< ମାର୍‌କ 9 >

1 ଆରିତରେକ୍‌ ଜିସୁ ସେମନ୍‌କେ କଇଲା, ମୁଇ ତମ୍‌କେ ସତ୍‌ କାତା କଇଲିନି । ସେଟାର୍‌ପାଇ ସୁନା, ଏବେ ଇତି ରଇବା କେତେ ଲକ୍‌ମନ୍‌, ପର୍‌ମେସର୍‌ ରାଜା ଅଇକରି ତାର୍‌ ରାଇଜ୍‌ ସାସନ୍‌ କର୍‌ବାଟା ନ ଦେକ୍‌ବା ଜାକ ନ ମରାସ୍‌ ।
Og han sagde til dem: „Sandelig, siger jeg eder, der er nogle af dem, som staa her, der ingenlunde skulle smage Døden, førend de se Guds Rige være kommet med Kraft.‟
2 ଚଅ ଦିନ୍‌ ପଚେ ଜିସୁ ପିତର୍‌ ଜାକୁବ୍‌ ଆରି ଜଅନକେ ତାର୍‌ ସଙ୍ଗ୍‌ ମିସ୍‌ତେ ଡାକିକରି କେ ନଇବା ଗଟେକ୍‌ ଡେଙ୍ଗ୍‌ ପର୍‌ବତ୍‌ ଉପ୍‌ରେ ଗାଲା । ସିତି ସେମନର୍‌ ମୁଆଟେ ତାର୍‌ ରୁପ୍‌ ବଦ୍‌ଲିଗାଲା ।
Og seks Dage derefter tager Jesus Peter og Jakob og Johannes med sig og fører dem alene afsides op paa et højt Bjerg, og han blev forvandlet for deres Øjne.
3 ଆରି ତାର୍‌ ପଚିଆ ବେସି ଜଗ୍‌ଜଗି ଜାଇ, ଦବ୍‌ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍‌ କରି ଦଇନାପାରତ୍‌ ।
Og hans Klæder bleve skinnende, meget hvide, saa at ingen Blegemand paa Jorden kan gøre Klæder saa hvide.
4 ଆରି ମସାର୍‌ ସଙ୍ଗ୍‍ ଏଲିୟ ଆରି ଜିସୁ ମିସ୍‌ତେ କାତାବାର୍‌ତା ଅଇବାଟା ସେମନ୍‌କେ ଡିସ୍‌ଲା ।
Og Elias tillige med Moses viste sig for dem, og de samtalede med Jesus.
5 ତେଇ ପିତର୍‌ ଜିସୁକେ କଇଲା, “ଏ ଗୁରୁ ଆମେ ଇତି ରଇବାଟା ନିକ । ଇତି ତିନ୍‌ଟା କୁଡିଆ ତିଆର୍‌ କରୁ । ତମର୍‌ପାଇ ଗଟେକ୍‌, ମସାର୍‌ପାଇ ଗଟେକ୍‌ ଆରି ଏଲିୟର୍‌ ପାଇ ଗଟେକ୍‌ ।”
Og Peter tog til Orde og siger til Jesus: „Rabbi! det er godt, at vi ere her, og lader os gøre tre Hytter, dig en og Moses en og Elias en.‟
6 ପିତର୍‌ କଇବା ବିସଇ କାଇଟା ବଲି ନିଜେ ନାଜାନି ରଇଲା । କାଇକେବଇଲେ ସେମନ୍‌ ବେସି ଡରିଜାଇରଇଲାଇ ।
Thi han vidste ikke, hvad han skulde sige; thi de vare blevne helt forfærdede.
