< ମାର୍‌କ 7 >

1 ପଚେ ପାରୁସିମନ୍‌ ଆରି ଜିରୁସାଲାମ୍‌ ଅନି ଆସିରଇବା କେତେଟା ସାସ୍‌ତର୍‌ ସିକାଉ ପଣ୍ଡିତ୍‌ମନ୍‌ ଜିସୁର୍‌ ଲଗେ ରୁଣ୍ଡ୍‌ଲାଇ ।
Now the Pharisees, and some scribes who came from Jerusalem, resorted to Jesus.
2 ତାର୍‌ ସିସ୍‌ମନର୍‌ ବିତ୍‌ରେ ଅନି କେତେକ୍‌ ସିସ୍‌ମନ୍‌ ଜିଉଦିମନର୍‌ ରିତିନିତି ଇସାବେ ଆତ୍‌ ନ ଦଇତେ କାଇବାଟା ଦେକ୍‌ଲାଇ ।
And observing some of his disciples eating with impure hands, that is, unwashed hands;
3 ପାରୁସିମନ୍‌ ଆରି ସବୁ ଜିଉଦିଲକର୍‌ ପାର୍‌ଚିନ୍‌ମନର୍‌ ନିୟମ୍‌ ମାନି ରିିତିନିତି ଇସାବେ ଆତ୍‌ ନ ଦଇତେ ନ କାଇତେରଇଲାଇ ।
(for the Pharisees, and indeed all the Jews who observed the tradition of the elders, eat not until they have have washed their hands by pouring a little water upon them:
4 ଆରି ଆଟ୍‌ବାଟ୍‌ କରିଆସି ରିତିନିତି ଇସାବେ ପାନି ନ ଚିଚି ଅଇତେ ନ କାଇତେ ରଇଲାଇ । ଗିନା, ମୁତା, ପିତଲ୍‌ ତାଲା ଆରି ସଇବା କଟ୍‌ କେନ୍ତି ଦଇବାର୍‌, ସେଟା ସଙ୍ଗ୍‌ ଅଲ୍‌ଗା ରିତିନିତି ମିସା ମାନ୍‌ତେରଇଲାଇ ।
and if they be come from the market, by dipping them; and many other usages there are, which they have adopted, as immersions of cups and pots, and brazen vessels and beds: )
5 ତେବେ ପାରୁସି ଆରି ସାସ୍‌ତର୍‌ ସିକାଉମନ୍‌ ଜିସୁକେ ପାଚାର୍‌ଲାଇ, “କାଇକେ ତର୍‌ ସିସ୍‌ମନ୍‌ ପାର୍‌ଚିନ୍‌ମନର୍‌ ରିତିନିତି ନ ମାନି ଆତ୍‌ ନ ଦଇ କାଇଲାଇନି?”
then the Pharisees and Scribes asked him, Whence comes it that your disciples observe not the tradition of the elders, but eat with unwashed hands?
6 ଜିସୁ ସେମନ୍‌କେ କଇଲା, “ଏରେ କୁଟିଆଲ୍‌ମନ୍‌, ତମର୍‌ ବିସଇନେଇ ଜିସାୟ ବବିସତ୍‌ବକ୍‌ତା ନିକସଙ୍ଗ୍‍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।” ପର୍‌ମେସର୍‌ କଇଲାନି “ଏ ଜାତି, ମକେ ମୁଏ ସନ୍‌ମାନ୍‌ ଦେବାଇ, ମାତର୍‌ ତାକର୍‌ ମନ୍‌ ମର୍‌ଟାନେଅନି ଦୁରିକେ ରଇସି ।
He answering, said to them, O hypocrites! well do you suit the character, which Isaiah gave of you, when he said, This people honor me with their lips; but their heart is estranged from me.
7 ସେମନ୍‌ ଲକ୍‌ମନ୍‌ କଲା ନିୟମ୍‌ ମାପ୍‌ରୁର୍‌ ନିୟମ୍‌ ବଲି ସିକାଇବାଇ ମାତର୍‌ ସେ ଉପାସନାର୍‌ କିଚି ମୁଲିଅ ନାଇ ।
In vain, however, they worship me, while they teach institutions merely human."
8 “ତମେ ପର୍‌ମେସରର୍‌ ଆଦେସ୍‌ ଇନ୍‌କରି ନର୍‌ଲକର୍‌ ରିତିନିତି ଦାରି ବସିଆଚାସ୍‌ ।”
For laying aside the commandment of God, you retain the traditions of men, immersions of pots and cups, and many other similar practices.
