< ମାର୍କ 7 >
1 ୧ ପଚେ ପାରୁସିମନ୍ ଆରି ଜିରୁସାଲାମ୍ ଅନି ଆସିରଇବା କେତେଟା ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ ।
Եւ նրա մօտ հաւաքուեցին փարիսեցիներն ու օրէնսգէտներից ոմանք, որոնք եկել էին Երուսաղէմից:
2 ୨ ତାର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ସିସ୍ମନ୍ ଜିଉଦିମନର୍ ରିତିନିତି ଇସାବେ ଆତ୍ ନ ଦଇତେ କାଇବାଟା ଦେକ୍ଲାଇ ।
Նրանք տեսնելով, որ նրա աշակերտներից ոմանք անմաքուր ձեռքերով, այսինքն՝ անլուայ հաց էին ուտում, բամբասեցին,
3 ୩ ପାରୁସିମନ୍ ଆରି ସବୁ ଜିଉଦିଲକର୍ ପାର୍ଚିନ୍ମନର୍ ନିୟମ୍ ମାନି ରିିତିନିତି ଇସାବେ ଆତ୍ ନ ଦଇତେ ନ କାଇତେରଇଲାଇ ।
որովհետեւ փարիսեցիները եւ բոլոր հրեաները, եթէ ձեռքները մի լաւ չլուանան, հաց չեն ուտում, քանի որ հների աւանդութիւնը պահում են:
4 ୪ ଆରି ଆଟ୍ବାଟ୍ କରିଆସି ରିତିନିତି ଇସାବେ ପାନି ନ ଚିଚି ଅଇତେ ନ କାଇତେ ରଇଲାଇ । ଗିନା, ମୁତା, ପିତଲ୍ ତାଲା ଆରି ସଇବା କଟ୍ କେନ୍ତି ଦଇବାର୍, ସେଟା ସଙ୍ଗ୍ ଅଲ୍ଗା ରିତିନିତି ମିସା ମାନ୍ତେରଇଲାଇ ।
Նաեւ՝ շուկայից տուն մտնելով՝ եթէ նախ չլուացուեն, չեն ուտում: Եւ ուրիշ շատ բաներ էլ կան, որ աւանդաբար պահում են. ինչպէս՝ բաժակների, սափորների, պղնձէ ամանների ու մահիճների լուացումներ:
5 ୫ ତେବେ ପାରୁସି ଆରି ସାସ୍ତର୍ ସିକାଉମନ୍ ଜିସୁକେ ପାଚାର୍ଲାଇ, “କାଇକେ ତର୍ ସିସ୍ମନ୍ ପାର୍ଚିନ୍ମନର୍ ରିତିନିତି ନ ମାନି ଆତ୍ ନ ଦଇ କାଇଲାଇନି?”
Ահա ինչու փարիսեցիները եւ օրէնսգէտները հարց տուեցին նրան. «Ինչո՞ւ քո աշակերտները նախնիների աւանդութեան համաձայն չեն շարժւում, այլ անմաքուր ձեռքերով են հաց ուտում»:
6 ୬ ଜିସୁ ସେମନ୍କେ କଇଲା, “ଏରେ କୁଟିଆଲ୍ମନ୍, ତମର୍ ବିସଇନେଇ ଜିସାୟ ବବିସତ୍ବକ୍ତା ନିକସଙ୍ଗ୍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।” ପର୍ମେସର୍ କଇଲାନି “ଏ ଜାତି, ମକେ ମୁଏ ସନ୍ମାନ୍ ଦେବାଇ, ମାତର୍ ତାକର୍ ମନ୍ ମର୍ଟାନେଅନି ଦୁରିକେ ରଇସି ।
Նա պատասխանեց եւ ասաց նրանց. «Եսային լաւ մարգարէացաւ ձեր՝ կեղծաւորներիդ մասին՝ ասելով. «Այս ժողովուրդը ինձ շրթներո՛վ է մեծարում, բայց նրանց սրտերը ինձնից հեռու են.