7 ଆରି ସେମନ୍‌କେ ମେଗର୍‌ ଚାଇ ଡାବିଅଇଦେଲା । ସେ ମେଗେଅନି ଏନ୍ତାରି କାତା ଅଇଲା, “ଏ ମର୍‌ ଆଲାଦର୍‌ ପ, ଆର୍‌ କାତା ସୁନା ।”
Og der kom en Sky, som overskyggede dem; og en Røst kom fra Skyen: „Denne er min Søn, den elskede, hører ham!‟
8 ଆରି ଅଟାତ୍‌ ସେମନ୍‌ ଚାରିବେଡ୍‌ତି ଦେକ୍‌ଲାଇ, ତାକର୍‌ ସଙ୍ଗ୍‍ ଜିସୁକେ ଚାଡି ଆରି କାକେ ମିସା ଦେକତ୍‌ ନାଇ ।
Og pludseligt, da de saa sig om, saa de ingen mere uden Jesus alene hos dem.
9 ସେମନ୍‌ ପର୍‌ବତେ ଅନି ଉତର୍‌ଲାବେଲେ ଜିସୁ ସେମନ୍‌କେ ଡାଟ୍‌ ସଙ୍ଗ୍‍ ଆଦେସ୍‌ ଦେଇ ଏନ୍ତି ବଲି କଇଲା, “ପର୍‌ମେସରର୍‌ ଟାନେଅନି ଆସିରଇବା ନର୍‌ପିଲା ମୁଇ, ମଲାଟାନେଅନି ଆରିତରେକ୍‌ ନ ଉଟ୍‌ବା ଜାକ ଇତି କାଇକାଇଟା ତମେ ଦେକ୍‌ଲାସ୍‌, ସେ ବିସଇ କାକେମିସା ନ କୁଆ ।”
Og da de gik ned fra Bjerget, bød han dem, at de ikke maatte fortælle nogen, hvad de havde set, førend Menneskesønnen var opstanden fra de døde.
10 ୧୦ ସେଟାର୍‌ପାଇ ପର୍‌ବତ୍‌ ଉପ୍‌ରେ ଜାଇଟା ସେମନ୍‌ ଦେକ୍‌ଲାଇ, ସେ ବିସଇ କାକେମିସା କଅତ୍‌ ନାଇ । ମାତର୍‌ ମଲାଟାନେଅନି ଆରିତରେକ୍‌ ଉଟ୍‌ବା ଅରତ୍‌ କାଇଟା ବଲିକରି ସେମନ୍‌ କାତାବାର୍‌ତା ଅଇତେରଇଲାଇ ।
Og de fastholdt dette Ord hos sig selv og spurgte hverandre, hvad det er at opstaa fra de døde.
11 ୧୧ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏଲିୟ ପର୍‌ତୁମ୍‌ ଆଇବାର୍‌ ଆଚେ ବଲି ନିୟମ୍‌ ସିକାଇଦେବା ଲକ୍‌ମନ୍‌ କାଇକେ କଇଲାଇନି?”
Og de spurgte ham og sagde: „De skriftkloge sige jo, at Elias bør først komme?‟
12 ୧୨ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଉଁ ପର୍‌ମେସରର୍‌ ବଇତେଇ ଏଲିୟ ଆଗ୍‌ତୁ ଆଇସି ବଲି ଲେକା ଅଇଲାକାତା ସତ୍‌ସେ । ଏଲିୟ ପର୍‌ତୁମ୍‌ ଆସିକରି ସବୁ ବିସଇ ଟିକ୍ କର୍‌ସି, ମାତର୍‌ ପର୍‌ମେସର୍‌ ଅନି ଆସିରଇବା ନର୍‌ପିଲା ମୁଇ ବେସି ବେସି କସ୍‌ଟ ପାଇବି ଆରି ଲକ୍‌ମନ୍‌ ମକେ ନ ନାମତ୍‌ ବଲି ମିସା କାଇ ପର୍‌ମେସରର୍‌ ବଇଟାନେ ଲେକା ଅଏନାଇ କି?
Men han sagde til dem: „Elias kommer først og genopretter alting; og hvorledes er der skrevet om Menneskesønnen? At han skal lide meget og foragtes.
