< ମାର୍କ 8 >
1 ୧ ସେବେଲେ ଆରି ତରେକ୍ ବେସି ଲକ୍ମନ୍ ମିସ୍ଲାଇ, ଆରି ସେମନର୍ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍ମନ୍କେ ଲଗେଡାକି କଇଲା,
In dezelfde dagen, als er een geheel grote schare was, en zij niet hadden, wat zij eten zouden, riep Jezus Zijn discipelen tot Zich, en zeide tot hen:
2 ୨ “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେବଇଲେ ଏମନ୍ ତିନ୍ଦିନ୍ ଅଇଲାନି ମର୍ ସଙ୍ଗ୍ ଆଚତ୍ ଆରି ଏମନର୍ ଲଗେ କାଇବାକେ କାଇଟା ମିସା ନାଇ ।
Ik word innerlijk met ontferming bewogen over de schare; want zij zijn nu drie dagen bij Mij gebleven, en hebben niet, wat zij eten zouden.
3 ୩ ତେବେ ମୁଇ ସେମନ୍କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍ ଚେତା ଆଜିଜାଇସି, ସେମନର୍ ବିତ୍ରେ କେତେକ୍ ଲକ୍ ଦୁରେଅନି ଆସି ଆଚତ୍ ।”
En indien Ik hen nuchteren naar hun huis laat gaan, zo zullen zij op den weg bezwijken; want sommigen van hen komen van verre.
4 ୪ ସିସ୍ମନ୍ ତାକେ କଇଲାଇ, “ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍?”
En Zijn discipelen antwoordden Hem: Van waar zal iemand dezen met broden hier in de woestijn kunnen verzadigen?
5 ୫ ଜିସୁ ସେମନ୍କେ ପାଚାର୍ଲା, “ତମର୍ଲଗେ କେତେଟା ରୁଟିଆଚେ?” ସେମନ୍ କଇଲାଇ, “ସାତ୍ଟା ।”
En Hij vraagde hun: Hoeveel broden hebt gij? En zij zeiden: Zeven.
6 ୬ ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ ।
En Hij gebood de schare neder te zitten op de aarde, en Hij nam de zeven broden, en gedankt hebbende, brak Hij ze, en gaf ze Zijn discipelen, opdat zij ze zouden voorleggen; en zij leiden ze der schare voor.
7 ୭ ସେମନର୍ ଲଗେ ଜଡେକ୍ ପାରା କେତେଟା ସାନ୍ ମାଚ୍ ରଇଲା, ସେଟା ମିସା ସେ ପର୍ମେସର୍କେ ଦନିଅବାଦ୍ ଦେଇ ବାଟାକର୍ବାକେ କଇଲା ।
En zij hadden weinige visjes; en als Hij gezegend had, zeide Hij, dat zij ook die zouden voorleggen.
8 ୮ ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ ।
En zij hebben gegeten, en zijn verzadigd geworden, en zij namen het overschot der brokken op, zeven manden.
9 ୯ ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।
Die nu gegeten hadden, waren omtrent vier duizend; en Hij liet hen gaan.
10 ୧୦ ତାର୍ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଲା ଆରି ନିଜର୍ ସିସ୍ମନର୍ ସଙ୍ଗ୍ ଡଙ୍ଗାଇ ଚଗି ଦଲ୍ମନୁତା ନାଉଁର୍ ଗଟେକ୍ ଜାଗାଇ ଆଇଲା ।
En terstond in het schip gegaan zijnde met Zijn discipelen, is Hij gekomen in de delen van Dalmanutha.
11 ୧୧ ପଚେ ପାରୁସିମନ୍ ବାରଇ ଆସି ଜିସୁର୍ ସଙ୍ଗ୍ ଦଦାପେଲା ଅଇବାର୍ ଦାର୍ଲାଇ । ତାକେ ପରିକା କର୍ବାକେ ପାନ୍ଦେ ପାକାଉଁ ବଲି ମନ୍କରି, ସେ ଜେ ପର୍ମେସର୍ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍ କାବାଅଇଜିବା ଚିନ୍ ଦେକାଆ ବଲି କଇଲାଇ ।
En de Farizeen gingen uit, en begonnen met Hem te twisten, begerende van Hem een teken van den hemel, Hem verzoekende.