9 ଆରି ଜିସୁ ସେମନ୍‌କେ କଇଲା, ତମେ ଚତୁର୍‌ ଅଇ ନିଜର୍‌ ରିିତିନିିତି ମାନ୍‌ବାକେ ବଲି ପର୍‌ମେସରର୍‌ ଆଦେସ୍‌ ନିଚୁ ବଇଲାସ୍‌ନି ।
You judge well, continued he, in annulling the commandment of God, to make room for your traditions.
10 ୧୦ କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍‌ ବାବାକେ କି ମାକେ ସାଇପ୍‌ ଦେଇସି, ସେ ମରନ୍‌ ଡଣ୍ଡ୍‌ ପାଇସି ଆକା ।
For Moses has said, "Honor your father and mother" and "Whosoever reviles father or mother, shall be punished with death."
11 ୧୧ ମାତର୍‌ ତମେ ସିକାଇଲାସ୍‌ନି କି ଜେବେ ବାବାକେ କି ମାକେ କଇସା, “ଜନ୍‌ଟା ମୁଇ ତମ୍‌କେ ଦେବାର୍‌ ରଇଲା ସେଟା କର୍‌ବାନ୍‌ ।” କର୍‌ବାନ୍‌ ବଇଲେ ମାପ୍‌ରୁକେ ଆକା ମାନତ୍‌ କର୍‌ବାଟା ।
But you maintain, if a man say to father or mother, "Be it corban (that is, devoted) whatever of mine shall profit you";
12 ୧୨ ତେବେ ତମେ ତାର୍‌ ବାବାର୍‌ କି ମାଆର୍‌ କାଇ ଉପ୍‌କାର୍‌ କର୍‌ବାଟାକେ ତେବାଇଲାସ୍‌ନି ।
he must not thenceforth do anything for his father or mother;
13 ୧୩ ଏନ୍ତାରି ତମେ ନିଜର୍‌ ଆନିଦାଦିମନର୍‌ ବେଲେ ଅନି ଆଇବା ରିତିନିତି ମାନିକରି ପର୍‌ମେସରର୍‌ ବାକିଅ ଏଡାଇ ଦେଲାସ୍‌ନି, ଆରି ଏନ୍ତାରି କେତେକ୍‌ କେତେକ୍‌ କାମ୍‌ମନ୍‌ କଲାସ୍‌ନି ।
thus invalidating the word of God, by the tradition which you have established. And in many other instances you act thus.
14 ୧୪ ଜିସୁ ଆରି ତରେକ୍‌ ଲକ୍‌ମନ୍‌କେ ଲଗେଡାକି କଇଲା, “ତମେ ସବୁଲକ୍‌ ମର୍‌ କାତା ସୁନା ଆରି ବୁଜା ।
Then having called the whole multitude, he said to them, Hearken to me all of you, and be instructed.
15 ୧୫ ଲକର୍‌ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍‌ଟା ତାର୍‌ ବିତ୍‌ରେ ପୁରି ତାକେ ଅସୁକଲ୍‍ କରି ପାରେ, ମାତର୍‌ ଜନ୍‌ ଜନ୍‌ଟା ମୁନୁସ୍‌ମନର୍‌ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍‍ କର୍‌ସି ।
There is nothing from without, which entering into the man, can pollute him; but the things which proceed from within the man, are the things that pollute him.
16 ୧୬ ଜଦି ଜାକେ ସୁନ୍‌ବାର୍‌ କାନ୍‌ ଆଚେ, ସେ ସୁନ ।”
If any man has ears to hear, let him hear.
17 ୧୭ ଆରି ଜିସୁ ଲକର୍‌ ମାନ୍ଦା ଚାଡି ଗରେ ପୁର୍‌ଲାପଚେ ତାର୍‌ ସିସ୍‌ମନ୍‌ ସେ ଉଦାଅରନର୍‌ ଅରତ୍‌ କାଇଟା ବଲି ପାଚାର୍‌ବାର୍‌ ଦାର୍‌ଲାଇ ।
When he had withdrawn from the people into a house, his disciples asked him the meaning of that sentence.
18 ୧୮ ଜିସୁ ସେମନ୍‌କେ କଇଲା, “ତମେ ମିସା କାଇ ବୁଜାସ୍‌ ନାଇ? ଜନ୍‌ ଜିନିସ୍‌ ମିସା ବାଇରେ ଅନି ମୁନୁସ୍‌ମନର୍‌ ବିତ୍‌ରେ ପୁର୍‌ସି, ସେଟା ତାକେ ଆସାର୍‌ ନ କରେ ।
He answered, Are you also void of understanding? Do you not perceive, that whatsoever from without enters into the man, can not pollute him;
19 ୧୯ କାଇକେବଇଲେ ସେଟା ତାର୍‌ ମନ୍‌ ବିତ୍‌ରେ ପୁରେନାଇ, ମାତର୍‌ ପେଟ୍‌ ବିତ୍‌ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍‍ ଆକା ବଲି ଜିସୁ ଜାନାଇଲା ।
because it enters not into his heart, but into his stomach, whence all impurities in the victuals pass into the sink.