13 ୧୩ ମୁଇ ତମ୍‌କେ ସତ୍‌ କଇଲିନି, ଏବେ ଏଲିୟ ଆସି ସାର୍‌ଲା ଆଚେ । ଆରି ତାର୍‌ ବିସଇ ପର୍‌ମେସର୍‌ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍‌ମନ୍‌ ମିସା ତାକର୍‌ ନିଜର୍‌ ମନ୍‍ କଲା ଇସାବେ କରାପ୍‌ ଚଲାଚଲ୍‌ତି କଲାଇ ।”
Men jeg siger eder, at baade er Elias kommen, og de gjorde ved ham alt, hvad de vilde, efter som der er skrevet om ham.‟
14 ୧୪ ତାର୍‌ପଚେ ଜିସୁ, ପିତର୍‌, ଜାକୁବ୍‌ ଆରି ଜଅନ୍‌ ବିନ୍‌ ସିସ୍‌ମନର୍‌ ଲଗେ କେଟ୍‌ଲାବେଲେ ତେଇ ବେସି ଲକ୍‌ମନ୍‌ ରୁଣ୍ଡିରଇବାଟା ଦେକ୍‌ଲାଇ । ଆରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ ସିସ୍‌ମନର୍‌ ସଙ୍ଗ୍‌ ଦଦାପେଲା ଅଇତେରଇଲାଇ ।
Og da de kom til Disciplene, saa de en stor Skare omkring dem og skriftkloge, som tvistedes med dem.
15 ୧୫ ଲକ୍‌ମନ୍‌ ଜେଡେବେଲ୍‌ ଜିସୁ ତେଇ ଆଇବାଟା ଦେକ୍‌ଲାଇ, ସାର୍‌ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍‌ ସୁକ୍‌ ପାଚାର୍‌ବାକେ ତାର୍‌ଲଗେ ପାଲାଇ ଆସି ଜୁଆର୍‌ କର୍‌ବାର୍‌ ଦାର୍‌ଲାଇ ।
Og straks studsede hele Skaren, da de saa ham, og de løb hen og hilsede ham.
16 ୧୬ ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା, “ତମେ ନିୟମ୍‌ ସିକାଇବା ଲକ୍‌, ମର୍‌ ସିସ୍‌ମନର୍‌ ସଙ୍ଗ୍‌ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍‌?”
Og han spurgte dem: „Hvorom tvistes I med dem?‟
17 ୧୭ ସେ ମାନ୍ଦା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ ଡାକି କଇଲା, “ଏ ଗୁରୁ, ମୁଇ ମର୍‌ ପିଲାକେ ନିକ କର୍‌ବାକେ ତମର୍‌ ଟାନେ ଆନିରଇଲି । ତାର୍‌ ବିତ୍‌ରେ ଗଟେକ୍‌ କାରାପ୍‌ ଆତ୍‌ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ ।
Og en af Skaren svarede ham: „Mester! jeg har bragt min Søn til dig; han har en maalløs Aand.
18 ୧୮ ସେ କରାପ୍‌ ଆତ୍‌ମା ପିଲାକେ ଦାର୍‌ଲାବେଲେ, ତାକେ ମଡିକରି ଅଦ୍‌ରାଇଦେଲାନି ଆରି ତାର୍‌ ଟଣ୍ଡେଅନି ପେପୁଲ୍‌ ବାରଇଲାନି ଆରି ସେ ଦାତ୍‌ କାତର୍‌ସି । ଆରି ତାର୍‌ ଗାଗଡ୍‌ ସିଦା ଅଇଜାଇସି । ମୁଇ ତାର୍‌ତେଇ ଅନି କାରାପ୍‌ ଆତ୍‌ମାକେ ବାର୍‌କରାଇ କେଦିଦେବାଇ ବଲି ତମର୍‌ ସିସ୍‌ମନର୍‌ ଲଗେ ଆନିରଇଲି । ମାତର୍‌ ତମର୍‌ ସିସ୍‌ମନ୍‌ ନାପାର୍‌ଲାଇ ।”
Og hvor som helst den griber ham, slider den i ham, og han fraader og skærer Tænder, og han visner hen; og jeg har sagt til dine Disciple, at de skulde uddrive den, og de kunde ikke.‟
19 ୧୯ ଜିସୁ ସେମନ୍‌କେ କଇଲା, “ଏ ପର୍‌ମେସର୍‌କେ ବିସ୍‌ବାସ୍‌ ନ ରଇବା ଆଜିକାଲିର୍‌ ଲକ୍‌ମନ୍‌, ତମେ ବିସ୍‌ବାସ୍‌ କର୍‌ବାକେ ଆରି କେତେ ଦିନ୍‌ ମୁଇ ତମର୍‌ ସଙ୍ଗ୍‍ ରଇବାର୍‌ ଆଚେ? ଆରି କେତେଦିନ୍‌ ମୁଇ ସାଆସ୍‌ ଦାରି ତମର୍‌ ସଙ୍ଗ୍‌ ରଇବାର୍‌ ଆଚେ? ସେ ପିଲାକେ ମର୍‌ଲଗେ ଆନା ।”
Men han svarede dem og sagde: „O du vantro Slægt! hvor længe skal jeg være hos eder, hvor længe skal jeg taale eder? Bringer ham til mig!‟
20 ୨୦ ଆରି ଲକ୍‌ମନ୍‌ ସେ ପିଲାକେ ଜିସୁର୍‌ଲଗେ ଆନ୍‌ଲାଇ । ସେ କରାପ୍‌ ଆତ୍‌ମା ଜିସୁକେ ଦେକ୍‌ଲା ଦାପ୍‌ରେ ପିଲାକେ ତଲେ ମଡିକରି ଅଦ୍‌ରାଇଲା । ଆରି ଗୁଣ୍ଡ୍‌ଲି ଗୁଣ୍ଡ୍‌ଲି କରି ତାର୍‌ ଟଣ୍ଡେଅନି ପେପୁଲ୍‌ ବାରଇ ଜାଇତେରଇଲା ।
Og de ledte ham frem til ham; og da han saa ham, sled Aanden straks i ham, og han faldt om paa Jorden og væltede sig og fraadede.
21 ୨୧ ଜିସୁ ସେ ପିଲାର୍‌ ବାବାକେ ପାଚାର୍‌ଲା, “ଏ ପିଲା ଏନ୍ତି ଅଇ କେତେଦିନ୍‌ ଅଇଲା?” ପିଲାର୍‌ ବାବା କଇଲା, “ସାନ୍‌ବେଲେଅନି” ବଲି ।
Og han spurgte hans Fader: „Hvor længe er det siden, at dette er kommet over ham?‟ Men han sagde: „Fra Barndommen af;
22 ୨୨ ଆରି ସେ କଇଲା, “ସେ କାରାପ୍‌ ଆତ୍‌ମା ପିଲାକେ ମରାଇବାକେ ବେସିତର୍‌ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍‌ରାଇ ଆଚେ । ମାତର୍‌ ତୁଇ ଜଦି କାଇଟା କର୍‌ବାକେ ପାରୁସ୍‌ ବଇଲେ ଆମର୍‌ ପାଇ ଦୟାକରି ସାଇଜ କର୍‌ ।”
og den har ofte kastet ham baade i Ild og i Vand for at ødelægge ham; men om du formaar noget, da forbarm dig over os, og hjælp os!‟
23 ୨୩ ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍‌ ବଇଲେ ନିମାନ୍‌ କର୍‌ ବଲିକରି କଇଲୁସ୍‌ନି? କାଇକେବଇଲେ ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ତେଇ ସବୁ ଅଇସି ।”
Men Jesus sagde til ham: „Om du formaar! Alle Ting ere mulige for den, som tror.‟
24 ୨୪ ସେ ଦାପ୍‌ରେ ପିଲାର୍‌ ବାବା ଆଉଲିଅଇକରି, “ମୁଇ ବିସ୍‌ବାସ୍‌ କଲିନି, ଆରି ଅଦିକ୍‌ ବିସ୍‌ବାସ୍‌ କର୍‌ବାକେ ମକେ ସାଇଜ କର୍‌ ।” ବଲିକରି କଇଲା ।
Straks raabte Barnets Fader og sagde med Taarer: „Jeg tror, hjælp min Vantro!‟
25 ୨୫ ଏ ଗଟ୍‍ନାର୍‌ କାମ୍‌ ଦେକ୍‌ବାକେ ଲକ୍‌ମନ୍‌ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍‌ ଆତ୍‌ମାକେ ଦମ୍‌କାଇକରି କଇଲା, “ଏ କରାପ୍‌ ଆତ୍‌ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍‌ । ଏ ପିଲାର୍‌ ଗାଗ୍‌ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍‌ ଗାଗ୍‌ଡେ ନ ପୁର୍‌, ବଲି ମୁଇ ତକେ ଆଦେସ୍‌ ଦେଲିନି ।”
Men da Jesus saa, at Skaren stimlede sammen, truede han den urene Aand og sagde til den: „Du maalløse og døve Aand! jeg byder dig, far ud af ham, og far ikke mere ind i ham!‟
26 ୨୬ ଆରି କାରାପ୍‌ ଆତ୍‌ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍‌ରାଇ, ତାର୍‌ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍‌ ପାରା ଡିସ୍‌ଲା, ଏନ୍ତିକି କେତେକ୍‌ ଲକ୍‌ମନ୍‌ “ସେ ମରିଗାଲା ।” ବଲିକରି କଇଲାଇ ।
Da skreg og sled den meget i ham og for ud, og han blev ligesom død, saa at de fleste sagde: „Han er død.‟
27 ୨୭ ମାତର୍‌ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
Men Jesus tog ham ved Haanden og rejste ham op; og han stod op.
28 ୨୮ ଜିସୁ ଆରି ତାର୍‌ ସିସ୍‌ମନ୍‌ ଗଟେକ୍‌ ଗର୍‌ ବିତ୍‌ରେ ଗାଲାପଚେ, ଲକ୍‌ମନ୍‌ କେ ନଇଲାବେଲେ ତାକେ ପାଚାର୍‌ଲାଇ, “ଆମେ କାଇକେ ସେ କାରାପ୍‌ ଆତ୍‌ମାକେ କେଦି ନାପାର୍‌ଲୁ?”
Og da han var kommen ind i et Hus, spurgte hans Disciple ham i Enrum: „Hvorfor kunde vi ikke uddrive den?‟
29 ୨୯ ଏ କାତା ସୁନି ଜିସୁ ସେମନ୍‌କେ କଇଲା, “ଏନ୍ତାରି କାରାପ୍‌ ଆତ୍‌ମା ପର୍‍ମେସର୍‍କେ ପାର୍‌ତନା କରିସେ କେଦ୍‌ବାର୍‌ ଅଇସି, ଆରି କାଇ ବାଟ୍‌ ନାଇ ।”
Og han sagde til dem: „Denne Slags kan ikke fare ud ved noget, uden ved Bøn og Faste.‟
30 ୩୦ ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍‌ ଗାଲିଲି ଦେସର୍‌ ବାଟ୍‍ଦେଇକରି ଜାଇତେରଇଲାଇ । ସେମନ୍‌ କନ୍‌ ଜାଗାଇ ଆଚତ୍‌ ବଲିକରି ଲକ୍‌ମନ୍‌ ନ ଜାନତ୍‌ ବଲି ଜିସୁ ମନ୍‍ କର୍‌ତେରଇଲା
Og da de gik ud derfra, vandrede de igennem Galilæa; og han vilde ikke, at nogen skulde vide det.
31 ୩୧ କାଇକେବଇଲେ ସେ ତାର୍‌ ସିସ୍‌ମନ୍‌କେ ସିକାଇ ଦେବାକେ ମନ୍‍ କର୍‌ତେରଇଲା । ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସତ୍‌ ପର୍‌ମେସରର୍‌ ଟାନେଅନି ଆସିରଇବା ନର୍‌ପିଲା ମକେ, ଲକ୍‌ମନର୍‌ ଆତେ ସର୍‌ପି ଦେବାଇ ଆରି ସେମନ୍‌ ମକେ ମରାଇଦେବାଇ । ମାତର୍‌ ମୁଇ ମରିକରି ତିନ୍‌ଦିନ୍‌ ଗାଲାପଚେ ଆରି ତରେକ୍‌ ମଲାଟାନେଅନି ଜିବନ୍‌ ଅଇ ଉଟ୍‌ବି ।”
Thi han lærte sine Disciple og sagde til dem: „Menneskesønnen overgives i Menneskers Hænder, og de skulle slaa ham ihjel; og naar han er ihjelslaaet, skal han opstaa tre Dage efter.‟
32 ୩୨ ମାତର୍‌ ଜିସୁ କଇବା ଏ କାତାର୍‌ ଅରତ୍‌ ସିସ୍‌ମନ୍‌ ବୁଜତ୍‌ ନାଇ ଆରି ସେମନ୍‌ ସେ କାତାର୍‌ ଅରତ୍‌ ପାଚାର୍‌ବାକେ ଡର୍‌ଲାଇ ।
Men de forstode ikke det Ord og frygtede for at spørge ham.
33 ୩୩ ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ ଆଇଲାଇ ଆରି ସେମନ୍‌ ଗର୍‌ ବିତ୍‌ରେ ଗାଲାଇ । ତାର୍‌ପଚେ ଜିସୁ ସେମନ୍‌କେ ପାଚାର୍‌ଲା, “ତମେ ବାଟେ କନ୍‌ ବିସଇନେଇ ଦଦାପେଲା ଅଇତେରଇଲାସ୍‌?”
Og de kom til Kapernaum, og da han var kommen ind i Huset, spurgte han dem: „Hvad var det, I overvejede med hverandre paa Vejen?‟
34 ୩୪ ମାତର୍‌ ତାର୍‌ ସିସ୍‌ମନ୍‌ ଚିମ୍‌ରା ଅଇଦେଲାଇ । କାଇକେବଇଲେ ସେମନ୍‌ ବାଟେ, ଆମର୍‌ ବିତ୍‌ରେ ସବୁର୍‌ଟାନେଅନି କେ ବଡ୍‌ ବଲି ଦଦାପେଲା ଅଇତେରଇଲାଇ ।
Men de tav; thi de havde talt med hverandre paa Vejen om, hvem der var den største.
35 ୩୫ ଜିସୁ ବସ୍‌ଲା ଆରି ତାର୍‌ ବାର୍‌ଟା ସିସ୍‌ମନ୍‌କେ ତାର୍‌ଲଗେ ଡାକାଇ ସେମନ୍‌କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍‍ କଲେ, ସେ ସବୁର୍‌ଟାନେଅନି ସାନ୍‌ ଅଇବାର୍‌ ଆଚେ, ଆରି ସବୁଲକର୍‌ ସେବା କର୍‌ବାର୍‌ ଆଚେ ।”
Og han satte sig og kaldte paa de tolv og siger til dem: „Dersom nogen vil være den første, han skal være den sidste af alle og alles Tjener.‟
36 ୩୬ ତାର୍‌ପଚେ ଜିସୁ ଗଟେକ୍‌ ସାନ୍‌ଟା ପିଲାକେ ନେଇକରି ସେମନର୍‌ ମୁଆଟେ ଟିଆ କରାଇ ସେମନ୍‌କେ କଇଲା,
Og han tog et lille Barn og stillede det midt iblandt dem og tog det i Favn og sagde til dem:
37 ୩୭ “କେ କେ ମର୍‌ ଲାଗି ଏନ୍ତାରି ଗଟେକ୍‌ ସାନ୍‌ଟା ପିଲାକେ ନାମ୍‌ବାଇ, ସେମନ୍‌ ମକେ ନାମ୍‌ଲାଇନି, ଆରି କେ କେ ମକେ ନାମ୍‌ଲାଇନି, ସେମନ୍‌ ମକେ ନାଇ, ମାତର୍‌ ମକେ ପାଟାଇରଇବା ମର୍‌ ବାବାକେ ନାମ୍‌ଲାଇନି ।”
„Den, som modtager eet af disse smaa Børn for mit Navns Skyld, modtager mig; og den, som modtager mig, modtager ikke mig, men den, som udsendte mig.‟
38 ୩୮ ଜଅନ୍‌ ଜିସୁକେ କଇଲା, “ଏ ଗୁରୁ, ଗଟେକ୍‌ ଲକ୍‌ ତର୍‌ନାଉଁ ଦାରି ଲକ୍‌ମନର୍‌ଟାନେଅନି କାରାପ୍‌ ଆତ୍‌ମାକେ ବାର୍‌କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍‌ ବଲି କଇଲୁ, କାଇକେବଇଲେ ସେ ଆମର୍‌ ନିଜର୍‌ ଲକ୍‌ ନଏଁ ।”
Johannes sagde til ham: „Mester! vi saa en, som ikke følger os, uddrive onde Aander i dit Navn; og vi forbøde ham det, fordi han ikke følger os.‟
39 ୩୯ ମାତର୍‌ ଜିସୁ କଇଲା, “ତାକେ ଏନ୍ତି ନ କର୍‌ ବଲି ତେବାଆ ନାଇ କାଇକେବଇଲେ, ମର୍‌ ନାଉଁର୍‌ ବପୁ ପାଇକରି କାବା ଅଇଜିବା କାମ୍‌ମନ୍‌ କରିପାର୍‌ବା ଲକ୍‌, ମର୍‌ ବିରୁଦେ କାରାପ୍‌ କାତା ନ କଏ ।
Men Jesus sagde: „Forbyder ham det ikke; thi der er ingen, som gør en kraftig Gerning i mit Navn og snart efter kan tale ilde om mig.
40 ୪୦ କାଇକେବଇଲେ ଜେ ଆମ୍‌କେ ବିରଦ୍‌ ନ କରେ, ସେ ଆମର୍‌ ନିଜର୍‌ ଲକ୍‌ ।
Thi den, som ikke er imod os, er for os.
41 ୪୧ ଆରି ମୁଇ ତମ୍‌କେ ସତ୍‌ କଇଲିନି, କେ ତମ୍‌କେ ମର୍‌ନାଉଁ ଦାରି ଗଟେକ୍‌ ଗିଲାସ୍‌ ପାନି କାଇବାକେ ଦେଇସିବଇଲେ, ସେଟାର୍‌ପାଇ ସତ୍‌ସେ ତାକେ ପୁରୁସ୍‌କାର୍‌ ମିଲ୍‌ସି ।”
Thi den, som giver eder et Bæger Vand at drikke i mit Navn, fordi I høre Kristus til, sandelig, siger jeg eder, han skal ingenlunde miste sin Løn.
42 ୪୨ ଜିସୁ କଇବାର୍‌ ଦାର୍‌ଲା “ଜଦି କେ ମର୍‌ତେଇ ବିସ୍‌ବାସ୍‌ କରିରଇବା ଗଟେକ୍‌ ଲକ୍‌କେ, ସେ କରିରଇବା ବିସ୍‌ବାସ୍‌ ଚାଡିଦେବାକେ ପାପ୍‌କାମ୍‌ କରାଇଲାଇନି ବଇଲେ, ସେ ଲକର୍‌ ଗାଲାଇ ଜତା ପାକ୍‌ନା ବାନ୍ଦିକରି ତାକେ ସମ୍‌ଦୁରେ ପିଙ୍ଗିଦେବାଟା ତାର୍‌ପାଇ ନିକ ଅଇତା ।
Og den, som forarger en af disse smaa, som tro, for ham var det bedre, at der laa en Møllesten om hans Hals, og han var kastet i Havet.