12 ୧୨ ଜିସୁ ଗଟେକ୍ ଡେଙ୍ଗ୍ପୁଣ୍ଡା ପୁଣ୍ଡିକରି କଇଲା, “ଏବର୍ ଲକ୍ମନ୍ କାଇକେ କାବା ଅଇବା ଚିନ୍ ମାଙ୍ଗ୍ଲାଇନି? ମୁଇ ତମ୍କେ ସତ୍ କଇଲିନି, ଆଜିକାଲିର୍ ଏ ଲକ୍ମନ୍କେ କାବା ଅଇବା କାଇ ଚିନ୍ ମିସା ଦେକାଇ ନଏଁ ।”
En Hij, zwaarlijk zuchtende in Zijn geest, zeide: Wat begeert dit geslacht een teken? Voorwaar, Ik zeg u: Zo aan dit geslacht een teken gegeven zal worden!
13 ୧୩ ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେମନ୍କେ ତେଇ ଚାଡି ଡଙ୍ଗାଇ ଚଗି ଆରି ତରେକ୍ ଗାଡ୍ ସେପାଟେ ଗାଲା ।
En Hij verliet hen, en wederom in het schip gegaan zijnde, voer Hij weg naar de andere zijde.
14 ୧୪ ଜିସୁର୍ ସିସ୍ମନ୍ ଡଙ୍ଗାଇ ଗାଲାବେଲେ କାଇବାକେ ରୁଟି ନେବାକେ ପାସ୍ରିଜାଇରଇଲାଇ । ସେମନର୍ଟାନେ ଏକାଇ ଗଟେକ୍ ସେ ରୁଟି ରଇଲା ।
En Zijn discipelen hadden vergeten brood mede te nemen, en hadden niet dan een brood met zich in het schip.
15 ୧୫ ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
En Hij gebood hun, zeggende: Ziet toe, wacht u van den zuurdesem der Farizeen, en van den zuurdesem van Herodes.
16 ୧୬ ଏଟା ସୁନି ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କାତାବାର୍ତା ଅଇକରି କଇଲାଇ, “ଆମର୍ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”
En zij overleiden onder elkander, zeggende: Het is, omdat wij geen broden hebben.
17 ୧୭ ସେମନ୍ କାଇ ବିସଇନେଇ କାତାବାର୍ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ତମର୍ ଲଗେ ଜେତ୍କି ଦର୍କାର୍ ଆଚେ, ସେତ୍କି ରୁଟିନାଇ ବଲିକରି ତମେ କାଇକେ କାତାବାର୍ତା ଅଇଲାସ୍ନି? ଏବେଜାକ ତମେ କାଇ ଦେକାସ୍ ନାଇ କି ବୁଜାସ୍ନାଇ? ତମର୍ ମନ୍ କାଇ ଆଁଟ୍ ଅଇଗାଲା ଆଚେ କି?
En Jezus, dat bekennende, zeide tot hen: Wat overlegt gij, dat gij geen broden hebt? Bemerkt gij nog niet, en verstaat gij niet, hebt gij nog uw verharde hart?
18 ୧୮ ଆଁକି ରଉ ରଉ ଦେକାସ୍ ନାଇ? ଆରି, କାନ୍ ରଉ ରଉ ସୁନାସ୍ ନାଇ? ଆମର୍ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି? ସେ ବିସଇ ତମେ ଏତାଆସ୍ ନାଇକି?
Ogen hebbende, ziet gij niet? En oren hebbende, hoort gij niet? En gedenkt gij niet,
19 ୧୯ ମୁଇ ଜେଡେବେଲେ ପାଁଚ୍ ଅଜାର୍ ଲକର୍ ବିତ୍ରେ ପାଁଚ୍ଟା ରୁଟିବାଙ୍ଗାଇ ରଇଲି, ସେଡ୍କି ବେଲେ ତମେମନ୍ ସବୁ କେତେକ୍ ଡାଲା ବାଙ୍ଗ୍ଲା କଣ୍ଡ୍ ବେଟି ନେଇ ରଇଲାସ୍, ସେଟାକାଇ ତମର୍ ମନେ ନାଇ?” ସେମନ୍ ତାକେ କଇଲାଇ, “ବାର ଡାଲା ।”
toen Ik de vijf broden brak onder de vijf duizend mannen, hoeveel volle korven met brokken gij opnaamt? Zij zeggen Hem: Twaalf.
