< ମାର୍କ 7 >
1 ୧ ପଚେ ପାରୁସିମନ୍ ଆରି ଜିରୁସାଲାମ୍ ଅନି ଆସିରଇବା କେତେଟା ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ ।
AND the Pharisees, and some of the scribes, who came from Jerusalem, collected together around him.
2 ୨ ତାର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ସିସ୍ମନ୍ ଜିଉଦିମନର୍ ରିତିନିତି ଇସାବେ ଆତ୍ ନ ଦଇତେ କାଇବାଟା ଦେକ୍ଲାଇ ।
And seeing some of his disciples eating bread with hands unclean, that is, unwashed, they found fault.
3 ୩ ପାରୁସିମନ୍ ଆରି ସବୁ ଜିଉଦିଲକର୍ ପାର୍ଚିନ୍ମନର୍ ନିୟମ୍ ମାନି ରିିତିନିତି ଇସାବେ ଆତ୍ ନ ଦଇତେ ନ କାଇତେରଇଲାଇ ।
For the Pharisees and all the Jews, unless they wash their hands to the wrist, eat not, holding the tradition of the elders.
4 ୪ ଆରି ଆଟ୍ବାଟ୍ କରିଆସି ରିତିନିତି ଇସାବେ ପାନି ନ ଚିଚି ଅଇତେ ନ କାଇତେ ରଇଲାଇ । ଗିନା, ମୁତା, ପିତଲ୍ ତାଲା ଆରି ସଇବା କଟ୍ କେନ୍ତି ଦଇବାର୍, ସେଟା ସଙ୍ଗ୍ ଅଲ୍ଗା ରିତିନିତି ମିସା ମାନ୍ତେରଇଲାଇ ।
And coming from the market, unless they have washed, they never eat. And there are many other things which they have by tradition received to observe, as the washings of cups, and pots, and vessels of brass, and couches.
5 ୫ ତେବେ ପାରୁସି ଆରି ସାସ୍ତର୍ ସିକାଉମନ୍ ଜିସୁକେ ପାଚାର୍ଲାଇ, “କାଇକେ ତର୍ ସିସ୍ମନ୍ ପାର୍ଚିନ୍ମନର୍ ରିତିନିତି ନ ମାନି ଆତ୍ ନ ଦଇ କାଇଲାଇନି?”
Then the Pharisees and the scribes asked him, Why do not thy disciples walk conformable to the tradition of the elders, but eat bread with unwashed hands?
6 ୬ ଜିସୁ ସେମନ୍କେ କଇଲା, “ଏରେ କୁଟିଆଲ୍ମନ୍, ତମର୍ ବିସଇନେଇ ଜିସାୟ ବବିସତ୍ବକ୍ତା ନିକସଙ୍ଗ୍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।” ପର୍ମେସର୍ କଇଲାନି “ଏ ଜାତି, ମକେ ମୁଏ ସନ୍ମାନ୍ ଦେବାଇ, ମାତର୍ ତାକର୍ ମନ୍ ମର୍ଟାନେଅନି ଦୁରିକେ ରଇସି ।
Then he answering said to them, Well did Isaiah prophesy concerning you hypocrites, as it is written, “This people honoureth me with their lips, but their heart is far from me.
7 ୭ ସେମନ୍ ଲକ୍ମନ୍ କଲା ନିୟମ୍ ମାପ୍ରୁର୍ ନିୟମ୍ ବଲି ସିକାଇବାଇ ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
Now vainly do they worship me, while teaching doctrines the commandments of men.”
8 ୮ “ତମେ ପର୍ମେସରର୍ ଆଦେସ୍ ଇନ୍କରି ନର୍ଲକର୍ ରିତିନିତି ଦାରି ବସିଆଚାସ୍ ।”
For leaving the command of God, ye adhere to the tradition of men, the washings of pots and cups; and many other such like things ye practise.
9 ୯ ଆରି ଜିସୁ ସେମନ୍କେ କଇଲା, ତମେ ଚତୁର୍ ଅଇ ନିଜର୍ ରିିତିନିିତି ମାନ୍ବାକେ ବଲି ପର୍ମେସରର୍ ଆଦେସ୍ ନିଚୁ ବଇଲାସ୍ନି ।
And he said to them, Strangely do ye make void the command of God, that ye may observe your tradition.
10 ୧୦ କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍ ବାବାକେ କି ମାକେ ସାଇପ୍ ଦେଇସି, ସେ ମରନ୍ ଡଣ୍ଡ୍ ପାଇସି ଆକା ।
For Moses said, “Honour thy father and thy mother:” and “he that curseth father or mother, let him assuredly be put to death.”
11 ୧୧ ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, “ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।” କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା ।
But ye affirm, If a man say to his father or mother, it is Corban (that is, a gift), which otherwise might have been advantageous to thee from me;
12 ୧୨ ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି ।
then ye permit him no more to do any thing for his father, or his mother;
13 ୧୩ ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
abrogating the word of God by the tradition, which ye have transmitted down; and many such like things ye do.
14 ୧୪ ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, “ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା ।
And he called to him all the multitude, and said unto them, hear me all of you, and understand.