43 ୪୩ ଜଦି ତମର୍‌ ଆତ୍‌ ତମ୍‌କେ ପାପ୍‌ କରାଇଲାନି ବଇଲେ, ସେ ଆତ୍‌ କାଟିପାକାଆ । କାଇକେବଇଲେ ଜଡେକ୍‌ ଆତ୍‌ ରଇକରି ସବୁଦିନର୍‌ପାଇ ଜଇଲାଗ୍‌ବା ନର୍‌କେ ପେଲାଇଅଇବା ବାଦୁଲେ ଗଟେକ୍‌ ଆତ୍‌ ନ ରଇକରି ସର୍‌ଗେ କେଟ୍‌ବାଟା ନିକ ଅଇସି । (Geenna g1067)
Og dersom din Haand forarger dig, saa hug den af; det er bedre for dig at gaa som en Krøbling ind til Livet end at have to Hænder og fare til Helvede til den uudslukkelige Ild, (Geenna g1067)
44 ୪୪ କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।
[hvor deres Orm ikke dør, og Ilden ikke udslukkes.]
45 ୪୫ ଜଦି ତମର୍‌ ପାଦ୍‌ ତମ୍‌କେ ପାପ୍‌କାମ୍‌ କରାଇଲାନି ବଇଲେ, ସେ ପାଦ୍‌ କାଟି ପିଙ୍ଗିଦିଆସ୍‌ । ଜଡେକ୍‌ ପାଦ୍‌ ରଇକରି ନର୍‌କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍‌ଗେ କେଟ୍‌ବାଟା ତମର୍‌ପାଇ ନିକଅଇସି । (Geenna g1067)
Og dersom din Fod forarger dig, saa hug den af; det er bedre for dig at gaa lam ind til Livet end at have to Fødder og blive kastet i Helvede, (Geenna g1067)
46 ୪୬ କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।
[hvor deres Orm ikke dør, og Ilden ikke udslukkes.]
47 ୪୭ ଜଦି ତମର୍‌ ଆଁକିର୍‌ ଲାଗି ତମେ ବିସ୍‌ବାସ୍‌ ଆରାଇଲାସ୍‌ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍‌ । କାଇକେବଇଲେ ଜଡେକ୍‌ ଆଁକି ରଇ ନର୍‌କେ ପେଲାଇଅଇବା ବାଦୁଲେ, ଗଟେକ୍‌ ଆଁକି ରଇକରି ସରଗ୍‌ ରାଇଜେ କେଟ୍‌ବାଟା ତମର୍‌ପାଇ ନିକରଇସି । (Geenna g1067)
Og dersom dit Øje forarger dig, saa riv det ud; det er bedre for dig at gaa enøjet ind i Guds Rige end at have to Øjne og blive kastet i Helvede, (Geenna g1067)
48 ୪୮ କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।”
hvor deres Orm ikke dør, og Ilden ikke udslukkes.
49 ୪୯ “ଜେନ୍ତିକି ସୁନା ଜଇଟାନେ ପଡାଇକରି ନିର୍‌ମଲ୍‌ କଲାପାରା ସବୁ ଲକ୍‌ମନ୍‌କେ ଜଇସଙ୍ଗ୍‌ ନିର୍‌ମଲ୍‌ କର୍‌ବାଇ ।”
Thi enhver skal saltes med Ild, og alt Offer skal saltes med Salt.
50 ୫୦ “ନୁନ୍‌ ଗଟେକ୍‌ ନିମାନ୍‌ ଜିନିସ୍‌ । ମାତର୍‌ ନୁନ୍‌ ଜଦି ତାର୍‌ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍‌ କେନ୍‌ତାର୍‌ କରିଆ ଅଇପାର୍‌ସି? ତମେ ନୁନ୍‌ ପାରା ନିମାନ୍‌ ଗୁନେ ପୁରାପୁରୁନ୍‌ ଅଇ ସବୁଲକ୍‌ମନର୍‌ ସଙ୍ଗ୍‍ ମିସି ବିଡି କରି ସୁଆଲେ ରୁଆ” ବଲି କଇଲା ।
Saltet er godt; men dersom Saltet bliver saltløst, hvormed ville I da give det sin Kraft igen? Haver Salt i eder selv, og holder Fred med hverandre!‟

< ମାର୍‌କ 9 >