20 ୨୦ “ଆରି, ସେ ଚାରି ଅଜାର୍ ଲକର୍ ବିତ୍ରେ ମୁଇଁ ଜେଡେବେଲ୍ ସାତଟା ରୁଟି ବାଙ୍ଗାଇ ରଇଲି, ସେଡ୍କିବେଲେ ତମେମନ୍ ସବୁ କେତେକ୍ ଡାଲା ବାଙ୍ଗ୍ଲା କଣ୍ଡ୍ ଟୁଲିଆଇ ରଇଲାସ୍?” ସେମନ୍ କଇଲାଇ “ସାତ୍ ଡାଲା ।”
En toen Ik de zeven brak onder de vier duizend mannen, hoeveel volle manden met brokken gij opnaamt? En zij zeiden: Zeven.
21 ୨୧ ଆରି ଜିସୁ ସେମନ୍କେ ପାଚାର୍ଲା, “ମୁଇ କାଇଟା କଇଲିନି, ତମେ କେନ୍ତି ବୁଜାସ୍ ନାଇ?”
En Hij zeide tot hen: Hoe verstaat gij niet?
22 ୨୨ ପଚେ ସେମନ୍ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କାଣାଲକ୍କେ ଜିସୁର୍ ଲଗେ ଆନିକରି ତାକେ ଚିଇକରି ନିକ କର୍ବାକେ କଇଲାଇ ।
En Hij kwam te Bethsaida; en zij brachten tot Hem een blinde, en baden Hem, dat Hij hem aanraakte.
23 ୨୩ ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍ ଲାଲ୍ ସେ କାଣାର୍ ଆଁକିତେଇ ଲାଗାଇଲା । ତାର୍ମୁଣ୍ଡେ ଆତ୍ ସଙ୍ଗଇକରି “ତୁଇ ଅଲପ୍ ମିସା ଦେକି ପାର୍ଲୁସ୍ନି କି?” ବଲି ପାଚାର୍ଲା ।
En de hand des blinden genomen hebbende, leidde Hij hem uit buiten het vlek, en spoog in zijn ogen, en leide de handen op hem, en vraagde hem, of hij iets zag.
24 ୨୪ ସେ ଚାରିବେଡ୍ତି ଦେକିକରି କଇଲା, “ମୁଇ ଲକ୍ମନ୍ ଇଣ୍ଡ୍ବାଟା ଦେକିପାର୍ଲିନି, ମାତର୍ ସେମନ୍ ଗଚ୍ପାରା ଡିସ୍ଲାଇନି” ବଲିକରି କଇଲା ।
En hij, opziende, zeide: Ik zie de mensen, want ik zie hen, als bomen, wandelen.
25 ୨୫ ଜିସୁ ଆରିତରେକ୍ ସେ କାଣାଲକର୍ ଆଁକିତେଇ ଆତ୍ସଙ୍ଗ୍ ଚିଇଲା । ସେଦାପ୍ରେ ଅନି ତାର୍ ଆଁକି ନିମାନ୍ ଅଇଗାଲା ଆରି ପୁରାପୁରୁନ୍ ନିମାନ୍ ଦେକିପାର୍ଲା ।
Daarna leide Hij de handen wederom op zijn ogen, en deed hem opzien. En hij werd hersteld, en zag hen allen ver en klaar.
26 ୨୬ ଆରି ଜିସୁ ତାକେ କଇଲା, “ଏବେ ତୁଇ ଗାଏଁ ନ ଜାଆ, ମାତର୍ ତର୍ ନିଜର୍ ଗରେ ଉଟିଜା” ବଲିକରି ପାଟାଇଦେଲା ।
En Hij zond hem naar zijn huis, zeggende: Ga niet in het vlek, en zeg het niemand in het vlek.