7 ୭ ସେମନ୍ ଲକ୍ମନ୍ କଲା ନିୟମ୍ ମାପ୍ରୁର୍ ନିୟମ୍ ବଲି ସିକାଇବାଇ ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
ի զուր են ինձ պաշտում. ուսուցանում են վարդապետութիւններ, որ մարդկանց պատուիրածներն են»:
8 ୮ “ତମେ ପର୍ମେସରର୍ ଆଦେସ୍ ଇନ୍କରି ନର୍ଲକର୍ ରିତିନିତି ଦାରି ବସିଆଚାସ୍ ।”
Աստծու պատուիրանը թողած՝ մարդկանց աւանդութիւնն էք պահում»:
9 ୯ ଆରି ଜିସୁ ସେମନ୍କେ କଇଲା, ତମେ ଚତୁର୍ ଅଇ ନିଜର୍ ରିିତିନିିତି ମାନ୍ବାକେ ବଲି ପର୍ମେସରର୍ ଆଦେସ୍ ନିଚୁ ବଇଲାସ୍ନି ।
Ապա աւելացրեց. «Աստծու պատուիրանը լաւ էք անարգում, որպէսզի ձե՛ր աւանդութիւնը հաստատէք.
10 ୧୦ କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍ ବାବାକେ କି ମାକେ ସାଇପ୍ ଦେଇସି, ସେ ମରନ୍ ଡଣ୍ଡ୍ ପାଇସି ଆକା ।
որովհետեւ Մովսէսն ասում է. «Պատուի՛ր քո հօրն ու մօրը. եւ ով որ չարախօսի իր հօր կամ մօր մասին, մահուամբ թող պատժուի»:
11 ୧୧ ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, “ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।” କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା ।
Իսկ դուք ասում էք. «Եթէ մէկը հօրը կամ մօրն ասի. ՚Ինչ ինձնից պիտի օգտուես, Կորբան է՚, (այսինքն՝ Աստծուն տալու ընծայ),
12 ୧୨ ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି ।
դրանով իսկ այլեւս թոյլ չէք տալիս, որ նա իր հօր կամ մօր համար որեւէ բան անի,
13 ୧୩ ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
եւ այդպէս անարգում էք Աստծու խօսքը նոյն աւանդութեամբ, որ դուք փոխանցում էք միմեանց: Եւ սրա նման ուրիշ շատ բաներ էք անում»:
14 ୧୪ ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, “ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା ।
Եւ նա ամբողջ ժողովրդին իր մօտ կանչելով՝ ասաց նրանց. «Ամէնքդ ինձ լսեցէ՛ք եւ իմացէ՛ք.
15 ୧୫ ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି ।
չկայ որեւէ բան, որ մարդու մէջ դրսից մտնելով կարողանայ նրան պղծել. այլ այն, ինչ ելնում է նրանից, ա՛յն է, որ պղծում է մարդուն:
16 ୧୬ ଜଦି ଜାକେ ସୁନ୍ବାର୍ କାନ୍ ଆଚେ, ସେ ସୁନ ।”
Ով ականջներ ունի լսելու, թող լսի»:
17 ୧୭ ଆରି ଜିସୁ ଲକର୍ ମାନ୍ଦା ଚାଡି ଗରେ ପୁର୍ଲାପଚେ ତାର୍ ସିସ୍ମନ୍ ସେ ଉଦାଅରନର୍ ଅରତ୍ କାଇଟା ବଲି ପାଚାର୍ବାର୍ ଦାର୍ଲାଇ ।
Եւ երբ ամբոխից բաժանուելով տուն մտաւ, աշակերտները այդ առակի մասին նրան հարցրին:
18 ୧୮ ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
Եւ նրանց ասաց. «Դո՞ւք էլ այդպէս անմիտ էք, չէ՞ք իմանում, թէ ամէն բան, որ դրսից մարդու մէջ է մտնում, չի կարող նրան պղծել,
19 ୧୯ କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
որովհետեւ ոչ թէ նրա սիրտն է մտնում, այլ՝ որովայնը եւ դուրս է ելնում ու մաքրում բոլոր կերածները»:
20 ୨୦ ଆରି ସେ କଇଲା, “ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି ।
Եւ ասում էր. «Ինչ որ մարդուց դուրս է գալիս, ա՛յն է, որ պղծում է մարդուն,
21 ୨୧ କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ ।
որովհետեւ ներսից, մարդկանց սրտից են ելնում չար խորհուրդները՝ շնութիւն, պոռնկութիւն,
22 ୨୨ ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା ।