20 ୨୦ ଆରି ସେ କଇଲା, “ମୁନୁସର୍‌ ମନ୍‌ବିତ୍‌ରେ ଅନି ଜନ୍‌ଟା ବାରଇସି, ସେଟାସେ ତାକେ ଆସାର୍‌ କର୍‌ସି ।
But, added he, that which proceeds out of the man, is what pollutes the man:
21 ୨୧ କାଇକେବଇଲେ ମୁନୁସର୍‌ ମନ୍‌ ବିତ୍‌ରେ ଅନି କରାପ୍‌ ଚିନ୍ତା ବାରଇସି । ସେଟାମନ୍‌ ଅଇଲାନି, ପାଦ୍‌ରା ପାଦ୍‌ରି କାମ୍‌, ଚର୍‌କାମ୍‌, ଲକ୍‌ମନ୍‌କେ ମରାଇବା କାମ୍‌ ।
for from within the human heart proceed vicious machinations, adulteries, fornications, murders, thefts,
22 ୨୨ ବିବା ଅଇ କର୍‌ବା ବେସିଆ କାମ୍‌, ବିବା ନଇତେ କର୍‌ବା ବେସିଆ କାମ୍‌, ଲବାଇବାଟା, ମିଚ୍‌ କଇବାଟା, ଅଲ୍‌ସୁଆ ଅଇବାଟା, ଆଁକାର୍‌ ଅଇବାଟା, ନିନ୍ଦା କାତା କଇବାଟା, ବଡ୍‌ପନ୍‌ ଅଇବାଟା, ବକୁଆ ଅଇବାଟା ।
insatiable desires, malevolence, fraud, immodesty, envy, calumny, arrogance, levity.
23 ୨୩ ଏ ସବୁ କରାପ୍‌ ବିସଇମନ୍‌ ବିତ୍‌ରେଅନି ବାରଇ ଲକ୍‌କେ ନସାଇଦେଇସି ।”
All these evils issue from within, and pollute the man.
24 ୨୪ ତାର୍‌ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍‌ ସଅରେ ଗାଲା । ତେଇ ଗଟେକ୍‌ ଗରେ ପୁର୍‌ଲା । ଜେନ୍ତି କେ ମିସା ସେଟା ନାଜାନତ୍‌, ଏଟା ସେ ମନ୍‍ କର୍‌ତେ ରଇଲା, ମାତର୍‌ ସେ ନ ଜାନାଇ ଅଇତେ ରଇନାପାର୍‌ଲା ।
Then he arose, and went to the frontiers of Tyre and Sidon; and having entered a house, he desired that none might know of him; but he could not be concealed.
25 ୨୫ ଜିସୁ ଆଇଲାଆଚେ ବଲି ସୁନ୍‌ଲା ଦାପ୍‌ରେ, ଗଟେକ୍‌ ମାଇଜି ଜାର୍‌ ସାନ୍‌ ଟକିକେ ଡୁମା ଦାରିରଇଲା, ତାର୍‌ ଗଡ୍‌ତଲେ ଆସି ଅଦର୍‌ଲା ।
For a woman whose little daughter had an unclean spirit, hearing of him, came and threw herself at his feet,
26 ୨୬ ସେ ସୁର ଦେସର୍‌ ପଇନିକିଆ ଜାଗାଇ ଜନମ୍‌ ଅଇ ଜିଉଦି ଜାତିର୍‌ ନ ରଇଲା, ତାର୍‌ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
(the woman was a Greek, a native of Syrophenicia, ) and entreated him that he would cast the demon out of her daughter.
27 ୨୭ ତେବେ ଜିସୁ ତାକେ କଇଲା, “ଆଗ୍‌ତୁ ପିଲାମନ୍‌କେ ପେଟ୍‌ ପୁରୁନ୍‌ କାଇବାକେ ଦେସ୍‌, କାଇକେବଇଲେ ପିଲାମନର୍‌ କାଦି ନେଇ କୁକୁର୍‌ମନର୍‌ ଟାନେ ପାକାଇବାଟା ଟିକ୍‌ନାଇ ।”
Jesus answered, Let the children first be satisfied; for it is not seemly to take the children bread, and throw it to the dogs.
