭ ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ ।
Ki ŭsks'kŭmokau matap'pix; kitakaumŭts'kaukoau akŏk'itsĭmani, ki otatoi'apioyimoauĕsts kitakitaipstŭsĭstsipĭs'okoau;
18 ୧୮ ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା ।
Kinĭn'ax ki omŭx'ĭnax kitakittŭpĭp'iokoai, nĕsto'a kumut'aiakaitŭpipiokoai, kŏkkite'nŭpanĭstosau ki Gentiles.
19 ୧୯ ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
Ki aumŭts'kaukuĭnnoainiki pinstak kŏkŭnĭstse'puyĭsuai; annik' kitak'okokoau kitai'akanipuai.
20 ୨୦ କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।”
Kimats'epuyipuau, Kĭn'oau osta'aw ksĕsto'au itsĭpstai'puyiu.
21 ୨୧ ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।
Ki umu'pappiipi akumŭts'kaiuaie umu'pappiipi mŏks'eĭnsi, ki nĭn' a akumŭts'kaiuaie okku'i; ki pokax aksenŭpanĭstaiau un'oauax ki oksĭs'toauax mŏks'enitŏsauax.
22 ୨୨ ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
Ki kŏnai' tappix kumut'akaukĭmokoaiau nĕsto'i; ki annŏk' eikak'imauŏk umuts'ipaitappiuaspi akitsikŏmotse'piauaie.
23 ୨୩ ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
Kĭm'atsĭstototsenoainiki tuks'kai akap'ioyĭs, mĭs'tŭpokskasik stsĭk'i: kitau'mŭnĭstopuau kimatakokŏnitotopuau Israel ĭstokŏnau'akapioyists otsauomai'akotosi Nĭn'au okku'i.
24 ୨୪ “କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ ।
Ŭsksĭnĭmats'au matskĭtsĭmiu'ats otŭsksĭnĭmats'tokiuă, ki apotŭk'kiuă matskĭtsĭmiu'ats otsĭn'aim.
25 ୨୫ ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
Ŏkh'siu ŭsksĭnĭmats'au mŏketŭm'anĭstsau otŭsksĭnĭmats'tokiuă, ki apotŭk'kiuă mŏketŭm'anĭstsau otsĭn'aim. Anĭstsĭn'nikŏttŭsauaie nap'ioyĭs otsĭn'aim Beelzebub, ak'staianĭstsĭnnikŏttaiau itsĭpstaupixk oko'ai?
26 ୨୬ “ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି ।
Pin stŭn'nokau; matsekipats akstaisaiipasokĭnnĭs; matsitsiksĭs'pats ak'staisaiĭsksĭnĭs.
27 ୨୭ ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।
Kĭtse'itsĭnikopuai ski'natsii matai'itsĭnikok ksĭstsiku'inatsii: ki kitai'okhtsipuai kotokhĭs'suai, sem'ik spots' im nap'ioyĭsts.
28 ୨୮ ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । (Geenna )
Ki pinstŭn'nokau anniks'ĭsk akenitomixk mostŭm', ki sta'aw matokotsenĭtsiau'ats: stŭn'nok annŏk' i kots'enĭts iuŏkax mostŭm' ki staaw stakhts'im. (Geenna )
29 ୨୯ ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ ।
Natokŭmix sĭstsix kŭttomŭtaiponitau'atsax nitsipŭn'asaini? Ki tuks'kŭm matakittotstsiu'ats ksŏk'kum sauŭs'ksĭnoŭssi Kin'oau.
30 ୩୦ ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ ।
Kitoku'yikĭnsĭsts ikŏnŭks'topiau.
31 ୩୧ ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।”
Piniko'puk; kitots'ĭtskŭkaiĭxkĭmĭmipuau akaiĕm'ix sĭstsix'.
32 ୩୨ “ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି ।
Annŏk'aie'nŭpanĭstsiuŏk matap'ii nĕsto'i, osto'i nitaks'enŭpanĭstau nĭn'ă spots'im.
33 ୩୩ ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
Annŏk' nĭt'saietokŏk matap'piuŏk, osto'i nĭtak'saietoau nĭn'a spots' im.
34 ୩୪ “ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
Pinstak nimut'oto ĭnnŭst'sĭnni nŏkitsĭt'apixĭsi ksŏk'kum: nimat'otopa nŏkitsĭt'apĭxĭsi ĭnnŭst'sĭnni, innu'stoan nimut'oto (nŏkitsĭt'apiksĭstos ksŏk'kum).
35 ୩୫ ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି ।
Nimut'oto nĭn'au ki un'ni mŏk'itsipotsĭstsĭmmotseĭsau, ki otŭn'ni ki oksĭs'tsi, ki ăum'si ki maawks'i mŏkitsipotsĭstsĭmmotseĭsau.
36 ୩୬ ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।”
Ki nĭn'au aks'ikatumĭmmiuax otopokau'pimix anniks'isk matap'pixk oko'ai itsĭpsts' taupixk.
37 ୩୭ “କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
Annŏk' aiĭs'tŭpŭkomĭmmiuŏk un'ni nĕsto'i nimatokotsinanŭk'ats: ki annŏk' aiĭstŭpŭkomĭmmiuŏk oku'yi ki otŭn'ni nĕsto'i nimatokotsinanŭk'ats.
38 ୩୮ ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
Ki annŏk' sauots'ĭssi otauiĭnan'i sauopokiuo'osi nĕsto'ă, nimatokotsinanŭk'ats.
39 ୩୯ ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।”
Annŏk' ikon'ĭmŏk opai'tappiisĭnni, ak'atstomaie; annŏk' at'stomŏk opai'tappiisĭnni, nĕsto'i itat'stomaie, ai'akokonimaie.
40 ୪୦ “ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି ।
Annŏk' kĭto'tokŏk nito'tok; ki annŏk' nito'tokŏk ito'toyeuaie annŏk' nitse'tokŭkŏk.
41 ୪୧ ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି ।
Annŏk' ito'toyeuŏk prophet otsiprophetisaie otak'okuyĭssi prophet osa'kinosĭnniaie; ki annŏk' ito'toyeuŏk mokŏm'otsitappiuă oto'kŏmotsitappiisaie, otak'okuyĭssi mokŏm'otsitappiuă osa'kinosĭnniaie.
42 ୪୨ ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”
Ki annŏk' ai'akutŭkkuyiuŏk sto'kĭmi tuks'kŭmi anniks'ĭsk inŭks'tsĭmĭxk otŭs'ksĭnĭmatsŏssaie, kitau'mŭnĭstopuau matakatstom'ats osa'kinosĭnniaie.