27 ୨୭ ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ କାଇସେରିଆ ପିଲିପ୍ ନାଉଁର୍ ଗଡ୍ଲଗେ ରଇବା ଚାରିବେଡ୍ତିର୍ ଗାଉଁ ମନ୍କେ ଗାଲାଇ । ବାଟେ ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ଲକ୍ମନ୍ ମକେ କେ ବଲିକରି ବାବ୍ଲାଇନି?”
En Jezus ging uit en Zijn discipelen naar de vlekken van Cesarea Filippi. En op den weg vraagde Hij Zijn discipelen, zeggende tot hen: Wie zeggen de mensen, dat Ik ben?
28 ୨୮ ସେମନ୍ ତାକେ କଇଲାଇ, “କେତେ ଲକ୍ମନ୍ ତମ୍କେ ଡୁବନ୍ ଦେଉ ଜଅନ୍ ବଲିକରି କଇଲାଇନି, ଆରି ଅଦେକ୍ ଲକ୍ମନ୍ ତମ୍କେ ଆଗର୍ ଏଲିୟ ବଲି କଇଲାଇନି ଆରି କେତେଲକ୍ ତମ୍କେ ପର୍ମେସରର୍ଟାନେଅନି ଆଦେସ୍ ପାଇ ଆସି, କାତାଅଇବା ବବିସତ୍ବକ୍ତା ମନର୍ଟାନେଅନି ଗଟେକ୍ଲକ୍ ବଲି କଇଲାଇନି ।”
En zij antwoordden: Johannes de Doper; en anderen: Elias; en anderen: Een van de profeten.
29 ୨୯ ଆରି ତମେ ମକେ କେ ବଲିକରି ବାବ୍ଲାସ୍ନି? ବଲି ଜିସୁ ସେମନ୍କେ ପାଚାର୍ଲା । ପିତର୍ କଇଲା, “ତୁଇ ପର୍ମେସର୍ ପାଟାଇରଇବା ଉଦାର୍କାରିଆ କିରିସ୍ଟ” ବଲି କଇଲା ।
En Hij zeide tot hen: Maar gijlieden, wie zegt gij dat Ik ben? En Petrus, antwoordende, zeide tot Hem: Gij zijt de Christus.
30 ୩୦ ତେଇ ଜିସୁ ସେମନ୍କେ ଡାଟ୍ସଙ୍ଗ୍ ଜାଗ୍ରତା କରାଇ କଇଲା, “ମୁଇ କେ ବଲି କାକେ ନ କୁଆ ।”
En Hij gebood hun scherpelijk, dat zij het niemand zouden zeggen van Hem.
31 ୩୧ ତାର୍ପଚେ ଜିସୁ, ପର୍ମେସର୍ ଅନି ଆଇଲା ନର୍ପିଲାକେ କାଇ କାଇଟା ଅଇସି ବଲି ତାର୍ ସିସ୍ମନ୍କେ ସିକାଇଦେବାର୍ ଦାର୍ଲା । ସେ କଇଲା, “ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ମୁକିଅ ନେତାମନ୍, ମୁକିଅ ପୁଜାରିମନ୍, ଆରି ନିୟମ୍ ସିକାଇଦେବା ଲକ୍ମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ ଆରି ତିନ୍ଦିନ୍ ଗାଲାପଚେ ମୁଇ ଆରି ତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”
En Hij begon hun te leren, dat de Zoon des mensen veel moest lijden, en verworpen worden van de ouderlingen, en overpriesters, en Schriftgeleerden, en gedood worden, en na drie dagen wederom opstaan.