28 ୨୮ ମାତର୍‌ ମାଇଜି ତାକେ କଇଲା, “ଉଁ ମାପ୍‌ରୁ, କୁକୁର୍‌ମନ୍‌ ମିସା ପିଲାମନର୍‌ ଅଦ୍‌ରି ରଇଲା ସକ୍‌ଡି କାଇବାଇ ।”
She replied, True, Sir; yet even the dogs under the table eat of the children's crumbs.
29 ୨୯ ସେଡ୍‌କି ବେଲେ ଜିସୁ ତାକେ କଇଲା, “ଏନ୍ତାରି କଇଲାର୍‌ପାଇ ଜା, ତର୍‌ ଟକିତେଇଅନି ଡୁମା ବାରଇଗାଲାବେ ।”
He said to her, For this answer go home; the demon is gone out of your daughter.
30 ୩୦ ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍‌ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍‌ଲା ।
Immediately she went home, and found her daughter lying upon the bed, and freed from the demon.
31 ୩୧ ଜିସୁ ଆରିତରେକ୍‌ ସର ସନ୍ଦିଅନି ଜାଇ ସିଦନ୍‌ ଦେଇ ଦେକାପଲି ଦସ୍‌ଟା ସଅରେ ଉତ୍‌ରି ଗାଲିଲି ସମ୍‌ଦୁରେ ଗାଲା ।
Then leaving the borders of Tyre and Sidon, he returned to the sea of Galilee, through the precincts of Decapolis.
32 ୩୨ ଆରି ତେଇ କେତେକ୍‌ ଲକ୍‌ମନ୍‌ ଗଟେକ୍‌ କସ୍‌ଟସଙ୍ଗ୍‍ କାତା ଅଇବା ବଇରାକେ ଜିସୁର୍‌ ଲଗେ ଆନି ତାର୍‌ ଉପ୍‌ରେ ଆତ୍‌ ସଙ୍ଗଇବାକେ ବାବୁଜିଆ କଲାଇ ।
And they brought to him a deaf man, who had also an impediment in his speech, and entreated him to lay his hand upon him.
33 ୩୩ ଜିସୁ ସେ ବଇରାକେ ଲକ୍‌ମନର୍‌ ଟାନେଅନି ବେଗ୍‌ଲାଇ କରି, ଡାକିନେଇ ତାର୍‌ ଦୁଇଟା କାନେ ଆଙ୍ଗ୍‍ଟି ପୁରାଇଲା ଆରି ତୁକିକରି ଆତ୍‌ସଙ୍ଗ୍‌ ସେ ଲକର୍‌ ଜିବେ ଲାଗାଇଲା,
Jesus having taken him aside from the crowd, spit upon his own fingers, and put them into the man's ears, and touched his tongue.
34 ୩୪ ଆରି ସରଗ୍‌ ବାଟେ ଦେକିକରି ଡେଙ୍ଗ୍‌ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍‍ପତା!” ବଇଲେ ପୁଟିଅ ।
Then looking up to heaven, and sighing, he said, Ephphatha, that is, Be opened.
35 ୩୫ ସେ ଦାପ୍‌ରେ ତାର୍‌ କାନ୍‌ ଉଗାଡି ଅଇଲା, ଆରି ଜିବର୍‌ ବନ୍ଦନ୍‌ ପିଟିଗାଲା, ଆରି ସେ ନିମାନ୍‌ ସଙ୍ଗ୍‌ କାତା ଅଇବାର୍‌ ଦାର୍‌ଲା ।
Immediately his ears were opened, and his tongue loosed, and he spoke distinctly.
36 ୩୬ ଜିସୁ ଲକ୍‌ମନ୍‌କେ ଏ ବିସଇ କାକେ ନ କଇବାକେ ଆଦେସ୍‌ ଦେଲା, ମାତର୍‌ ସେ ଲକ୍‌ମନ୍‌କେ ଜେତେକ୍‌ ନିଚୁବଇଲେ ମିସା ସେମନ୍‌ ଆରି ଅଦିକ୍‌ ଅଦିକ୍‌ ସେଟା ଜାନାଇଲାଇ ।
He charged them to tell no person: but the more he charged them, the more they published it,
37 ୩୭ ଆରି ଲକ୍‌ମନ୍‌ ଅଦିକ୍‌ କାବା ଅଇ କଇଲାଇ, “ସେ ସବୁ କାମ୍‌ ନିମାନ୍‌ ସଙ୍ଗ୍‌ କରିଆଚେ, ସେ ବଇରାମନ୍‌କେ ସୁନ୍‌ବା ବପୁ ଆରି ଗୁଲାମନ୍‌କେ କଇବା ବପୁ ମିସା ଦେଇଆଚେ ।”
saying with inexpressible amazement, He does everything well: he makes both the deaf to hear, and the dumb to speak.

< ମାର୍‌କ 7 >