15 ୧୫ ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି ।
There is nothing from without a man, that entering into him, can make him unclean: but the things which come out from him, these are the things which make a man unclean.
16 ୧୬ ଜଦି ଜାକେ ସୁନ୍ବାର୍ କାନ୍ ଆଚେ, ସେ ସୁନ ।”
If any man hath ears to hear, let him hear.
17 ୧୭ ଆରି ଜିସୁ ଲକର୍ ମାନ୍ଦା ଚାଡି ଗରେ ପୁର୍ଲାପଚେ ତାର୍ ସିସ୍ମନ୍ ସେ ଉଦାଅରନର୍ ଅରତ୍ କାଇଟା ବଲି ପାଚାର୍ବାର୍ ଦାର୍ଲାଇ ।
And when he was come into the house from the multitude, his disciples asked him concerning the parable.
18 ୧୮ ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
And he saith to them, Are ye also so defective of intelligence? Do you not consider, that every thing from without that entereth into a man, cannot make him unclean?
19 ୧୯ କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
because it entereth not into his heart, but into his belly, and goeth out into the vault, carrying off all the impurities of the food.
20 ୨୦ ଆରି ସେ କଇଲା, “ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି ।
But, said he, what cometh out of a man, that makes a man unclean.
21 ୨୧ କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ ।
For from within out of the heart of men proceed wicked reasonings, adulteries, whoredoms, murders,
22 ୨୨ ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା ।
thefts, inordinate cravings, mischievous actions, knavery, lewdness, an evil eye, blasphemy, pride, folly:
23 ୨୩ ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।”
all these wicked things come from within, and render a person unclean.
24 ୨୪ ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା ।
And rising, he departed thence into the confines of Tyre and Sidon; and entering into a house, desired that no man should know it: yet he could not be hid.
25 ୨୫ ଜିସୁ ଆଇଲାଆଚେ ବଲି ସୁନ୍ଲା ଦାପ୍ରେ, ଗଟେକ୍ ମାଇଜି ଜାର୍ ସାନ୍ ଟକିକେ ଡୁମା ଦାରିରଇଲା, ତାର୍ ଗଡ୍ତଲେ ଆସି ଅଦର୍ଲା ।
For a woman hearing of him, whose daughter had an unclean spirit, came and fell at his feet.
26 ୨୬ ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
The woman was a Greek, a Syrophenician by birth, and she entreated him that the devil might be cast out of her daughter.
27 ୨୭ ତେବେ ଜିସୁ ତାକେ କଇଲା, “ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।”
And Jesus said unto her, Let the children first be fed, for it is not proper to take the children’s bread, and throw it to the dogs.
28 ୨୮ ମାତର୍ ମାଇଜି ତାକେ କଇଲା, “ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।”
But she replied, and said to him, True, Lord, yet the dogs under the table eat of the children’s crumbs.
29 ୨୯ ସେଡ୍କି ବେଲେ ଜିସୁ ତାକେ କଇଲା, “ଏନ୍ତାରି କଇଲାର୍ପାଇ ଜା, ତର୍ ଟକିତେଇଅନି ଡୁମା ବାରଇଗାଲାବେ ।”
And he said unto her, For this speech, go home, the devil is gone out of thy daughter.
30 ୩୦ ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍ଲା ।
And going to her house, she found the devil gone out, and her daughter laid on a couch.
31 ୩୧ ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା ।
And again departing from the coasts of Tyre and Sidon, he came to the sea of Galilee, through the midst of the coasts of Decapolis.
32 ୩୨ ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କସ୍ଟସଙ୍ଗ୍ କାତା ଅଇବା ବଇରାକେ ଜିସୁର୍ ଲଗେ ଆନି ତାର୍ ଉପ୍ରେ ଆତ୍ ସଙ୍ଗଇବାକେ ବାବୁଜିଆ କଲାଇ ।
And they bring him a deaf man, who could scarcely articulate; and they entreat him to put his hand upon him.
33 ୩୩ ଜିସୁ ସେ ବଇରାକେ ଲକ୍ମନର୍ ଟାନେଅନି ବେଗ୍ଲାଇ କରି, ଡାକିନେଇ ତାର୍ ଦୁଇଟା କାନେ ଆଙ୍ଗ୍ଟି ପୁରାଇଲା ଆରି ତୁକିକରି ଆତ୍ସଙ୍ଗ୍ ସେ ଲକର୍ ଜିବେ ଲାଗାଇଲା,
And he took him aside out of the crowd, and put his fingers into his ears, and spitting, he touched his tongue;
34 ୩୪ ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍ପତା!” ବଇଲେ ପୁଟିଅ ।
and looking up to heaven, he heaved a deep sigh, and saith unto him, Ephphatha! that is, Be opened.
35 ୩୫ ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
And instantly his ears were opened, and the tie of his tongue loosed, and he spake distinctly.
36 ୩୬ ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ ।
And he charged them that they should tell no man: but the more he charged, the more abundantly they published it abroad.
37 ୩୭ ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, “ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।”
And they were astonished beyond all imagination, saying, He hath done all things admirably; he maketh even the deaf to hear, and the dumb to speak.