32 ୩୨ ଏ ସବୁ ବିସଇର୍ କାତା ଜିସୁ ତାର୍ ସିସ୍ମନ୍କେ କାଇଟାମିସା ନ ଲୁଚାଇକରି କୁଲାକୁଲି ବାବେ କଇଦେଲା । ସେ ବେଲା ପିତର୍ ଜିସୁକେ ଅଁତ୍ରେ ଡାକିନେଇକରି କଇଲା, “ତମେ କଇବା କାତା ସବୁ ସେନ୍ତି ନ ଅ ।”
En dit woord sprak Hij vrij uit; en Petrus, Hem tot zich genomen hebbende, begon Hem te bestraffen;
33 ୩୩ ଜିସୁ ପିଟିବାଟେ ପାସ୍ଲି ତାର୍ ସିସ୍ମନ୍କେ ଦେକ୍ଲା ଆରି ପିତର୍କେ କଇଲାଇ, “ତୁଇ ଏ କାତା ସଇତାନେଅନି କଇଲୁସ୍ନି, ତୁଇ ମର୍ଟାନେଅନି ଉଟି ଜା । ତୁଇ ପର୍ମେସର୍ ପାରା ଚିନ୍ତା ନ କରି ଲକ୍ମନର୍ ପାରା ଚିନ୍ତା କଲୁସ୍ନି ।” ବଲି କଇଲାଇ ।
Maar Hij, Zich omkerende, en Zijn discipelen aanziende, bestrafte Petrus, zeggende: Ga heen, achter Mij, satanas, want gij verzint niet de dingen, die Gods zijn, maar die der mensen zijn.
34 ୩୪ ତାର୍ପଚେ ଜିସୁ ସିସ୍ମନ୍କେ ଆରି ଲକ୍ମନ୍କେ ତାର୍ଲଗେ ଡାକିକରି କଇଲାଇ “କେ ମର୍ ସିସ୍ ଅଇବାକେ ମନ୍ କଲାନି ବଇଲେ, ସେ ତାର୍ ନିଜର୍ ମନ୍ କଲାଟା ଚାଡିଦେଇକରି କୁର୍ସତେଇ ମର୍ବା ଲକ୍ମନ୍ ପାଇବା ଦୁକ୍ କସ୍ଟ ପାରା ଦୁକ୍ କସ୍ଟ ପାଇବାକେ, ତିଆର୍ ଅଇକରି ମର୍ସଙ୍ଗ୍ ଆଇବାର୍ ଆଚେ ।
En tot Zich geroepen hebbende de schare met Zijn discipelen, zeide Hij tot hen: Zo wie achter Mij wil komen, die verloochene zichzelven, en neme zijn kruis op, en volge Mij.
35 ୩୫ ମାତର୍ କେ ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି, ସେ ସେଟା ଆରାଇସି, ମାତର୍ ଜେ ମର୍ ଲାଗି ଆରି ସୁବ୍କବର୍ ଜାନାଇବାକେ ତାର୍ ଜିବନ ଆରାଇସି ବଇଲେ, ସେ ତାର୍ ଜିବନ୍ ରକିଆ କର୍ସି ।
Want zo wie zijn leven zal willen behouden, die zal hetzelve verliezen; maar zo wie zijn leven zal verliezen, om Mijnentwil, en om des Evangelies wil, die zal hetzelve behouden.
36 ୩୬ ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ ।
Want wat zou het den mens baten zo hij de gehele wereld won, en zijner ziele schade leed?
37 ୩୭ ଆରି ତାର୍ ଆତ୍ମାର୍ ବାଦୁଲେ କାଇଟା ଦେଲେ ମିସା ସମାନ୍ ନ ଅଏ ।
Of wat zal een mens geven, tot lossing van zijn ziel?
38 ୩୮ ପର୍ମେସର୍କେ ଚାଡିକରି ରଇବା ଏ କାରାପ୍ ଦୁନିଆଇ, ଲକ୍ମନ୍ ଜଦି ମର୍ ଲାଗି ଆରି ମର୍ କାତାର୍ ଲାଗି ଲାଜ୍ ଅଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ମିସା ମର୍ ବାବାର୍ ବେସି ଉଜଲ୍ ଆରି ଡାକ୍ପୁଟା ସଙ୍ଗ୍ ଆରି ସରଗର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇଲାବେଲେ, ସେମନ୍କେ ମର୍ଲକ୍ମନ୍ ବଲି କଇବାକେ ମୁଇ ମିସା ଲାଜ୍ ଅଇବି ।”
Want zo wie zich Mijns en Mijner woorden zal geschaamd hebben, in dit overspelig en zondig geslacht, diens zal Zich de Zoon des mensen ook schamen, wanneer Hij zal komen in de heerlijkheid Zijns Vaders, met de heilige engelen.