գողութիւն, սպանութիւն, ագահութիւն, չարութիւն, նենգութիւն, գիջութիւն, չար նախանձ, հայհոյանք, ամբարտաւանութիւն, անզգամութիւն:
23 ୨୩ ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।”
Այս բոլոր չարիքները ներսից են ելնում եւ պղծում մարդուն»:
24 ୨୪ ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା ।
Եւ այնտեղից վեր կացաւ եկաւ Տիւրոսի ու Սիդոնի սահմանները. եւ մի տուն մտնելով՝ չէր ուզում, որ որեւէ մէկն իմանայ իր այնտեղ լինելը, սակայն չկարողացաւ թաքնուած մնալ:
25 ୨୫ ଜିସୁ ଆଇଲାଆଚେ ବଲି ସୁନ୍ଲା ଦାପ୍ରେ, ଗଟେକ୍ ମାଇଜି ଜାର୍ ସାନ୍ ଟକିକେ ଡୁମା ଦାରିରଇଲା, ତାର୍ ଗଡ୍ତଲେ ଆସି ଅଦର୍ଲା ।
Նրա մասին լսեց մի կին, որի դուստրը տառապում էր պիղծ ոգուց. սա եկաւ ընկաւ նրա ոտքերը:
26 ୨୬ ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
Այս կինը հեթանոս էր, փիւնիկ-ասորի ազգից. աղաչում էր նրան, որ իր աղջկանից դեւը հանի:
27 ୨୭ ତେବେ ଜିସୁ ତାକେ କଇଲା, “ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।”
Եւ Յիսուս նրան ասաց. «Թո՛յլ տուր, որ նախ մանուկները կշտանան, քանի որ լաւ չէ մանուկների հացը առնել եւ շների առաջ գցել»:
28 ୨୮ ମାତର୍ ମାଇଜି ତାକେ କଇଲା, “ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।”
Կինը պատասխանեց եւ ասաց. «Տէ՛ր, շներն էլ մանուկների սեղանի փշրանքներից են կերակրւում»:
29 ୨୯ ସେଡ୍କି ବେଲେ ଜିସୁ ତାକେ କଇଲା, “ଏନ୍ତାରି କଇଲାର୍ପାଇ ଜା, ତର୍ ଟକିତେଇଅନି ଡୁମା ବାରଇଗାଲାବେ ।”
Եւ նա ասաց նրան. «Այդ խօսքիդ համար գնա՛, դեւը քո աղջկանից դուրս ելաւ»:
30 ୩୦ ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍ଲା ।
Կինը գնաց իր տունը եւ դեւին ելած գտաւ, իսկ աղջկան՝ պառկած մահճի վրայ:
31 ୩୧ ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା ।
Եւ դարձեալ դուրս ելնելով Տիւրոսի եւ Սիդոնի սահմաններից, եկաւ Գալիլիայի ծովեզրը, Դեկապոլսի սահմաններից ներս:
32 ୩୨ ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କସ୍ଟସଙ୍ଗ୍ କାତା ଅଇବା ବଇରାକେ ଜିସୁର୍ ଲଗେ ଆନି ତାର୍ ଉପ୍ରେ ଆତ୍ ସଙ୍ଗଇବାକେ ବାବୁଜିଆ କଲାଇ ।
Նրա առաջ բերեցին մի խուլ ու համր մարդ եւ աղաչեցին, որ իր ձեռքը դնի նրա վրայ:
33 ୩୩ ଜିସୁ ସେ ବଇରାକେ ଲକ୍ମନର୍ ଟାନେଅନି ବେଗ୍ଲାଇ କରି, ଡାକିନେଇ ତାର୍ ଦୁଇଟା କାନେ ଆଙ୍ଗ୍ଟି ପୁରାଇଲା ଆରି ତୁକିକରି ଆତ୍ସଙ୍ଗ୍ ସେ ଲକର୍ ଜିବେ ଲାଗାଇଲା,
Եւ Յիսուս նրան ամբոխից մի կողմ տանելով՝ իր մատները դրեց նրա ականջների մէջ եւ այնտեղ թքեց. ապա բռնեց նրա լեզուից.
34 ୩୪ ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍ପତା!” ବଇଲେ ପୁଟିଅ ।
դէպի երկինք նայեց, հոգոց հանեց եւ ասաց՝ Եփփաթա, որ նշանակում է՝ բացուի՛ր:
35 ୩୫ ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
Եւ իսկոյն նրա լսողութիւնը բացուեց, եւ լեզուի կապանքներն ընկան, եւ խօսում էր ուղիղ:
36 ୩୬ ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ ।
Եւ նա նրանց պատուիրեց, որ ոչ ոքի չասեն. բայց ինչքան էլ նա պատուիրում էր նրանց, նրանք է՛լ աւելի էին տարածում:
37 ୩୭ ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, “ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।”
Եւ աւելի ու աւելի էին զարմանում եւ ասում. «Սա ամէն ինչ լաւ արեց, որովհետեւ խուլերին լսել է տալիս եւ համրերին՝ խօսել»: